Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-26 10:35:27 +00:00
parent 47528ec401
commit 55d92bff80
1 changed files with 1 additions and 1 deletions

View File

@ -439,7 +439,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 25 j134 writing-pronouns αὐτὸς 1 he ସର୍ବନାମ **ସେ** ଏହି ପ୍ରସଙ୍ଗରେ ଯୀଶୁ କିମ୍ବା ପିତା ଈଶ୍ଵରଙ୍କୁ ସୂଚାଏ । ତଥାପି,  ଏହା ଯୀଶୁଙ୍କୁ ସୂଚାଏ , ଯେହେତୁ ଯୋହନ ତାଙ୍କୁ ଅସ୍ୱୀକାର କରିବା କିମ୍ବା ସ୍ୱୀକାର କରିବା ବିଷୟରେ  [2:2223](https://create.translationcore.com/02/22.md) ରେ ଉଲ୍ଲେଖ କରନ୍ତି, ଏବଂ ଯୀଶୁ ହିଁ ତାହାଙ୍କୁ ବିଶ୍ଵାସ କରୁଥିବା ସମସ୍ତ ଲୋକମାନଙ୍କୁ ଅନନ୍ତ ଜୀବନ ପ୍ରତିଜ୍ଞା କରିଥିଲେ । ଉଦାହରଣ ସ୍ୱରୂପ, ଯୋହନଙ୍କ ସୁସମାଚାର [3:36](https://create.translationcore.com/jhn/03/36.md) ଏବଂ [6:47](https://create.translationcore.com/jhn/06/47.md)ରେ ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯୀଶୁ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 2 27 j135 writing-pronouns ἀπ’ αὐτοῦ…ἐν αὐτῷ 1 from him … his … in him [2:25](https://create.translationcore.com/02/25.md) ପରି “ସେ” ସର୍ବନାମ, ଏହି ପଦରେ ତାଙ୍କୁ ଏବଂ ତାହାଙ୍କ ଶବ୍ଦଗୁଡ଼ିକ ହୁଏତ  ଯୀଶୁଙ୍କୁ ସୂଚାଏ । ବିକଳ୍ପ ଅନୁବାଦ: “ଯୀଶୁଙ୍କଠାରୁ… ଯୀଶୁଙ୍କଠାରେ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 2 27 j136 figs-metaphor μένει ἐν ὑμῖν 1 remains in you 1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ, ଏହା ଜଣେ ବିଶ୍ଵାସୀଙ୍କ ମଧ୍ୟରେ ପବିତ୍ର ଆତ୍ମାଙ୍କ ଅବିରତ ଉପସ୍ଥିତିକୁ ସୂଚାଏ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରେ ବାସ କରନ୍ତି” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 26 d3f5 figs-explicit τῶν πλανώντων ὑμᾶς 1 If it would be helpful to your readers, you could say explicitly in what way these people are leading others astray. Alternate translation: “the people who are leading you astray about Jesus” or “the people who are lying to you about Jesus” (See: [[rc://en/ta/man/translate/figs-explicit]])
1JN 2 26 d3f5 figs-explicit τῶν πλανώντων ὑμᾶς 1 ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଉପଯୋଗୀ ହେବ, ତେବେ ଏହି ଲୋକମାନେ କିପରି ଅନ୍ୟମାନଙ୍କୁ ବିଭ୍ରାନ୍ତ କରୁଛନ୍ତି ତାହା ଆପଣ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ଯେଉଁମାନେ ତୁମ୍ଭମାନଙ୍କୁ ଯୀଶୁଙ୍କ ବିଷୟରେ ବିଭ୍ରାନ୍ତ କରୁଛନ୍ତି" କିମ୍ବା "ଯେଉଁମାନେ ଯୀଶୁଙ୍କ ବିଷୟରେ ତୁମ୍ଭମାନଙ୍କୁ ମିଥ୍ୟା ବିଷୟ ସବୁ କହୁଛନ୍ତି" । ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 2 27 j137 grammar-connect-logic-result καὶ 2 and ଏହି ବାକ୍ୟର ପୂର୍ବ ଭାଗରେ ସେ ଯାହା କୁହନ୍ତି ତାହାର ଫଳାଫଳ ଉପସ୍ଥାପନ କରିବାକୁ ଯୋହନ ଏହି ଶବ୍ଦକୁ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏବଂ ସେହିପରି” ( [[rc://en/ta/man/translate/grammar-connect-logic-result]]ଦେଖନ୍ତୁ)
1JN 2 27 j138 figs-metaphor τὸ αὐτοῦ χρῖσμα 1 his anointing ଏହି ପଦରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତାହାଙ୍କ  ଆତ୍ମା” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 27 j139 ἀληθές ἐστιν καὶ οὐκ ἔστιν ψεῦδος 1 is true and is not a lie ବିକଳ୍ପ ଅନୁବାଦ: “ସତ୍ୟ କହନ୍ତି ଏବଂ ମିଥ୍ୟା କହନ୍ତି ନାହିଁ”

Can't render this file because it is too large.