Edit 'en_tn_50-EPH.tsv' using 'tc-create-app'

This commit is contained in:
Gayatri-Digal 2021-08-21 13:38:14 +00:00
parent 3b407a8559
commit 3270e4a2c1
1 changed files with 2 additions and 2 deletions

View File

@ -260,7 +260,7 @@ EPH 5 14 z4ar figs-apostrophe ἔγειρε, ὁ καθεύδων, καὶ ἀν
EPH 5 14 e873 ἐκ τῶν νεκρῶν 1 from the dead ଏହି ଅଭିବ୍ୟକ୍ତି ଭୂମିଗତ ସମସ୍ତ **ମୃତ** ଲୋକମାନଙ୍କ ସମ୍ବନ୍ଧରେ ବର୍ଣ୍ଣନା କରେ I ସେମାନଙ୍କ ମଧ୍ୟରୁ ଉଠିଆସିବାର ଅର୍ଥ ପୁନର୍ବାର ଜୀବିତ ହେବା ବିଷୟରେ କହିଥାଏ ଏବଂ ଆତ୍ମିକ ଭାବରେ ବଞ୍ଚିବା ଏବଂ ଈଶ୍ଵରଙ୍କ ପାଇଁ ବଞ୍ଚିବା ପାଇଁ ଏକ ରୂପକ ଅଟେ । ବିକଳ୍ପ ଅନୁବାଦ: "ଯେଉଁମାନେ ମୃତ୍ୟୁ ସେମାନଙ୍କ ମଧ୍ୟରୁ" କିମ୍ବା "ଯେଉଁମାନେ ଆତ୍ମିକ ଭାବରେ ମୃତ" । (See: [[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 14 ma8w figs-you ὁ καθεύδων ... ἐπιφαύσει σοι 1 you sleeper ... shine on you ଏହି “**ତୁମ୍ଭେ**” ଶବ୍ଦର ବ୍ୟବହାର ନିଦ୍ରାଳୁକୁ ବୁଝାଏ ଏବଂ ଏକବଚନ ଅଟେ I ([[rc://en/ta/man/translate/figs-you]]ଦେଖନ୍ତୁ)
EPH 5 14 ym6b figs-metaphor ἐπιφαύσει σοι ὁ Χριστός 1 Christ will shine on you **ଖ୍ରୀଷ୍ଟ** ଜଣେ ଅବିଶ୍ଵାସୀକୁ ବୁଝିବାକୁ ସକ୍ଷମ କରିବେ ଯେ ତାହାର କର୍ମଗୁଡ଼ିକ କେତେ ମନ୍ଦ ଏବଂ କିପରି ଖ୍ରୀଷ୍ଟ ତାହାକୁ କ୍ଷମାଦେଇ ନୂତନ ଜୀବନ ଦେବେ, ଠିକ୍ ଯେପରି ଅନ୍ଧକାର ଲୁଚାଇଥିବା ବିଷୟଟି ପ୍ରକୃତରେ କ'ଣ ତାହା ଆଲୋକ ଦେଖାଇଦିଏ I ଏହା ଅନ୍ୟ ବିଷୟ ପାଇଁ ପ୍ରଯୁଜ୍ୟ ଯାହା ଜଣେ ବିଶ୍ଵାସୀ ଏପର୍ଯ୍ୟନ୍ତ ପାପୀ ବୋଲି ଜାଣି ନାହିଁ । ବିକଳ୍ପ ଅନୁବାଦ: "ଖ୍ରୀଷ୍ଟ ତୁମ୍ଭକୁ ଯାହା ଠିକ୍ ତାହା ଦେଖାଇବେ" ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 15 du5n figs-doublenegatives βλέπετε ... ἀκριβῶς πῶς περιπατεῖτε, μὴ ὡς ἄσοφοι, ἀλλ’ ὡς σοφοί 1 Look carefully how you live—not as unwise but as wise **ଅଜ୍ଞାନ** ଲୋକମାନେ ପାପ ବିରୁଦ୍ଧରେ ଆପଣା ଆପଣାକୁ ସୁରକ୍ଷା କରନ୍ତି ନାହିଁ I କିନ୍ତୁ ଜ୍ଞାନୀ ଲୋକମାନେ ପାପକୁ ଚିହ୍ନି ତାଠାରୁ ପଳାୟନ କରନ୍ତି I ବିକଳ୍ପ ଅନୁବାଦ: “ସେଥିପାଇଁ ତୁମ୍ଭେମାନେ ଜଣେ ମୂର୍ଖ ଲୋକ ନ ହୋଇ ଜଣେ ଜ୍ଞାନୀ ଲୋକଭାବରେ ଜୀବନ ଯାପନ କରିବାକୁ ସାବଧାନ ହୁଅ” ([[rc://en/ta/man/translate/figs-doublenegatives]] ଏବଂ [[rc://en/ta/man/translate/figs-parallelism]]ଦେଖନ୍ତୁ)
EPH 5 15 du5n figs-doublenegatives βλέπετε ... ἀκριβῶς πῶς περιπατεῖτε, μὴ ὡς ἄσοφοι, ἀλλ’ ὡς σοφοί 1 Look carefully how you live—not as unwise but as wise **ଅଜ୍ଞାନ** ଲୋକମାନେ ପାପ ବିରୁଦ୍ଧରେ ଆପଣା ଆପଣାକୁ ସୁରକ୍ଷା କରନ୍ତି ନାହିଁ I କିନ୍ତୁ ଜ୍ଞାନୀ ଲୋକମାନେ ପାପକୁ ଚିହ୍ନି ତାଠାରୁ ପଳାୟନ କରନ୍ତି I ବିକଳ୍ପ ଅନୁବାଦ: “ସେଥିପାଇଁ ତୁମ୍ଭେମାନେ ଜଣେ ମୂର୍ଖ ଲୋକ ନ ହୋଇ ଜଣେ ଜ୍ଞାନୀ ଲୋକଭାବରେ ଜୀବନ ଯାପନ କରିବାକୁ ସାବଧାନ ହୁଅ”
EPH 5 16 h8b1 figs-metaphor ἐξαγοραζόμενοι τὸν καιρόν 1 Redeem the time ସମୟକୁ ଜ୍ଞାନଯୁକ୍ତଭାବରେ ବ୍ୟବହାର କରିବା ବିଷୟରେ କୁହାଯାଏ ଯେ ସତେ ଯେପରି **ସମୟକୁ ମୁକ୍ତ କରାଯାଉଛି** I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଆପଣା ସମୟର ସର୍ବୋତ୍କୃଷ୍ଟ ବ୍ୟବହାର କର” କିମ୍ବା “ସମୟକୁ ଜ୍ଞାନଯୁକ୍ତଭାବରେ ବ୍ୟବହାର କର” କିମ୍ବା “ସମୟକୁ ସର୍ବୋତ୍କୃଷ୍ଟ ଭାବରେ ବ୍ୟବହାର କର” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 16 lrb6 figs-metonymy ὅτι αἱ ἡμέραι πονηραί εἰσιν 1 because the days are evil “**କାଳ**” ଶବ୍ଦଟି ଗୋଟିଏ ରୂପକ ଏବଂ ଲୋକମାନେ ସେହି ଦିନଗୁଡ଼ିକରେ କ’ଣ କରନ୍ତି ତାହାକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେହେତୁ ତୁମ୍ଭମାନଙ୍କ ଚାରିପାଖେଥିବା ଲୋକମାନେ ନାନା ପ୍ରକାର ମନ୍ଦ କାର୍ଯ୍ୟ କରୁଛନ୍ତି ଏବଂ ସତ୍କର୍ମ କରିବା ପାଇଁ ତୁମ୍ଭ ପାଇଁ ଅଳ୍ପ ସୁଯୋଗ ଅଛି ” ([[rc://en/ta/man/translate/figs-metonymy]]ଦେଖନ୍ତୁ)
EPH 5 18 tz9e 0 Connecting Statement: ବିଶ୍ଵାସୀମାନେ କିପରି ଜୀବନ ଯାପନ କରିବା ଉଚିତ, ସେ ବିଷୟରେ ପାଉଲ ଆପଣା ଶିକ୍ଷା ସମାପ୍ତ କରନ୍ତି I
@ -270,7 +270,7 @@ EPH 5 19 egk6 figs-merism ψαλμοῖς, καὶ ὕμνοις, καὶ ᾠδ
EPH 5 19 n5jj ψαλμοῖς 1 psalms ଏସବୁ ସମ୍ଭବତଃ ଖ୍ରୀଷ୍ଟିୟାନମାନେ ଗାଉଥିବା ପୁରାତନ ନିୟମର ଗୀତସଂହିତାର ଗୀତ ସବୁ ଅଟେ I
EPH 5 19 g5ss ὕμνοις 1 hymns ଏସବୁ ପ୍ରଶଂସା ଏବଂ ଉପାସନାର ଗୀତ ଯାହା ନିର୍ଦ୍ଦିଷ୍ଟ ଭାବରେ ଖ୍ରୀଷ୍ଟିୟାନମାନେ ଗାଇବା ନିମନ୍ତେ ଲେଖା ହୋଇ ଥାଇପାରେ I
EPH 5 19 v9ay figs-doublet ᾠδαῖς πνευματικαῖς 1 spiritual songs ସମ୍ଭାବିତ ଅର୍ଥଗୁଡ଼ିକ ହେଲା (1) ଏସବୁ ଏପ୍ରକାର ଗୀତ ଯାହା ଜଣେ ବ୍ୟକ୍ତିକୁ ପବିତ୍ର ଆତ୍ମା ଠିକ୍ ସେହି ମୁହୂର୍ତ୍ତରେ ଗାଇବାକୁ ପ୍ରେରଣା ଦିଅନ୍ତି କିମ୍ବା (2) “**ଆତ୍ମିକ ଗୀତ**” ଏବଂ ସ୍ତୋତ୍ର” ଗୀତର ଦୁଇପଦିଆ ଅଂଶ ଯାହା ମୌଳିକଭାବରେ ଏକା ବିଷୟ ଅଟେ I ([[rc://en/ta/man/translate/figs-doublet]]ଦେଖନ୍ତୁ)
EPH 5 19 v3ql figs-metonymy τῇ καρδίᾳ ὑμῶν 1 with all your heart ଏଠାରେ “**ହୃଦୟ**” ଗୋଟିଏ ରୂପକ ଯାହା ଜଣେ ବ୍ୟକ୍ତିର ଭାବନା ବା ଆନ୍ତରିକ ପୁରୁଷକୁ ବୁଝାଏ I “**ତୁମ୍ଭମାନଙ୍କ ହୃଦୟର** ସହିତ” (1) ଆନ୍ତରିକ ଉଦ୍ଦେଶ୍ୟ ଏବଂ ଆନ୍ତରିକତା ସହିତ, ବିକଳ୍ପ ଅନୁବାଦ: “ତୁମ୍ଭର ପ୍ରାଣ ସହିତ” କିମ୍ବା “ଉତ୍ସାହର ସହିତ” (2) ଉତ୍ସାହ ସହିତ, ବିକଳ୍ପ ଅନୁବାଦ: "ତୁମ୍ଭର ସମସ୍ତ ଅସ୍ତିତ୍ୱ ସହିତ" କିମ୍ବା "ଉତ୍ସାହ ସହିତ" UST ଦେଖନ୍ତୁ । ([[rc://en/ta/man/translate/figs-metonymy]]ଦେଖନ୍ତୁ)
EPH 5 19 v3ql figs-metonymy τῇ καρδίᾳ ὑμῶν 1 with all your heart ଏଠାରେ “**ହୃଦୟ**” ଗୋଟିଏ ରୂପକ ଯାହା ଜଣେ ବ୍ୟକ୍ତିର ଭାବନା ବା ଆନ୍ତରିକ ପୁରୁଷକୁ ବୁଝାଏ I “ତୁମ୍ଭମାନଙ୍କ ହୃଦୟର ସହିତ” (1) ଆନ୍ତରିକ ଉଦ୍ଦେଶ୍ୟ ଏବଂ ଆନ୍ତରିକତା ସହିତ, ବିକଳ୍ପ ଅନୁବାଦ: “ତୁମ୍ଭର ପ୍ରାଣ ସହିତ” କିମ୍ବା “ଉତ୍ସାହର ସହିତ” (2) ଉତ୍ସାହ ସହିତ, ବିକଳ୍ପ ଅନୁବାଦ: "ତୁମ୍ଭର ସମସ୍ତ ଅସ୍ତିତ୍ୱ ସହିତ" କିମ୍ବା "ଉତ୍ସାହ ସହିତ" UST ଦେଖନ୍ତୁ । ([[rc://en/ta/man/translate/figs-metonymy]]ଦେଖନ୍ତୁ)
EPH 5 20 e6w5 ἐν ὀνόματι τοῦ Κυρίου ἡμῶν, Ἰησοῦ Χριστοῦ 1 in the name of our Lord Jesus Christ ଏହି **ନାମର** ଅର୍ଥ: (1) ଏହା ସ୍ଵୟଂ ଯୀଶୁଙ୍କୁ ସୂଚାଏ ବିକଳ୍ପ ଅନୁବାଦ: "ଯେହେତୁ ତୁମ୍ଭେ ଆମ୍ଭ ପ୍ରଭୁଙ୍କର ଅଟ" (2) ଏହା ଯୀଶୁଙ୍କର ଅଧିକାରକୁ ସୂଚାଏ । ବିକଳ୍ପ ଅନୁବାଦ: "ଆମ୍ଭ ପ୍ରଭୁ ଯୀଶୁଙ୍କର ଅଧିକାରରେ" (See: [[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 22 isd7 0 Connecting Statement: ପାଉଲ ବୁଝାଇବାକୁ ଆରମ୍ଭ କରୁଛନ୍ତି ଯେ ଖ୍ରୀଷ୍ଟିୟାନମାନେ କିପରି ପରସ୍ପରର ବଶୀଭୂତ ହେବା ଉଚିତ ([ଏଫିସୀୟ 5:21](https://create.translationcore.com/05/21.md)) I ସେ ସ୍ତ୍ରୀ ଏବଂ ସ୍ଵାମୀମାନଙ୍କୁ ଶିକ୍ଷା ଦେବାକୁ ଆରମ୍ଭ କରି କହୁଛନ୍ତି ଯେ ସେମାନେ ପରସ୍ପର ପ୍ରତି କିପରି ବ୍ୟବହାର କରିବା ଉଚିତ I
EPH 5 23 x637 figs-metaphor κεφαλὴ τῆς γυναικὸς … κεφαλὴ τῆς ἐκκλησίας 1 the head of the wife ... the head of the church “**ମସ୍ତକ**” ଶବ୍ଦଟି ନେତାଙ୍କୁ ବୁଝାଏ I ([[rc://en/ta/man/translate/figs-metaphor]]ଦେଖନ୍ତୁ)

Can't render this file because it contains an unexpected character in line 2 and column 4496.