Edit 'en_tn_56-2TI.tsv' using 'tc-create-app'

This commit is contained in:
Gayatri-Digal 2021-08-13 17:22:38 +00:00
parent 3a1a464c80
commit cfefbcbeae
1 changed files with 1 additions and 1 deletions

View File

@ -187,7 +187,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2TI 4 3 ilx7 ἀνέξονται 1 people  ବିଶ୍ୱାସୀ ସମ୍ପ୍ରଦାୟର ଏକ ଅଂଶକୁ **ସେମାନେ** ବୋଲି ସୂଚିତ କରେ I ବିକଳ୍ପ ଅନୁବାଦ: "କିଛି ବିଶ୍ୱାସୀ ହିତଜନକ ଶିକ୍ଷା ସହ୍ୟ କରିବେ ନାହିଁ I [[rc://en/ta/man/translate/figs-explicit]])ଦେଖନ୍ତୁ)
2TI 4 3 u2cc τῆς ὑγιαινούσης διδασκαλίας οὐκ ἀνέξονται 1 will not endure sound teaching ବିକଳ୍ପ ଅନୁବାଦ: "ସେମାନେ ମଧ୍ୟ ହିତଜନକ ଶିକ୍ଷା ସହ୍ୟ କରିବେ ନାହିଁ I
2TI 4 3 fyl3 τῆς ὑγιαινούσης διδασκαλίας 1 sound teaching **ହିତଜନକ ଶିକ୍ଷାର** ଆଳଙ୍କାରିକ ଶବ୍ଦର ଅର୍ଥ ସଙ୍ଗଠନ ଦ୍ୱାରା “ସଠିକ୍ ଶିକ୍ଷାଦାନ”, ଯେହେତୁ ଏକ ସୁସ୍ଥ ମନ ସଠିକ୍ ଶିକ୍ଷାଦାନ ଯୁକ୍ତିଯୁକ୍ତ ଅଟେ ବୋଲି ସ୍ୱୀକାର କରିବ I ବିକଳ୍ପ ଅନୁବାଦ: “ସଠିକ୍ ଶିକ୍ଷାଦାନ”  [[rc://en/ta/man/translate/figs-metonymy]]) ଦେଖନ୍ତୁ)
2TI 4 3 e5t2 figs-metaphor κατὰ τὰς ἰδίας ἐπιθυμίας, ἑαυτοῖς ἐπισωρεύσουσιν διδασκάλους 1 they will heap up for themselves teachers according to their own desires ଲୋକମାନେ ଅନେକ ଶିକ୍ଷକ ସଂଗ୍ରହ କରିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ଏହା ସେମାନଙ୍କୁ ଗୋଟିଏ ଗଦା ବା ସ୍ତୁପ ମଧ୍ୟକୁ ପକାଇଦେଉଛି I ବିକଳ୍ପ ଅନୁବାଦ: “ସେମାନେ ଅନେକ ଶିକ୍ଷକଙ୍କୁ ଶୁଣିବେ, ଯେଉଁମାନେ ସେମାନଙ୍କୁ ନିଶ୍ଚୟତା ଦେବେ ଯେ ସେମାନଙ୍କ ପାପପୂର୍ଣ୍ଣ ଅଭିଳାଷରେ କିଛି ଭୁଲ୍ ନାହିଁ” (ଦେଖ: [[rc://en/ta/man/translate/figs-metaphor]])
2TI 4 3 e5t2 figs-metaphor κατὰ τὰς ἰδίας ἐπιθυμίας, ἑαυτοῖς ἐπισωρεύσουσιν διδασκάλους 1 they will heap up for themselves teachers according to their own desires ପାଉଲ କହନ୍ତି ଲୋକମାନେ ଶିକ୍ଷକମନଙ୍କୁ ଏପରି ସଂଖ୍ୟରେ ସଂଗ୍ରହ କରିବେ ଯେ ଯେପରି ସେମାନେ ସେମାନଙ୍କୁ ଗଦା ଗଦା କରି ରଖିଛନ୍ତି | ସେମାନେ ଅନେକ ଶିକ୍ଷକ ଚାହାଁନ୍ତି, କିନ୍ତୁ ଏହି ଶିକ୍ଷକମାନେ ଧାର୍ମିକ ଜୀବନଯାପନ କରନ୍ତି କିମ୍ବା କେତେ ଠିକ୍ ଶିକ୍ଷା ଦିଅନ୍ତି ସେ ବିଷୟରେ ସେମାନେ ଗୁରୁତ୍ୱ ଦେବେ ନାହିଁ | ବିକଳ୍ପି ଅନୁବାଦ: "ସେମାନେ ଆପଣାମାନଙ୍କ ନିମନ୍ତେ ବହୁସଂଖ୍ୟକ ଶିକ୍ଷକଙ୍କୁ ସଂଗ୍ରହ କରିବେ ଯେଉଁମାନେ ସେମାନଙ୍କୁ ସେମାନଙ୍କୁ ମନ ପଷନ୍ଧ ହିସାବରେ ଶିଖାଇବେ" (ଦେଖନ୍ତୁ:  [[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 4 3 s375 figs-idiom κνηθόμενοι τὴν ἀκοήν 1 who say what their itching ears want to hear ଲୋକମାନେ ଦୃଢ଼ଭାବରେ କିଛି ବିଷୟ ଶୁଣିବାକୁ ଇଚ୍ଛା କରୁଥିବା ସମ୍ବନ୍ଧରେ ପାଉଲ କହନ୍ତି ଯେ ସତେ ଯେପରି ସେମାନଙ୍କ କର୍ଣ୍ଣ କୁଣ୍ଡେଇ ହେଉଛି ଓ ଶିକ୍ଷକମାନେ ସେମାନେ ଶୁଣିବାକୁ ଚାହୁଁଥିବା ବିଷୟ କହିଲେ ଯାଇ ସେମାନଙ୍କୁ ଭଲ ଲାଗିବ I ବିକଳ୍ପ ଅନୁବାଦ “ଯେଉଁମାନେ କହନ୍ତି ଯେ ସେମାନେ ଯାହା ଚାହାନ୍ତି, ତାହା ହିଁ ଶୁଣିବେ” (ଦେଖ: [[rc://en/ta/man/translate/figs-idiom]])
2TI 4 4 rh2i figs-metaphor ἀπὸ μὲν τῆς ἀληθείας τὴν ἀκοὴν ἀποστρέψουσιν 1 They will turn their hearing away from the truth ଲୋକମାନେ ଆଉ ମନଯୋଗ କରୁ ନ ଥିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଶାରୀରିକ ଭାବରେ ବିମୁଖ ହେଉଛନ୍ତି, ଯେପରି ସେମାନେ ଶୁଣିପାରିବେ ନାହିଁ I ବିକଳ୍ପ ଅନୁବାଦ: “ସେମାନେ ସତ୍ୟ ପ୍ରତି ଆଉ ମନଯୋଗ କରିବେ ନାହିଁ” (ଦେଖ: [[rc://en/ta/man/translate/figs-metaphor]])
2TI 4 4 xrv7 figs-metaphor τοὺς μύθους ἐκτραπήσονται 1 they will turn aside to myths ଲୋକମାନେ କଳ୍ପିତ କାହାଣୀ ପ୍ରତି ମନଯୋଗ କରିବାକୁ ଆରମ୍ଭ କରିବା ବିଷୟରେ ପାଉଲ କହନ୍ତି ଯେ ସତେ ଯେପରି ସେମାନେ ଶୁଣିବାକୁ ଶାରୀରିକ ଭାବରେ ସେମାନଙ୍କ ପ୍ରତି ଢଳିପଡୁଛନ୍ତି I ବିକଳ୍ପ ଅନୁବାଦ: “ସେମାନେ ସତ୍ୟ ନ ଥିବା ଶିକ୍ଷା ପ୍ରତି ମନଯୋଗ କରିବେ” (ଦେଖ: [[rc://en/ta/man/translate/figs-metaphor]])

Can't render this file because it contains an unexpected character in line 2 and column 8087.