Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-25 01:49:27 +00:00
parent ac6557a718
commit 60f5f2030f
1 changed files with 3 additions and 3 deletions

View File

@ -299,10 +299,10 @@ EPH 6 6 l9ve ὡς δοῦλοι Χριστοῦ 1 as slaves of Christ ବି
EPH 6 6 u5fn figs-metonymy ἐκ ψυχῆς 1 from your heart ଏଠାରେ **ଆତ୍ମା/ ଅନ୍ତର** ଜଣେ ବ୍ୟକ୍ତିର “ମନୋବୃତ୍ତି” ବା “ଅଭିପ୍ରାୟ” ନିମନ୍ତେ ଗୋଟିଏ ରୂପକ ଅଟେ। ବିକଳ୍ପ ଅନୁବାଦ: “ପୂର୍ଣ୍ଣପ୍ରାଣରେ” କିମ୍ବା “ଉତ୍ସାହର ସହିତ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
EPH 6 7 h45y figs-metonymy μετ’ εὐνοίας δουλεύοντες 1 Serve with all your heart
EPH 6 9 i85s τὰ αὐτὰ ποιεῖτε πρὸς αὐτούς 1 treat your slaves in the same way ଏଠାରେ, **ସେହି ପରି** “ଯଦି ସେ କିଛି ଉତ୍ତମ କରନ୍ତି” ([ଏଫିସୀୟ ୬:୮](../06/08.md))। ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଆପଣା ଆପଣା ଦାସମାନଙ୍କୁ ମଧ୍ୟ ଉତ୍ତମ ବ୍ୟବହାର କରିବା ଉଚିତ” କିମ୍ବା “ଯେପରି ଦାସମାନେ ସେମାନଙ୍କର କର୍ତ୍ତାମାନଙ୍କ ପ୍ରତି ଉତ୍ତମ ବ୍ୟବହାର କରିବା ଉଚିତ, ତୁମ୍ଭେ ମଧ୍ୟ ତୁମ୍ଭର ଦାସମାନଙ୍କୁ ଉତ୍ତମ ବ୍ୟବହାର କରିବା ଉଚିତ” (ଦେଖନ୍ତୁ: [[rc://en/ta/man/translate/figs-explicit]])\n
EPH 6 9 wii4 εἰδότες ὅτι καὶ αὐτῶν καὶ ὑμῶν ὁ Κύριός ἐστιν ἐν οὐρανοῖς 1 You know that he who is both their Master and yours is in heaven “ତୁମ୍ଭେମାନେ ଜାଣ ଯେ ଖ୍ରୀଷ୍ଟ ହେଉଛନ୍ତି ଉଭୟ ଦାସ ଏବଂ କର୍ତ୍ତାମାନଙ୍କର ପ୍ରଭୁ ଏବଂ ସେ ସ୍ଵର୍ଗରେ ବାସ କରନ୍ତି"
EPH 6 9 r9ue προσωπολημψία οὐκ ἔστιν παρ’ αὐτῷ 1 there is no favoritism with him “ସେ ସମସ୍ତଙ୍କୁ ସମାନଭାବରେ ବିଚାର କରନ୍ତି”
EPH 6 9 wii4 εἰδότες ὅτι καὶ αὐτῶν καὶ ὑμῶν ὁ Κύριός ἐστιν ἐν οὐρανοῖς 1 You know that he who is both their Master and yours is in heaven ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଜାଣ ଯେ ଖ୍ରୀଷ୍ଟ ହେଉଛନ୍ତି ଉଭୟ ଦାସ ଏବଂ କର୍ତ୍ତାମାନଙ୍କର ପ୍ରଭୁ ଏବଂ ସେ ସ୍ଵର୍ଗରେ ବାସ କରନ୍ତି"
EPH 6 9 r9ue προσωπολημψία οὐκ ἔστιν παρ’ αὐτῷ 1 there is no favoritism with him ବିକଳ୍ପ ଅନୁବାଦ: “ସେ ସମସ୍ତଙ୍କୁ ସମାନଭାବରେ ବିଚାର କରନ୍ତି”
EPH 6 10 t5th 0 Connecting Statement: ଆମ୍ଭେମାନେ ଈଶ୍ଵରଙ୍କ ସକାଶେ ଜୀବନଯାପନ କରୁଥିବା ଏହି ଯୁଦ୍ଧରେ ବିଶ୍ଵାସୀମାନଙ୍କୁ ଦୃଢ଼ କରିବା ନିମନ୍ତେ ପାଉଲ ଶିକ୍ଷା ଦେଉଛନ୍ତି I
EPH 6 10 e4mg τῷ κράτει τῆς ἰσχύος αὐτοῦ 1 the strength of his might ଏହି ଦୁଇଟି ଶବ୍ଦର ଅର୍ଥ ପ୍ରାୟ ସମାନ ଅଟେ। ଏକତ୍ର, ସେଗୁଡ଼ିକ ପରସ୍ପରକୁ ମଜବୁତ କରନ୍ତି । ବିକଳ୍ପ ଅନୁବାଦ: " ତାହାଙ୍କର ମହା ପରାକ୍ରମ" [ଏଫିସୀୟ 1:1](https://create.translationcore.com/01/21.md)9 ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।
EPH 6 10 e4mg τῷ κράτει τῆς ἰσχύος αὐτοῦ 1 the strength of his might ଏହି ଦୁଇଟି ଶବ୍ଦର ଅର୍ଥ ପ୍ରାୟ ସମାନ ଅଟେ। ଏକତ୍ର, ସେଗୁଡ଼ିକ ପରସ୍ପରକୁ ମଜବୁତ କରନ୍ତି । ବିକଳ୍ପ ଅନୁବାଦ: “ତାହାଙ୍କର ମହା ପରାକ୍ରମ” ଦେଖନ୍ତୁ ଆପଣ ଏହି ବାକ୍ୟାଂଶର ଶେଷରେ କିପରି ଅନୁବାଦ କରିଛନ୍ତି [ଏଫିସୀୟ ୧:୧୯](../01/19.md) (ଦେଖନ୍ତୁ: [[rc://en/ta/man/translate/figs-doublet]])
EPH 6 11 n8x8 figs-metaphor ἐνδύσασθε τὴν πανοπλίαν τοῦ Θεοῦ, πρὸς τὸ δύνασθαι ὑμᾶς στῆναι πρὸς τὰς μεθοδίας τοῦ διαβόλου 1 Put on the whole armor of God, so that you may be able to stand against the scheming plans of the devil ଏହି ରୂପକରେ, ପାଉଲ ଆତ୍ମିକ ଉତ୍ସଗୁଡ଼ିକୁ ଚିତ୍ରଣ କରନ୍ତି ଯାହା **ଈଶ୍ଵର** ସମସ୍ତ ଖ୍ରୀଷ୍ଟିୟାନମାନଙ୍କୁ ସୈନିକର **ଅସ୍ତ୍ର** ଭାବରେ ପ୍ରଦାନ କରନ୍ତି । ବିକଳ୍ପ ଅନୁବାଦ: “ଶତ୍ରୁର ଆକ୍ରମଣରୁ ଆପଣାକୁ ରକ୍ଷା କରିବାକୁ ଜଣେ ସୈନିକ ଯେପରି ସମସ୍ତ ସଜ୍ଜା ପରିଧାନ କରେ, ଠିକ୍ ସେପରି ଶୟତାନ ବିରୁଦ୍ଧରେ ଦୃଡ଼ଭାବରେ ଛିଡା ହେବାପାଇଁ ଖ୍ରୀଷ୍ଟିୟାନମାନେ ଈଶ୍ଵର ଦେଉଥିବା ସମସ୍ତ ସଂସାଧନ ବ୍ୟବହାର କରିବା ଉଚିତ” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 6 11 ra3y τὰς μεθοδίας 1 the scheming plans ଚାତୁରୀପଣ"
EPH 6 12 d7be figs-synecdoche αἷμα καὶ σάρκα 1 flesh and blood ଏହି ଅଭିବ୍ୟକ୍ତି ଲୋକମାନଙ୍କୁ ବୁଝାଏ, ଏହା ଆତ୍ମାମାନଙ୍କୁ ବୁଝାଏ ନାହିଁ, ଯେଉଁମାନଙ୍କର ମନୁଷ୍ୟ ସଦୃଶ ଶରୀର ନାହିଁ I ବିକଳ୍ପ ଅନୁବାଦ: "ମନୁଷ୍ୟ" ([[rc://en/ta/man/translate/figs-synecdoche]]ଦେଖନ୍ତୁ)

Can't render this file because it contains an unexpected character in line 2 and column 4525.