Edit 'en_tn_56-2TI.tsv' using 'tc-create-app'

This commit is contained in:
Gayatri-Digal 2021-08-12 02:32:37 +00:00
parent 7367ed8445
commit 64578c4dcb
1 changed files with 3 additions and 3 deletions

View File

@ -28,9 +28,9 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2TI 1 7 h1z3 οὐ ... ἔδωκεν ἡμῖν ὁ Θεὸς πνεῦμα δειλίας, ἀλλὰ δυνάμεως, καὶ ἀγάπης, καὶ σωφρονισμοῦ 1 God did not give us a spirit of fear, but of power and love and discipline ସମ୍ଭାବିତ ଅର୍ଥଗୁଡିକ ହେଲା (1) “**ଆତ୍ମା**” “ପବିତ୍ର ଆତ୍ମା”ଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ପବିତ୍ର ଆତ୍ମା ଆମ୍ଭମାନଙ୍କୁ ଭୟଭୀତ ହେବାକୁ ଦିଅନ୍ତି ନାହିଁ I ସେ ଆମ୍ଭମାନଙ୍କୁ ଶକ୍ତି, ପ୍ରେମ ଓ ସୁବୁଦ୍ଧି ଦିଅନ୍ତି” (2) “**ଆତ୍ମା**” ମନୁଷ୍ୟର ଚରିତ୍ରକୁ ବୁଝାଏ I ବିକଳ୍ପ ଅନୁବାଦ: “ଈଶ୍ବର ଆମ୍ଭମାନଙ୍କୁ ଭୟଭୀତ ହେବାକୁ ଦିଅନ୍ତି ନାହିଁ, କିନ୍ତୁ ଶକ୍ତି, ପ୍ରେମ ଓ ସୁବୁଦ୍ଧି ଦିଅନ୍ତି”"
2TI 1 7 k6g7 σωφρονισμοῦ 1 discipline **ଅନୁଶାସନ** ଶବ୍ଦର ଅର୍ଥ: (1) **ଅନୁଶାସନ** ଆତ୍ମ ନିୟନ୍ତ୍ରଣକୁ ସୂଚାଇପାରେ । ବିକଳ୍ପ ଅନୁବାଦ: "ନିଜକୁ ନିୟନ୍ତ୍ରଣ କରିବାର କ୍ଷମତା" (2) **ଅନୁଶାସନ** ଅନ୍ୟମାନଙ୍କୁ ସଂଶୋଧନ କିମ୍ବା ନିୟନ୍ତ୍ରଣ କରିବାର ଶକ୍ତିକୁ ସୂଚାଇପାରେ । ବିକଳ୍ପ ଅନୁବାଦ: "ଅନ୍ୟମାନଙ୍କୁ ସଂଶୋଧନ କରିବାର କ୍ଷମତା"
2TI 1 8 fk9z τὸ μαρτύριον 1 of the testimony ପାଉଲ ହୁଏତ **ସାକ୍ଷ୍ୟ** ଶବ୍ଦ ବ୍ୟବହାର କରି ପ୍ରଭୁଙ୍କ ବିଷୟରେ ଅନ୍ୟମାନଙ୍କୁ କହିବାର କାର୍ଯ୍ୟକଳାପକୁ ସୂଚୀତ କରିଥିବେ, କେବଳ ବାର୍ତ୍ତାକୁ ନୁହେଁ । ବିକଳ୍ପ ଅନୁବାଦ: "ସାକ୍ଷ୍ୟ ଦେବାକୁ" କିମ୍ବା "ଅନ୍ୟମାନଙ୍କୁ ଜଣାଇବାକୁ"
2TI 1 8 blk9 τὸν δέσμιον αὐτοῦ 1 his prisoner ତାହାଙ୍କ ସକାଶେ ଜଣେ ବନ୍ଦୀ କିମ୍ବା “ଜଣେ ବନ୍ଦୀ କାରଣ ମୁଁ ପ୍ରଭୁଙ୍କ ବିଷୟରେ ସାକ୍ଷ୍ୟ ଦେଉଅଛି”
2TI 1 8 ry82 figs-metaphor συνκακοπάθησον τῷ εὐαγγελίῳ 1 share in suffering for the gospel ଦୁଃଖଭୋଗ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ପଦାର୍ଥ, ଯାହା ଲୋକମାନଙ୍କ ମଧ୍ୟରେ ବଣ୍ଟାଯାଇପାରିବ ବା ଭାଗ କରାଯାଇପାରିବ I ବିକଳ୍ପ ଅନୁବାଦ: “ସୁସମାଚାର ସକାଶେ ମୋ ସହିତ ଦୁଃଖଭୋଗ କର” (ଦେଖ: [[rc://en/ta/man/translate/figs-metaphor]])
2TI 1 8 hi9a τῷ εὐαγγελίῳ, κατὰ δύναμιν Θεοῦ 1 gospel according to the power of God ସୁସମାଚାର, ଈଶ୍ବରଙ୍କ ଦ୍ବାରା ତୁମ୍ଭେ ବଳବାନ୍ ହୋଇ
2TI 1 8 blk9 τὸν δέσμιον αὐτοῦ 1 his prisoner ପାଉଲ ପ୍ରଭୁଙ୍କ ଦ୍ୱାରା **ବନ୍ଦୀ** ହୋଇ ନାହାଁନ୍ତି। ସେ ଜଣେ ବନ୍ଦୀ କାରଣ ସେ ଈଶ୍ଵରଙ୍କ ବିଷୟରେ ସାକ୍ଷ୍ୟ ଦେଇଛନ୍ତି। ବିକଳ୍ପ ଅନୁବାଦ: "ତାଙ୍କ ପାଇଁ ଜଣେ ବନ୍ଦୀ" କିମ୍ବା "ପ୍ରଭୁଙ୍କ ପାଇଁ ବନ୍ଦୀ"
2TI 1 8 ry82 figs-metaphor συνκακοπάθησον τῷ εὐαγγελίῳ 1 share in suffering for the gospel **ଏକତ୍ର** ଶବ୍ଦର ଅର୍ଥ: (1) ତୀମଥିଙ୍କ ପାଇଁ ପାଉଲଙ୍କ ସହ ଏକତ୍ର ଯନ୍ତ୍ରଣା ଭୋଗିବାକୁ ପଡିପାରେ । (2) ଏହାର ଅର୍ଥ ତୀମଥିଙ୍କ ପାଇଁ ସେହି ସମସ୍ତ ଖ୍ରୀଷ୍ଟିଆନମାନଙ୍କ ସହିତ ଯନ୍ତ୍ରଣା ଭୋଗିବାକୁ ପଡିପାରେ । [[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 1 8 hi9a τῷ εὐαγγελίῳ, κατὰ δύναμιν Θεοῦ 1 gospel according to the power of God ପାଉଲ ତୀମଥିଙ୍କୁ ସ୍ମରଣ କରାଉଛନ୍ତି ଯେ ଈଶ୍ଵର ଲୋକମାନଙ୍କୁ ଯନ୍ତ୍ରଣା ସହିବାକୁ **ଶକ୍ତି** ପ୍ରଦାନ କରୁଛନ୍ତି । ବିକଳ୍ପ ଅନୁବାଦ: "ସୁସମାଚାର ପାଇଁ, ଈଶ୍ଵର ତୁମ୍ଭମାନଙ୍କୁ ଶକ୍ତିଶାଳୀ କରନ୍ତି"
2TI 1 9 ld55 κλήσει ἁγίᾳ 1 with a holy calling ତାହାଙ୍କର ଲୋକଭାବରେ ଆମ୍ଭମାନଙ୍କୁ ପୃଥକ୍ କରିଥିବା ଆହ୍ବାନରେ କିମ୍ବା “ତାହାଙ୍କର ପବିତ୍ର ଲୋକ ହେବାକୁ”
2TI 1 9 ub31 οὐ κατὰ τὰ ἔργα ἡμῶν 1 not according to our works ଏହାର ଯୋଗ୍ୟ ହେବାକୁ ଆମ୍ଭେମାନେ କିଛି କରିଥିବା ସକାଶୁ ନୁହେଁ
2TI 1 9 kyr5 ἀλλὰ κατὰ ἰδίαν πρόθεσιν καὶ χάριν 1 but according to his own plan and grace କିନ୍ତୁ ସେ ଆମ୍ଭମାନଙ୍କୁ ଦୟା ଦେଖାଇବାକୁ ସଂକଳ୍ପ କରିଥିବା ସକାଶୁ

Can't render this file because it contains an unexpected character in line 2 and column 8087.