Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-09-11 02:20:50 +00:00
parent c9b4b8a39b
commit 2cd96a0cc9
1 changed files with 6 additions and 6 deletions

View File

@ -77,12 +77,12 @@ front:intro i6u9 0 # ଗାଲାତୀୟ ପୂସ୍ତକର ପରିଚ
2:16 j7g5 rc://*/ta/man/translate/figs-synecdoche οὐ & σάρξ 1 **ଶରୀର** ଶବ୍ଦ ମନୁଷ୍ୟମାନଙ୍କୁ ବୁଝାଏ । ପାଉଲ ସମଗ୍ର ମନୁଷ୍ୟକୁ ସୂଚାଇବା ପାଇଁ ମାନବ ଶରୀରର ଏକ ଅଂଶ ବ୍ୟବହାର କରନ୍ତି । **କୌଣସି ଶରୀର** ଅର୍ଥାତ୍ କୌଣସି ବ୍ୟକ୍ତି । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଆପଣଙ୍କ ସଂସ୍କୃତି କିମ୍ବା ସରଳ ଭାଷାରୁ ସମାନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “କୌଣସି ବ୍ୟକ୍ତି”
2:17 vnp6 ζητοῦντες δικαιωθῆναι ἐν Χριστῷ 1 ଏଠାରେ **ଖ୍ରୀଷ୍ଟଙ୍କଠାରେ ଧାର୍ମିକ** ବାକ୍ୟର ଅର୍ଥ “ସେ ଯାହା କରିଛନ୍ତି ତାହା ଉପରେ ବିଶ୍ୱାସ କରି ଖ୍ରୀଷ୍ଟଙ୍କ ସହ ମିଳିତ ହୋଇ ଈଶ୍ବରଙ୍କ ଦୃଷ୍ଟିରେ ଧାର୍ମିକ ହୋଇଛନ୍ତି।” ଏହି ବାକ୍ୟର ଅର୍ଥ ହେଉଛି [2:16](../02/16.md) ରେ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ ଦ୍ୱାରା ବାକ୍ୟାଂଶ ଯଥାର୍ଥ କରେ| ଆପଣ କିପରି “ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ ଦ୍ୱାରା ଧାର୍ମିକ” ବାକ୍ୟାଂଶକୁ ଅନୁବାଦ କରିଛ ଦେଖନ୍ତୁ ଏବଂ ଯଦି ଏହା ଆପଣଙ୍କର ପାଠକମାନଙ୍କୁ ସାହାଯ୍ୟ କରିବ, ତେବେ ଖ୍ରୀଷ୍ଟଙ୍କଠାରେ ଧାର୍ମିକ ହେବା ବାକ୍ୟର ଅର୍ଥ କ’ଣ ଏଠାରେ ଅଧିକ ପୂର୍ଣ୍ଣ ଭାବରେ ବର୍ଣ୍ଣନା କରିବାକୁ ବିଚାର କରନ୍ତୁ |
2:17 sge2 rc://*/ta/man/translate/figs-idiom εὑρέθημεν καὶ αὐτοὶ ἁμαρτωλοί 1
2:17 yy9s rc://*/ta/man/translate/figs-rquestion μὴ γένοιτο 1 "ଅବଶ୍ୟ, ତାହା ସତ୍ୟ ନୁହେଁ ! ଏହି ପ୍ରକାଶନ ଆଗାମୀ ଅଳଙ୍କାରିକ ପ୍ରଶ୍ନର ଦୃଢ ସମ୍ଭାବିତ ନକାରାତ୍ମକ ଉତ୍ତର ଦିଏ “ଖ୍ରୀଷ୍ଟ କି ପାପର ଦାସ ଅଟନ୍ତି ?” ତୁମମାନଙ୍କ ଭାଷାରେ ହୁଏତ ସମାନ ପ୍ରକାରର ପ୍ରକାଶନ ଥାଇପାରେ ଯାହାକୁ ତୁମେମାନେ ଏଠାରେ ବ୍ୟବହାର କରିପାରିବ । (ଦେଖ: [[rc://or/ta/man/translate/figs-rquestion]])
2:20 bb2x rc://*/ta/man/translate/guidelines-sonofgodprinciples Υἱοῦ τοῦ Θεοῦ 1 ଏହା ଯୀଶୁଙ୍କ ନିମନ୍ତେ ଏକ ଗୁରୁତ୍ବତ୍ପୁର୍ଣ୍ଣ ସଜ୍ଞା ଅଟେ । (ଦେଖ: [[rc://or/ta/man/translate/guidelines-sonofgodprinciples]])
2:21 tj6l rc://*/ta/man/translate/figs-litotes οὐκ ἀθετῶ 1 ପାଉଲ ସାକରାତ୍ମକକୁ ଗୁରୁତ୍ବାରୋପ କରିବା ନିମନ୍ତେ ଏକ ନକାରାତ୍ମକ ଉକ୍ତି କହନ୍ତି । ଅନ୍ୟ ଏକ ଅନୁବାଦରେ: “ମୁଁ ମୁଲ୍ୟାଙ୍କନ କରେ” (ଦେଖ: [[rc://or/ta/man/translate/figs-litotes]])
2:21 yl3c rc://*/ta/man/translate/figs-hypo εἰ & διὰ νόμου δικαιοσύνη, ἄρα Χριστὸς δωρεὰν ἀπέθανεν 1 ପାଉଲ ଏପରି ଏକ ପରିସ୍ଥିତି ବିଷୟରେ ବର୍ଣ୍ଣନା କରୁଛନ୍ତି ଯାହା କେବେ ହେଁ ନଥିଲା । (ଦେଖ: [[rc://or/ta/man/translate/figs-hypo]])
2:21 k6bg εἰ & διὰ νόμου δικαιοσύνη 1 ଯଦି ଲୋକମାନେ ବ୍ୟବସ୍ଥା ପାଳନ କରିବା ଦ୍ବାରା ଧାର୍ମିକ ହୋଇ ପାଇଥାନ୍ତେ"
2:21 rku5 ἄρα Χριστὸς δωρεὰν ἀπέθανεν 1 ତେବେ ଖ୍ରୀଷ୍ଟ ମତ୍ୟୁଭୋଗ କରିବା ଦ୍ବାରା କିଛି ପ୍ରାପ୍ତ ହୋଇ ନଥାନ୍ତା ବା କିଛି ଲାଭ ଦାୟକ ହୋଇନଥାନ୍ତା
2:17 yy9s rc://*/ta/man/translate/figs-rquestion μὴ γένοιτο 1
2:20 bb2x rc://*/ta/man/translate/guidelines-sonofgodprinciples Υἱοῦ τοῦ Θεοῦ 1
2:21 tj6l rc://*/ta/man/translate/figs-litotes οὐκ ἀθετῶ 1
2:21 yl3c rc://*/ta/man/translate/figs-hypo εἰ & διὰ νόμου δικαιοσύνη, ἄρα Χριστὸς δωρεὰν ἀπέθανεν 1
2:21 k6bg εἰ & διὰ νόμου δικαιοσύνη 1
2:21 rku5 ἄρα Χριστὸς δωρεὰν ἀπέθανεν 1
3:intro xd92 0 # ଗଲତୀୟ ୦୩ ଅଧ୍ୟାୟ ସାଧାରଣ ଟିପ୍ପଣୀ \n## ଗଠନ ପ୍ରଣାଳୀ ଏବଂ ଆକୃତି \n\n ଏହି ଅଧ୍ୟାୟରେ ବିଶେଷ ଧାରଣା \n\n### ଖ୍ରୀଷ୍ଟଙ୍କଠାରେ ସମାନତା \n ସମସ୍ତ ଖ୍ରୀଷ୍ଟିୟାନମାନେ ଖ୍ରୀଷ୍ଟଙ୍କଠାରେ ସମାନଭାବେ ଏକତ୍ରିତ ହୋଇଛନ୍ତି । ଯେକୌଣସି ବଂଶ, ଲିଙ୍ଗ, ଏବଂ ସ୍ଥିତି ହେଲେ ମଧ୍ୟ ତାହାଙ୍କଠାରେ କିଛି ଅଲଗା ନୁହେଁ । ସମସ୍ତେ ପରସ୍ପର ସହିତ ସମାନ ଅଟନ୍ତି । ସମସ୍ତେ ଈଶ୍ବରଙ୍କ ଦୃଷ୍ଟିରେ ସମାନ ଅଟନ୍ତି । \n\n### ଅଳଙ୍କାରିକ ପ୍ରଶ୍ନ \n ପାଉଲ ଏହି ଅଧ୍ୟାୟରେ ବିଭିନ୍ନ ପ୍ରକାର ଅଳଙ୍କାରିକ ପ୍ରଶ୍ନଗୁଡିକର ବ୍ୟବହାର କରିଛନ୍ତି । ସେ ଗାଲାତୀୟମାନଙ୍କୁ ସେମାନଙ୍କ ପାପକୁ ଉଦବୋଧ କରିବା ନିମନ୍ତେ ସେଗୁଡିକୁ ବ୍ୟବହାର କରନ୍ତି । (ଦେଖ: [[rc://or/ta/man/translate/figs-rquestion]] ଏବଂ [[rc://or/tw/dict/bible/kt/sin]]) \n\n## ଏହି ଅଧ୍ୟାୟରେ ଅନ୍ୟ ସମ୍ଭାବିତ ଅନୁବାଦ ସମସ୍ୟା \n\n### ଶରୀର \n ଏହା ଏକ ଜଟିଳ ବିଷୟ ଅଟେ । “ଶରୀର” ସମ୍ଭବତଃ ଆମମାନଙ୍କ ପାପପୁର୍ଣ୍ଣ ସ୍ବଭାବ ନିମନ୍ତେ ଏକ ରୂପକ ଅଟେ । ପାଉଲ ଏହା ଶିକ୍ଷା ଦେଉ ନାହାନ୍ତି ଯେ ମନୁଷ୍ୟର ଜାଗତିକ ଅଂଶ ପାପପୁର୍ଣ୍ଣ ଅଟେ । ଏହି ଅଧ୍ୟାୟରେ ବ୍ୟବହୃତ ଶବ୍ଦ “ଶରୀର” ସେହି ଶଦ୍ଦର ବ୍ୟତିରେକ ଅଟେ ଯାହା ଆତ୍ମିକ ଅଟେ । (ଦେଖ: [[rc://or/tw/dict/bible/kt/flesh]]) \n\n### “ସେମାନେ ବିଶ୍ବାସରେ ଆବ୍ରାହାମଙ୍କ ସନ୍ତାନଗଣ ଅଟନ୍ତି” \n ଏହି ଅର୍ଥ ବା ମତରେ ବିଦ୍ବାନମାନଙ୍କର ବିଭିନ୍ନ ପ୍ରକାରର ମତ ରହିଛି । କେତେକ ବିଶ୍ବାସ କରନ୍ତି ଯେ ଈଶ୍ବର ଅବ୍ରାହାମଙ୍କୁ ଦେଇଥିବା ପ୍ରତିଜ୍ଞା ଅନୁସାରେ ଖ୍ରୀଷ୍ଟିୟାନମାନେ ଉତ୍ତରାଧିକାର ହେବେ, ତେଣୁ ଖ୍ରୀଷ୍ଟିୟାନମାନେ ଇସ୍ରାଏଲର ଶାରୀରିକ ସନ୍ତାନଗଣକୁ ସ୍ଥାନାନ୍ତରିତ ହେବେ । ଅନ୍ୟମାନେ ବିଶ୍ବାସ କରନ୍ତି ଯେ ଖ୍ରୀଷ୍ଟିୟାନମାନେ ଆତ୍ମିକଭାବରେ ଅବ୍ରାହାମଙ୍କୁ ଅନୁସରଣ କରନ୍ତି, କିନ୍ତୁ ସେମାନେ ସେହି ପ୍ରତିଜ୍ଞା ଅନୁସାରେ ଉତ୍ତରାଧିକାରୀ ହେବେନାହିଁ ଯାହା ଈଶ୍ବର ଅବ୍ରାହାମକୁ ଦେଇଥିଲେ । ପାଉଲଙ୍କ ଅନ୍ୟ ଶିକ୍ଷାଗୁଡିକ ଏବଂ ଏଠିକାର ପ୍ରସଙ୍ଗର ପ୍ରକାଶରେ, ପାଉଲ ସମ୍ଭବତଃ ଯିହୁଦୀ ଓ ବିଜାତି ଖ୍ରୀଷ୍ଟିୟାନଙ୍କ ବିଷୟରେ ଲେଖୁଛନ୍ତି ଯେଉଁମାନେ ଅବ୍ରାହାମଙ୍କ ସ୍ବରୁପ ସମାନ ବିଶ୍ବାସରେ ଅଂଶୀ ହୁଅନ୍ତି । (ଦେଖ: [[rc://or/tw/dict/bible/kt/spirit]] ଏବଂ [[rc://or/ta/man/translate/figs-metaphor]])
3:1 p7uw General Information: 0 # General Information:\n\nପାଉଲ ଅଳଙ୍କାରିକ ପ୍ରଶ୍ନ କରିବା ଦ୍ବାରା ଗାଲାତୀୟମାନଙ୍କୁ ଅନୁଯୋଗ କରୁଛନ୍ତି ।
3:1 x4gd Connecting Statement: 0 # Connecting Statement:\n\nପାଉଲ ଗାଲାତୀୟ ବିଶ୍ବାସୀମାନଙ୍କୁ ସ୍ଣରଣ କରାଇ ଦିଅନ୍ତି ଯେ ଈଶ୍ବର ସେମାନଙ୍କୁ ଈଶ୍ବରଙ୍କ ଆତ୍ମା ଦେଲେ ଯେତେବେଳେ ସେମାନେ ବିଶ୍ବାସ ଦ୍ବାରା ସୁସମାଚାରକୁ ଗ୍ରହଣ କରିଥିଲେ, ସେମାନଙ୍କ ଈଶ୍ବରଙ୍କ ବ୍ୟବସ୍ଥା ପାଳନ କରିବା ଦ୍ବାରା ନୁହେଁ ।

Can't render this file because it contains an unexpected character in line 71 and column 1453.