Edit 'en_tn_50-EPH.tsv' using 'tc-create-app'

This commit is contained in:
Gayatri-Digal 2021-08-21 12:41:19 +00:00
parent d542b08a93
commit 5916373119
1 changed files with 25 additions and 25 deletions

View File

@ -149,31 +149,31 @@ EPH 3 12 kri2 πεποιθήσει 1 confidence ନିଶ୍ଚୟତା କି
EPH 3 13 ciu6 figs-metonymy ὑπὲρ ὑμῶν, ἥτις ἐστὶν δόξα ὑμῶν 1 for you, which is your glory ଏଠାରେ “**ତୁମ୍ଭମାନଙ୍କର ଗୌରବ**” ଗୋଟିଏ ରୂପକ ଯାହା ସେମାନେ ଭବିଷ୍ୟତର ରାଜ୍ୟରେ କି ପ୍ରକାର ଗର୍ବ ଅନୁଭବ କରିବା ଉଚିତ ବା କରିବେ, ଏ ବିଷୟକୁ ବୁଝାଏ I ପାଉଲ ବନ୍ଦୀଶାଳାରେ ଦୁଃଖଭୋଗ କରୁଥିବା ବିଷୟରେ ଏଫିସୀୟ ଖ୍ରୀଷ୍ଟିୟାନମାନେ ଗର୍ବ କରିବା ଉଚିତ I ଏହାକୁ ଗୋଟିଏ ନୂଆ ବାକ୍ୟ ଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ନିମନ୍ତେ I ଏହା ତୁମ୍ଭମାନଙ୍କର ଲାଭ ନିମନ୍ତେ” କିମ୍ବା “ତୁମ୍ଭମାନଙ୍କ ନିମନ୍ତେ I ତୁମ୍ଭେମାନେ ଏଥିପାଇଁ ଗର୍ବିତ ହେବା ଉଚିତ” ([[rc://en/ta/man/translate/figs-metonymy]]ଦେଖନ୍ତୁ)
EPH 3 14 v3gd figs-explicit τούτου χάριν 1 For this reason କାରଣଟି କ’ଣ , ଏହା ତୁମକୁ ସ୍ପଷ୍ଟ କରିଦେବା ଆବଶ୍ୟକ I ବିକଳ୍ପ ଅନୁବାଦ: “କରଣ ଈଶ୍ଵର ତୁମ୍ଭମାନଙ୍କ ନିମନ୍ତେ ଏ ସମସ୍ତ କରିଅଛନ୍ତି” ([[rc://en/ta/man/translate/figs-explicit]]ଦେଖନ୍ତୁ)
EPH 3 14 vju2 figs-synecdoche κάμπτω τὰ γόνατά μου πρὸς τὸν Πατέρα 1 I bend my knees to the Father **ନତଜାନୁଗୁଡ଼ିକ** ହେଉଛି ଜଣେ ବ୍ୟକ୍ତି ସମ୍ପୂର୍ଣ୍ଣଭାବରେ ପ୍ରାର୍ଥନାର ମନୋଭାବରେ ଥିବାର ଗୋଟିଏ ପ୍ରତିଛବି I ବିକଳ୍ପ ଅନୁବାଦ: “ମୁଁ ଜାନୁ ପାତି ପିତାଙ୍କ ନିକଟରେ ପ୍ରାର୍ଥନା କରୁଅଛି” କିମ୍ବା “ମୁଁ ନମ୍ରଭାବରେ ପିତାଙ୍କ ନିକଟରେ ପ୍ରାର୍ଥନା କରୁଅଛି” ([[rc://en/ta/man/translate/figs-synecdoche]]ଦେଖନ୍ତୁ)
EPH 3 15 c492 figs-activepassive ἐξ οὗ πᾶσα πατριὰ ἐν οὐρανοῖς καὶ ἐπὶ γῆς ὀνομάζεται 1 from whom every family in heaven and on earth is named ଏଠାରେ ନାମ ଦେବାର କାର୍ଯ୍ୟ ସମ୍ଭବତଃ ସୃଷ୍ଟି କରିବାର କାର୍ଯ୍ୟକୁ ବୁଝାଉଛି I ବିକଳ୍ପ ଅନୁବାଦ: “ଯେ କି ସ୍ବର୍ଗରେ ଓ ପୃଥିବୀରେ ପ୍ରତ୍ୟେକ ପରିବାରକୁ ସୃଷ୍ଟି କରି ନାମ ଦେଲେ” (ଦେଖ: [[rc://en/ta/man/translate/figs-activepassive]])
EPH 3 16 z9q5 δῷ ὑμῖν κατὰ τὸ πλοῦτος τῆς δόξης αὐτοῦ, δυνάμει κραταιωθῆναι 1 he would grant you, according to the riches of his glory, to be strengthened with power କାରଣ ସେ ଅତି ମହାନ୍ ଓ ପରାକ୍ରମୀ ଈଶ୍ବର, ସେ ତୁମ୍ଭମାନଙ୍କୁ ଆପଣା ପରାକ୍ରମରେ ବଳବାନ୍ କରିବେ
EPH 3 16 rgf5 δῷ 1 would grant ଦେବେ
EPH 3 17 n87p 0 Connecting Statement: ପାଉଲ [ଏଫିସୀୟ ୩:୧୪](../03/14.md)ରେ ଆରମ୍ଭ କରିଥିବା ପ୍ରାର୍ଥନା ଜାରିରଖିଛନ୍ତି I
EPH 3 17 wg1v κατοικῆσαι τὸν Χριστὸν διὰ τῆς πίστεως ἐν ταῖς καρδίαις ὑμῶν ἐν ἀγάπῃ, ἐρριζωμένοι καὶ τεθεμελιωμένοι 1 that Christ may live in your hearts through faith, that you will be rooted and grounded in his love ଏହା ପାଉଲଙ୍କ ପ୍ରାର୍ଥନାର ଦ୍ବିତୀୟ ବିଷୟ ଯାହା ଈଶ୍ବର “ଆପଣା ଗୌରବରୂପ ନିଧି ଅନୁସାରେ” ଏଫିସୀୟ ମାନଙ୍କୁ ଦେବେ ବୋଲି କହୁଛନ୍ତି I ପ୍ରଥମ ବିଷୟ ହେଉଛି ସେମାନେ “ବଳବାନ୍ ହେବେ” ([ଏଫିସୀୟ ୩:୧୬](../03/16.md))I
EPH 3 17 q6yy figs-metonymy κατοικῆσαι τὸν Χριστὸν διὰ τῆς πίστεως ἐν ταῖς καρδίαις ὑμῶν 1 that Christ may live in your hearts through faith ଏଠାରେ “ହୃଦୟ” ଜଣେ ଲୋକର ଆନ୍ତରିକ ପୁରୁଷକୁ ବୁଝାଏ ଓ “ଦ୍ବାରା” ମାଧ୍ୟମକୁ ବୁଝାଏ, ଯାହା ଦ୍ବାରା ଖ୍ରୀଷ୍ଟ ବିଶ୍ବାସୀମାନଙ୍କ ଅନ୍ତରରେ ବାସ କରନ୍ତି I ଖ୍ରୀଷ୍ଟ ବିଶ୍ବାସୀମାନଙ୍କ ହୃଦୟରେ ବାସ କରନ୍ତି, କାରଣ ଈଶ୍ବର ଅନୁଗ୍ରହରେ ସେମାନଙ୍କୁ ବିଶ୍ବାସ ଦିଅନ୍ତି I ବିକଳ୍ପ ଅନୁବାଦ: “ଯେପରି ଖ୍ରୀଷ୍ଟ ତୁମ୍ଭମାନଙ୍କ ଅନ୍ତରରେ ବାସ କରିବେ, କାରଣ ତୁମ୍ଭେମାନେ ତାହାଙ୍କଠାରେ ବିଶ୍ବାସ କରୁଅଛ” (ଦେଖ: [[rc://en/ta/man/translate/figs-metonymy]])
EPH 3 17 g4g1 figs-metaphor ἐν ἀγάπῃ, ἐρριζωμένοι καὶ τεθεμελιωμένοι 1 that you will be rooted and grounded in his love ପାଉଲ ସେମାନଙ୍କ ବିଶ୍ାସ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ଗଭୀର ମୂଳ ଥିବା ବୃକ୍ଷ ବା ଏକ ଦୃଢ଼ ଭିତ୍ତିମୂଳ ଉପରେ ସ୍ଥାପିତ ଗୋଟିଏ ଗୃହ I ବିକଳ୍ପ ଅନୁବାଦ: “ଯେପରି ତୁମେ ଦୃଢ଼ଭାବରେ ବଦ୍ଧମୂଳ ଗୋଟିଏ ବୃକ୍ଷ ବା ପ୍ରସ୍ତର ଉପରେ ସ୍ଥାପିତ ଗୋଟିଏ ଗୃହ ହେବ” (ଦେଖ: [[rc://en/ta/man/translate/figs-metaphor]])
EPH 3 18 cja8 ἵνα ἐξισχύσητε καταλαβέσθαι 1 May you have strength so you can understand ୧୭ ପଦରେ ଏହିପରି ଭାବେ ଆରମ୍ଭ ହେଉଥିବା ପଦଗୁଡିକ “ବିଶ୍ବାସ ...ଯେପରି ତୁମ୍ଭେମାନେ ତାହାଙ୍କ ପ୍ରେମରେ ବଦ୍ଧମୂଳ ଓ ଦୃଢ଼ରୂପେ ସ୍ଥାପିତ ହୋଇପାରିବ” ସହିତ ଏହି ପଦସବୁକୁ ଦୁଇ ପ୍ରକାରେ ଯୋଡାଯାଇପାରିବ I ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ବିଶ୍ବାସ I ମୁଁ ପ୍ରାର୍ଥନା କରୁଅଛି ଯେ ତୁମ୍ଭେମାନେ ତାହାଙ୍କ ପ୍ରେମରେ ବଦ୍ଧମୂଳ ଓ ଦୃଢ଼ରୂପେ ସ୍ଥାପିତ ହୋଇପାରିବ, ଯେପରି ତୁମ୍ଭେମାନେ ବଳପାଇ ବୁଝିପାରିବ” କିମ୍ବା ) “ବିଶ୍ବାସ, ଯେପରି ତୁମ୍ଭେମାନେ ତାହାଙ୍କ ପ୍ରେମରେ ବଦ୍ଧମୂଳ ଓ ଦୃଢ଼ରୂପେ ସ୍ଥାପିତ ହୋଇପାରିବ I ମୁଁ ମଧ୍ୟ ପ୍ରାର୍ଥନା କରୁଅଛି ଯେ ତୁମ୍ଭେମାନେ ବଳପାଇବ, ଯେପରି ତୁମ୍ଭେମାନେ ବୁଝିପାରିବ ”
EPH 3 18 bkk6 καταλαβέσθαι 1 so you can understand ଏହା ଦ୍ିତୀୟ ବିଷୟ, ଯେଉଁଥିପାଇଁ ପାଉଲ ଜାନୁ ପାତି ପ୍ରାର୍ଥନା କରୁଛନ୍ତି: ପ୍ରଥମ ବିଷୟଟି ହେଲା ଯେ ଈଶ୍ର ସେମାନଙ୍କୁ ବଳବାନ୍ ହେବାକୁ ଦେବେ ([ଏଫିସୀୟ ୩:୧୬](../03/16.md)) ଓ ବିଶ୍ବାସ ଦ୍ବାରା ଖ୍ରୀଷ୍ଟ ଯେପରି ସେମାନଙ୍କ ହୃଦୟରେ ବାସ କରିବେ ([ଏଫିସୀୟ ୩:୧୭](../03/17.md))I ଆଉ ପାଉଲ ପ୍ରାର୍ଥନା କରୁଥିବା ପ୍ରଥମ ବିଷୟ ହେଉଛି “ବୁଝିବା,” ଯେପରି ଏଫିସୀୟମାନେ ନିଜେ ନିଜେ ବୁଝିବାକୁ ସମର୍ଥ ହେବେ I
EPH 3 18 uu6l πᾶσιν τοῖς ἁγίοις 1 all the believers ଖ୍ରୀଷ୍ଟରେ ସମସ୍ତ ବିଶ୍ବାସୀମାନେ କିମ୍ବା “ସମସ୍ତ ସାଧୁମାନେ”
EPH 3 18 ef4t figs-metaphor τὸ πλάτος, καὶ μῆκος, καὶ ὕψος, καὶ βάθος 1 the width, the length, the height, and the depth ସମ୍ଭାବିତ ଅର୍ଥଗୁଡିକହେଲା ୧) ଏହି ପଦଗୁଡିକ ଈଶ୍ବରଙ୍କ ଜ୍ଞାନର ମହାନତାକୁ ବର୍ଣ୍ଣନା କରେ I ବିକଳ୍ପ ଅନୁବାଦ: “ଈଶ୍ବର କେତେ ମହା ବୁଦ୍ଧିମାନ୍” କିମ୍ବା ) ଏହି ପଦଗୁଡିକ ଆମ୍ଭମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କ ପ୍ରେମର ଘନତ୍ବକୁ ବର୍ଣ୍ଣନା କରେ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଆମ୍ଭମାନଙ୍କୁ କେତେ ପ୍ରେମ କରନ୍ତି” (ଦେଖ: [[rc://en/ta/man/translate/figs-metaphor]])
EPH 3 19 rev9 γνῶναί ... ἀγάπην τοῦ Χριστοῦ 1 that you may know the love of Christ ଏହା ପାଉଲଙ୍କ ପ୍ରାର୍ଥନାର ଦ୍ବିତୀୟ ବିଷୟ ଯାହା ଏଫିସୀୟମାନେ କରିବାକୁ ସମର୍ଥ ହେବେ ବୋଲି ସେ କହୁଛନ୍ତି; ପ୍ରଥମଟି ହେଉଛି ଯେ ସେମାନେ “ବୁଝିବେ I” ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ବୁଝିପାରିବ ଯେ ଆମ୍ଭମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କର ପ୍ରେମ କେତେ ମହାନ୍”
EPH 3 19 px4z ἵνα πληρωθῆτε εἰς πᾶν τὸ πλήρωμα τοῦ Θεοῦ 1 that you may be filled with all the fullness of God ଏହା ତୃତୀୟ ବିଷୟ, ଯେଉଁଥିପାଇଁ ପାଉଲ ଜାନୁ ପାତି ପ୍ରାର୍ଥନା କରୁଛନ୍ତି ([ଏଫିସୀୟ ୩:୧୪](../03/14.md))I ପ୍ରଥମଟି ହେଉଛି ଯେ ସେମାନେ “ବଳବାନ୍ ହେବେ” ([ଏଫିସୀୟ ୩:୧୬](../03/16.md)), ଓ ଦ୍ବିତୀୟଟି ହେଉଛି ଯେ ସେମାନେ “ବୁଝିପାରିବେ” ([ଏଫିସୀୟ ୩:୧୮](../03/18.md))I
EPH 3 20 jk5c figs-inclusive 0 General Information: ଏହି ପୁସ୍ତକରେ “ଆମ୍ଭେମାନେ” ଓ “ଆମ୍ଭମାନଙ୍କୁ” ଶବ୍ଦଗୁଡିକ ପାଉଲ ଓ ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଇବା ଜାରିରଖିଛି I (ଦେଖ: [[rc://en/ta/man/translate/figs-inclusive]])
EPH 3 20 m7gi 0 Connecting Statement: ପାଉଲ ଗୋଟିଏ ଆଶୀର୍ବାଦ ସହିତ ଆପଣା ପ୍ରାର୍ଥନା ଶେଷ କରୁଛନ୍ତି I
EPH 3 20 zxj3 τῷ δὲ 1 Now to him who ବର୍ତ୍ତମାନ ଈଶ୍ବରଙ୍କୁ, ଯେ କି
EPH 3 20 zxt3 ποιῆσαι ὑπέρ ἐκ περισσοῦ ὧν αἰτούμεθα ἢ νοοῦμεν 1 to do far beyond all that we ask or think ଆମ୍ଭମାନଙ୍କ ମାଗିବା ବା ଭାବିବାଠାରୁ ଅତ୍ୟଧିକ ପରିମାଣରେ ସାଧନ କରିବାକୁ କିମ୍ବା “ଆମ୍ଭେମାନେ ତାହାଙ୍କ ନିକଟରେ ମାଗିବା ବା ଭାବିବାଠାରୁ ଅଧିକ ପ୍ରଚୁରଭାବରେ ସାଧନ କରିବାକୁ ସମର୍ଥ”
EPH 4 intro ang8 0 # ଏଫିସୀୟ ୦୪ ସାଧାରଣ ସୂଚନା
## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

କେତେକ ଅନୁବାଦ ସହଜରେ ପାଠ କରିବାପାଇଁ କବିତାର ପ୍ରତ୍ୟେକ ଧାଡିକୁ ଲେଖାମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT କବିତା କ୍ଷେତ୍ରରେ, ୮ ପଦରେ ତାହା କରୁଅଛି, ଯାହା ପୁରାତନ ନିୟମର ଉଦ୍ଧୃତ କରାଯାଇଥିବା ପଦ ଅଟେ I

## ଏହି ଅଧ୍ୟାୟର ବିଶେଷ ଧାରଣା

### ଆତ୍ମିକ ଦାନ

ଆତ୍ମିକ ଦାନସବୁ ନିର୍ଦ୍ଦିଷ୍ଟ ଅଲୌକିକ ଦାନ, ଯାହା ପବିତ୍ର ଆତ୍ମା ଯୀଶୁଙ୍କଠାରେ ବିଶ୍ାସ କରିଥିବା ଖ୍ରୀଷ୍ଟିୟାନମାନଙ୍କୁ ଦିଅନ୍ତି I ଏହି ଆତ୍ମିକ ଦାନଗୁଡିକ ମଣ୍ଡଳୀର ବିକାଶ ନିମନ୍ତେ ଭିତ୍ତିମୂଳ ସ୍ରୂପ ଅଟନ୍ତି I ଏଠାରେ ପାଉଲ କେବଳ କେତେକ ଆତ୍ମିକ ଦାନର ତାଲିକା କରୁଛନ୍ତି I (ଦେଖ: [[rc://en/tw/dict/bible/kt/faith]])

### ଏକତା
ମଣ୍ଡଳୀର ଏକତାକୁ ପାଉଲ ଅତି ଗୁରୁତ୍ପୂର୍ଣ୍ଣ ବୋଲି ବିବେଚନା କରନ୍ତି I ଏହା ଏହି ଅଧ୍ୟାୟର ମୁଖ୍ୟ ପ୍ରସଙ୍ଗ I

## ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

### ପୁରାତନ ମନୁଷ୍ୟ ଓ ନୂତନ ମନୁଷ୍ୟ
”ପୁରାତନ ମନୁଷ୍ୟ” ଶବ୍ଦ ସମ୍ଭବତଃ ଜଣେ ବ୍ୟକ୍ତି ଜନ୍ମରୁ ନେଇ ଆସୁଥିବା ପାପର ସ୍ଭାବକୁ ବୁଝାଏ I “ନୂତନ ମନୁଷ୍ୟ” ହେଉଛି ନୂତନ ସ୍ଭାବ କିମ୍ବା ନୂତନ ଜୀବନ ଯାହା ଜଣେ ବ୍ୟକ୍ତି ଖ୍ରୀଷ୍ଟଙ୍କ ଠାରେ ବିଶ୍ବାସ କଲାପରେ ଈଶ୍ବର ତାହାକୁ ଦିଅନ୍ତି I

EPH 4 1 sb64 0 Connecting Statement: ପାଉଲ ଏଫିସୀୟମାନଙ୍କୁ ଯେଉଁ କାରଣରୁ ଲେଖୁଛନ୍ତି ତହିଁ ହେତୁ ସେ ସେମାନଙ୍କୁ କହନ୍ତି ଯେ ସେମାନେ ବିଶ୍ବାସୀ ଭାବରେ କିପରି ଜୀବନ ଯାପନ କରିବା ଉଚିତ ଓ ପୁନର୍ବାର ଗୁରୁତ୍ବ ଦେଉଛନ୍ତି ଯେ ବିଶ୍ବାସୀମାନେ ପରସ୍ପର ଏକମନା ହେବା ଆବଶ୍ୟକ I
EPH 4 1 uss5 ὁ δέσμιος ἐν Κυρίῳ 1 as the prisoner for the Lord ପ୍ରଭୁଙ୍କର ସେବା କରିବାକୁ ମନୋନୀତ କରିଥିବା ହେତୁ ବନ୍ଦୀଗୃହରେ ରହିଥିବା ଜଣେ ଲୋକ ଭାବରେ
EPH 4 1 zxr1 figs-metaphor ἀξίως περιπατῆσαι τῆς κλήσεως 1 walk worthily of the calling ଜୀବନ ଯାପନ କରିବାର ଚିନ୍ତାଧାରାକୁ ପ୍ରକାଶ କରିବାପାଇଁ ସାଧାରଣ ଭାବରେ ଆଚରଣ କରିବା ବୋଲି କୁହାଯାଏ I (ଦେଖ: [[rc://en/ta/man/translate/figs-metaphor]])
EPH 4 2 zs6s μετὰ πάσης ταπεινοφροσύνης καὶ πραΰτητος 1 to live with great humility and gentleness and patience ନମ୍ର, ମୃଦୁଶୀଳ ଓ ଧୈର୍ଯ୍ୟଶୀଳ ହେବାକୁ ଶିକ୍ଷା କରିବାକୁ
EPH 4 3 pi5c τηρεῖν τὴν ἑνότητα τοῦ Πνεύματος ἐν τῷ συνδέσμῳ τῆς εἰρήνης 1 to keep the unity of the Spirit in the bond of peace ଏଠାରେ ପାଉଲ “ଶାନ୍ତି” ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ବନ୍ଧନ ଯାହା ଲୋକମାନଙ୍କୁ ବାନ୍ଧିରଖେ I ଶାନ୍ତିପୂର୍ଣ୍ଣଭାବରେ ପରସ୍ପର ସହିତ ବାସକରିବା ଦ୍ାରା ଅନ୍ୟମାନଙ୍କ ସହିତ ସମ୍ମିଳିତ ହେବା ବିଷୟରେ ଏହା ଏକ ରୂପକ I ବିକଳ୍ପ ଅନୁବାଦ: “ପରସ୍ପର ସହିତ ଶାନ୍ତିରେ ବାସକରିବାକୁ ଆତ୍ମା ସମ୍ଭବ କରୁଥିବା ପ୍ରକାରେ ଏକତ୍ରହୋଇ ରହିବାକୁ” (ଦେଖ: [[rc://en/ta/man/translate/figs-metaphor]])
EPH 4 4 x5kv figs-metaphor ἓν σῶμα 1 one body ମଣ୍ଡଳୀକୁ ପ୍ରାୟତଃ ଖ୍ରୀଷ୍ଟଙ୍କର ଶରୀର ବୋଲି କୁହାଯାଏ I (ଦେଖ: [[rc://en/ta/man/translate/figs-metaphor]])
EPH 4 4 y6ep ἓν Πνεῦμα 1 one Spirit କେବଳ ଏକ ପବିତ୍ର ଆତ୍ମା
EPH 3 15 c492 figs-activepassive ἐξ οὗ πᾶσα πατριὰ ἐν οὐρανοῖς καὶ ἐπὶ γῆς ὀνομάζεται 1 from whom every family in heaven and on earth is named ଏଠାରେ ନାମ ଦେବାର କାର୍ଯ୍ୟ ସମ୍ଭବତଃ ସୃଷ୍ଟି କରିବାର କାର୍ଯ୍ୟକୁ ବୁଝାଉଛି I ବିକଳ୍ପ ଅନୁବାଦ: “ଯେ କି ସ୍ଵର୍ଗରେ ଏବଂ ପୃଥିବୀରେ ପ୍ରତ୍ୟେକ ପରିବାରକୁ ସୃଷ୍ଟି କରି ନାମ ଦେଲେ” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 3 16 z9q5 δῷ ὑμῖν κατὰ τὸ πλοῦτος τῆς δόξης αὐτοῦ, δυνάμει κραταιωθῆναι 1 he would grant you, according to the riches of his glory, to be strengthened with power “କାରଣ ସେ ଅତି ମହାନ୍ ଏବଂ ପରାକ୍ରମୀ ଈଶ୍ଵର, ସେ ତୁମ୍ଭମାନଙ୍କୁ ଆପଣା ପରାକ୍ରମରେ ବଳବାନ୍ କରିବେ
EPH 3 16 rgf5 δῷ 1 would grant “ସେ ଦେବେ
EPH 3 17 n87p 0 Connecting Statement: ପାଉଲ [ଏଫିସୀୟ 3:14](https://create.translationcore.com/03/14.md) ରେ ଆରମ୍ଭ କରିଥିବା ପ୍ରାର୍ଥନା ଜାରିରଖନ୍ତି I
EPH 3 17 wg1v κατοικῆσαι τὸν Χριστὸν διὰ τῆς πίστεως ἐν ταῖς καρδίαις ὑμῶν ἐν ἀγάπῃ, ἐρριζωμένοι καὶ τεθεμελιωμένοι 1 that Christ may live in your hearts through faith, that you will be rooted and grounded in his love ଏହା ପାଉଲଙ୍କ ପ୍ରାର୍ଥନାର ଦ୍ଵିତୀୟ ବିଷୟ ଯାହା ଈଶ୍ଵର “ଆପଣା ଗୌରବରୂପ ନିଧି ଅନୁସାରେ” ଏଫିସୀୟ ମାନଙ୍କୁ ଦେବେ ବୋଲି କହୁଛନ୍ତି I ପ୍ରଥମ ବିଷୟ ହେଉଛି ସେମାନେ “ବଳବାନ୍ ହେବେ” ([ଏଫିସୀୟ 3:16](https://create.translationcore.com/03/16.md))I
EPH 3 17 q6yy figs-metonymy κατοικῆσαι τὸν Χριστὸν διὰ τῆς πίστεως ἐν ταῖς καρδίαις ὑμῶν 1 that Christ may live in your hearts through faith ଏଠାରେ “**ହୃଦୟ**” ଜଣେ ଲୋକର ଆନ୍ତରିକ ପୁରୁଷକୁ ବୁଝାଏ ଏବଂ “ଦ୍ଵାରା” **ମାଧ୍ୟମକୁ** ବୁଝାଏ, ଯାହା ଦ୍ଵାରା ଖ୍ରୀଷ୍ଟ ବିଶ୍ଵାସୀମାନଙ୍କ ଅନ୍ତରରେ ବାସ କରନ୍ତି I ଖ୍ରୀଷ୍ଟ ବିଶ୍ଵାସୀମାନଙ୍କ ହୃଦୟରେ ବାସ କରନ୍ତି, କାରଣ ଈଶ୍ଵର ଅନୁଗ୍ରହରେ ସେମାନଙ୍କୁ ବିଶ୍ଵାସ ଦିଅନ୍ତି I ବିକଳ୍ପ ଅନୁବାଦ: “ଯେପରି ଖ୍ରୀଷ୍ଟ ତୁମ୍ଭମାନଙ୍କ ଅନ୍ତରରେ ବାସ କରିବେ, କାରଣ ତୁମ୍ଭେମାନେ ତାହାଙ୍କଠାରେ ବିଶ୍ଵାସ କରୁଅଛ” ([[rc://en/ta/man/translate/figs-metonymy]]ଦେଖନ୍ତୁ)
EPH 3 17 g4g1 figs-metaphor ἐν ἀγάπῃ, ἐρριζωμένοι καὶ τεθεμελιωμένοι 1 that you will be rooted and grounded in his love ପାଉଲ ସେମାନଙ୍କ ବିଶ୍ାସ ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ ଗଭୀର ମୂଳ ଥିବା ବୃକ୍ଷ ବା ଏକ ଦୃଢ଼ ଭିତ୍ତିମୂଳ ଉପରେ ସ୍ଥାପିତ ଗୋଟିଏ ଗୃହ I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେ ଦୃଢ଼ଭାବରେ ବଦ୍ଧମୂଳ ଗୋଟିଏ ବୃକ୍ଷ ବା ପ୍ରସ୍ତର ଉପରେ ସ୍ଥାପିତ ଗୋଟିଏ ଗୃହ ହେବ” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 3 18 cja8 ἵνα ἐξισχύσητε καταλαβέσθαι 1 May you have strength so you can understand
EPH 3 18 bkk6 καταλαβέσθαι 1 so you can understand ଏହା ଦ୍ିତୀୟ ବିଷୟ, ଯେଉଁଥିପାଇଁ ପାଉଲ ଜାନୁ ପାତି ପ୍ରାର୍ଥନା କରୁଛନ୍ତି: ପ୍ରଥମ ବିଷୟଟି ହେଲା ଯେ ଈଶ୍ର ସେମାନଙ୍କୁ ବଳବାନ୍ ହେବାକୁ ଦେବେ ([ଏଫିସୀୟ 3:16](https://create.translationcore.com/03/16.md)) ଏବଂ ବିଶ୍ଵାସ ଦ୍ଵାରା ଖ୍ରୀଷ୍ଟ ଯେପରି ସେମାନଙ୍କ ହୃଦୟରେ ବାସ କରିବେ ([ଏଫିସୀୟ 3:17](https://create.translationcore.com/03/17.md))I ଆଉ ପାଉଲ ପ୍ରାର୍ଥନା କରୁଥିବା ପ୍ରଥମ ବିଷୟ ହେଉଛି “ବୁଝିବା,” ଯେପରି ଏଫିସୀୟମାନେ ନିଜେ ନିଜେ ବୁଝିବାକୁ ସମର୍ଥ ହେବେ I
EPH 3 18 uu6l πᾶσιν τοῖς ἁγίοις 1 all the believers ଖ୍ରୀଷ୍ଟରେ ସମସ୍ତ ବିଶ୍ଵାସୀମାନେ”
EPH 3 18 ef4t figs-metaphor τὸ πλάτος, καὶ μῆκος, καὶ ὕψος, καὶ βάθος 1 the width, the length, the height, and the depth ଏହି ଶବ୍ଦଗୁଡିକ କ’ଣ ଦର୍ଶାଏ ତାହା ସ୍ପଷ୍ଟ ଭାବରେ ପ୍ରକାଶ କରିବା ଆବଶ୍ୟକ ହୋଇପାରେ I ଯଦି ଏହା ହୁଏ, ଆପଣ ଏହାକୁ ପରବର୍ତ୍ତୀ ପଦରେ ଥିବା ବାକ୍ୟାଂଶ ସହିତ ମିଶାଇ ପ୍ରକାଶ କରି ପାରିବେ: “ପ୍ରସ୍ଥ ଏବଂ ଦୈର୍ଘ୍ୟ, ଉଚ୍ଚତା ଏବଂ ଗଭୀରତା, ଏବଂ ପ୍ରକୃତରେ ଖ୍ରୀଷ୍ଟଙ୍କ ପ୍ରେମକୁ ଜାଣିବା” କିମ୍ବା “ପ୍ରସ୍ଥ ଏବଂ ଦୈର୍ଘ୍ୟ, ଉଚ୍ଚତା ଏବଂ ଖ୍ରୀଷ୍ଟଙ୍କ ପ୍ରେମର ଗଭୀରତା I” ଏବଂ ପ୍ରକୃତରେ ଏହା ଜାଣ ” ”(See: [[rc://en/ta/man/translate/figs-explicit]]ଦେଖନ୍ତୁ)
EPH 3 19 rev9 γνῶναί ... ἀγάπην τοῦ Χριστοῦ 1 that you may know the love of Christ ଏହା ପୂର୍ବ ପଦରୁ ଧାରଣା ଜାରିରଖେ I ସେଦୁହେଁ ଖ୍ରୀଷ୍ଟଙ୍କ ପ୍ରେମର ମହାନତା ଜାଣିବାକୁ ସୂଚିତ କରନ୍ତି I” ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ବୁଝିପାରିବ ଯେ ଆମ୍ଭମାନଙ୍କ ନିମନ୍ତେ ଖ୍ରୀଷ୍ଟଙ୍କର ପ୍ରେମ କେତେ ମହାନ୍”
EPH 3 19 px4z ἵνα πληρωθῆτε εἰς πᾶν τὸ πλήρωμα τοῦ Θεοῦ 1 that you may be filled with all the fullness of God ଏହା ଚତୁର୍ଥ ବିଷୟ, ଯେଉଁଥିପାଇଁ ପାଉଲ ଜାନୁ ପାତି ପ୍ରାର୍ଥନା କରୁଛନ୍ତି ([ଏଫିସୀୟ 3:14](https://create.translationcore.com/03/14.md))I ପ୍ରଥମଟି ହେଉଛି ଯେ ସେମାନେ “ବଳବାନ୍ ହେବେ” ([ଏଫିସୀୟ 3:16](https://create.translationcore.com/03/16.md)), ଏବଂ ଦ୍ଵିତୀୟଟି ହେଉଛି “ଖ୍ରୀଷ୍ଟ ବିଶ୍ୱାସ ଦ୍ୱାରା ସେମାନଙ୍କ ହୃଦୟରେ ବାସ କରିବେ” (ଏଫିସୀୟ 3:17) ଏବଂ ତୃତୀୟଟି ହେଉଛି ଯେ ସେମାନେ "ଖ୍ରୀଷ୍ଟଙ୍କ ପ୍ରେମ ବୁଝିପାରିବେ" (ଏଫିସୀୟ: 3:18)I
EPH 3 20 jk5c figs-inclusive 0 General Information: ଏହି ପୁସ୍ତକରେ “ଆମ୍ଭେମାନେ” ଏବଂ “ଆମ୍ଭମାନଙ୍କୁ” ଶବ୍ଦଗୁଡ଼ିକ  ପାଉଲ ଏବଂ ସମସ୍ତ ବିଶ୍ଵାସୀମାନଙ୍କୁ ବୁଝାଇବା ଜାରିରଖେ I ([[rc://en/ta/man/translate/figs-inclusive]]ଦେଖନ୍ତୁ)
EPH 3 20 m7gi 0 Connecting Statement: ପାଉଲ ଗୋଟିଏ ଆଶୀର୍ବାଦ ସହିତ ଆପଣା ପ୍ରାର୍ଥନା ଶେଷ କରନ୍ତି I
EPH 3 20 zxj3 τῷ δὲ 1 Now to him who “ବର୍ତ୍ତମାନ ଈଶ୍ଵରଙ୍କୁ, ଯେ କି”
EPH 3 20 zxt3 ποιῆσαι ὑπέρ ἐκ περισσοῦ ὧν αἰτούμεθα ἢ νοοῦμεν 1 to do far beyond all that we ask or think ଆମ୍ଭମାନଙ୍କ ମାଗିବା ବା ଭାବିବାଠାରୁ ଅତ୍ୟଧିକ ପରିମାଣରେ ସାଧନ କରିବାକୁ କିମ୍ବା “ଆମ୍ଭେମାନେ ତାହାଙ୍କ ନିକଟରେ ମାଗିବା ବା ଭାବିବାଠାରୁ ଅଧିକ ପ୍ରଚୁରଭାବରେ ସାଧନ କରିବାକୁ ସମର୍ଥ”
EPH 4 intro ang8 0 # ଏଫିସୀୟ 04 ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

କେତେକ ଅନୁବାଦ ସହଜରେ ପାଠ କରିବାପାଇଁ କବିତାର ପ୍ରତ୍ୟେକ ଧାଡିକୁ ଲେଖାମଧ୍ୟରେ ନରଖି ପୃଷ୍ଠାର ଦୂର ଡାହାଣ ପାଖରେ ଉଲ୍ଲେଖ କରନ୍ତି I ULT 8 ପଦରେ ତାହା କରେ, ଯାହା ପୁରାତନ ନିୟମର ଉଦ୍ଧୃତ କରାଯାଇଥିବା ପଦ ଅଟେ I

## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

### ଆତ୍ମିକ ଦାନଗୁଡ଼ିକ

ଆତ୍ମିକ ଦାନସବୁ ନିର୍ଦ୍ଦିଷ୍ଟ ଅଲୌକିକ ଦାନ, ଯାହା ପବିତ୍ର ଆତ୍ମା ଯୀଶୁଙ୍କଠାରେ ବିଶ୍ାସ କରିଥିବା ଖ୍ରୀଷ୍ଟିୟାନମାନଙ୍କୁ ଦିଅନ୍ତି I ଏହି ଆତ୍ମିକ ଦାନଗୁଡିକ  ମଣ୍ଡଳୀର ବିକାଶ ନିମନ୍ତେ ଭିତ୍ତିମୂଳ ସ୍ରୂପ ଅଟନ୍ତି I ଏଠାରେ ପାଉଲ କେବଳ କେତେକ ଆତ୍ମିକ ଦାନର ତାଲିକା କରୁଛନ୍ତି I ([[rc://en/tw/dict/bible/kt/faith]]ଦେଖନ୍ତୁ)

### ଏକତା

ମଣ୍ଡଳୀର ଏକତାକୁ ପାଉଲ ଅତି ଗୁରୁତ୍ପୂର୍ଣ୍ଣ ବୋଲି ବିବେଚନା କରନ୍ତି I ଏହା ଏହି ଅଧ୍ୟାୟର ମୁଖ୍ୟ ପ୍ରସଙ୍ଗ ଅଟେ I

## ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ

### ପୁରାତନ ମନୁଷ୍ୟ ଏବଂ ନୂତନ ମନୁଷ୍ୟ

”ପୁରାତନ ମନୁଷ୍ୟ” ଶବ୍ଦ ସମ୍ଭବତଃ ଜଣେ ବ୍ୟକ୍ତି ଜନ୍ମରୁ ନେଇ ଆସୁଥିବା ପାପର ସ୍ଭାବକୁ ବୁଝାଏ I “ନୂତନ ମନୁଷ୍ୟ” ହେଉଛି ନୂତନ ସ୍ଭାବ କିମ୍ବା ନୂତନ ଜୀବନ ଯାହା ଜଣେ ବ୍ୟକ୍ତି ଖ୍ରୀଷ୍ଟଙ୍କ ଠାରେ ବିଶ୍ଵାସ କଲାପରେ ଈଶ୍ଵର ତାହାକୁ ଦିଅନ୍ତି I
EPH 4 1 sb64 0 Connecting Statement: ପାଉଲ ଏଫିସୀୟମାନଙ୍କୁ ଯେଉଁ କାରଣରୁ ଲେଖୁଛନ୍ତି ତହିଁ ହେତୁ ସେ ସେମାନଙ୍କୁ କହନ୍ତି ଯେ ସେମାନେ ବିଶ୍ଵାସୀ ଭାବରେ କିପରି ଜୀବନ ଯାପନ କରିବା ଉଚିତ ଏବଂ ପୁନର୍ବାର ଗୁରୁତ୍ଵ ଦେଉଛନ୍ତି ଯେ ବିଶ୍ଵାସୀମାନେ ପରସ୍ପର ଏକମନା ହେବା ଆବଶ୍ୟକ I
EPH 4 1 uss5 ὁ δέσμιος ἐν Κυρίῳ 1 as the prisoner for the Lord ପ୍ରଭୁଙ୍କର ସେବା କରିବାକୁ ମନୋନୀତ କରିଥିବା ହେତୁ ବନ୍ଦୀଗୃହରେ ରହିଥିବା ଜଣେ ଲୋକ ଭାବରେ
EPH 4 1 zxr1 figs-metaphor ἀξίως περιπατῆσαι τῆς κλήσεως 1 walk worthily of the calling ଜୀବନ ଯାପନ କରିବାର ଚିନ୍ତାଧାରାକୁ ପ୍ରକାଶ କରିବାପାଇଁ ସାଧାରଣ ଭାବରେ **ଆଚରଣ** କରିବା ବୋଲି କୁହାଯାଏ I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 4 2 zs6s μετὰ πάσης ταπεινοφροσύνης καὶ πραΰτητος 1 to live with great humility and gentleness and patience **ନମ୍ର**, **ମୃଦୁଶୀଳ** ଏବଂ **ଧୈର୍ଯ୍ୟଶୀଳ** ଶବ୍ଦଗୁଡ଼ିକ ଗୁଣ ବାଚକ ବିଶେଷ୍ୟ ପଦ ଅଟେ I ବିକଳ୍ପ ଅନୁବାଦ: " ନମ୍ର, ମୃଦୁଶୀଳ ଏବଂ ଧୈର୍ଯ୍ୟଶୀଳ ହେବାକୁ ଶିଖିବା" [[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 4 3 pi5c τηρεῖν τὴν ἑνότητα τοῦ Πνεύματος ἐν τῷ συνδέσμῳ τῆς εἰρήνης 1 to keep the unity of the Spirit in the bond of peace ଏଠାରେ ପାଉଲ “**ଶାନ୍ତି**” ବିଷୟରେ କହନ୍ତି ଯେ ସତେ ଯେପରି ଏହା ଗୋଟିଏ **ବନ୍ଧନ** ଯାହା ଲୋକମାନଙ୍କୁ ବାନ୍ଧିରଖେ I ଶାନ୍ତିପୂର୍ଣ୍ଣଭାବରେ ପରସ୍ପର ସହିତ ବାସକରିବା ଦ୍ାରା ଅନ୍ୟମାନଙ୍କ ସହିତ ସମ୍ମିଳିତ ହେବା ବିଷୟରେ ଏହା ଏକ ରୂପକ I ବିକଳ୍ପ ଅନୁବାଦ: “ପରସ୍ପର ସହିତ ଶାନ୍ତିରେ ବାସକରିବାକୁ ଏବଂ ଆତ୍ମା ସମ୍ଭବ କରୁଥିବା ପ୍ରକାରେ ଏକତ୍ରହୋଇ ରହିବାକୁ” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 4 4 x5kv figs-metaphor ἓν σῶμα 1 one body ମଣ୍ଡଳୀକୁ ପ୍ରାୟତଃ ଖ୍ରୀଷ୍ଟଙ୍କର **ଶରୀର** ବୋଲି କୁହାଯାଏ I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 4 4 y6ep ἓν Πνεῦμα 1 one Spirit କେବଳ ଏକ ପବିତ୍ର ଆତ୍ମା
EPH 4 4 b9mr figs-activepassive ἐκλήθητε ἐν μιᾷ ἐλπίδι τῆς κλήσεως ὑμῶν 1 you were called in one certain hope of your calling ଏହାକୁ କର୍ତ୍ତୃବାଚ୍ୟଭାବରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ ତୁମ୍ଭମାନଙ୍କ ଆହ୍ବାନରେ ଈଶ୍ବର ତୁମ୍ଭମାନଙ୍କୁ ଗୋଟିଏ ଦୃଢ଼ ଭରସା ରଖିବାକୁ ଆହ୍ବାନ କଲେ” କିମ୍ବା “ଗୋଟିଏ ବିଷୟ ହେଉଛି ଯେ ଈଶ୍ବର ତୁମ୍ଭମାନଙ୍କୁ ମଧ୍ୟ ଦୃଢ଼ ହେବାକୁ ଓ ଈଶ୍ବର ତାହା କରନ୍ତୁ ବୋଲି ଆଶା ରଖିବାକୁ ତୁମ୍ଭମାନଙ୍କୁ ମନୋନୀତ କଲେ” (ଦେଖ: [[rc://en/ta/man/translate/figs-activepassive]])
EPH 4 6 bz5i Πατὴρ πάντων ... ἐπὶ πάντων … διὰ πάντων … ἐν πᾶσιν 1 Father of all ... over all ... through all ... and in all ଏଠାରେ “ସମସ୍ତ”ର ଅର୍ଥ “ପ୍ରତ୍ୟେକ ବିଷୟ”
EPH 4 7 pp9t 0 General Information: ଦାଉଦ ଲେଖିଥିବା ଗୋଟିଏ ଗୀତରୁ ଏଠାରେ ଉଦ୍ଧୃତ କରାଯାଇଛି

Can't render this file because it contains an unexpected character in line 2 and column 4496.