Edit 'en_tn_08-RUT.tsv' using 'tc-create-app'

This commit is contained in:
Sibaji.Digal 2021-09-19 06:12:39 +00:00
parent 539f0d2bef
commit f2ab1f4af2
1 changed files with 8 additions and 8 deletions

View File

@ -78,16 +78,16 @@ RUT 2 2 abc5 figs-metaphor בְּ⁠עֵינָ֑י⁠ו 1 in whose eyes **ଦୃ
RUT 2 2 ed93 בִתִּֽ⁠י 1 my daughter ରୂତ ନୟମୀଙ୍କର ନିଜ ମାତା ପରି ଯତ୍ନ ନେଉଥିଲେ, ଏବଂ ନୟମୀ ମଧ୍ୟ ରୂତଙ୍କୁ  ନିଜ ଝିଅ ଭଳି ସ୍ନେହ କରୁଥିଲେ। ଯଦି ଏହି ବିଷୟ ଆପଣଙ୍କ ଭାଷାରେ ଦ୍ୱନ୍ଦ୍ୱପୂର୍ଣ୍ଣ ହୁଏ, ତେବେ ଏହିପରି ଶବ୍ଦକୁ  ବ୍ୟବହାର କରନ୍ତୁ ଯାହା ଆପଣଙ୍କ ଭାଷାରେ ଦୁଇ ମହିଳାଙ୍କ ମଧ୍ୟରେ ଥିବା  ଘନିଷ୍ଠ ସମ୍ପର୍କକୁ ପ୍ରକାଶ କରେ।
RUT 2 3 ht73 וַ⁠יִּ֣קֶר מִקְרֶ֔⁠הָ 1 by chance ଏହାର ଅର୍ଥ ଏହା ଯେ ରୂତ ଯେଉଁ କ୍ଷେତ୍ରରେ ଶସ୍ୟ ସଂଗ୍ରହ କରିବା ପାଇଁ ଯାଉଥିଲେ, ତାହା ନୟମୀଙ୍କ ସମ୍ପର୍କୀୟ ବୋୟଜଙ୍କର ଅଟେ ବୋଲି ସେ ଜାଣି ନଥିଲେ ।
RUT 2 3 ab11 מִ⁠מִּשְׁפַּ֥חַת אֱלִימֶֽלֶךְ 1 from the clan of Elimelek ଏଠାରେ **ବଂଶୀୟ** ଶବ୍ଦର ଅର୍ଥ ବୋୟଜ ଏଲିମେଲକଙ୍କ ସମ୍ପର୍କୀୟ ଥିଲେ କିନ୍ତୁ ଏଲିମେଲକ ଏବଂ ବୋୟଜଙ୍କ ପିତାମାତା ଭିନ୍ନ ଥିଲେ ।  ଏହି ବଂଶୀୟ ଏଲିମେଲକଙ୍କ ନାମରେ ନାମିତ କିମ୍ବା ଏଲିମେଲକଙ୍କର ପରିବାରର ପିତୃପୁରୁଷ କିମ୍ବା ନେତା ଥିଲେ, ସେବିଷୟରେ ଏହି ବାକ୍ୟ ପ୍ରକାଶ କରେ ନାହିଁ।
RUT 2 4 vys2 figs-distinguish וְ⁠הִנֵּה 1 Then behold, ବୋୟଜ କ୍ଷେତରେ ପହଞ୍ଚିବା ଏବଂ ପ୍ରଥମ ଥର ପାଇଁ ରୂତଙ୍କୁ ଦେଖିବାର ଶବ୍ଦ ଆମକୁ ଦେଖେ। କାହାଣୀରେ ପରବର୍ତ୍ତୀ କ’ଣ ଘଟେ ସେଥିପ୍ରତି ଧ୍ୟାନ ଦେବା ପାଇଁ ତୁମର ଭାଷାର ଏକ ନିର୍ଦ୍ଦିଷ୍ଟ ଉପାୟ ଥାଇପାରେ। [[rc://en/ta/man/translate/figs-distinguish]])ଦେଖନ୍ତୁ)
RUT 2 4 vys2 figs-distinguish וְ⁠הִנֵּה 1 Then behold, **ଦେଖ** ଶବ୍ଦ ବୋୟଜ କ୍ଷେତରେ ପହଞ୍ଚିବା ଏବଂ ପ୍ରଥମ ଥର ପାଇଁ ରୂତଙ୍କୁ ଦେଖିବା ବିଷୟରେ ପ୍ରକାଶ କରେ । କାହାଣୀରେ ପରବର୍ତ୍ତୀ ଘଟଣା କ'ଣ ଘଟେ ସେଥିପ୍ରତି ଧ୍ୟାନଦେବା ପାଇଁ ଆପଣଙ୍କ  ଭାଷାର ଏକ ନିର୍ଦ୍ଦିଷ୍ଟ ଉପାୟ ଥାଇପାରେ। [[rc://en/ta/man/translate/figs-distinguish]])ଦେଖନ୍ତୁ)
RUT 2 4 q1lv בָּ֚א מִ⁠בֵּ֣ית לֶ֔חֶם 1 coming from Bethlehem ବେଥଲିହିମ ବାହାରେ କ୍ଷେତ୍ରଗୁଡ଼ିକ ଅନିର୍ଦ୍ଦିଷ୍ଟ ଦୂରତାରେ ଥିଲା ।
RUT 2 4 r4bl יְבָרֶכְ⁠ךָ֥ יְהוָֽה 1 May Yahweh bless you **ସଦାପ୍ରଭୁ ତୁମ୍ଭମାନଙ୍କୁ ଆଶୀର୍ବାଦ କରନ୍ତୁ।** ଏହା ଏକ ସାଧାରଣ ଆଶୀର୍ବାଦ 
RUT 2 5 a5ht לְ⁠מִ֖י הַ⁠נַּעֲרָ֥ה הַ⁠זֹּֽאת 1 Who does this young woman belong to? ସେହି ସଂସ୍କୃତିରେ ମହିଳାମାନେ ସେମାନଙ୍କର ସମ୍ପର୍କୀୟ ପୁରୁଷମନଙ୍କ ଅଧୀନରେ ରହୁଥିଲେ । ଏହି ଯୁବତୀଟି କାହାର ବୋଲି ବୋୟଜ ପଚାରିଲେ। ସେ ଭାବିନଥିଲେ ଯେ ରୂତ ଜଣେ  ଦାସ ହେଇଥିବ ବୋଲି
RUT 2 5 ab16 לְ⁠נַעֲר֔⁠וֹ 1 to his servant ବୋୟାଜ ପାଇଁ କାମ କରୁଥିବା ଯୁବା **ସେବକ** ଜଣକ ଅବଶିଷ୍ଟ ଶ୍ରମିକମାନଙ୍କୁ କ'ଣ କରିବାକୁ ହେବ ସେହି ବିଷୟରେ କହିଥାନ୍ତି
RUT 2 5 sdf9 הַ⁠נִּצָּ֖ב עַל 1 who was set over  **ଦାୟିତ୍ୱରେ କିଏ ଥିଲେ** କିମ୍ବା **ପରିଚାଳନା କିଏ କରୁଥିଲେ** **।**
RUT 2 7 ab17 אֲלַקֳטָה־נָּא֙ 1 Please let me glean ଶସ୍ୟ ସଂଗ୍ରହ କରିବା ଅର୍ଥ ଶସ୍ୟ କିମ୍ବା ଅନ୍ୟାନ୍ୟ ଉତ୍ପାଦ ଉଠାଇବା ଯାହା ଶ୍ରମିକମାନେ ଅମଳ କରୁଥିବା ସମୟରେ ଛାଡିଦେଲେ କିମ୍ବା ଭୁଲିଯାଇଥିଲେ । ଈଶ୍ଵର ମୋଶାଙ୍କୁ ଦେଇଥିବା ବ୍ୟବସ୍ଥାରର ଏହା ଏକ ଅଂଶ ଥିଲା ଯେ ଶ୍ରମିକମାନେ ଏହି ଉତ୍ପାଦ ପାଇଁ କ୍ଷେତ୍ରକୁ ଫେରିବା ଉଚିତ ନୁହେଁ, ଯାହା ଫଳରେ ଏହା ଗରିବ କିମ୍ବା ବିଦେଶୀ ଯାତ୍ରୀଙ୍କ ପାଇଁ ଛାଡି ଦିଆଯିବ। ଲେବୀୟ ପୁସ୍ତକ 19:10 ଏବଂ ଦ୍ୱିତୀୟ ବିବରଣ 24:21 ପଦଗୁଡ଼ିକ ଦେଖନ୍ତୁ ।
RUT 2 4 r4bl יְבָרֶכְ⁠ךָ֥ יְהוָֽה 1 May Yahweh bless you **ସଦାପ୍ରଭୁ ତୁମ୍ଭମାନଙ୍କ ସହିତ ଥାଉନ୍ତୁ****।** ଏହା ଏକ ପ୍ରଚଳିତ ଆଶୀର୍ବାଦ ଅଟେ
RUT 2 5 a5ht לְ⁠מִ֖י הַ⁠נַּעֲרָ֥ה הַ⁠זֹּֽאת 1 Who does this young woman belong to? ସେହି ସଂସ୍କୃତିରେ ମହିଳାମାନେ ସେମାନଙ୍କର ସମ୍ପର୍କୀୟ ପୁରୁଷମାନଙ୍କ ଅଧିନରେ ରହୁଥିଲେ । ହୁଏତ ଏହି ଯୁବତୀର ସ୍ୱାମୀ କିମ୍ବା ପିତା କିଏ ବୋଲି ବୋୟଜ ପଚାରିଥିବେ । କାରଣ ରୂତ ଜଣେ ଦାସୀ ବୋଲି ସେ ଭାବିନଥିଲେ
RUT 2 5 ab16 לְ⁠נַעֲר֔⁠וֹ 1 to his servant ଏହି **ଦାସ** ଜଣେ ଯୁବା ଥିଲେ  ଯିଏ ବୋୟାଜଙ୍କ ପାଇଁ କାମ କରୁଥିଲେ ଏବଂ ବୋୟାଜଙ୍କ ଅବଶିଷ୍ଟ ଶ୍ରମିକମାନଙ୍କୁ କଣ କରିବାକୁ ହେବ  କହୁଥିଲେ
RUT 2 5 sdf9 הַ⁠נִּצָּ֖ב עַל 1 who was set over  **ଯିଏ** **ଦାୟିତ୍ୱରେ ଥିଲେ** କିମ୍ବା **ଯିଏ** **ପରିଚାଳନା କରୁଥିଲେ**
RUT 2 7 ab17 אֲלַקֳטָה־נָּא֙ 1 Please let me glean **ଶସ୍ୟ ସଂଗ୍ରହ କରିବା** ଅର୍ଥ ଶସ୍ୟ କିମ୍ବା ଅନ୍ୟାନ୍ୟ ଉତ୍ପାଦ ସଂଗ୍ରହ କରିବା ଯାହା ଶ୍ରମିକମାନେ ଅମଳ କରୁଥିବା ସମୟରେ ଛାଡିଛନ୍ତି କିମ୍ବା ଭୁଲିଯାଇଛନ୍ତି । ଏହା ଈଶ୍ଵର ମୋଶାଙ୍କୁ ଦେଇଥିବା ବ୍ୟବସ୍ଥାରର ଏକ ଅଂଶ ଥିଲା ଯେ ଶ୍ରମିକମାନେ ଏହି ଶସ୍ୟ ପାଇଁ କ୍ଷେତ୍ରକୁ ଫେରିବା ଉଚିତ ନୁହେଁ, ଯାହା ଫଳରେ ଏହା ଗରିବ କିମ୍ବା ବିଦେଶୀ ଯାତ୍ରୀଙ୍କ ପାଇଁ ଛାଡି ଦିଆଯିବ। ଲେବୀୟ ପୁସ୍ତକ 19:10 ଏବଂ ଦ୍ୱିତୀୟ ବିବରଣ 24:21 ପଦଗୁଡ଼ିକ ଦେଖନ୍ତୁ ।
RUT 2 7 kj7a הַ⁠בַּ֖יִת 1 the house **କୁଟୀର** କିମ୍ବା **ଆଶ୍ରୟସ୍ଥଳ** । ଏହା ଏକ ଅସ୍ଥାୟୀ ଆଶ୍ରୟସ୍ଥଳ କିମ୍ବା ଉଦ୍ୟାନ ଥିଲା ଯାହା ସୂର୍ଯ୍ୟଠାରୁ ଛାଇ ଯୋଗାଇଥାଏ ଯେଉଁଠାରେ ଶ୍ରମିକମାନେ ବିଶ୍ରାମ ନେଇପାରନ୍ତି ।
RUT 2 8 ltk3 figs-rquestion הֲ⁠ל֧וֹא שָׁמַ֣עַתְּ בִּתִּ֗⁠י 1 Will you not listen to me, my daughter? ଏହାକୁ ଏକ ଆଦେଶ ଭାବରେ କୁହାଯାଇପାରେ । ବିକଳ୍ପ ଅନୁବାଦ: " ମୋହର କନ୍ୟେ, ମୋ କଥା ଶୁଣ!" କିମ୍ବା " ମୋହର କନ୍ୟେ, ମୁଁ ତୁମକୁ ଯାହା କହୁଛି ସେଥିପ୍ରତି ଧ୍ୟାନ ଦିଅ!"[[rc://en/ta/man/translate/figs-rquestion]])ଦେଖନ୍ତୁ)
RUT 2 8 ke9b figs-idiom בִּתִּ֗⁠י 1 my daughter ଏହା ଏକ ଯୁବତୀଙ୍କୁ ସମ୍ବୋଧନ କରିବାର ଏକ ପ୍ରକାର ଉପାୟ ଥିଲା । ରୂତ ବୋୟଜଙ୍କ ପ୍ରକୃତ କନ୍ୟା ନଥିଲେ, କିନ୍ତୁ ସେ ତାଙ୍କୁ ଦୟା ଏବଂ ସମ୍ମାନର ସହିତ ବ୍ୟବହାର କରୁଥିଲେ। ଆପଣଙ୍କ ଭାଷାରେ ଏହି ଅର୍ଥକୁ ପ୍ରକାଶ କରୁଥିବା ଶବ୍ଦକୁ ବ୍ୟବହାର କରନ୍ତୁ । [[rc://en/ta/man/translate/figs-idiom]])ଦେଖନ୍ତୁ)
RUT 2 8 ltk3 figs-rquestion הֲ⁠ל֧וֹא שָׁמַ֣עַתְּ בִּתִּ֗⁠י 1 Will you not listen to me, my daughter? ଏହାକୁ ଏକ ଆଦେଶ ଭାବରେ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: "ମୋହର କନ୍ୟା, ମୋର କଥା ଶୁଣୁ!" କିମ୍ବା "ମୋହର କନ୍ୟା, ମୁଁ ତୁମ୍ଭକୁ ଯାହା କହୁଛି ସେଥିପ୍ରତି ଧ୍ୟାନ ଦିଅ!"[[rc://en/ta/man/translate/figs-rquestion]])ଦେଖନ୍ତୁ)
RUT 2 8 ke9b figs-idiom בִּתִּ֗⁠י 1 my daughter ଏହା ଏକ ଯୁବତୀଙ୍କୁ ସମ୍ବୋଧନ କରିବାର ଏକ ନମ୍ର ଭାବ ଥିଲା । ବାସ୍ତବରେ ରୂତ ବୋୟଜଙ୍କ କନ୍ୟା ନଥିଲେ, କିନ୍ତୁ ସେ ତାଙ୍କୁ ଦୟା ଏବଂ ସମ୍ମାନର ସହିତ ବ୍ୟବହାର ପ୍ରଦର୍ଶନ କରୁଥିଲେ। ଆପଣଙ୍କ ଭାଷାରେ ଏହି ଅର୍ଥକୁ ପ୍ରକାଶ କରୁଥିବା ଶବ୍ଦକୁ ବ୍ୟବହାର କରନ୍ତୁ । [[rc://en/ta/man/translate/figs-idiom]])ଦେଖନ୍ତୁ)
RUT 2 9 jq6n figs-metonymy עֵינַ֜יִ⁠ךְ בַּ⁠שָּׂדֶ֤ה 1 Keep your eyes on the field **ଆଖି** ଏକ ଲକ୍ଷଣାତ୍ମକ ଶବ୍ଦ ଯାହା ଦେଖିବା ପାଇଁ ପ୍ରତିନିଧିତ୍ୱ କରେ । ବିକଳ୍ପ ଅନୁବାଦ: " କ୍ଷେତ୍ର ପ୍ରତି କେବଳ ଦୃଷ୍ଟି ରଖ " କିମ୍ବା "କେବଳ କ୍ଷେତ୍ର ପ୍ରତି ଧ୍ୟାନ ଦିଅ" । [[rc://en/ta/man/translate/figs-metonymy]])ଦେଖନ୍ତୁ)
RUT 2 9 xc6u figs-rquestion הֲ⁠ל֥וֹא צִוִּ֛יתִי אֶת־הַ⁠נְּעָרִ֖ים לְ⁠בִלְתִּ֣י נָגְעֵ֑⁠ךְ 1 Have I not instructed the young men not to touch you? ବୋୟଜ ତାଙ୍କର ଆତିଥ୍ୟକୁ ଗୁରୁତ୍ୱ ଦେବା ପାଇଁ ଏହି ପ୍ରଶ୍ନ ବ୍ୟବହାର କରିଥିଲେ - ଯେ ସେ ରୂତଙ୍କୁ ସାହାଯ୍ୟ କରିବା ପାଇଁ ପୂର୍ବରୁ ବ୍ୟବସ୍ଥା କରିସାରିଥିଲେ । ବିକଳ୍ପ ଅନୁବାଦ: “ମୁଁ ଲୋକମାନଙ୍କୁ ତୁମକୁ କୌଣସି ଅନିଷ୍ଟ ନକରିବାକୁ କଠୋର ନିର୍ଦ୍ଦେଶ ଦେଇଛି।” [[rc://en/ta/man/translate/figs-rquestion]])ଦେଖନ୍ତୁ)
RUT 2 9 ub62 אֶת־הַ⁠נְּעָרִ֖ים 1 the young men **ଯୁବ ପୁରୁଷ ଶ୍ରମିକମାନେ** କିମ୍ବା **ସେବକ** । ଯେଉଁ ଯୁବକମାନେ ଅମଳ କରୁଛନ୍ତି ସେମାନଙ୍କୁ ସୂଚାଇବା ପାଇଁ **ଯୁବକ** ଶବ୍ଦ ତିନିଥର ବ୍ୟବହୃତ ହୋଇଅଛି ।

Can't render this file because it contains an unexpected character in line 36 and column 919.