Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-24 10:09:45 +00:00
parent e4d9adc09d
commit 540052a6ca
1 changed files with 8 additions and 8 deletions

View File

@ -124,15 +124,15 @@ EPH 3 intro gha7 0 # ଏଫିସୀୟ ୩ ସାଧାରଣ ଟିପ୍
EPH 3 1 w896 0 Connecting Statement: ବିଶ୍ଵାସୀମାନଙ୍କୁ ମଣ୍ଡଳୀ ବିଷୟକ ନିଗୂଢ଼ତତ୍ତ୍ୱକୁ ସ୍ପଷ୍ଟ କରିବାପାଇଁ, ପାଉଲ ଯିହୁଦୀ ଏବଂ ବିଜାତିମାନଙ୍କର ଏକତାକୁ ଏବଂ ବିଶ୍ଵାସୀମାନେ ବର୍ତ୍ତମାନ ମନ୍ଦିରର ଗୋଟିଏ ଅଂଶ ସ୍ଵରୂପ ହୋଇଥିବା ବିଷୟକୁ ପୁନର୍ବାର ଉଲ୍ଲେଖ କରୁଛନ୍ତି I
EPH 3 1 jb9u τούτου χάριν 1 Because of this ସଂଯୋଗକାରୀ ବାକ୍ୟାଂଶ **ଏହି କାରଣରୁ** ଏକ କାରଣ-ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ। ଏହାର କାରଣ ପାଉଲ ଅଧ୍ୟାୟ ରେ ଉଲ୍ଲେଖ କରନ୍ତି ଯେ ଖ୍ରୀଷ୍ଟ ଯିହୁଦୀ ଏବଂ ଅଣଯିହୁଦୀମାନଙ୍କ ମଧ୍ୟରେ ଥିବା ବିଭେଦକୁ ଦୂରକରି ସେମାନଙ୍କୁ ଏକ ଦଳରେ ପରିଣତ କରି ନିଜର ଅନୁଗ୍ରହ ପ୍ରକାଶ କରିଥିଲେ I ଫଳ ସ୍ଵରୂପେ ପାଉଲ ବିଜାତୀମାନଙ୍କ ପାଇଁ ପ୍ରାର୍ଥନା କରନ୍ତି I ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ ଏକ ଫଳାଫଳ ସହିତ ସଂଯୋଗ କରେ। (ଦେଖନ୍ତୁ: [[rc://en/ta/man/translate/grammar-connect-logic-result]])
EPH 3 1 m9b6 ὁ δέσμιος τοῦ Χριστοῦ Ἰησοῦ 1 the prisoner of Christ Jesus ବିକଳ୍ପ ଅନୁବାଦ: “ଯିଏ ବନ୍ଦୀରେ ଅଛି କାରଣ ମୁଁ ଖ୍ରୀଷ୍ଟ ଯୀଶୁଙ୍କୁ ଉପାସନା କରେ”
EPH 3 2 rx7t τὴν οἰκονομίαν τῆς χάριτος τοῦ Θεοῦ, τῆς δοθείσης μοι εἰς ὑμᾶς 1 the stewardship of the grace of God that was given to me for you ଏଠାରେ, **ଅନୁଗ୍ରହର** ଅର୍ଥ ହୋଇପାରେ: (1) ଏହା ପାଉଲ ଅଣଯିହୁଦୀମାନଙ୍କ ନିକଟକୁ ଆଣୁଥିବା ସୁସମାଚାରର ଉପହାରକୁ ବୁଝାଏ, ଏବଂ ଆପଣ ଅନୁବାଦ କରିପାରିବେ, "ଈଶ୍ଵର ତାଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ନିକଟକୁ ଆଣିବା ପାଇଁ ମୋତେ ଯେଉଁ ଦାୟିତ୍ଵ ଦେଇଅଛନ୍ତି।" (2) ଏହା ଅଣଯିହୁଦୀମାନଙ୍କୁ ସୁସମାଚାରର ପ୍ରଚାରକ ହେବାର ପାଉଲଙ୍କ ଉପହାରକୁ ସୂଚିତ କରେ, ଏବଂ ଆପଣ ଏହାକୁ ଅନୁବାଦ କରିପାରିବେ  “ଯେଉଁ ଦାୟିତ୍ଵ ଈଶ୍ଵର ତୁମ୍ଭମାନଙ୍କର ଲାଭପାଇଁ  ଅନୁଗ୍ରହରେ ମୋତେ ଦେଇଛନ୍ତି।
EPH 3 3 dc7x figs-activepassive κατὰ ἀποκάλυψιν ἐγνωρίσθη μοι 1 according to the revelation made known to me ଯଦି ଆପଣଙ୍କ ଭାଷାରେ ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ପାଉଲ ଏହି ଲୋକମାନଙ୍କୁ ଲେଖିଥିବା ଆଉ ଗୋଟିଏ ପତ୍ର ବିଷୟରେ ଉଲ୍ଲେଖ କରନ୍ତି I [[rc://en/ta/man/translate/figs-activepassive]])
EPH 3 3 qm6m καθὼς προέγραψα ἐν ὀλίγῳ 1 about which I briefly wrote to you ପାଉଲ ଏହି ଲୋକମାନଙ୍କୁ ଲେଖିଥିବା ଆଉ ଗୋଟିଏ ପତ୍ର ବିଷୟରେ ଉଲ୍ଲେଖ କରନ୍ତି I
EPH 3 5 srn9 figs-activepassive ὃ ἑτέραις γενεαῖς οὐκ ἐγνωρίσθη τοῖς υἱοῖς τῶν ἀνθρώπων 1 In other generations this truth was not made known to the sons of men ଯଦି ଆପଣଙ୍କ ଭାଷାରେ ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ଅତୀତରେ ଈଶ୍ଵର ଲୋକମାନଙ୍କୁ ଏହି ସମସ୍ତ ବିଷୟ ଜଣାଇ ନ ଥିଲେ” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 3 5 eq5u figs-activepassive ὡς νῦν ἀπεκαλύφθη ... ἐν Πνεύματι 1 But now it has been revealed by the Spirit ଯଦି ଆପଣଙ୍କ ଭାଷାରେ ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “କିନ୍ତୁ ବର୍ତ୍ତମାନ ଆତ୍ମା ତାହା ପ୍ରକାଶ କରିଅଛନ୍ତି” କିମ୍ବା “କିନ୍ତୁ ବର୍ତ୍ତମାନ ଆତ୍ମା ତାହା ଜଣାଇଅଛନ୍ତି ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 3 2 rx7t τὴν οἰκονομίαν τῆς χάριτος τοῦ Θεοῦ, τῆς δοθείσης μοι εἰς ὑμᾶς 1 the stewardship of the grace of God that was given to me for you ଏଠାରେ, **ଅନୁଗ୍ରହର** ଅର୍ଥ ହୋଇପାରେ: () ଏହା ପାଉଲ ଅଣଯିହୁଦୀମାନଙ୍କ ନିକଟକୁ ଆଣୁଥିବା ସୁସମାଚାରର ଉପହାରକୁ ବୁଝାଏ, ଏବଂ ଆପଣ ଅନୁବାଦ କରିପାରିବେ, ଈଶ୍ଵର ତାଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ନିକଟକୁ ଆଣିବା ପାଇଁ ମୋତେ ଯେଉଁ ଦାୟିତ୍ଵ ଦେଇଅଛନ୍ତି।” () ଏହା ଅଣଯିହୁଦୀମାନଙ୍କୁ ସୁସମାଚାରର ପ୍ରଚାରକ ହେବାର ପାଉଲଙ୍କ ଉପହାରକୁ ସୂଚିତ କରେ, ଏବଂ ଆପଣ ଏହାକୁ ଅନୁବାଦ କରିପାରିବେ “ଯେଉଁ ଦାୟିତ୍ଵ ଈଶ୍ଵର ତୁମ୍ଭମାନଙ୍କର ଲାଭପାଇଁ  ଅନୁଗ୍ରହରେ ମୋତେ ଦେଇଛନ୍ତି।
EPH 3 3 dc7x figs-activepassive κατὰ ἀποκάλυψιν ἐγνωρίσθη μοι 1 according to the revelation made known to me ଯଦି ଆପଣଙ୍କ ଭାଷାରେ ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ପାଉଲ ଏହି ଲୋକମାନଙ୍କୁ ଲେଖିଥିବା ଆଉ ଗୋଟିଏ ପତ୍ର ବିଷୟରେ ଉଲ୍ଲେଖ କରନ୍ତି (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 3 3 qm6m καθὼς προέγραψα ἐν ὀλίγῳ 1 about which I briefly wrote to you ପାଉଲ ଏହି ଲୋକମାନଙ୍କୁ ଲେଖିଥିବା ଆଉ ଏ ପତ୍ର ବିଷୟରେ ଉଲ୍ଲେଖ କରନ୍ତି I
EPH 3 5 srn9 figs-activepassive ὃ ἑτέραις γενεαῖς οὐκ ἐγνωρίσθη τοῖς υἱοῖς τῶν ἀνθρώπων 1 In other generations this truth was not made known to the sons of men ଯଦି ଆପଣଙ୍କ ଭାଷାରେ ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ଅତୀତରେ ଈଶ୍ଵର ଲୋକମାନଙ୍କୁ ଏହି ସମସ୍ତ ବିଷୟ ଜଣାଇ ନ ଥିଲେ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 3 5 eq5u figs-activepassive ὡς νῦν ἀπεκαλύφθη ... ἐν Πνεύματι 1 But now it has been revealed by the Spirit ଯଦି ଆପଣଙ୍କ ଭାଷାରେ ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “କିନ୍ତୁ ବର୍ତ୍ତମାନ ଆତ୍ମା ତାହା ପ୍ରକାଶ କରିଅଛନ୍ତି” କିମ୍ବା “କିନ୍ତୁ ବର୍ତ୍ତମାନ ଆତ୍ମା ତାହା ଜଣାଇଅଛନ୍ତି (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 3 5 iux3 τοῖς ἁγίοις ἀποστόλοις αὐτοῦ καὶ προφήταις 1 his apostles and prophets who were set apart for this work
EPH 3 6 pqy3 εἶναι τὰ ἔθνη, συνκληρονόμα ... διὰ τοῦ εὐαγγελίου 1 the Gentiles are fellow heirs ... through the gospel ଏହି ନିଗୂଢ଼ତତ୍ତ୍ୱ ବିଷୟରେ ବୁଝାଇବାକୁ ପାଉଲ ପୂର୍ବ ପଦରେ ଆରମ୍ଭ କରିଛନ୍ତି I ଖ୍ରୀଷ୍ଟଙ୍କୁ ଗ୍ରହଣ କରିଥିବା **ବିଜାତିମାନେ** ମଧ୍ୟ ଯିହୁଦୀ ବିଶ୍ଵାସୀମାନଙ୍କ ସଦୃଶ ସମାନ ବିଷୟ ପ୍ରାପ୍ତ ହୁଅନ୍ତି I
EPH 3 6 y88q figs-metaphor σύνσωμα 1 fellow members of the body ମଣ୍ଡଳୀକୁ ପ୍ରାୟତଃ ଖ୍ରୀଷ୍ଟଙ୍କର **ଶରୀର** ଭାବରେ ବୁଝାଯାଇଥାଏ I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 3 6 wxs4 ἐν Χριστῷ Ἰησοῦ 1 in Christ Jesus "**ଖ୍ରୀଷ୍ଟ ଯୀଶୁଙ୍କଠାରେ** ଏବଂ ସେହିପରି ଭାବଗୁଡ଼ିକ  ରୂପକ ଅଟନ୍ତି ଯାହା ନୂତନ ନିୟମର ପତ୍ର ଗୁଡ଼ିକ ରେ ବାରମ୍ବାର ଦେଖିବାକୁ ମିଳେ I ସେଗୁଡ଼ିକ  ଖ୍ରୀଷ୍ଟ ଏବଂ ତାହାଙ୍କଠାରେ ବିଶ୍ଵାସ କରୁଥିବା ଲୋକମାନଙ୍କ ମଧ୍ୟରେ ଏକ ଯଥାସମ୍ଭବ ଦୃଢ଼ ସମ୍ପର୍କକୁ ପ୍ରକାଶ କରେ I
EPH 3 6 pqy3 εἶναι τὰ ἔθνη, συνκληρονόμα ... διὰ τοῦ εὐαγγελίου 1 the Gentiles are fellow heirs ... through the gospel ଏହି ନିଗୂଢ଼ତତ୍ତ୍ୱ ବିଷୟରେ ବୁଝାଇବାକୁ ପାଉଲ ପୂର୍ବ ପଦରେ ଆରମ୍ଭ କରିଛନ୍ତି ଖ୍ରୀଷ୍ଟଙ୍କୁ ଗ୍ରହଣ କରିଥିବା **ବିଜାତିମାନେ** ମଧ୍ୟ ଯିହୁଦୀ ବିଶ୍ଵାସୀମାନଙ୍କ ସଦୃଶ ସମାନ ବିଷୟ ପ୍ରାପ୍ତ ହୁଅନ୍ତି
EPH 3 6 y88q figs-metaphor σύνσωμα 1 fellow members of the body ମଣ୍ଡଳୀକୁ ପ୍ରାୟତଃ ଖ୍ରୀଷ୍ଟଙ୍କର **ଶରୀର** ଭାବରେ ବୁଝାଯାଇଥାଏ I
EPH 3 6 wxs4 ἐν Χριστῷ Ἰησοῦ 1 in Christ Jesus **ଖ୍ରୀଷ୍ଟ ଯୀଶୁଙ୍କଠାରେ** ଏବଂ ସେହିପରି ଭାବଗୁଡ଼ିକ ରୂପକ ଅଟନ୍ତି ଯାହା ନୂତନ ନିୟମର ପତ୍ର ଗୁଡ଼ିକରେ ବାରମ୍ବାର ଦେଖିବାକୁ ମିଳେ। ସେଗୁଡ଼ିକ ଖ୍ରୀଷ୍ଟ ଏବଂ ଯେଉଁମାନେ ତାହାଙ୍କଠାରେ ବିଶ୍ଵାସ କରନ୍ତି ସେମାନଙ୍କ ମଧ୍ୟରେ ଥିବା ଏକ ଯଥା ସମ୍ଭବ ଦୃଢ଼ ସମ୍ପର୍କକୁ ପ୍ରକାଶ କରୁଅଛି।
EPH 3 6 i4h7 διὰ τοῦ εὐαγγελίου 1 through the gospel ସମ୍ଭାବିତ ଅର୍ଥଗୁଡ଼ିକ  ହେଲା (1) **ସୁସମାଚାର** ସକାଶୁ ବିଜାତିମାନେ ପ୍ରତିଜ୍ଞାର ସହଭାଗୀ ଅଟନ୍ତି କିମ୍ବା (2) **ସୁସମାଚାର** ସକାଶୁ ବିଜାତିମାନେ ଉତ୍ତରାଧିକାରୀ ଏବଂ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ସ୍ଵରୂପ ଏବଂ ପ୍ରତିଜ୍ଞାର ସହଭାଗୀ ଅଟନ୍ତି I
EPH 3 8 y97f figs-metaphor ἀνεξιχνίαστον 1 unsearchable ପାଉଲ ପ୍ରତ୍ୟେକ ବିଷୟ ବିଷୟରେ ଉଲ୍ଲେଖ କରନ୍ତି ଯାହା ଖ୍ରୀଷ୍ଟ ଏକ ଭୈତିକ ବିଷୟ ଭାବରେ ଉପସ୍ଥାପନ କରନ୍ତି ଯାହା ସମ୍ପୂର୍ଣ୍ଣ ରୂପେ ଅନୁସନ୍ଧାନ କରାଯାଇପାରିବ ନାହିଁ I ବିକଳ୍ପ ଅନୁବାଦ: "ସଂପୂର୍ଣ୍ଣ ଭାବେ ପ୍ରକାଶ କରିବାକୁ ଅସକ୍ଷମ" ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 3 8 e96z figs-metaphor πλοῦτος τοῦ Χριστοῦ 1 riches of Christ **ଖ୍ରୀଷ୍ଟଙ୍କ** ବିଷୟକ ସତ୍ୟତା ଏବଂ ସେ ଆଣୁଥିବା ଆଶୀର୍ବାଦସମୂହ ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେଗୁଡ଼ିକ  ପାର୍ଥିବ ସମ୍ପତ୍ତି I ([[rc://en/ta/man/translate/figs-metaphor]]ଦେଖନ୍ତୁ)

Can't render this file because it contains an unexpected character in line 2 and column 4525.