Edit 'en_tn_08-RUT.tsv' using 'tc-create-app'

This commit is contained in:
manash12d 2022-06-06 10:37:30 +00:00
parent aaf46adee9
commit 58b5209f77
1 changed files with 1 additions and 1 deletions

View File

@ -53,7 +53,7 @@ RUT 1 17 abc2 כִּ֣י הַ⁠מָּ֔וֶת יַפְרִ֖יד בֵּינִ
RUT 1 17 ab05 figs-idiom יַפְרִ֖יד בֵּינִ֥⁠י וּ⁠בֵינֵֽ⁠ךְ 1 separates between me and between you ଏହି ରୂଢ଼ି ଦୁଇ ଜଣଙ୍କ ମଧ୍ୟରେ ଥିବା ଦୂରତାକୁ ବୁଝାଏ। ବିକଳ୍ପ ଅନୁବାଦ: “ଆମ ଦୁହିଁଙ୍କୁ ବିଚ୍ଛେଦ କରେ” କିମ୍ବା “ଆମ୍ଭମାନଙ୍କ ମଧ୍ୟରେ ଆସେ।” (ଦେଖନ୍ତୁ: [[rc://en/ta/man/translate/figs-idiom]])
RUT 1 18 rsq2 וַ⁠תֶּחְדַּ֖ל לְ⁠דַבֵּ֥ר אֵלֶֽי⁠הָ 1 she refrained from speaking to her **ନୟମୀ ରୂତଙ୍କ ସହ ତର୍କକଲେ ନାହିଁ**
RUT 1 19 j9wa writing-newevent וַ⁠יְהִ֗י 1 So the two of them traveled until they came to Bethlehem କାହାଣୀରେ ଏହି ବାକ୍ୟଟି ଏକ ନୂତନ ଘଟଣାର ପରିଚୟ ପ୍ରଦାନ କରେ । [[rc://en/ta/man/translate/writing-newevent]] ଦେଖନ୍ତୁ)
RUT 1 19 jdr1 grammar-connect-time-background כְּ⁠בֹאָ֨⁠נָה֙ בֵּ֣ית לֶ֔חֶם 1 when they came to Bethlehem ଏହା ଏକ ବାକ୍ୟାଂଶର ପୃଷ୍ଠଭୂମି ଅଟେ ଯାହା ନୟମୀ ରୂତଙ୍କ ସହ ବେଥଲିହିମକୁ ଫେରିବା ପରେ ଏହି ନୂତନ ଘଟଣା ଘଟିଛି ବୋଲି ଏହି ବାକ୍ୟରେ ସ୍ପଷ୍ଟ କରେ । [[rc://en/ta/man/translate/grammar-connect-time-background]]ଦେଖନ୍ତୁ)
RUT 1 19 jdr1 grammar-connect-time-background כְּ⁠בֹאָ֨⁠נָה֙ בֵּ֣ית לֶ֔חֶם 1 when they came to Bethlehem ଏହା ଏକ ପୃଷ୍ଠଭୂମି ବାକ୍ୟାଂଶ ଅଟେ ଯାହା ନୟମୀ ରୂତଙ୍କ ସହ ବେଥଲିହିମକୁ ଫେରିବା ପରେ ଏହି ନୂତନ ଘଟଣା ଘଟିଛି ବୋଲି ଏହି ବାକ୍ୟରେ ସ୍ପଷ୍ଟ କରେ। (ଦେଖନ୍ତୁ: [[rc://en/ta/man/translate/grammar-connect-time-background]])
RUT 1 19 y3us figs-metonymy כָּל־הָ⁠עִיר֙ 1 the entire town **ନଗର** ସେଠାରେ ରହୁଥିବା ଲୋକମାନଙ୍କୁ ବୁଝାଏ। ବିକଳ୍ପ  ଅନୁବାଦ: “ନଗରର ସମସ୍ତ ଲୋକ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
RUT 1 19 abc3 figs-hyperbole כָּל־הָ⁠עִיר֙ 1 the entire town ଏଠାରେ **ସମସ୍ତ** ଅତିରଞ୍ଜନ ଅଳଙ୍କାର ଅଟେ।  ନଗରର ଅନେକ ଲୋକ ଉତ୍ସାହିତ ଥିଲେ, କିନ୍ତୁ ନଗରର କେତେକ ଲୋକ ଏହି ଖବର ଶୁଣି  ହୁଏତ ଉତ୍ସାହିତ ହୋଇ ନ ପାରନ୍ତି। (ଦେଖନ୍ତୁ: [[rc://en/ta/man/translate/figs-hyperbole]])
RUT 1 19 xnb3 הֲ⁠זֹ֥את נָעֳמִֽי 1 Is this Naomi?  ଯେହେତୁ ନୟମୀର ବେଥଲିହିମରେ ବାସ କରିବାର ବହୁ ବର୍ଷ ହେଇଗଲାଣି ଏବଂ ବର୍ତ୍ତମାନ ତାଙ୍କର ଆଉ ସ୍ୱାମୀ କିମ୍ଭା ଦୁଇ ପୁତ୍ର ମଧ୍ୟ ନାହାଁନ୍ତି,  ତେଣୁ ସେହି ସ୍ତ୍ରୀମାନେ ସମ୍ଭବତ ଏହା ସନ୍ଦେହ ପ୍ରକଟ କରୁଥିଲେ ଯେ ଏହି ସ୍ତ୍ରୀ କ'ଣ ପ୍ରକୃତରେ ନୟମୀ ନା ଅଉ କିଏ । ଏହାକୁ ଏକ ପ୍ରକୃତ ପ୍ରଶ୍ନ ଭାବରେ ବ୍ୟବହାର କରନ୍ତୁ, ଅତିରଞ୍ଜନ ପ୍ରଶ୍ନ ଭାବରେ ନୁହେଁ ।

Can't render this file because it contains an unexpected character in line 36 and column 916.