Edit 'en_tn_50-EPH.tsv' using 'tc-create-app'

This commit is contained in:
Gayatri-Digal 2021-08-21 13:37:05 +00:00
parent 4fe4c4ba6e
commit 3b407a8559
1 changed files with 24 additions and 24 deletions

View File

@ -249,31 +249,31 @@ EPH 5 5 vb16 figs-metaphor κληρονομίαν 1 inheritance ଈଶ୍ଵର
EPH 5 6 px7p κενοῖς λόγοις 1 empty words "ଯେଉଁ ଶବ୍ଦଗୁଡ଼ିକର ସତ୍ୟତା ନାହିଁ" କିମ୍ବା "ଏପରି କଥା ଯହିଁରେ ସତ୍ୟତା ନ ଥାଏ”
EPH 5 8 wy9d figs-metaphor ἦτε γάρ ποτε σκότος 1 For you were once darkness ଯେପରି ଜଣେ ଅନ୍ଧକାରରେ କିଛି ଦେଖିପାରେ ନାହିଁ, ସେହିପରି ଯେଉଁ ଲୋକମାନେ ପାପ କରିବାକୁ ଭଲ ପାଆନ୍ତି, ସେମାନେ ଈଶ୍ଵଙ୍କର ବିଷୟ ବୁଝି ପାରନ୍ତି ନାହିଁ I ବିକଳ୍ପ ଅନୁବାଦ: "କାରଣ ତୁମ୍ଭେମାନେ ଈଶ୍ଵରଙ୍କ ବିଷୟରେ କିଛି ଜାଣି ନଥିଲେ" UST ଦେଖନ୍ତୁ  I ([[rc://en/ta/man/translate/figs-metaphor]] ଦେଖନ୍ତୁ)
EPH 5 8 iw4q figs-metaphor νῦν δὲ φῶς ἐν Κυρίῳ 1 but now you are light in the Lord ଯେପରି ଜଣେ **ଆଲୋକରେ** ସବୁକିଛି ଦେଖିପାରେ, ସେହିପରି ଈଶ୍ଵର ଯେଉଁ ଲୋକମାନଙ୍କର ପରିତ୍ରାଣ କରନ୍ତି ସେମାନେ ବୁଝି ପାରନ୍ତି ଯେ ଇଶ୍ଵରଙ୍କୁ କିପରି ତୁଷ୍ଟ କରିବାକୁ ହେବ I ବିକଳ୍ପ ଅନୁବାଦ: "କିନ୍ତୁ ବର୍ତ୍ତମାନ ତୁମ୍ଭେମାନେ ଈଶ୍ଵରଙ୍କୁ ଜାଣିଛ ଏବଂ ତାଙ୍କ ପାଇଁ ବଞ୍ଚିପାରିବ" UST ଦେଖନ୍ତୁ  I ([[rc://en/ta/man/translate/figs-metaphor]] ଦେଖନ୍ତୁ)
EPH 5 8 l6ki figs-metaphor ὡς τέκνα φωτὸς περιπατεῖτε 1 Walk as children of light ଆଚରଣ କରିବା ବିଷୟଟି ହେଉଛି ଗୋଟିଏ ରୂପକ ଯାହା ଜଣେ ଲୋକ କିପରି ଜୀବନ ଯାପନ କରୁଛି, ତା’କୁ ବୁଝାଏ I ବିକଳ୍ପ ଅନୁବାଦ: “ଏପରି ଲୋକମାନଙ୍କ ପରି ଜୀବନ ଯାପନ କର, ଯେଉଁମାନେ ବୁଝିପାରନ୍ତି ଯେ ସେମାନେ କ'ଣ କରନ୍ତୁ ବୋଲି ପ୍ରଭୁ ଚାହାନ୍ତି” (ଦେଖ: [[rc://en/ta/man/translate/figs-metaphor]])
EPH 5 9 q194 figs-metaphor ὁ ... καρπὸς τοῦ φωτὸς ἐν πάσῃ ἀγαθωσύνῃ, καὶ δικαιοσύνῃ, καὶ ἀληθείᾳ 1 the fruit of the light consists in all goodness, righteousness, and truth "ଏଠାରେ ଫଳ ଗୋଟିଏ ରୂପକ ଯାହା “ଫଳାଫଳ” ବା “ପରିଣାମ”କୁ ବୁଝାଏ I ବିକଳ୍ପ ଅନୁବାଦ: “ଆଲୋକରେ ଜୀବନଯାପନ କରିବାର ପରିଣାମ ହେଉଛି, ସତ୍କର୍ମ, ଯଥାର୍ଥ ଜୀବନଯାପନ ସତ୍ୟପୂର୍ଣ୍ଣ ବ୍ୟବହାର” (ଦେଖ: [[rc://en/ta/man/translate/figs-metaphor]])
EPH 5 11 zdu1 figs-metaphor μὴ συνκοινωνεῖτε τοῖς ἔργοις τοῖς ἀκάρποις τοῦ σκότους 1 Do not associate with the unfruitful works of darkness ଅବିଶ୍ାସୀମାନେ କରୁଥିବା ନିଷ୍ଫଳ ପାପପୂର୍ଣ୍ଣ ବିଷୟ ସମ୍ବନ୍ଧରେ ପାଉଲ କହନ୍ତି ଯେ ସତେ ଯେପରି ତାହା ଲୋକମାନେ ଅନ୍ଧକାରରେ କରୁଥିବା ମନ୍ଦ କାର୍ଯ୍ୟସବୁ ଅଟେ ଯେପରିକି କେହି ସେମାନଙ୍କୁ ଦେଖି ପାରିବ ନାହିଁ I ବିକଳ୍ପ ଅନୁବାଦ: “ଅବିଶ୍ାସୀମାନଙ୍କ ସହ ନିଷ୍ଫଳ ପାପପୂର୍ଣ୍ଣ କାର୍ଯ୍ୟ କର ନାହିଁ” (ଦେଖ: [[rc://en/ta/man/translate/figs-metaphor]])
EPH 5 11 v4d1 figs-metaphor ἔργοις τοῖς ἀκάρποις 1 unfruitful works ଉତ୍ତମ, ଉପକାରୀ ଓ ଲାଭଜନକ ବିଷୟ କରୁ ନ ଥିବା କାର୍ଯ୍ୟ I ପାଉଲ ମନ୍ଦ କର୍ମଗୁଡିକୁ କୌଣସି ଉତ୍ତମ ଫଳ ଉତ୍ପନ୍ନ କରୁ ନ ଥିବା ଗୋଟିଏ ଅସୁସ୍ଥ ବୃକ୍ଷ ସହିତ ତୁଳନା କରୁଛନ୍ତି I (ଦେଖ: [[rc://en/ta/man/translate/figs-metaphor]])
EPH 5 11 hpl2 figs-metaphor ἐλέγχετε 1 expose them ଅନ୍ଧକାରର କର୍ମ ବିରୁଦ୍ଧରେ କହିବା ବିଷୟରେ କୁହାଯାଏ ଯେ ସତେ ଯେପରି ସେଗୁଡିକୁ ଆଲୋକ ମଧ୍ୟକୁ ଅଣାଯାଉଛି, ଯେପରି ଲୋକମାନେ ତାହା ଦେଖିପାରିବେ I ବିକଳ୍ପ ଅନୁବାଦ: “ସେଗୁଡିକୁ ବାହାର କରି ଆଲୋକ ମଧ୍ୟକୁ ଆଣ” କିମ୍ବା ସେଗୁଡିକୁ ଅନାବୃତ କର’ କିଅବା “ଲୋକମାନଙ୍କୁ ଦେଖାଇ କୁହ ଯେ ଏହି କର୍ମଗୁଡିକ କେତେ ମନ୍ଦ ଅଟେ” (ଦେଖ: [[rc://en/ta/man/translate/figs-metaphor]])
EPH 5 13 sp1z 0 General Information: ଏହା ଜଣାପଡୁନାହିଁ ଯେ ଏହି ଉଦ୍ଧୃତିଟି ଭାବବାଦୀ ଯିଶାଇୟଙ୍କ ପୁସ୍ତକରୁ ଆସିଥିବା ମିଳିତ ଉଦ୍ଧୃତି ନା ବିଶ୍ାସୀମାନେ ଗାନକରୁଥିବା ଗୋଟିଏ ଗୀତରୁ ଆସିଥିବା ଉଦ୍ଧୃତି ଅଟେ I
EPH 5 14 vqi7 figs-metaphor πᾶν ... τὸ φανερούμενον φῶς ἐστιν 1 anything that becomes visible is light ଆଲୋକ ମଧ୍ୟକୁ ଆସୁଥିବା ସମସ୍ତ ବିଷୟକୁ ଲୋକେ ସ୍ପଷ୍ଟଭାବେ ଦେଖିପାରନ୍ତି I ଲୋକମାନଙ୍କର କର୍ମ ଭଲ କି ମନ୍ଦ, ତାହା ଈଶ୍ବରଙ୍କ ବାକ୍ୟ ଦେଖାଏ ବୋଲି ସୂଚାଇବାକୁ ପାଉଲ ଏହି ସାଧାରଣ ଉକ୍ତି କହୁଛନ୍ତି I ବାଇବଲ ପ୍ରାୟତଃ ଈଶ୍ବରଙ୍କ ସତ୍ୟତା ବିଷୟରେ କହେ ଯେ ସତେ ଯେପରି ଏହା ଆଲୋକ ଯାହା କୌଣସି ବିଷୟର ଚରିତ୍ରକୁ ପ୍ରକାଶ କରିପାରିବ I (ଦେଖ: [[rc://en/ta/man/translate/figs-metaphor]])
EPH 5 14 z4ar figs-apostrophe ἔγειρε, ὁ καθεύδων, καὶ ἀνάστα ἐκ τῶν νεκρῶν 1 Awake, you sleeper, and arise from the dead ସମ୍ଭାବିତ ଅର୍ଥଗୁଡିକ ହେଲା ୧) ପାଉଲ ଅବିଶ୍ବାସୀମାନଙ୍କୁ କହୁଛନ୍ତି ଯେ ଯେପରି ଜଣେ ମରିଯାଇଥିବା ଲୋକ ସଚେତନ ହେବା ନିମନ୍ତେ ପୁନର୍ବାର ଉଠିବା ଆବଶ୍ୟକ, ସେପରି ସେମାନେ ସେମାନଙ୍କର ଆତ୍ମିକଭାବରେ ମୃତ ହୋଇଥିବା ଅବସ୍ଥାରୁ ଜାଗିଉଠିବା ପ୍ରୟୋଜନ, କିମ୍ବା ) ପାଉଲ ଏଫିସୀୟ ବିଶ୍ବାସୀମାନଙ୍କୁ କହୁଛନ୍ତି ଓ ସେମାନଙ୍କର ଆତ୍ମିକ ଦୁର୍ବଳତାପାଇଁ ମୃତ୍ୟୁକୁ ଗୋଟିଏ ରୂପକଭାବରେ ବ୍ୟବହାର କରୁଛନ୍ତି I (ଦେଖ: [[rc://en/ta/man/translate/figs-apostrophe]] ଓ [[rc://en/ta/man/translate/figs-metaphor]])
EPH 5 14 e873 ἐκ τῶν νεκρῶν 1 from the dead ସମସ୍ତ ମୃତ ଲୋକମାନଙ୍କ ମଧ୍ୟରୁ I ଏହି ଭାବପ୍ରକାଶ ଭୂମିଗତ ସମସ୍ତ ମୃତ ଲୋକମାନଙ୍କ ସମ୍ବନ୍ଧରେ ବର୍ଣ୍ଣନା କରେ I ସେମାନଙ୍କ ମଧ୍ୟରୁ ଉଠିଆସିବାର ଅର୍ଥ ପୁନର୍ବାର ଜୀବିତ ହେବା I
EPH 5 14 ma8w figs-you ὁ καθεύδων ... ἐπιφαύσει σοι 1 you sleeper ... shine on you ଏହି “ତୁମ୍ଭେ” ଶବ୍ଦର ବ୍ୟବହାର ନିଦ୍ରାଳୁକୁ ବୁଝାଏ ଓ ଏକବଚନ ଅଟେ I (ଦେଖ: [[rc://en/ta/man/translate/figs-you]])
EPH 5 14 ym6b figs-metaphor ἐπιφαύσει σοι ὁ Χριστός 1 Christ will shine on you ଖ୍ରୀଷ୍ଟ ଜଣେ ଅବିଶ୍ବାସୀକୁ ବୁଝିବାକୁ ସକ୍ଷମ କରିବେ ଯେ ତାହାର କର୍ମଗୁଡିକ କେତେ ମନ୍ଦ ଓ କିପରି ଖ୍ରୀଷ୍ଟ ତାହାକୁ କ୍ଷମାଦେଇ ନୂତନ ଜୀବନ ଦେବେ, ଠିକ୍ ଯେପରି ଅନ୍ଧକାର ଲୁଚାଇଥିବା ବିଷୟଟି ପ୍ରକୃତରେ କ'ଣ ତାହା ଆଲୋକ ଦେଖାଇଦିଏ I (ଦେଖ: [[rc://en/ta/man/translate/figs-metaphor]])
EPH 5 15 du5n figs-doublenegatives βλέπετε ... ἀκριβῶς πῶς περιπατεῖτε, μὴ ὡς ἄσοφοι, ἀλλ’ ὡς σοφοί 1 Look carefully how you live—not as unwise but as wise ଅଜ୍ଞାନ ଲୋକମାନେ ପାପ ବିରୁଦ୍ଧରେ ଆପଣା ଆପଣାକୁ ସୁରକ୍ଷା କରନ୍ତି ନାହିଁ I କିନ୍ତୁ ଜ୍ଞାନୀ ଲୋକମାନେ ପାପକୁ ଚିହ୍ନି ତାଠାରୁ ପଳାୟନ କରନ୍ତି I ବିକଳ୍ପ ଅନୁବାଦ: “ସେଥିପାଇଁ ତୁମ୍ଭେମାନେ ଜଣେ ମୂର୍ଖ ଲୋକ ନ ହୋଇ ଜଣେ ଜ୍ଞାନୀ ଲୋକଭାବରେ ଜୀବନ ଯାପନ କରିବାକୁ ସାବଧାନ ହୁଅ” (ଦେଖ: [[rc://en/ta/man/translate/figs-doublenegatives]] ଓ [[rc://en/ta/man/translate/figs-parallelism]])
EPH 5 16 h8b1 figs-metaphor ἐξαγοραζόμενοι τὸν καιρόν 1 Redeem the time ସମୟକୁ ଜ୍ଞାନଯୁକ୍ତଭାବରେ ବ୍ୟବହାର କରିବା ବିଷୟରେ କୁହାଯାଏ ଯେ ସତେ ଯେପରି ସମୟକୁ ମୁକ୍ତ କରାଯାଉଛି I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଆପଣା ସମୟର ସର୍ବୋତ୍କୃଷ୍ଟ ବ୍ୟବହାର କର” କିମ୍ବା “ସମୟକୁ ଜ୍ଞାନଯୁକ୍ତଭାବରେ ବ୍ୟବହାର କର” କିବା “ସମୟକୁ ସର୍ବୋତ୍କୃଷ୍ଟ ଭାବରେ ବ୍ୟବହାର କର” (ଦେଖ: [[rc://en/ta/man/translate/figs-metaphor]])
EPH 5 16 lrb6 figs-metonymy ὅτι αἱ ἡμέραι πονηραί εἰσιν 1 because the days are evil “କାଳ” ଶବ୍ଦଟି ଗୋଟିଏ ରୂପକ ଏବଂ ଲୋକମାନେ ସେହି ଦିନଗୁଡିକରେ କଣ କରନ୍ତି ତାହାକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେହେତୁ ତୁମ୍ଭମାନଙ୍କ ଚାରିପାଖେଥିବା ଲୋକମାନେ ନାନା ପ୍ରକାର ମନ୍ଦ କାର୍ଯ୍ୟ କରୁଛନ୍ତି” (ଦେଖ: [[rc://en/ta/man/translate/figs-metonymy]])
EPH 5 18 tz9e 0 Connecting Statement: ବିଶ୍ାସୀମାନେ କିପରି ଜୀବନ ଯାପନ କରିବା ଉଚିତ, ସେ ବିଷୟରେ ପାଉଲ ଆପଣା ଶିକ୍ଷା ସମାପ୍ତ କରୁଛନ୍ତି I
EPH 5 18 scp1 καὶ μὴ μεθύσκεσθε οἴνῳ 1 And do not get drunk with wine ମଦ୍ୟପାନକରି ତୁମ୍ଭେମାନେ ମତ୍ତହେବା ଉଚିତ ନୁହେଁ"
EPH 5 18 lgw3 ἀλλὰ πληροῦσθε ἐν Πνεύματι 1 Instead, be filled with the Holy Spirit ତା’ପରିବର୍ତ୍ତେ, ତୁମ୍ଭେମାନେ ପବିତ୍ର ଆତ୍ମାରେ ନିୟନ୍ତ୍ରିତ ହେବା ଉଚିତ
EPH 5 19 egk6 figs-merism ψαλμοῖς, καὶ ὕμνοις, καὶ ᾠδαῖς πνευματικαῖς 1 psalms and hymns and spiritual songs ସମ୍ଭାବିତ ଅର୍ଥଗୁଡିକ ହେଲା ୧) “ଈଶ୍ବରଙ୍କର ପ୍ରଶଂସା କରିବାକୁ ସମସ୍ତ ପ୍ରକାର ଗୀତ” ନିମନ୍ତେ ଏକ ସଂକୀର୍ତ୍ତନ ଭାବରେ ପାଉଲ ଏହି ଶବ୍ଦଗୁଡିକୁ ବ୍ୟବହାର କରୁଛନ୍ତି କିମ୍ବା ) ପାଉଲ ନିର୍ଦ୍ଦିଷ୍ଟ ପ୍ରକାର ସଂଗୀତକୁ ତାଲିକାଭୁକ୍ତ କରୁଛନ୍ତି I (ଦେଖ: [[rc://en/ta/man/translate/figs-merism]])
EPH 5 8 l6ki figs-metaphor ὡς τέκνα φωτὸς περιπατεῖτε 1 Walk as children of light **ଆଚରଣ କରିବା** ବିଷୟଟି ହେଉଛି ଗୋଟିଏ ରୂପକ ଯାହା ଜଣେ ଲୋକ କିପରି ଜୀବନ ଯାପନ କରୁଛି, ତା’କୁ ବୁଝାଏ I ବିକଳ୍ପ ଅନୁବାଦ: “ଏପରି ଲୋକମାନଙ୍କ ପରି ଜୀବନ ଯାପନ କର, ଯେଉଁମାନେ ବୁଝିପାରନ୍ତି ଯେ ସେମାନେ କ'ଣ କରନ୍ତୁ ବୋଲି ପ୍ରଭୁ ଚାହାନ୍ତି” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 9 q194 figs-metaphor ὁ ... καρπὸς τοῦ φωτὸς ἐν πάσῃ ἀγαθωσύνῃ, καὶ δικαιοσύνῃ, καὶ ἀληθείᾳ 1 the fruit of the light consists in all goodness, righteousness, and truth "ଏଠାରେ **ଫଳ** ଗୋଟିଏ ରୂପକ ଯାହା “ଫଳାଫଳ” ବା “ପରିଣାମ”କୁ ବୁଝାଏ I ବିକଳ୍ପ ଅନୁବାଦ: “ଆଲୋକରେ ଜୀବନଯାପନ କରିବାର ପରିଣାମ ହେଉଛି, ସତ୍କର୍ମ, ଯଥାର୍ଥ ଜୀବନଯାପନ ଏବଂ ସତ୍ୟପୂର୍ଣ୍ଣ ବ୍ୟବହାର” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 11 zdu1 figs-metaphor μὴ συνκοινωνεῖτε τοῖς ἔργοις τοῖς ἀκάρποις τοῦ σκότους 1 Do not associate with the unfruitful works of darkness ଅବିଶ୍ାସୀମାନେ କରୁଥିବା ନିଷ୍ଫଳ ପାପପୂର୍ଣ୍ଣ ବିଷୟ ସମ୍ବନ୍ଧରେ ପାଉଲ କହନ୍ତି ଯେ ସତେ ଯେପରି ତାହା ଲୋକମାନେ ଅନ୍ଧକାରରେ କରୁଥିବା ମନ୍ଦ କାର୍ଯ୍ୟସବୁ ଅଟେ ଯେପରିକି କେହି ସେମାନଙ୍କୁ ଦେଖି ପାରିବ ନାହିଁ I ବିକଳ୍ପ ଅନୁବାଦ: “ଅବିଶ୍ାସୀମାନଙ୍କ ସହ ନିଷ୍ଫଳ ପାପପୂର୍ଣ୍ଣ କାର୍ଯ୍ୟ କର ନାହିଁ” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 11 v4d1 figs-metaphor ἔργοις τοῖς ἀκάρποις 1 unfruitful works ପାଉଲ ମନ୍ଦ କର୍ମଗୁଡିକୁ କୌଣସି ଉତ୍ତମ ଫଳ ଉତ୍ପନ୍ନ କରୁ ନ ଥିବା ଗୋଟିଏ ଅସୁସ୍ଥ ବୃକ୍ଷ ସହିତ ତୁଳନା କରୁଛନ୍ତି I ବିକଳ୍ପ ଅନୁବାଦ: ଉତ୍ତମ, ଉପକାରୀ ଏବଂ ଲାଭଜନକ ବିଷୟ କରୁ ନ ଥିବା କାର୍ଯ୍ୟ I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 11 hpl2 figs-metaphor ἐλέγχετε 1 expose them ଅନ୍ଧକାରର କର୍ମ ବିରୁଦ୍ଧରେ କହିବା ବିଷୟରେ କୁହାଯାଏ ଯେ ସତେ ଯେପରି ସେଗୁଡିକୁ ଆଲୋକ ମଧ୍ୟକୁ ଅଣାଯାଉଛି, ଯେପରି ଲୋକମାନେ ତାହା ଦେଖିପାରିବେ I ବିକଳ୍ପ ଅନୁବାଦ: “ସେଗୁଡିକୁ ବାହାର କରି ଆଲୋକ ମଧ୍ୟକୁ ଆଣ” କିମ୍ବା ସେଗୁଡିକୁ ଅନାବୃତ କର’ କିଅବା “ଲୋକମାନଙ୍କୁ ଦେଖାଇ କୁହ ଯେ ଏହି କର୍ମଗୁଡିକ କେତେ ମନ୍ଦ ଅଟେ” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 13 sp1z 0 General Information: ଏହା ଜଣାପଡୁନାହିଁ ଯେ ଏହି ଉଦ୍ଧୃତିଟି ଭାବବାଦୀ ଯିଶାଇୟଙ୍କ ପୁସ୍ତକରୁ ଆସିଥିବା ମିଳିତ ଉଦ୍ଧୃତି ନା ବିଶ୍ାସୀମାନେ ଗାନକରୁଥିବା ଗୋଟିଏ ଗୀତରୁ ଆସିଥିବା ଉଦ୍ଧୃତି ଅଟେ I
EPH 5 14 vqi7 figs-metaphor πᾶν ... τὸ φανερούμενον φῶς ἐστιν 1 anything that becomes visible is light
EPH 5 14 z4ar figs-apostrophe ἔγειρε, ὁ καθεύδων, καὶ ἀνάστα ἐκ τῶν νεκρῶν 1 Awake, you sleeper, and arise from the dead ସମ୍ଭାବିତ ଅର୍ଥଗୁଡ଼ିକ ହେଲା (1) ପାଉଲ ଅବିଶ୍ଵାସୀମାନଙ୍କୁ କହନ୍ତି ଯେ ଯେପରି ଜଣେ ମରିଯାଇଥିବା ଲୋକ ସଚେତନ ହେବା ନିମନ୍ତେ ପୁନର୍ବାର ଉଠିବା ଆବଶ୍ୟକ, ସେପରି ସେମାନେ ସେମାନଙ୍କର ଆତ୍ମିକଭାବରେ ମୃତ ହୋଇଥିବା ଅବସ୍ଥାରୁ ଜାଗିଉଠିବା ପ୍ରୟୋଜନ, କିମ୍ବା (2) ପାଉଲ ଏଫିସୀୟ ବିଶ୍ଵାସୀମାନଙ୍କୁ କହନ୍ତି ଏବଂ ସେମାନଙ୍କର ଆତ୍ମିକ ଦୁର୍ବଳତାପାଇଁ ମୃତ୍ୟୁକୁ ଗୋଟିଏ ରୂପକଭାବରେ ବ୍ୟବହାର କରୁଛନ୍ତି I UST ଦେଖନ୍ତୁ ([[rc://en/ta/man/translate/figs-apostrophe]] ଏବଂ [[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 14 e873 ἐκ τῶν νεκρῶν 1 from the dead ଏହି ଅଭିବ୍ୟକ୍ତି ଭୂମିଗତ ସମସ୍ତ **ମୃତ** ଲୋକମାନଙ୍କ ସମ୍ବନ୍ଧରେ ବର୍ଣ୍ଣନା କରେ I ସେମାନଙ୍କ ମଧ୍ୟରୁ ଉଠିଆସିବାର ଅର୍ଥ ପୁନର୍ବାର ଜୀବିତ ହେବା ବିଷୟରେ କହିଥାଏ ଏବଂ ଆତ୍ମିକ ଭାବରେ ବଞ୍ଚିବା ଏବଂ ଈଶ୍ଵରଙ୍କ ପାଇଁ ବଞ୍ଚିବା ପାଇଁ ଏକ ରୂପକ ଅଟେ । ବିକଳ୍ପ ଅନୁବାଦ: "ଯେଉଁମାନେ ମୃତ୍ୟୁ ସେମାନଙ୍କ ମଧ୍ୟରୁ" କିମ୍ବା "ଯେଉଁମାନେ ଆତ୍ମିକ ଭାବରେ ମୃତ" । (See: [[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 14 ma8w figs-you ὁ καθεύδων ... ἐπιφαύσει σοι 1 you sleeper ... shine on you ଏହି “**ତୁମ୍ଭେ**” ଶବ୍ଦର ବ୍ୟବହାର ନିଦ୍ରାଳୁକୁ ବୁଝାଏ ଏବଂ ଏକବଚନ ଅଟେ I ([[rc://en/ta/man/translate/figs-you]]ଦେଖନ୍ତୁ)
EPH 5 14 ym6b figs-metaphor ἐπιφαύσει σοι ὁ Χριστός 1 Christ will shine on you **ଖ୍ରୀଷ୍ଟ** ଜଣେ ଅବିଶ୍ଵାସୀକୁ ବୁଝିବାକୁ ସକ୍ଷମ କରିବେ ଯେ ତାହାର କର୍ମଗୁଡ଼ିକ କେତେ ମନ୍ଦ ଏବଂ କିପରି ଖ୍ରୀଷ୍ଟ ତାହାକୁ କ୍ଷମାଦେଇ ନୂତନ ଜୀବନ ଦେବେ, ଠିକ୍ ଯେପରି ଅନ୍ଧକାର ଲୁଚାଇଥିବା ବିଷୟଟି ପ୍ରକୃତରେ କ'ଣ ତାହା ଆଲୋକ ଦେଖାଇଦିଏ I ଏହା ଅନ୍ୟ ବିଷୟ ପାଇଁ ପ୍ରଯୁଜ୍ୟ ଯାହା ଜଣେ ବିଶ୍ଵାସୀ ଏପର୍ଯ୍ୟନ୍ତ ପାପୀ ବୋଲି ଜାଣି ନାହିଁ । ବିକଳ୍ପ ଅନୁବାଦ: "ଖ୍ରୀଷ୍ଟ ତୁମ୍ଭକୁ ଯାହା ଠିକ୍ ତାହା ଦେଖାଇବେ" ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 15 du5n figs-doublenegatives βλέπετε ... ἀκριβῶς πῶς περιπατεῖτε, μὴ ὡς ἄσοφοι, ἀλλ’ ὡς σοφοί 1 Look carefully how you live—not as unwise but as wise **ଅଜ୍ଞାନ** ଲୋକମାନେ ପାପ ବିରୁଦ୍ଧରେ ଆପଣା ଆପଣାକୁ ସୁରକ୍ଷା କରନ୍ତି ନାହିଁ I କିନ୍ତୁ ଜ୍ଞାନୀ ଲୋକମାନେ ପାପକୁ ଚିହ୍ନି ତାଠାରୁ ପଳାୟନ କରନ୍ତି I ବିକଳ୍ପ ଅନୁବାଦ: “ସେଥିପାଇଁ ତୁମ୍ଭେମାନେ ଜଣେ ମୂର୍ଖ ଲୋକ ନ ହୋଇ ଜଣେ ଜ୍ଞାନୀ ଲୋକଭାବରେ ଜୀବନ ଯାପନ କରିବାକୁ ସାବଧାନ ହୁଅ” ([[rc://en/ta/man/translate/figs-doublenegatives]] ଏବଂ [[rc://en/ta/man/translate/figs-parallelism]]ଦେଖନ୍ତୁ)
EPH 5 16 h8b1 figs-metaphor ἐξαγοραζόμενοι τὸν καιρόν 1 Redeem the time ସମୟକୁ ଜ୍ଞାନଯୁକ୍ତଭାବରେ ବ୍ୟବହାର କରିବା ବିଷୟରେ କୁହାଯାଏ ଯେ ସତେ ଯେପରି **ସମୟକୁ ମୁକ୍ତ କରାଯାଉଛି** I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଆପଣା ସମୟର ସର୍ବୋତ୍କୃଷ୍ଟ ବ୍ୟବହାର କର” କିମ୍ବା “ସମୟକୁ ଜ୍ଞାନଯୁକ୍ତଭାବରେ ବ୍ୟବହାର କର” କିମ୍ବା “ସମୟକୁ ସର୍ବୋତ୍କୃଷ୍ଟ ଭାବରେ ବ୍ୟବହାର କର” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 16 lrb6 figs-metonymy ὅτι αἱ ἡμέραι πονηραί εἰσιν 1 because the days are evil “**କାଳ**” ଶବ୍ଦଟି ଗୋଟିଏ ରୂପକ ଏବଂ ଲୋକମାନେ ସେହି ଦିନଗୁଡିକରେ କଣ କରନ୍ତି ତାହାକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେହେତୁ ତୁମ୍ଭମାନଙ୍କ ଚାରିପାଖେଥିବା ଲୋକମାନେ ନାନା ପ୍ରକାର ମନ୍ଦ କାର୍ଯ୍ୟ କରୁଛନ୍ତି ଏବଂ ସତ୍କର୍ମ କରିବା ପାଇଁ ତୁମ୍ଭ ପାଇଁ ଅଳ୍ପ ସୁଯୋଗ ଅଛି ” ([[rc://en/ta/man/translate/figs-metonymy]]ଦେଖନ୍ତୁ)
EPH 5 18 tz9e 0 Connecting Statement: ବିଶ୍ାସୀମାନେ କିପରି ଜୀବନ ଯାପନ କରିବା ଉଚିତ, ସେ ବିଷୟରେ ପାଉଲ ଆପଣା ଶିକ୍ଷା ସମାପ୍ତ କରନ୍ତି I
EPH 5 18 scp1 καὶ μὴ μεθύσκεσθε οἴνῳ 1 And do not get drunk with wine ମଦ୍ୟପାନକରି ତୁମ୍ଭେମାନେ ମତ୍ତହେବା ଉଚିତ ନୁହେଁ"
EPH 5 18 lgw3 ἀλλὰ πληροῦσθε ἐν Πνεύματι 1 Instead, be filled with the Holy Spirit ତା’ପରିବର୍ତ୍ତେ, ତୁମ୍ଭେମାନେ ପବିତ୍ର ଆତ୍ମାରେ ନିୟନ୍ତ୍ରିତ ହେବା ଉଚିତ
EPH 5 19 egk6 figs-merism ψαλμοῖς, καὶ ὕμνοις, καὶ ᾠδαῖς πνευματικαῖς 1 psalms and hymns and spiritual songs ସମ୍ଭାବିତ ଅର୍ଥଗୁଡ଼ିକ ହେଲା (1) “ଈଶ୍ଵରଙ୍କର ପ୍ରଶଂସା କରିବାକୁ ସମସ୍ତ ପ୍ରକାର ଗୀତ” ନିମନ୍ତେ ଏକ ସଂକୀର୍ତ୍ତନ ଭାବରେ ପାଉଲ ଏହି ଶବ୍ଦଗୁଡିକୁ ବ୍ୟବହାର କରୁଛନ୍ତି କିମ୍ବା (2) ପାଉଲ ନିର୍ଦ୍ଦିଷ୍ଟ ପ୍ରକାର ସଂଗୀତକୁ ତାଲିକାଭୁକ୍ତ କରନ୍ତି I ([[rc://en/ta/man/translate/figs-merism]]ଦେଖନ୍ତୁ)
EPH 5 19 n5jj ψαλμοῖς 1 psalms ଏସବୁ ସମ୍ଭବତଃ ଖ୍ରୀଷ୍ଟିୟାନମାନେ ଗାଉଥିବା ପୁରାତନ ନିୟମର ଗୀତସଂହିତାର ଗୀତ ସବୁ ଅଟେ I
EPH 5 19 g5ss ὕμνοις 1 hymns ଏସବୁ ପ୍ରଶଂସା ଉପାସନାର ଗୀତ ଯାହା ନିର୍ଦ୍ଦିଷ୍ଟ ଭାବରେ ଖ୍ରୀଷ୍ଟିୟାନମାନେ ଗାଇବା ନିମନ୍ତେ ଲେଖା ହୋଇ ଥାଇପାରେ I
EPH 5 19 v9ay figs-doublet ᾠδαῖς πνευματικαῖς 1 spiritual songs ସମ୍ଭାବିତ ଅର୍ଥଗୁଡିକ ହେଲା ୧) ଏସବୁ ଏପ୍ରକାର ଗୀତ ଯାହା ଜଣେ ବ୍ୟକ୍ତିକୁ ପବିତ୍ର ଆତ୍ମା ଠିକ୍ ସେହି ମୁହୂର୍ତ୍ତରେ ଗାଇବାକୁ ପ୍ରେରଣା ଦିଅନ୍ତି କିମ୍ବା ) “ଆଧ୍ୟାତ୍ମିକ ଗୀତ” ଓ ସ୍ତୋତ୍ର” ଗୀତର ଦୁଇପଦିଆ ଅଂଶ ଯାହା ମୌଳିକଭାବରେ ଏକା ବିଷୟ ଅଟେ I (ଦେଖ: [[rc://en/ta/man/translate/figs-doublet]])
EPH 5 19 v3ql figs-metonymy τῇ καρδίᾳ ὑμῶν 1 with all your heart ଏଠାରେ “ହୃଦୟ” ଗୋଟିଏ ରୂପକ ଯାହା ଜଣେ ବ୍ୟକ୍ତିର ଭାବନା ବା ଆନ୍ତରିକ ପୁରୁଷକୁ ବୁଝାଏ I “ତୁମ୍ଭମାନଙ୍କ ହୃଦୟର ସହିତ” ବାକ୍ୟାଂଶର ଅର୍ଥ ହେଉଛି କୌଣସି କାର୍ଯ୍ୟକୁ ଉତ୍ସାହର ସହ କରିବା I ବିକଳ୍ପ ଅନୁବାଦ: “ତୁମ୍ଭର ପ୍ରାଣ ସହିତ” କିମ୍ବା “ଉତ୍ସାହର ସହିତ” (ଦେଖ: [[rc://en/ta/man/translate/figs-metonymy]])
EPH 5 20 e6w5 ἐν ὀνόματι τοῦ Κυρίου ἡμῶν, Ἰησοῦ Χριστοῦ 1 in the name of our Lord Jesus Christ ଯେହେତୁ ତୁମ୍ଭେମାନେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅଟ କିମ୍ବା “ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଲୋକ ଭାବରେ”
EPH 5 22 isd7 0 Connecting Statement: ପାଉଲ ବୁଝାଇବାକୁ ଆରମ୍ଭ କରୁଛନ୍ତି ଯେ ଖ୍ରୀଷ୍ଟିୟାନମାନେ କିପରି ପରସ୍ପରର ବଶୀଭୂତ ହେବା ଉଚିତ ([ଏଫିସୀୟ ୫:୨୧](../05/21.md)) I ସେ ସ୍ତ୍ରୀ ଓ ସ୍ବାମୀମାନଙ୍କୁ ଶିକ୍ଷା ଦେବାକୁ ଆରମ୍ଭ କରି କହୁଛନ୍ତି ଯେ ସେମାନେ ପରସ୍ପର ପ୍ରତି କିପରି ବ୍ୟବହାର କରିବା ଉଚିତ I
EPH 5 23 x637 figs-metaphor κεφαλὴ τῆς γυναικὸς … κεφαλὴ τῆς ἐκκλησίας 1 the head of the wife ... the head of the church “ମସ୍ତକ” ଶବ୍ଦଟି ନେତାଙ୍କୁ ବୁଝାଏ I (ଦେଖ: [[rc://en/ta/man/translate/figs-metaphor]])
EPH 5 19 g5ss ὕμνοις 1 hymns ଏସବୁ ପ୍ରଶଂସା ଏବଂ ଉପାସନାର ଗୀତ ଯାହା ନିର୍ଦ୍ଦିଷ୍ଟ ଭାବରେ ଖ୍ରୀଷ୍ଟିୟାନମାନେ ଗାଇବା ନିମନ୍ତେ ଲେଖା ହୋଇ ଥାଇପାରେ I
EPH 5 19 v9ay figs-doublet ᾠδαῖς πνευματικαῖς 1 spiritual songs ସମ୍ଭାବିତ ଅର୍ଥଗୁଡ଼ିକ ହେଲା (1) ଏସବୁ ଏପ୍ରକାର ଗୀତ ଯାହା ଜଣେ ବ୍ୟକ୍ତିକୁ ପବିତ୍ର ଆତ୍ମା ଠିକ୍ ସେହି ମୁହୂର୍ତ୍ତରେ ଗାଇବାକୁ ପ୍ରେରଣା ଦିଅନ୍ତି କିମ୍ବା (2) “**ଆତ୍ମିକ ଗୀତ**” ଏବଂ ସ୍ତୋତ୍ର” ଗୀତର ଦୁଇପଦିଆ ଅଂଶ ଯାହା ମୌଳିକଭାବରେ ଏକା ବିଷୟ ଅଟେ I ([[rc://en/ta/man/translate/figs-doublet]]ଦେଖନ୍ତୁ)
EPH 5 19 v3ql figs-metonymy τῇ καρδίᾳ ὑμῶν 1 with all your heart ଏଠାରେ “**ହୃଦୟ**” ଗୋଟିଏ ରୂପକ ଯାହା ଜଣେ ବ୍ୟକ୍ତିର ଭାବନା ବା ଆନ୍ତରିକ ପୁରୁଷକୁ ବୁଝାଏ I “**ତୁମ୍ଭମାନଙ୍କ ହୃଦୟର** ସହିତ” (1) ଆନ୍ତରିକ ଉଦ୍ଦେଶ୍ୟ ଏବଂ ଆନ୍ତରିକତା ସହିତ, ବିକଳ୍ପ ଅନୁବାଦ: “ତୁମ୍ଭର ପ୍ରାଣ ସହିତ” କିମ୍ବା “ଉତ୍ସାହର ସହିତ” (2) ଉତ୍ସାହ ସହିତ, ବିକଳ୍ପ ଅନୁବାଦ: "ତୁମ୍ଭର ସମସ୍ତ ଅସ୍ତିତ୍ୱ ସହିତ" କିମ୍ବା "ଉତ୍ସାହ ସହିତ" UST ଦେଖନ୍ତୁ । ([[rc://en/ta/man/translate/figs-metonymy]]ଦେଖନ୍ତୁ)
EPH 5 20 e6w5 ἐν ὀνόματι τοῦ Κυρίου ἡμῶν, Ἰησοῦ Χριστοῦ 1 in the name of our Lord Jesus Christ ଏହି **ନାମର** ଅର୍ଥ: (1) ଏହା ସ୍ଵୟଂ ଯୀଶୁଙ୍କୁ ସୂଚାଏ ବିକଳ୍ପ ଅନୁବାଦ: "ଯେହେତୁ ତୁମ୍ଭେ ଆମ୍ଭ ପ୍ରଭୁଙ୍କର ଅଟ" (2) ଏହା ଯୀଶୁଙ୍କର ଅଧିକାରକୁ ସୂଚାଏ । ବିକଳ୍ପ ଅନୁବାଦ: "ଆମ୍ଭ ପ୍ରଭୁ ଯୀଶୁଙ୍କର ଅଧିକାରରେ" (See: [[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 22 isd7 0 Connecting Statement: ପାଉଲ ବୁଝାଇବାକୁ ଆରମ୍ଭ କରୁଛନ୍ତି ଯେ ଖ୍ରୀଷ୍ଟିୟାନମାନେ କିପରି ପରସ୍ପରର ବଶୀଭୂତ ହେବା ଉଚିତ ([ଏଫିସୀୟ 5:21](https://create.translationcore.com/05/21.md)) I ସେ ସ୍ତ୍ରୀ ଏବଂ ସ୍ଵାମୀମାନଙ୍କୁ ଶିକ୍ଷା ଦେବାକୁ ଆରମ୍ଭ କରି କହୁଛନ୍ତି ଯେ ସେମାନେ ପରସ୍ପର ପ୍ରତି କିପରି ବ୍ୟବହାର କରିବା ଉଚିତ I
EPH 5 23 x637 figs-metaphor κεφαλὴ τῆς γυναικὸς … κεφαλὴ τῆς ἐκκλησίας 1 the head of the wife ... the head of the church “**ମସ୍ତକ**” ଶବ୍ଦଟି ନେତାଙ୍କୁ ବୁଝାଏ I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 25 sx8d 0 General Information: ଏଠାରେ “ଆପଣାକୁ” ଓ “ସେ” ଖ୍ରୀଷ୍ଟଙ୍କୁ ବୁଝାଏ I “ତାହା ନିମନ୍ତେ” ଶବ୍ଦଟି ମଣ୍ଡଳୀକୁ ବୁଝାଏ I
EPH 5 25 sm9e ἀγαπᾶτε τὰς γυναῖκας 1 love your wives ଏଠାରେ “ପ୍ରେମ” ସ୍ତ୍ରୀମାନଙ୍କ ପ୍ରତି ନିଃସ୍ବାର୍ଥପର ସେବା ବା ପ୍ରେମ ଦେବା ବିଷୟକୁ ବୁଝାଏ I
EPH 5 25 i24y ἑαυτὸν παρέδωκεν 1 gave himself up ବଧ ହେବା ନିମନ୍ତେ ଆପଣାକୁ ଲୋକମାନଙ୍କ ହାତରେ ଦେଇଦେଲେ

Can't render this file because it contains an unexpected character in line 2 and column 4496.