Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-24 09:59:24 +00:00
parent 64422d527c
commit e4d9adc09d
1 changed files with 7 additions and 7 deletions

View File

@ -118,19 +118,19 @@ EPH 2 20 fs7j figs-activepassive ἐποικοδομηθέντες 1 You have be
EPH 2 21 g8ga figs-metaphor πᾶσα οἰκοδομὴ συναρμολογουμένη, αὔξει εἰς ναὸν 1 the whole building fits together and grows as a temple ପାଉଲ ଖ୍ରୀଷ୍ଟଙ୍କ ପରିବାର ବିଷୟରେ କହିବା ଜାରିରଖିଛନ୍ତି ଯେ ସତେ ଯେପରି ଏହା ଗୋଟିଏ **ଗୃହ** ଅଟେ I ଜଣେ ଗୃହ ନିର୍ମାଣକାରୀ ଯେପରି ନିର୍ମାଣ କରିବା ସମୟରେ ପ୍ରସ୍ତରଗୁଡ଼ିକୁ ଏକତ୍ର ସଂଲଗ୍ନ କରନ୍ତି, ଠିକ୍ ସେପରି ଖ୍ରୀଷ୍ଟ ଆମ୍ଭମାନଙ୍କୁ ସଂଲଗ୍ନ କରିଅଛନ୍ତି I ବିକଳ୍ପ ଅନୁବାଦ: “ଆମେ ସମସ୍ତେ ଯେପରି ଏକତ୍ର ବୃଦ୍ଧି କରୁ, ଆମ୍ଭେମାନେ ଏକ ପବିତ୍ର ଗୋଷ୍ଠୀ ହେଉ ଯାହା ଈଶ୍ଵରଙ୍କ ଉପାସନା କରେ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 2 21 ljt5 figs-metaphor ἐν ᾧ ... ἐν Κυρίῳ 1 In him ... in the Lord “ଖ୍ରୀଷ୍ଟଙ୍କଠାରେ …ପ୍ରଭୁ ଯୀଶୁଙ୍କଠାରେ,” ଏହି ରୂପକଗୁଡ଼ିକ ଖ୍ରୀଷ୍ଟ ଏବଂ ତାହାଙ୍କଠାରେ ବିଶ୍ଵାସ କରୁଥିବା ଲୋକମାନଙ୍କ ମଧ୍ୟରେ ଥିବା ଏକ ଯଥା ସମ୍ଭବ ଦୃଢ଼ ସମ୍ପର୍କକୁ ପ୍ରକାଶ କରୁଅଛି। (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 2 22 u55j figs-metaphor ἐν ᾧ 1 in him ଆପଣ ଏହାକୁ ଏପରି ଅନୁବାଦ କରିପାରିବେ “ଖ୍ରୀଷ୍ଟଙ୍କଠାରେ”, ଯାହା ଏକ ରୂପକ ଖ୍ରୀଷ୍ଟ ଏବଂ ଯେଉଁମାନେ ତାହାଙ୍କଠାରେ ବିଶ୍ଵାସ କରନ୍ତି ସେମାନଙ୍କ ମଧ୍ୟରେ ଥିବା ଏକ ଯଥା ସମ୍ଭବ ଦୃଢ଼ ସମ୍ପର୍କକୁ ପ୍ରକାଶ କରୁଅଛି। (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 2 22 b4c8 figs-metaphor καὶ ὑμεῖς συνοικοδομεῖσθε, εἰς κατοικητήριον τοῦ Θεοῦ ἐν Πνεύματι 1 you also are being built together as a dwelling place for God in the Spirit ଏହା ବର୍ଣ୍ଣନା କରେ ଯେ ବିଶ୍ଵାସୀମାନେ କିପରି ଗୋଟିଏ **ସ୍ଥାନ** ହେବାକୁ ଏକତ୍ର ସଂଯୁକ୍ତ ହେଉଛନ୍ତି, ଯେଉଁଠାରେ **ଈଶ୍ଵର** ପବିତ୍ର **ଆତ୍ମାଙ୍କ** ଶକ୍ତି ଦ୍ଵାରା ସ୍ଥାୟୀଭାବରେ ବାସ କରିବେ I ବିକଳ୍ପ ଅନୁବାଦ: "ତୁମ୍ଭେମାନେ ମଧ୍ୟ ସେହି ଗୋଷ୍ଠୀରେ ସମ୍ପୃକ୍ତ ଅଟ ଯେଉଁଠାରେ ଈଶ୍ଵର ତାଙ୍କ ଆତ୍ମାରେ ବାସ କରନ୍ତି" ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 2 22 e52h figs-activepassive καὶ ὑμεῖς συνοικοδομεῖσθε 1 you also are being built together ଯଦି ଆପଣଙ୍କ ଭାଷାରେ ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ଈଶ୍ଵର ମଧ୍ୟ ତୁମ୍ଭମାନଙ୍କୁ ଏକତ୍ର ନିର୍ମାଣ କରୁଅଛନ୍ତି I ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 3 intro gha7 0 # ଏଫିସୀୟ 03 ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

### “ମୁଁ ପ୍ରାର୍ଥନା କରେ”

ପାଉଲ ଏହି ଅଧ୍ୟାୟର ଏହି ଅଂଶକୁ ଈଶ୍ଵରଙ୍କ ପ୍ରତି ପ୍ରାର୍ଥନାଭାବରେ ବିଭକ୍ତ କରିଅଛନ୍ତି I କିନ୍ତୁ ପାଉଲ କେବଳ ଈଶ୍ଵରଙ୍କ ସହ ବର୍ତ୍ତାଳାପ କରୁ ନାହାଁନ୍ତି I ସେ ଉଭୟ ପ୍ରାର୍ଥନା କରୁଛନ୍ତି ଏବଂ ଏଫିସରେ ଥିବା ମଣ୍ଡଳୀକୁ ଶିକ୍ଷା ଦେଉଛନ୍ତି I

## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

### ନିଗୂଢ ତତ୍ତ୍ବ

ପାଉଲ ମଣ୍ଡଳୀକୁ ଗୋଟିଏ “ନିଗୂଢ ତତ୍ତ୍ଵ” ବୋଲି ଉଲ୍ଲେଖ କରୁଛନ୍ତି I ଈଶ୍ଵରଙ୍କ ଯୋଜନାରେ ମଣ୍ଡଳୀର ଭୂମିକା ପୂର୍ବରୁ ଜଣା ନ ଥିଲା I କିନ୍ତୁ ବର୍ତ୍ତମାନ ଈଶ୍ଵର ତାହା ପ୍ରକାଶ କରିଅଛନ୍ତି I ଏହି ନିଗୂଢ ତତ୍ତ୍ଵର ଅଂଶ ସ୍ଵରୂପେ ଈଶ୍ଵରଙ୍କ ଯୋଜନାରେ ବିଜାତିମାନେ ଯିହୁଦୀମାନଙ୍କ ସହିତ ସମାନ ସ୍ଥାନ ପାଇବେ I
EPH 3 1 w896 0 Connecting Statement: ବିଶ୍ଵାସୀମାନଙ୍କୁ ମଣ୍ଡଳୀ ବିଷୟକ ନିଗୂଢ ତତ୍ତ୍ଵକୁ ସ୍ପଷ୍ଟ କରିବାପାଇଁ, ପାଉଲ ଯିହୁଦୀ ଏବଂ ବିଜାତିମାନଙ୍କର ଏକତାକୁ ଏବଂ ବିଶ୍ଵାସୀମାନେ ବର୍ତ୍ତମାନ ମନ୍ଦିରର ଗୋଟିଏ ଅଂଶ ସ୍ଵରୂପ ହୋଇଥିବା ବିଷୟକୁ ପୁନର୍ବାର ଉଲ୍ଲେଖ କରୁଛନ୍ତି I
EPH 3 1 jb9u τούτου χάριν 1 Because of this ସଂଯୋଗକାରୀ ବାକ୍ୟାଂଶ **ଏହି କାରଣର** ଏକ କାରଣ-ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ I ଏହାର କାରଣ ପାଉଲ ଅଧ୍ୟାୟ 2 ରେ ଉଲ୍ଲେଖ କରନ୍ତି ଯେ ଖ୍ରୀଷ୍ଟ ଯିହୁଦୀ ଏବଂ ଅଣଯିହୁଦୀମାନଙ୍କ ମଧ୍ୟରେ ଥିବା ବିଭେଦକୁ ଦୂରକରି ସେମାନଙ୍କୁ ଏକ ଦଳରେ ପରିଣତ କରି ନିଜର ଅନୁଗ୍ରହ ପ୍ରକାଶ କରିଥିଲେ I ଫଳ ସ୍ଵରୂପେ ପାଉଲ ବିଜାତୀମାନଙ୍କ ପାଇଁ ପ୍ରାର୍ଥନା କରନ୍ତି I ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ ଏକ ଫଳାଫଳ ସହିତ ସଂଯୋଗ କରେ  I[[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
EPH 3 1 m9b6 ὁ δέσμιος τοῦ Χριστοῦ Ἰησοῦ 1 the prisoner of Christ Jesus "ଯିଏ ବନ୍ଦୀରେ ଅଛି କାରଣ ମୁଁ ଖ୍ରୀଷ୍ଟ ଯୀଶୁଙ୍କୁ ଉପାସନା କରେ"
EPH 2 22 b4c8 figs-metaphor καὶ ὑμεῖς συνοικοδομεῖσθε, εἰς κατοικητήριον τοῦ Θεοῦ ἐν Πνεύματι 1 you also are being built together as a dwelling place for God in the Spirit ଏହା ବର୍ଣ୍ଣନା କରେ ଯେ ବିଶ୍ଵାସୀମାନେ କିପରି ଗୋଟିଏ **ସ୍ଥାନ** ହେବାକୁ ଏକତ୍ର ସଂଯୁକ୍ତ ହେଉଛନ୍ତି, ଯେଉଁଠାରେ **ଈଶ୍ଵର** ପବିତ୍ର **ଆତ୍ମାଙ୍କ** ଶକ୍ତି ଦ୍ଵାରା ସ୍ଥାୟୀଭାବରେ ବାସ କରିବେ I ବିକଳ୍ପ ଅନୁବାଦ: ତୁମ୍ଭେମାନେ ମଧ୍ୟ ସେହି ଗୋଷ୍ଠୀରେ ସମ୍ପୃକ୍ତ ଅଟ ଯେଉଁଠାରେ ଈଶ୍ଵର ତାଙ୍କ ଆତ୍ମାରେ ବାସ କରନ୍ତିକ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 2 22 e52h figs-activepassive καὶ ὑμεῖς συνοικοδομεῖσθε 1 you also are being built together ଯଦି ଆପଣଙ୍କ ଭାଷାରେ ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ଈଶ୍ଵର ମଧ୍ୟ ତୁମ୍ଭମାନଙ୍କୁ ଏକତ୍ର ନିର୍ମାଣ କରୁଅଛନ୍ତି I (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 3 intro gha7 0 # ଏଫିସୀୟ ୩ ସାଧାରଣ ଟିପ୍ପଣୀଗୁଡ଼ିକ\n\n## ଗଠନ ଏବଂ ଆକାର\n\n### “ମୁଁ ପ୍ରାର୍ଥନା କରେ”\n\nପାଉଲ ଏହି ଅଧ୍ୟାୟର ଏହି ଅଂଶକୁ ଈଶ୍ଵରଙ୍କ ପ୍ରତି ପ୍ରାର୍ଥନାଭାବରେ ବିଭକ୍ତ କରିଅଛନ୍ତି I କିନ୍ତୁ ପାଉଲ କେବଳ ଈଶ୍ଵରଙ୍କ ସହ ବର୍ତ୍ତାଳାପ କରୁ ନାହାଁନ୍ତି I ସେ ଉଭୟ ପ୍ରାର୍ଥନା କରୁଛନ୍ତି ଏବଂ ଏଫିସରେ ଥିବା ମଣ୍ଡଳୀକୁ ଶିକ୍ଷା ଦେଉଛନ୍ତି I\n\n## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ\n\n### ନିଗୂଢ଼ତତ୍ତ୍ୱ\n\nପାଉଲ ମଣ୍ଡଳୀକୁ ଗୋଟିଏ “ନିଗୂଢ଼ତତ୍ତ୍ୱ” ବୋଲି ଉଲ୍ଲେଖ କରୁଛନ୍ତି I ଈଶ୍ଵରଙ୍କ ଯୋଜନାରେ ମଣ୍ଡଳୀର ଭୂମିକା ପୂର୍ବରୁ ଜଣା ନ ଥିଲା I କିନ୍ତୁ ବର୍ତ୍ତମାନ ଈଶ୍ଵର ତାହା ପ୍ରକାଶ କରିଅଛନ୍ତି I ଏହି ନିଗୂଢ଼ତତ୍ତ୍ୱର ଅଂଶ ସ୍ଵରୂପେ ଈଶ୍ଵରଙ୍କ ଯୋଜନାରେ ବିଜାତିମାନେ ଯିହୁଦୀମାନଙ୍କ ସହିତ ସମାନ ସ୍ଥାନ ପାଇବେ
EPH 3 1 w896 0 Connecting Statement: ବିଶ୍ଵାସୀମାନଙ୍କୁ ମଣ୍ଡଳୀ ବିଷୟକ ନିଗୂଢ଼ତତ୍ତ୍ୱକୁ ସ୍ପଷ୍ଟ କରିବାପାଇଁ, ପାଉଲ ଯିହୁଦୀ ଏବଂ ବିଜାତିମାନଙ୍କର ଏକତାକୁ ଏବଂ ବିଶ୍ଵାସୀମାନେ ବର୍ତ୍ତମାନ ମନ୍ଦିରର ଗୋଟିଏ ଅଂଶ ସ୍ଵରୂପ ହୋଇଥିବା ବିଷୟକୁ ପୁନର୍ବାର ଉଲ୍ଲେଖ କରୁଛନ୍ତି I
EPH 3 1 jb9u τούτου χάριν 1 Because of this ସଂଯୋଗକାରୀ ବାକ୍ୟାଂଶ **ଏହି କାରଣର** ଏକ କାରଣ-ଫଳାଫଳ ସମ୍ପର୍କକୁ ଉପସ୍ଥାପନ କରେ। ଏହାର କାରଣ ପାଉଲ ଅଧ୍ୟାୟ ରେ ଉଲ୍ଲେଖ କରନ୍ତି ଯେ ଖ୍ରୀଷ୍ଟ ଯିହୁଦୀ ଏବଂ ଅଣଯିହୁଦୀମାନଙ୍କ ମଧ୍ୟରେ ଥିବା ବିଭେଦକୁ ଦୂରକରି ସେମାନଙ୍କୁ ଏକ ଦଳରେ ପରିଣତ କରି ନିଜର ଅନୁଗ୍ରହ ପ୍ରକାଶ କରିଥିଲେ I ଫଳ ସ୍ଵରୂପେ ପାଉଲ ବିଜାତୀମାନଙ୍କ ପାଇଁ ପ୍ରାର୍ଥନା କରନ୍ତି I ଆପଣଙ୍କ ଭାଷାରେ ଏକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ କାରଣକୁ ଏକ ଫଳାଫଳ ସହିତ ସଂଯୋଗ କରେ। (ଦେଖନ୍ତୁ: [[rc://en/ta/man/translate/grammar-connect-logic-result]])
EPH 3 1 m9b6 ὁ δέσμιος τοῦ Χριστοῦ Ἰησοῦ 1 the prisoner of Christ Jesus ବିକଳ୍ପ ଅନୁବାଦ: “ଯିଏ ବନ୍ଦୀରେ ଅଛି କାରଣ ମୁଁ ଖ୍ରୀଷ୍ଟ ଯୀଶୁଙ୍କୁ ଉପାସନା କରେ
EPH 3 2 rx7t τὴν οἰκονομίαν τῆς χάριτος τοῦ Θεοῦ, τῆς δοθείσης μοι εἰς ὑμᾶς 1 the stewardship of the grace of God that was given to me for you ଏଠାରେ, **ଅନୁଗ୍ରହର** ଅର୍ଥ ହୋଇପାରେ: (1) ଏହା ପାଉଲ ଅଣଯିହୁଦୀମାନଙ୍କ ନିକଟକୁ ଆଣୁଥିବା ସୁସମାଚାରର ଉପହାରକୁ ବୁଝାଏ, ଏବଂ ଆପଣ ଅନୁବାଦ କରିପାରିବେ, "ଈଶ୍ଵର ତାଙ୍କ ଅନୁଗ୍ରହ ତୁମ୍ଭମାନଙ୍କ ନିକଟକୁ ଆଣିବା ପାଇଁ ମୋତେ ଯେଉଁ ଦାୟିତ୍ଵ ଦେଇଅଛନ୍ତି।" (2) ଏହା ଅଣଯିହୁଦୀମାନଙ୍କୁ ସୁସମାଚାରର ପ୍ରଚାରକ ହେବାର ପାଉଲଙ୍କ ଉପହାରକୁ ସୂଚିତ କରେ, ଏବଂ ଆପଣ ଏହାକୁ ଅନୁବାଦ କରିପାରିବେ  “ଯେଉଁ ଦାୟିତ୍ଵ ଈଶ୍ଵର ତୁମ୍ଭମାନଙ୍କର ଲାଭପାଇଁ  ଅନୁଗ୍ରହରେ ମୋତେ ଦେଇଛନ୍ତି।
EPH 3 3 dc7x figs-activepassive κατὰ ἀποκάλυψιν ἐγνωρίσθη μοι 1 according to the revelation made known to me ଯଦି ଆପଣଙ୍କ ଭାଷାରେ ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ପାଉଲ ଏହି ଲୋକମାନଙ୍କୁ ଲେଖିଥିବା ଆଉ ଗୋଟିଏ ପତ୍ର ବିଷୟରେ ଉଲ୍ଲେଖ କରନ୍ତି I [[rc://en/ta/man/translate/figs-activepassive]])
EPH 3 3 qm6m καθὼς προέγραψα ἐν ὀλίγῳ 1 about which I briefly wrote to you ପାଉଲ ଏହି ଲୋକମାନଙ୍କୁ ଲେଖିଥିବା ଆଉ ଗୋଟିଏ ପତ୍ର ବିଷୟରେ ଉଲ୍ଲେଖ କରନ୍ତି I
EPH 3 5 srn9 figs-activepassive ὃ ἑτέραις γενεαῖς οὐκ ἐγνωρίσθη τοῖς υἱοῖς τῶν ἀνθρώπων 1 In other generations this truth was not made known to the sons of men ଯଦି ଆପଣଙ୍କ ଭାଷାରେ ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ଅତୀତରେ ଈଶ୍ଵର ଲୋକମାନଙ୍କୁ ଏହି ସମସ୍ତ ବିଷୟ ଜଣାଇ ନ ଥିଲେ” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 3 5 eq5u figs-activepassive ὡς νῦν ἀπεκαλύφθη ... ἐν Πνεύματι 1 But now it has been revealed by the Spirit ଯଦି ଆପଣଙ୍କ ଭାଷାରେ ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “କିନ୍ତୁ ବର୍ତ୍ତମାନ ଆତ୍ମା ତାହା ପ୍ରକାଶ କରିଅଛନ୍ତି” କିମ୍ବା “କିନ୍ତୁ ବର୍ତ୍ତମାନ ଆତ୍ମା ତାହା ଜଣାଇଅଛନ୍ତି ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 3 5 iux3 τοῖς ἁγίοις ἀποστόλοις αὐτοῦ καὶ προφήταις 1 his apostles and prophets who were set apart for this work
EPH 3 6 pqy3 εἶναι τὰ ἔθνη, συνκληρονόμα ... διὰ τοῦ εὐαγγελίου 1 the Gentiles are fellow heirs ... through the gospel ଏହି ନିଗୂଢ ତତ୍ତ୍ଵ ବିଷୟରେ ବୁଝାଇବାକୁ ପାଉଲ ପୂର୍ବ ପଦରେ ଆରମ୍ଭ କରିଛନ୍ତି I ଖ୍ରୀଷ୍ଟଙ୍କୁ ଗ୍ରହଣ କରିଥିବା **ବିଜାତିମାନେ** ମଧ୍ୟ ଯିହୁଦୀ ବିଶ୍ଵାସୀମାନଙ୍କ ସଦୃଶ ସମାନ ବିଷୟ ପ୍ରାପ୍ତ ହୁଅନ୍ତି I
EPH 3 6 pqy3 εἶναι τὰ ἔθνη, συνκληρονόμα ... διὰ τοῦ εὐαγγελίου 1 the Gentiles are fellow heirs ... through the gospel ଏହି ନିଗୂଢ଼ତତ୍ତ୍ୱ ବିଷୟରେ ବୁଝାଇବାକୁ ପାଉଲ ପୂର୍ବ ପଦରେ ଆରମ୍ଭ କରିଛନ୍ତି I ଖ୍ରୀଷ୍ଟଙ୍କୁ ଗ୍ରହଣ କରିଥିବା **ବିଜାତିମାନେ** ମଧ୍ୟ ଯିହୁଦୀ ବିଶ୍ଵାସୀମାନଙ୍କ ସଦୃଶ ସମାନ ବିଷୟ ପ୍ରାପ୍ତ ହୁଅନ୍ତି I
EPH 3 6 y88q figs-metaphor σύνσωμα 1 fellow members of the body ମଣ୍ଡଳୀକୁ ପ୍ରାୟତଃ ଖ୍ରୀଷ୍ଟଙ୍କର **ଶରୀର** ଭାବରେ ବୁଝାଯାଇଥାଏ I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 3 6 wxs4 ἐν Χριστῷ Ἰησοῦ 1 in Christ Jesus "**ଖ୍ରୀଷ୍ଟ ଯୀଶୁଙ୍କଠାରେ** ଏବଂ ସେହିପରି ଭାବଗୁଡ଼ିକ  ରୂପକ ଅଟନ୍ତି ଯାହା ନୂତନ ନିୟମର ପତ୍ର ଗୁଡ଼ିକ ରେ ବାରମ୍ବାର ଦେଖିବାକୁ ମିଳେ I ସେଗୁଡ଼ିକ  ଖ୍ରୀଷ୍ଟ ଏବଂ ତାହାଙ୍କଠାରେ ବିଶ୍ଵାସ କରୁଥିବା ଲୋକମାନଙ୍କ ମଧ୍ୟରେ ଏକ ଯଥାସମ୍ଭବ ଦୃଢ଼ ସମ୍ପର୍କକୁ ପ୍ରକାଶ କରେ I
EPH 3 6 i4h7 διὰ τοῦ εὐαγγελίου 1 through the gospel ସମ୍ଭାବିତ ଅର୍ଥଗୁଡ଼ିକ  ହେଲା (1) **ସୁସମାଚାର** ସକାଶୁ ବିଜାତିମାନେ ପ୍ରତିଜ୍ଞାର ସହଭାଗୀ ଅଟନ୍ତି କିମ୍ବା (2) **ସୁସମାଚାର** ସକାଶୁ ବିଜାତିମାନେ ଉତ୍ତରାଧିକାରୀ ଏବଂ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ସ୍ଵରୂପ ଏବଂ ପ୍ରତିଜ୍ଞାର ସହଭାଗୀ ଅଟନ୍ତି I

Can't render this file because it contains an unexpected character in line 2 and column 4525.