Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 18:05:25 +00:00
parent 6e5f78b108
commit ce8c6a749b
1 changed files with 1 additions and 0 deletions

View File

@ -407,3 +407,4 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 16 j104 figs-metonymy πᾶν τὸ ἐν τῷ κόσμῳ 1 everything that is in the world  [2:15](https://create.translationcore.com/02/15.md) ରେ ଆପଣ କିପରି ଏହି ଅଭିବ୍ୟକ୍ତିକୁ ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯାହା ଈଶ୍ଵରଙ୍କୁ  ସମ୍ମାନ ଦେଉନଥିବା ଲୋକମାନଙ୍କର ଅଧାର୍ମିକ ମୂଲ୍ୟବୋଧ ପ୍ରଣାଳୀକୁ ବର୍ଣ୍ଣନା କରେ” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 2 16 j105 ἡ ἀλαζονία τοῦ βίου 1 the arrogance of life ଯୋହନ  ହୁଏତ ଗ୍ରୀକ୍ ଶବ୍ଦକୁ ବ୍ୟବହାର କରନ୍ତି ଯାହା ULT ଏହାର ଏକ ନିର୍ଦ୍ଦିଷ୍ଟ ଅର୍ଥରେ [3:17](https://create.translationcore.com/03/17.md) ପରି “ସମ୍ପତ୍ତି” କୁ ବୁଝାଇବା ପାଇଁ  ଜୀବନ ବୋଲି ଅନୁବାଦ କରେ । ବିକଳ୍ପ ଅନୁବାଦ: “କାହାରି ସମ୍ପତ୍ତିରେ ଦର୍ପ କରିବା”
1JN 2 16 j106 guidelines-sonofgodprinciples τοῦ Πατρός 1 the Father ଈଶ୍ଵରଙ୍କ ପାଇଁ ପିତା ଏକ ଗୁରୁତ୍ୱପୂର୍ଣ୍ଣ ନାମ ଅଟେ । ବିକଳ୍ପ ଅନୁବାଦ: “ପିତା ଈଶ୍ଵର” ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
1JN 2 17 j107 figs-metonymy ὁ κόσμος 1 the world [2:15](https://create.translationcore.com/02/15.md)ରେ ଆପଣ ଜଗତ ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ଏହି ପଦରେ ଏହା ସମାନ ଅର୍ଥ ପ୍ରକାଶ କରେ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କୁ  ସମ୍ମାନ କରୁ ନ ଥିବା ଲୋକମାନଙ୍କ ଅଧାର୍ମିକ ମୂଲ୍ୟବୋଧ ବ୍ୟବସ୍ଥା” । ( [[rc://en/ta/man/translate/figs-metonymy]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3771.