Edit 'en_tn_60-JAS.tsv' using 'tc-create-app'

This commit is contained in:
Gayatri-Digal 2021-09-26 13:26:00 +00:00
parent 7a4b3b8ad8
commit 567d1f4642
1 changed files with 1 additions and 1 deletions

View File

@ -249,7 +249,7 @@ JAS 4 8 g62m figs-metaphor ἐγγίσατε τῷ Θεῷ 1 Come close to God
JAS 4 8 yh1k figs-parallelism καθαρίσατε χεῖρας, ἁμαρτωλοί, καὶ ἁγνίσατε καρδίας, δίψυχοι. 1 Cleanse your hands, you sinners, and purify your hearts, you double-minded
JAS 4 8 elh1 figs-metonymy καθαρίσατε χεῖρας 1 Cleanse your hands ଯାକୁବ **ହସ୍ତ** ଶବ୍ଦକୁ ସାଙ୍କେତିକ ଭାବରେ କାର୍ଯ୍ୟଗୁଡ଼ିକର ଅର୍ଥକୁ ବୁଝାଇବାକୁ ବ୍ୟବହାର କରନ୍ତି, ଯେପରି ଲୋକମାନେ କାର୍ଯ୍ୟ କରିବା ପାଇଁ ନିଜ ହସ୍ତଗୁଡ଼ିକୁକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ମନ୍ଦ କର୍ମ କରିବା ବନ୍ଦ କର” (: [[rc://en/ta/man/translate/figs-metonymy]]ଦେଖନ୍ତୁ)
JAS 4 8 mw54 figs-metonymy ἁγνίσατε καρδίας 1 purify your hearts **ଶୁଦ୍ଧତା** ଶବ୍ଦ ଏକ ଔପଚାରିକ ନିର୍ମଳତାକୁ ବୁଝାଏ ଯାହା ଜଣେ ବ୍ୟକ୍ତିକୁ ଧାର୍ମିକ କାର୍ଯ୍ୟରେ ଭାଗ ନେବାକୁ ଅନୁମତି ଦେଇଥାଏ । ଯାକୁବ ସାଙ୍କେତିକ ଭାବରେ କହନ୍ତି ଯେପରି ତାଙ୍କ ପାଠକମାନଙ୍କ **ହୃଦୟ** ଏହିପରି ନିର୍ମଳ ହୋଇପାରିବ । ବିକଳ୍ପ ଅନୁବାଦ: “ନିଶ୍ଚିତ କର ଯେ ତୁମ୍ଭେମାନେ କୌଣସି ମନ୍ଦ ଭାବୁ ନାହଁ କିମ୍ବା ଇଚ୍ଛା କରୁନାହଁ” (: [[rc://en/ta/man/translate/figs-metaphor]]ଦେଖନ୍ତୁ)
JAS 4 8 iw61 figs-metaphor δίψυχοι 1 double-minded “ଦ୍ବିମନା” ଶବ୍ଦ ଏପରି ଜଣେ ବ୍ୟକ୍ତିଙ୍କୁ ବୁଝାଏ ଯେ କୌଣସି ବିଷୟରେ ଦୃଢ ନିର୍ଣ୍ଣୟ ନେଇ ପାରି ନଥାଏ । ଅନ୍ୟ ଏକ ଅନୁବାଦରେ: “ଦ୍ବିମନା ଲୋକ” କିମ୍ବା “ ଯେଉଁ ଲୋକମାନେ ସେମାନେ ଈଶ୍ବରଙ୍କ ଆଜ୍ଞା ପାଳନ କରିବେ କି ନାହିଁ ତାହା ନିଷ୍ପତ୍ତି କରି ପାରନ୍ତି ନାହି” (ଦେଖ: [[rc://or/ta/man/translate/figs-metaphor]])
JAS 4 8 iw61 figs-metaphor δίψυχοι 1 double-minded 1: 8 ରେ ଆପଣ କିପରି ଏହି ଅଭିବ୍ୟକ୍ତିକୁ ଅନୁବାଦ କଲେ ଦେଖନ୍ତୁ । ଯାକୁବ ତାଙ୍କ ପାଠକମାନଙ୍କ ବିଷୟରେ ସାଙ୍କେତିକ ଭାବରେ କହନ୍ତି ଯେପରି ସେମାନଙ୍କର ଦୁଇଟି ମନ ଅଛି, ଗୋଟିଏ ମନ ଗୋଟିଏ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଏ ଏବଂ ଅନ୍ୟ ମନ ଅନ୍ୟ କିଛି କରିବାକୁ ନିଷ୍ପତ୍ତି ନେଏ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଈଶ୍ଵରଙ୍କ ଆଜ୍ଞା ପାଳନ କରିବ କି ନାହିଁ ତାହା ସ୍ଥିର କରିପାର ନାହିଁ” (: [[rc://en/ta/man/translate/figs-metaphor]]ଦେଖନ୍ତୁ)
JAS 4 9 kdn8 figs-doublet ταλαιπωρήσατε, πενθήσατε, καὶ κλαύσατε. 1 Grieve, mourn, and cry ଏହି ତିନୋଟି ଶବ୍ଦର ଅର୍ଥ ସମାନ ଅଟେ । ଯାକୁବ ଗୁରୁତ୍ବ ଦେବା ନିମନ୍ତେ ସେଗୁଡିକୁ ଏକତ୍ର ବ୍ୟବହାର କରନ୍ତି ଯାହା ଲୋକମାନେ ଈଶ୍ବରଙ୍କ ଆଜ୍ଞା ପାଳନ ନକରୁଥିବା ସକାଶୁ ପ୍ରକ୍ରୁତରେ ଦୁଃଖ ପ୍ରକାଶ କରିବେ । (ଦେଖ: [[rc://or/ta/man/translate/figs-doublet]])
JAS 4 9 rf6g figs-parallelism ὁ γέλως ὑμῶν εἰς πένθος μετατραπήτω, καὶ ἡ χαρὰ εἰς κατήφειαν. 1 Let your laughter turn into sadness and your joy into gloom ଏହାକୁ ଗୁରୁତ୍ବାରୋପ କରିବା ନିମନ୍ତେ ଭିନ୍ନ ପ୍ରକାରେ ସମାନ ବିଷୟକୁ କୁହାଯାଇଛି । “ହାସ୍ୟ,” ଦୁଃଖ,” “ଆନନ୍ଦ,” ଏବଂ “ଖେଦଯୁକ୍ତ” ଭାବବାଚକ ବିଶେଷ୍ୟ କ୍ରିୟା ଓ ବିଶେଷଣ ରୂପରେ ଅନୁବାଦ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ହସିବା ବନ୍ଦକର ଏବଂ ଦୁଖୀ ହୁଅ । ଆନନ୍ଦିତ ହେବା ବନ୍ଦକର ଏବଂ ଉଦାସ ରୁହ” (ଦେଖ: [[rc://or/ta/man/translate/figs-parallelism]])
JAS 4 10 an8i figs-metaphor ταπεινώθητε ἐνώπιον Κυρίου 1 Humble yourselves before the Lord "ଈଶ୍ବରଙ୍କ ପ୍ରତି ନମ୍ର ହୁଅ । ଈଶ୍ବରଙ୍କ ସହିତ ମନ ମଧ୍ୟରେ କରା ଯାଇଥିବା କାର୍ଯ୍ୟ ସର୍ବଦା କୁହାଯାଇଛି ଯେମିତି ତାହାଙ୍କ ଉପସ୍ଥିତିରେ କରାଯାଇଛି । (ଦେଖ: [[rc://or/ta/man/translate/figs-metaphor]])

Can't render this file because it contains an unexpected character in line 2 and column 3842.