Edit 'en_tn_56-2TI.tsv' using 'tc-create-app'

This commit is contained in:
Gayatri-Digal 2021-08-14 18:06:33 +00:00
parent c65d9f6282
commit 65f6ad6b48
1 changed files with 10 additions and 1 deletions

View File

@ -298,4 +298,13 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2TI 2 6 p035 figs-explicit πρῶτον τῶν καρπῶν μεταλαμβάνειν 1 first to receive of the crops ଏହି ଦୃଷ୍ଟାନ୍ତରେ, ପରିଶ୍ରମୀ କୃଷକ ଅନ୍ୟ ଚାଷୀଙ୍କ ସହ କାମ କରୁଛନ୍ତି, ଯେଉଁମାନେ ଅମଳ ପରେ ଫସଲର ଅଂଶ ପାଇବେ । କିନ୍ତୁ ଯେହେତୁ ଏହି କୃଷକ ଅନ୍ୟମାନଙ୍କ ଅପେକ୍ଷା ଅଧିକ ପରିଶ୍ରମ କରନ୍ତି, ତେଣୁ ସେ ଏହାକୁ ଅନ୍ୟମାନେ ପାଇବା ପୂର୍ବରୁ ପାଇବା ଉଚିତ୍ । ଏହା ସୂଚିତ କରେ ଯେ ଏହା ପାଇବା ଉତ୍ତମ ବିଷୟ ଅଟେ, ସମ୍ଭବତଃ ଫସଲର ଗୁଣ ଉତ୍ତମ ଅଟେ । ବିକଳ୍ପ ଅନୁବାଦ: "ଫସଲର ସର୍ବୋତ୍ତମ ଅଂଶ ପାଅ" [[rc://en/ta/man/translate/figs-explicit]])ଦେଖନ୍ତୁ)
2TI 2 7 p036 figs-metonymy ὃ λέγω 1 what I am saying କ୍ରିୟା ସହିତ ପ୍ରକାଶ କରିବାର ଧାରଣା ପ୍ରକାଶ କରିବାକୁ ପାଉଲ ତାଙ୍କ ପତ୍ରରେ ଯାହା ଲେଖିଛନ୍ତି ତାହା ସୂଚିତ କରେ । ବିକଳ୍ପ ଅନୁବାଦ: "ମୁଁ ଯାହା ତୁମ୍ଭକୁ କହିଲି" [[rc://en/ta/man/translate/figs-metonymy]])ଦେଖନ୍ତୁ)
2TI 2 8 p037 translate-names Δαυείδ 1 of David ଏହା ଇସ୍ରାଏଲର ଜଣେ ମହାନ ରାଜାଙ୍କର ନାମ।  [[rc://en/ta/man/translate/translate-names]])ଦେଖନ୍ତୁ)
2TI 2 8 p038 figs-activepassive ἐγηγερμένον ἐκ νεκρῶν 1 raised from the dead ଯଦି ଆପଣଙ୍କ ଭାଷା ମୌଖିକ ଫର୍ମ ବ୍ୟବହାର କରେ ନାହିଁ, ଆପଣ ସମାନ ଧାରଣା ପ୍ରକାଶ କରିବାକୁ ଏକ ସକ୍ରିୟ ଗଠନ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: "ଈଶ୍ଵର ଯାହାଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କଲେ" [[rc://en/ta/man/translate/figs-activepassive]])ଦେଖନ୍ତୁ)
2TI 2 8 p038 figs-activepassive ἐγηγερμένον ἐκ νεκρῶν 1 raised from the dead ଯଦି ଆପଣଙ୍କ ଭାଷା ମୌଖିକ ଫର୍ମ ବ୍ୟବହାର କରେ ନାହିଁ, ଆପଣ ସମାନ ଧାରଣା ପ୍ରକାଶ କରିବାକୁ ଏକ ସକ୍ରିୟ ଗଠନ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: "ଈଶ୍ଵର ଯାହାଙ୍କୁ ମୃତ୍ୟୁରୁ ପୁନରୁତ୍ଥିତ କଲେ" [[rc://en/ta/man/translate/figs-activepassive]])ଦେଖନ୍ତୁ)
2TI 2 9 p039 figs-simile ὡς κακοῦργος 1 like a criminal ପାଉଲ ତାଙ୍କ ଅବସ୍ଥାକୁ ଲଜ୍ଜାଜନକ ପରିସ୍ଥିତି ସହିତ ତୁଳନା କରିଛନ୍ତି ଯେଉଁଥିରେ ଜଣେ ବ୍ୟକ୍ତି ରହିବ ଯିଏ ପ୍ରକୃତରେ ଅପରାଧ କରିଥିବ । ବିକଳ୍ପ ଅନୁବାଦ: "ଯେପରି ମୁଁ ଜଣେ ଅପରାଧୀ" [[rc://en/ta/man/translate/figs-simile]])ଦେଖନ୍ତୁ)
2TI 2 9 p040 figs-activepassive ὁ λόγος τοῦ Θεοῦ οὐ δέδεται 1 the word of God is not bound ଯଦି ତୁମର ଭାଷା ମୌଖିକ ଗଠନ ବ୍ୟବହାର କରେ ନାହିଁ, ଆପଣ ଧାରଣାକୁ ପ୍ରକାଶ କରିବାକୁ ଏକ ସକ୍ରିୟ ଗଠନ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ବାର୍ତ୍ତାକୁ କିଛି ଅଟକାଉ ନାହିଁ" [[rc://en/ta/man/translate/figs-activepassive]])ଦେଖନ୍ତୁ)
2TI 2 9 p041 figs-metonymy ὁ λόγος τοῦ Θεοῦ 1 the word of God ଈଶ୍ଵରଙ୍କ ବାର୍ତ୍ତା ବର୍ଣ୍ଣନା କରିବାକୁ ପାଉଲ ସାଙ୍କେତିକ ଭାବରେ **ଶବ୍ଦ** ବ୍ୟବହାର କରନ୍ତି ଯେ ସେ ଏବଂ ଅନ୍ୟମାନେ ଶବ୍ଦରେ ବାର୍ତ୍ତା ପ୍ରକାଶ କରୁଛନ୍ତି । ବିକଳ୍ପ ଅନୁବାଦ: "ଈଶ୍ଵରଙ୍କଠାରୁ ବାର୍ତ୍ତା" [[rc://en/ta/man/translate/figs-metonymy]])ଦେଖନ୍ତୁ)
2TI 2 10 p042 figs-hyperbole πάντα ὑπομένω 1 I endure all things ଏଠାରେ **ସମସ୍ତ** ଶବ୍ଦଟି ହେଉଛି ଏକ ସାଧାରଣକରଣ ଯାହା ବୋଧହୁଏ ପାଉଲ ପୂର୍ବ ପଦରେ ବର୍ଣ୍ଣିତ ଯନ୍ତ୍ରଣାକୁ ସୂଚାନ୍ତି । ବିକଳ୍ପ ଅନୁବାଦ: "ମୁଁ ଏହି ସମସ୍ତ ଦୁଃଖ ବହନ କରେ" [[rc://en/ta/man/translate/figs-hyperbole]])ଦେଖନ୍ତୁ)
2TI 2 10 p043 figs-abstractnouns καὶ αὐτοὶ σωτηρίας τύχωσιν τῆς ἐν Χριστῷ Ἰησοῦ 1 they also may obtain the salvation that is in Christ Jesus ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ହୁଏ, ଆପଣ ଏକ କ୍ରିୟା ସହିତ ଗୁଣ ବାଚକ ବିଶେଷ୍ୟ **ପରିତ୍ରାଣ** ପଛରେ ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ଖ୍ରୀଷ୍ଟ ଯୀଶୁ ସେମାନଙ୍କୁ ରକ୍ଷା କରନ୍ତୁ" [[rc://en/ta/man/translate/figs-abstractnouns]])ଦେଖନ୍ତୁ)
2TI 2 11 p044 πιστὸς ὁ λόγος 1 This word is trustworthy ଆପଣ ଏକ ସକ୍ରିୟ କ୍ରିୟା ସହିତ ଏକ **ବିଶ୍ୱସ୍ତ** ବିଶେଷଣର ଅର୍ଥକୁ ଉପସ୍ଥାପନ କରିପାରିବେ, ଯଦି ତାହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ । ବିକଳ୍ପ ଅନୁବାଦ: "ତୁମ୍ଭେଏହି ବିବୃତ୍ତି ଉପରେ ବିଶ୍ୱାସ କରିପାରିବେ"
2TI 2 11 p045 figs-quotemarks πιστὸς ὁ λόγος 1 This word is trustworthy ପାଉଲ ଏହି ବାକ୍ୟାଂଶକୁ ଏକ ସିଧାସଳଖ ଉଦ୍ଧୃତି ଉପସ୍ଥାପନ କରିବାକୁ ବ୍ୟବହାର କରନ୍ତି । ଏହି ପଦର ଅବଶିଷ୍ଟ ଅଂଶରେ ଏବଂ <u>2:12</u> ଏବଂ <u>2:13</u> ରେ ଦେଖାଯାଉଥିବା ଶବ୍ଦଗୁଡ଼ିକ ଏକ କବିତା ବା ଗୀତ ଯାହା ପାଉଲ କହିଥିବା ବାର୍ତ୍ତାକୁ ବିଶ୍ଵାସଯୋଗ୍ୟ ବୋଲି ଦର୍ଶାଏ । ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହୋଇପାରେ ଯଦି ଆପଣ ଏହି ଶବ୍ଦଗୁଡ଼ିକୁ ସିଧାସଳଖ ଉଦ୍ଧୃତି ଭାବରେ ଚିହ୍ନିତ କରିନ୍ତି କିମ୍ବା ଡାହାଣରେ ସୂଚାଇଦିଅନ୍ତି, ଯେପରି ଏହି ଅଧ୍ୟାୟର ପ୍ରାରମ୍ଭରେ ସାଧାରଣ ଟିପ୍ପଣୀ ସୂଚିତ କରେ । [[rc://en/ta/man/translate/figs-quotemarks]])ଦେଖନ୍ତୁ)
2TI 2 11 p046 καὶ συνζήσομεν 1 we will also live with him ଯଦିଓ ପାଉଲ ଏକ ସାଙ୍କେତିକ ଅର୍ଥରେ ଖ୍ରୀଷ୍ଟଙ୍କ ସହିତ ମରିବାକୁ କହୁଛନ୍ତି, **ବଞ୍ଚିବା** ସାଙ୍କେତିକ ହୋଇନପାରେ, କିନ୍ତୁ ଏହାର ଅର୍ଥ: (1) ଶାରୀରିକ ମୃତ୍ୟୁ ପରେ ଜୀବନ । ଏଥିରୁ ଜଣାପଡେ ଯେ ପାଉଲଙ୍କ ପୂର୍ବ ପଦରେ "ଅନନ୍ତ ମହିମା" ଏବଂ ପରବର୍ତ୍ତୀ ସମୟରେ "ଆମେ ତାଙ୍କ ସହିତ ରାଜତ୍ୱ କରିବା" ବିଷୟରେ ଉଲ୍ଲେଖ କରନ୍ତି । ବିକଳ୍ପ ଅନୁବାଦ: "ତା’ହେଲେ ଈଶ୍ଵର ଯୀଶୁଙ୍କ ସହିତ ବଞ୍ଚିବା ପାଇଁ ଆମକୁ ମୃତ୍ୟୁରୁ ପୁନରୁତ୍ଥିତ କରିବେ" କିମ୍ବା (2) ବିଶ୍ଵାସୀମାନେ ଶାରୀରିକ ମୃତ୍ୟୁ ପୂର୍ବରୁ ଏହି ଜୀବନରେ କିପରି କାର୍ଯ୍ୟ କରିବେ । ବିକଳ୍ପ ଅନୁବାଦ: "ଆମେ ଆମର ଇଚ୍ଛା ଅନୁସରଣ କରିବା ନାହିଁ, କିନ୍ତୁ ଯୀଶୁ ଯାହା ଚାହାଁନ୍ତି ତାହା କରିବା ।"
2TI 2 12 p048 εἰ ἀρνησόμεθα 1 if we deny him ବିଶ୍ଵାସୀଙ୍କ କାର୍ଯ୍ୟକୁ ସୂଚାଇବା ପାଇଁ ପାଉଲ **ଅସ୍ୱୀକାର** ଶବ୍ଦ ବ୍ୟବହାର କରି କହନ୍ତି ଯେ ସେମାନେ ବର୍ତ୍ତମାନ ଜୀବନରେ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣି ନାହାଁନ୍ତି । ଏହା **ଦୁଃଖର** ବିପରୀତ ଭାବରେ ଉପସ୍ଥାପିତ ହୋଇଛି, ତେଣୁ ଏହା ଜଣଙ୍କୁ ବୁଝାଏ ଯିଏ ନିର୍ଯାତନାର ଶିକାର ହୁଏ ଏବଂ ଯୀଶୁଙ୍କ ଅନୁଗାମୀ ହେବାକୁ ମନା କରେ । ବିକଳ୍ପ ଅନୁବାଦ: "ଯଦି ଆମେ କେବଳ କହିବା ଯେ ଆମେ ତାଙ୍କୁ ଜାଣୁନାହୁଁ"
Can't render this file because it contains an unexpected character in line 2 and column 8087.