Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 18:05:44 +00:00
parent ce8c6a749b
commit 639433f0d2
1 changed files with 1 additions and 0 deletions

View File

@ -408,3 +408,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 16 j105 ἡ ἀλαζονία τοῦ βίου 1 the arrogance of life ଯୋହନ  ହୁଏତ ଗ୍ରୀକ୍ ଶବ୍ଦକୁ ବ୍ୟବହାର କରନ୍ତି ଯାହା ULT ଏହାର ଏକ ନିର୍ଦ୍ଦିଷ୍ଟ ଅର୍ଥରେ [3:17](https://create.translationcore.com/03/17.md) ପରି “ସମ୍ପତ୍ତି” କୁ ବୁଝାଇବା ପାଇଁ  ଜୀବନ ବୋଲି ଅନୁବାଦ କରେ । ବିକଳ୍ପ ଅନୁବାଦ: “କାହାରି ସମ୍ପତ୍ତିରେ ଦର୍ପ କରିବା”
1JN 2 16 j106 guidelines-sonofgodprinciples τοῦ Πατρός 1 the Father ଈଶ୍ଵରଙ୍କ ପାଇଁ ପିତା ଏକ ଗୁରୁତ୍ୱପୂର୍ଣ୍ଣ ନାମ ଅଟେ । ବିକଳ୍ପ ଅନୁବାଦ: “ପିତା ଈଶ୍ଵର” ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
1JN 2 17 j107 figs-metonymy ὁ κόσμος 1 the world [2:15](https://create.translationcore.com/02/15.md)ରେ ଆପଣ ଜଗତ ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ଏହି ପଦରେ ଏହା ସମାନ ଅର୍ଥ ପ୍ରକାଶ କରେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କୁ  ସମ୍ମାନ କରୁ ନ ଥିବା ଲୋକମାନଙ୍କ ଅଧାର୍ମିକ ମୂଲ୍ୟବୋଧ ବ୍ୟବସ୍ଥା” । ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 2 17 j108 figs-ellipsis καὶ ἡ ἐπιθυμία αὐτοῦ 1 and its desire ଯୋହନ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ । ଏହି ଶବ୍ଦଗୁଡ଼ିକୁ ପୂର୍ବ ବାକ୍ୟାଂଶରୁ ଯୋଗାଇ ଦିଆଯାଇପାରେ । ବିକଳ୍ପ ଅନୁବାଦ: “ଏବଂ ଏହାର ଇଚ୍ଛା ମଧ୍ୟ ଚାଲିଯାଏ” ( [[rc://en/ta/man/translate/figs-ellipsis]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.