Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 18:10:18 +00:00
parent da8e51b59e
commit 341823e75b
1 changed files with 1 additions and 1 deletions

View File

@ -417,5 +417,5 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 19 j113 figs-explicit οὐκ ἦσαν ἐξ ἡμῶν 1 they were not from us ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଯୋହନ କାହିଁକି ଏହି ଦାବି କରନ୍ତି ତାହା ଆପଣ  ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ ପ୍ରକୃତରେ ଆମ୍ଭମାନଙ୍କ ଦଳର ଅଂଶ ନଥିଲେ, କାରଣ ସେମାନେ ପ୍ରଥମରେ ହିଁ ପ୍ରକୃତରେ ଯୀଶୁଙ୍କଠାରେ ବିଶ୍ୱାସ କରିନଥିଲେ” ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 2 19 j114 grammar-connect-condition-contrary εἰ γὰρ ἐξ ἡμῶν ἦσαν, μεμενήκεισαν ἂν μεθ’ ἡμῶν 1 For if they had been from us, they would have remained with us ଯୋହନ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ  । ଏହି ଶବ୍ଦଗୁଡ଼ିକୁ ପୂର୍ବ ବାକ୍ୟରୁ ଯୋଗାଇ ଦିଆଯାଇପାରେ । ବିକଳ୍ପ ଅନୁବାଦ: “କିନ୍ତୁ ଯାହା ଦ୍ଵାରା ସେମାନଙ୍କର କାର୍ଯ୍ୟକଳାପ ପ୍ରକାଶ କରିବ ଯେ ସେ ସମସ୍ତେ ପ୍ରକୃତରେ ଆମ୍ଭମାନଙ୍କ ଦଳର ଅଂଶ ନଥିଲେ, ସେମାନେ ଆମ୍ଭମାନଙ୍କୁ ପରିତ୍ୟାଗ କରିଛନ୍ତି” ( [[rc://en/ta/man/translate/figs-ellipsis]]ଦେଖନ୍ତୁ)
1JN 2 19 j115 figs-ellipsis ἀλλ’ ἵνα φανερωθῶσιν ὅτι οὐκ εἰσὶν πάντες ἐξ ἡμῶν 1 but so that they would be made apparent, that they are all not from us John is leaving out some of the words that a sentence would need in many languages in order to be complete. These words can be supplied from the previous sentence. Alternate translation: “but they left us so that their actions would reveal that all of them were not genuinely part of our group” (See: [[rc://en/ta/man/translate/figs-ellipsis]])
1JN 2 19 j116 figs-activepassive ἵνα φανερωθῶσιν 1 so that they would be made apparent ଏଠାରେ ସମସ୍ତ ଶବ୍ଦ ଦଳ  ଛାଡିଥିବା ସମସ୍ତ ଲୋକମାନଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ କର୍ତ୍ତାକୁ ନକାରାତ୍ମକ ଏବଂ କ୍ରିୟାକୁ ସକାରାତ୍ମକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେମାନଙ୍କ ମଧ୍ୟରୁ କେହି ଆମ୍ଭମାନଙ୍କଠାରୁ ନୁହେଁ” କିମ୍ବା “ସେମାନଙ୍କ ମଧ୍ୟରୁ କେହି ପ୍ରକୃତରେ ଆମ୍ଭମାନଙ୍କ ଦଳର ନଥିଲେ”
1JN 2 19 j116 figs-activepassive ἵνα φανερωθῶσιν 1 so that they would be made apparent 1 ଯୋହନ ପରିଚୟର ଭାଗ 3 ରେ “ପ୍ରକାଶ” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ , ଏହି ଗ୍ରୀକ୍ କର୍ମବଚ୍ୟ ପ୍ରକୃତରେକର୍ମବଚ୍ୟ ଅର୍ଥ ଥିବା ପରି ମନେହୁଏ । ଏହାର ଅର୍ଥ ଦଳ ପରିତ୍ୟାଗ କରିଥିବା ଲୋକମାନେ ଏହି କାର୍ଯ୍ୟର କର୍ତ୍ତା ଅପେକ୍ଷା କର୍ମପଦ ଅଟନ୍ତି । କିନ୍ତୁ ଯଦି ଏହା ଆପଣଙ୍କ ଭାଷା କର୍ମବାଚ୍ୟ ବ୍ୟବହାର କରେ ନାହିଁ, ଆପଣ  ଏହାକୁ ଏକ କର୍ତ୍ତୁବାଚ୍ୟରେ ପ୍ରକାଶ କରି, କାର୍ଯ୍ୟ କିଏ କରୁଛି ତାହା ଆପଣ  ସ୍ପଷ୍ଟ  କରିପାରିବେ । ବିକଳ୍ପ ଅନୁବାଦ: “ଯାହା ଦ୍ଵାରା ସେମାନଙ୍କର କାର୍ଯ୍ୟ ପ୍ରକାଶ ହେବ” ( [[rc://en/ta/man/translate/figs-activepassive]]ଦେଖନ୍ତୁ)
1JN 2 19 j117 οὐκ εἰσὶν πάντες ἐξ ἡμῶν 1 they are all not from us ଏଠାରେ ସମସ୍ତ ଶବ୍ଦ ଦଳ  ଛାଡିଥିବା ସମସ୍ତ ଲୋକମାନଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ କର୍ତ୍ତାକୁ ନକାରାତ୍ମକ ଏବଂ କ୍ରିୟାକୁ ସକାରାତ୍ମକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେମାନଙ୍କ ମଧ୍ୟରୁ କେହି ଆମ୍ଭମାନଙ୍କଠାରୁ ନୁହେଁ” କିମ୍ବା “ସେମାନଙ୍କ ମଧ୍ୟରୁ କେହି ପ୍ରକୃତରେ ଆମ୍ଭମାନଙ୍କ ଦଳର ନଥିଲେ”

Can't render this file because it contains an unexpected character in line 2 and column 3771.