Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-26 10:34:54 +00:00
parent c5e2baf390
commit 47528ec401
1 changed files with 3 additions and 3 deletions

View File

@ -415,7 +415,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 17 j112 figs-idiom εἰς τὸν αἰῶνα 1 to the age ଏହା ଏକ ବିଶିଷ୍ଟାର୍ଥକ ବାକ୍ୟାଂଶ ଅଟେ । ଆପଣଙ୍କ ଭାଷାରେ ଏକ ବିଶିଷ୍ଟାର୍ଥକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏହି ଅର୍ଥକୁ ପ୍ରକାଶ କରେ । ବିକଳ୍ପ ଅନୁବାଦ: "ସବୁଦିନ ପାଇଁ" ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 2 18 t903 checking/headings 0 ଯଦି ଆପଣ ବିଭାଗ ନାମଗୁଡ଼ିକ ବ୍ୟବହାର କରୁଛନ୍ତି, ତେବେ ଆପଣ ଏହାକୁ ପଦ 18 ପୂର୍ବରୁ ଏଠାରେ ଉଲ୍ଲେଖ କରିପାରିବେ । ପ୍ରସ୍ତାବିତ ନାମ: "ମିଥ୍ୟା ଶିକ୍ଷା ଏବଂ ସତ୍ୟ ଶିକ୍ଷା" ( [[rc://en/ta/man/checking/headings]]ଦେଖନ୍ତୁ)
1JN 2 19 j113 figs-explicit οὐκ ἦσαν ἐξ ἡμῶν 1 they were not from us ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଯୋହନ କାହିଁକି ଏହି ଦାବି କରନ୍ତି ତାହା ଆପଣ  ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେମାନେ ପ୍ରକୃତରେ ଆମ୍ଭମାନଙ୍କ ଦଳର ଅଂଶ ନଥିଲେ, କାରଣ ସେମାନେ ପ୍ରଥମରେ ହିଁ ପ୍ରକୃତରେ ଯୀଶୁଙ୍କଠାରେ ବିଶ୍ୱାସ କରିନଥିଲେ” ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 2 19 j114 grammar-connect-condition-contrary εἰ γὰρ ἐξ ἡμῶν ἦσαν, μεμενήκεισαν ἂν μεθ’ ἡμῶν 1 For if they had been from us, they would have remained with us ଯୋହନ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ  । ଏହି ଶବ୍ଦଗୁଡ଼ିକୁ ପୂର୍ବ ବାକ୍ୟରୁ ଯୋଗାଇ ଦିଆଯାଇପାରେ । ବିକଳ୍ପ ଅନୁବାଦ: “କିନ୍ତୁ ଯାହା ଦ୍ଵାରା ସେମାନଙ୍କର କାର୍ଯ୍ୟକଳାପ ପ୍ରକାଶ କରିବ ଯେ ସେ ସମସ୍ତେ ପ୍ରକୃତରେ ଆମ୍ଭମାନଙ୍କ ଦଳର ଅଂଶ ନଥିଲେ, ସେମାନେ ଆମ୍ଭମାନଙ୍କୁ ପରିତ୍ୟାଗ କରିଛନ୍ତି” ( [[rc://en/ta/man/translate/figs-ellipsis]]ଦେଖନ୍ତୁ)
1JN 2 19 j114 grammar-connect-condition-contrary εἰ γὰρ ἐξ ἡμῶν ἦσαν, μεμενήκεισαν ἂν μεθ’ ἡμῶν 1 For if they had been from us, they would have remained with us John is presenting a situation that is not real to help his readers recognize why the claim that he is making is true. Alternate translation: “We know that they were not genuinely part of our group because they did not continue to participate in it” (See: [[rc://en/ta/man/translate/grammar-connect-condition-contrary]])
1JN 2 19 j115 figs-ellipsis ἀλλ’ ἵνα φανερωθῶσιν ὅτι οὐκ εἰσὶν πάντες ἐξ ἡμῶν 1 but so that they would be made apparent, that they are all not from us ଯୋହନ କେତେକ ଶବ୍ଦକୁ ଉଲ୍ଲେଖ କରନ୍ତି ନାହିଁ ଯାହା ସମ୍ପୂର୍ଣ୍ଣ ହେବା ପାଇଁ ଏକାଧିକ ଭାଷାରେ ଏକ ବାକ୍ୟ ଆବଶ୍ୟକ କରିପାରେ । ଏହି ଶବ୍ଦଗୁଡ଼ିକ ପୂର୍ବ ବାକ୍ୟରୁ ଯୋଗାଇ ଦିଆଯାଇପାରେ । ବିକଳ୍ପ ଅନୁବାଦ: "କିନ୍ତୁ ସେମାନେ ଆମ୍ଭମାନଙ୍କୁ ପରିତ୍ୟାଗ କଲେ ଯାହା ଦ୍ଵାରା ସେମାନଙ୍କର କର୍ମ ପ୍ରକାଶ କରିବ ଯେ ସେମାନେ ପ୍ରକୃତରେ ଆମ୍ଭମାନଙ୍କର ଦଳର ନୁହଁନ୍ତି।" ( [[rc://en/ta/man/translate/figs-ellipsis]]ଦେଖନ୍ତୁ)
1JN 2 19 j116 figs-activepassive ἵνα φανερωθῶσιν 1 so that they would be made apparent 1 ଯୋହନ ପରିଚୟର ଭାଗ 3 ରେ “ପ୍ରକାଶ” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ , ଏହି ଗ୍ରୀକ୍ କର୍ମବଚ୍ୟ ପ୍ରକୃତରେକର୍ମବଚ୍ୟ ଅର୍ଥ ଥିବା ପରି ମନେହୁଏ । ଏହାର ଅର୍ଥ ଦଳ ପରିତ୍ୟାଗ କରିଥିବା ଲୋକମାନେ ଏହି କାର୍ଯ୍ୟର କର୍ତ୍ତା ଅପେକ୍ଷା କର୍ମପଦ ଅଟନ୍ତି । କିନ୍ତୁ ଯଦି ଏହା ଆପଣଙ୍କ ଭାଷା କର୍ମବାଚ୍ୟ ବ୍ୟବହାର କରେ ନାହିଁ, ଆପଣ  ଏହାକୁ ଏକ କର୍ତ୍ତୁବାଚ୍ୟରେ ପ୍ରକାଶ କରି, କାର୍ଯ୍ୟ କିଏ କରୁଛି ତାହା ଆପଣ  ସ୍ପଷ୍ଟ  କରିପାରିବେ । ବିକଳ୍ପ ଅନୁବାଦ: “ଯାହା ଦ୍ଵାରା ସେମାନଙ୍କର କାର୍ଯ୍ୟ ପ୍ରକାଶ ହେବ” ( [[rc://en/ta/man/translate/figs-activepassive]]ଦେଖନ୍ତୁ)
1JN 2 19 j117 οὐκ εἰσὶν πάντες ἐξ ἡμῶν 1 they are all not from us ଏଠାରେ **ସମସ୍ତ** ଶବ୍ଦ ଦଳ  ଛାଡିଥିବା ସମସ୍ତ ଲୋକମାନଙ୍କୁ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ କର୍ତ୍ତାକୁ ନକାରାତ୍ମକ ଏବଂ କ୍ରିୟାକୁ ସକାରାତ୍ମକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସେମାନଙ୍କ ମଧ୍ୟରୁ କେହି ଆମ୍ଭମାନଙ୍କଠାରୁ ନୁହେଁ” କିମ୍ବା “ସେମାନଙ୍କ ମଧ୍ୟରୁ କେହି ପ୍ରକୃତରେ ଆମ୍ଭମାନଙ୍କ ଦଳର ନଥିଲେ”
@ -425,11 +425,11 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 20 j121 translate-textvariants οἴδατε πάντες 1 you all know **ତୁମ୍ଭେମାନେ** **ସମସ୍ତେ** **ଜାଣ** ବାକ୍ୟାଂଶକୁ ULT ପରି ଅନୁବାଦ କରିବେ କିମ୍ବା ଅନ୍ୟ ସଂସ୍କରଣଗୁଡ଼ିକୁ ଅନୁସରଣ କରି “ତୁମ୍ଭେମାନେ ସବୁ ଜାଣ” ବୋଲି ଅନୁବାଦ କରିବେ ତାହା ସ୍ଥିର କରିବାକୁ ଏହି ଅଧ୍ୟାୟରେ ସାଧାରଣ ଟିପ୍ପଣୀଗୁଡ଼ିକର ଆଲୋଚନା ଦେଖନ୍ତୁ । ( [[rc://en/ta/man/translate/translate-textvariants]]ଦେଖନ୍ତୁ)
1JN 2 20 j122 figs-explicit οἴδατε πάντες 1 you all know ପରବର୍ତ୍ତୀ ପଦରେ ସେ ଯାହା କହିଛନ୍ତି ତାହା ଉପରେ ଆଧାର କରି, ଯୋହନ ହୁଏତ  ଏଠାରେ ସେ ଯେଉଁ ବିଶ୍ଵାସୀମାନେ ଏହି ପତ୍ର ଲେଖୁଛନ୍ତି, ସେ **ସମସ୍ତେ** **ସତ୍ୟ** ଜାଣନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ସମସ୍ତେ ସତ୍ୟ ଜାଣ” କିମ୍ବା “ଯାହା ସତ୍ୟ ଅଟେ ତାହା ତୁମ୍ଭେ’ମାନେ ସମସ୍ତେ ଜାଣ” ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 2 21 j123 figs-doublenegatives οὐκ ἔγραψα ὑμῖν ὅτι οὐκ οἴδατε τὴν ἀλήθειαν, ἀλλ’ ὅτι οἴδατε αὐτήν 1 I have not written to you because you do not know the truth, but because you do know it ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ଦ୍ୱିନକରାତ୍ମକ ବାକ୍ୟକୁ ଏକ ସକାରାତ୍ମକ ବାକ୍ୟରେ ଅନୁବାଦ କରିପାରିବେ । ଯୋହନ  ପରବର୍ତ୍ତୀ ବାକ୍ୟରେ ବାକ୍ୟକୁ ସକରାତ୍ମକ ରୂପରେ ପୁନରାବୃତ୍ତି କରନ୍ତି ତେଣୁ ଆପଣ ସେହି ବାକ୍ୟାଂଶ ସହ ଏହାକୁ ଏକ ବିପରୀତ ବାକ୍ୟାଂଶ ପରିବର୍ତ୍ତେ ଏକ ନିଶ୍ଚିତ ବାକ୍ୟ ଭାବରେ ସଂଯୋଗ କରି ପାରିବେ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କୁ  ଲେଖିଛି କାରଣ ତୁମ୍ଭେମାନେ  ସତ୍ୟ ଜାଣ, ହଁ, କାରଣ ତୁମ୍ଭେମାନେ ଏହା ଜାଣ” ( [[rc://en/ta/man/translate/figs-doublenegatives]]ଦେଖନ୍ତୁ)
1JN 2 21 w4fm grammar-connect-exceptions οὐκ ἔγραψα ὑμῖν ὅτι οὐκ οἴδατε τὴν ἀλήθειαν, ἀλλ’ ὅτι οἴδατε αὐτήν 1 If saying **I have not written to you** seems wrong or confusing in your language, you can move the negative to the next clause. Alternate translation: “I have written to you not because you do not know the truth, but because you do know the truth” or “I have written to you not to inform you of the truth, but I have written to you because you already know it” (See: [[rc://en/ta/man/translate/grammar-connect-exceptions]])
1JN 2 21 w4fm grammar-connect-exceptions οὐκ ἔγραψα ὑμῖν ὅτι οὐκ οἴδατε τὴν ἀλήθειαν, ἀλλ’ ὅτι οἴδατε αὐτήν 1 ଯଦି ମୁଁ ତୁମ୍ଭମାନଙ୍କୁ ଲେଖି ନାହିଁ ବୋଲି କହିବା ଆପଣଙ୍କ ଭାଷାରେ ଭୁଲ୍ ବା ଦ୍ୱନ୍ଦ୍ୱପୂର୍ଣ୍ଣ ଅଟେ, ଆପଣ ନକାରାତ୍ମକ ବାକ୍ୟକୁ ପରବର୍ତ୍ତୀ ବାକ୍ୟାଂଶକୁ ନେଇପାରିବେ । ବିକଳ୍ପ ଅନୁବାଦ: "ମୁଁ ତୁମ୍ଭମାନଙ୍କୁ ଲେଖିଲି କାରଣ ତୁମ୍ଭେମାନେ ସତ୍ୟ ଜାଣ ତାହା ନୁହେଁ, କିନ୍ତୁ ତୁମ୍ଭେମାନେ ସତ୍ୟ ଜାଣି ନ ଥିବାରୁ" କିମ୍ବା "ମୁଁ ତୁମ୍ଭମାନଙ୍କୁ ସତ୍ୟ ବିଷୟରେ ଜଣାଇବା ପାଇଁ ଲେଖିଲି ତାହା ନୁହଁ, କିନ୍ତୁ ମୁଁ ତୁମ୍ଭମାନଙ୍କୁ ଲେଖିଲି କାରଣ ତୁମ୍ଭେମାନେ ଏହା ପୂର୍ବରୁ ଜାଣ। ( [[rc://en/ta/man/translate/grammar-connect-exceptions]]ଦେଖନ୍ତୁ)
1JN 2 21 j124 figs-metonymy τὴν ἀλήθειαν…ἐκ τῆς ἀληθείας 1 the truth … from the truth ଯୋହନ ବୋଧହୁଏ ଆଳଙ୍କାରିକ ଭାବରେ ସେହି ଶିକ୍ଷା ବିଷୟରେ କହନ୍ତି  ଯାହା ବିଶ୍ଵାସୀମାନେ ଯୀଶୁଙ୍କଠାରୁ ଗ୍ରହଣ କରିଛନ୍ତି ଯାହା ସତ୍ୟ ଅଟେ । ବିକଳ୍ପ ଅନୁବାଦ: “ସତ୍ୟ ଶିକ୍ଷା ଯାହା ଆମ୍ଭେମାନେ ଯୀଶୁଙ୍କଠାରୁ ପାଇଛୁ… ଏହି ସତ୍ୟ ଶିକ୍ଷାରୁ” ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 2 21 j125 figs-ellipsis καὶ ὅτι πᾶν ψεῦδος ἐκ τῆς ἀληθείας οὐκ ἔστιν 1 and that every lie is not from the truth ଯୋହନ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ  । ଏହି ଶବ୍ଦଗୁଡ଼ିକ ବାକ୍ୟ ପୂର୍ବରୁ ଉଲ୍ଲେଖ ଦିଆଯାଇପାରେ । ବିକଳ୍ପ ଅନୁବାଦ: “ଏବଂ ତୁମ୍ଭେମାନେ ଜାଣ ଯେ ପ୍ରତ୍ୟେକ ମିଥ୍ୟା ସତ୍ୟରୁ ଆସେ ନାହିଁ” ( [[rc://en/ta/man/translate/figs-ellipsis]]ଦେଖନ୍ତୁ)
1JN 2 21 j126 πᾶν ψεῦδος ἐκ τῆς ἀληθείας οὐκ ἔστιν 1 every lie is not from the truth ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ କର୍ତ୍ତାକୁ ନକାରାତ୍ମକ ଏବଂ କ୍ରିୟାକୁ ସକାରାତ୍ମକ କରିପାରିବେ । ବିକଳ୍ପ ଅନୁବାଦ: “ସତ୍ୟରୁ କୌଣସି ମିଥ୍ୟା ଆସେ ନାହିଁ”
1JN 2 21 nruw ἐκ τῆς ἀληθείας 1 This second occurrence of <br><br>**the truth** could refer to: (1) The same as the first occurrence. Alternate translation: “part of God's true message” (2) God, who is the source of all truth. Alternate translation: “from God, the One who is true”
1JN 2 21 nruw ἐκ τῆς ἀληθείας 1 ସତ୍ୟର ଏହି ଦ୍ୱିତୀୟ ବାକ୍ୟାଂଶ ହୁଏତ ସୂଚାଏ: (1) ପ୍ରଥମ ଘଟଣା ପରୀ ସମାନ ହେଇପାରେ । ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ସତ୍ୟ ବାର୍ତ୍ତାର ଅଂଶ" (2) ଈଶ୍ଵର, ଯିଏ ସମସ୍ତ ସତ୍ୟର ଉତ୍ସ  ଅଟନ୍ତି । ବିକଳ୍ପ ଅନୁବାଦ: "ଈଶ୍ଵରଙ୍କଠାରୁ, ଯିଏ ସତ୍ୟ ଅଟନ୍ତି"
1JN 2 22 j128 figs-genericnoun οὗτός ἐστιν ὁ ἀντίχριστος 1 This one is the antichrist ଏପରି ବ୍ୟକ୍ତି ପ୍ରକୃତ **ଭଣ୍ଡଖ୍ରୀଷ୍ଟ** ବୋଲି ଯୋହନ କହନ୍ତି ନାହିଁ ଯିଏ ଯିଏ ପୃଥିବୀ ଇତିହାସର ଶେଷରେ ଦେଖାଯିବେ । ଯୋହନ କୌଣସି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିକୁ ସୂଚାନ୍ତି ନାହିଁ । ବରଂ ସେ ସାଧାରଣ ଭାବରେ ଏହିପରି ସମସ୍ତ ଲୋକଙ୍କ ବିଷୟରେ କହନ୍ତି  । ଭଣ୍ଡଖ୍ରୀଷ୍ଟ ଶବ୍ଦକୁ ଆପଣ [2:18](https://create.translationcore.com/02/18.md) ରେ ଆପଣ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଏହିପରି ବ୍ୟକ୍ତି ପ୍ରକୃତରେ ଯୀଶୁଙ୍କୁ ବିରୋଧ କରେ” ( [[rc://en/ta/man/translate/figs-genericnoun]]ଦେଖନ୍ତୁ)**ଭଣ୍ଡଖ୍ରୀଷ୍ଟ**
1JN 2 23 j129 figs-explicit πᾶς ὁ ἀρνούμενος τὸν Υἱὸν 1 Everyone who denies the Son ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ପୂର୍ବ ପଦରେ ଯୋହନ  ଯାହା କହିଛନ୍ତି ସେ ଦୃଷ୍ଟିରେ ଏହାର ଅର୍ଥ କ’ଣ ଆପଣ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ଯୀଶୁ ଈଶ୍ଵରଙ୍କ ପୁତ୍ର ଏବଂ ମସୀହ ଅଟନ୍ତି ବୋଲି ଯିଏ ଅସ୍ୱୀକାର କରେ” ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 2 23 j130 guidelines-sonofgodprinciples τὸν Υἱὸν -1 the Son … the Son **ପୁତ୍ର** ଶବ୍ଦ ଯୀଶୁଙ୍କ ପାଇଁ ଏକ ପ୍ରମୁଖ ନାମ  ଅଟେ । ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)

Can't render this file because it is too large.