Edit 'en_tn_08-RUT.tsv' using 'tc-create-app'

This commit is contained in:
Sibaji.Digal 2021-09-19 12:56:25 +00:00
parent 5f729393d4
commit 6584001623
1 changed files with 1 additions and 1 deletions

View File

@ -98,7 +98,7 @@ RUT 2 10 ab12 figs-doublet וַ⁠תִּפֹּל֙ עַל־פָּנֶ֔י⁠הָ
RUT 2 10 ab13 figs-idiom וַ⁠תִּפֹּל֙ עַל־פָּנֶ֔י⁠הָ 1 Then she fell on her face ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ସେ ମୁହଁକୁ ନୁଆଁଇ ପ୍ରଣାମ କଲେ । [[rc://en/ta/man/translate/figs-idiom]])ଦେଖନ୍ତୁ)
RUT 2 10 ug7p מַדּוּעַ֩ מָצָ֨אתִי חֵ֤ן בְּ⁠עֵינֶ֨י⁠ךָ֙ לְ⁠הַכִּירֵ֔⁠נִי וְ⁠אָּנֹכִ֖י נָכְרִיָּֽה 1 Why have I found favor in your eyes that you should take notice of me, since I am a foreigner? ରୂତ ଏକ ପ୍ରକୃତ ପ୍ରଶ୍ନ ପଚାରୁଛନ୍ତି ।
RUT 2 10 abc7 figs-idiom מָצָ֨אתִי חֵ֤ן בְּ⁠עֵינֶ֨י⁠ךָ֙ 1 have I found favor in your eyes **ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଲି** ବାକ୍ୟାଂଶ ଏକ ରୂଢ଼ି ଅଟେ ଯାହାର ଅର୍ଥ “ଆପଣ କାହାକୁ ଗ୍ରହଣ କରିଛନ୍ତି’ । ଦୟା କିମ୍ବା ଅନୁମୋଦନ ଲାଭ କରିବା ଭଳି ରୂତ କୌଣସି ବ୍ୟକ୍ତିର ଅନୁଗ୍ରହ ପାଇବା ବିଷୟରେ କହନ୍ତି । ବିକଳ୍ପ ଅନୁବାଦ: “ଆପଣ ମୋ ପ୍ରତି ଅନୁଗ୍ରହ ଦେଖାଇ ଅଛନ୍ତି”[[rc://en/ta/man/translate/figs-idiom]])ଦେଖନ୍ତୁ)
RUT 2 10 abc8 figs-metaphor בְּ⁠עֵינֶ֨י⁠ךָ֙ 1 in your eyes **ଆଖି** ଏକ ଲକ୍ଷଣାତ୍ମକ ଶବ୍ଦ ଅଟେ ଯାହା ଦେଖିବା ପାଇଁ ପ୍ରତିନିଧିତ୍ୱ କରେ, ଏବଂ ଦେଖିବା ଜ୍ଞାନ, ଦୃଷ୍ଟି, ଧ୍ୟାନ, କିମ୍ବା ବିଚାର ପାଇଁ ଏକ ରୂପକ ଅଳଙ୍କାର ଅଟେ । ବିକଳ୍ପ ଅନୁବାଦ: “ତୁମର ବିଚାରରେ” କିମ୍ବା “ତୁମେ ନିଷ୍ପତ୍ତି ନେଇଅଛ” [[rc://en/ta/man/translate/figs-metaphor]])ଦେଖନ୍ତୁ)
RUT 2 10 abc8 figs-metaphor בְּ⁠עֵינֶ֨י⁠ךָ֙ 1 in your eyes **ଦୃଷ୍ଟିରେ** ଏକ ଲକ୍ଷଣାତ୍ମକ ଶବ୍ଦ ଅଟେ ଯାହା ଦେଖିବାକୁ ପ୍ରତିନିଧିତ୍ୱ କରେ ଏବଂ ଦେଖିବା ଜ୍ଞାନ, ଦୃଷ୍ଟି, ଧ୍ୟାନଦେବା, କିମ୍ବା ନ୍ୟାୟ ବିଚାର ପାଇଁ ଏକ ଉପମା ଅଟେ । ବିକଳ୍ପ ଅନୁବାଦ: “ଆପଣଙ୍କ ବିଚାରରେ” କିମ୍ବା “ଆପଣ ନିଷ୍ପତ୍ତି ନେଇଅଛନ୍ତି।” [[rc://en/ta/man/translate/figs-metaphor]])ଦେଖନ୍ତୁ)
RUT 2 10 x6f8 נָכְרִיָּֽה 1 foreigner ଜଣେ **ବିଦେଶୀ** ଅନ୍ୟ ଦେଶର ବ୍ୟକ୍ତି ଅଟନ୍ତି। ଯଦିଓ ରୂତ ବ୍ୟକ୍ତିଗତ ଭାବରେ ଇସ୍ରାଏଲର ଈଶ୍ଵରଙ୍କ ପ୍ରତି ତାଙ୍କର ବିଶ୍ୱସ୍ତତା ପ୍ରତିଜ୍ଞା କରିଥିଲେ, ସମସ୍ତେ ଜାଣିଥିଲେ ଯେ ସେ ଇସ୍ରାଏଲର ନୁହେଁ ମୋୟାବର। ପ୍ରାୟତଃ ଇସ୍ରାଏଲୀୟମାନେ ବିଦେଶୀମାନଙ୍କ ପ୍ରତି ଦୟାଳୁ ନଥିଲେ, ଯଦିଓ ଈଶ୍ଵର ଚାହୁଁଥିଲେ ଯେ ସେମାନଙ୍କ ପ୍ରତି ଦୟାଳୁ ହୁଅନ୍ତୁ । ଏହା ଦର୍ଶାଏ ଯେ ବୋୟଜ ଈଶ୍ଵରଙ୍କୁ ପ୍ରସନ୍ନ କରିବା ପାଇଁ ବଞ୍ଚୁଥିଲେ।
RUT 2 11 ab14 figs-doublet וַ⁠יַּ֤עַן בֹּ֨עַז֙ וַ⁠יֹּ֣אמֶר 1 Boaz answered and said ଉଭୟ **ଉତ୍ତର** ଦେଇ **କହିଲେ** ଗୋଟିଏ ବିଷୟକୁ ବର୍ଣ୍ଣନା କରେ **_I_** ଯଦି ଏହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ଅଟେ, UST ପରି ଆପଣ ଏଥିପାଇଁ କେବଳ ଗୋଟିଏ କ୍ରିୟା ବ୍ୟବହାର କରିପାରନ୍ତି । [[rc://en/ta/man/translate/figs-doublet]])ଦେଖନ୍ତୁ
RUT 2 11 app6 figs-activepassive הֻגֵּ֨ד הֻגַּ֜ד לִ֗⁠י 1 Everything … has fully been reported to me ଏହାକୁ ସକ୍ରିୟ ରୂପରେ ପ୍ରକାଶ କରା ଯାଇପାରେ । ବିକଳ୍ପ ଅନୁବାଦ: ଲୋକମାନେ ମୋତେ କହିଛନ୍ତି କିମ୍ବା ଲୋକମାନେ ଦ୍ଵାରା କୁହା ଯାଇଅଛି।<br><br>[[rc://en/ta/man/translate/figs-activepassive]])ଦେଖନ୍ତୁ

Can't render this file because it contains an unexpected character in line 36 and column 919.