Edit 'en_tn_50-EPH.tsv' using 'tc-create-app'

This commit is contained in:
Gayatri-Digal 2021-08-21 13:03:04 +00:00
parent 818dc36dd3
commit 4fe4c4ba6e
1 changed files with 23 additions and 23 deletions

View File

@ -224,31 +224,31 @@ EPH 4 24 x41y ἐν δικαιοσύνῃ καὶ ὁσιότητι τῆς ἀ
EPH 4 25 abn8 ἀποθέμενοι τὸ ψεῦδος 1 get rid of lies ପାଉଲ ମିଛ କହିବା ବିଷୟରେ କୁହନ୍ତି ଯେପରି ବିଶ୍ଵାସୀମାନେ ସେଗୁଡ଼ିକୁ ବସ୍ତୁ ଅଟେ ଯାହା ପୃର୍ଥକ କରି ରଖିପାରିବେ I ବିକଳ୍ପ ଅନୁବାଦ: "ଆଉ ମିଛ କୁହ ନାହିଁ’" କିମ୍ବା "ମିଛ କହିବା ପରିବର୍ତ୍ତେ"[[rc://en/ta/man/translate/figs-metaphor]])ଦେଖନ୍ତୁ)
EPH 4 25 zh2g ἐσμὲν ἀλλήλων μέλη 1 we are members of one another ଏଠାରେ ପାଉଲ ବିଶ୍ଵାସୀମାନଙ୍କ ପରସ୍ପର ସହିତ ନିବିଡ଼ ସମ୍ପର୍କ ବିଷୟରେ କୁହନ୍ତି ଯେପରି ସେମାନେ ଏକ ଶରୀରର ପ୍ରତ୍ୟେକ ଅଙ୍ଗ ଅଟନ୍ତି I ବିକଳ୍ପ ଅନୁବାଦ: "ଆମ୍ଭେ ପରସ୍ପରର ସମ୍ପୃକ୍ତ ଅଟୁ" କିମ୍ବା "ଆମ୍ଭେ ସମସ୍ତେ ଈଶ୍ଵରଙ୍କ ପରିବାରର ସଦସ୍ୟ ଅଟୁ" [[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 4 26 w8rw ὀργίζεσθε, καὶ μὴ ἁμαρτάνετε 1 Be angry and do not sin “ତୁମ୍ଭେମାନେ କ୍ରୋଧ କରିପାର, କିନ୍ତୁ ପାପ କର ନାହି”, କିମ୍ବା “ଯଦି କ୍ରୋଧ କର, ପାପ କର ନାହିଁ”
EPH 4 26 ki7p figs-metonymy ὁ ἥλιος μὴ ἐπιδυέτω ἐπὶ παροργισμῷ ὑμῶν 1 Do not let the sun go down on your anger ସୂର୍ଯ୍ୟ ଅସ୍ତହେବା ଅର୍ଥ ରାତ୍ରି ଆସିଯିବା, କିମ୍ବା ଦିନ ଶେଷ ହୋଇଯିବା I ବିକଳ୍ପ ଅନୁବାଦ: “ରାତ୍ରି ଆସିବା ପୂର୍ବରୁ ତୁମ୍ଭକୁ କ୍ରୋଧ ପରିତ୍ୟାଗ କରିବାକୁ ହେବ” କିମ୍ବା ଦିନ ଶେଷ ହେବା ପୂର୍ବରୁ ତୁମ୍ଭଠାରୁ କ୍ରୋଧ ଚାଲିଯାଉ” (ଦେଖ: [[rc://en/ta/man/translate/figs-metonymy]])
EPH 4 27 w71s μηδὲ δίδοτε τόπον τῷ διαβόλῳ 1 Do not give an opportunity to the devil ତୁମ୍ଭକୁ ପାପରେ ପକାଇବାକୁ ଶୟତାନକୁ ସୁଯୋଗ ଦିଅ ନାହିଁ
EPH 4 26 ki7p figs-metonymy ὁ ἥλιος μὴ ἐπιδυέτω ἐπὶ παροργισμῷ ὑμῶν 1 Do not let the sun go down on your anger **ସୂର୍ଯ୍ୟ** **ଅସ୍ତହେବା** ଅର୍ଥ ରାତ୍ରି ଆସିଯିବା, କିମ୍ବା ଦିନ ଶେଷ ହୋଇଯିବାକୁ ବୁଝାଏ I ବିକଳ୍ପ ଅନୁବାଦ: “ରାତ୍ରି ଆସିବା ପୂର୍ବରୁ ତୁମ୍ଭକୁ କ୍ରୋଧ ପରିତ୍ୟାଗ କରିବାକୁ ହେବ” କିମ୍ବା ଦିନ ଶେଷ ହେବା ପୂର୍ବରୁ ତୁମ୍ଭଠାରୁ କ୍ରୋଧ ଚାଲିଯାଉ” ([[rc://en/ta/man/translate/figs-metonymy]]ଦେଖନ୍ତୁ)
EPH 4 27 w71s μηδὲ δίδοτε τόπον τῷ διαβόλῳ 1 Do not give an opportunity to the devil ତୁମ୍ଭକୁ ପାପରେ ପକାଇବାକୁ ଶୟତାନକୁ ସୁଯୋଗ ଦିଅ ନାହିଁ
EPH 4 29 f6yk λόγος σαπρὸς 1 filthy talk ଏହା ନିଷ୍ଠୁର ବା କଠୋର କଥାକୁ ବୁଝାଏ I
EPH 4 29 p9wc πρὸς οἰκοδομὴν 1 for building others up ଅନ୍ୟମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ବା “ଅନ୍ୟମାନଙ୍କୁ ଦୃଢ଼ କରିବା ନିମନ୍ତେ”
EPH 4 29 bv8a τῆς χρείας, ἵνα δῷ χάριν τοῖς ἀκούουσιν 1 their needs, that your words would be helpful to those who hear you ସେମାନଙ୍କର ପ୍ରୟୋଜନ I ଏହି ପ୍ରକାରେ ତୁମ୍ଭେମାନେ ତୁମ୍ଭମାନଙ୍କୁ ଶୁଣୁଥିବା ଲୋକମାନଙ୍କୁ ସାହାଯ୍ୟ କରିବ
EPH 4 30 air6 μὴ λυπεῖτε 1 do not grieve ଦୁଃଖ ଦିଅ ନାହିଁ କିମ୍ବା “ବିଚଳିତ କର ନାହିଁ”
EPH 4 30 pgk9 figs-metaphor ἐν ᾧ ἐσφραγίσθητε εἰς ἡμέραν ἀπολυτρώσεως 1 for it is by him that you were sealed for the day of redemption ପବିତ୍ରଆତ୍ମା ବିଶ୍ବାସୀମାନଙ୍କୁ ନିଶ୍ଚୟତା ଦିଅନ୍ତି ଯେ ଈଶ୍ବର ସେମାନଙ୍କୁ ମୁକ୍ତ କରିବେ I ପାଉଲ ପବିତ୍ର ଆତ୍ମାଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେ ବିଶ୍ବାସୀମାନଙ୍କ ଉପରେ ଈଶ୍ବର ପକାଉଥିବା ଗୋଟିଏ ଚିହ୍ନ ଅଟନ୍ତି, ଯଦ୍ଦ୍ବାରା ସେମାନଙ୍କୁ ଈଶ୍ବର କ୍ରୟ କରିଅଛନ୍ତି ବୋଲି ଜଣାପଡିବ I ବିକଳ୍ପ ଅନୁବାଦ: “କାରଣ ସେ ହେଉଛନ୍ତି ମୁଦ୍ରାଙ୍କନ ଯାହା ତୁମ୍ଭମାନଙ୍କୁ ନିଶ୍ଚୟତା ଦିଏ ଯେ ମୁକ୍ତି ଦିବସରେ ଈଶ୍ର ତୁମ୍ଭମାନଙ୍କୁ ମୁକ୍ତ କରିବେ” କିମ୍ବା “ସେ ହେଉଛନ୍ତି ସେହି ବ୍ୟକ୍ତି ଯେ କି ମୁକ୍ତି ଦିବସରେ ଈଶ୍ର ତୁମ୍ଭମାନଙ୍କୁ ମୁକ୍ତ କରିବେ ବୋଲି ନିଶ୍ଚୟତା ଦିଅନ୍ତି” (ଦେଖ: [[rc://en/ta/man/translate/figs-metaphor]] ଓ [[rc://en/ta/man/translate/figs-activepassive]])
EPH 4 31 b72p 0 Connecting Statement: ବିଶ୍ବାସୀମାନେ କଅଣ କରିବା ଉଚିତ ନୁହଁ ଓ କଅଣ କରିବା ଆବଶ୍ୟକ, ତାହା କହି ପାଉଲ ଆପଣା ଶିକ୍ଷା ଶେଷ କରୁଛନ୍ତି I
EPH 4 31 v576 figs-metaphor πᾶσα πικρία, καὶ θυμὸς, καὶ ὀργὴ ... ἀρθήτω 1 Put away all bitterness, rage, anger "ଏଠାରେ “ଦୂର କର” ବାକ୍ୟାଂଶଟି କେତେକ ନିର୍ଦ୍ଦିଷ୍ଟ ମନୋଭାବକୁ ବା ଆଚରଣକୁ ନ ଧରିରଖିବା ନିମନ୍ତେ ଗୋଟିଏ ରୂପକ ଅଟେ I ବିକଳ୍ପ ଅନୁବାଦ: “ଏହିସବୁ ବିଷୟକୁ, ଅର୍ଥାତ୍ କଟୁଭାବ, ରାଗ, କ୍ରୋଧ ଇତ୍ୟାଦିକୁ ତୁମ୍ଭେମାନେ ତୁମ୍ଭମାନଙ୍କ ଜୀବନର ଅଂଶ ଆଦୌ କରିବା ଉଚିତ ନୁହଁ” (ଦେଖ: [[rc://en/ta/man/translate/figs-metaphor]])
EPH 4 31 t1gj θυμὸς 1 rage ଅତି କ୍ରୋଧ
EPH 4 32 ygw4 γίνεσθε … χρηστοί 1 Be kind ତା’ପରିବର୍ତ୍ତେ ସଦୟ ହୁଅ"
EPH 4 32 w7tk εὔσπλαγχνοι 1 tenderhearted ଅନ୍ୟମାନଙ୍କ ପ୍ରତି ସଦୟ ଓ କୋମଳ ହୃଦୟହୋଇ
EPH 5 intro tdd2 0 # ଏଫିସୀୟ ୦୫ ସାଧାରଣ ସୂଚନା
## ସଙ୍ଗଠନ ଓ ତଥ୍ୟ ସ୍ଥାପନ ପ୍ରଣାଳୀ

କେତେକ ଅନୁବାଦ ସହଜରେ ପାଠ କରିବାପାଇଁ କବିତାର ପ୍ରତ୍ୟେକ ଧାଡିକୁ ଲେଖାମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT ଏହା ୧୪ ପଦର ପଦଗୁଡିକ କ୍ଷେତ୍ରରେ କରୁଅଛି I

## ଏହି ଅଧ୍ୟାୟର ବିଶେଷ ଧାରଣା

### ଖ୍ରୀଷ୍ଟଙ୍କ ରାଜ୍ୟର ଉତ୍ତରାଧିକାର
ଏହା ବୁଝିବାକୁ କଷ୍ଟକର I କେତେକ ପଣ୍ଡିତମାନେ ବିଶ୍ବାସ କରନ୍ତି ଯେ ଯେଉଁମାନେ ଏହିସବୁ କରିଚାଲନ୍ତି, ସେମାନେ ଅନନ୍ତ ଜୀବନ ପ୍ରାପ୍ତ ହେବେ ନାହିଁ I କିନ୍ତୁ ଈଶ୍ବର ଏହି ପଦରେ ତାଲିକାଭୁକ୍ତ ହୋଇଥିବା ସମସ୍ତ ପାପ କ୍ଷମା କରିପାରିବେ I ତେଣୁ ବ୍ୟଭିଚାରୀ, ଅଶୁଦ୍ଧାଚାରୀ ବା ଲୋଭୀ ଲୋକମାନେ ସୁଦ୍ଧା ଅନନ୍ତ ଜୀବନ ପ୍ରାପ୍ତ ହେବେ, ଯଦି ସେମାନେ ମନ ପରିବର୍ତ୍ତନକରି ଯୀଶୁଙ୍କଠାରେ ବିଶ୍ବାସ କରିବେ I ଏହାର ଏକ ଅଧିକ ସ୍ବାଭାବିକ ଅର୍ଥ ହେବ “ଯେଉଁମାନଙ୍କ ଉପରେ ଖ୍ରୀଷ୍ଟ ରାଜା ଭାବରେ ରାଜତ୍ବ କରିବେ ଈଶ୍ବରଙ୍କ ସେହି ଲୋକମାନଙ୍କ ମଧ୍ୟରେ କୌଣସି ବ୍ୟଭିଚାରୀ ବା ଅଶୁଦ୍ଧାଚାରୀ କିମ୍ବା ଲୋଭୀ ବ୍ୟକ୍ତି ରହି ପାରିବ ନାହିଁ (କାରଣ ଏହା ପ୍ରତିମା ପୂଜା ସହିତ ସମାନ) I” (UST) (ଦେଖ: [[rc://en/tw/dict/bible/kt/forgive]], [[rc://en/tw/dict/bible/kt/eternity]] ଓ [[rc://en/tw/dict/bible/kt/life]] ଓ [[rc://en/tw/dict/bible/kt/inherit]])

## ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ପ୍ରତିବନ୍ଧକ

### ହେ ସ୍ତ୍ରୀମାନେ, ଆପଣା ଆପଣା ସ୍ବାମୀମାନଙ୍କର ବଶୀଭୂତା ହୁଅ
ଏହି ଶାସ୍ତ୍ରଂଶକୁ ଏହାର ଐତିହାସିକ ସାଂସ୍କୃତିକ ପରିପ୍ରେକ୍ଷୀରେ ବୁଝିବା ନିମନ୍ତେ ପଣ୍ଡିତମାନେ ବିଭକ୍ତ ଅଟନ୍ତି I କେତେକ ପଣ୍ଡିତ ବିଶ୍ବାସ କରନ୍ତି ଯେ ପୁରୁଷ ଓ ସ୍ତ୍ରୀମାନେ ସବୁ ବିଷୟରେ ସମ୍ପୂର୍ଣ୍ଣଭାବରେ ସମାନ ଅଟନ୍ତି I ଅନ୍ୟ ପଣ୍ଡିତମାନେ ବିଶ୍ବାସ କରନ୍ତି ଯେ ଈଶ୍ବର ପୁରୁଷ ଓ ସ୍ତ୍ରୀମାନଙ୍କୁ ବୈବାହିକ ଜୀବନରେ ଓ ମଣ୍ଡଳୀରେ ନିର୍ଦ୍ଦିଷ୍ଟ ଭିନ୍ନ ଭିନ୍ନ ଭୂମିକାରେ ସେବା କରିବା ନିମନ୍ତେ ସୃଷ୍ଟି କଲେ I ଅନୁବାଦକମାନେ ସେମାନଙ୍କ ବୁଝିବା ଅନୁସାରେ ଏହି ବିଷୟକୁ ଅନୁବାଦ କଲେ କି ପ୍ରକାର ପ୍ରଭାବ ପଡ଼ିବ, ସେ ବିଷୟରେ ଯତ୍ନବାନ୍ ହେବା ଉଚିତ I

EPH 5 1 wus5 0 Connecting Statement: ପାଉଲ ବିଶ୍ାସୀମାନଙ୍କୁ କହିଚାଲିଛନ୍ତି ଯେ ସେମାନେ ଈଶ୍ରଙ୍କ ସନ୍ତାନଭାବରେ କିପରି ଜୀବନ ଯାପନ କରିବା ଉଚିତ ବା କରିବା ଉଚିତ ନୁହଁ I
EPH 5 1 jx2q γίνεσθε οὖν μιμηταὶ τοῦ Θεοῦ 1 Therefore be imitators of God "ଅତଏବ ଈଶ୍ବର ଯାହା କରନ୍ତି, ତୁମ୍ଭେମାନେ ତାହା କରିବା ଉଚିତ I ‘ଅତଏବ’ [ଏଫିସୀୟ ୪:୩୨](../04/32.md)କୁ ଉଲ୍ଲେଖ କରେ, ଯାହା କହେ ଯେ ବିଶ୍ବାସୀମାନେ କାହିଁକି ଈଶ୍ବରଙ୍କର ଅନୁକାରୀ ହେବା ଉଚିତ, କାରଣ ଖ୍ରୀଷ୍ଟ ବିଶ୍ବାସୀମାନଙ୍କୁ କ୍ଷମା କଲେ I
EPH 5 1 zen5 figs-simile ὡς τέκνα ἀγαπητά 1 as dearly loved children ଆମ୍ଭେମାନେ ତାହାଙ୍କର ସନ୍ତାନ ହୋଇଥିବାରୁ ଈଶ୍ର ଚାହାନ୍ତି ଯେ ଆମ୍ଭେମାନେ ତାହାଙ୍କର ଅନୁକରଣ ବା ଅନୁଗମନ କରୁ I ବିକଳ୍ପ ଅନୁବାଦ: “ପ୍ରିୟ ଆଦରଣୀୟ ପିଲାମାନେ ଯେପରି ସେମାନଙ୍କ ପିତାମାନଙ୍କର ଅନୁକରଣ କରନ୍ତି” କିମ୍ବା “ଯେହେତୁ ତୁମ୍ଭେମାନେ ତାହାଙ୍କର ସନ୍ତାନ ସେ ଅତି ଆଦରରେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି” (ଦେଖ: [[rc://en/ta/man/translate/figs-simile]])
EPH 5 2 ta41 figs-metaphor περιπατεῖτε ἐν ἀγάπῃ 1 walk in love ଜୀବନ ଯାପନ କରିବା ଚିନ୍ତାଧାରାକୁ ପ୍ରକାଶ କରିବାପାଇଁ ସାଧାରଣଭାବରେ ଆଚରଣ କରିବା ବୋଲି କୁହାଯାଏ I ବିକଳ୍ପ ଅନୁବାଦ: “ଏକ ପ୍ରେମର ଜୀବନ ଯାପନ କର” କିମ୍ବା “ସର୍ବଦା ପରସ୍ପରକୁ ପ୍ରେମ କର” (ଦେଖ: [[rc://en/ta/man/translate/figs-metaphor]])
EPH 5 2 bak1 προσφορὰν καὶ θυσίαν τῷ Θεῷ εἰς ὀσμὴν εὐωδίας 1 a fragrant offering and sacrifice to God ଈଶ୍ବରଙ୍କ ନିମନ୍ତେ ଏକ ସୁଗନ୍ଧି ନୈବେଦ୍ୟ ଓ ବଳି ସ୍ବରୂପେ"
EPH 5 3 le5f πορνεία δὲ, καὶ ἀκαθαρσία πᾶσα, ἢ πλεονεξία, μηδὲ ὀνομαζέσθω ἐν ὑμῖν 1 But there must not be even a suggestion among you of sexual immorality or any kind of impurity or of greed ଏପରି କୌଣସି ବିଷୟ କର ନାହିଁ ଯାହା ଦ୍ାରା ଅନ୍ୟମାନେ ଭାବିବେ ଯେ ତୁମ୍ଭେମାନେ ଯୌନଗତ ଅନୈତିକତାରେ ବା କୌଣସି ପ୍ରକାର ଅପବିତ୍ରତାରେ କିମ୍ବା ଲୋଭରେ ଦୋଷୀ ଅଟ
EPH 4 29 p9wc πρὸς οἰκοδομὴν 1 for building others up ଅନ୍ୟମାନଙ୍କୁ ଉତ୍ସାହିତ କରିବା ନିମନ୍ତେ କିମ୍ବା “ଅନ୍ୟମାନଙ୍କୁ ଦୃଢ଼ କରିବା ନିମନ୍ତେ”
EPH 4 29 bv8a τῆς χρείας, ἵνα δῷ χάριν τοῖς ἀκούουσιν 1 their needs, that your words would be helpful to those who hear you ସେମାନଙ୍କର ପ୍ରୟୋଜନ I ଏହି ପ୍ରକାରେ ତୁମ୍ଭେମାନେ ତୁମ୍ଭମାନଙ୍କୁ ଶୁଣୁଥିବା ଲୋକମାନଙ୍କୁ ସାହାଯ୍ୟ କରିବ
EPH 4 30 air6 μὴ λυπεῖτε 1 do not grieve ଦୁଃଖ ଦିଅ ନାହିଁ କିମ୍ବା “ବିଚଳିତ କର ନାହିଁ”
EPH 4 30 pgk9 figs-metaphor ἐν ᾧ ἐσφραγίσθητε εἰς ἡμέραν ἀπολυτρώσεως 1 for it is by him that you were sealed for the day of redemption ପବିତ୍ରଆତ୍ମା ବିଶ୍ଵାସୀମାନଙ୍କୁ ନିଶ୍ଚୟତା ଦିଅନ୍ତି ଯେ ଈଶ୍ଵର ସେମାନଙ୍କୁ ମୁକ୍ତ କରିବେ I ପାଉଲ ପବିତ୍ର ଆତ୍ମାଙ୍କ ବିଷୟରେ କହନ୍ତି ଯେ ସତେ ଯେପରି ସେ ବିଶ୍ଵାସୀମାନଙ୍କ ଉପରେ ଈଶ୍ଵର ପକାଉଥିବା ଗୋଟିଏ ଚିହ୍ନ ଅଟନ୍ତି, ଯଦ୍ଵାରା ସେମାନଙ୍କୁ ଈଶ୍ଵର କ୍ରୟ କରିଅଛନ୍ତି ବୋଲି ଜଣାପଡିବ I ବିକଳ୍ପ ଅନୁବାଦ: “କାରଣ ସେ ହେଉଛନ୍ତି ମୁଦ୍ରାଙ୍କନ ଯାହା ତୁମ୍ଭମାନଙ୍କୁ ନିଶ୍ଚୟତା ଦିଏ ଯେ ମୁକ୍ତି ଦିବସରେ ଈଶ୍ର ତୁମ୍ଭମାନଙ୍କୁ ମୁକ୍ତ କରିବେ” କିମ୍ବା “ସେ ହେଉଛନ୍ତି ସେହି ବ୍ୟକ୍ତି ଯେ କି ମୁକ୍ତି ଦିବସରେ ଈଶ୍ର ତୁମ୍ଭମାନଙ୍କୁ ମୁକ୍ତ କରିବେ ବୋଲି ନିଶ୍ଚୟତା ଦିଅନ୍ତି” ([[rc://en/ta/man/translate/figs-metaphor]] ଏବଂ [[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 4 31 b72p 0 Connecting Statement: ବିଶ୍ଵାସୀମାନେ କ’ଣ  କରିବା ଉଚିତ ନୁହଁ ଏବଂ କ’ଣ  କରିବା ଆବଶ୍ୟକ, ତାହା କହି ପାଉଲ ଆପଣା ଶିକ୍ଷା ଶେଷ କରନ୍ତି I
EPH 4 31 v576 figs-metaphor πᾶσα πικρία, καὶ θυμὸς, καὶ ὀργὴ ... ἀρθήτω 1 Put away all bitterness, rage, anger ପାଉଲ ଏଠାରେ ଏକ ନିର୍ଦ୍ଦିଷ୍ଟ ମନୋଭାବ କିମ୍ବା ଆଚରଣ ବିଷୟରେ ଉଲ୍ଲେଖ କରନ୍ତି ଯେପରି ସେଗୁଡ଼ିକ ଶାରୀରିକ ବସ୍ତୁ ଯାହା ଅପସାରଣ କରାଯାଇପାରିବ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ଜୀବନର ଅଂଶ………… ତୁମ୍ଭେ ଆଦୌ ଅନୁମତି ଦେବା ଉଚିତ୍ ନୁହେଁ” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 4 31 t1gj θυμὸς 1 rage ଏଗୁଡ଼ିକ ଗୁଣ ବାଚକ ବିଶେଷ୍ୟ ପଦ ଟେ ଯାହା ବିଶେଷଣ ଭାବରେ ପ୍ରକାଶ କରାଯାଇପାରେ I ବିକଳ୍ପ ଅନୁବାଦ: "ତିକ୍ତ, ଏବଂ ଅତ୍ୟଧିକ କ୍ରୋଧିତ, ଏବଂ କ୍ରୋଧିତ ହେବା"[[rc://en/ta/man/translate/figs-abstractnouns]])
EPH 4 32 ygw4 γίνεσθε … χρηστοί 1 Be kind
EPH 4 32 w7tk εὔσπλαγχνοι 1 tenderhearted ଅନ୍ୟମାନଙ୍କ ପ୍ରତି ସଦୟ ଏବଂ କୋମଳ ହୃଦୟହୋଇ”
EPH 5 intro tdd2 0 # ଏଫିସୀୟ 05 ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

କେତେକ ଅନୁବାଦ ସହଜରେ ପାଠ କରିବାପାଇଁ କବିତାର ପ୍ରତ୍ୟେକ ଧାଡିକୁ ଲେଖାମଧ୍ୟରେ ନ ରଖି ପୃଷ୍ଠାର ଦୂର ଡାହାଣ ପାଖକୁ ଲେଖନ୍ତି I ULT 14 ପଦରରେ ଏହିପରି ଉଲ୍ଲେଖ କରେ Iଏହି ଅଧ୍ୟାୟର ବିଶେଷ ଧାରଣା

## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

### ଖ୍ରୀଷ୍ଟଙ୍କ ରାଜ୍ୟର ଉତ୍ତରାଧିକାର

### କେତେକ ଜ୍ଞାନୀ ବ୍ୟକ୍ତିମାନେ ବିଶ୍ଵାସ କରନ୍ତି ଯେ ଯେଉଁମାନେ ଏହିସବୁ 5:5 ରେ ଉଲ୍ଲେଖିତ କରିଚାଲନ୍ତି, ସେମାନେ ଅନନ୍ତ ଜୀବନ ପ୍ରାପ୍ତ କରିବେ ନାହିଁ I କିନ୍ତୁ ଈଶ୍ଵର ଏହି ପଦରେ ତାଲିକାଭୁକ୍ତ ହୋଇଥିବା ସମସ୍ତ ପାପ କ୍ଷମା କରିବେ I ବ୍ୟଭିଚାରୀ, ଅଶୁଦ୍ଧାଚାରୀ ବା ଲୋଭୀ ଲୋକମାନେ ସୁଦ୍ଧା ଅନନ୍ତ ଜୀବନ ପ୍ରାପ୍ତ କରିବେ, ଯଦି ସେମାନେ ମନ ପରିବର୍ତ୍ତନକରି ଯୀଶୁଙ୍କଠାରେ ବିଶ୍ଵାସ କରିବେ I ଈଶ୍ଵର ହିଁ ଏହା ନିଷ୍ପତ୍ତି କରିବେ I [[rc://en/tw/dict/bible/kt/forgive]], [[rc://en/tw/dict/bible/kt/eternity]] ଓ [[rc://en/tw/dict/bible/kt/life]] ଓ [[rc://en/tw/dict/bible/kt/inherit]])

## ଏହି ଅଧ୍ୟାୟର ଅନ୍ୟ ସମ୍ଭାବିତ ଅନୁବାଦ ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ

### ସ୍ତ୍ରୀମାନେ, ଆପଣା ଆପଣା ସ୍ଵାମୀମାନଙ୍କର ବଶୀଭୂତା ହୁଅ

ଏହି ଶାସ୍ତ୍ରଂଶକୁ ଏହାର ଐତିହାସିକ ଏବଂ ସାଂସ୍କୃତିକ ପରିପ୍ରେକ୍ଷୀରେ ବୁଝିବା ନିମନ୍ତେ ଜ୍ଞାନୀ ବ୍ୟକ୍ତିମାନେ ଭିନ୍ନ ଭିନ୍ନ ମୋତ ପ୍ରକାଶ କରନ୍ତି I କେତେକ ଜ୍ଞାନୀ ବ୍ୟକ୍ତି ବିଶ୍ଵାସ କରନ୍ତି ଯେ ପୁରୁଷ ଏବଂ ସ୍ତ୍ରୀମାନେ ସମସ୍ତ ବିଷୟରେ ସମ୍ପୂର୍ଣ୍ଣଭାବରେ ସମାନ ଅଟନ୍ତି I ଅନ୍ୟ ଜ୍ଞାନୀ ବ୍ୟକ୍ତିମାନେ ବିଶ୍ଵାସ କରନ୍ତି ଯେ ଈଶ୍ଵର ପୁରୁଷ ଏବଂ ସ୍ତ୍ରୀମାନଙ୍କୁ ବୈବାହିକ ଜୀବନରେ ଏବଂ ମଣ୍ଡଳୀରେ ନିର୍ଦ୍ଦିଷ୍ଟ ଭିନ୍ନ ଭିନ୍ନ ଭୂମିକାରେ ସେବା କରିବା ନିମନ୍ତେ ସୃଷ୍ଟି କଲେ I ଅନୁବାଦକଗଣ ନିଜ ବୁଝିବା ଅନୁସାରେ ଏହି ବିଷୟକୁ ଅନୁବାଦ ନକରିବାକୁ ଯତ୍ନବାନ୍ ହେବା ଉଚିତ I
EPH 5 1 wus5 0 Connecting Statement: ପାଉଲ ବିଶ୍ାସୀମାନଙ୍କୁ କହିଚାଲିଛନ୍ତି ଯେ ସେମାନେ ଈଶ୍ରଙ୍କ ସନ୍ତାନଭାବରେ କିପରି ଜୀବନ ଯାପନ କରିବା ଉଚିତ ବା କରିବା ଉଚିତ ନୁହଁ I
EPH 5 1 jx2q γίνεσθε οὖν μιμηταὶ τοῦ Θεοῦ 1 Therefore be imitators of God **ଅନୁକାରୀ** ଶବ୍ଦ ଏକ ଗୁଣ ବାଚକ ବିଶେଷ୍ୟ ପଦ ଅଟେ ଏବଂ ଏହା ଏକ କ୍ରିୟା ସହିତ ଅନୁବାଦ କରାଯାଇପାରେ I ବିକଳ୍ପ ଅନୁବାଦ:"ଅତଏବ ଈଶ୍ଵରଙ୍କ ଅନୁକାରୀ ହୁଅ” କିମ୍ବା “ ତେଣୁ ଈଶ୍ଵର ଯାହା କରନ୍ତି, ତୁମ୍ଭେମାନେ ତାହା କରିବା ଉଚିତ”
EPH 5 1 zen5 figs-simile ὡς τέκνα ἀγαπητά 1 as dearly loved children ଆମ୍ଭେମାନେ ତାହାଙ୍କର ସନ୍ତାନ ହୋଇଥିବାରୁ ଈଶ୍ର ଚାହାନ୍ତି ଯେ ଆମ୍ଭେମାନେ ତାହାଙ୍କର ଅନୁକରଣ ବା ଅନୁଗମନ କରୁ I ବିକଳ୍ପ ଅନୁବାଦ: “ପ୍ରିୟ ଆଦରଣୀୟ ପିଲାମାନେ ଯେପରି ସେମାନଙ୍କ ପିତାମାନଙ୍କର ଅନୁକରଣ କରନ୍ତି” କିମ୍ବା “ଯେହେତୁ ତୁମ୍ଭେମାନେ ତାହାଙ୍କର ସନ୍ତାନ ଏବଂ ସେ ଅତି ଆଦରରେ ତୁମ୍ଭମାନଙ୍କୁ ପ୍ରେମ କରନ୍ତି” ([[rc://en/ta/man/translate/figs-simile]]ଦେଖନ୍ତୁ)
EPH 5 2 ta41 figs-metaphor περιπατεῖτε ἐν ἀγάπῃ 1 walk in love ଜୀବନ ଯାପନ କରିବା ଚିନ୍ତାଧାରାକୁ ପ୍ରକାଶ କରିବାପାଇଁ ସାଧାରଣଭାବରେ **ଆଚରଣ କରିବା** ବୋଲି କୁହାଯାଏ I ବିକଳ୍ପ ଅନୁବାଦ: “ଏକ ପ୍ରେମର ଜୀବନ ଯାପନ କର” କିମ୍ବା “ସର୍ବଦା ପରସ୍ପରକୁ ପ୍ରେମ କର” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 2 bak1 προσφορὰν καὶ θυσίαν τῷ Θεῷ εἰς ὀσμὴν εὐωδίας 1 a fragrant offering and sacrifice to God ଏହି ରୂପକ ଖ୍ରୀଷ୍ଟଙ୍କୁ ତୁଳନା କରେ ଯିଏ ଆମର ପାପ ପାଇଁ କ୍ରୁଶରେ ମୃତ୍ୟୁବରଣ କରିଥିଲେ, ପାପ ପାଇଁ ପୁରାତନ ନିୟମ **ବଳିଦାନ** ସହିତ, ଯାହା ଅଗ୍ନିରେ ଭଜା ହୋଇ ଏକ ସୁଗନ୍ଧିତ ଗନ୍ଧ ଦିଆଯାଇଥିଲା I ବିକଳ୍ପ ଅନୁବାଦ: "ଈଶ୍ଵଙ୍କ ପାଇଁ ଏକ ସୁଗନ୍ଧିତ ନୈବେଦ୍ୟ ଏବଂ ବଳିଦାନ ପରି" କିମ୍ବା "ଈଶ୍ଵରଙ୍କ ପାଇଁ ଏକ ନୈବେଦ୍ୟ ଏବଂ ବଳିଦାନ ଯାହା ଈଶ୍ଵରଙ୍କୁ ବହୁତ ସନ୍ତୁଷ୍ଟ କରେ" USTଦେଖନ୍ତୁ [[rc://en/ta/man/translate/figs-metaphor]])ଦେଖନ୍ତୁ)
EPH 5 3 le5f πορνεία δὲ, καὶ ἀκαθαρσία πᾶσα, ἢ πλεονεξία, μηδὲ ὀνομαζέσθω ἐν ὑμῖν 1 But there must not be even a suggestion among you of sexual immorality or any kind of impurity or of greed ଏହାକୁ ଏକ କର୍ତ୍ତୁବାଚ୍ୟ ବାକ୍ୟରେ ପ୍ରକାଶ କରାଯାଇପାରେ: ଏପରି କୌଣସି ବିଷୟ କର ନାହିଁ ଯାହା ଦ୍ାରା ଅନ୍ୟମାନେ ଭାବିବେ ଯେ ତୁମ୍ଭେମାନେ ଯୌନଗତ ଅନୈତିକତାରେ ବା କୌଣସି ପ୍ରକାର ଅପବିତ୍ରତାରେ କିମ୍ବା ଲୋଭରେ ଦୋଷୀ ଅଟ[[rc://en/ta/man/translate/figs-activepassive]])ଦେଖନ୍ତୁ)
EPH 5 3 xat9 ἀκαθαρσία πᾶσα 1 any kind of impurity କୌଣସି ନୈତିକ ଅଶୁଚିତା
EPH 5 4 utm5 ἀλλὰ μᾶλλον εὐχαριστία 1 Instead there should be thanksgiving ଏହା ପରିବର୍ତ୍ତେ ତୁମ୍ଭେମାନେ ଈଶ୍ରଙ୍କୁ ଧନ୍ୟବାଦ ଦେବା ଉଚିତ
EPH 5 5 vb16 figs-metaphor κληρονομίαν 1 inheritance ଈଶ୍ବର ବିଶ୍ବାସୀମାନଙ୍କୁ ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ପ୍ରାପ୍ତ ହେବା ବିଷୟରେ କୁହାଯାଏ ଯେ ସତେ ଯେପରି ଜଣେ ଲୋକ ପରିବାରର ଜଣେ ସଦସ୍ୟଙ୍କଠାରୁ ସମ୍ପତ୍ତି ବା ଧନ ପ୍ରାପ୍ତ ହେଉଅଛି I (ଦେଖ: [[rc://en/ta/man/translate/figs-metaphor]])
EPH 5 6 px7p κενοῖς λόγοις 1 empty words ଏପରି କଥା ଯହିଁରେ ସତ୍ୟତା ନ ଥାଏ
EPH 5 8 wy9d figs-metaphor ἦτε γάρ ποτε σκότος 1 For you were once darkness ଯେପରି ଜଣେ ଅନ୍ଧକାରରେ କିଛି ଦେଖିପାରେ ନାହିଁ, ସେହିପରି ଯେଉଁ ଲୋକମାନେ ପାପ କରିବାକୁ ଭଲ ପାଆନ୍ତି, ସେମାନଙ୍କର ଆତ୍ମିକ ଜ୍ଞାନର ଅଭାବ ଥାଏ I (ଦେଖ: [[rc://en/ta/man/translate/figs-metaphor]])
EPH 5 8 iw4q figs-metaphor νῦν δὲ φῶς ἐν Κυρίῳ 1 but now you are light in the Lord ଯେପରି ଜଣେ ଆଲୋକରେ ସବୁକିଛି ଦେଖିପାରେ, ସେହିପରି ଈଶ୍ର ଯେଉଁ ଲୋକମାନଙ୍କର ପରିତ୍ରାଣ କରନ୍ତି ସେମାନେ ବୁଝି ପାରନ୍ତି ଯେ ଇଶ୍ବରଙ୍କୁ କିପରି ତୁଷ୍ଟ କରିବାକୁ ହେବ I (ଦେଖ: [[rc://en/ta/man/translate/figs-metaphor]])
EPH 5 4 utm5 ἀλλὰ μᾶλλον εὐχαριστία 1 Instead there should be thanksgiving **ଧନ୍ୟବାଦ ଅର୍ପଣ** ଶବ୍ଦଟି ଏକ ମୈଖିକ ବିଶେଷ୍ୟ ଅଟେ ଏବଂ କ୍ରିୟା ସହିତ ଅନୁବାଦ କରାଯାଇପାରେ: “ଏହା ପରିବର୍ତ୍ତେ ତୁମ୍ଭେମାନେ ଈଶ୍ରଙ୍କୁ ଧନ୍ୟବାଦ ଦେବା ଉଚିତ
EPH 5 5 vb16 figs-metaphor κληρονομίαν 1 inheritance ଈଶ୍ଵର ବିଶ୍ଵାସୀମାନଙ୍କୁ ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ପ୍ରାପ୍ତ ହେବା ବିଷୟରେ କୁହାଯାଏ ଯେ ସତେ ଯେପରି ଜଣେ ଲୋକ ପରିବାରର ଜଣେ ସଦସ୍ୟଙ୍କଠାରୁ ସମ୍ପତ୍ତି ବା ଧନ ପ୍ରାପ୍ତ ହେଉଅଛି I ବିକଳ୍ପ ଅନୁବାଦ: "କିଛି ପାଇବ ନାହିଁ" କିମ୍ବା "ଏହାର କୌଣସି ଅଂଶ ନାହିଁ" UST ଦେଖନ୍ତୁ  I ([[rc://en/ta/man/translate/figs-metaphor]] ଦେଖନ୍ତୁ)
EPH 5 6 px7p κενοῖς λόγοις 1 empty words "ଯେଉଁ ଶବ୍ଦଗୁଡ଼ିକର ସତ୍ୟତା ନାହିଁ" କିମ୍ବା "ଏପରି କଥା ଯହିଁରେ ସତ୍ୟତା ନ ଥାଏ
EPH 5 8 wy9d figs-metaphor ἦτε γάρ ποτε σκότος 1 For you were once darkness ଯେପରି ଜଣେ ଅନ୍ଧକାରରେ କିଛି ଦେଖିପାରେ ନାହିଁ, ସେହିପରି ଯେଉଁ ଲୋକମାନେ ପାପ କରିବାକୁ ଭଲ ପାଆନ୍ତି, ସେମାନେ ଈଶ୍ଵଙ୍କର ବିଷୟ ବୁଝି ପାରନ୍ତି ନାହିଁ I ବିକଳ୍ପ ଅନୁବାଦ: "କାରଣ ତୁମ୍ଭେମାନେ ଈଶ୍ଵରଙ୍କ ବିଷୟରେ କିଛି ଜାଣି ନଥିଲେ" UST ଦେଖନ୍ତୁ  I ([[rc://en/ta/man/translate/figs-metaphor]] ଦେଖନ୍ତୁ)
EPH 5 8 iw4q figs-metaphor νῦν δὲ φῶς ἐν Κυρίῳ 1 but now you are light in the Lord ଯେପରି ଜଣେ **ଆଲୋକରେ** ସବୁକିଛି ଦେଖିପାରେ, ସେହିପରି ଈଶ୍ର ଯେଉଁ ଲୋକମାନଙ୍କର ପରିତ୍ରାଣ କରନ୍ତି ସେମାନେ ବୁଝି ପାରନ୍ତି ଯେ ଇଶ୍ଵରଙ୍କୁ କିପରି ତୁଷ୍ଟ କରିବାକୁ ହେବ I ବିକଳ୍ପ ଅନୁବାଦ: "କିନ୍ତୁ ବର୍ତ୍ତମାନ ତୁମ୍ଭେମାନେ ଈଶ୍ଵରଙ୍କୁ ଜାଣିଛ ଏବଂ ତାଙ୍କ ପାଇଁ ବଞ୍ଚିପାରିବ" UST ଦେଖନ୍ତୁ  I ([[rc://en/ta/man/translate/figs-metaphor]] ଦେଖନ୍ତୁ)
EPH 5 8 l6ki figs-metaphor ὡς τέκνα φωτὸς περιπατεῖτε 1 Walk as children of light ଆଚରଣ କରିବା ବିଷୟଟି ହେଉଛି ଗୋଟିଏ ରୂପକ ଯାହା ଜଣେ ଲୋକ କିପରି ଜୀବନ ଯାପନ କରୁଛି, ତା’କୁ ବୁଝାଏ I ବିକଳ୍ପ ଅନୁବାଦ: “ଏପରି ଲୋକମାନଙ୍କ ପରି ଜୀବନ ଯାପନ କର, ଯେଉଁମାନେ ବୁଝିପାରନ୍ତି ଯେ ସେମାନେ କ'ଣ କରନ୍ତୁ ବୋଲି ପ୍ରଭୁ ଚାହାନ୍ତି” (ଦେଖ: [[rc://en/ta/man/translate/figs-metaphor]])
EPH 5 9 q194 figs-metaphor ὁ ... καρπὸς τοῦ φωτὸς ἐν πάσῃ ἀγαθωσύνῃ, καὶ δικαιοσύνῃ, καὶ ἀληθείᾳ 1 the fruit of the light consists in all goodness, righteousness, and truth "ଏଠାରେ ଫଳ ଗୋଟିଏ ରୂପକ ଯାହା “ଫଳାଫଳ” ବା “ପରିଣାମ”କୁ ବୁଝାଏ I ବିକଳ୍ପ ଅନୁବାଦ: “ଆଲୋକରେ ଜୀବନଯାପନ କରିବାର ପରିଣାମ ହେଉଛି, ସତ୍କର୍ମ, ଯଥାର୍ଥ ଜୀବନଯାପନ ଓ ସତ୍ୟପୂର୍ଣ୍ଣ ବ୍ୟବହାର” (ଦେଖ: [[rc://en/ta/man/translate/figs-metaphor]])
EPH 5 11 zdu1 figs-metaphor μὴ συνκοινωνεῖτε τοῖς ἔργοις τοῖς ἀκάρποις τοῦ σκότους 1 Do not associate with the unfruitful works of darkness ଅବିଶ୍ବାସୀମାନେ କରୁଥିବା ନିଷ୍ଫଳ ପାପପୂର୍ଣ୍ଣ ବିଷୟ ସମ୍ବନ୍ଧରେ ପାଉଲ କହନ୍ତି ଯେ ସତେ ଯେପରି ତାହା ଲୋକମାନେ ଅନ୍ଧକାରରେ କରୁଥିବା ମନ୍ଦ କାର୍ଯ୍ୟସବୁ ଅଟେ ଯେପରିକି କେହି ସେମାନଙ୍କୁ ଦେଖି ପାରିବ ନାହିଁ I ବିକଳ୍ପ ଅନୁବାଦ: “ଅବିଶ୍ବାସୀମାନଙ୍କ ସହ ନିଷ୍ଫଳ ପାପପୂର୍ଣ୍ଣ କାର୍ଯ୍ୟ କର ନାହିଁ” (ଦେଖ: [[rc://en/ta/man/translate/figs-metaphor]])

Can't render this file because it contains an unexpected character in line 2 and column 4496.