Edit 'en_tn_51-PHP.tsv' using 'tc-create-app'

This commit is contained in:
Gayatri-Digal 2022-05-07 01:52:29 +00:00
parent 1605b5ebc5
commit 651186fe56
1 changed files with 20 additions and 0 deletions

View File

@ -329,3 +329,23 @@ PHP 1 28 ypn8 figs-abstractnouns σωτηρίας 1 \n \n\nଯଦି ଏହା
PHP 1 29 qous figs-activepassive ὑμῖν ἐχαρίσθη τὸ 1 \n \n\nଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ପ୍ରକାଶ\n କରିପାରିବେ , ଏବଂ କିଏ କାର୍ଯ୍ୟ କରିଛି ତାହା ଆପଣ ପ୍ରକାଶ କରିପାରିବେ  । ବିକଳ୍ପ ଅନୁବାଦ: “ଈଶ୍ଵର\n ତୁମ୍ଭମାନଙ୍କୁ ଦୟାଳୁ ଭାବରେ ଦେଇଛନ୍ତି” (ଦେଖନ୍ତୁ: rc://en/\n ta/man/translate/figs-activepassive)\n\n\n
PHP 1 30 cewf figs-metaphor τὸν αὐτὸν ἀγῶνα ἔχοντες, οἷον εἴδετε ἐν ἐμοὶ 1 \n \n\nଯଦି ଗୁଣବାଚକ ବିଶେଷ୍ୟ **ଯୁଦ୍ଧ** ଆପଣଙ୍କ ଭାଷାରେ\n ଦ୍ୱନ୍ଦ୍ୱପୂର୍ଣ୍ଣ ହେବ, ତେବେ ଆପଣ ଏହାକୁ ଏକ କ୍ରିୟା ବାକ୍ୟାଂଶ ସହି  UST ପରି ପ୍ରକାଶ କରିପାରିବେ, କିମ୍ବା ଏହି\n ଶବ୍ଦର ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ ।  ବିକଳ୍ପ ଅନୁବାଦ: “ସମାନ ଯୁଦ୍ଧକୁ ସାମ୍ନା କରିବା”\n କିମ୍ବା “ସମାନ ପରୀକ୍ଷାକୁ ସହ୍ୟ କରିବା” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
PHP 1 30 hnec figs-idiom εἴδετε ἐν ἐμοὶ, καὶ νῦν ἀκούετε ἐν ἐμοί 1 \n \n\nଏାରେ, **ମୋ ଭିତରେ** ବାକ୍ୟାଂଶ ଦୁଇଥର ଦେଖିବାକୁ ମିଳେ, ଏହା ଉଭୟ ଥର\n ପାଉଲ ଯାହା ଅନୁଭବ କରନ୍ତି ତାହା ଦର୍ଶାଏ ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ଉପାୟରେ ପ୍ରକାଶ କରିପାରିବେ\n ଯାହାକି ଆପଣଙ୍କ ଭାଷାରେ ବୁଝିବାରେ ସହଜ ହେବ ।  ବିକଳ୍ପ ଅନୁବାଦ: “ତୁମ୍ଭେମାନେ ମୋହର ଅନୁଭୂତି ଦେଖିଲ ଏବଂ ବର୍ତ୍ତମାନ ଶୁଣୁଛ ଯେ ମୁଁ\n ଅନୁଭବ କରୁଅଛି” (ଦେଖନ୍ତୁ: rc://en/ta/man/translate/figs-idiom)\n\n\n
PHP 2 1 v4ns grammar-connect-words-phrases οὖν 1 \n \n\n**ଅତଏବ** ଶବ୍ଦ ସୂଚାଏ ଯେ ଏହା ସ୍ୱାଭାବିକ ଫଳାଫଳ\n ବା ଏହାର ପୂର୍ବର ସିଦ୍ଧାନ୍ତକୁ ଅନୁସରଣ କରେ  ।  ଏହି ସମ୍ପର୍କ ଦର୍ଶାଇବା ପାଇଁ ଆପଣଙ୍କ ଭାଷାରେ\n ସବୁଠାରୁ ସ୍ୱାଭାବିକ ବାକ୍ୟ ଗଠନ ବ୍ୟବହାର କରନ୍ତୁ ।  (ଦେଖନ୍ତୁ: rc://en/ta/man/translate/grammar-connect-words-phrases)\n\n\n
PHP 2 1 del5 figs-ellipsis εἴ τι παραμύθιον ἀγάπης, εἴ τις κοινωνία Πνεύματος, εἴ τις σπλάγχνα καὶ οἰκτιρμοί 1 \n \n\nବାକ୍ୟାଂଶର ତିନୋଟି ବାକ୍ୟାଂଶରେ **ଯଦି କେହି** ପଦରେ\n ଦେଖିବାକୁ ମିଳେ ନାହିଁ ତେବେ ‘ସେଠାରେ” ଶବ୍ଦଗୁଡ଼ିକ ଅସ୍ପଷ୍ଟ ଅଟେ ଏବଂ ଯଦି ଆପଣଙ୍କ\n ଅନୁବାଦରେ ତାହା ଯୋଗାଇ ଦିଆଯାଇପାରେ ତେବେ ଏହି ଦ୍ୱନ୍ଦ୍ୱ ସ୍ପଷ୍ଟ ହୋଇପାରେ । ବିକଳ୍ପ ଅନୁବାଦ: “ଯଦି ପ୍ରେମରୁ କୌଣସି ସାନ୍ତ୍ୱନା ଥାଏ, ଯଦି ଆତ୍ମାର କୌଣସି ସହଭାଗୀତା ଥାଏ, ଯଦି କୌଣସି\n ସ୍ନେହ ଏବଂ କରୁଣା ଥାଏ” (ଦେଖନ୍ତୁrc://en/ta/man/translate/figs-ellipsis)\n\n\n
PHP 2 1 n82s εἴ τις…παράκλησις ἐν Χριστῷ 1 Connecting Statement: \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି\n ଶବ୍ଦର ଏକ ମୌଖିକ ବାକ୍ୟ ବ୍ୟବହାର କରି ଗୁଣବାଚକ \n ବିଶେଷ୍ୟ ଉତ୍ସାହ ପଛରେ ଥିବା ଧାରଣା ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ଯଦି ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଉତ୍ସାହିତ କରନ୍ତି” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
PHP 2 1 dapb figs-explicit εἴ τις…παράκλησις ἐν Χριστῷ 1 Connecting Statement: \n \n\nଏାରେ, **ଖ୍ରୀଷ୍ଟଙ୍କଠାରେ ଉତ୍ସାହର** ବାକ୍ୟାଂଶର ଅର୍ଥ\n ବୋଧହୁଏ ଖ୍ରୀଷ୍ଟ ବିଶ୍ଵାସୀମାନଙ୍କୁ ପ୍ରଦାନ କରୁଥିବା ଉତ୍ସାହ କାରଣ ସେମାନେ ତାଙ୍କ ସହ ଏକ\n ଅଟନ୍ତି ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ\n ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଠାରୁ ଆସିଥିବା ଉତ୍ସାହ ହେତୁ” କିମ୍ବା “ଯଦି ଖ୍ରୀଷ୍ଟ\n ତୁମ୍ଭମାନଙ୍କୁ ଉତ୍ସାହିତ କରନ୍ତି” କିମ୍ବା “କାରଣ ଖ୍ରୀଷ୍ଟଙ୍କଠାରେ ରହିବା ଦ୍ୱାରା ତୁମ୍ଭେମାନେ\n ଉତ୍ସାହିତ ହୁଅ” କିମ୍ବା “ଯେହେତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସହ ମିଳନ ହେତୁ ଉତ୍ସାହିତ ହୁଅ”\n (ଦେଖନ୍ତୁ: rc://en/ta/man/translate/figs-explicit)\n\n\n
PHP 2 1 d63e figs-abstractnouns εἴ τι παραμύθιον ἀγάπης 1 \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି\n ଶବ୍ଦର ମୌଖିକ ଗଠନ ବ୍ୟବହାର କରି ଗୁଣବାଚକ ବିଶେଷ୍ୟ **ସାନ୍ତ୍ୱନା** ଏବଂ **ପ୍ରେମ** ପଛରେ\n ଥିବା ଧାରଣାକୁ ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ଯଦି ଖ୍ରୀଷ୍ଟଙ୍କ ପାଇଁ ତୁମ୍ଭମାନଙ୍କର ପ୍ରେମ ତୁମ୍ଭମାନଙ୍କୁ\n ସାନ୍ତ୍ୱନା ଦିଏ” କିମ୍ବା “ଯଦି ଖ୍ରୀଷ୍ଟଙ୍କ ଦ୍ୱାରା ପ୍ରେମ କରାଯିବା ହେତୁ ତୁମ୍ଭମାନଙ୍କୁ\n ସାନ୍ତ୍ୱନା ଦିଏ” କିମ୍ବା “ଯଦି ଖ୍ରୀଷ୍ଟଙ୍କ ପ୍ରେମ ତୁମ୍ଭମାନଙ୍କୁ ସାନ୍ତ୍ୱନା ଦିଏ”\n (ଦେଖନ୍ତୁ: rc://en/ta/man/translate/figs-abstractnouns)\n )\n\n\n
PHP 2 1 ub8e figs-explicit εἴ τι παραμύθιον ἀγάπης 1 \n \n\n**ପ୍ରେମର ସାନ୍ତ୍ୱନା** ଶବ୍ଦ ଫିଲିପ୍ପୀୟ\n ବିଶ୍ଵାସୀମାନେ ଖ୍ରୀଷ୍ଟଙ୍କ ପ୍ରେମରୁ ପ୍ରାପ୍ତ ସାନ୍ତ୍ୱନାକୁ ବୁଝାଏ ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଏହାକୁ ସ୍ପଷ୍ଟ\n ଭାବରେ ଦର୍ଶାନ୍ତୁ । ବିକଳ୍ପ ଅନୁବାଦ:\n “ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କ ପ୍ରେମରୁ କୌଣସି ସାନ୍ତ୍ୱନା ପାଇଥାଅ” କିମ୍ବା “ଯଦି\n ଖ୍ରୀଷ୍ଟଙ୍କ ପ୍ରେମ ତୁମ୍ଭମାନଙ୍କୁ ସାନ୍ତ୍ୱନା ଦିଏ” (ଦେଖନ୍ତୁ: rc://en/ta/man/translate/figs-expl)\n\n\n
PHP 2 1 quhq figs-abstractnouns εἴ τις κοινωνία Πνεύματος 1 if any fellowship of the Spirit \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ\n ଏକ ମୌଖିକ ବାକ୍ୟାଂଶ ବ୍ୟବହାର କରି ଗୁଣବାଚକ ବିଶେଷ୍ୟ ** ସହଭାଗୀତା** ପଛରେ ଥିବା ଧାରଣାକୁ\n ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ଯଦି ଆତ୍ମା ​​ତୁମ୍ଭମାନଙ୍କ ମଧ୍ୟରେ କୌଣସି ସହଭାଗୀତା ଉତ୍ପନ\n କରିଛନ୍ତି” କିମ୍ବା “ଯଦି ଆତ୍ମା ​​ତୁମ୍ଭମାନଙ୍କୁ ପରସ୍ପର  ସହଭାଗୀତା ପ୍ରଦାନ କରିଛନ୍ତି” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
PHP 2 1 u3dz figs-explicit σπλάγχνα καὶ οἰκτιρμοί 1 if any affections and compassions \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ\n ଶବ୍ଦଗତ ବାକ୍ୟାଂଶ ବ୍ୟବହାର କରି ଗୁଣବାଚକ ବିଶେଷ୍ୟ **ପ୍ରେମ** ଏବଂ **କରୁଣା** ପଛରେ ଥିବା\n ଧାରଣା ପ୍ରକାଶ କରିପାରିବ ।  ବିକଳ୍ପ ଅନୁବାଦ: “ଯଦି ତୁମ୍ଭେମାନେ ପରସ୍ପର ପ୍ରତି କୌଣସି ପ୍ରେମ ଏବଂ କରୁଣା ଅନୁଭବ\n କର” କିମ୍ବା “ଯଦି ତୁମ୍ଭମାନଙ୍କର ପରସ୍ପର ପ୍ରତି ପ୍ରେମ ଏବଂ କରୁଣା ଥାଏ” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
PHP 2 2 j5v2 figs-abstractnouns πληρώσατέ μου τὴν χαρὰν 1 \n \n\nଯଦି ଆପଣଙ୍କ ଭାଷା **ଆନନ୍ଦ** ର ଧାରଣା ପାଇଁ ଏକ\n ଗୁଣବାଚକ  ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏକ\n ବିଶେଷଣ ବା କ୍ରିୟା ବ୍ୟବହାର କରି ଗୁଣବାଚକ ବିଶେଷ୍ୟ **ଆନନ୍ଦ** ପଛରେ ଥିବା ଧାରଣା ପ୍ରକାଶ\n କରିପାରିବ ।  ବିକଳ୍ପ ଅନୁବାଦ: “ମୋତେ ଖୁସିରେ ପୂର୍ଣ୍ଣକର”\n (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
PHP 2 2 ve0w figs-abstractnouns τὴν αὐτὴν ἀγάπην ἔχοντες 1 \n \n\nଯଦି ଆପଣଙ୍କ ଭାଷା **ପ୍ରେମ** ର ଧାରଣା ପାଇଁ ଏକ\n ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏକ ବିଶେଷଣ ବା କ୍ରିୟା ସହ\n ଗୁଣବାଚକ  ବିଶେଷ୍ୟ ପ୍ରେମ ପଛରେ ଥିବା ଧାରଣାକୁ\n ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପରସ୍ପରକୁ ପ୍ରେମ କର”\n (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
PHP 2 2 yo7j figs-idiom σύνψυχοι 1 \n \n\n**ଏକଚିତ୍ତ** ବାକ୍ୟାଂଶକୁ ପାଉଲ ଯାହା ସେ ଫିଲିପ୍ପୀୟମାନଙ୍କୁ ଏକତ୍ର\n ହେବାକୁ ଏବଂ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ସହମତ ହେବାକୁ ରୂଢ଼ି ଭାବରେ ବ୍ୟବହାର କରନ୍ତି । ଯଦି ଆପଣଙ୍କର ପାଠକମାନେ ଏହି ବାକ୍ୟାଂଶକୁ ଭୁଲ ବୁଝନ୍ତି, ତେବେ ଆପଣ ଏକ\n ସମାନ ରୂଢ଼ି ବ୍ୟବହାର କରିପାରିବେ କିମ୍ବା ସରଳ ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଆତ୍ମାରେ ଏକ ହୁଅ” କିମ୍ବା “ହୃଦୟ ଏବଂ ଇଚ୍ଛାରେ ଏକ ହୁଅ” କିମ୍ବା\n “ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ସହମତ ହୁଅ” କିମ୍ବା “ଏକତାରେ ରୁହ” (ଦେଖନ୍ତୁ: rc://en/ta/man/translate/figs-idiom)\n\n\n
PHP 2 2 b8gz τὸ ἓν φρονοῦντες 1 \n \n\nବିକଳ୍ପ ଅନୁବାଦ: “ସମାନ ବିଷୟ ବିଷୟରେ ଚିନ୍ତିତ\n ହୋଇ”\n\n\n
PHP 2 3 p0v0 μηδὲν κατ’ ἐριθείαν 1 \n \n\nବିକଳ୍ପ ଅନୁବାଦ: “ସ୍ୱାର୍ଥପର ଭାବରେ ଉଚ୍ଚାଭିଳାଷୀ\n ହୁଅ ନାହିଁ” କିମ୍ବା “ଅସାର ମନୋଭାବ ସହ  କିଛି\n କର ନାହିଁ”\n\n\n
PHP 2 3 xmey figs-abstractnouns μηδὲ κατὰ κενοδοξίαν 1 \n \n\nଯଦି ଆପଣଙ୍କର ଭାଷା ଏହି ଧାରଣା ପାଇଁ ଏକ\n ଗୁଣବାଚକ  ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏକ\n ବିଶେଷଣ କିମ୍ବା ଅନ୍ୟ ଉପାୟ ବ୍ୟବହାର କରି ଗୁଣବାଚକ ବିଶେଷ୍ୟ **ଆତ୍ମବଡ଼ିମା** ପଛରେ ଥିବା ଧାରଣା\n ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “କିମ୍ବା ଗର୍ବିତ ଉଦ୍ଦେଶ୍ୟରେ” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
PHP 2 3 kzj6 figs-abstractnouns ἀλλὰ τῇ ταπεινοφροσύνῃ ἀλλήλους ἡγούμενοι ὑπερέχοντας ἑαυτῶν 1 \n \n\nଯଦି ଆପଣଙ୍କର ଭାଷା ଏହି ଧାରଣା ପାଇଁ ଏକ\n ଗୁଣବାଚକ  ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏକ\n ବିଶେଷଣ କିମ୍ବା ଅନ୍ୟ ଉପାୟ ବ୍ୟବହାର କରି ଗୁଣବାଚକ \n ବିଶେଷ୍ୟ **ନମ୍ରତା** ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ବରଂ,\n ନିଜ ଅପେକ୍ଷା\n ଅନ୍ୟମାନଙ୍କୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବିବେଚନା କରି ନମ୍ର ଉପାୟରେ କାର୍ଯ୍ୟ କର” (ଦେଖନ୍ତୁ:\n rc://en/ta/man/translate/figs-abstractnouns)\n\n\n
PHP 2 4 nowd figs-explicit ἕκαστος 1 \n \n\nଏାରେ ଥିବା **ପ୍ରତ୍ୟେକ** ବାକ୍ୟର ଅର୍ଥ\n “ପ୍ରତ୍ୟେକ ବ୍ୟକ୍ତି” ଏବଂ ଫିଲିପ୍ପୀୟର ସମସ୍ତ ବିଶ୍ଵାସୀମାନଙ୍କୁ ସୂଚାଏ ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଏହାକୁ ସ୍ପଷ୍ଟ\n ଭାବରେ ଦର୍ଶାନ୍ତୁ ।  ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ” କିମ୍ବା “ତୁମ୍ଭେମାନେ ପ୍ରତ୍ୟେକ”\n (ଦେଖନ୍ତୁ: rc://en/ta/man/translate/figs-explicit)\n\n\n
PHP 2 4 ob45 μὴ…σκοποῦντες 1 \n \n\nବିକଳ୍ପ ଅନୁବାଦ: “ବିଷୟରେ ଚିନ୍ତା କରୁନାହିଁ”\n\n\n
PHP 2 4 l3q0 figs-pronouns ἑαυτῶν 1 \n \n\nଏାରେ, ବିଶେ. ସର୍ବନାମ **ଆପଣା** ମୂଳ ଭାଷାରେ ବହୁବଚନ\n ଅଟେ ଯେଉଁ ଭାଷାରେ ପାଉଲ ଏହି ପତ୍ର ଲେଖିଥିଲେ ।  ଏହି ସର୍ବନାମ ପାଇଁ ଯଦି ଆପଣଙ୍କ ଭାଷାରେ ବହୁବଚନ ବାଚକ ଶବ୍ଦ ଅଛି, ତେବେ ଏହାକୁ\n ଏଠାରେ ବ୍ୟବହାର କରନ୍ତୁ ।  ବିକଳ୍ପ ଅନୁବାଦ: “ଆପଣା ବିଶରେ” (ଦେଖନ୍ତୁ: rc://en/ta/man/translate/figs-pronouns)\n\n\n
PHP 2 4 qmzl figs-rpronouns ἑαυτῶν 1 \n \n\nଏାରେ, ବିଶେ. ସର୍ବନାମ **ଆପଣା** ପଦର ପ୍ରାରମ୍ଭରେ **ପ୍ରତ୍ୟେକକୁ**\n ସୂଚାଏ ।  ବିକଳ୍ପ ଅନୁବାଦ: “ନିଜ ବିଶରେ” (ଦେଖନ୍ତୁ: rc://en/ta/man/translate/figs-rpronouns)\n\n\n
PHP 2 5 pqdc τοῦτο φρονεῖτε ἐν ὑμῖν, ὃ καὶ ἐν Χριστῷ Ἰησοῦ 1 \n \n\nବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁଙ୍କ ପରି ମନୋଭାବ\n ରଖ”\n\n\n

1 Book Chapter Verse ID SupportReference OrigQuote Occurrence GLQuote OccurrenceNote
329 PHP 1 29 qous figs-activepassive ὑμῖν ἐχαρίσθη τὸ 1 \n \n\nଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ପ୍ରକାଶ\n କରିପାରିବେ , ଏବଂ କିଏ କାର୍ଯ୍ୟ କରିଛି ତାହା ଆପଣ ପ୍ରକାଶ କରିପାରିବେ  । ବିକଳ୍ପ ଅନୁବାଦ: “ଈଶ୍ଵର\n ତୁମ୍ଭମାନଙ୍କୁ ଦୟାଳୁ ଭାବରେ ଦେଇଛନ୍ତି” (ଦେଖନ୍ତୁ: rc://en/\n ta/man/translate/figs-activepassive)\n\n\n
330 PHP 1 30 cewf figs-metaphor τὸν αὐτὸν ἀγῶνα ἔχοντες, οἷον εἴδετε ἐν ἐμοὶ 1 \n \n\nଯଦି ଗୁଣବାଚକ ବିଶେଷ୍ୟ **ଯୁଦ୍ଧ** ଆପଣଙ୍କ ଭାଷାରେ\n ଦ୍ୱନ୍ଦ୍ୱପୂର୍ଣ୍ଣ ହେବ, ତେବେ ଆପଣ ଏହାକୁ ଏକ କ୍ରିୟା ବାକ୍ୟାଂଶ ସହି  UST ପରି ପ୍ରକାଶ କରିପାରିବେ, କିମ୍ବା ଏହି\n ଶବ୍ଦର ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ ।  ବିକଳ୍ପ ଅନୁବାଦ: “ସମାନ ଯୁଦ୍ଧକୁ ସାମ୍ନା କରିବା”\n କିମ୍ବା “ସମାନ ପରୀକ୍ଷାକୁ ସହ୍ୟ କରିବା” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
331 PHP 1 30 hnec figs-idiom εἴδετε ἐν ἐμοὶ, καὶ νῦν ἀκούετε ἐν ἐμοί 1 \n \n\nଏଠାରେ, **ମୋ ଭିତରେ** ବାକ୍ୟାଂଶ ଦୁଇଥର ଦେଖିବାକୁ ମିଳେ, ଏହା ଉଭୟ ଥର\n ପାଉଲ ଯାହା ଅନୁଭବ କରନ୍ତି ତାହା ଦର୍ଶାଏ ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ଉପାୟରେ ପ୍ରକାଶ କରିପାରିବେ\n ଯାହାକି ଆପଣଙ୍କ ଭାଷାରେ ବୁଝିବାରେ ସହଜ ହେବ ।  ବିକଳ୍ପ ଅନୁବାଦ: “ତୁମ୍ଭେମାନେ ମୋହର ଅନୁଭୂତି ଦେଖିଲ ଏବଂ ବର୍ତ୍ତମାନ ଶୁଣୁଛ ଯେ ମୁଁ\n ଅନୁଭବ କରୁଅଛି” (ଦେଖନ୍ତୁ: rc://en/ta/man/translate/figs-idiom)\n\n\n
332 PHP 2 1 v4ns grammar-connect-words-phrases οὖν 1 \n \n\n**ଅତଏବ** ଶବ୍ଦ ସୂଚାଏ ଯେ ଏହା ସ୍ୱାଭାବିକ ଫଳାଫଳ\n ବା ଏହାର ପୂର୍ବର ସିଦ୍ଧାନ୍ତକୁ ଅନୁସରଣ କରେ  ।  ଏହି ସମ୍ପର୍କ ଦର୍ଶାଇବା ପାଇଁ ଆପଣଙ୍କ ଭାଷାରେ\n ସବୁଠାରୁ ସ୍ୱାଭାବିକ ବାକ୍ୟ ଗଠନ ବ୍ୟବହାର କରନ୍ତୁ ।  (ଦେଖନ୍ତୁ: rc://en/ta/man/translate/grammar-connect-words-phrases)\n\n\n
333 PHP 2 1 del5 figs-ellipsis εἴ τι παραμύθιον ἀγάπης, εἴ τις κοινωνία Πνεύματος, εἴ τις σπλάγχνα καὶ οἰκτιρμοί 1 \n \n\nବାକ୍ୟାଂଶର ତିନୋଟି ବାକ୍ୟାଂଶରେ **ଯଦି କେହି** ପଦରେ\n ଦେଖିବାକୁ ମିଳେ ନାହିଁ ତେବେ ‘ସେଠାରେ” ଶବ୍ଦଗୁଡ଼ିକ ଅସ୍ପଷ୍ଟ ଅଟେ ଏବଂ ଯଦି ଆପଣଙ୍କ\n ଅନୁବାଦରେ ତାହା ଯୋଗାଇ ଦିଆଯାଇପାରେ ତେବେ ଏହି ଦ୍ୱନ୍ଦ୍ୱ ସ୍ପଷ୍ଟ ହୋଇପାରେ । ବିକଳ୍ପ ଅନୁବାଦ: “ଯଦି ପ୍ରେମରୁ କୌଣସି ସାନ୍ତ୍ୱନା ଥାଏ, ଯଦି ଆତ୍ମାର କୌଣସି ସହଭାଗୀତା ଥାଏ, ଯଦି କୌଣସି\n ସ୍ନେହ ଏବଂ କରୁଣା ଥାଏ” (ଦେଖନ୍ତୁrc://en/ta/man/translate/figs-ellipsis)\n\n\n
334 PHP 2 1 n82s εἴ τις…παράκλησις ἐν Χριστῷ 1 Connecting Statement: \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି\n ଶବ୍ଦର ଏକ ମୌଖିକ ବାକ୍ୟ ବ୍ୟବହାର କରି ଗୁଣବାଚକ \n ବିଶେଷ୍ୟ ଉତ୍ସାହ ପଛରେ ଥିବା ଧାରଣା ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ଯଦି ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଉତ୍ସାହିତ କରନ୍ତି” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
335 PHP 2 1 dapb figs-explicit εἴ τις…παράκλησις ἐν Χριστῷ 1 Connecting Statement: \n \n\nଏଠାରେ, **ଖ୍ରୀଷ୍ଟଙ୍କଠାରେ ଉତ୍ସାହର** ବାକ୍ୟାଂଶର ଅର୍ଥ\n ବୋଧହୁଏ ଖ୍ରୀଷ୍ଟ ବିଶ୍ଵାସୀମାନଙ୍କୁ ପ୍ରଦାନ କରୁଥିବା ଉତ୍ସାହ କାରଣ ସେମାନେ ତାଙ୍କ ସହ ଏକ\n ଅଟନ୍ତି ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ\n ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଠାରୁ ଆସିଥିବା ଉତ୍ସାହ ହେତୁ” କିମ୍ବା “ଯଦି ଖ୍ରୀଷ୍ଟ\n ତୁମ୍ଭମାନଙ୍କୁ ଉତ୍ସାହିତ କରନ୍ତି” କିମ୍ବା “କାରଣ ଖ୍ରୀଷ୍ଟଙ୍କଠାରେ ରହିବା ଦ୍ୱାରା ତୁମ୍ଭେମାନେ\n ଉତ୍ସାହିତ ହୁଅ” କିମ୍ବା “ଯେହେତୁ ତୁମ୍ଭେମାନେ ଖ୍ରୀଷ୍ଟଙ୍କ ସହ ମିଳନ ହେତୁ ଉତ୍ସାହିତ ହୁଅ”\n (ଦେଖନ୍ତୁ: rc://en/ta/man/translate/figs-explicit)\n\n\n
336 PHP 2 1 d63e figs-abstractnouns εἴ τι παραμύθιον ἀγάπης 1 \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି\n ଶବ୍ଦର ମୌଖିକ ଗଠନ ବ୍ୟବହାର କରି ଗୁଣବାଚକ ବିଶେଷ୍ୟ **ସାନ୍ତ୍ୱନା** ଏବଂ **ପ୍ରେମ** ପଛରେ\n ଥିବା ଧାରଣାକୁ ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ଯଦି ଖ୍ରୀଷ୍ଟଙ୍କ ପାଇଁ ତୁମ୍ଭମାନଙ୍କର ପ୍ରେମ ତୁମ୍ଭମାନଙ୍କୁ\n ସାନ୍ତ୍ୱନା ଦିଏ” କିମ୍ବା “ଯଦି ଖ୍ରୀଷ୍ଟଙ୍କ ଦ୍ୱାରା ପ୍ରେମ କରାଯିବା ହେତୁ ତୁମ୍ଭମାନଙ୍କୁ\n ସାନ୍ତ୍ୱନା ଦିଏ” କିମ୍ବା “ଯଦି ଖ୍ରୀଷ୍ଟଙ୍କ ପ୍ରେମ ତୁମ୍ଭମାନଙ୍କୁ ସାନ୍ତ୍ୱନା ଦିଏ”\n (ଦେଖନ୍ତୁ: rc://en/ta/man/translate/figs-abstractnouns)\n )\n\n\n
337 PHP 2 1 ub8e figs-explicit εἴ τι παραμύθιον ἀγάπης 1 \n \n\n**ପ୍ରେମର ସାନ୍ତ୍ୱନା** ଶବ୍ଦ ଫିଲିପ୍ପୀୟ\n ବିଶ୍ଵାସୀମାନେ ଖ୍ରୀଷ୍ଟଙ୍କ ପ୍ରେମରୁ ପ୍ରାପ୍ତ ସାନ୍ତ୍ୱନାକୁ ବୁଝାଏ ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଏହାକୁ ସ୍ପଷ୍ଟ\n ଭାବରେ ଦର୍ଶାନ୍ତୁ । ବିକଳ୍ପ ଅନୁବାଦ:\n “ଯଦି ତୁମ୍ଭେମାନେ ଖ୍ରୀଷ୍ଟଙ୍କ ପ୍ରେମରୁ କୌଣସି ସାନ୍ତ୍ୱନା ପାଇଥାଅ” କିମ୍ବା “ଯଦି\n ଖ୍ରୀଷ୍ଟଙ୍କ ପ୍ରେମ ତୁମ୍ଭମାନଙ୍କୁ ସାନ୍ତ୍ୱନା ଦିଏ” (ଦେଖନ୍ତୁ: rc://en/ta/man/translate/figs-expl)\n\n\n
338 PHP 2 1 quhq figs-abstractnouns εἴ τις κοινωνία Πνεύματος 1 if any fellowship of the Spirit \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ\n ଏକ ମୌଖିକ ବାକ୍ୟାଂଶ ବ୍ୟବହାର କରି ଗୁଣବାଚକ ବିଶେଷ୍ୟ ** ସହଭାଗୀତା** ପଛରେ ଥିବା ଧାରଣାକୁ\n ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “ଯଦି ଆତ୍ମା ​​ତୁମ୍ଭମାନଙ୍କ ମଧ୍ୟରେ କୌଣସି ସହଭାଗୀତା ଉତ୍ପନ\n କରିଛନ୍ତି” କିମ୍ବା “ଯଦି ଆତ୍ମା ​​ତୁମ୍ଭମାନଙ୍କୁ ପରସ୍ପର  ସହଭାଗୀତା ପ୍ରଦାନ କରିଛନ୍ତି” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
339 PHP 2 1 u3dz figs-explicit σπλάγχνα καὶ οἰκτιρμοί 1 if any affections and compassions \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ\n ଶବ୍ଦଗତ ବାକ୍ୟାଂଶ ବ୍ୟବହାର କରି ଗୁଣବାଚକ ବିଶେଷ୍ୟ **ପ୍ରେମ** ଏବଂ **କରୁଣା** ପଛରେ ଥିବା\n ଧାରଣା ପ୍ରକାଶ କରିପାରିବ ।  ବିକଳ୍ପ ଅନୁବାଦ: “ଯଦି ତୁମ୍ଭେମାନେ ପରସ୍ପର ପ୍ରତି କୌଣସି ପ୍ରେମ ଏବଂ କରୁଣା ଅନୁଭବ\n କର” କିମ୍ବା “ଯଦି ତୁମ୍ଭମାନଙ୍କର ପରସ୍ପର ପ୍ରତି ପ୍ରେମ ଏବଂ କରୁଣା ଥାଏ” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
340 PHP 2 2 j5v2 figs-abstractnouns πληρώσατέ μου τὴν χαρὰν 1 \n \n\nଯଦି ଆପଣଙ୍କ ଭାଷା **ଆନନ୍ଦ** ର ଧାରଣା ପାଇଁ ଏକ\n ଗୁଣବାଚକ  ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏକ\n ବିଶେଷଣ ବା କ୍ରିୟା ବ୍ୟବହାର କରି ଗୁଣବାଚକ ବିଶେଷ୍ୟ **ଆନନ୍ଦ** ପଛରେ ଥିବା ଧାରଣା ପ୍ରକାଶ\n କରିପାରିବ ।  ବିକଳ୍ପ ଅନୁବାଦ: “ମୋତେ ଖୁସିରେ ପୂର୍ଣ୍ଣକର”\n (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
341 PHP 2 2 ve0w figs-abstractnouns τὴν αὐτὴν ἀγάπην ἔχοντες 1 \n \n\nଯଦି ଆପଣଙ୍କ ଭାଷା **ପ୍ରେମ** ର ଧାରଣା ପାଇଁ ଏକ\n ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏକ ବିଶେଷଣ ବା କ୍ରିୟା ସହ\n ଗୁଣବାଚକ  ବିଶେଷ୍ୟ ପ୍ରେମ ପଛରେ ଥିବା ଧାରଣାକୁ\n ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପରସ୍ପରକୁ ପ୍ରେମ କର”\n (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
342 PHP 2 2 yo7j figs-idiom σύνψυχοι 1 \n \n\n**ଏକଚିତ୍ତ** ବାକ୍ୟାଂଶକୁ ପାଉଲ ଯାହା ସେ ଫିଲିପ୍ପୀୟମାନଙ୍କୁ ଏକତ୍ର\n ହେବାକୁ ଏବଂ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ସହମତ ହେବାକୁ ରୂଢ଼ି ଭାବରେ ବ୍ୟବହାର କରନ୍ତି । ଯଦି ଆପଣଙ୍କର ପାଠକମାନେ ଏହି ବାକ୍ୟାଂଶକୁ ଭୁଲ ବୁଝନ୍ତି, ତେବେ ଆପଣ ଏକ\n ସମାନ ରୂଢ଼ି ବ୍ୟବହାର କରିପାରିବେ କିମ୍ବା ସରଳ ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଆତ୍ମାରେ ଏକ ହୁଅ” କିମ୍ବା “ହୃଦୟ ଏବଂ ଇଚ୍ଛାରେ ଏକ ହୁଅ” କିମ୍ବା\n “ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ସହମତ ହୁଅ” କିମ୍ବା “ଏକତାରେ ରୁହ” (ଦେଖନ୍ତୁ: rc://en/ta/man/translate/figs-idiom)\n\n\n
343 PHP 2 2 b8gz τὸ ἓν φρονοῦντες 1 \n \n\nବିକଳ୍ପ ଅନୁବାଦ: “ସମାନ ବିଷୟ ବିଷୟରେ ଚିନ୍ତିତ\n ହୋଇ”\n\n\n
344 PHP 2 3 p0v0 μηδὲν κατ’ ἐριθείαν 1 \n \n\nବିକଳ୍ପ ଅନୁବାଦ: “ସ୍ୱାର୍ଥପର ଭାବରେ ଉଚ୍ଚାଭିଳାଷୀ\n ହୁଅ ନାହିଁ” କିମ୍ବା “ଅସାର ମନୋଭାବ ସହ  କିଛି\n କର ନାହିଁ”\n\n\n
345 PHP 2 3 xmey figs-abstractnouns μηδὲ κατὰ κενοδοξίαν 1 \n \n\nଯଦି ଆପଣଙ୍କର ଭାଷା ଏହି ଧାରଣା ପାଇଁ ଏକ\n ଗୁଣବାଚକ  ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏକ\n ବିଶେଷଣ କିମ୍ବା ଅନ୍ୟ ଉପାୟ ବ୍ୟବହାର କରି ଗୁଣବାଚକ ବିଶେଷ୍ୟ **ଆତ୍ମବଡ଼ିମା** ପଛରେ ଥିବା ଧାରଣା\n ପ୍ରକାଶ କରିପାରିବେ ।  ବିକଳ୍ପ ଅନୁବାଦ: “କିମ୍ବା ଗର୍ବିତ ଉଦ୍ଦେଶ୍ୟରେ” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
346 PHP 2 3 kzj6 figs-abstractnouns ἀλλὰ τῇ ταπεινοφροσύνῃ ἀλλήλους ἡγούμενοι ὑπερέχοντας ἑαυτῶν 1 \n \n\nଯଦି ଆପଣଙ୍କର ଭାଷା ଏହି ଧାରଣା ପାଇଁ ଏକ\n ଗୁଣବାଚକ  ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏକ\n ବିଶେଷଣ କିମ୍ବା ଅନ୍ୟ ଉପାୟ ବ୍ୟବହାର କରି ଗୁଣବାଚକ \n ବିଶେଷ୍ୟ **ନମ୍ରତା** ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ବରଂ,\n ନିଜ ଅପେକ୍ଷା\n ଅନ୍ୟମାନଙ୍କୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବିବେଚନା କରି ନମ୍ର ଉପାୟରେ କାର୍ଯ୍ୟ କର” (ଦେଖନ୍ତୁ:\n rc://en/ta/man/translate/figs-abstractnouns)\n\n\n
347 PHP 2 4 nowd figs-explicit ἕκαστος 1 \n \n\nଏଠାରେ ଥିବା **ପ୍ରତ୍ୟେକ** ବାକ୍ୟର ଅର୍ଥ\n “ପ୍ରତ୍ୟେକ ବ୍ୟକ୍ତି” ଏବଂ ଫିଲିପ୍ପୀୟର ସମସ୍ତ ବିଶ୍ଵାସୀମାନଙ୍କୁ ସୂଚାଏ ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଏହାକୁ ସ୍ପଷ୍ଟ\n ଭାବରେ ଦର୍ଶାନ୍ତୁ ।  ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ” କିମ୍ବା “ତୁମ୍ଭେମାନେ ପ୍ରତ୍ୟେକ”\n (ଦେଖନ୍ତୁ: rc://en/ta/man/translate/figs-explicit)\n\n\n
348 PHP 2 4 ob45 μὴ…σκοποῦντες 1 \n \n\nବିକଳ୍ପ ଅନୁବାଦ: “ବିଷୟରେ ଚିନ୍ତା କରୁନାହିଁ”\n\n\n
349 PHP 2 4 l3q0 figs-pronouns ἑαυτῶν 1 \n \n\nଏଠାରେ, ବିଶେ. ସର୍ବନାମ **ଆପଣା** ମୂଳ ଭାଷାରେ ବହୁବଚନ\n ଅଟେ ଯେଉଁ ଭାଷାରେ ପାଉଲ ଏହି ପତ୍ର ଲେଖିଥିଲେ ।  ଏହି ସର୍ବନାମ ପାଇଁ ଯଦି ଆପଣଙ୍କ ଭାଷାରେ ବହୁବଚନ ବାଚକ ଶବ୍ଦ ଅଛି, ତେବେ ଏହାକୁ\n ଏଠାରେ ବ୍ୟବହାର କରନ୍ତୁ ।  ବିକଳ୍ପ ଅନୁବାଦ: “ଆପଣା ବିଶରେ” (ଦେଖନ୍ତୁ: rc://en/ta/man/translate/figs-pronouns)\n\n\n
350 PHP 2 4 qmzl figs-rpronouns ἑαυτῶν 1 \n \n\nଏଠାରେ, ବିଶେ. ସର୍ବନାମ **ଆପଣା** ପଦର ପ୍ରାରମ୍ଭରେ **ପ୍ରତ୍ୟେକକୁ**\n ସୂଚାଏ ।  ବିକଳ୍ପ ଅନୁବାଦ: “ନିଜ ବିଶରେ” (ଦେଖନ୍ତୁ: rc://en/ta/man/translate/figs-rpronouns)\n\n\n
351 PHP 2 5 pqdc τοῦτο φρονεῖτε ἐν ὑμῖν, ὃ καὶ ἐν Χριστῷ Ἰησοῦ 1 \n \n\nବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁଙ୍କ ପରି ମନୋଭାବ\n ରଖ”\n\n\n