Edit 'en_tn_56-2TI.tsv' using 'tc-create-app'

This commit is contained in:
Gayatri-Digal 2021-08-13 17:26:26 +00:00
parent cfefbcbeae
commit 52e30accae
1 changed files with 1 additions and 1 deletions

View File

@ -187,7 +187,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2TI 4 3 ilx7 ἀνέξονται 1 people  ବିଶ୍ୱାସୀ ସମ୍ପ୍ରଦାୟର ଏକ ଅଂଶକୁ **ସେମାନେ** ବୋଲି ସୂଚିତ କରେ I ବିକଳ୍ପ ଅନୁବାଦ: "କିଛି ବିଶ୍ୱାସୀ ହିତଜନକ ଶିକ୍ଷା ସହ୍ୟ କରିବେ ନାହିଁ I [[rc://en/ta/man/translate/figs-explicit]])ଦେଖନ୍ତୁ)
2TI 4 3 u2cc τῆς ὑγιαινούσης διδασκαλίας οὐκ ἀνέξονται 1 will not endure sound teaching ବିକଳ୍ପ ଅନୁବାଦ: "ସେମାନେ ମଧ୍ୟ ହିତଜନକ ଶିକ୍ଷା ସହ୍ୟ କରିବେ ନାହିଁ I
2TI 4 3 fyl3 τῆς ὑγιαινούσης διδασκαλίας 1 sound teaching **ହିତଜନକ ଶିକ୍ଷାର** ଆଳଙ୍କାରିକ ଶବ୍ଦର ଅର୍ଥ ସଙ୍ଗଠନ ଦ୍ୱାରା “ସଠିକ୍ ଶିକ୍ଷାଦାନ”, ଯେହେତୁ ଏକ ସୁସ୍ଥ ମନ ସଠିକ୍ ଶିକ୍ଷାଦାନ ଯୁକ୍ତିଯୁକ୍ତ ଅଟେ ବୋଲି ସ୍ୱୀକାର କରିବ I ବିକଳ୍ପ ଅନୁବାଦ: “ସଠିକ୍ ଶିକ୍ଷାଦାନ”  [[rc://en/ta/man/translate/figs-metonymy]]) ଦେଖନ୍ତୁ)
2TI 4 3 e5t2 figs-metaphor κατὰ τὰς ἰδίας ἐπιθυμίας, ἑαυτοῖς ἐπισωρεύσουσιν διδασκάλους 1 they will heap up for themselves teachers according to their own desires ପାଉଲ କହନ୍ତି ଲୋକମାନେ ଶିକ୍ଷକମନଙ୍କୁ ଏପରି ସଂଖ୍ୟରେ ସଂଗ୍ରହ କରିବେ ଯେ ଯେପରି ସେମାନେ ସେମାନଙ୍କୁ ଗଦା ଗଦା କରି ରଖିଛନ୍ତି | ସେମାନେ ଅନେକ ଶିକ୍ଷକ ଚାହାଁନ୍ତି, କିନ୍ତୁ ଏହି ଶିକ୍ଷକମାନେ ଧାର୍ମିକ ଜୀବନଯାପନ କରନ୍ତି କିମ୍ବା କେତେ ଠିକ୍ ଶିକ୍ଷା ଦିଅନ୍ତି ସେ ବିଷୟରେ ସେମାନେ ଗୁରୁତ୍ୱ ଦେବେ ନାହିଁ | ବିକଳ୍ପି ଅନୁବାଦ: "ସେମାନେ ଆପଣାମାନଙ୍କ ନିମନ୍ତେ ବହୁସଂଖ୍ୟକ ଶିକ୍ଷକଙ୍କୁ ସଂଗ୍ରହ କରିବେ ଯେଉଁମାନେ ସେମାନଙ୍କୁ ସେମାନଙ୍କୁ ମନ ପଷନ୍ଧ ହିସାବରେ ଶିଖାଇବେ" (ଦେଖନ୍ତୁ:  [[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 4 3 e5t2 figs-metaphor κατὰ τὰς ἰδίας ἐπιθυμίας, ἑαυτοῖς ἐπισωρεύσουσιν διδασκάλους 1 they will heap up for themselves teachers according to their own desires ପାଉଲ କହନ୍ତି ଲୋକମାନେ ଶିକ୍ଷକମନଙ୍କୁ ଏପରି ସଂଖ୍ୟରେ ସଂଗ୍ରହ କରିବେ ଯେ ଯେପରି ସେମାନେ ସେମାନଙ୍କୁ ଗଦା ଗଦା କରି ରଖିଛନ୍ତି I ସେମାନେ ଅନେକ ଶିକ୍ଷକ ଚାହାଁନ୍ତି, କିନ୍ତୁ ଏହି ଶିକ୍ଷକମାନେ ଧାର୍ମିକ ଜୀବନଯାପନ କରନ୍ତି କିମ୍ବା କେତେ ଠିକ୍ ଶିକ୍ଷା ଦିଅନ୍ତି ସେ ବିଷୟରେ ସେମାନେ ଗୁରୁତ୍ୱ ଦେବେ ନାହିଁ I ବିକଳ୍ପି ଅନୁବାଦ: "ସେମାନେ ଆପଣାମାନଙ୍କ ନିମନ୍ତେ ବହୁସଂଖ୍ୟକ ଶିକ୍ଷକଙ୍କୁ ସଂଗ୍ରହ କରିବେ ଯେଉଁମାନେ ସେମାନଙ୍କୁ ସେମାନଙ୍କୁ ମନ ପଷନ୍ଧ ହିସାବରେ ଶିଖାଇବେ" (ଦେଖନ୍ତୁ:  [[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 4 3 s375 figs-idiom κνηθόμενοι τὴν ἀκοήν 1 who say what their itching ears want to hear ଲୋକମାନେ ଦୃଢ଼ଭାବରେ କିଛି ବିଷୟ ଶୁଣିବାକୁ ଇଚ୍ଛା କରୁଥିବା ସମ୍ବନ୍ଧରେ ପାଉଲ କହନ୍ତି ଯେ ସତେ ଯେପରି ସେମାନଙ୍କ କର୍ଣ୍ଣ କୁଣ୍ଡେଇ ହେଉଛି ଓ ଶିକ୍ଷକମାନେ ସେମାନେ ଶୁଣିବାକୁ ଚାହୁଁଥିବା ବିଷୟ କହିଲେ ଯାଇ ସେମାନଙ୍କୁ ଭଲ ଲାଗିବ I ବିକଳ୍ପ ଅନୁବାଦ “ଯେଉଁମାନେ କହନ୍ତି ଯେ ସେମାନେ ଯାହା ଚାହାନ୍ତି, ତାହା ହିଁ ଶୁଣିବେ” (ଦେଖ: [[rc://en/ta/man/translate/figs-idiom]])
2TI 4 4 rh2i figs-metaphor ἀπὸ μὲν τῆς ἀληθείας τὴν ἀκοὴν ἀποστρέψουσιν 1 They will turn their hearing away from the truth ଲୋକମାନେ ଆଉ ମନଯୋଗ କରୁ ନ ଥିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଶାରୀରିକ ଭାବରେ ବିମୁଖ ହେଉଛନ୍ତି, ଯେପରି ସେମାନେ ଶୁଣିପାରିବେ ନାହିଁ I ବିକଳ୍ପ ଅନୁବାଦ: “ସେମାନେ ସତ୍ୟ ପ୍ରତି ଆଉ ମନଯୋଗ କରିବେ ନାହିଁ” (ଦେଖ: [[rc://en/ta/man/translate/figs-metaphor]])
2TI 4 4 xrv7 figs-metaphor τοὺς μύθους ἐκτραπήσονται 1 they will turn aside to myths ଲୋକମାନେ କଳ୍ପିତ କାହାଣୀ ପ୍ରତି ମନଯୋଗ କରିବାକୁ ଆରମ୍ଭ କରିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଶୁଣିବାକୁ ଶାରୀରିକ ଭାବରେ ସେମାନଙ୍କ ପ୍ରତି ଢଳିପଡୁଛନ୍ତି I ବିକଳ୍ପ ଅନୁବାଦ: “ସେମାନେ ସତ୍ୟ ନ ଥିବା ଶିକ୍ଷା ପ୍ରତି ମନଯୋଗ କରିବେ” (ଦେଖ: [[rc://en/ta/man/translate/figs-metaphor]])

Can't render this file because it contains an unexpected character in line 2 and column 8087.