Edit 'en_tn_66-JUD.tsv' using 'tc-create-app'

This commit is contained in:
Gayatri-Digal 2022-03-11 11:29:25 +00:00
parent a1e8f896af
commit 67bde8c6d3
1 changed files with 1 additions and 1 deletions

View File

@ -68,4 +68,4 @@ JUD 1 24 r3jx 0 Connecting Statement: ଏଠାରେ, **ଯେ** ଈଶ୍ଵ
JUD 1 24 w1dc figs-metaphor στῆσαι κατενώπιον τῆς δόξης αὐτοῦ 1 to cause you to stand before his glorious presence ଏଠାରେ, **ଗୌରବ** ଏକ ଉଜ୍ଜ୍ୱଳ ଆଲୋକକୁ ବୁଝାଏ ଯାହା ଈଶ୍ଵରଙ୍କ ଉପସ୍ଥିତିକୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ଗୁନବାଚକ ବିଶେଷ୍ୟକୁ ଏକ ବିଶେଷଣ ସହ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ତାହାଙ୍କ ଗୌରବମୟ ଉପସ୍ଥିତିରେ ଉପସ୍ଥିତ କରିବାକୁ” (ଦେଖନ୍ତୁ: <br>[[rc://en/ta/man/translate/figs-abstractnouns]])
JUD 1 24 gq9e figs-metaphor τῆς δόξης αὐτοῦ ἀμώμους ἐν 1 glorious presence without blemish and with ବିଶ୍ଵାସୀମାନେ ଈଶ୍ଵରଙ୍କ ସମ୍ମୁଖରେ କିପରି ଉପସ୍ଥିତ ହେବେ ତାହାକୁ ଏହି ବାକ୍ୟାଂଶ ବର୍ଣ୍ଣନା କରେ । UST ପରି ବିକଳ୍ପ ଅନୁବାଦ: “ମହାନନ୍ଦରେ”
JUD 1 25 a3ua μόνῳ Θεῷ Σωτῆρι ἡμῶν, διὰ Ἰησοῦ Χριστοῦ τοῦ Κυρίου ἡμῶν 1 to the only God our Savior through Jesus Christ our Lord ଏଠାରେ, **ଆମ୍ଭମାନଙ୍କ ତ୍ରାଣକର୍ତ୍ତା** ଈଶ୍ଵରଙ୍କୁ ବୁଝାାଏ । ଏହା ଯୀଶୁଙ୍କୁ ବୁଝାଏ ନାହିଁ । ଏହି ବାକ୍ୟଟି ପିତା ଈଶ୍ଵର ତଥା ପୁତ୍ରକୁ ମଧ୍ୟ ତ୍ରାଣକର୍ତ୍ତା ଭାବରେ ଗୁରୁତ୍ୱ ଆରୋପ କରିଥାଏ  । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ଅନୁବାଦ କରି ପାରିବେ । ବିକଳ୍ପ ଅନୁବାଦ: “ଏକମାତ୍ର ଈଶ୍ଵରଙ୍କୁ, ଯିଏ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଅଟନ୍ତି”
JUD 1 25 kql5 δόξα, μεγαλωσύνη, κράτος, καὶ ἐξουσία, πρὸ παντὸς τοῦ αἰῶνος, καὶ νῦν, καὶ εἰς πάντας τοὺς αἰῶνας. ἀμήν 1 be glory, majesty, dominion, and power, before all time, now, and forevermore ଈଶ୍ବରଙ୍କ ଗୌରବ, ଉପଯୁକ୍ତ ନେତୃତ୍ବ, ଓ ସମସ୍ତ ବିଷୟର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ସର୍ବଦା ରହିଥିଲା, ବର୍ତ୍ତମାନ ଅଛି, ଏବଂ ରହିବ I"
JUD 1 25 kql5 δόξα, μεγαλωσύνη, κράτος, καὶ ἐξουσία, πρὸ παντὸς τοῦ αἰῶνος, καὶ νῦν, καὶ εἰς πάντας τοὺς αἰῶνας. ἀμήν 1 be glory, majesty, dominion, and power, before all time, now, and forevermore ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏକ ସମାନ ଅଭିବ୍ୟକ୍ତିରେ ଗୁଣବାଚକ ବିଶେଷ୍ୟ **ତ୍ରାଣକର୍ତ୍ତା**<br>ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ରକ୍ଷା କରୁଥିବା ବ୍ୟକ୍ତି” (ଦେଖନ୍ତୁ: <br>[[rc://en/ta/man/translate/figs-abstractnouns]])

Can't render this file because it contains an unexpected character in line 71 and column 579.