Edit 'en_tn_51-PHP.tsv' using 'tc-create-app'

This commit is contained in:
Gayatri-Digal 2022-05-05 03:12:15 +00:00
parent e03957e288
commit 1605b5ebc5
1 changed files with 5 additions and 0 deletions

View File

@ -324,3 +324,8 @@ PHP 1 27 u09z figs-metaphor στήκετε 1 \n \n\nଏାରେ, ** ସ୍
PHP 1 27 kmn8 figs-doublet ἐν ἑνὶ πνεύματι, μιᾷ ψυχῇ 1 \n \n\nଏାରେ, **ଏକ ଆତ୍ମା** ​​ଏବଂ **ଏକ ପ୍ରାଣ**  ବାକ୍ୟାଂଶ ଗୁଡ଼ିକ ସମାନ ବିଷୟକୁ ବୁଝାଏ ଏବଂ ଏକତାର ମହତ୍ତ୍ଵକୁ\n ଗୁରୁତ୍ୱ ଦେବା ପାଇଁ ଏକତ୍ର ବ୍ୟବହୃତ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ସେଗୁଡ଼ିକୁ\n ଏକ ଅଭିବ୍ୟକ୍ତି ଭାବରେ ଏକତ୍ର ଅନୁବାଦ କରିପାରିବେ ଏବଂ ଅନ୍ୟ ଉପାୟରେ ଗୁରୁତ୍ୱକୁ ପ୍ରକାଶ\n କରିପାରିବେ ।  ବିକଳ୍ପ ଅନୁବାଦ: “ଏକ ଆତ୍ମା ​​ଭାବରେ ଏକୀକୃତ” କିମ୍ବା\n “ସଂପୂର୍ଣ୍ଣ ଏକତାରେ” (ଦେଖନ୍ତୁ: rc://en/ta/man/translate/figs-doublet)\n\n\n
PHP 1 27 jfxp figs-metaphor ἐν ἑνὶ πνεύματι, μιᾷ ψυχῇ 1 \n \n\nଏାରେ, **ଏକ ଆତ୍ମା** ​​ଏବଂ **ଏକ ପ୍ରାଣ**  ବାକ୍ୟାଂଶ ଗୁଡ଼ିକ ସାଙ୍କେତିକ ଭାବରେ “କାହାର ମୂଳ\n ଉଦ୍ଦେଶ୍ୟ ଏବଂ ବିଶ୍ୱାସରେ ଏକତା ରହିବା” କୁ ବୁଝାଇବାକୁ ବ୍ୟନହୃତ। ଉଭୟ ବାକ୍ୟାଂଶଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଏକମତ ହେବାକୁ ସୂଚାଏ ।  ଯଦି ଏହି ଅଭିବ୍ୟକ୍ତିଗୁଡ଼ିକ ଆପଣଙ୍କ ଭାଷାରେ\n ଦ୍ୱନ୍ଦ୍ୱପୂର୍ଣ୍ଣ ହେବ, ତେବେ ଆପଣ ସରଳ  ଭାଷା ବ୍ୟବହାର କରି ପାରିବେ କିମ୍ବା ଆପଣଙ୍କ\n ଭାଷାରୁ ସମାନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ ।  ବିକଳ୍ପ ଅନୁବାଦ: “ଏକ ମନରେ” କିମ୍ବା “ଉଦ୍ଦେଶ୍ୟର ଏକତାରେ” କିମ୍ବା “ପୂର୍ଣ୍ଣ\n ଚୁକ୍ତିରେ” (ଦେଖନ୍ତୁ: rc://en/ta/man/translate/figs-metaphor)\n\n\n
PHP 1 28 u9an figs-explicit τῶν ἀντικειμένων 1 \n \n\n**ତୁମ୍ଭମାନଙ୍କୁ ବିପକ୍ଷ କରୁଥିବା** ବାକ୍ୟାଂଶ ସେହି\n ଲୋକମାନଙ୍କୁ ସୂଚାଏ ଯେଉଁମାନେ ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କୁ ବିରୋଧ କରୁଥିଲେ ଏବଂ\n ସେମାନଙ୍କୁ ଅସୁବିଧାରେ ପକାଉଥିଲେ ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଏହାକୁ ସ୍ପଷ୍ଟ ଭାବରେ କହିବାକୁ ପ୍ରକାଶ\n କରନ୍ତୁ ।  ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ବିରୋଧ କରୁଥିବା\n ଲୋକ” କିମ୍ବା “ତୁମ୍ଭମାନଙ୍କୁ ବିରୋଧ କରୁଥିବା ଲୋକ କାରଣ ତୁମ୍ଭେ ଯୀଶୁଙ୍କଠାରେ ବିଶ୍ୱାସ\n କର” (ଦେଖନ୍ତୁ: rc://en/ta/man/translate/figs-expl)\n\n\n
PHP 1 28 t225 figs-abstractnouns ἀπωλείας 1 ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ କର୍ତ୍ତୁବାଚ୍ୟ\n ବ୍ୟବହାର କରି କିମ୍ବା ଅନ୍ୟ କୌଣସି ପ୍ରକାରେ ପ୍ରକାଶ କରି ଗୁଣବାଚକ ବିଶେଷ୍ୟ **ବିନାଶ**\n ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ ।  ବିକଳ୍ପ ଅନୁବାଦ: “ଯେ ଈଶ୍ଵର ସେମାନଙ୍କୁ ବିନାଶ\n କରିବେ” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
PHP 1 28 ypn8 figs-abstractnouns σωτηρίας 1 \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି\n ଶବ୍ଦର ଏକ କର୍ତ୍ତୁବାଚ୍ୟ ବ୍ୟବହାର କରି କିମ୍ବା ଅନ୍ୟ କୌଣସି ପ୍ରକାରେ ପ୍ରକାଶ କରି ଗୁଣବାଚକ\n ବିଶେଷ୍ୟ **ପରିତ୍ରାଣ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ\n ସ୍ପଷ୍ଟ ହେବ ।  ବିକଳ୍ପ ଅନୁବାଦ: (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
PHP 1 29 qous figs-activepassive ὑμῖν ἐχαρίσθη τὸ 1 \n \n\nଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ପ୍ରକାଶ\n କରିପାରିବେ , ଏବଂ କିଏ କାର୍ଯ୍ୟ କରିଛି ତାହା ଆପଣ ପ୍ରକାଶ କରିପାରିବେ  । ବିକଳ୍ପ ଅନୁବାଦ: “ଈଶ୍ଵର\n ତୁମ୍ଭମାନଙ୍କୁ ଦୟାଳୁ ଭାବରେ ଦେଇଛନ୍ତି” (ଦେଖନ୍ତୁ: rc://en/\n ta/man/translate/figs-activepassive)\n\n\n
PHP 1 30 cewf figs-metaphor τὸν αὐτὸν ἀγῶνα ἔχοντες, οἷον εἴδετε ἐν ἐμοὶ 1 \n \n\nଯଦି ଗୁଣବାଚକ ବିଶେଷ୍ୟ **ଯୁଦ୍ଧ** ଆପଣଙ୍କ ଭାଷାରେ\n ଦ୍ୱନ୍ଦ୍ୱପୂର୍ଣ୍ଣ ହେବ, ତେବେ ଆପଣ ଏହାକୁ ଏକ କ୍ରିୟା ବାକ୍ୟାଂଶ ସହି  UST ପରି ପ୍ରକାଶ କରିପାରିବେ, କିମ୍ବା ଏହି\n ଶବ୍ଦର ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ ।  ବିକଳ୍ପ ଅନୁବାଦ: “ସମାନ ଯୁଦ୍ଧକୁ ସାମ୍ନା କରିବା”\n କିମ୍ବା “ସମାନ ପରୀକ୍ଷାକୁ ସହ୍ୟ କରିବା” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
PHP 1 30 hnec figs-idiom εἴδετε ἐν ἐμοὶ, καὶ νῦν ἀκούετε ἐν ἐμοί 1 \n \n\nଏାରେ, **ମୋ ଭିତରେ** ବାକ୍ୟାଂଶ ଦୁଇଥର ଦେଖିବାକୁ ମିଳେ, ଏହା ଉଭୟ ଥର\n ପାଉଲ ଯାହା ଅନୁଭବ କରନ୍ତି ତାହା ଦର୍ଶାଏ ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ଉପାୟରେ ପ୍ରକାଶ କରିପାରିବେ\n ଯାହାକି ଆପଣଙ୍କ ଭାଷାରେ ବୁଝିବାରେ ସହଜ ହେବ ।  ବିକଳ୍ପ ଅନୁବାଦ: “ତୁମ୍ଭେମାନେ ମୋହର ଅନୁଭୂତି ଦେଖିଲ ଏବଂ ବର୍ତ୍ତମାନ ଶୁଣୁଛ ଯେ ମୁଁ\n ଅନୁଭବ କରୁଅଛି” (ଦେଖନ୍ତୁ: rc://en/ta/man/translate/figs-idiom)\n\n\n

1 Book Chapter Verse ID SupportReference OrigQuote Occurrence GLQuote OccurrenceNote
324 PHP 1 27 kmn8 figs-doublet ἐν ἑνὶ πνεύματι, μιᾷ ψυχῇ 1 \n \n\nଏଠାରେ, **ଏକ ଆତ୍ମା** ​​ଏବଂ **ଏକ ପ୍ରାଣ** ​​  ବାକ୍ୟାଂଶ ଗୁଡ଼ିକ ସମାନ ବିଷୟକୁ ବୁଝାଏ ଏବଂ ଏକତାର ମହତ୍ତ୍ଵକୁ\n ଗୁରୁତ୍ୱ ଦେବା ପାଇଁ ଏକତ୍ର ବ୍ୟବହୃତ । ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ସେଗୁଡ଼ିକୁ\n ଏକ ଅଭିବ୍ୟକ୍ତି ଭାବରେ ଏକତ୍ର ଅନୁବାଦ କରିପାରିବେ ଏବଂ ଅନ୍ୟ ଉପାୟରେ ଗୁରୁତ୍ୱକୁ ପ୍ରକାଶ\n କରିପାରିବେ ।  ବିକଳ୍ପ ଅନୁବାଦ: “ଏକ ଆତ୍ମା ​​ଭାବରେ ଏକୀକୃତ” କିମ୍ବା\n “ସଂପୂର୍ଣ୍ଣ ଏକତାରେ” (ଦେଖନ୍ତୁ: rc://en/ta/man/translate/figs-doublet)\n\n\n
325 PHP 1 27 jfxp figs-metaphor ἐν ἑνὶ πνεύματι, μιᾷ ψυχῇ 1 \n \n\nଏଠାରେ, **ଏକ ଆତ୍ମା** ​​ଏବଂ **ଏକ ପ୍ରାଣ**  ବାକ୍ୟାଂଶ ଗୁଡ଼ିକ ସାଙ୍କେତିକ ଭାବରେ “କାହାର ମୂଳ\n ଉଦ୍ଦେଶ୍ୟ ଏବଂ ବିଶ୍ୱାସରେ ଏକତା ରହିବା” କୁ ବୁଝାଇବାକୁ ବ୍ୟନହୃତ। ଉଭୟ ବାକ୍ୟାଂଶଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଏକମତ ହେବାକୁ ସୂଚାଏ ।  ଯଦି ଏହି ଅଭିବ୍ୟକ୍ତିଗୁଡ଼ିକ ଆପଣଙ୍କ ଭାଷାରେ\n ଦ୍ୱନ୍ଦ୍ୱପୂର୍ଣ୍ଣ ହେବ, ତେବେ ଆପଣ ସରଳ  ଭାଷା ବ୍ୟବହାର କରି ପାରିବେ କିମ୍ବା ଆପଣଙ୍କ\n ଭାଷାରୁ ସମାନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ ।  ବିକଳ୍ପ ଅନୁବାଦ: “ଏକ ମନରେ” କିମ୍ବା “ଉଦ୍ଦେଶ୍ୟର ଏକତାରେ” କିମ୍ବା “ପୂର୍ଣ୍ଣ\n ଚୁକ୍ତିରେ” (ଦେଖନ୍ତୁ: rc://en/ta/man/translate/figs-metaphor)\n\n\n
326 PHP 1 28 u9an figs-explicit τῶν ἀντικειμένων 1 \n \n\n**ତୁମ୍ଭମାନଙ୍କୁ ବିପକ୍ଷ କରୁଥିବା** ବାକ୍ୟାଂଶ ସେହି\n ଲୋକମାନଙ୍କୁ ସୂଚାଏ ଯେଉଁମାନେ ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କୁ ବିରୋଧ କରୁଥିଲେ ଏବଂ\n ସେମାନଙ୍କୁ ଅସୁବିଧାରେ ପକାଉଥିଲେ ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଏହାକୁ ସ୍ପଷ୍ଟ ଭାବରେ କହିବାକୁ ପ୍ରକାଶ\n କରନ୍ତୁ ।  ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ବିରୋଧ କରୁଥିବା\n ଲୋକ” କିମ୍ବା “ତୁମ୍ଭମାନଙ୍କୁ ବିରୋଧ କରୁଥିବା ଲୋକ କାରଣ ତୁମ୍ଭେ ଯୀଶୁଙ୍କଠାରେ ବିଶ୍ୱାସ\n କର” (ଦେଖନ୍ତୁ: rc://en/ta/man/translate/figs-expl)\n\n\n
327 PHP 1 28 t225 figs-abstractnouns ἀπωλείας 1 ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏକ କର୍ତ୍ତୁବାଚ୍ୟ\n ବ୍ୟବହାର କରି କିମ୍ବା ଅନ୍ୟ କୌଣସି ପ୍ରକାରେ ପ୍ରକାଶ କରି ଗୁଣବାଚକ ବିଶେଷ୍ୟ **ବିନାଶ**\n ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ ।  ବିକଳ୍ପ ଅନୁବାଦ: “ଯେ ଈଶ୍ଵର ସେମାନଙ୍କୁ ବିନାଶ\n କରିବେ” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
328 PHP 1 28 ypn8 figs-abstractnouns σωτηρίας 1 \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହି\n ଶବ୍ଦର ଏକ କର୍ତ୍ତୁବାଚ୍ୟ ବ୍ୟବହାର କରି କିମ୍ବା ଅନ୍ୟ କୌଣସି ପ୍ରକାରେ ପ୍ରକାଶ କରି ଗୁଣବାଚକ\n ବିଶେଷ୍ୟ **ପରିତ୍ରାଣ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ\n ସ୍ପଷ୍ଟ ହେବ ।  ବିକଳ୍ପ ଅନୁବାଦ: (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
329 PHP 1 29 qous figs-activepassive ὑμῖν ἐχαρίσθη τὸ 1 \n \n\nଆପଣ ଏହାକୁ ଏକ କର୍ତ୍ତୁବାଚ୍ୟରେ ପ୍ରକାଶ\n କରିପାରିବେ , ଏବଂ କିଏ କାର୍ଯ୍ୟ କରିଛି ତାହା ଆପଣ ପ୍ରକାଶ କରିପାରିବେ  । ବିକଳ୍ପ ଅନୁବାଦ: “ଈଶ୍ଵର\n ତୁମ୍ଭମାନଙ୍କୁ ଦୟାଳୁ ଭାବରେ ଦେଇଛନ୍ତି” (ଦେଖନ୍ତୁ: rc://en/\n ta/man/translate/figs-activepassive)\n\n\n
330 PHP 1 30 cewf figs-metaphor τὸν αὐτὸν ἀγῶνα ἔχοντες, οἷον εἴδετε ἐν ἐμοὶ 1 \n \n\nଯଦି ଗୁଣବାଚକ ବିଶେଷ୍ୟ **ଯୁଦ୍ଧ** ଆପଣଙ୍କ ଭାଷାରେ\n ଦ୍ୱନ୍ଦ୍ୱପୂର୍ଣ୍ଣ ହେବ, ତେବେ ଆପଣ ଏହାକୁ ଏକ କ୍ରିୟା ବାକ୍ୟାଂଶ ସହି  UST ପରି ପ୍ରକାଶ କରିପାରିବେ, କିମ୍ବା ଏହି\n ଶବ୍ଦର ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ପଷ୍ଟ ହେବ ।  ବିକଳ୍ପ ଅନୁବାଦ: “ସମାନ ଯୁଦ୍ଧକୁ ସାମ୍ନା କରିବା”\n କିମ୍ବା “ସମାନ ପରୀକ୍ଷାକୁ ସହ୍ୟ କରିବା” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
331 PHP 1 30 hnec figs-idiom εἴδετε ἐν ἐμοὶ, καὶ νῦν ἀκούετε ἐν ἐμοί 1 \n \n\nଏଠାରେ, **ମୋ ଭିତରେ** ବାକ୍ୟାଂଶ ଦୁଇଥର ଦେଖିବାକୁ ମିଳେ, ଏହା ଉଭୟ ଥର\n ପାଉଲ ଯାହା ଅନୁଭବ କରନ୍ତି ତାହା ଦର୍ଶାଏ ।  ଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ଏକ ଉପାୟରେ ପ୍ରକାଶ କରିପାରିବେ\n ଯାହାକି ଆପଣଙ୍କ ଭାଷାରେ ବୁଝିବାରେ ସହଜ ହେବ ।  ବିକଳ୍ପ ଅନୁବାଦ: “ତୁମ୍ଭେମାନେ ମୋହର ଅନୁଭୂତି ଦେଖିଲ ଏବଂ ବର୍ତ୍ତମାନ ଶୁଣୁଛ ଯେ ମୁଁ\n ଅନୁଭବ କରୁଅଛି” (ଦେଖନ୍ତୁ: rc://en/ta/man/translate/figs-idiom)\n\n\n