Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-10-01 03:32:46 +00:00
parent 430f3eb952
commit 4be9bb9385
1 changed files with 74 additions and 0 deletions

View File

@ -699,3 +699,77 @@ front:intro ku3t οἱ δοκοῦντες 1 ଆପଣ [2:2](../02/02.md). ର
4:2 llwi rc://*/ta/man/translate/figs-explicit ἐπιτρόπους & καὶ οἰκονόμους 1 ଏଠାରେ **ଅଭିଭାବକ** ଏବଂ **ବେବର୍ତ୍ତା** ଶବ୍ଦ ଦୁଇଟି ଭିନ୍ନ ଭୂମିକାକୁ ବୁଝାଏ, କିନ୍ତୁ ଏହି ସର୍ତ୍ତାବଳୀ ଦୁଇଟି ଭିନ୍ନ ଗୋଷ୍ଠୀକୁ ବୁଝାଏ ନାହିଁ କାରଣ ଉଭୟ ଭୂମିକା ପୂରଣ ପାଇଁ ଜଣେ ବ୍ୟକ୍ତିଙ୍କର ଦାୟିତ୍ଵ ରହିପାରେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ତାଙ୍କର ଅଭିଭାବକ ଏବଂ ବେବର୍ତ୍ତା ଅଟେ”
4:2 khzl rc://*/ta/man/translate/figs-activepassive προθεσμίας τοῦ πατρός 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ତାଙ୍କ ପିତା ନିଯୁକ୍ତ କରିଥିବା ତାରିଖ” କିମ୍ବା “ତାଙ୍କ ପିତା ନିଯୁକ୍ତ କରିଥିବା ସମୟ”
4:3 ocm2 rc://*/ta/man/translate/grammar-connect-words-phrases οὕτως 1 ଏଠାରେ, **ତେଣୁ** ଶବ୍ଦଟି ଉଲ୍ଲେଖ ଥିବା ବିଷୟ ତୁଳନାତ୍ମକ, ଏବଂ [4:1-2](../04/01.md) ରେ ଯାହା ବର୍ଣ୍ଣନା କରାଯାଇଛି ତାହା ସହିତ ସମାନ ଅଟେ । ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହାକି ପୂର୍ବରୁ ପରିଚିତ ହୋଇଥିବା କୌଣସି ବିଷୟ ସହ ଅନୁରୂପ ଅଟେ । ବିକଳ୍ପ ଅନୁବାଦ: “ସମାନ ଉପାୟରେ”
4:3 rwwj rc://*/ta/man/translate/figs-activepassive ὑπὸ τὰ στοιχεῖα τοῦ κόσμου ἤμεθα δεδουλωμένοι 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ଯଦି ଆପଣ ନିଶ୍ଚିତ ଭାବରେ ଜଣାଇବେ ଯେ କିଏ ଏହି କାର୍ଯ୍ୟ କରୁଛି, ପାଉଲ କହନ୍ତି ଯେ ଜଗତର ମୌଳିକ ବିଷୟଗୁଡ଼ାକର ଏହା କରେ । ଏହି **ଜଗତର ମୌଳିକ ବିଷୟଗୁଡ଼ାକର** ସମ୍ବନ୍ଧରେ ମାନବୀକରଣ ଉପରେ ପାଦଟିକା ଦେଖନ୍ତୁ । ବିକଳ୍ପ ଅନୁବାଦ: “ଜଗତର ମୌଳିକ ନୀତିଗୁଡ଼ିକ ଆମ୍ଭମାନଙ୍କୁ ଦାସ କରୁଥିଲା”
4:3 l0fg rc://*/ta/man/translate/figs-explicit ὑπὸ 1 ଏଠାରେ, **ଅଧିନ** ଶବ୍ଦର ଅର୍ଥ “ଶକ୍ତି ଅଧୀନରେ” କିମ୍ବା “ଅଧୀନରେ” ରହିବା ଅଟେ। ଆପଣ 4:2 ରେ କିପରି **ଅଧିନ** ଶବ୍ଦକୁ ଅନୁବାଦ କରିଛନ୍ତି ଯେଉଁଠାରେ ପାଉଲ ଏହାକୁ ସମାନ ଅର୍ଥରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଶକ୍ତି ଅଧୀନରେ” କିମ୍ବା “ଅଧିକାର ଅଧୀନରେ”
4:3 v1zo rc://*/ta/man/translate/figs-personification ὑπὸ τὰ στοιχεῖα τοῦ κόσμου & δεδουλωμένοι 1 ଏଠାରେ, ପାଉଲ **ଜଗତର ମୌଳିକ ନୀତିଗୁଡ଼ିକ ବିଷୟରେ** କୁହନ୍ତି ଯେପରି ସେଗୁଡ଼ିକ ଜଣେ ବ୍ୟକ୍ତି ଯିଏ ଅନ୍ୟ ଲୋକମାନଙ୍କୁ ଦାସ କରିପାରେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହି ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ପାଉଲ **ଜଗତର ମୌଳିକ ନୀତିଗୁଡ଼ିକ ବିଷୟରେ** କହିଛନ୍ତି ଯେପରି ସେଗୁଡ଼ିକର ଜଣେ ବ୍ୟକ୍ତିଙ୍କୁ ଦାସ କରିବାର ଶକ୍ତି ଅଛି, କିନ୍ତୁ ପ୍ରକୃତରେ ମନୁଷ୍ୟମାନେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରନ୍ତି ନାହିଁ, ଯେଉଁମାନେ ଏହି **ମୌଳିକ ନୀତିଗୁଡ଼ିକ** ମାନିବାକୁ ଇଚ୍ଛୁକ ଏବଂ ନିଜକୁ ଦାସ ହେବାକୁ ଅନୁମତି ଦିଅନ୍ତି । 5: 1 ଦେଖନ୍ତୁ ।
4:4 ogo3 rc://*/ta/man/translate/grammar-connect-logic-contrast δὲ 1 ଏଠାରେ, **ଜଗତର ମୌଳିକ ବିଷୟଗୁଡ଼ାକ** ସୂଚାଇପାରେ: (1) ଧାର୍ମିକ ଏବଂ / କିମ୍ବା ମୌଳିକ ଶିକ୍ଷା ଯାହା ଲୋକମାନେ ଯିହୁଦୀ କିମ୍ବା ଅଣ-ଯିହୁଦୀ ହୁଅନ୍ତୁ, ଈଶ୍ବରଙ୍କୁ ସନ୍ତୁଷ୍ଟ କରିବା ପାଇଁ ଏବଂ ନିଜକୁ ପ୍ରଶଂସନୀୟ ଭାବିବା ପାଇଁ ମାନିବାକୁ ଚେଷ୍ଟା କରନ୍ତି । ବିକଳ୍ପ ଅନୁବାଦ: “ଏହି ଜଗତର ମୌଳିକ ବିଷୟଗୁଡ଼ିକ” କିମ୍ବା “ଏହି ଜଗତର ପ୍ରାଥମିକ ବିଷୟଗୁଡ଼ିକ” (2) ମୋଶା ବ୍ୟବସ୍ଥା ଦ୍ୱାରା ଧାର୍ଯ୍ୟ କରିଥିବା ବିଷୟଗୁଡ଼ିକୁ । ବିକଳ୍ପ ଅନୁବାଦ: “ମୋଶାଙ୍କ ବ୍ୟବସ୍ଥା ଦ୍ୱାରା ନିର୍ଦ୍ଦିଷ୍ଟ ବିଷୟଗୁଡ଼ିକ”
4:4 ujfp rc://*/ta/man/translate/figs-explicit τὸ πλήρωμα τοῦ χρόνου 1 **ସମୟର ପୂର୍ଣ୍ଣତା** ବାକ୍ୟର ଅର୍ଥ “ସଠିକ୍ ସମୟ” କିମ୍ବା “ଈଶ୍ବର ନିଯୁକ୍ତ କରିଥିବା ସମୟ” ଅଟେ। ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସଠିକ ସମୟରେ” କିମ୍ବା “ନିର୍ଦ୍ଦିଷ୍ଟ ସମୟରେ” କିମ୍ବା “ନିଶ୍ଚିତ ସମୟରେ”
4:4 opx2 rc://*/ta/man/translate/figs-idiom γενόμενον ἐκ γυναικός 1 **ସ୍ତ୍ରୀଜାତ ହୋଇ** ବାକ୍ୟାଂଶ ଏକ ବିଶିଷ୍ଟାର୍ଥକ ବାକ୍ୟାଂଶ ଯାହାର ଅର୍ଥ କେହି ଜଣେ ମନୁଷ୍ୟ ଅଟେ । ଯେହେତୁ ସେ ପୃଥିବୀରେ ଜନ୍ମ ହେବା ପୂର୍ବରୁ ଈଶ୍ବର ଭାବରେ ବିଦ୍ୟମାନ ଥିଲେ, ଏଠାରେ ଗୁରୁତ୍ଵ ଏହା ଯେ ସମ୍ପୂର୍ଣ୍ଣ ଈଶ୍ବର ହେବା ବ୍ୟତୀତ ଯୀଶୁ ମନୁଷ୍ୟ ଥିଲେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏକ ସମାନ ବିଶିଷ୍ଟାର୍ଥକ ବାକ୍ୟାଂଶ ବ୍ୟବହାର କରିପାରିବେ କିମ୍ବା ସରଳ ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ମାନବ ପ୍ରକୃତି ଗ୍ରହଣ କରିବା” କିମ୍ବା “ମନୁଷ୍ୟ ଭାବରେ ଜନ୍ମ ହେବା”
4:4 d9c7 rc://*/ta/man/translate/figs-explicit γενόμενον ὑπὸ νόμον 1 ଏଠାରେ **ବ୍ୟବସ୍ଥାର ଅଧୀନରେ ଜନ୍ମହୋଇ** ବାକ୍ୟର ଅର୍ଥ ଯିହୂଦୀ ଭାବରେ ଯୀଶୁ ମୋଶାଙ୍କ ବ୍ୟବସ୍ଥାର ଅଧୀନରେ ଥିଲେ ଏବଂ ତେଣୁ ସେ ଏହାକୁ ପାଳନ କରିବା ଆବଶ୍ୟକ ଥିଲା। ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୋଶାଙ୍କ ବ୍ୟବସ୍ଥାର ଅଧିକାର ଏବଂ ଆବଶ୍ୟକତା ଅନୁସାରେ ଜନ୍ମ ହୋଇ” କିମ୍ବା “ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଜନ୍ମହୋଇ”
4:4 mzwh rc://*/ta/man/translate/figs-explicit ὑπὸ νόμον 1 ଏଠାରେ, **ଅଧିନ** ଶବ୍ଦର ଅର୍ଥ “ଅଧିକାରର ଅଧୀନରେ” କିମ୍ବା “କ୍ଷମତା ଅଧୀନରେ” । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ଆପଣ 3:23 ରେ **ବ୍ୟବସ୍ଥା ଅନୁସାରେ** ବାକ୍ୟାଂଶକୁ କିପରି ଅନୁବାଦ କରିଛନ୍ତି ଯେଉଁଠାରେ ପାଉଲ ସମାନ ଅର୍ଥରେ ଏହି ଶବ୍ଦ ବ୍ୟବହାର କରନ୍ତି, ଦେଖନ୍ତୁ । ବିକଳ୍ପ ଅନୁବାଦ: “ବ୍ୟବସ୍ଥାର ପ୍ରାଧିକରଣ ଅନୁସାରେ” କିମ୍ବା “ବ୍ୟବସ୍ଥାର ଅଧୀନରେ”
4:5 cb45 rc://*/ta/man/translate/grammar-connect-logic-goal ἵνα 1 **ଯାହା ଫଳରେ** ବାକ୍ୟାଂଶ ଏକ ଉଦ୍ଦେଶ୍ୟକୁ ଉପସ୍ଥାପନ କରେ । ଯେଉଁ ଉଦ୍ଦେଶ୍ୟରେ ଈଶ୍ବର ଆପଣା ପୁତ୍ରଙ୍କୁ ପ୍ରେରଣ କରିଥିଲେ, ତାହା ପାଉଲ ଦର୍ଶାଇଛନ୍ତି । ଏକ ଉଦ୍ଦେଶ୍ୟକୁ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ତେଣୁ” କିମ୍ବା “ସେହି ଉଦ୍ଦେଶ୍ୟରେ”
4:5 nppu rc://*/ta/man/translate/grammar-connect-logic-goal ἵνα 2 ଏଠାରେ **ଯେପରି** ବାକ୍ୟାଂଶ ଏକ ଉଦ୍ଦେଶ୍ୟକୁ ଉପସ୍ଥାପନ କରେ । ପାଉଲ ଏପରି ଉଦ୍ଦେଶ୍ୟ ଦର୍ଶାଇଛନ୍ତି ଯେଉଁଥିପାଇଁ ଈଶ୍ବର ବ୍ୟବସ୍ଥା ଅନୁସାରେ ସେମାନଙ୍କୁ ମୁକ୍ତ କରିଥିଲେ, ଯାହା ଦ୍ବାରା ଈଶ୍ବର ସେମାନଙ୍କୁ ଆତ୍ମିକ ପୁତ୍ର ଓ ପୁତ୍ରୀ ଭାବରେ ଗ୍ରହଣ କରିପାରନ୍ତି । ଏକ ଉଦ୍ଦେଶ୍ୟକୁ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ସେହି କ୍ରମରେ” କିମ୍ବା “ଉଦ୍ଦେଶ୍ୟରେ”
4:5 jhhy rc://*/ta/man/translate/figs-explicit ὑπὸ 1 ଆପଣ 3:23 ରେ **ଅଧିନ** ଶବ୍ଦକୁ କିପରି ଅନୁବାଦ କରିଛନ୍ତି, ଦେଖନ୍ତୁ ଯେଉଁଠାରେ ଏହା ସମାନ ଅର୍ଥରେ ବ୍ୟବହୃତ ହୋଇଅଛି ।
4:5 eapv rc://*/ta/man/translate/figs-activepassive τὴν υἱοθεσίαν ἀπολάβωμεν 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ଯଦି ଆପଣ ନିଶ୍ଚିତ ଭାବରେ ଜଣାଇବେ ଯେ କିଏ ଏହି କାର୍ଯ୍ୟ କରେ, ପାଉଲ ସୂଚାଏ ନ୍ତି ଯେ “ଈଶ୍ଵର” ଏହା କରନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵର ହୁଏତ ଆମ୍ଭମାନଙ୍କୁ ଆପଣା ପୁତ୍ର ଭାବରେ ଗ୍ରହଣ କରିପାରନ୍ତି”
4:5 ii90 rc://*/ta/man/translate/figs-exclusive ἀπολάβωμεν 1 ଏଠାରେ **ଆମ୍ଭେମାନେ** ଶବ୍ଦ ସୂଚାଇପାରେ: (1) ସମସ୍ତ ଖ୍ରୀଷ୍ଟିୟାନ, ଉଭୟ ଯିହୁଦୀ ଏବଂ ଅଣ-ଯିହୁଦୀ, ଯେଉଁଠାରେ **ଆମ୍ଭେମାନେ** ଅନ୍ତର୍ଭୂକ୍ତ ଅଟେ । ଆପଣଙ୍କ ଭାଷା ଆପଣଙ୍କୁ ଏହି ଗଠନଗୁଡ଼ିକୁ ଚିହ୍ନିତ କରିବାକୁ ଆବଶ୍ୟକ କରିପାରେ । (2) କେବଳ ଯିହୁଦୀ ଖ୍ରୀଷ୍ଟିୟାନମାନେ, ଯେଉଁ କ୍ଷେତ୍ରରେ **ଆମ୍ଭେମାନେ*** ବହିର୍ଭୂତ ଅଟେ ।
4:5 tpqc rc://*/ta/man/translate/figs-metaphor τὴν υἱοθεσίαν ἀπολάβωμεν 1 ପାଉଲ ଈଶ୍ବରଙ୍କ ବିଷୟରେ କୁହନ୍ତି ଯେ ଲୋକମାନଙ୍କୁ ନିଜ ସହିତ ଏକ ଘନିଷ୍ଠ ବ୍ୟକ୍ତିଗତ ସମ୍ପର୍କ ଦିଅନ୍ତି ଏବଂ ସେମାନଙ୍କୁ ବିଶେଷ ଅଧିକାର ଏବଂ ସୁବିଧା ପ୍ରଦାନ କରନ୍ତି ଯେପରି ସେମାନେ **ପୋଷ୍ୟ ସନ୍ତାନ** ଅଟନ୍ତି । ଯଦି ଏହା ଆପଣଙ୍କର ଭାଷାରେ ସହାୟକ ହେବ, ଆପଣ ଆପଣଙ୍କର ସଂସ୍କୃତିରୁ ସମାନ ରୂପକ ବ୍ୟବହାର କରିପାରିବେ । ବିକଳ୍ପ ଭାବରେ, ଆପଣ ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ।
4:5 jris rc://*/ta/man/translate/figs-metaphor υἱοθεσίαν 1 ଯେଉଁମାନେ ଯୀଶୁଙ୍କଠାରେ ବିଶ୍ଵାସ କରନ୍ତି ସେମାନଙ୍କ ବିଷୟରେ ପାଉଲ ଏପରି କୁହନ୍ତି ଯେପରି ଈଶ୍ବର ସେମାନଙ୍କର ପିତା ଅଟନ୍ତି । ତାଙ୍କର ଅର୍ଥରେ ଏହି ଲୋକମାନଙ୍କର ଈଶ୍ବରଙ୍କ ସହ ପିତା-ପୁତ୍ର ସମ୍ପର୍କ ଅଛି କାରଣ ସେମାନେ ଯୀଶୁଙ୍କ ଉପରେ ବିଶ୍ବାସ କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ଆପଣ 3:26 ରେ **ପୁତ୍ର** ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଯେଉଁଠାରେ ଏହା ସମାନ ଅର୍ଥରେ ବ୍ୟବହୃତ ହୋଇଅଛି । ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ଆତ୍ମିକ ସନ୍ତାନ”
4:5 lq4r rc://*/ta/man/translate/figs-gendernotations υἱοθεσίαν 1 ଯଦିଓ **ପୁତ୍ର** ଶବ୍ଦ ପୁରୁଷୋବାଚକ ଅଟେ, ପାଉଲ ଏଠାରେ ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରୁଛନ୍ତି ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି । ବିକଳ୍ପ ଅନୁବାଦ: “ସନ୍ତାନ ଭାବରେ ପୋଷ୍ୟ ସନ୍ତାନ” କିମ୍ବା “ଈଶ୍ବରଙ୍କ ସନ୍ତାନ ଭାବରେ ପୋଷ୍ୟ ସନ୍ତାନ”
4:6 ahbp rc://*/ta/man/translate/grammar-connect-words-phrases δέ 1 ଏଠାରେ, ପାଉଲ ତାଙ୍କର ଯୁକ୍ତିରେ ନୂତନ ସୂଚନା ଉପସ୍ଥାପନ କରିବାକୁ **ଏବଂ** ଶବ୍ଦ ବ୍ୟବହାର କରୁଛନ୍ତି । ନୂତନ ସୂଚନା ଉପସ୍ଥାପନ ପାଇଁ ଏକ ସ୍ୱାଭାବିକ ଗଠନ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ବର୍ତ୍ତମାନ”
4:6 exc6 rc://*/ta/man/translate/grammar-connect-logic-result ὅτι 1 ଏଠାରେ **କାରଣ** ଶବ୍ଦ **ଈଶ୍ବର ଆପଣା ପୁତ୍ରଙ୍କ ଆତ୍ମାକୁ** ବିଶ୍ଵାସୀମାନଙ୍କ ହୃଦୟକୁ ପଠାଇଛନ୍ତି, କାରଣ ବିଶ୍ଵାସୀମାନେ ଈଶ୍ବରଙ୍କ ପୁତ୍ର ଅଟନ୍ତି । ଏକ କାରଣ ଉପସ୍ଥାପନ ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ ।
4:6 l2ny rc://*/ta/man/translate/figs-gendernotations υἱοί 1 ଯଦିଓ **ପୁତ୍ର** ଶବ୍ଦ ପୁରୁଷୋବାଚକ ଅଟେ, ପାଉଲ ଏଠାରେ ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରୁଛନ୍ତି ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି । ବିକଳ୍ପ ଅନୁବାଦ: “ପୁତ୍ର ଏବଂ ପୁତ୍ରୀ”
4:6 bikp rc://*/ta/man/translate/figs-metaphor υἱοί 1 ପାଉଲ ଗାଲାତୀୟ ବିଶ୍ଵାସୀମାନଙ୍କ ବିଷୟରେ କୁହନ୍ତି ଯେପରି ଈଶ୍ଵର ସେମାନଙ୍କର ଶାରୀରିକ ପିତା ଅଟନ୍ତି । ତାଙ୍କର ଅର୍ଥରେ ଏହି ଲୋକମାନଙ୍କର ଈଶ୍ବରଙ୍କ ସହ ପିତା-ପୁତ୍ର ସମ୍ପର୍କ ଅଛି କାରଣ ସେମାନେ ଯୀଶୁଙ୍କ ଉପରେ ବିଶ୍ବାସ କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ଆପଣ 4:5 ରେ **ପୁତ୍ର** ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ, ଯେଉଁଠାରେ ଏହା ସମାନ ଅର୍ଥରେ ବ୍ୟବହୃତ ହୁଏ । ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ଆତ୍ମିକ ସନ୍ତାନଗଣ”
4:7 jkor rc://*/ta/man/translate/grammar-connect-logic-result ὥστε 1 ଏଠାରେ **ତା’ପରେ** ବାକ୍ୟାଂଶ ପାଉଲ 4:6 ରେ ଯାହା ବ୍ୟାଖ୍ୟା କରିଥିଲେ ତାହାର ଫଳାଫଳକୁ ଉପସ୍ଥାପନ କରନ୍ତି । ଏକ ଫଳାଫଳ ଉପସ୍ଥାପନ କରିବା ପାଇଁ ଏକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ପରିଣାମ ସ୍ୱରୂପ”
4:7 iler rc://*/ta/man/translate/figs-metaphor δοῦλος 1 ପାଉଲ ଗାଲାତୀୟ ବିଶ୍ଵାସୀମାନଙ୍କ ବିଷୟରେ କହିଥିଲେ ଯେ ସେମାନେ ମୋଶାଙ୍କ ବ୍ୟବସ୍ଥାର ଦାସତ୍ୱରେ ଅଛନ୍ତି ଯେପରି ସେମାନେ ଦାସତ୍ୱ ଅବସ୍ଥାରେ ଅଛନ୍ତି। ଯଦି ଏହା ଆପଣଙ୍କର ଭାଷାରେ ସହାୟକ ହେବ, ଆପଣ ଆପଣଙ୍କର ସଂସ୍କୃତିରୁ ଏକ ସମାନ ରୂପକ ବ୍ୟବହାର କରିପାରିବେ । ବିକଳ୍ପ ଭାବରେ, ଆପଣ ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୋଶାଙ୍କ ବ୍ୟବସ୍ଥାର ବନ୍ଧନରେ”
4:7 fzja rc://*/ta/man/translate/grammar-connect-logic-contrast ἀλλὰ 1 ଏଠାରେ **କିନ୍ତୁ** ଶବ୍ଦ ଏକ ବିପରୀତ ପରିଚୟକୁ ପ୍ରଦାନ କରେ । ପାଉଲ ଜଣେ **ଦାସ** ହେବା ସହିତ **ପୁତ୍ର** ହେବା ବିଷୟରେ ଭିନ୍ନତା ପ୍ରକାଶ କରନ୍ତି। ଏକ ବିପରୀତ ବିଷୟର ପରିଚୟ ଦେବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “କିନ୍ତୁ, ବରଂ,”
4:7 vmyo rc://*/ta/man/translate/figs-gendernotations υἱός & υἱός 1 ଯଦିଓ **ପୁତ୍ର** ଶବ୍ଦ ପୁରୁଷୋବାଚକ ଅଟେ, ପାଉଲ ଏଠାରେ ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରୁଛନ୍ତି ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି । ବିକଳ୍ପ ଅନୁବାଦ: “ଏକ ଶିଶୁ… ଜଣେ ଶିଶୁ”
4:7 rlc3 rc://*/ta/man/translate/grammar-connect-condition-fact εἰ δὲ υἱός, καὶ 1 ପାଉଲ ଏପରି କହୁଛନ୍ତି ଯେପରି ଏହା ଏକ ଉପକଳ୍ପିତ ସମ୍ଭାବନା ଅଟେ, କିନ୍ତୁ ତାଙ୍କ ଅର୍ଥରେ ଏହା ପ୍ରକୃତରେ ସତ ଅଟେ । ଯଦି ଆପଣଙ୍କର ଭାଷା କୌଣସି ବିଷୟକୁ ସର୍ତ୍ତ ଭାବରେ ଦର୍ଶାଏ ନାହିଁ ଯଦି ଏହା ନିଶ୍ଚିତ, ଏବଂ ଯଦି ଆପଣଙ୍କର ପାଠକମାନେ ଭୁଲ ବୁଝନ୍ତି ଏବଂ ଭାବିପାରନ୍ତି ଯେ ପାଉଲ ଯାହା କହୁଛନ୍ତି ତାହା ନିଶ୍ଚିତ ନୁହେଁ, ତେବେ ଆପଣ ତାଙ୍କ ବାକ୍ୟକୁ ଏକ ଦୃଢ଼ ବିବୃତ୍ତି ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯେହେତୁ ତୁମ୍ଭେମାନେ ପ୍ରତ୍ୟେକ ପୁତ୍ର ଅଟ, ତୁମ୍ଭେମାନେ ମଧ୍ୟ”
4:7 eujw rc://*/ta/man/translate/figs-explicit κληρονόμος 1 ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ଯେ ପାଉଲ ଅବ୍ରହାମ ଏବଂ ତାଙ୍କ ବଂଶଧରଙ୍କୁ ଦେଇଥିବା ପ୍ରତିଜ୍ଞାଗୁଡ଼ିକର ଉତ୍ତରାଧିକାରୀ ବିଷୟରେ କହୁଛନ୍ତି । ବିକଳ୍ପ ଅନୁବାଦ: “ଅବ୍ରହାମଙ୍କୁ ଦିଆଯାଇଥିବା ପ୍ରତିଜ୍ଞାଗୁଡ଼ିକର ଉତ୍ତରାଧିକାରୀ” କିମ୍ବା “ଈଶ୍ବର ଅବ୍ରହାମଙ୍କୁ ଦେଇଥିବା ପ୍ରତିଜ୍ଞାଗୁଡ଼ିକର ଉତ୍ତରାଧିକାରୀ”
4:7 po66 rc://*/ta/man/translate/grammar-connect-words-phrases διὰ Θεοῦ 1 ଏଠାରେ, **ମାଧ୍ୟମରେ** ଶବ୍ଦଟି ପ୍ରତିନିଧ‌ିତ୍ୱ ସୂଚାଏ । ଏହା ସୂଚାଏ ଯେ ଈଶ୍ବର କର୍ତ୍ତା ଅଟନ୍ତି ଯାହା ଦ୍ୱାରା ଗାଲାତୀୟମାନେ ଅବ୍ରହାମ ଏବଂ ତାଙ୍କ ବଂଶଧରଙ୍କୁ ଦିଆଯାଇଥିବା ଆଶୀର୍ବାଦର ଉତ୍ତରାଧିକାରୀ ହେବେ । କର୍ତ୍ତା କିମ୍ବା ମାଧ୍ୟମ ସୂଚାଇବା ପାଇଁ ଏକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଦ୍ଵାରା ଏକ କାର୍ଯ୍ୟ ହୁଏ । ବିକଳ୍ପ ଅନୁବାଦ: “ଈଶ୍ବରଙ୍କ କାର୍ଯ୍ୟ ମାଧ୍ୟମରେ” କିମ୍ବା “ଈଶ୍ବରଙ୍କ କାର୍ଯ୍ୟ ମାଧ୍ୟମରେ”
4:8 v4mp rc://*/ta/man/translate/grammar-connect-logic-contrast ἀλλὰ 1 ଏଠାରେ **କିନ୍ତୁ** ଶବ୍ଦ ଏକ ବିପରୀତ ବିଷୟକୁ ପରିଚୟ କରାଏ\r। ପାଉଲ ଗାଲାତୀୟ ବିଶ୍ଵାସୀମାନଙ୍କ ଜୀବନକୁ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରିବା ପୂର୍ବରୁ ଏବଂ ଖ୍ରୀଷ୍ଟଙ୍କ ଉପରେ ବିଶ୍ଵାସ କରିବା ପରେ ଏବଂ ଶ୍ବରଙ୍କ ପୁତ୍ର ହେବା ପୂର୍ବରୁ ସେମାନଙ୍କ ପରିଣାମକୁ ତୁଳନା କରିଥିଲେ (ଯାହା ସେ 4: 1-7 ରେ ବ୍ୟାଖ୍ୟା କରିଥିଲେ) । ଏକ ବିପରୀତ ବିଷୟର ପରିଚୟ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ ।
4:8 e21a rc://*/ta/man/translate/figs-explicit εἰδότες Θεὸν 1 ଏଠାରେ, **ଈଶ୍ବରଙ୍କୁ ଜାଣି** ବାକ୍ୟର ଅର୍ଥ ଏକ ଘନିଷ୍ଠ ବ୍ୟକ୍ତିଗତ ସଂପର୍କରେ ଈଶ୍ବରଙ୍କୁ ଜାଣିବା ଅଟେ । ଏହାର ଅର୍ଥ କେବଳ ଈଶ୍ବରଙ୍କ ବିଷୟରେ ଶୁଣିବା କିମ୍ବା ଈଶ୍ବରଙ୍କ ବିଷୟରେ କିଛି ଜାଣିବା ଅପେକ୍ଷା ଅଧିକ ଅଟେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ବରଙ୍କ ସହ ଏକ ଘନିଷ୍ଠ ସଂପର୍କରେ ରହି”
4:8 yx8o rc://*/ta/man/translate/figs-metaphor ἐδουλεύσατε τοῖς φύσει μὴ οὖσι θεοῖς 1 ପାଉଲ ଗାଲାତୀୟମାନଙ୍କ ପୂର୍ବ ଜୀବନ ଶୈଳୀ ବିଷୟରେ କହିଥିଲେ ଯେଉଁଥିରେ ସେମାନେ ମିଥ୍ୟା ଧର୍ମ ପାଳନ କରିଥିଲେ ଏବଂ ମିଥ୍ୟା ଦେବତାମାନଙ୍କୁ ଉପାସନା କରିଥିଲେ ଯେପରି ଏହା ଦାସତ୍ୱ ଅଟେ । ଯଦି ଏହା ଆପଣଙ୍କର ଭାଷାରେ ସହାୟକ ହେବ, ଆପଣ ଆପଣଙ୍କର ସଂସ୍କୃତିରୁ ଏକ ସମାନ ରୂପକକୁ ବ୍ୟବହାର କରିପାରିବେ । ବିକଳ୍ପ ଭାବରେ, ଆପଣ ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ।
4:9 i5p3 rc://*/ta/man/translate/grammar-connect-logic-contrast δὲ 1 ଏଠାରେ, **କିନ୍ତୁ** ଶବ୍ଦ ଏକ ବିପରୀତ ବିଷୟର ପରିଚୟ ପ୍ରଦାନ କରେ । ଏକ ବିପରୀତ ବିଷୟର ପରିଚୟ ଦେବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ତେଣୁ”
4:9 kv61 rc://*/ta/man/translate/figs-explicit γνόντες & γνωσθέντες 1 ଆପଣ ନିଶ୍ଚିତ କରନ୍ତୁ ଯେ ***ଜାଣି** ଏବଂ **ପରିଚିତ** ଶବ୍ଦକୁ ସମାନ ପ୍ରକାରର ଅଭିବ୍ୟକ୍ତିରେ ଅନୁବାଦ ହୋଇଅଛି ଯେପରି ଆପଣ “ପରିଚିତ” ଶବ୍ଦକୁ 4:8 ରେ ଅନୁବାଦ କରିଥିଲେ । ଆପଣ 4:8 ରେ “ଈଶ୍ବରଙ୍କୁ ନ ଜାଣି” ବାକ୍ୟାଂଶଗୁଡ଼ିକ ଏବଂ **ଈଶ୍ବରଙ୍କ ଦ୍ବାରା ଜାଣି** ଏବଂ ଏହି ପଦରେ ସମସ୍ତେ ଅନ୍ତରଙ୍ଗ ବ୍ୟକ୍ତିଗତ ଜ୍ଞାନକୁ ସୂଚାଏ ଯାହା ଏକ ଘନିଷ୍ଠ ସମ୍ପର୍କରୁ ଆସିଥାଏ ।
4:9 cfka rc://*/ta/man/translate/figs-activepassive γνωσθέντες ὑπὸ Θεοῦ 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରି ପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ | ବିକଳ୍ପ ଅନୁବାଦ: "ଈଶ୍ଵର ତୁମ୍ଭମାନଙ୍କୁ ଜାଣନ୍ତି"
4:9 wkt9 rc://*/ta/man/translate/figs-rquestion πῶς ἐπιστρέφετε πάλιν ἐπὶ τὰ ἀσθενῆ καὶ πτωχὰ στοιχεῖα 1 ପାଉଲ ସୂଚନା ମାଗୁନାହାଁନ୍ତି, କିନ୍ତୁ ଗାଲାତୀୟ ବିଶ୍ଵାସୀମାନଙ୍କୁ ଭର୍ତ୍ସନା କରିବା ପାଇଁ ପ୍ରଶ୍ନ ବ୍ୟବହାର କରୁଛନ୍ତି । ଯଦି ଆପଣ ଆପଣଙ୍କର ଭାଷାରେ ଏହି ଉଦ୍ଦେଶ୍ୟ ପାଇଁ ଏକ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରିବେ ନାହିଁ, ତେବେ ଆପଣ ତାଙ୍କ ବାକ୍ୟକୁ ଏକ ବିବୃତ୍ତି ବା ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ ଏବଂ ଗୁରୁତ୍ୱକୁ ଅନ୍ୟ ଉପାୟରେ ପ୍ରକାଶ କରି କରିପାରିବେ ।
4:10 j8k2 rc://*/ta/man/translate/figs-explicit παρατηρεῖσθε 1 ଏଠାରେ, **ପାଳନ କରିବା** ଶବ୍ଦ ଈଶ୍ବରଙ୍କ ଅନୁଗ୍ରହ ଏବଂ ଅନୁମୋଦନ ପାଇବା ପାଇଁ ଧାର୍ମିକ ଉଦ୍ଦେଶ୍ୟରେ କୌଣସି ବିଷୟକୁ ପାଳନ କରିବାକୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଧାର୍ମିକ ଉଦ୍ଦେଶ୍ୟ ପାଇଁ ତୁମ୍ଭେମାନେ ପାଳନ କର”
4:10 fd09 rc://*/ta/man/translate/figs-yousingular παρατηρεῖσθε 1 ଏଠାରେ **ତୁମ୍ଭେମାନେ** ଶବ୍ଦ ବହୁବଚନ ଅଟେ ଏବଂ ଗାଲାତୀୟ ବିଶ୍ଵାସୀମାନଙ୍କୁ ବୁଝାଏ । ଆପଣଙ୍କ ଭାଷା ଆପଣଙ୍କୁ ଏହିପରି ବାକ୍ୟାଂଶଗୁଡ଼ିକୁ ଚିହ୍ନିତ କରିବାକୁ ଆବଶ୍ୟକ କରିପାରେ ।
4:11 ct4e rc://*/ta/man/translate/figs-explicit φοβοῦμαι 1 ଏଠାରେ, **ମୁଁ ଭୟ କରେ** ବାକ୍ୟର ଅର୍ଥ “ମୁଁ ଚିନ୍ତିତ” ଅଟେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ।
4:11 yytt rc://*/ta/man/translate/figs-yousingular ὑμᾶς & ὑμᾶς 1 ଏହି ପଦରେ **ତୁମ୍ଭେ** ଶବ୍ଦର ଉଭୟ ଉଲ୍ଲେଖ ବହୁବଚନ ଏବଂ ଗାଲାତୀୟ ବିଶ୍ଵାସୀମାନଙ୍କୁ ବୁଝାଏ । ଆପଣଙ୍କ ଭାଷାରେ ଆପଣଙ୍କୁ ଏହିପରି ବାକ୍ୟାଂଶର ଅର୍ଥ ସ୍ପଷ୍ଟ କରିବା ଉଚିତ ଅଟେ ।
4:11 alfd rc://*/ta/man/translate/figs-explicit κεκοπίακα 1 ଏଠାରେ, **ପରିଶ୍ରମ** ଶବ୍ଦ ଗାଲାତୀୟମାନଙ୍କୁ ଖ୍ରୀଷ୍ଟିୟାନ ବିଶ୍ଵାସର ସତ୍ୟ ଶିକ୍ଷା ଦେବା ପାଉଲଙ୍କ କାର୍ଯ୍ୟକୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ଶିକ୍ଷାଦାନ ଏବଂ ପ୍ରଚାର କରିବାରେ ପରିଶ୍ରମ କରିଛି” କିମ୍ବା “ମୁଁ ଖ୍ରୀଷ୍ଟିୟାନ ବିଶ୍ଵାସର ସତ୍ୟ ଶିକ୍ଷା ଦେଇଅଛି”
4:12 mad2 rc://*/ta/man/translate/figs-yousingular οἴδατε & ὑμῖν 1 ଏହି ପଦରେ **ତୁମ୍ଭେ** ଶବ୍ଦର ଉଭୟ ଉଲ୍ଲେଖ ବହୁବଚନ ଏବଂ ଗାଲାତୀୟ ବିଶ୍ଵାସୀମାନଙ୍କୁ ସୂଚାଏ । ଏହିପରି ଶବ୍ଦର ଅର୍ଥକୁ ଆପଣଙ୍କ ଭାଷାରେ ସ୍ପଷ୍ଟ ଭାବରେ ପ୍ରକାଶ କରିବା ସାହାଯ୍ୟକାରୀ ହେଇପାରେ ।
4:12 gteu rc://*/ta/man/translate/figs-explicit γίνεσθε ὡς ἐγώ, ὅτι κἀγὼ ὡς ὑμεῖς 1 ପାଉଲ ଗାଲାତୀୟ ବିଶ୍ଵାସୀମାନଙ୍କୁ ତାହାଙ୍କ ପରି ହେବାକୁ ଏବଂ ମୋଶାଙ୍କ ବ୍ୟବସ୍ଥା ସେମାନଙ୍କ ଜୀବନ ଉପରେ ଯେପରି ଅଧିକାର ସାଧନ କରୁଛି ସେହିପରି କାର୍ଯ୍ୟ ନ କରିବାକୁ କହୁଛନ୍ତି । ସେ କହିଛନ୍ତି ଯେ ପୂର୍ବରୁ, ଯେତେବେଳେ ସେମାନେ ମୋଶାଙ୍କ ବ୍ୟବସ୍ଥା ପାଳନ କଲେ ନାହିଁ, ସେତେବେଳେ ସେ ସେମାନଙ୍କ ପରି ହୋଇଗଲେ ଏବଂ ସମସ୍ତ ବ୍ୟବସ୍ଥା ପାଳନ କଲେ ନାହିଁ। ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୋ ପରି ଆଚରଣ କର, ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ଆବଶ୍ୟକ ଥିବା ପରି ଆଚରଣ କର ନାହିଁ, କାରଣ ମୁଁ ଯେତେବେଳେ ତୁମ୍ଭମାନଙ୍କ ସହ ଥିଲି, ମୋଶାଙ୍କ ବ୍ୟବସ୍ଥାରେ ଧାର୍ଯ୍ୟ କରାଯାଇଥିବା ସମସ୍ତ ବ୍ୟବସ୍ଥା ଏବଂ ବିଧିକୁ ମୁଁ ପାଳନ କରି ନ ଥିଲି” କିମ୍ବା “ଯେପରି ମୁଁ ଅଟେ, ସେହିପରି ହୁଅ, ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ପରି କାର୍ଯ୍ୟ କର ନାହିଁ, କାରଣ ମୁଁ ମୋଶାଙ୍କ ବ୍ୟବସ୍ଥା ପାଳନ କରିବା ଆବଶ୍ୟକ ବୋଲି ଭାବିବାରେ ପ୍ରତାରିତ ହେବା ପୂର୍ବରୁ ମୁଁ ତୁମ୍ଭମାନଙ୍କ ପରି ହୋଇଥିଲି”
4:12 b4w2 rc://*/ta/man/translate/grammar-connect-logic-result γίνεσθε ὡς ἐγώ, ὅτι κἀγὼ ὡς ὑμεῖς 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ବାାଭାବିକ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡ଼ିକର କ୍ରମକୁ ପରିବର୍ତ୍ତନ କରିପାରିବେ, ଯେହେତୁ ଦ୍ୱିତୀୟ ବାକ୍ୟାଂଶ ପରିଣାମର କାରଣ ପ୍ରଦାନ କରେ ଯାହା ପ୍ରଥମ ବାକ୍ୟାଂଶ ବର୍ଣ୍ଣନା କରେ । ବିକଳ୍ପ ଅନୁବାଦ: “କାରଣ ମୁଁ ତୁମ୍ଭମାନଙ୍କ ପରି ହୋଇଗଲି, ତୁମ୍ଭେମାନେ ମଧ୍ୟ ମୋ ଭଳି ହେବା ଉଚିତ୍”
4:12 cg8i rc://*/ta/man/translate/figs-ellipsis κἀγὼ ὡς ὑμεῖς 1 ପାଉଲ କିଛି ଶବ୍ଦ ଛାଡିଛନ୍ତି ଯାହା ବାକ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ଅନେକ ଭାଷାରେ ଏକ ବାକ୍ୟ ଆବଶ୍ୟକ କରିପାରେ । ଏଠାରେ, **ହେଲା** ଏବଂ **ଅଟେ** ସୂଚିତ ଶବ୍ଦଗୁଡ଼ିକ ଅଟେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହି ଶବ୍ଦଗୁଡ଼ିକୁ ପ୍ରସଙ୍ଗରୁ ଯୋଗାଇ ପାରିବେ ।
4:13 ytex rc://*/ta/man/translate/grammar-connect-time-background δὲ 1 ପୃଷ୍ଠଭୂମି ସୂଚନା ଉପସ୍ଥାପନ କରିବାକୁ ପାଉଲ **ବର୍ତ୍ତମାନ** ଶବ୍ଦ ବ୍ୟବହାର କରୁଛନ୍ତି । ପୃଷ୍ଠଭୂମି ସୂଚନା ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଏବଂ”
4:13 a22l rc://*/ta/man/translate/figs-extrainfo δι’ ἀσθένειαν τῆς σαρκὸς, εὐηγγελισάμην ὑμῖν 1 ଏଠାରେ, ପାଉଲ ଏପରି କହନ୍ତି ଯେ ଏହା ଏକ ଶାରୀରିକ ଅସୁସ୍ଥତା ଥିଲା ଯାହା ପୂର୍ବରୁ ତାଙ୍କୁ ଗାଲାତୀୟମାନଙ୍କ ନିକଟରେ ସୁସମାଚାର ପ୍ରଚାର କରେଇଥିଲା । ଏହାର ଅର୍ଥ ଏହା ହୋଇପାରେ: (1) ପାଉଲ ଗାଲାତିଆରେ ଥିଲେ ଯେତେବେଳେ ଅସୁସ୍ଥତା ହେତୁ ତାଙ୍କୁ ସେଠାରେ ରହିବାକୁ, ଯାହା ତାଙ୍କୁ ଗାଲାତୀୟମାନଙ୍କୁ ସୁସମାଚାର ପ୍ରଚାର କରିବାକୁ ସମୟ ଏବଂ ସୁଯୋଗ ଦେଇଥିଲା । (2) ଶାରୀରିକ ଅସୁସ୍ଥତା ହେତୁ ପାଉଲ ଅସୁସ୍ଥତାରୁ ମୁକ୍ତି ପାଇବା ପାଇଁ ଗାଲାତିଆ ଯାଇଥିଲେ। ସେଠାରେ ଥିବାବେଳେ ସେ ଗାଲାତୀୟମାନଙ୍କୁ ସୁସମାଚାର ପ୍ରଚାର କରିଥିଲେ। କାରଣ ପାଉଲ ସ୍ପଷ୍ଟ ଭାବରେ କହି ନାହାଁନ୍ତି ଯେ ତାଙ୍କ ପାଇଁ ସୁସମାଚାର ପ୍ରଚାର କରିବାର ସୁଯୋଗ କ’ଣ ଥିଲା, ଆପଣ ପାଉଲଙ୍କ ଅସୁସ୍ଥତା ବିଷୟରେ ଏଠାରେ ଆପଣ ଅଧିକ ବ୍ୟାଖ୍ୟା କରିବା ଉଚିତ୍ ନୁହେଁ, ବରଂ ତୁମ୍ଭେମାନେ ଏକ ସାଧାରଣ ଅଭିବ୍ୟକ୍ତି ବ୍ୟବହାର କରିବା ଉଚିତ୍ ।
4:13 ho2d rc://*/ta/man/translate/grammar-connect-logic-result δι’ 1 ଏଠାରେ, ପାଉଲ **କାରଣ** ବାକ୍ୟକୁ ବ୍ୟବହାର କରୁଛନ୍ତି କାରଣ ସେ ପୂର୍ବରୁ ଗାଲାତୀୟମାନଙ୍କ ନିକଟରେ **ସୁସମାଚାର ପ୍ରଚାର କରିବାର** କାରଣ ଉପସ୍ଥାପନ କରିଥିଲେ, **କାରଣ** ଅସୁସ୍ଥତା ହେତୁ ତାଙ୍କୁ ଗାଲାତିଆରେ ରହିବାକୁ ପଡିଥିଲା । ଏକ କାରଣ-ଫଳାଫଳ ବାକ୍ୟାଂଶକୁ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ । ଏଠାରେ, କାରଣ **ଶରୀରର ଦୁର୍ବଳତା** ଏବଂ ଏହାର ପରିଣାମ ପାଉଲ **ଗାଲାତୀୟମାନଙ୍କୁ ସୁସମାଚାର ପ୍ରଚାର କରିଥିଲେ** । ବିକଳ୍ପ ଅନୁବାଦ: “କାରଣ ସ୍ୱରୂପ”
4:13 qstf rc://*/ta/man/translate/figs-abstractnouns ἀσθένειαν τῆς σαρκὸς 1 ଯଦି ଆପଣଙ୍କର ଭାଷା ** ଅସୁସ୍ଥତାର** ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ଆପଣ ସମାନ ଧାରଣାକୁ “ଦୁର୍ବଳ” ଭଳି ବିଶେଷଣରେ ପ୍ରକାଶ କରିପାରିବେ, କିମ୍ବା ଆପଣ ଏହାର ଅର୍ଥକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ।
4:13 iuz9 rc://*/ta/man/translate/figs-synecdoche τῆς σαρκὸς 1 ଏଠାରେ, ପାଉଲ **ଶରୀର** ଶବ୍ଦକୁ ବ୍ୟବହାର କରନ୍ତି, ଯାହାକି ତାଙ୍କ ଶରୀରର ଏକ ଅଂଶ ଅଟେ, ତାଙ୍କ ସମଗ୍ର ଶରୀରକୁ ସୂଚାଇବା ପାଇଁ ସେ ଏହା ବ୍ୟବହାର କରନ୍ତି। ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ନିଜ ସଂସ୍କୃତିରୁ ଏକ ସମାନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ କିମ୍ବା ସରଳ ଭାଷା ବ୍ୟବହାର କରିପାରିବେ । ଆପଣ କିପରି **ଶରୀର** 2:20 ରେ ଅନୁବାଦ କରିଛନ୍ତି ଯେଉଁଠାରେ ଏହା ସମାନ ଅର୍ଥରେ ବ୍ୟବହୃତ ହୋଇଅଛି । ବିକଳ୍ପ ଅନୁବାଦ: “ଶରୀରର” କିମ୍ବା “ମୋ ଶରୀରର”
4:14 h3vm rc://*/ta/man/translate/figs-abstractnouns τὸν πειρασμὸν 1 ଯଦି ଆପଣଙ୍କର ଭାଷା **ପରୀକ୍ଷଣର** ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ହେବ ।
4:14 qz18 rc://*/ta/man/translate/figs-synecdoche σαρκί 1 ଏଠାରେ, ପାଉଲ **ଶରୀରର** ସମସ୍ତ ଅଙ୍ଗକୁ ସୂଚାଇବା ପାଇଁ ଶରୀର ଶବ୍ଦ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ନିଜ ସଂସ୍କୃତିରୁ ଏକ ସମାନ ଅଭିବ୍ୟକ୍ତି ବ୍ୟବହାର କରିପାରିବେ କିମ୍ବା ସରଳ ଭାଷା ବ୍ୟବହାର କରିପାରିବେ । ଆପଣ କିପରି **ଶରୀରକୁ** 2:20](../02/20.md) ରେ ଅନୁବାଦ କରିଛନ୍ତି ଯେଉଁଠାରେ ଏହା ସମାନ ଅର୍ଥରେ ବ୍ୟବହୃତ ହୋଇଅଛି, ଦେଖନ୍ତୁ । ବିକଳ୍ପ ଅନୁବାଦ: “ଶରୀର”
4:14 l244 rc://*/ta/man/translate/figs-explicit ὡς ἄγγελον Θεοῦ 1 **ଈଶ୍ବରଙ୍କ ଜଣେ ଦୂତ ଭାବରେ** ବାକ୍ୟର ଅର୍ଥ “ଯେପରି ମୁଁ ଈଶ୍ବରଙ୍କ ଦୂତ ଥିଲି” ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେପରି ମୁଁ ଈଶ୍ବରଙ୍କ ଜଣେ ଦୂତ”
4:14 gbhr rc://*/ta/man/translate/figs-explicit ὡς Χριστὸν Ἰησοῦν 1 **ଖ୍ରୀଷ୍ଟ ଯୀଶୁ ଭାବରେ** ଏହି ବାକ୍ୟର ଅର୍ଥ “ଯେପରି ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କୁ ସ୍ୱାଗତ କରିବ” ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କୁ ସ୍ୱାଗତ କରିବ”
4:15 ard2 rc://*/ta/man/translate/figs-rquestion ποῦ οὖν ὁ μακαρισμὸς ὑμῶν 1 ପାଉଲ ସୂଚନା ମାଗୁନାହାଁନ୍ତି, କିନ୍ତୁ ଗାଲାତୀୟ ବିଶ୍ଵାସୀମାନଙ୍କୁ ନିରାଶ କରିବା ଏବଂ ସେ ଯାହା କହୁଛନ୍ତି ସେ ବିଷୟରେ ଚିନ୍ତା କରିବା ପାଇଁ ପ୍ରଶ୍ନ ବ୍ୟବହାର କରୁଛନ୍ତି । ଯଦି ଆପଣ ଆପଣଙ୍କର ଭାଷାରେ ଏହି ଉଦ୍ଦେଶ୍ୟ ପାଇଁ ଏକ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରିବେ ନାହିଁ, ତେବେ ଆପଣ ତାଙ୍କ ବାକ୍ୟକୁ ଏକ ବିବୃତ୍ତି ବା ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ ଏବଂ ଗୁରୁତ୍ୱକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ।
4:15 paah rc://*/ta/man/translate/grammar-connect-words-phrases γὰρ 1 ଏଠାରେ, **କାରଣ** ଶବ୍ଦ ସୂଚନା ପ୍ରଦାନ କରେ ଯାହା ପ୍ରମାଣ କରେ ଯେ ଗାଲାତୀୟମାନେ ପାଉଲଙ୍କ ବିଷୟରେ ପୂର୍ବରୁ କିପରି ଅନୁଭବ କରିଥିଲେ । ଏହି ବିଷୟର ପରିଚୟ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ ।
4:15 kcer rc://*/ta/man/translate/figs-abstractnouns μακαρισμὸς 1 ଯଦି ଆପଣଙ୍କର ଭାଷା ଆଶୀର୍ବାଦର ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାର ଅର୍ଥକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହାକି ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ ।
4:15 ogmb rc://*/ta/man/translate/figs-hypo εἰ δυνατὸν τοὺς ὀφθαλμοὺς ὑμῶν ἐξορύξαντες, ἐδώκατέ μοι 1 ପାଉଲ ତାଙ୍କ ପାଠକମାନଙ୍କୁ ପାଉଲଙ୍କ ବିଷୟରେ ପୂର୍ବରୁ ଅନୁଭବ କରିଥିବା ଏବଂ ମନେ ରଖିବାରେ ସାହାଯ୍ୟ କରିବାକୁ ଏକ ଉପକଳ୍ପିତ ପରିସ୍ଥିତି ବ୍ୟବହାର କରୁଛନ୍ତି । ଏକ ଉପକଳ୍ପିତ ପରିସ୍ଥିତିକୁ ପ୍ରକାଶ କରିବା ପାଇଁ ଆପଣଙ୍କ ଭାଷାରେ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଯଦି ହୁଅନ୍ତା ଯେ ତୁମ୍ଭେମାନେ ନିଜ ନିଜର ଚକ୍ଷୁ କାଢ଼ି ଆସି ମୋତେ ଦେଇଥା’ନ୍ତ, ତୁମ୍ଭେମାନେ ତାହା କରିଥାନ୍ତ”
4:15 o5tg rc://*/ta/man/translate/figs-ellipsis εἰ δυνατὸν 1 ପାଉଲ କିଛି ଶବ୍ଦ ଛାଡିଛନ୍ତି ଯାହା ଏକ ବାକ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ଅନେକ ଭାଷାରେ ଏକ ବାକ୍ୟ ଆବଶ୍ୟକ କରିପାରେ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏହି ଶବ୍ଦଗୁଡ଼ିକୁ ପ୍ରସଙ୍ଗରୁ ଯୋଗାଇ ପାରିବେ । ବିକଳ୍ପ ଅନୁବାଦ: “ଯଦି ତୁମ୍ଭମାନଙ୍କ ପାଇଁ ଏହା ସମ୍ଭବ ହୋଇଥାନ୍ତା”
4:15 wyyt rc://*/ta/man/translate/figs-idiom εἰ δυνατὸν τοὺς ὀφθαλμοὺς ὑμῶν ἐξορύξαντες, ἐδώκατέ μοι 1 **ତୁମ୍ଭେମାନେ ନିଜ ନିଜର ଚକ୍ଷୁ କାଢ଼ି ଆସି ମୋତେ ଦେଇଥା’ନ୍ତ** ବାକ୍ୟାଂଶ: (1) ଏକ ଉତ୍ତମ ବିଶିଷ୍ଟାର୍ଥକ ବାକ୍ୟାଂଶ ଅଟେ ଏହା ପ୍ରେମ ଓ ଭକ୍ତି ସୂଚାଉଥିବା ଏକ ବିଶିଷ୍ଟାର୍ଥକ ବାକ୍ୟାଂଶ ଅଟେ ଯାହା ଗାଲାତୀୟ ମାନଙ୍କଠାରେ ପୂର୍ବରୁ ପାଉଲଙ୍କ ପ୍ରତି ଥିଲେ । ପାଉଲଙ୍କ ସମୟରେ ଚକ୍ଷୁ ଜଣେ ବ୍ୟକ୍ତିର ବହୁମୂଲ୍ୟ ସମ୍ପତ୍ତି ଭାବରେ ବିବେଚନା କରାଯାଉଥିଲା, ତେଣୁ ଯଦି ଜଣେ ବ୍ୟକ୍ତିଙ୍କ ଚକ୍ଷୁ ବାହାର କରି ଅନ୍ୟ ଜଣକୁ ଦେବା ସମ୍ଭବ ହୋଇଥାନ୍ତା, ତେବେ ଏହା ମହାନ ପ୍ରେମକୁ ସୂଚିତ କରିଥା’ନ୍ତା । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ଏକ ସମାନ ବିଶିଷ୍ଟାର୍ଥକ ବାକ୍ୟାଂଶ ବ୍ୟବହାର କରିପାରିବେ କିମ୍ବା ସରଳ ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ମୋତେ ପୂର୍ବରୁ ବହୁତ ପ୍ରେମ କରୁଥିଲ ଏବଂ ମୋତେ ତୁମ୍ଭମାନଙ୍କର ପ୍ରେମ ପ୍ରକାଶ କରିବା ପାଇଁ ତୁମ୍ଭମାନଙ୍କର ବହୁମୂଲ୍ୟ ସମ୍ପତ୍ତି ଦେଇଥାନ୍ତ” (2) ବୁଝାଏ ଯେ ପାଉଲଙ୍କର ଏକ ପ୍ରକାରର ଚକ୍ଷୁରୋଗ ଥିଲା ।
4:16 i73s rc://*/ta/man/translate/grammar-connect-logic-result ὥστε 1 ଏଠାରେ ପାଉଲ **ତେଣୁ ତେବେ** ବାକ୍ୟାଂଶ ବ୍ୟବହାର କରନ୍ତି, ଯାହା ଦର୍ଶାଏ ଯେ **ସତ୍ୟ କହିବା** ଏକ କାରଣ-ଫଳାଫଳ ବାକ୍ୟାଂଶ ଅଟେ ଏବଂ ସେମାନେ ପାଉଲ ଯେପରି ସେମାନଙ୍କର **ଶତ୍ରୁ** ଥିଲେ ଭାବରେ କାର୍ଯ୍ୟ କରନ୍ତି, ପରିଣାମ ଅଟେ । ଏକ କାରଣ-ଫଳାଫଳ ବାକ୍ୟାଂଶ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ତେଣୁ” କିମ୍ବା “ତେଣୁ, ପରିଣାମ ସ୍ୱରୂପ” କିମ୍ବା “ତେବେ, ଏହାର ପରିଣାମ ସ୍ୱରୂପ”
4:16 zznv rc://*/ta/man/translate/figs-rquestion ἐχθρὸς ὑμῶν γέγονα, ἀληθεύων ὑμῖν 1 ଏଠାରେ **ମୁଁ ତୁମ୍ଭମାନଙ୍କୁ ସତ୍ୟ କହିବାରୁ କି ତୁମ୍ଭମାନଙ୍କର ଶତ୍ରୁ ହୋଇଅଛି** ଏକ ଅଳଙ୍କାରିକ ପ୍ରଶ୍ନ ଅଟେ ଯେଉଁଥିରେ ପାଉଲ ସୂଚନା ମାଗୁନାହାଁନ୍ତି, କିନ୍ତୁ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରି ଗାଲାତୀୟ ବିଶ୍ଵାସୀମାନଙ୍କୁ ସେମାନଙ୍କ ଉପରେ ନିରାଶା ଦେଖାଇବାକୁ ଏବଂ ସେ ଯାହା କହୁଛନ୍ତି ସେ ବିଷୟରେ ଚିନ୍ତା ପ୍ରବର୍ତ୍ତାଇବାକୁ ବ୍ୟବହାର କରୁଛନ୍ତି । ଯଦି ଆପଣ ଆପଣଙ୍କର ଭାଷାରେ ଏହି ଉଦ୍ଦେଶ୍ୟ ପାଇଁ ଏକ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରିବେ ନାହିଁ, ତେବେ ଆପଣ ତାଙ୍କ ବାକ୍ୟକୁ ଏକ ବିବୃତ୍ତି ବା ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ ଏବଂ ଗୁରୁତ୍ୱକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭମାନଙ୍କୁ ସତ କହିବାର ପରିଣାମ ସ୍ୱରୂପ, ତୁମ୍ଭେମାନେ ମୋତେ ତୁମ୍ଭମାନଙ୍କର ଶତ୍ରୁ ମନେ କରୁଛ”
4:16 mhkl rc://*/ta/man/translate/figs-abstractnouns ἀληθεύων ὑμῖν 1 ଯଦି ଆପଣଙ୍କର ଭାଷା **ସତ୍ୟର** ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ “ସତ୍ୟ” ଭଳି ବିଶେଷଣରେ ପ୍ରକାଶ କରିପାରିବେ, କିମ୍ବା ଆପଣ ଏହାର ଅର୍ଥକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କୁ ସତ କହିବା ଦ୍ୱାରା” କିମ୍ବା “କାରଣ ମୁଁ ତୁମ୍ଭମାନଙ୍କୁ ସତ ବିଷୟ କହିଅଛି”
4:17 dxtd rc://*/ta/man/translate/figs-explicit ζηλοῦσιν & θέλουσιν 1 ଏହି ପଦରେ, ସର୍ବନାମ **ସେମାନେ** ଏବଂ **ସେମାନେ** ଉଭୟ ଭଣ୍ଡ ଶିକ୍ଷକମାନଙ୍କୁ ସୂଚାଏ, ଯେଉଁମାନେ ଯିହୁଦୀ ଥିଲେ ଏବଂ ଗାଲାତୀୟମାନଙ୍କୁ ମିଥ୍ୟା ଶିକ୍ଷା ଦେଉଥିଲେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଭଣ୍ଡ ଶିକ୍ଷକମାନେ ଆଗ୍ରହୀ … ଏହି ଭଣ୍ଡ ଶିକ୍ଷକମାନେ ଇଚ୍ଛା କରନ୍ତି”
4:17 lt7y οὐ καλῶς 1 ବିକଳ୍ପ ଅନୁବାଦ: “ଉତ୍ତମ ଉଦ୍ଦେଶ୍ୟରେ ନୁହେଁ” କିମ୍ବା “ଉଚିତ ବିଷୟରେ ନୁହେଁ”
4:17 rulh rc://*/ta/man/translate/grammar-connect-logic-contrast ἀλλὰ 1 ଏଠାରେ, **କିନ୍ତୁ** ଶବ୍ଦ ଏକ ବିପରୀତ ବିଷୟର ପରିଚୟ ପ୍ରଦାନ କରେ । ଏକ ବିପରୀତ ପରିଚୟ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “କିନ୍ତୁ ଏହା ପରିବର୍ତ୍ତେ,”
4:17 wrvk rc://*/ta/man/translate/grammar-connect-logic-goal ἵνα 1 ଏଠାରେ **ଯେପରି** ବାକ୍ୟାଂଶ ଏକ ଉଦ୍ଦେଶ୍ୟ ବାକ୍ୟାଂଶ ଉପସ୍ଥାପନ କରେ । ପାଉଲ ସେହି ଉଦ୍ଦେଶ୍ୟକୁ ଉପସ୍ଥାପନ କରୁଛନ୍ତି ଯେଉଁଥି ପାଇଁ **ଭଣ୍ଡ ଶିକ୍ଷକମାନେ** ଗାଲାତୀୟମାନଙ୍କୁ ପାଉଲ ଏବଂ ତାଙ୍କ ସହଭାଗୀମାନଙ୍କଠାରୁ ପୃଥକ କରିବାକୁ ଚାହୁଁଥିଲେ । ଏକ ଉଦ୍ଦେଶ୍ୟକୁ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଯେଉଁ କାରଣରୁ”
4:18 hjp6 δὲ 1 ବିକଳ୍ପ ଅନୁବାଦ: “ବର୍ତ୍ତମାନ”
4:18 m5m2 rc://*/ta/man/translate/figs-explicit καλῷ 1 ଏଠାରେ, **ଉତ୍ତମ** ଶବ୍ଦ ଉତ୍ତମ ବିଷୟକୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଉତ୍ତମ ବିଷୟ”
1:4 k4fo rc://*/ta/man/translate/figs-activepassive μορφωθῇ Χριστὸς ἐν ὑμῖν 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ଯଦି ଆପଣ ନିଶ୍ଚିତ ଭାବରେ ଜଣାଇବେ ଯେ ଏହି କାର୍ଯ୍ୟ କିଏ କରେ, ପାଉଲ ସୂଚିତ କରନ୍ତି ଯେ ଈଶ୍ବର ତାହା କରିବେ । ବିକଳ୍ପ ଅନୁବାଦ: “ଈଶ୍ବର ତୁମ୍ଭମାନଙ୍କଠାରେ ଖ୍ରୀଷ୍ଟଙ୍କୁ ସୃଷ୍ଟି କରନ୍ତି” କିମ୍ବା “ଈଶ୍ବର ତୁମ୍ଭମାନଙ୍କଠାରେ ଖ୍ରୀଷ୍ଟଙ୍କୁ ସୃଷ୍ଟି କରିବେ”
1:4 u9fp rc://*/ta/man/translate/figs-synecdoche μορφωθῇ Χριστὸς ἐν ὑμῖν 1 ଏଠାରେ **ଖ୍ରୀଷ୍ଟ ମୂର୍ତ୍ତିମାନ ହୋଇ** ବାକ୍ୟାଂଶରେ **ଖ୍ରୀଷ୍ଟ** ଶବ୍ଦ ଖ୍ରୀଷ୍ଟଙ୍କର ଗୁଣ ଏବଂ ଆଚରଣକୁ ବୁଝାଏ । ଖ୍ରୀଷ୍ଟ ସେମାନଙ୍କ ମଧ୍ୟରେ ମୂର୍ତ୍ତିମାନ ହେବା ସେମାନଙ୍କୁ ସେମାନଙ୍କର ଆତ୍ମିକ ଚିନ୍ତାଧାରାରେ ପରିପକ୍ୱ ହେବା ଏବଂ ଯୀଶୁଙ୍କ କାର୍ଯ୍ୟକଳାପ ପରି କାର୍ଯ୍ୟ କରିବା ବିଷୟରେ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଆପଣଙ୍କର ସଂସ୍କୃତି କିମ୍ବା ଭାଷାରୁ ଏକ ସମାନ ଅଭିବ୍ୟକ୍ତି ବ୍ୟବହାର କରିପାରିବ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ସ୍ବାଭାବ ତୁମ୍ଭମାନଙ୍କଠାରେ ସମ୍ପୂର୍ଣ୍ଣ ରୂପେ ବିକଶିତ ହୁଏ” କିମ୍ବା “ତୁମ୍ଭେମାନେ ଖ୍ରୀଷ୍ଟଙ୍କର ଜଣେ ପରିପକ୍ୱ ଅନୁଗାମୀ ହୁଅ”
ucgi rc://*/ta/man/translate/grammar-connect-logic-result ἤθελον & παρεῖναι πρὸς ὑμᾶς ἄρτι, καὶ ἀλλάξαι τὴν φωνήν μου, ὅτι ἀποροῦμαι ἐν ὑμῖν 1 ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ବାଭାବିକ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡିକର କ୍ରମକୁ ପରିବର୍ତ୍ତନ କରିପାରିବେ, ଯେହେତୁ ଦ୍ୱିତୀୟ ବାକ୍ୟାଂଶ ଫଳାଫଳର କାରଣ ପ୍ରକାଶ କରେ ଯାହା ପ୍ରଥମ ବାକ୍ୟାଂଶ ବର୍ଣ୍ଣନା କରେ । ବିକଳ୍ପ ଅନୁବାଦ: “କାରଣ ମୁଁ ତୁମ୍ଭମାନଙ୍କ ବିଷୟରେ ବିବ୍ରତ, ମୁଁ ବର୍ତ୍ତମାନ ତୁମ୍ଭମାନଙ୍କ ସହ ଉପସ୍ଥିତ ରହିବାକୁ ଏବଂ ମୋ ସ୍ୱର ପରିବର୍ତ୍ତନ କରିବାକୁ ଇଚ୍ଛା କରୁଛି”
4:20 csin δὲ 1 ବିକଳ୍ପ ଅନୁବାଦ: “ଏବଂ”
4:20 j8on rc://*/ta/man/translate/figs-explicit ἀλλάξαι τὴν φωνήν μου 1 **ଅନ୍ୟ ଭାବରେ କଥା କହିବାକୁ** ବାକ୍ୟ ପାଉଲ ଗାଲାତୀୟମାନଙ୍କ ପ୍ରତି ତାଙ୍କର ବାର୍ତ୍ତାଳାପ କରିବା ପଦ୍ଧତିକୁ କଠୋର ଭାବରେ ଭର୍ତ୍ସନା କରିବା ଠାରୁ ଅଧିକ ସ୍ନେହଶୀଳ ହେବା ବିଷୟରେ ପରିବର୍ତ୍ତନ କରନ୍ତି । ପାଉଲ ଗାଲାତୀୟ ବିଶ୍ଵାସୀମାନଙ୍କୁ ପ୍ରେମ କରୁଥିଲେ। ତଥାପି, ଭଣ୍ଡ ଶିକ୍ଷାର ଗମ୍ଭୀର ସ୍ବାଭାବ ହେତୁ ଗାଲାତୀୟମାନେ ଗ୍ରହଣ କରିବାକୁ ପ୍ରଲୋଭିତ ହେଉଥିଲେ, ଗାଲାତୀୟମାନଙ୍କଠାରୁ ପାଉଲଙ୍କ ଶାରୀରିକ ଦୂରତା ସହ, ସେ ଅନୁଭବ କଲେ ଯେ ସେ ସେମାନଙ୍କୁ ଲେଖିବା ଆବଶ୍ୟକ ଏବଂ ସେମାନଙ୍କର ମିଥ୍ୟା ଚିନ୍ତାଧାରାକୁ ଦୃଢ଼ ଭାବରେ ଏବଂ କଠୋର ଭାବରେ ସଂଶୋଧନ କରିବା ଆବଶ୍ୟକ । ସେମାନେ ମିଥ୍ୟା ଶିକ୍ଷାକୁ ବିଶ୍ଵାସ କରିବେ ନାହିଁ କିମ୍ବା ଅନୁସରଣ କରିବେ ନାହିଁ । ଯଦି ଏହା ଆପଣଙ୍କର ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ସ୍ପଷ୍ଟ ଭାବରେ ସୂଚାଇ ପାରିବ ଯେ ବାକ୍ୟଟି **ଅନ୍ୟ ଭାବରେ କଥା କହିବାକୁ** ଏଠାରେ ପରିବର୍ତ୍ତନ କରେ । ବିକଳ୍ପ ଅନୁବାଦ: “ଏକ ଭିନ୍ନ ଢ଼ଙ୍ଗରେ କହିବି”
4:21 sf5v rc://*/ta/man/translate/figs-yousingular οἱ 1 ଏଠାରେ, **ତୁମ୍ଭେମାନେ** ଶବ୍ଦଟି ବହୁବଚନ ଅଟେ । ଏହିପରି ଶବ୍ଦର ଅର୍ଥକୁ ଆପଣଙ୍କ ଭାଷାରେ ସ୍ପଷ୍ଟ ଭାବରେ ପ୍ରକାଶ କରିବା ସାହାଯ୍ୟକାରୀ ହେଇପାରେ ।
4:21 y3km θέλοντες 1

Can't render this file because it is too large.