Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-09-30 17:36:35 +00:00
parent 0e67d70366
commit 430f3eb952
1 changed files with 8 additions and 1 deletions

View File

@ -691,4 +691,11 @@ front:intro ku3t οἱ δοκοῦντες 1 ଆପଣ [2:2](../02/02.md). ର
3:29 wceh ὑμεῖς Χριστοῦ 1 ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଖ୍ରୀଷ୍ଟଙ୍କର” କିମ୍ବା “ତୁମ୍ଭେ ଖ୍ରୀଷ୍ଟଙ୍କର ଅଟ”
3:29 xwrj rc://*/ta/man/translate/figs-metaphor σπέρμα 1 ଏଠାରେ, **ବୀଜ** ଶବ୍ଦର ଅର୍ଥ ସନ୍ତାନ ଅଟେ । ଏହା ଏକ ଶବ୍ଦ ଚିତ୍ର ଅଟେ। ଯେପରି ଉଦ୍ଭିଦଗୁଡ଼ିକ ବୀଜ ଉତ୍ପାଦନ କରେ ଯାହାକି ଆହୁରି ଅନେକ ଗଛରେ ବୃଦ୍ଧିହୁଏ, ସେହିପରି ଲୋକମାନଙ୍କର ଅନେକ ସନ୍ତାନ ମଧ୍ୟ ରହିପାରନ୍ତି । ଯଦି ଏହା ଆପଣଙ୍କର ଭାଷାରେ ସହାୟକ ହେବ, ଆପଣ ଆପଣଙ୍କର ସଂସ୍କୃତିରୁ ଏକ ସମାନ ରୂପକ ବ୍ୟବହାର କରିପାରିବେ । ଆପଣ କିପରି 3:16 ରେ **ବୀଜ** ଶବ୍ଦକୁ ଅନୁବାଦ କରିଛନ୍ତି ଯେଉଁଠାରେ ଏହା ସମାନ ଅର୍ଥରେ ବ୍ୟବହୃତ ଦେଖନ୍ତୁ । ବିକଳ୍ପ ଭାବରେ, ଆପଣ ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସନ୍ତାନ”
3:29 au7a rc://*/ta/man/translate/figs-explicit κατ’ ἐπαγγελίαν κληρονόμοι 1 ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ **ଉତ୍ତରାଧିକାରୀମାନେ** କେଉଁ ବିଷୟର ଉତ୍ତରାଧିକାରୀ ହେବେ ତାହା ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ବର ଅବ୍ରହାମ ଏବଂ ତାଙ୍କ ବଂଶଧରମାନଙ୍କୁ ଯାହା ପ୍ରତିଜ୍ଞା କରିଥିଲେ ତାହାର ଉତ୍ତରାଧିକାରୀ ହେବେ”
3:29 zxr0 κατ’ 1 ବିକଳ୍ପ ଅନୁବାଦ: “ସାହାଯ୍ୟରେ”
3:29 zxr0 κατ’ 1 ବିକଳ୍ପ ଅନୁବାଦ: “ଅନୁସାରେ”
4:1 vlu6 κύριος πάντων ὤν 1 ବିକଳ୍ପ ଅନୁବାଦ: “ଯଦିଓ ସେ ସମସ୍ତ ବିଷୟର କର୍ତ୍ତା” କିମ୍ବା “ସେ ସମସ୍ତ ବିଷୟର ଅଧିକାରୀ ହେବା ସତ୍ତେ୍ୱ”
4:2 eyfx rc://*/ta/man/translate/grammar-connect-logic-contrast ἀλλὰ 1 ଏଠାରେ, **କିନ୍ତୁ** ଶବ୍ଦ ଏକ ବିପରୀତକୁ ପରିଚୟ କରାଏ ଏବଂ ସୂଚାଏ ଯେ ଏହା ଆଗରୁ ଯାହା ଆସିଛି ତାହାର ବିପରୀତ ଅଟେ । ଏକ ବିପରୀତ ପରିଚୟ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ବରଂ,”
4:2 jtpo rc://*/ta/man/translate/figs-explicit ἐστὶ 1 ଏଠାରେ, **ସେ** ପୂର୍ବ ପଦରେ ଉଲ୍ଲେଖ କରାଯାଇଥିବା ଉତ୍ତରାଧିକାରୀଙ୍କୁ ସୂଚାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଉତ୍ତରାଧିକାରୀ ଅଟନ୍ତି”
4:2 ppf1 rc://*/ta/man/translate/figs-explicit ὑπὸ 1 ଏଠାରେ, “ଅଧୀନରେ” ଶବ୍ଦର ଅର୍ଥ **ଅଧିକାରର ଅଧିନରେ ରହିବା” ଅଟେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଅଧୀନରେ”
4:2 llwi rc://*/ta/man/translate/figs-explicit ἐπιτρόπους & καὶ οἰκονόμους 1 ଏଠାରେ **ଅଭିଭାବକ** ଏବଂ **ବେବର୍ତ୍ତା** ଶବ୍ଦ ଦୁଇଟି ଭିନ୍ନ ଭୂମିକାକୁ ବୁଝାଏ, କିନ୍ତୁ ଏହି ସର୍ତ୍ତାବଳୀ ଦୁଇଟି ଭିନ୍ନ ଗୋଷ୍ଠୀକୁ ବୁଝାଏ ନାହିଁ କାରଣ ଉଭୟ ଭୂମିକା ପୂରଣ ପାଇଁ ଜଣେ ବ୍ୟକ୍ତିଙ୍କର ଦାୟିତ୍ଵ ରହିପାରେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ତାଙ୍କର ଅଭିଭାବକ ଏବଂ ବେବର୍ତ୍ତା ଅଟେ”
4:2 khzl rc://*/ta/man/translate/figs-activepassive προθεσμίας τοῦ πατρός 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ତାଙ୍କ ପିତା ନିଯୁକ୍ତ କରିଥିବା ତାରିଖ” କିମ୍ବା “ତାଙ୍କ ପିତା ନିଯୁକ୍ତ କରିଥିବା ସମୟ”
4:3 ocm2 rc://*/ta/man/translate/grammar-connect-words-phrases οὕτως 1 ଏଠାରେ, **ତେଣୁ** ଶବ୍ଦଟି ଉଲ୍ଲେଖ ଥିବା ବିଷୟ ତୁଳନାତ୍ମକ, ଏବଂ [4:1-2](../04/01.md) ରେ ଯାହା ବର୍ଣ୍ଣନା କରାଯାଇଛି ତାହା ସହିତ ସମାନ ଅଟେ । ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହାକି ପୂର୍ବରୁ ପରିଚିତ ହୋଇଥିବା କୌଣସି ବିଷୟ ସହ ଅନୁରୂପ ଅଟେ । ବିକଳ୍ପ ଅନୁବାଦ: “ସମାନ ଉପାୟରେ”

Can't render this file because it is too large.