Edit 'en_tn_60-JAS.tsv' using 'tc-create-app'

This commit is contained in:
Gayatri-Digal 2021-09-26 13:24:08 +00:00
parent fb1fd28f82
commit 7a4b3b8ad8
1 changed files with 25 additions and 25 deletions

View File

@ -224,31 +224,31 @@ JAS 4 1 k21j 0 Connecting Statement:
JAS 4 1 ub82 figs-doublet πόθεν πόλεμοι καὶ πόθεν μάχαι ἐν ὑμῖν? 1 Where do quarrels and disputes among you come from? **ଯୁଦ୍ଧ** ଓ **ବିବାଦ** ଶବ୍ଦର ଅର୍ଥ ସମାନ ଅଟେ । ଗୁରୁତ୍ୱ ଦେବା ପାଇଁ ଯାକୁବ ସେଗୁଡ଼ିକୁ ଏକତ୍ର ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ସେଗୁଡ଼ିକୁ ଗୋଟିଏ ଅଭିବ୍ୟକ୍ତି ସହିତ ଅନୁବାଦ କରିପାରିବ । ବିକଳ୍ପ ଅନୁବାଦ (ଏକ ବିବୃତ୍ତି ଭାବରେ): “ତୁମ୍ଭମାନଙ୍କ ମଧ୍ୟରେ ଥିବା କ୍ରମାଗତ ବିବାଦ କେଉଁଠାରୁ ଆସିଛି ତାହା ମୁଁ ତୁମ୍ଭମାନଙ୍କୁ କହିବି”(: [[rc://en/ta/man/translate/figs-doublet]]ଦେଖନ୍ତୁ)
JAS 4 1 pqx2 figs-rquestion οὐκ ἐντεῦθεν ἐκ τῶν ἡδονῶν ὑμῶν, τῶν στρατευομένων ἐν τοῖς μέλεσιν ὑμῶν? 1 Do they not come from your desires that fight among your members? ଯାକୁବ ଏହି ପ୍ରଶ୍ନକୁ ଏକ ଶିକ୍ଷାଦାନ ଉପକରଣ ଭାବରେ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ତାଙ୍କ ଶବ୍ଦକୁ ଏକ ବିବୃତ୍ତି ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରେ ଥିବା ବିବାଦ କେଉଁଠାରୁ ଆସିଛି ତାହା ମୁଁ ତୁମ୍ଭମାନଙ୍କୁ କହିବି”(: [[rc://en/ta/man/translate/figs-rquestion]]ଦେଖନ୍ତୁ)
JAS 4 1 vpe2 figs-personification οὐκ ἐντεῦθεν ἐκ τῶν ἡδονῶν ὑμῶν, τῶν στρατευομένων ἐν τοῖς μέλεσιν ὑμῶν? 1 Do they not come from your desires that fight among your members? ପୂର୍ବ ଟିପ୍ପଣୀରେ ଆଲୋଚନା ହୋଇଥିବା ସମସ୍ତ ବିଷୟରେ, ଯାକୁବ କାମନା ବିଷୟରେ ସାଙ୍କେତିକ ଭାବରେ କହିବେ ଯେପରି ସେମାନେ ଜୀବନ୍ତ ବିଷୟ ଅଟନ୍ତି ଯାହା ଯୁଦ୍ଧ କରିପାରେ । ବିକଳ୍ପ ଅନୁବାଦ: (1) “ତୁମ୍ଭ ଭିତରେ ଥିବା କାମନା, ଯାହା ତୁମଭେ ଯାହା ଚାହୁଁଛ ତାହା ପାଇବା ପାଇଁ ଯୁଦ୍ଧ କରାଏ” (2) “ତୁମ୍ଭର କାମନା, ଯାହା ତୁମ୍ଭକୁ ସନ୍ତୁଷ୍ଟ କରିବା ପାଇଁ କେତେକ ବିଷୟର ମୂଲ୍ୟବୋଧ ଜାଣିବାକୁ ବାଧ୍ୟ କରେ” କିମ୍ବା (3) ତୁମ୍ଭର କାମନା, ଯାହା ତୁମ୍ଭକୁ ଅନ୍ୟ ବିଶ୍ଵାସୀମାନଙ୍କ ବିରୁଦ୍ଧରେ ଯୁଦ୍ଧ କରାଏ ” (: [[rc://en/ta/man/translate/figs-personification]]ଦେଖନ୍ତୁ)
JAS 4 1 v5kg ἐν τοῖς μέλεσιν ὑμῶν 1 among your members ସମ୍ଭାବିତ ଅର୍ଥଗୁଡିକ ୧) ସ୍ଥାନୀୟ ବିଶ୍ବସୀମାନଙ୍କ ମଧ୍ୟରେ ବିବାଦ ହେବା, ବା ) ବିବାଦ, ଯାହାକି, ପ୍ରତ୍ୟେକ ବିଶ୍ବାସୀମାନଙ୍କ ମଧ୍ୟରେ ଦ୍ବନ୍ଦ ସୃଷ୍ଟି କରିବା ।
JAS 4 2 khh9 figs-hyperbole φονεύετε καὶ ζηλοῦτε, καὶ οὐ δύνασθε ἐπιτυχεῖν 1 You kill and covet, and you are not able to obtain “ତୁମ୍ଭେମାନେ ହତ୍ୟ କରୁଅଛ” ବାକ୍ୟାଂଶ ଦର୍ଶାଏ ଯେ ଲୋକମାନେ ଯାହା ଚାହୁଁଛନ୍ତି ତାହା ପାଇବା ପାଇଁ କେତେ ମନ୍ଦ ଆଚରଣ କରିଥାନ୍ତି । ଏହାକୁ “ଯାହା କିଛି ଆପଣଙ୍କ ପାଖରେ ନାହିଁ ତାହାକୁ ପାଇବା ପାଇଁ ତୁମ୍ଭେମାନେ ସମସ୍ତ ପ୍ରକାରର ମନ୍ଦ କର୍ମ କରୁଅଛ” ସଦୃଶ ଅନୁବାଦ କରାଯାଇ ପାରିବ” (ଦେଖ: [[rc://or/ta/man/translate/figs-hyperbole]] )
JAS 4 2 v9m8 figs-doublet μάχεσθε καὶ πολεμεῖτε 1 You fight and quarrel “ଯୁଦ୍ଧ” ଓ “ବିବାଦ”ର ସାଧାରଣ ଅର୍ଥ ସମାନ ଅଟେ । ଲୋକମାନେ ସେମାନଙ୍କ ମଧ୍ୟରେ କିପ୍ରକାରେ ବାକ୍ ଯୁଦ୍ଧ କରୁଛନ୍ତି ତାହାକୁ ଗୁରୁତ୍ବାରୋପ କରିବା ନିମନ୍ତେ ଯାକୁବ ସେଗୁଡିକୁ ବ୍ୟବହାର କରୁଛନ୍ତି । ଅନ୍ୟ ଏକ ଅନୁବାଦରେ: “ତୁମ୍ଭେମାନେ ସର୍ବଦା ବିବାଦ କରୁଥାଅ” (ଦେଖ : [[rc://or/ta/man/translate/figs-doublet]])
JAS 4 3 nk57 κακῶς αἰτεῖσθε 1 you ask badly ସମ୍ଭାବିତ ଅର୍ଥଗୁଡିକ ୧) “ତୁମେମାନେ ମନ୍ଦ ଉଦ୍ଦେଶ୍ୟରେ ମାଗିଥାଅ” ବା “ତୁମେମାନେ ମନ୍ଦ ଭାବନାରେ ମାଗିଥାଅ” କିମ୍ବା ) “ତୁମେମାନେ ମନ୍ଦ ବିଷୟ ମାଗିଥାଅ” ବା “ତୁମେମାନେ ମନ୍ଦ ବିଷୟ ନିମନ୍ତେ ମାଗିଥାଅ
JAS 4 4 efi8 figs-metaphor μοιχαλίδες! 1 You adulteresses! ଯାକୁବ ବିଶ୍ବାସୀମାନଙ୍କ ବିଷୟରେ କହନ୍ତି ସ୍ତ୍ରୀମାନେ ସେମାନଙ୍କ ସ୍ବାମୀଙ୍କୁ ଛାଡି ଅନ୍ୟଏକ ପୁରୁଷ ସହିତ ଶୟନ କରନ୍ତି । ଅନ୍ୟ ଏକ ଅନୁବାଦରେ: “ତୁମେ ଈଶ୍ବରଙ୍କ ପ୍ରତି ବିଶ୍ବସ୍ତ ନୁହଁ !” (ଦେଖ: [[rc://or/ta/man/translate/figs-metaphor]])
JAS 4 4 wu5v figs-rquestion οὐκ οἴδατε ὅτι ἡ φιλία τοῦ κόσμου, ἔχθρα τοῦ Θεοῦ ἐστιν? 1 Do you not know ... God? ଯାକୁବ ତାହାଙ୍କ ଶ୍ରୋତାମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରନ୍ତି । ଏହାକୁ ଏକ ଉକ୍ତି ଭାବରେ ଅନୁବାଦ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ତୁମେ ଜାଣିଅଛ ... ଈଶ୍ବର !” (ଦେଖ: [[rc://or/ta/man/translate/figs-rquestion]])
JAS 4 4 b5ly figs-metonymy ἡ φιλία τοῦ κόσμου 1 friendship with the world ଏହି ବାକ୍ୟାଂଶ ଜଗତର ଜୀବନ ଶୈଳିରେ ମିଶୁଥିବା ଓ ତହିଁର ଆଚାର ବ୍ୟବହାରକୁ ପରିଚିତ କରିବାକୁ ବୁଝାଏ । (ଦେଖ: [[rc://or/ta/man/translate/figs-metonymy]])
JAS 4 4 br36 figs-personification ἡ φιλία τοῦ κόσμου 1 friendship with the world ଏଠାରେ ଜଗତର ଜୀବନଶୈଳି ବିଷୟରେ କୁହାଯାଏ ଯେପରି ଏହା ଜଣେ ବ୍ୟକ୍ତି ଥିଲେ ଯାହା ଅନ୍ୟମାନେ ମିତ୍ର ହୋଇ ପାରିବେ । (ଦେଖ: [[rc://or/ta/man/translate/figs-personification]])
JAS 4 4 jf1g figs-metonymy ἡ φιλία τοῦ κόσμου ἔχθρα τοῦ Θεοῦ ἐστιν 1 friendship with the world is hostility against God ଯେଉଁମାନେ ଜଗତର ମିତ୍ର ହୁଅନ୍ତି ସେମାନେ ଈଶ୍ବରଙ୍କ ଶତ୍ରୁ ଅଟନ୍ତି । ଏଠାରେ “ଜଗତ ସହିତ ମିତ୍ରତା” ଜଗତ ସହିତ ବନ୍ଧୁତା ସ୍ଥାପନ କରିବାକୁ ବୁଝାଏ, ଏବଂ “ଈଶ୍ବରଙ୍କ ବିରୁଦ୍ଧରେ ଶତ୍ରୁତା” ଈଶ୍ବରଙ୍କ ବିରୁଦ୍ଧରେ ଶତ୍ରୁ ହେବା ବିଷୟକୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ଜଗତର ମିତ୍ରତା ଈଶ୍ବରଙ୍କ ଶତ୍ରୁତା ଅଟେ” (ଦେଖ: [[rc://or/ta/man/translate/figs-metonymy]])
JAS 4 5 i2y4 ἢ δοκεῖτε ... κενῶς ἡ Γραφὴ λέγει 1 Or do you think the scripture says in vain ଏହା ଯାକୁବ ଆପଣା ଶ୍ରୋତାମାନଙ୍କୁ ଉସ୍ଚାହିତ କରିବା ନିମନ୍ତେ ଏକ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରିଛନ୍ତି । ବୃଥା କହିବା ଅନର୍ଥକ ଭାବେ କହିବା ଅଟେ । ଅନ୍ୟ ଏକ ଅନୁବାଦରେ: “ଏହି କାରଣ ଅଟେ ଯାହା ଶାସ୍ତ୍ର କହେ”
JAS 4 5 bx68 τὸ Πνεῦμα ὃ κατῴκισεν ἐν ἡμῖν 1 The Spirit he caused to live in us କେତେକ ସଂସ୍କରଣ ଗୁଡ଼ିକ, ULT ଏବଂ UST ସହିତ, ପବିତ୍ରଆତ୍ମାଙ୍କ ବିଷୟରେ ଉଲ୍ଲେଖ କରିବା ସଦୃଶ ଏହାକୁ ବୁଝାଯାଏ । ଅନ୍ୟ ସଂସ୍କରଣ ଏହାକୁ “ଆତ୍ମା” ସ୍ବରୂପ ଅନୁବାଦ କରନ୍ତି, ଏବଂ ଯାହାର ଅର୍ଥ ମନୁଷ୍ୟର ଆତ୍ମା ଅଟେ ଯାହା ପ୍ରତ୍ୟେକ ବ୍ୟକ୍ତି ଏହାକୁ ଧାରଣ କରିବା ନିମନ୍ତେ ସୃଷ୍ଟି ହୋଇଛନ୍ତି । ଆମ୍ଭେମାନେ ଇଚ୍ଛା କରୁ ଯେ ତୁମେ ନିଜର ପାଠକଙ୍କ ଦ୍ବାରା ବ୍ୟବହାର କରା ଯାଇଥିବା ଅନ୍ୟ ଅନୁବାଦରୁ ବ୍ୟବହୃତ ଅର୍ଥକୁ ବ୍ୟବହାର କର
JAS 4 6 ub8z figs-explicit μείζονα δὲ δίδωσιν χάριν 1 But God gives more grace କିପରି ଏହି ବାକ୍ୟାଂଶ ପୁର୍ବପଦ ସହିତ ସମ୍ପୃକ୍ତ ହେବା ସ୍ପଷ୍ଟ କରାଯାଇ ପାରିବ: “କିନ୍ତୁ, ଏପରିକି ଯଦିୟ ଆମମାନଙ୍କ ଆତ୍ମା ଇଚ୍ଛା କରେ ଯାହା ଆମ ନିକଟରେ ନାହି, ଈଶ୍ବର ଆମମାନଙ୍କୁ ଏପରିକି ଅଧିକ ଅନୁଗ୍ରହ ପ୍ରଦାନ କରନ୍ତି, ଯଦି ଆମ୍ଭେମାନେ ନିଜକୁ ବିନମ୍ର କରୁ” (ଦେଖ: [[rc://or/ta/man/translate/figs-explicit]] )
JAS 4 6 hyh2 διὸ λέγει 1 so the scripture କାରଣ ଈଶ୍ବର ଅଧିକ ଅନୁଗ୍ରହ ଦିଅନ୍ତି, ଶାସ୍ତ୍ର
JAS 4 6 qs61 figs-nominaladj ὑπερηφάνοις 1 the proud ଏହା ସାଧାରଣଭାବେ ଗର୍ବ କରୁଥିବା ଲୋକମାନଙ୍କୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ଗର୍ବି ଲୋକମାନେ” (ଦେଖ : [[rc://or/ta/man/translate/figs-nominaladj]])
JAS 4 6 uu3r figs-nominaladj ταπεινοῖς 1 the humble ଏହା ସାଧାରଣଭାବେ ବିନମ୍ର ଲୋକମାନଙ୍କୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ନମ୍ର ଲୋକମାନେ” (ଦେଖ: [[rc://or/ta/man/translate/figs-nominaladj]] )
JAS 4 7 da5t ὑποτάγητε οὖν 1 So submit କାରଣ ଈଶ୍ବର ନମ୍ର ଲୋକମାନଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତି, ବଶୀଭୂତ ହୁଅ
JAS 4 7 g7e5 ὑποτάγητε ... τῷ Θεῷ 1 submit to God ଈଶ୍ବରଙ୍କ ଆଜ୍ଞାବହ ହୁଅ
JAS 4 7 nud3 ἀντίστητε ... τῷ διαβόλῳ 1 Resist the devil ଶୟତାନକୁ ପ୍ରତିବାଦ କର ବା “ଶୟତାନ ଯାହା ଚାହୁଁଛି ତାହା କର ନାହି
JAS 4 7 w9ue φεύξεται 1 he will flee ସେ ଦୌଡି ପଳାଇବ
JAS 4 7 b5yz figs-you ὑμῶν 1 you ଏଠାରେ ଏହି ସର୍ବନାମ ବହୁବଚନ ଅଟେ ଏବଂ ଯାକୁବଙ୍କ ଶ୍ରୋତାମାନଙ୍କୁ ବୁଝାଏ । (ଦେଖ : [[rc://or/ta/man/translate/figs-you]])
JAS 4 8 vd6z figs-you 0 General Information: ଏଠାରେ “ତୁମେ” ଶବ୍ଦ ବହୁବଚନ ଅଟେ ଏବଂ ଛିନ୍ନଭିନ୍ନ ହୋଇଥିବା ବିଶ୍ବାସୀମାନଙ୍କୁ ବୁଝାଏ ଯେଉଁମାନଙ୍କ ନିକଟକୁ ଯାକୁବ ଲେଖନ୍ତି । (ଦେଖ: [[rc://or/ta/man/translate/figs-you]])
JAS 4 8 g62m figs-metaphor ἐγγίσατε τῷ Θεῷ 1 Come close to God ଏଠାରେ ନିକଟବର୍ତ୍ତୀ ହେବାର ଧାରଣା ସାଧୁତା ହେବା ଏବଂ ଈଶ୍ବରଙ୍କ ସହିତ ମିଳିତ ହେବା । (ଦେଖ:[[rc://or/ta/man/translate/figs-metaphor]])
JAS 4 8 yh1k figs-parallelism καθαρίσατε χεῖρας, ἁμαρτωλοί, καὶ ἁγνίσατε καρδίας, δίψυχοι. 1 Cleanse your hands, you sinners, and purify your hearts, you double-minded ଏହି ଦୁଇଟି ବାକ୍ୟାଂଶର ପରସ୍ପର ମଧ୍ୟରେ ସମାନ୍ତର ଅଟନ୍ତି । (ଦେଖ: [[rc://or/ta/man/translate/figs-parallelism]])
JAS 4 8 elh1 figs-metonymy καθαρίσατε χεῖρας 1 Cleanse your hands ଏହି ବାକ୍ୟାଂଶ ଲୋକମାନଙ୍କୁ ଅଧାର୍ମିକତାର କାର୍ଯ୍ୟ କରିବା ବଦଳରେ ଧାର୍ମିକତାର କାର୍ଯ୍ୟ କରିବା ନିମନ୍ତେ ଆଜ୍ଞା ଦିଏ । ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କୁ ସମ୍ମାନ କରିବା ଉଦେଶ୍ବରେ ଆଚରଣ କର” (ଦେଖ: [[rc://or/ta/man/translate/figs-metonymy]])
JAS 4 8 mw54 figs-metonymy ἁγνίσατε καρδίας 1 purify your hearts ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ଚିନ୍ତାଧାରା ଏବଂ ଭାବନାକୁ ବୁଝାଏ । ଅନ୍ୟ ଏକ ଅନୁବାଦରେ: “ତୁମର ଚିନ୍ତାଧାରା ଏବଂ ଭାବନା ଶୁଚି କର” (ଦେଖ: [[rc://or/ta/man/translate/figs-metonymy]])
JAS 4 1 v5kg ἐν τοῖς μέλεσιν ὑμῶν 1 among your members [3:6](https://create.translationcore.com/03/06.md) ପରି, **ସଦସ୍ୟମାନଙ୍କର** ଅର୍ଥ “ଶରୀରର ଅଙ୍ଗପ୍ରତ୍ୟଙ୍ଗ” ଅଟେ । ଏହାର ଅର୍ଥ ହୋଇପାରେ: (1) ତୁମ୍ଭର ଅଙ୍ଗପ୍ରତ୍ୟଙ୍ଗ ବାକ୍ୟାଂଶ ଯାକୁବ ବର୍ଣ୍ଣନା କରୁଥିବା କାମନାଗୁଡ଼ିକର ଅବସ୍ଥାନ ସୂଚାଇପାରେ । ସେ କହିଥାଇ ପାରନ୍ତି ଯେ ସମ୍ପ୍ରଦାୟର ସଦସ୍ୟଙ୍କ ମଧ୍ୟରେ ବାହ୍ୟ ଝଗଡା ଭିତରର ଲୋଭରୁ ଉତ୍ପନ୍ନ ହୋଇଥାଏ ଯାହା ଦ୍ଵାରା ଲୋକମାନେ ଯାହା ଚାହାଁନ୍ତି ସେଥିପାଇଁ ଝଗଡାକରିବାକୁ ଆଗେଇ ଆସନ୍ତି, ଯେପରି ସେ ପରବର୍ତ୍ତୀ ପଦରେ ବର୍ଣ୍ଣନା କରନ୍ତି। ଯଦି ଏହା ହୁଏ, ସେ ଶରୀରର ଅଙ୍ଗଗୁଡ଼ିକୁ ସାଙ୍କେତିକ ଭାବରେ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଚିନ୍ତାଧାରା ଏବଂ ଭାବନାକୁ ଉପସ୍ଥାପନ କରୁଛନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭ ଭିତରେ ଥିବା ଲୋଭ ଯାହା ଯୁଦ୍ଧ କରେ” (2) ଅନୁବାଦିତ ଶବ୍ଦର ଅର୍ଥ “ମଧ୍ୟରେ” ହୋଇପାରେ । ଏହାର ଅର୍ଥ ଏହି ଲୋଭଗୁଡ଼ିକ ବ୍ୟକ୍ତିର ଗୋଟିଏ ଅଂଶ ବିରୁଦ୍ଧରେ ଯୁଦ୍ଧ କରେ, ସମଗ୍ର ବ୍ୟକ୍ତିଙ୍କ ନିୟନ୍ତ୍ରଣ ହାସଲ କରିବାକୁ ଚେଷ୍ଟା କରେ । ଯେହେତୁ ଲୋଭ ପ୍ରକୃତରେ ଜଣେ ବ୍ୟକ୍ତିର ଅଣ-ଶାରୀରିକ ଦିଗ ଉପରେ ନିୟନ୍ତ୍ରଣ ହାସଲ କରିବ, ଯେପରିକି ତାଙ୍କ ଇଚ୍ଛା ଏବଂ ମୂଲ୍ୟବୋଧ, ଯାକୁବ ପୁଣି ଥରେ ଶରୀରର ଭୌତିକ ଅଙ୍ଗଗୁଡ଼ିକୁ ସାଙ୍କେତିକ ଭାବରେ ବ୍ୟବହାର କରି ନିଜର ଅର୍ଥ ପ୍ରକାଶ କରିବେ । ବିକଳ୍ପ ଅନୁବାଦ: “ତୁମ୍ଭର ଲୋଭ, ଯାହା ତୁମ୍ଭକୁ ନିୟନ୍ତ୍ରଣ କରିବା ପାଇଁ ଯୁଦ୍ଧ କରେ” (3) ଯାକୁବ ହୁଏତ ବିଶ୍ଵାସୀମାନଙ୍କ ସମ୍ପ୍ରଦାୟ ବିଷୟରେ ସାଙ୍କେତିକ ଭାବରେ କହୁଛନ୍ତି ଯେପରି ଏହା ଏକ ଶରୀର ଏବଂ ବ୍ୟକ୍ତିଗତ ବିଶ୍ଵାସୀମାନଙ୍କ ପରି ଅଟେ ଯେପରି ସେମାନେ ସେହି ଶରୀରର ଅଙ୍ଗ ଅଟନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭର ଲୋଭ, ଯାହା ଅନ୍ୟ ବିଶ୍ଵାସୀମାନଙ୍କ ବିରୁଦ୍ଧରେ ଯୁଦ୍ଧ କରେ”” (: [[rc://en/ta/man/translate/figs-metaphor]]ଦେଖନ୍ତୁ)
JAS 4 2 khh9 figs-hyperbole φονεύετε καὶ ζηλοῦτε, καὶ οὐ δύνασθε ἐπιτυχεῖν 1 You kill and covet, and you are not able to obtain ଯାକୁବ ବୋଧହୁଏ **ବଧ** ଶବ୍ଦର ଅର୍ଥ ପ୍ରକୃତରେ ବଧ ବୋଲି କହୁନାହାନ୍ତି । ବରଂ, ଏହାର ଅର୍ଥ ହୋଇପାରେ: (1) ଯାକୁବ ହୁଏତ ଏହି ଶବ୍ଦକୁ ସାଙ୍କେତିକ ଏବଂ ଆତ୍ମିକ ଅର୍ଥରେ “ଘୃଣା” ବୋଲି କହିବାକୁ ବ୍ୟବହାର କରୁଛନ୍ତି । ଏହି ବ୍ୟବହାର ଯୀଶୁ ଏବଂ ପ୍ରେରିତମାନଙ୍କ ଶିକ୍ଷାକୁ ପ୍ରତିଫଳିତ କରିବ । “ହତ୍ୟା କର ନାହିଁ” ଆଜ୍ଞାର ଅର୍ଥ ଅନ୍ୟମାନଙ୍କ ଉପରେ କ୍ରୋଧିତ ହେବା ଏବଂ ସେମାନଙ୍କୁ ଅପମାନିତ କରିବା ପାଇଁ ମଧ୍ୟ ପ୍ରଯୁଜ୍ୟ (ମାଥିଉ 5: 21-22) ବୋଲି ଯୀଶୁ କହିଲେ । “ଯିଏ ନିଜ ଭାଇକୁ ଘୃଣା କରେ, ସେ ଜଣେ ହତ୍ୟାକାରୀ” (1 ଯୋହନ: 15: 1)  ବୋଲି ପ୍ରେରିତ ଯୋହନ ଲେଖନ୍ତି । ବିକଳ୍ପ ଅନୁବାଦ: “ତୁମେ ଘୃଣା ଏବଂ ଈର୍ଷା  କର” (2) ଯାକୁବ ହୁଏତ ଏପରି କିଛି ଖରାପ ବିଷୟକୁ ଇଚ୍ଛା କରୁଥିବା କରୁଥିବା ବ୍ୟକ୍ତିଙ୍କୁ ବର୍ଣ୍ଣନା କରୁଛନ୍ତି ଯେ ସେ ଏହାକୁ ପାଇବା ପାଇଁ ପ୍ରାୟ ହତ୍ୟା ମଧ୍ୟ  କରିବାକୁ ପ୍ରସ୍ତୁତ । ବିକଳ୍ପ ଅନୁବାଦ: “ତୁମ୍ଭେ ପ୍ରାୟ ହତ୍ୟା କରିବା ପର୍ଯ୍ୟନ୍ତ ଈର୍ଷା କରୁଛ”
JAS 4 2 v9m8 figs-doublet μάχεσθε καὶ πολεμεῖτε 1 You fight and quarrel **ଯୁଦ୍ଧ** ଓ **ବିବାଦ** ଶବ୍ଦର ଅର୍ଥ ସମାନ ଅଟେ । ଯାକୁବ ସେଗୁଡ଼ିକୁ ଗୁରୁତ୍ୱ ଦେବା ପାଇଁ ଏକତ୍ର ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହୁଏ, ଆପଣ ସେଗୁଡ଼ିକୁ  ଗୋଟିଏ ଅଭିବ୍ୟକ୍ତି ସହିତ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କର କ୍ରମାଗତ ବିବାଦ ଅଛି”(: [[rc://en/ta/man/translate/figs-doublet]]ଦେଖନ୍ତୁ)
JAS 4 3 nk57 κακῶς αἰτεῖσθε 1 you ask badly ପାଠକମାନେ ଭୁଲ ଡଙ୍ଗରେ ବିଷୟଗୁଡ଼ିକୁ ମାଗୁଛନ୍ତି ବୋଲି ଯାକୁବ କହନ୍ତି ନାହିଁ । କିନ୍ତୁ ସେମାନେ ଭୁଲ କାରଣ ପାଇଁ ମାଗୁଛନ୍ତି ବୋଲି ସେ କହନ୍ତି। ବିକଳ୍ପ ଅନୁବାଦ: “ତୁମ୍ଭେମାନେ ମନ୍ଦ ଉଦ୍ଦେଶ୍ୟରେ ମାଗୁଅଛ
JAS 4 4 efi8 figs-metaphor μοιχαλίδες! 1 You adulteresses! ଯାକୁବ ସାଙ୍କେତିକ ଭାବରେ ତାଙ୍କ ପାଠକମାନଙ୍କୁ ବିବାହିତ ମହିଳା ଭାବରେ ବର୍ଣ୍ଣନା କରୁଛନ୍ତି, ଯେଉଁମାନେ ଅନ୍ୟ ପୁରୁଷ ଅର୍ଥାତ ଯେଉଁମାନେ ସେମାନଙ୍କର ସ୍ୱାମୀ ନୁହଁନ୍ତି ସହିତ ଶାରୀରିକ ସମ୍ପର୍କ ରଖନ୍ତି । ଈଶ୍ଵରଙ୍କ ପ୍ରତି ଅବିଶ୍ୱାସର ପ୍ରତିନିଧିତ୍ୱ କରିବା ପାଇଁ ଏହି ରୂପକଟି ବାଇବେଲରେ ଅନେକ ସ୍ଥାନରେ ବ୍ୟବହୃତ ହୋଇଅଛି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଈଶ୍ଵରଙ୍କ ପ୍ରତି ବିଶ୍ୱସ୍ତ ନୁହଁ”(: [[rc://en/ta/man/translate/figs-metaphor]]ଦେଖନ୍ତୁ)
JAS 4 4 wu5v figs-rquestion οὐκ οἴδατε ὅτι ἡ φιλία τοῦ κόσμου, ἔχθρα τοῦ Θεοῦ ἐστιν? 1 Do you not know ... God? ଯାକୁବ ଏହି ପ୍ରଶ୍ନକୁ ଗୁରୁତ୍ୱ ଦେବା ପାଇଁ ଏକ ଶିକ୍ଷାଦାନ ଉପକରଣ ଭାବରେ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ତାଙ୍କ ଶବ୍ଦକୁ ଏକ ବିବୃତ୍ତି କିମ୍ବା ଏକ ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ନିଶ୍ଚିତ ଭାବରେ ତୁମ୍ଭେମାନେ ଜାଣ ଯେ ଜଗତ ସହିତ ବନ୍ଧୁତା ଈଶ୍ଵରଙ୍କ ସହିତ ଶତ୍ରୁତା ଅଟେ!” (: [[rc://en/ta/man/translate/figs-rquestion]]ଦେଖନ୍ତୁ)
JAS 4 4 b5ly figs-metonymy ἡ φιλία τοῦ κόσμου 1 friendship with the world ଯେଉଁ ଲୋକମାନେ ଈଶ୍ଵରଙ୍କୁ ସମ୍ମାନ କରନ୍ତି ନାହିଁ ସେମାନେ ଧାର୍ମିକ ବିଷୟରେ ବ୍ୟବସ୍ଥା ପ୍ରସ୍ତୁତ କରିଥିବା ବିଷୟକୁ ଦର୍ଶାଇବାକୁ 1:27 ରେ, ଯାକୁବ ଜଗତ ଶବ୍ଦକୁ ସାଙ୍କେତିକ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏକ ଅଧାର୍ମିକ ମୂଲ୍ୟ ବ୍ୟବସ୍ଥା ସହି ବନ୍ଧୁତା” (: [[rc://en/ta/man/translate/figs-metonymy]])ଦେଖନ୍ତୁ)
JAS 4 4 br36 figs-personification ἡ φιλία τοῦ κόσμου 1 friendship with the world ଯାକୁବ ଏହି ଅଧାର୍ମିକ ମୂଲ୍ୟବୋଧ ବ୍ୟବସ୍ଥା ବିଷୟରେ ସାଙ୍କେତିକ ଭାବରେ କହନ୍ତି ଯେପରି ଏହା ଜଣେ ବ୍ୟକ୍ତି ଯାହା ସହ କେହି ବନ୍ଧୁତା ସ୍ଥାପନ କରି ପାରେ । ବିକଳ୍ପ ଅନୁବାଦ: “ଏକ ଅଧାର୍ମିକ ବ୍ୟବସ୍ଥାରେ ଜୀବନଯାପନ କରିବା” (: [[rc://en/ta/man/translate/figs-personification]]ଦେଖନ୍ତୁ)
JAS 4 4 jf1g figs-metonymy ἡ φιλία τοῦ κόσμου ἔχθρα τοῦ Θεοῦ ἐστιν 1 friendship with the world is hostility against God ଯାକୁବ ବୋଧହୁଏ ତାଙ୍କ ପାଠକମାନେ ପ୍ରକୃତରେ ଈଶ୍ଵରଙ୍କ ବିରୋଧରେ ଶପଥ କରିଛନ୍ତି ବୋଲି କହନ୍ତି ନାହିଁ। ସେ **ଶତ୍ରୁ** ଶବ୍ଦକୁ  ସାଂସାରିକ ମୂଲ୍ୟବୋଧ ବ୍ୟବସ୍ଥାକୁ  ବୁଝାଇବାକୁ ସାଙ୍କେତିକ ଭାବରେ ବ୍ୟବହାର କରୁଛନ୍ତି ଯାହା ଲୋକମାନଙ୍କୁ ଈଶ୍ଵର ବିରୋଧରେ ଜୀବନଯାପନ କରିବାକୁ ପ୍ରେରଣ କରେ । ବିକଳ୍ପ ଅନୁବାଦ: “ଈଶ୍ଵର ଇଚ୍ଛାର ବିପରୀତ ଅଟେ” । (: [[rc://en/ta/man/translate/figs-metaphor]]ଦେଖନ୍ତୁ)
JAS 4 5 i2y4 ἢ δοκεῖτε ... κενῶς ἡ Γραφὴ λέγει 1 Or do you think the scripture says in vain ଯାକୁବ ଏହି ପ୍ରଶ୍ନକୁ ଏକ ଶିକ୍ଷାଦାନ ଉପକରଣ ଭାବରେ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ତାଙ୍କ ଶବ୍ଦକୁ ଏକ ବିବୃତ୍ତି ଭାବରେ ଅନୁବାଦ କରିପାରିବେ । (ଏହି ପରିପ୍ରେକ୍ଷୀରେ, ବ୍ୟର୍ଥ ଶବ୍ଦର ଅର୍ଥ “ବିନା କାରଣରେ”, ଅଟେ “ଅହଂକାରୀ ଉପାୟରେ” ନୁହେଁ) ବିକଳ୍ପ ଅନୁବାଦ: “ଏକ ଉତ୍ତମ କାରଣ ଅଛି ବୋଲି ଶାସ୍ତ୍ର କାହିଁକି କହେ” (: [[rc://en/ta/man/translate/figs-rquestion]]ଦେଖନ୍ତୁ)
JAS 4 5 bx68 τὸ Πνεῦμα ὃ κατῴκισεν ἐν ἡμῖν 1 The Spirit he caused to live in us ଏହାର ଅର୍ଥ ହୋଇପାରେ: (1) ଆତ୍ମା ଶବ୍ଦର ଅର୍ଥ ହୁଏତ ପବିତ୍ର **ଆତ୍ମା**, ଯିଏ ଇଚ୍ଛା କ୍ରିୟା ଶବ୍ଦର କର୍ତ୍ତା ହୋଇପାରେ । ଆତ୍ମା ଈର୍ଷା ପରାୟଣ ଧାରଣା କରିବା ପୂର୍ବ ପଦରେ ବ୍ୟଭିଚାର ରୂପକ ପଦ ସହ ମେଳ ଖାଏ । ବିକଳ୍ପ ଅନୁବାଦ: “ଯେଉଁ ଆତ୍ମା ଈଶ୍ଵର ଆମ୍ଭମାନଙ୍କ ଭିତରେ ବାସ କରିବାକୁ ସୃଷ୍ଟି କରିଛନ୍ତି, ସେ ଆମ୍ଭମାନଙ୍କକୁ ଈଶ୍ଵରଙ୍କ ନିକଟରେ ବିଶ୍ୱସ୍ତ ଭାବରେ ବଞ୍ଚିବାକୁ ଇଚ୍ଛା କରନ୍ତି” (2) **ଆତ୍ମା** ଶବ୍ଦର ଅର୍ଥ ହୁଏତ ପବିତ୍ର ଆତ୍ମା, ଯିଏ ଇଚ୍ଛା କ୍ରିୟା ଶବ୍ଦର ବସ୍ତୁ ହୋଇପାରେ, ଯେଉଁ କ୍ଷେତ୍ରରେ ଈଶ୍ଵର କ୍ରିୟା ଶବ୍ଦର କର୍ତ୍ତା ହେବେ । ଏହି ବ୍ୟାଖ୍ୟା ବ୍ୟଭିଚାର ରୂପକ ସହ ମଧ୍ୟ ମେଳ ଖାଏ । ବିକଳ୍ପ ଅନୁବାଦ: “ଈଶ୍ଵର ଈର୍ଷା ପରାୟଣ ଭାବରେ ଆମ୍ଭମାନଙ୍କୁ ଆତ୍ମାଙ୍କ ଦ୍ୱାରା ଜୀବନ ଯାପନ କରିବା ପାଇଁ ଇଚ୍ଛା କରନ୍ତି, ଯାହାଙ୍କୁ ସେ ଆମ୍ଭମାନଙ୍କ ଭିତରେ ବାସ କରିବାକୁ ପ୍ରେରଣ କରିଛନ୍ତି” (3) ଏହା ସମ୍ଭବତ ମାନବ ଆତ୍ମାକୁ ସୂଚାଇପାରେ, ଯେଉଁ କ୍ଷେତ୍ରରେ ଯାକୁବ 4:2 ରେ ଲୋକମାନେ ଈର୍ଷା ଏବଂ କାମନା କରିବା ବିଷୟରେ କହିଥିଲେ ତାହା ପୁନରାବୃତ୍ତି ହେବ । ବିକଳ୍ପ ଅନୁବାଦ: “ଯେଉଁ ଆତ୍ମା ଈଶ୍ଵର ଆମ୍ଭମାନଙ୍କ ଭିତରେ ବାସ କରିବାକୁ ସୃଷ୍ଟି କରିଛନ୍ତି, ସେହି ବିଷୟଗୁଡ଼ିକ ପାଇବା ପାଇଁ ଈର୍ଷା ପରାୟଣ ହୋଇ ଇଚ୍ଛା କରନ୍ତି
JAS 4 6 ub8z figs-explicit μείζονα δὲ δίδωσιν χάριν 1 But God gives more grace ପୂର୍ବ ଦୁଇଟି ପଦରେ ସେ ଯାହା କହିଛନ୍ତି ସେହି ଦୃଷ୍ଟିରେ ଯାକୁବ ଈଶ୍ଵର ଯାହା କରିବେ ବୋଲି ଆଶା କରାଯାଇପାରେ ଏବଂ ଈଶ୍ଵର ପ୍ରକୃତରେ ଯାହା କରନ୍ତି ତାହା ମଧ୍ୟରେ ଏକ ବିପରୀତ ଚିତ୍ର ଆଙ୍କନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏହାର ବିପରୀତକୁ ଅଧିକ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କିନ୍ତୁ ଯଦିଓ ଈଶ୍ଵର ଈର୍ଷା କରନ୍ତି ଯଦି ଆମେ ଜଗତ ସହିତ ମିତ୍ରତା କରୁ, ସେ ଆମ୍ଭମାନଙ୍କକୁ ପ୍ରତ୍ୟାଖ୍ୟାନ କରନ୍ତି ନାହିଁ । ବରଂ ତାଙ୍କ ସହିତ ମିତ୍ରତା ସ୍ଥାପନ କରିବା ପାଇଁ ସେ ଆମ୍ଭମାନଙ୍କକୁ ଆହୁରି ଅଧିକ ଅନୁଗ୍ରହ ପ୍ରଦାନ କରନ୍ତି ” (: [[rc://en/ta/man/translate/figs-explicit]]ଦେଖନ୍ତୁ)
JAS 4 6 hyh2 διὸ λέγει 1 so the scripture ଏହା ସର୍ବନାମ ପୂର୍ବ ପଦରୁ ପ୍ରାଚୀନ ଗଠନ, ଶାସ୍ତ୍ରକୁ ସୂଚିତ କରେ, । ଯଦିଓ ଯାକୁବ ଏକ ସାଧାରଣ ଶିକ୍ଷା ପରିବର୍ତ୍ତେ ଏକ ନିର୍ଦ୍ଦିଷ୍ଟ ପଦ, ହିତୋପଦେଶ: 34: 34 କୁ ଉଦ୍ଧୃତ କରନ୍ତି, ସେହି ପର୍ବଟି ସମୁଦାୟ ବାଇବେଲକୁ ଦର୍ଶାଏ । ବିକଳ୍ପ ଅନୁବାଦ: “ତେଣୁ କେବଳ ଶାସ୍ତ୍ର କହେ” କିମ୍ବା “ତେଣୁ ଶାସ୍ତ୍ର କହେ” (: [[rc://en/ta/man/translate/writing-pronouns]]ଦେଖନ୍ତୁ)
JAS 4 6 qs61 figs-nominaladj ὑπερηφάνοις 1 the proud ଯାକୁବ ବିଶେଷ ଭାବେ **ଗର୍ବିତ** ଏବଂ **ନମ୍ର** ବିଶେଷଣଗୁଡ଼ିକୁ ବ୍ୟବହାର କରନ୍ତି । ଆପଣଙ୍କ ଭାଷା ବିଶେଷଣ ଏହିପରି ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ସମାନ ଅଭିବ୍ୟକ୍ତି ସହ ଏଗୁଡ଼ିକୁ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଗର୍ବିତ ଲୋକ… ନମ୍ର ଲୋକ” (: [[rc://en/ta/man/translate/figs-nominaladj]]ଦେଖନ୍ତୁ)
JAS 4 6 uu3r figs-nominaladj ταπεινοῖς 1 the humble
JAS 4 7 da5t ὑποτάγητε οὖν 1 So submit ସେ ପୂର୍ବ ପଦରେ ବର୍ଣ୍ଣନା କରିଥିବା ବାକ୍ୟର ଫଳାଫଳର କାରଣ ଏଠାରେ ଦର୍ଶାଉଛନ୍ତି । ବିକଳ୍ପଅନୁବାଦ: “କାରଣ ଈଶ୍ଵର ନମ୍ର ଲୋକମାନଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତି, ଶୀଭୂତ ହୁଅ” କିମ୍ବା “କାରଣ ଈଶ୍ଵର ନମ୍ର ଲୋକମାନଙ୍କୁ ଅନୁଗ୍ରହ ପ୍ରଦାନ କରନ୍ତି, ବଶୀଭୂତ ହୁଅ” (: [[rc://en/ta/man/translate/figs-activepassive]] ଦେଖନ୍ତୁ)
JAS 4 7 g7e5 ὑποτάγητε ... τῷ Θεῷ 1 submit to God ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ଆପଣ ଏହାକୁ ଏକ ସକ୍ରିୟ ବାକ୍ୟାଂଶରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ବଶ୍ୟତା ସ୍ୱୀକାର କରିବା” (: [[rc://en/ta/man/translate/figs-activepassive]] ଦେଖନ୍ତୁ)
JAS 4 7 nud3 ἀντίστητε ... τῷ διαβόλῳ 1 Resist the devil ବିକଳ୍ପ ଅନୁବାଦ: “ଶୟତାନ ଯାହା ଚାହୁଁଛି ତାହା ନକରିବାକୁ ସଂକଳ୍ପ କର
JAS 4 7 w9ue φεύξεται 1 he will flee ଯାକୁବ ଶୟତାନ ବିଷୟରେ ସାଙ୍କେତିକ ଭାବରେ କହନ୍ତି ଯେପରି ସେ ଜଣେ ବିଶ୍ଵାସୀଙ୍କଠାରୁ ଦୂରେଇ ଯିବ ଯଦି ସେ ଈଶ୍ଵରଙ୍କ ନିକଟରେ ନିଜକୁ ନମ୍ର କରିବା ପରେ ତାକୁ ପ୍ରତିରୋଧ କରେ । ବିକଳ୍ପ ଅନୁବାଦ: “ସେ ତୁମ୍ଭ ଦ୍ଵାରା ଯାହା କରିବାକୁ ଚାହେଁ ତାହା କରିବାକୁ ସେ ଚେଷ୍ଟା କରିବା ବନ୍ଦ କରିବ” (: [[rc://en/ta/man/translate/figs-metaphor]]ଦେଖନ୍ତୁ)
JAS 4 7 b5yz figs-you ὑμῶν 1 you
JAS 4 8 vd6z figs-you 0 General Information:
JAS 4 8 g62m figs-metaphor ἐγγίσατε τῷ Θεῷ 1 Come close to God ଉତ୍ତମ ସମ୍ପର୍କରେ ଥିବା ଦୁଇ ଜଣ ବ୍ୟକ୍ତିକୁ ବର୍ଣ୍ଣନା କରିବା ପାଇଁ ଯାକୁବ ଏକ ବିଶେଷ ରୂପକ ବ୍ୟବହାର କରନ୍ତି ଯେପରି ସେମାନେ ପରସ୍ପରର **ନିକଟତର** ଅଟନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ସହିତ ଉତ୍ତମ ସମ୍ପର୍କ ରଖିବା ପାଇଁ ତୁମ୍ଭେ ଯଥାସାଧ୍ୟ  ଚେଷ୍ଟା କର, ଏବଂ ତୁମ୍ଭେ ଜାଣି ପାରିବ ଯେ ଈଶ୍ଵର ମଧ୍ୟ ତୁମ୍ଭ ସହିତ ଉତ୍ତମ ସମ୍ପର୍କ ରଖିବାକୁ ଚାହାଁନ୍ତି” (: [[rc://en/ta/man/translate/figs-metaphor]]ଦେଖନ୍ତୁ)
JAS 4 8 yh1k figs-parallelism καθαρίσατε χεῖρας, ἁμαρτωλοί, καὶ ἁγνίσατε καρδίας, δίψυχοι. 1 Cleanse your hands, you sinners, and purify your hearts, you double-minded
JAS 4 8 elh1 figs-metonymy καθαρίσατε χεῖρας 1 Cleanse your hands ଯାକୁବ **ହସ୍ତ** ଶବ୍ଦକୁ ସାଙ୍କେତିକ ଭାବରେ କାର୍ଯ୍ୟଗୁଡ଼ିକର ଅର୍ଥକୁ ବୁଝାଇବାକୁ ବ୍ୟବହାର କରନ୍ତି, ଯେପରି ଲୋକମାନେ କାର୍ଯ୍ୟ କରିବା ପାଇଁ ନିଜ ହସ୍ତଗୁଡ଼ିକୁକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ମନ୍ଦ କର୍ମ କରିବା ବନ୍ଦ କର” (: [[rc://en/ta/man/translate/figs-metonymy]]ଦେଖନ୍ତୁ)
JAS 4 8 mw54 figs-metonymy ἁγνίσατε καρδίας 1 purify your hearts **ଶୁଦ୍ଧତା** ଶବ୍ଦ ଏକ ଔପଚାରିକ ନିର୍ମଳତାକୁ ବୁଝାଏ ଯାହା ଜଣେ ବ୍ୟକ୍ତିକୁ ଧାର୍ମିକ କାର୍ଯ୍ୟରେ ଭାଗ ନେବାକୁ ଅନୁମତି ଦେଇଥାଏ । ଯାକୁବ ସାଙ୍କେତିକ ଭାବରେ କହନ୍ତି ଯେପରି ତାଙ୍କ ପାଠକମାନଙ୍କ **ହୃଦୟ** ଏହିପରି ନିର୍ମଳ ହୋଇପାରିବ । ବିକଳ୍ପ ଅନୁବାଦ: “ନିଶ୍ଚିତ କର ଯେ ତୁମ୍ଭେମାନେ କୌଣସି ମନ୍ଦ ଭାବୁ ନାହଁ କିମ୍ବା ଇଚ୍ଛା କରୁନାହଁ” (: [[rc://en/ta/man/translate/figs-metaphor]]ଦେଖନ୍ତୁ)
JAS 4 8 iw61 figs-metaphor δίψυχοι 1 double-minded “ଦ୍ବିମନା” ଶବ୍ଦ ଏପରି ଜଣେ ବ୍ୟକ୍ତିଙ୍କୁ ବୁଝାଏ ଯେ କୌଣସି ବିଷୟରେ ଦୃଢ ନିର୍ଣ୍ଣୟ ନେଇ ପାରି ନଥାଏ । ଅନ୍ୟ ଏକ ଅନୁବାଦରେ: “ଦ୍ବିମନା ଲୋକ” କିମ୍ବା “ ଯେଉଁ ଲୋକମାନେ ସେମାନେ ଈଶ୍ବରଙ୍କ ଆଜ୍ଞା ପାଳନ କରିବେ କି ନାହିଁ ତାହା ନିଷ୍ପତ୍ତି କରି ପାରନ୍ତି ନାହି” (ଦେଖ: [[rc://or/ta/man/translate/figs-metaphor]])
JAS 4 9 kdn8 figs-doublet ταλαιπωρήσατε, πενθήσατε, καὶ κλαύσατε. 1 Grieve, mourn, and cry ଏହି ତିନୋଟି ଶବ୍ଦର ଅର୍ଥ ସମାନ ଅଟେ । ଯାକୁବ ଗୁରୁତ୍ବ ଦେବା ନିମନ୍ତେ ସେଗୁଡିକୁ ଏକତ୍ର ବ୍ୟବହାର କରନ୍ତି ଯାହା ଲୋକମାନେ ଈଶ୍ବରଙ୍କ ଆଜ୍ଞା ପାଳନ ନକରୁଥିବା ସକାଶୁ ପ୍ରକ୍ରୁତରେ ଦୁଃଖ ପ୍ରକାଶ କରିବେ । (ଦେଖ: [[rc://or/ta/man/translate/figs-doublet]])
JAS 4 9 rf6g figs-parallelism ὁ γέλως ὑμῶν εἰς πένθος μετατραπήτω, καὶ ἡ χαρὰ εἰς κατήφειαν. 1 Let your laughter turn into sadness and your joy into gloom ଏହାକୁ ଗୁରୁତ୍ବାରୋପ କରିବା ନିମନ୍ତେ ଭିନ୍ନ ପ୍ରକାରେ ସମାନ ବିଷୟକୁ କୁହାଯାଇଛି । “ହାସ୍ୟ,” ଦୁଃଖ,” “ଆନନ୍ଦ,” ଏବଂ “ଖେଦଯୁକ୍ତ” ଭାବବାଚକ ବିଶେଷ୍ୟ କ୍ରିୟା ଓ ବିଶେଷଣ ରୂପରେ ଅନୁବାଦ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ହସିବା ବନ୍ଦକର ଏବଂ ଦୁଖୀ ହୁଅ । ଆନନ୍ଦିତ ହେବା ବନ୍ଦକର ଏବଂ ଉଦାସ ରୁହ” (ଦେଖ: [[rc://or/ta/man/translate/figs-parallelism]])

Can't render this file because it contains an unexpected character in line 2 and column 3842.