Edit 'en_tn_50-EPH.tsv' using 'tc-create-app'

This commit is contained in:
Gayatri-Digal 2021-08-21 13:41:38 +00:00
parent 3270e4a2c1
commit 52dbdac311
1 changed files with 13 additions and 13 deletions

View File

@ -274,19 +274,19 @@ EPH 5 19 v3ql figs-metonymy τῇ καρδίᾳ ὑμῶν 1 with all your heart
EPH 5 20 e6w5 ἐν ὀνόματι τοῦ Κυρίου ἡμῶν, Ἰησοῦ Χριστοῦ 1 in the name of our Lord Jesus Christ ଏହି **ନାମର** ଅର୍ଥ: (1) ଏହା ସ୍ଵୟଂ ଯୀଶୁଙ୍କୁ ସୂଚାଏ ବିକଳ୍ପ ଅନୁବାଦ: "ଯେହେତୁ ତୁମ୍ଭେ ଆମ୍ଭ ପ୍ରଭୁଙ୍କର ଅଟ" (2) ଏହା ଯୀଶୁଙ୍କର ଅଧିକାରକୁ ସୂଚାଏ । ବିକଳ୍ପ ଅନୁବାଦ: "ଆମ୍ଭ ପ୍ରଭୁ ଯୀଶୁଙ୍କର ଅଧିକାରରେ" (See: [[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 22 isd7 0 Connecting Statement: ପାଉଲ ବୁଝାଇବାକୁ ଆରମ୍ଭ କରୁଛନ୍ତି ଯେ ଖ୍ରୀଷ୍ଟିୟାନମାନେ କିପରି ପରସ୍ପରର ବଶୀଭୂତ ହେବା ଉଚିତ ([ଏଫିସୀୟ 5:21](https://create.translationcore.com/05/21.md)) I ସେ ସ୍ତ୍ରୀ ଏବଂ ସ୍ଵାମୀମାନଙ୍କୁ ଶିକ୍ଷା ଦେବାକୁ ଆରମ୍ଭ କରି କହୁଛନ୍ତି ଯେ ସେମାନେ ପରସ୍ପର ପ୍ରତି କିପରି ବ୍ୟବହାର କରିବା ଉଚିତ I
EPH 5 23 x637 figs-metaphor κεφαλὴ τῆς γυναικὸς … κεφαλὴ τῆς ἐκκλησίας 1 the head of the wife ... the head of the church “**ମସ୍ତକ**” ଶବ୍ଦଟି ନେତାଙ୍କୁ ବୁଝାଏ I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 25 sx8d 0 General Information: ଏଠାରେ “ଆପଣାକୁ” ଓ “ସେ” ଖ୍ରୀଷ୍ଟଙ୍କୁ ବୁଝାଏ I “ତାହା ନିମନ୍ତେ” ଶବ୍ଦଟି ମଣ୍ଡଳୀକୁ ବୁଝାଏ I
EPH 5 25 sm9e ἀγαπᾶτε τὰς γυναῖκας 1 love your wives ଏଠାରେ “ପ୍ରେମ” ସ୍ତ୍ରୀମାନଙ୍କ ପ୍ରତି ନିଃସ୍ବାର୍ଥପର ସେବା ବା ପ୍ରେମ ଦେବା ବିଷୟକୁ ବୁଝାଏ I
EPH 5 25 i24y ἑαυτὸν παρέδωκεν 1 gave himself up ବଧ ହେବା ନିମନ୍ତେ ଆପଣାକୁ ଲୋକମାନଙ୍କ ହାତରେ ଦେଇଦେଲେ
EPH 5 25 kp8k figs-metaphor ὑπὲρ αὐτῆς 1 for her ବିଶ୍ାସୀମାନଙ୍କର ସମାବେଶ ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଏହା ଏକ ନାରୀ ଯାହାଙ୍କୁ ଯୀଶୁ ବିବାହ କରିବେ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ନିମନ୍ତେ” (ଦେଖ: [[rc://en/ta/man/translate/figs-metaphor]])
EPH 5 26 a9p5 figs-metaphor καθαρίσας τῷ λουτρῷ τοῦ ὕδατος ἐν ῥήματι 1 having cleansed her by the washing of water with the word ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଈଶ୍ବରଙ୍କ ବାକ୍ୟ ଦ୍ବାରା ଓ ଖ୍ରୀଷ୍ଟଙ୍କଠାରେ ଜଳରେ ବାପ୍ତିସ୍ମ ନେବା ଦ୍ବାରା ଖ୍ରୀଷ୍ଟଙ୍କର ଲୋକମାନଙ୍କୁ ଈଶ୍ବର ପରିଷ୍କାର କରୁଥିବା ବିଷୟ ପାଉଲ ଉଲ୍ଲେଖ କରୁଛନ୍ତି କିମ୍ବା ) ଈଶ୍ବର ବାକ୍ୟଦ୍ବାରା ଆମ୍ଭମାନଙ୍କୁ ଆମ୍ଭମାନଙ୍କ ପାପରୁ ଆତ୍ମିକଭାବରେ ପରିଷ୍କାର କରୁଥିବା ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଈଶ୍ର ଆମ୍ଭମାନଙ୍କ ଶରୀରକୁ ଜଳରେ ଧୌତକରି ପରିଷ୍କାର କରୁଅଛନ୍ତି I (ଦେଖ: [[rc://en/ta/man/translate/figs-metaphor]])
EPH 5 26 h6vx figs-metaphor αὐτὴν ἁγιάσῃ, καθαρίσας 1 make her holy ... cleansed her ବିଶ୍ାସୀମାନଙ୍କର ସମାବେଶ ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଏହା ଏକ ନାରୀ ଯାହାଙ୍କୁ ଯୀଶୁ ବିବାହ କରିବେ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କୁ ପବିତ୍ର କରିବାକୁ ...ପରିଷ୍କାର କରିଅଛନ୍ତି” (ଦେଖ: [[rc://en/ta/man/translate/figs-metaphor]])
EPH 5 27 d1sm figs-metaphor μὴ ἔχουσαν σπίλον, ἢ ῥυτίδα 1 without stain or wrinkle ପାଉଲ ମଣ୍ଡଳୀ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଗୋଟିଏ ବସ୍ତ୍ର, ଯାହା ପରିଷ୍କାର ଉତ୍ତମ ଅବସ୍ଥାରେ ଅଛି I ମଣ୍ଡଳୀର ପବିତ୍ରତାକୁ ଗୁରୁତ୍ ଦେବାନିମନ୍ତେ ସେ ସମାନ ଚିନ୍ତାଧାରାକୁ ଦୁଇ ପ୍ରକାରେ ବ୍ୟବହାର କରୁଛନ୍ତି I (ଦେଖ: [[rc://en/ta/man/translate/figs-metaphor]] ଓ [[rc://en/ta/man/translate/figs-doublet]])
EPH 5 27 jvi4 figs-doublet ἁγία καὶ ἄμωμος 1 holy and without fault “ନିଷ୍କଳଙ୍କ” ଶବ୍ଦଟିର ଅର୍ଥ ମୌଳିକ ଭାବରେ “ପବିତ୍ର” ସହିତ ସମାନ I ମଣ୍ଡଳୀର ପବିତ୍ରତାକୁ ଗୁରୁତ୍ ଦେବା ନିମନ୍ତେ ପାଉଲ ଏହି ଦୁଇଟି ଶବ୍ଦକୁ ଏକତ୍ର ବ୍ୟବହାର କରୁଛନ୍ତି I (ଦେଖ: [[rc://en/ta/man/translate/figs-doublet]])
EPH 5 28 wp8b figs-explicit ὡς τὰ ἑαυτῶν σώματα 1 as their own bodies ଲୋକମାନେ ଯେ ଆପଣା ଆପଣା ଶରୀରକୁ ପ୍ରେମ କରନ୍ତି ଏହା ଯେପରି ସ୍ପଷ୍ଟ ଭାବରେ କୁହା ଯାଇପାରିବ I ବିକଳ୍ପ ଅନୁବାଦ: “ସ୍ାମୀମାନେ ଯେପରି ଆପଣା ଆପଣା ଶରୀରକୁ ପ୍ରେମ କରନ୍ତି” (ଦେଖ: [[rc://en/ta/man/translate/figs-explicit]])
EPH 5 29 h5aa ἀλλὰ ἐκτρέφει 1 but nourishes କିନ୍ତୁ ପ୍ରତିପାଳନ କରନ୍ତି
EPH 5 30 h44f figs-metaphor μέλη ἐσμὲν τοῦ σώματος αὐτοῦ 1 we are members of his body ଏଠାରେ ପାଉଲ ଖ୍ରୀଷ୍ଟଙ୍କ ସହିତ ବିଶ୍ାସୀମାନଙ୍କର ଘନିଷ୍ଠ ସମ୍ମିଳନ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେମାନେ ତାହାଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ, ଯେଉଁସବୁର ସେ ସ୍ବାଭାବିକଭାବେ ଯତ୍ନ ନେବେ I (ଦେଖ: [[rc://en/ta/man/translate/figs-metaphor]])
EPH 5 31 yp23 0 General Information: ଏହି ଉଦ୍ଧୃତିଟି ପୁରାତନ ନିୟମର ମୋଶାଙ୍କ ଲେଖାରୁ ଆସିଅଛି I “ତାହାଙ୍କ” ଓ “ଆପଣାକୁ” ଶବ୍ଦଗୁଡିକ ବିବାହ କରୁଥିବା ଜଣେ ପୁରୁଷ ବିଶ୍ବାସୀକୁ ବୁଝାଏ I
EPH 6 intro r7c3 0 # ଏଫିସୀୟ ୦୬ ସାଧାରଣ ସୂଚନା
## ଏହି ଅଧ୍ୟାୟର ବିଶେଷ ଧାରଣା

### ଦାସତ୍ବ
ଦାସତ୍ବ ଭଲ କି ମନ୍ଦ, ପାଉଲ ତାହା ଏହି ଅଧ୍ୟାୟରେ ଲେଖୁ ନାହାନ୍ତି I ଜଣେ ଦାସ ହେଉ କି କର୍ତ୍ତା ହେଉ, ସେ ଈଶ୍ବରଙ୍କର ସନ୍ତୋଷଜନକ କାର୍ଯ୍ୟ କରିବା ଉଚିତ ବୋଲି ପାଉଲ ଶିକ୍ଷା ଦେଉଛନ୍ତି I ପାଉଲ ଏଠାରେ ଦାସତ୍ବ ବିଷୟରେ ଯାହା ଶିକ୍ଷା ଦେଉଛନ୍ତି, ତାହା ଆଶ୍ଚର୍ଯ୍ୟଜନକ ହୋଇପାରେ I ତାହାଙ୍କ ସମୟରେ, କର୍ତ୍ତାମାନେ ସେମାନଙ୍କର ଦାସମାନଙ୍କୁ ସମ୍ମାନର ସହିତ ଉତ୍ତମ ବ୍ୟବହାର ନ ଦେଖାଇ ଧମକ ଦେଉଥିଲେ I

## ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାର

### ଈଶ୍ବରଙ୍କ ସାଜସଜ୍ଜା
ଏହି ବର୍ଦ୍ଧିତ ରୂପକ ବର୍ଣ୍ଣନା କରେ ଯେ ଆତ୍ମିକଭାବରେ ଆକ୍ରମଣର ଶିକାର ହେଲେ ଖ୍ରୀଷ୍ଟିୟାନମାନେ କିପରି ଆପଣା ଆପଣାକୁ ସୁରକ୍ଷା କରିପାରିବେ I(ଦେଖ: [[rc://en/tw/dict/bible/kt/spirit]] ଓ [[rc://en/ta/man/translate/figs-metaphor]])

EPH 5 25 sx8d 0 General Information: ଏଠାରେ **ଆପଣାକୁ** ଏବଂ **ସେ** ଖ୍ରୀଷ୍ଟଙ୍କୁ ବୁଝାଏ I **ତାହା** ନିମନ୍ତେ ଶବ୍ଦଟି ମଣ୍ଡଳୀକୁ ବୁଝାଏ I
EPH 5 25 sm9e ἀγαπᾶτε τὰς γυναῖκας 1 love your wives ଏଠାରେ “**ପ୍ରେମ**”  ଅର୍ଥ ହେଉଛି ସ୍ୱାମୀ ନିସ୍ୱାର୍ଥପର ଭାବରେ ପତ୍ନୀ ପାଇଁ ଯାହା ଉତ୍ତମ ଅଟେ ତାହା କରିବା, ସେବା କରିବା କିମ୍ବା ନିଜ ପତ୍ନୀଙ୍କୁ ଦେବାକୁ ବୁଝାଏ ।
EPH 5 25 i24y ἑαυτὸν παρέδωκεν 1 gave himself up ବଧ ହେବା ନିମନ୍ତେ ଆପଣାକୁ ଲୋକମାନଙ୍କ ହାତରେ ଦେଇଦେଲେ
EPH 5 25 kp8k figs-metaphor ὑπὲρ αὐτῆς 1 for her ବିଶ୍ାସୀମାନଙ୍କର ସମାବେଶ ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଏହା ଏକ ନାରୀ ଯାହାଙ୍କୁ ଯୀଶୁ ବିବାହ କରିବେ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ନିମନ୍ତେ” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 26 a9p5 figs-metaphor καθαρίσας τῷ λουτρῷ τοῦ ὕδατος ἐν ῥήματι 1 having cleansed her by the washing of water with the word ସମ୍ଭାବିତ ଅର୍ଥଗୁଡ଼ିକ ହେଲା (1) ଈଶ୍ଵରଙ୍କ **ବାକ୍ୟ** ଦ୍ଵାରା ଏବଂ ଖ୍ରୀଷ୍ଟଙ୍କଠାରେ **ଜଳରେ** ବାପ୍ତିସ୍ମ ନେବା ଦ୍ଵାରା ଖ୍ରୀଷ୍ଟଙ୍କର ଲୋକମାନଙ୍କୁ ଈଶ୍ଵର ପରିଷ୍କାର କରୁଥିବା ବିଷୟ ପାଉଲ ଉଲ୍ଲେଖ କରୁଛନ୍ତି କିମ୍ବା (2) ଈଶ୍ଵର ବାକ୍ୟଦ୍ଵାରା ଆମ୍ଭମାନଙ୍କୁ ଆମ୍ଭମାନଙ୍କ ପାପରୁ ଆତ୍ମିକଭାବରେ ପରିଷ୍କାର କରୁଥିବା ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଈଶ୍ର ଆମ୍ଭମାନଙ୍କ ଶରୀରକୁ **ଜଳରେ** ଧୌତକରି ପରିଷ୍କାର କରୁଅଛନ୍ତି I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 26 h6vx figs-metaphor αὐτὴν ἁγιάσῃ, καθαρίσας 1 make her holy ... cleansed her ବିଶ୍ାସୀମାନଙ୍କର ସମାବେଶ ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ଏହା ଏକ ନାରୀ ଯାହାଙ୍କୁ ଯୀଶୁ ବିବାହ କରିବେ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କୁ ପବିତ୍ର କରିବାକୁ ପରିଷ୍କାର କରିଅଛନ୍ତି” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 27 d1sm figs-metaphor μὴ ἔχουσαν σπίλον, ἢ ῥυτίδα 1 without stain or wrinkle ପାଉଲ ମଣ୍ଡଳୀ ବିଷୟରେ କହୁଛନ୍ତି ଯେ ସତେ ଯେପରି ଏହା ଗୋଟିଏ ବସ୍ତ୍ର, ଯାହା ପରିଷ୍କାର ଏବଂ ଉତ୍ତମ ଅବସ୍ଥାରେ ଅଛି I ମଣ୍ଡଳୀର ପବିତ୍ରତାକୁ ଗୁରୁତ୍ ଦେବାନିମନ୍ତେ ସେ ସମାନ ଚିନ୍ତାଧାରାକୁ ଦୁଇ ପ୍ରକାରେ ବ୍ୟବହାର କରୁଛନ୍ତି I ([[rc://en/ta/man/translate/figs-metaphor]] ଏବଂ [[rc://en/ta/man/translate/figs-doublet]]ଦେଖନ୍ତୁ)
EPH 5 27 jvi4 figs-doublet ἁγία καὶ ἄμωμος 1 holy and without fault “**ନିଷ୍କଳଙ୍କ**” ଶବ୍ଦଟିର ଅର୍ଥ ମୌଳିକ ଭାବରେ “**ପବିତ୍ର**” ସହିତ ସମାନ I ମଣ୍ଡଳୀର ପବିତ୍ରତାକୁ ଗୁରୁତ୍ ଦେବା ନିମନ୍ତେ ପାଉଲ ଏହି ଦୁଇଟି ଶବ୍ଦକୁ ଏକତ୍ର ବ୍ୟବହାର କରୁଛନ୍ତି I ଯଦି ଆପଣଙ୍କର ଭାଷାରେ ଦୁଇଟି ଅଲଗା ଶବ୍ଦ ନାହିଁ, ତେବେ ଆପଣ ଏଥିପାଇଁ ଗୋଟିଏ ଶବ୍ଦ ବ୍ୟବହାର କରିପାରିବେ । ([[rc://en/ta/man/translate/figs-doublet]]ଦେଖନ୍ତୁ)
EPH 5 28 wp8b figs-explicit ὡς τὰ ἑαυτῶν σώματα 1 as their own bodies ଲୋକମାନେ ଯେ **ଆପଣା ଆପଣା ଶରୀରକୁ** ପ୍ରେମ କରନ୍ତି ଏହା ଯେପରି ସ୍ପଷ୍ଟ ଭାବରେ କୁହା ଯାଇପାରିବ I ବିକଳ୍ପ ଅନୁବାଦ: “ସ୍ାମୀମାନେ ଯେପରି ଆପଣା ଆପଣା ଶରୀରକୁ ପ୍ରେମ କରନ୍ତି” ([[rc://en/ta/man/translate/figs-explicit]]ଦେଖନ୍ତୁ)
EPH 5 29 h5aa ἀλλὰ ἐκτρέφει 1 but nourishes କିନ୍ତୁ ସେ ପ୍ରତିପାଳନ କରନ୍ତି
EPH 5 30 h44f figs-metaphor μέλη ἐσμὲν τοῦ σώματος αὐτοῦ 1 we are members of his body ଏଠାରେ ପାଉଲ ଖ୍ରୀଷ୍ଟଙ୍କ ସହିତ ବିଶ୍ାସୀମାନଙ୍କର ଘନିଷ୍ଠ ସମ୍ମିଳନ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେମାନେ ତାହାଙ୍କ **ଶରୀରର** ଅଙ୍ଗପ୍ରତ୍ୟଙ୍ଗ, ଯେଉଁସବୁର ସେ ସ୍ଭାବିକଭାବେ ଯତ୍ନ ନେବେ I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 31 yp23 0 General Information: ଏହି ଉଦ୍ଧୃତିଟି ପୁରାତନ ନିୟମର ମୋଶାଙ୍କ ଲେଖାରୁ ଆସିଅଛି I
EPH 6 intro r7c3 0 # ଏଫିସୀୟ 06 ସାଧାରଣ ଟିପ୍ପଣୀଗୁଡ଼ିକ

## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

### ଦାସତ୍ଵ

### ଦାସତ୍ବ ଭଲ କି ମନ୍ଦ, ପାଉଲ ତାହା ଏହି ଅଧ୍ୟାୟରେ ଲେଖୁ ନାହାନ୍ତି I ଜଣେ ଦାସ ହେଉ କି କର୍ତ୍ତା ହେଉ, ସେ ଈଶ୍ବରଙ୍କର ସନ୍ତୋଷଜନକ କାର୍ଯ୍ୟ କରିବା ଉଚିତ ବୋଲି ପାଉଲ ଶିକ୍ଷା ଦେଉଛନ୍ତି I ପାଉଲ ଏଠାରେ ଦାସତ୍ବ ବିଷୟରେ ଯାହା ଶିକ୍ଷା ଦେଉଛନ୍ତି, ତାହା ଆଶ୍ଚର୍ଯ୍ୟଜନକ ହୋଇପାରେ I ତାହାଙ୍କ ସମୟରେ, କର୍ତ୍ତାମାନେ ସେମାନଙ୍କର ଦାସମାନଙ୍କୁ ସମ୍ମାନର ସହିତ ଉତ୍ତମ ବ୍ୟବହାର ନ ଦେଖାଇ ଧମକ ଦେଉଥିଲେ I

## ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାରଗୁଡ଼ିକ

### ଈଶ୍ଵରଙ୍କ ସାଜସଜ୍ଜା

ଏହି ବର୍ଦ୍ଧିତ ରୂପକ ବର୍ଣ୍ଣନା କରେ ଯେ ଆତ୍ମିକଭାବରେ ଆକ୍ରମଣର ଶିକାର ହେଲେ ଖ୍ରୀଷ୍ଟିୟାନମାନେ କିପରି ଆପଣା ଆପଣାକୁ ସୁରକ୍ଷା କରିପାରିବେ I([[rc://en/tw/dict/bible/kt/spirit]] ଏବଂ [[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 6 1 wq46 figs-you 0 General Information: ପ୍ରଥମ ଶବ୍ଦ “ଆପଣା ଆପଣା” ବହୁବାଚକ ଅଟେ I ତତ୍ପରେ ପାଉଲ ମୋଶାଙ୍କର ଲେଖାରୁ ଉଦ୍ଧୃତ କରୁଛନ୍ତି I ମୋଶା ଇଶ୍ରାୟେଲ ଲୋକମାନଙ୍କୁ ସତେ ଯେପରି ଜଣେ ବ୍ୟକ୍ତିକୁ କହିଲା ପରି କହୁଛନ୍ତି, ସେଥିପାଇଁ “ତୁମ୍ଭର” ଓ “ତୁମ୍ଭେ” ଏକବଚନ ଅଟେ I ତୁମେ ସେଗୁଡିକୁ ବହୁବାଚକ ଭାବରେ ଅନୁବାଦ କରିବାକୁ ହେବ I (ଦେଖ: [[rc://en/ta/man/translate/figs-you]])
EPH 6 1 jf17 0 Connecting Statement: ଖ୍ରୀଷ୍ଟିୟାନମାନେ କିପରି ପରସ୍ପରର ବଶୀଭୂତ ହେବା ଉଚିତ, ସେ ବିଷୟରେ ପାଉଲ ବୁଝାଇବା ଜାରିରଖିଛନ୍ତି I ସେ ପିଲାମାନଙ୍କୁ, ପିତାମାନଙ୍କୁ, ଦାସମାନଙ୍କୁ ଓ କର୍ତ୍ତାମାନଙ୍କୁ ଶିକ୍ଷା ଦେଉଛନ୍ତି I
EPH 6 1 ev8m τὰ τέκνα, ὑπακούετε τοῖς γονεῦσιν ὑμῶν ἐν Κυρίῳ 1 Children, obey your parents in the Lord ପାଉଲ ପିଲାମାନଙ୍କୁ ସେମାନଙ୍କ ପିତାମାତାଙ୍କର ଆଜ୍ଞା ପାଳନ କରିବାକୁ ସ୍ମରଣ କରାଇ ଦେଉଛନ୍ତି I

Can't render this file because it contains an unexpected character in line 2 and column 4496.