Edit 'en_tn_66-JUD.tsv' using 'tc-create-app'

This commit is contained in:
Gayatri-Digal 2022-03-11 11:32:20 +00:00
parent 67bde8c6d3
commit 5f03d6ab7c
1 changed files with 1 additions and 0 deletions

View File

@ -69,3 +69,4 @@ JUD 1 24 w1dc figs-metaphor στῆσαι κατενώπιον τῆς δόξη
JUD 1 24 gq9e figs-metaphor τῆς δόξης αὐτοῦ ἀμώμους ἐν 1 glorious presence without blemish and with ବିଶ୍ଵାସୀମାନେ ଈଶ୍ଵରଙ୍କ ସମ୍ମୁଖରେ କିପରି ଉପସ୍ଥିତ ହେବେ ତାହାକୁ ଏହି ବାକ୍ୟାଂଶ ବର୍ଣ୍ଣନା କରେ । UST ପରି ବିକଳ୍ପ ଅନୁବାଦ: “ମହାନନ୍ଦରେ”
JUD 1 25 a3ua μόνῳ Θεῷ Σωτῆρι ἡμῶν, διὰ Ἰησοῦ Χριστοῦ τοῦ Κυρίου ἡμῶν 1 to the only God our Savior through Jesus Christ our Lord ଏଠାରେ, **ଆମ୍ଭମାନଙ୍କ ତ୍ରାଣକର୍ତ୍ତା** ଈଶ୍ଵରଙ୍କୁ ବୁଝାାଏ । ଏହା ଯୀଶୁଙ୍କୁ ବୁଝାଏ ନାହିଁ । ଏହି ବାକ୍ୟଟି ପିତା ଈଶ୍ଵର ତଥା ପୁତ୍ରକୁ ମଧ୍ୟ ତ୍ରାଣକର୍ତ୍ତା ଭାବରେ ଗୁରୁତ୍ୱ ଆରୋପ କରିଥାଏ  । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଏକମାତ୍ର ଈଶ୍ଵରଙ୍କୁ, ଯିଏ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଅଟନ୍ତି”
JUD 1 25 kql5 δόξα, μεγαλωσύνη, κράτος, καὶ ἐξουσία, πρὸ παντὸς τοῦ αἰῶνος, καὶ νῦν, καὶ εἰς πάντας τοὺς αἰῶνας. ἀμήν 1 be glory, majesty, dominion, and power, before all time, now, and forevermore ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ତ୍ରାଣକର୍ତ୍ତା**
ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ରକ୍ଷା କରୁଥିବା ବ୍ୟକ୍ତି” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
JUD 1 1 zov5 figs-distinguish Ἰησοῦ Χριστοῦ δοῦλος, ἀδελφὸς δὲ Ἰακώβου 1 ଏହି ବାକ୍ୟାଂଶଗୁଡ଼ିକ ଯିହୂଦା ବିଷୟରେ ଅଧିକ ସୂଚନା ପ୍ରଦାନ କରେ । ସେ ନିଜକୁ ଉଭୟ ଯୀଶୁ ଖ୍ରୀଷ୍ଟଙ୍କ **ଦାସ** ଏବଂ ଯାକୁବଙ୍କ
**ଭାଇ** ବୋଲି ବର୍ଣ୍ଣନା କରନ୍ତି । ଏହା ତାଙ୍କୁ ନୂତନ ନିୟମରେ ଯିହୂଦା ନାମକ ଅନ୍ୟ ଦୁଇ ଜଣଙ୍କଠାରୁ ପୃଥକ କରେ, ଯାହା ଇଂରାଜୀ ଅନୁବାଦ ସାଧାରଣତ ସେମାନଙ୍କ ନାମକୁ “ଯୁଦାସ” ଭାବରେ ଅନୁବାଦ କରି ଯିହୂଦାଠାରୁ ଭିନ୍ନ କରିଥାଏ । (ଦେଖନ୍ତୁ:
[[rc://en/ta/man/translate/figs-distinguish]])

1 Book Chapter Verse ID SupportReference OrigQuote Occurrence GLQuote OccurrenceNote
69 JUD 1 24 gq9e figs-metaphor τῆς δόξης αὐτοῦ ἀμώμους ἐν 1 glorious presence without blemish and with ବିଶ୍ଵାସୀମାନେ ଈଶ୍ଵରଙ୍କ ସମ୍ମୁଖରେ କିପରି ଉପସ୍ଥିତ ହେବେ ତାହାକୁ ଏହି ବାକ୍ୟାଂଶ ବର୍ଣ୍ଣନା କରେ । UST ପରି ବିକଳ୍ପ ଅନୁବାଦ: “ମହାନନ୍ଦରେ”
70 JUD 1 25 a3ua μόνῳ Θεῷ Σωτῆρι ἡμῶν, διὰ Ἰησοῦ Χριστοῦ τοῦ Κυρίου ἡμῶν 1 to the only God our Savior through Jesus Christ our Lord ଏଠାରେ, **ଆମ୍ଭମାନଙ୍କ ତ୍ରାଣକର୍ତ୍ତା** ଈଶ୍ଵରଙ୍କୁ ବୁଝାାଏ । ଏହା ଯୀଶୁଙ୍କୁ ବୁଝାଏ ନାହିଁ । ଏହି ବାକ୍ୟଟି ପିତା ଈଶ୍ଵର ତଥା ପୁତ୍ରକୁ ମଧ୍ୟ ତ୍ରାଣକର୍ତ୍ତା ଭାବରେ ଗୁରୁତ୍ୱ ଆରୋପ କରିଥାଏ  । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଏକମାତ୍ର ଈଶ୍ଵରଙ୍କୁ, ଯିଏ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଅଟନ୍ତି”
71 JUD 1 25 kql5 δόξα, μεγαλωσύνη, κράτος, καὶ ἐξουσία, πρὸ παντὸς τοῦ αἰῶνος, καὶ νῦν, καὶ εἰς πάντας τοὺς αἰῶνας. ἀμήν 1 be glory, majesty, dominion, and power, before all time, now, and forevermore ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ତ୍ରାଣକର୍ତ୍ତା**
ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ରକ୍ଷା କରୁଥିବା ବ୍ୟକ୍ତି” (ଦେଖନ୍ତୁ:
[[rc://en/ta/man/translate/figs-abstractnouns]])
72 JUD 1 1 zov5 figs-distinguish Ἰησοῦ Χριστοῦ δοῦλος, ἀδελφὸς δὲ Ἰακώβου 1 ଏହି ବାକ୍ୟାଂଶଗୁଡ଼ିକ ଯିହୂଦା ବିଷୟରେ ଅଧିକ ସୂଚନା ପ୍ରଦାନ କରେ । ସେ ନିଜକୁ ଉଭୟ ଯୀଶୁ ଖ୍ରୀଷ୍ଟଙ୍କ **ଦାସ** ଏବଂ ଯାକୁବଙ୍କ
**ଭାଇ** ବୋଲି ବର୍ଣ୍ଣନା କରନ୍ତି । ଏହା ତାଙ୍କୁ ନୂତନ ନିୟମରେ ଯିହୂଦା ନାମକ ଅନ୍ୟ ଦୁଇ ଜଣଙ୍କଠାରୁ ପୃଥକ କରେ, ଯାହା ଇଂରାଜୀ ଅନୁବାଦ ସାଧାରଣତ ସେମାନଙ୍କ ନାମକୁ “ଯୁଦାସ” ଭାବରେ ଅନୁବାଦ କରି ଯିହୂଦାଠାରୁ ଭିନ୍ନ କରିଥାଏ । (ଦେଖନ୍ତୁ:
[[rc://en/ta/man/translate/figs-distinguish]])