Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-09-11 13:43:13 +00:00
parent 2cd96a0cc9
commit 50af0a05ce
1 changed files with 3 additions and 3 deletions

View File

@ -14,7 +14,7 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ
1:6 fd7a τοῦ καλέσαντος 1
1:6 cfr2 ἐν χάριτι Χριστοῦ 1
1:6 n1rd rc://*/ta/man/translate/figs-metaphor μετατίθεσθε & εἰς ἕτερον εὐαγγέλιον 1
1:7 gy1i οἱ ταράσσοντες 1 କିଛି ଲୋକମାନେ
1:7 gy1i οἱ ταράσσοντες 1
1:8 i82d rc://*/ta/man/translate/figs-hypo εὐαγγελίζηται 1
1:8 s5uq παρ’ ὃ εὐηγγελισάμεθα 1 ଏଠାରେ, **ଯେଉଁ** ବାକ୍ୟାଂଶ ପାଉଲ ଏବଂ ତାଙ୍କର ସହକର୍ମୀମାନେ ଗାଲାତୀୟମାନଙ୍କୁ ଘୋଷଣା କରିଥିବା ସୁସମାଚାର ବାର୍ତ୍ତାକୁ ସୂଚିତ କରେ । ଯଦି ଆପଣଙ୍କର ପାଠକମାନେ ଏହାକୁ ବୁଝି ନ ପାରନ୍ତି ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “ଆମ୍ଭେମାନେ ପ୍ରଚାର କରିଥିବା ସୁସମାଚାରଠାରୁ ଭିନ୍ନ” କିମ୍ବା “ଆମ୍ଭେମାନେ ପ୍ରଚାର କରିଥିବା ବାର୍ତ୍ତାଠାରୁ ଭିନ୍ନ”
1:8 xb2c ἀνάθεμα ἔστω 1 ଯଦି ଆପଣଙ୍କର ଭାଷାରେ କାହାକୁ ଅଭିଶାପ ଦେବାକୁ କିମ୍ବା କାହା ଉପରେ ଅଭିଶାପ ଆଣିବାକୁ ଈଶ୍ବରଙ୍କୁ ପ୍ରାର୍ଥନା କରିବା ଭିନ୍ନ ଉପାୟ ଅଛି, ଏବଂ ଏହି ପ୍ରସଙ୍ଗରେ ବ୍ୟବହାର କରିବା ଉପଯୁକ୍ତ ହେବ, ଏହାକୁ ଏଠାରେ ବ୍ୟବହାର କରିବାକୁ ବିଚାର କରନ୍ତୁ ।
@ -77,9 +77,9 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ
2:16 j7g5 rc://*/ta/man/translate/figs-synecdoche οὐ & σάρξ 1 **ଶରୀର** ଶବ୍ଦ ମନୁଷ୍ୟମାନଙ୍କୁ ବୁଝାଏ । ପାଉଲ ସମଗ୍ର ମନୁଷ୍ୟକୁ ସୂଚାଇବା ପାଇଁ ମାନବ ଶରୀରର ଏକ ଅଂଶ ବ୍ୟବହାର କରନ୍ତି । **କୌଣସି ଶରୀର** ଅର୍ଥାତ୍ କୌଣସି ବ୍ୟକ୍ତି । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଆପଣଙ୍କ ସଂସ୍କୃତି କିମ୍ବା ସରଳ ଭାଷାରୁ ସମାନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “କୌଣସି ବ୍ୟକ୍ତି”
2:17 vnp6 ζητοῦντες δικαιωθῆναι ἐν Χριστῷ 1 ଏଠାରେ **ଖ୍ରୀଷ୍ଟଙ୍କଠାରେ ଧାର୍ମିକ** ବାକ୍ୟର ଅର୍ଥ “ସେ ଯାହା କରିଛନ୍ତି ତାହା ଉପରେ ବିଶ୍ୱାସ କରି ଖ୍ରୀଷ୍ଟଙ୍କ ସହ ମିଳିତ ହୋଇ ଈଶ୍ବରଙ୍କ ଦୃଷ୍ଟିରେ ଧାର୍ମିକ ହୋଇଛନ୍ତି।” ଏହି ବାକ୍ୟର ଅର୍ଥ ହେଉଛି [2:16](../02/16.md) ରେ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ ଦ୍ୱାରା ବାକ୍ୟାଂଶ ଯଥାର୍ଥ କରେ| ଆପଣ କିପରି “ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ ଦ୍ୱାରା ଧାର୍ମିକ” ବାକ୍ୟାଂଶକୁ ଅନୁବାଦ କରିଛ ଦେଖନ୍ତୁ ଏବଂ ଯଦି ଏହା ଆପଣଙ୍କର ପାଠକମାନଙ୍କୁ ସାହାଯ୍ୟ କରିବ, ତେବେ ଖ୍ରୀଷ୍ଟଙ୍କଠାରେ ଧାର୍ମିକ ହେବା ବାକ୍ୟର ଅର୍ଥ କ’ଣ ଏଠାରେ ଅଧିକ ପୂର୍ଣ୍ଣ ଭାବରେ ବର୍ଣ୍ଣନା କରିବାକୁ ବିଚାର କରନ୍ତୁ |
2:17 sge2 rc://*/ta/man/translate/figs-idiom εὑρέθημεν καὶ αὐτοὶ ἁμαρτωλοί 1
2:17 yy9s rc://*/ta/man/translate/figs-rquestion μὴ γένοιτο 1
2:17 yy9s rc://*/ta/man/translate/figs-rquestion μὴ γένοιτο 1 ଏଠାରେ **ତାହା କେବେ ହେଁ ନ ହେଉ** ବାକ୍ୟାଂଶ ପୂର୍ବ ପ୍ରଶ୍ନର ଖ୍ରୀଷ୍ଟ କି ପାପର ସେବକ? ସମ୍ଭାବ୍ୟ ଦୃଢ଼ ନକାରାତ୍ମକ ଉତ୍ତର ପ୍ରଧାନ କରେ, ଏକ ଧାରଣାକୁ ଦୃଢ଼ ଭାବରେ ଏବଂ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଅବଶ୍ୟ, ଏହା ସତ୍ୟ ନୁହେଁ” କିମ୍ବା “ନା, କେବେ ନୁହେଁ” କିମ୍ବା “ନୁହେଁ”
2:20 bb2x rc://*/ta/man/translate/guidelines-sonofgodprinciples Υἱοῦ τοῦ Θεοῦ 1
2:21 tj6l rc://*/ta/man/translate/figs-litotes οὐκ ἀθετῶ 1
2:21 tj6l rc://*/ta/man/translate/figs-litotes οὐκ ἀθετῶ 1 ଏଠାରେ, ପାଉଲ ଏକ ନକାରାତ୍ମକ ବାକ୍ୟାଂଶ ବ୍ୟବହାର କରି ଏକ ଦୃଢ଼ ସକରାତ୍ମକ ଅର୍ଥ ପ୍ରକାଶ କରନ୍ତି, **କରୁ ନାହିଁ **, ଏକ ବାକ୍ୟାଂଶ ସହିତ, **ଅଲଗା ** ଯାହା ଉଦ୍ଦିଷ୍ଟ ଅର୍ଥର ବିପରୀତ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସକାରାତ୍ମକ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ଦୃଢ଼ ଭାବରେ ନିଶ୍ଚିତ କରେ” କିମ୍ବା “ମୁଁ ସମର୍ଥନ କରେ”
2:21 yl3c rc://*/ta/man/translate/figs-hypo εἰ & διὰ νόμου δικαιοσύνη, ἄρα Χριστὸς δωρεὰν ἀπέθανεν 1
2:21 k6bg εἰ & διὰ νόμου δικαιοσύνη 1
2:21 rku5 ἄρα Χριστὸς δωρεὰν ἀπέθανεν 1

Can't render this file because it contains an unexpected character in line 71 and column 1453.