Edit 'en_tn_08-RUT.tsv' using 'tc-create-app'

This commit is contained in:
Sibaji.Digal 2021-09-19 12:49:24 +00:00
parent f2ab1f4af2
commit 5f729393d4
1 changed files with 8 additions and 8 deletions

View File

@ -88,16 +88,16 @@ RUT 2 7 ab17 אֲלַקֳטָה־נָּא֙ 1 Please let me glean **ଶସ୍
RUT 2 7 kj7a הַ⁠בַּ֖יִת 1 the house **କୁଟୀର** କିମ୍ବା **ଆଶ୍ରୟସ୍ଥଳ** । ଏହା ଏକ ଅସ୍ଥାୟୀ ଆଶ୍ରୟସ୍ଥଳ କିମ୍ବା ଉଦ୍ୟାନ ଥିଲା ଯାହା ସୂର୍ଯ୍ୟଠାରୁ ଛାଇ ଯୋଗାଇଥାଏ ଯେଉଁଠାରେ ଶ୍ରମିକମାନେ ବିଶ୍ରାମ ନେଇପାରନ୍ତି ।
RUT 2 8 ltk3 figs-rquestion הֲ⁠ל֧וֹא שָׁמַ֣עַתְּ בִּתִּ֗⁠י 1 Will you not listen to me, my daughter? ଏହାକୁ ଏକ ଆଦେଶ ଭାବରେ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: "ମୋହର କନ୍ୟା, ମୋର କଥା ଶୁଣୁ!" କିମ୍ବା "ମୋହର କନ୍ୟା, ମୁଁ ତୁମ୍ଭକୁ ଯାହା କହୁଛି ସେଥିପ୍ରତି ଧ୍ୟାନ ଦିଅ!"[[rc://en/ta/man/translate/figs-rquestion]])ଦେଖନ୍ତୁ)
RUT 2 8 ke9b figs-idiom בִּתִּ֗⁠י 1 my daughter ଏହା ଏକ ଯୁବତୀଙ୍କୁ ସମ୍ବୋଧନ କରିବାର ଏକ ନମ୍ର ଭାବ ଥିଲା । ବାସ୍ତବରେ ରୂତ ବୋୟଜଙ୍କ କନ୍ୟା ନଥିଲେ, କିନ୍ତୁ ସେ ତାଙ୍କୁ ଦୟା ଏବଂ ସମ୍ମାନର ସହିତ ବ୍ୟବହାର ପ୍ରଦର୍ଶନ କରୁଥିଲେ। ଆପଣଙ୍କ ଭାଷାରେ ଏହି ଅର୍ଥକୁ ପ୍ରକାଶ କରୁଥିବା ଶବ୍ଦକୁ ବ୍ୟବହାର କରନ୍ତୁ । [[rc://en/ta/man/translate/figs-idiom]])ଦେଖନ୍ତୁ)
RUT 2 9 jq6n figs-metonymy עֵינַ֜יִ⁠ךְ בַּ⁠שָּׂדֶ֤ה 1 Keep your eyes on the field **ଆଖି** ଏକ ଲକ୍ଷଣାତ୍ମକ ଶବ୍ଦ ଯାହା ଦେଖିବା ପାଇଁ ପ୍ରତିନିଧିତ୍ୱ କରେ । ବିକଳ୍ପ ଅନୁବାଦ: " କ୍ଷେତ୍ର ପ୍ରତି କେବଳ ଦୃଷ୍ଟି ରଖ " କିମ୍ବା "କେବଳ କ୍ଷେତ୍ର ପ୍ରତି ଧ୍ୟାନ ଦିଅ" । [[rc://en/ta/man/translate/figs-metonymy]])ଦେଖନ୍ତୁ)
RUT 2 9 xc6u figs-rquestion הֲ⁠ל֥וֹא צִוִּ֛יתִי אֶת־הַ⁠נְּעָרִ֖ים לְ⁠בִלְתִּ֣י נָגְעֵ֑⁠ךְ 1 Have I not instructed the young men not to touch you? ବୋୟଜ ତାଙ୍କର ଆତିଥ୍ୟକୁ ଗୁରୁତ୍ୱ ଦେବା ପାଇଁ ଏହି ପ୍ରଶ୍ନ ବ୍ୟବହାର କରିଥିଲେ - ଯେ ସେ ରୂତଙ୍କୁ ସାହାଯ୍ୟ କରିବା ପାଇଁ ପୂର୍ବରୁ ବ୍ୟବସ୍ଥା କରିସାରିଥିଲେ । ବିକଳ୍ପ ଅନୁବାଦ: “ମୁଁ ଲୋକମାନଙ୍କୁ ତୁମକୁ କୌଣସି ଅନିଷ୍ଟ ନକରିବାକୁ କଠୋର ନିର୍ଦ୍ଦେଶ ଦେଇଛି।” [[rc://en/ta/man/translate/figs-rquestion]])ଦେଖନ୍ତୁ)
RUT 2 9 ub62 אֶת־הַ⁠נְּעָרִ֖ים 1 the young men **ଯୁବ ପୁରୁଷ ଶ୍ରମିକମାନେ** କିମ୍ବା **ସେବକ** । ଯେଉଁ ଯୁବକମାନେ ଅମଳ କରୁଛନ୍ତି ସେମାନଙ୍କୁ ସୂଚାଇବା ପାଇଁ **ଯୁବକ** ଶବ୍ଦ ତିନିଥର ବ୍ୟବହୃତ ହୋଇଅଛି ।
RUT 2 9 v5e4 לְ⁠בִלְתִּ֣י נָגְעֵ֑⁠ךְ 1 not to touch you ଯେ ପୁରୁଷମାନେ ରୂତଙ୍କୁ ଶାରୀରିକ ଭାବରେ ଅନିଷ୍ଟ କରିବେ ନାହିଁ କିମ୍ବା ଯୌନ ନିର୍ଯାତନା ଦେବେ ନାହିଁ ବୋଲି କହିବାକୁ ଏହା ଏକ ଭଦ୍ର ଉପାୟ ଥିଲା ଏବଂ ସମ୍ଭବତଃ ପୁରୁଷମାନେ ତାଙ୍କୁ ତାଙ୍କ ଶସ୍ୟ ସଂଗ୍ରହରୁ ନିବୃତ୍ତ କରିବେ ନାହିଁ। [[rc://en/ta/man/translate/figs-euphemism]])ଦେଖନ୍ତୁ)
RUT 2 9 ahr7 מֵ⁠אֲשֶׁ֥ר יִשְׁאֲב֖וּ⁠ן הַ⁠נְּעָרִֽים 1 from what the young men draw ଜଳ ଟାଣିବା ଅର୍ଥ କୂଅରୁ ପାଣି ଟାଣିବା କିମ୍ବା ଏହାକୁ ଏକ ପାତ୍ରରୁ ବାହାର କରିବା ।
RUT 2 10 az6y translate-symaction וַ⁠תִּפֹּל֙ עַל־פָּנֶ֔י⁠הָ וַ⁠תִּשְׁתַּ֖חוּ אָ֑רְצָ⁠ה 1 Then she fell on her face and bowed down to the ground ଏଗୁଡ଼ିକ ସମ୍ମାନ ଏବଂ ଆଦରର କାର୍ଯ୍ୟ । ସେ ତାଙ୍କ ପାଇଁ କରିଥିବା ଦୟା ହେତୁ ସେ ନିଜର କୃତଜ୍ଞତା  ବୋୟଜଙ୍କୁ ସମ୍ମାନ ଦେଇ ପ୍ରକାଶ କରୁଥିଲେ। ଏହା ମଧ୍ୟ ନମ୍ରତା ଥିଲା । [[rc://en/ta/man/translate/translate-symaction]])ଦେଖନ୍ତୁ)
RUT 2 10 ab12 figs-doublet וַ⁠תִּפֹּל֙ עַל־פָּנֶ֔י⁠הָ וַ⁠תִּשְׁתַּ֖חוּ אָ֑רְצָ⁠ה 1 Then she fell on her face and bowed down to the ground ଏଗୁଡ଼ିକ ଗୋଟିଏ କାର୍ଯ୍ୟର ଦୁଇଟି ବର୍ଣ୍ଣନା । ଯଦି ଏହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ଅଟେ, UST ପରି କେବଳ ଗୋଟିଏ ବର୍ଣ୍ଣନା ବ୍ୟବହାର କରନ୍ତୁ । [[rc://en/ta/man/translate/figs-doublet]])ଦେଖନ୍ତୁ)
RUT 2 9 jq6n figs-metonymy עֵינַ֜יִ⁠ךְ בַּ⁠שָּׂדֶ֤ה 1 Keep your eyes on the field **ଦୃଷ୍ଟି** ଏକ ଲକ୍ଷଣାତ୍ମକ ଶବ୍ଦ ଯାହା ଦେଖିବାକୁ ପ୍ରତିନିଧିତ୍ୱ କରେ । ବିକଳ୍ପ ଅନୁବାଦ: " କ୍ଷେତ୍ର ପ୍ରତି କେବଳ ଦୃଷ୍ଟି ରଖ " କିମ୍ବା "କେବଳ କ୍ଷେତ୍ର ପ୍ରତି ଧ୍ୟାନ ଦିଅ" । [[rc://en/ta/man/translate/figs-metonymy]])ଦେଖନ୍ତୁ)
RUT 2 9 xc6u figs-rquestion הֲ⁠ל֥וֹא צִוִּ֛יתִי אֶת־הַ⁠נְּעָרִ֖ים לְ⁠בִלְתִּ֣י נָגְעֵ֑⁠ךְ 1 Have I not instructed the young men not to touch you? ବୋୟଜ ତାଙ୍କର ଆତିଥ୍ୟକୁ ଗୁରୁତ୍ୱ ଦେବା ପାଇଁ ଏହି ପ୍ରଶ୍ନ ବ୍ୟବହାର କରିଥିଲେ - କାରଣ ସେ ରୂତଙ୍କୁ ସାହାଯ୍ୟ କରିବା ପାଇଁ ପୂର୍ବରୁ ବ୍ୟବସ୍ଥା କରିସାରିଥିଲେ । ବିକଳ୍ପ ଅନୁବାଦ: “ ତୁମର କୌଣସି ଅନିଷ୍ଟ ନକରିବାକୁ ମୁଁ ଲୋକମାନଙ୍କୁ କଠୋର ନିର୍ଦ୍ଦେଶ ଦେଇଛି।” [[rc://en/ta/man/translate/figs-rquestion]])ଦେଖନ୍ତୁ)
RUT 2 9 ub62 אֶת־הַ⁠נְּעָרִ֖ים 1 the young men **ଯୁବ ପୁରୁଷ ଶ୍ରମିକମାନେ** କିମ୍ବା **ଦାସଗଣ**। ଯେଉଁ ଯୁବକମାନେ ଅମଳ କରୁଛନ୍ତି ସେମାନଙ୍କୁ ସୂଚାଇବା ପାଇଁ **ଯୁବକ** ଶବ୍ଦ ତିନିଥର ବ୍ୟବହୃତ ହୋଇଅଛି ।
RUT 2 9 v5e4 לְ⁠בִלְתִּ֣י נָגְעֵ֑⁠ךְ 1 not to touch you ପୁରୁଷମାନେ ରୂତଙ୍କୁ ଶାରୀରିକ ଭାବରେ ଅନିଷ୍ଟ କରିବେ ନାହିଁ କିମ୍ବା ଯୌନ ନିର୍ଯାତନା ଦେବେ ନାହିଁ ବୋଲି କହିବାର ଏହା ଏକ ନମ୍ର ଉପାୟ ଥିଲା ଏବଂ ସମ୍ଭବତଃ ପୁରୁଷମାନେ ତାଙ୍କୁ ତାଙ୍କ ଶସ୍ୟ ସଂଗ୍ରହରୁ ନିବୃତ୍ତ କରିବାର ନ ଥିଲା। [[rc://en/ta/man/translate/figs-euphemism]])ଦେଖନ୍ତୁ)
RUT 2 9 ahr7 מֵ⁠אֲשֶׁ֥ר יִשְׁאֲב֖וּ⁠ן הַ⁠נְּעָרִֽים 1 from what the young men draw ଜଳ ଟାଣିବା ଅର୍ଥ କୂଅରୁ ପାଣି ଟାଣିବା କିମ୍ବା ଏହାକୁ ଏକ ପାତ୍ରରୁ ବାହାର କରିବା ଅଟେ
RUT 2 10 az6y translate-symaction וַ⁠תִּפֹּל֙ עַל־פָּנֶ֔י⁠הָ וַ⁠תִּשְׁתַּ֖חוּ אָ֑רְצָ⁠ה 1 Then she fell on her face and bowed down to the ground ଏଗୁଡ଼ିକ ସମ୍ମାନ ଏବଂ ଆଦରର କାର୍ଯ୍ୟଗୁଡ଼ିକ ଅଟେ । ସେ ତାଙ୍କ ପାଇଁ କରିଥିବା ଦୟା ହେତୁ ସେ ନିଜର କୃତଜ୍ଞତା ବୋୟଜଙ୍କୁ ସମ୍ମାନ ଦେଇ ପ୍ରକାଶ କରୁଥିଲେ। ଏହା ମଧ୍ୟ ନମ୍ରତାର ଏକ ଅବସ୍ଥା ଥିଲା । [[rc://en/ta/man/translate/translate-symaction]])ଦେଖନ୍ତୁ)
RUT 2 10 ab12 figs-doublet וַ⁠תִּפֹּל֙ עַל־פָּנֶ֔י⁠הָ וַ⁠תִּשְׁתַּ֖חוּ אָ֑רְצָ⁠ה 1 Then she fell on her face and bowed down to the ground ଏଗୁଡ଼ିକ ଗୋଟିଏ କାର୍ଯ୍ୟର ଦୁଇଟି ବର୍ଣ୍ଣନା ଅଟେ । ଯଦି ଏହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ଅଟେ, UST ପରି କେବଳ ଗୋଟିଏ ବର୍ଣ୍ଣନା ବ୍ୟବହାର କରନ୍ତୁ । [[rc://en/ta/man/translate/figs-doublet]])ଦେଖନ୍ତୁ)
RUT 2 10 ab13 figs-idiom וַ⁠תִּפֹּל֙ עַל־פָּנֶ֔י⁠הָ 1 Then she fell on her face ଏହା ଏକ ରୂଢ଼ି ଅଟେ ଯାହାର ଅର୍ଥ ସେ ମୁହଁକୁ ନୁଆଁଇ ପ୍ରଣାମ କଲେ । [[rc://en/ta/man/translate/figs-idiom]])ଦେଖନ୍ତୁ)
RUT 2 10 ug7p מַדּוּעַ֩ מָצָ֨אתִי חֵ֤ן בְּ⁠עֵינֶ֨י⁠ךָ֙ לְ⁠הַכִּירֵ֔⁠נִי וְ⁠אָּנֹכִ֖י נָכְרִיָּֽה 1 Why have I found favor in your eyes that you should take notice of me, since I am a foreigner? ରୂତ ଏକ ପ୍ରକୃତ ପ୍ରଶ୍ନ ପଚାରୁଛନ୍ତି ।
RUT 2 10 abc7 figs-idiom מָצָ֨אתִי חֵ֤ן בְּ⁠עֵינֶ֨י⁠ךָ֙ 1 have I found favor in your eyes **ତୁମ୍ଭ ଆଖିରେ ଅନୁଗ୍ରହ ପାଇଥିବା** ବାକ୍ୟାଂଶ ଏକ ରୂଢ଼ି ଅଟେ ଯାହାର ଅର୍ଥ “ତୁମେ ଗ୍ରହଣ କରିଛ’ । ସେମାନଙ୍କ ଦୟା କିମ୍ବା ଅନୁମୋଦନ ଲାଭ କରିବା ଭଳି ରୂତ କୌଣସି ବ୍ୟକ୍ତିର ଅନୁଗ୍ରହ ପାଇବା ବିଷୟରେ କହନ୍ତି । ବିକଳ୍ପ ଅନୁବାଦ: “ତୁମେ ମୋ ପ୍ରତି ଅନୁଗ୍ରହ କରିଅଛ”[[rc://en/ta/man/translate/figs-idiom]])ଦେଖନ୍ତୁ)
RUT 2 10 abc7 figs-idiom מָצָ֨אתִי חֵ֤ן בְּ⁠עֵינֶ֨י⁠ךָ֙ 1 have I found favor in your eyes **ଆପଣଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଲି** ବାକ୍ୟାଂଶ ଏକ ରୂଢ଼ି ଅଟେ ଯାହାର ଅର୍ଥ “ଆପଣ କାହାକୁ ଗ୍ରହଣ କରିଛନ୍ତି’ । ଦୟା କିମ୍ବା ଅନୁମୋଦନ ଲାଭ କରିବା ଭଳି ରୂତ କୌଣସି ବ୍ୟକ୍ତିର ଅନୁଗ୍ରହ ପାଇବା ବିଷୟରେ କହନ୍ତି । ବିକଳ୍ପ ଅନୁବାଦ: “ଆପଣ ମୋ ପ୍ରତି ଅନୁଗ୍ରହ ଦେଖାଇ ଅଛନ୍ତି”[[rc://en/ta/man/translate/figs-idiom]])ଦେଖନ୍ତୁ)
RUT 2 10 abc8 figs-metaphor בְּ⁠עֵינֶ֨י⁠ךָ֙ 1 in your eyes **ଆଖି** ଏକ ଲକ୍ଷଣାତ୍ମକ ଶବ୍ଦ ଅଟେ ଯାହା ଦେଖିବା ପାଇଁ ପ୍ରତିନିଧିତ୍ୱ କରେ, ଏବଂ ଦେଖିବା ଜ୍ଞାନ, ଦୃଷ୍ଟି, ଧ୍ୟାନ, କିମ୍ବା ବିଚାର ପାଇଁ ଏକ ରୂପକ ଅଳଙ୍କାର ଅଟେ । ବିକଳ୍ପ ଅନୁବାଦ: “ତୁମର ବିଚାରରେ” କିମ୍ବା “ତୁମେ ନିଷ୍ପତ୍ତି ନେଇଅଛ” [[rc://en/ta/man/translate/figs-metaphor]])ଦେଖନ୍ତୁ)
RUT 2 10 x6f8 נָכְרִיָּֽה 1 foreigner ଜଣେ **ବିଦେଶୀ** ଅନ୍ୟ ଦେଶର ବ୍ୟକ୍ତି ଅଟନ୍ତି। ଯଦିଓ ରୂତ ବ୍ୟକ୍ତିଗତ ଭାବରେ ଇସ୍ରାଏଲର ଈଶ୍ଵରଙ୍କ ପ୍ରତି ତାଙ୍କର ବିଶ୍ୱସ୍ତତା ପ୍ରତିଜ୍ଞା କରିଥିଲେ, ସମସ୍ତେ ଜାଣିଥିଲେ ଯେ ସେ ଇସ୍ରାଏଲର ନୁହେଁ ମୋୟାବର। ପ୍ରାୟତଃ ଇସ୍ରାଏଲୀୟମାନେ ବିଦେଶୀମାନଙ୍କ ପ୍ରତି ଦୟାଳୁ ନଥିଲେ, ଯଦିଓ ଈଶ୍ଵର ଚାହୁଁଥିଲେ ଯେ ସେମାନଙ୍କ ପ୍ରତି ଦୟାଳୁ ହୁଅନ୍ତୁ । ଏହା ଦର୍ଶାଏ ଯେ ବୋୟଜ ଈଶ୍ଵରଙ୍କୁ ପ୍ରସନ୍ନ କରିବା ପାଇଁ ବଞ୍ଚୁଥିଲେ।
RUT 2 11 ab14 figs-doublet וַ⁠יַּ֤עַן בֹּ֨עַז֙ וַ⁠יֹּ֣אמֶר 1 Boaz answered and said ଉଭୟ **ଉତ୍ତର** ଦେଇ **କହିଲେ** ଗୋଟିଏ ବିଷୟକୁ ବର୍ଣ୍ଣନା କରେ **_I_** ଯଦି ଏହା ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ଅଟେ, UST ପରି ଆପଣ ଏଥିପାଇଁ କେବଳ ଗୋଟିଏ କ୍ରିୟା ବ୍ୟବହାର କରିପାରନ୍ତି । [[rc://en/ta/man/translate/figs-doublet]])ଦେଖନ୍ତୁ

Can't render this file because it contains an unexpected character in line 36 and column 919.