Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 18:10:48 +00:00
parent 341823e75b
commit 115c69d764
1 changed files with 1 additions and 0 deletions

View File

@ -419,3 +419,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 19 j115 figs-ellipsis ἀλλ’ ἵνα φανερωθῶσιν ὅτι οὐκ εἰσὶν πάντες ἐξ ἡμῶν 1 but so that they would be made apparent, that they are all not from us John is leaving out some of the words that a sentence would need in many languages in order to be complete. These words can be supplied from the previous sentence. Alternate translation: “but they left us so that their actions would reveal that all of them were not genuinely part of our group” (See: [[rc://en/ta/man/translate/figs-ellipsis]])
1JN 2 19 j116 figs-activepassive ἵνα φανερωθῶσιν 1 so that they would be made apparent 1 ଯୋହନ ପରିଚୟର ଭାଗ 3 ରେ “ପ୍ରକାଶ” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ , ଏହି ଗ୍ରୀକ୍ କର୍ମବଚ୍ୟ ପ୍ରକୃତରେକର୍ମବଚ୍ୟ ଅର୍ଥ ଥିବା ପରି ମନେହୁଏ । ଏହାର ଅର୍ଥ ଦଳ ପରିତ୍ୟାଗ କରିଥିବା ଲୋକମାନେ ଏହି କାର୍ଯ୍ୟର କର୍ତ୍ତା ଅପେକ୍ଷା କର୍ମପଦ ଅଟନ୍ତି । କିନ୍ତୁ ଯଦି ଏହା ଆପଣଙ୍କ ଭାଷା କର୍ମବାଚ୍ୟ ବ୍ୟବହାର କରେ ନାହିଁ, ଆପଣ  ଏହାକୁ ଏକ କର୍ତ୍ତୁବାଚ୍ୟରେ ପ୍ରକାଶ କରି, କାର୍ଯ୍ୟ କିଏ କରୁଛି ତାହା ଆପଣ  ସ୍ପଷ୍ଟ  କରିପାରିବେ । ବିକଳ୍ପ ଅନୁବାଦ: “ଯାହା ଦ୍ଵାରା ସେମାନଙ୍କର କାର୍ଯ୍ୟ ପ୍ରକାଶ ହେବ” ( [[rc://en/ta/man/translate/figs-activepassive]]ଦେଖନ୍ତୁ)
1JN 2 19 j117 οὐκ εἰσὶν πάντες ἐξ ἡμῶν 1 they are all not from us ଏଠାରେ ସମସ୍ତ ଶବ୍ଦ ଦଳ  ଛାଡିଥିବା ସମସ୍ତ ଲୋକମାନଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ କର୍ତ୍ତାକୁ ନକାରାତ୍ମକ ଏବଂ କ୍ରିୟାକୁ ସକାରାତ୍ମକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେମାନଙ୍କ ମଧ୍ୟରୁ କେହି ଆମ୍ଭମାନଙ୍କଠାରୁ ନୁହେଁ” କିମ୍ବା “ସେମାନଙ୍କ ମଧ୍ୟରୁ କେହି ପ୍ରକୃତରେ ଆମ୍ଭମାନଙ୍କ ଦଳର ନଥିଲେ”
1JN 2 20 j118 grammar-connect-logic-contrast καὶ 1 And ଯୋହନ  ଦଳ  ଛାଡିଥିବା ଲୋକ ଏବଂ ଅବଶିଷ୍ଟ ବିଶ୍ଵାସୀମାନଙ୍କ ମଧ୍ୟରେ ଏକ ପାର୍ଥକ୍ୟ ଦର୍ଶାଇବା ପାଇଁ ସେ ଏବଂ ଶବ୍ଦକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “କିନ୍ତୁ” ( [[rc://en/ta/man/translate/grammar-connect-logic-contrast]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.