Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-09-30 17:25:02 +00:00
parent 0657a50bb1
commit 0e67d70366
1 changed files with 47 additions and 1 deletions

View File

@ -645,4 +645,50 @@ front:intro ku3t οἱ δοκοῦντες 1 ଆପଣ [2:2](../02/02.md). ର
3:23 jzut rc://*/ta/man/translate/figs-abstractnouns τὴν πίστιν & τὴν μέλλουσαν πίστιν ἀποκαλυφθῆναι 1 ଯଦି ଆପଣଙ୍କର ଭାଷା **ବିଶ୍ଵାସର** ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ଆପଣ ସମାନ ଧାରଣାକୁ “ବିଶ୍ୱାସ” ପରି କ୍ରିୟା ବାକ୍ୟାଂଶରେ ପ୍ରକାଶ କରିପାରିବେ, କିମ୍ବା ଆପଣ ଏହାର ଅର୍ଥକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କର ଭାଷାରେ ସ୍ୱାଭାବିକ ଅଟେ ।
3:23 ztcj rc://*/ta/man/translate/figs-explicit πρὸ τοῦ & ἐλθεῖν τὴν πίστιν 1 **ବିଶ୍ୱାସ ଆସିବା ପୂର୍ବେ** ବାକ୍ୟର ଅର୍ଥ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ପୂର୍ବରୁ ଅଟେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଆସିବା ପୂର୍ବରୁ”
3:23 uu10 rc://*/ta/man/translate/figs-exclusive ἐφρουρούμεθα 1 ଯେତେବେଳେ ପାଉଲ **ଆମ୍ଭେମାନେ** କହନ୍ତି, ସେ ଗାଲାତୀୟ ବିଶ୍ଵାସୀମାନଙ୍କୁ ଅନ୍ତର୍ଭୁକ୍ତ କରନ୍ତି, ତେଣୁ **ଆମ୍ଭେମାନେ** ଅନ୍ତର୍ଭୂକ୍ତ ଅଟେ । ଆପଣଙ୍କ ଭାଷା ଆପଣଙ୍କୁ ଏହି ଗଠନଗୁଡ଼ିକୁ ଚିହ୍ନିତ କରିବା ଆବଶ୍ୟକ କରିପାରେ ।
3:23 aue6 rc://*/ta/man/translate/figs-explicit ὑπὸ 1
3:23 aue6 rc://*/ta/man/translate/figs-explicit ὑπὸ 1 ଏଠାରେ, “ଅଧୀନରେ” ଶବ୍ଦର ଅର୍ଥ କିମ୍ବା “ଅଧିକାର ଅଧୀନରେ” କିମ୍ବା”ପ୍ରଭୁତ୍ଵ ଅଧିନରେ” ଅଟେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କ୍ଷମତାର ଅଧୀନରେ” କିମ୍ବା “ପ୍ରଭୁତ୍ଵ ଅଧୀନରେ”
3:23 r5y3 rc://*/ta/man/translate/figs-personification ὑπὸ νόμον ἐφρουρούμεθα, συνκλειόμενοι 1 ଏଠାରେ, ପାଉଲ **ବ୍ୟବସ୍ଥାର** ବ୍ୟକ୍ତିଗତକରଣ ଜାରି ରଖିଛନ୍ତି ଯାହା ସେ ପୂର୍ବ ପଦରେ ଆରମ୍ଭ କରିଥିଲେ । ପାଉଲ **ବ୍ୟବସ୍ଥା** ବିଷୟରେ କହୁଛନ୍ତି ଯେପରି ଜଣେ ବନ୍ଦୀଗୃହର ରକ୍ଷକ ଯିଏ ଲୋକମାନଙ୍କୁ **ବନ୍ଦୀ କରି ରଖିଥିଲେ** ଏବଂ ଯୀଶୁ ଖ୍ରୀଷ୍ଟଙ୍କଠାରେ ଆସୁଥିବା ବିଶ୍ୱାସ ପ୍ରକାଶ **ନହେବା ପର୍ଯ୍ୟନ୍ତ** ସେମାନଙ୍କୁ **ବନ୍ଦୀଗୃହରେ ରଖୁଥିଲେ** । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହି ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ।
3:23 e729 rc://*/ta/man/translate/figs-activepassive ὑπὸ νόμον ἐφρουρούμεθα 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ। ବିକଳ୍ପ ଅନୁବାଦ: “ବ୍ୟବସ୍ଥା ଆମ୍ଭମାନଙ୍କୁ ଶକ୍ତିର ଅଧୀନରେ ବନ୍ଦୀକରି ରଖିଥିଲା”
3:23 xmur rc://*/ta/man/translate/figs-activepassive συνκλειόμενοι 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ଯଦି ଆପଣ ନିଶ୍ଚିତ ଭାବରେ ଜଣାଇବେ ଯେ କାର୍ଯ୍ୟ କିଏ କରେ, ପଦର ପ୍ରଥମାର୍ଦ୍ଧରେ ଉକ୍ତ ଅଛି ଯେ **ବ୍ୟବସ୍ଥା** ଏହା କରେ । ବିକଳ୍ପ ଅନୁବାଦ: “ଏବଂ ବ୍ୟବସ୍ଥା ଆମ୍ଭମାନଙ୍କୁ କାରାଗାରରେ ରଖିଥିଲା”
3:23 way9 rc://*/ta/man/translate/grammar-connect-logic-goal εἰς τὴν μέλλουσαν πίστιν ἀποκαλυφθῆναι 1 ଏଠାରେ, **ଯେପର୍ଯ୍ୟନ୍ତ** ଶବ୍ଦଟି ସୂଚାଇପାରେ: (1) ସମୟକୁ ସୂଚାଇପାରେ ଏବଂ ସେହି ସମୟକୁ ପରିଚିତ କରେ ଯେଉଁଥିରେ **ବ୍ୟବସ୍ଥା** ଅନୁସାରେ କାରାଗାରରେ ଥିବା ଲୋକମାନେ ଶେଷ ହୋଇଯିବେ, **ଯେପର୍ଯ୍ୟନ୍ତ** ଈଶ୍ବର ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସର ମୂଳ ଭାବରେ ପ୍ରକାଶ କରିବେ । ବିକଳ୍ପ ଅନୁବାଦ: “ଯେପର୍ଯ୍ୟନ୍ତ ଈଶ୍ବର ଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ କରିବା ବିଷୟରେ ବାର୍ତ୍ତା ପ୍ରକାଶ କରିବେ ନାହିଁ ସେପର୍ଯ୍ୟନ୍ତ ସେ ପ୍ରକାଶ କରିବାକୁ ଥିଲେ” (2) **କୁ** ଭାବରେ ଅନୁବାଦ କରାଯିବ ଏବଂ ବ୍ୟବସ୍ଥା ଅନୁସାରେ **କାରାଗାରରେ** ଥିବା ଲୋକମାନଙ୍କ ଉଦ୍ଦେଶ୍ୟକୁ ସୂଚାଇବ, ଯେପରି ଲୋକମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ବାସ କରିବାକୁ ପ୍ରସ୍ତୁତ ହେବେ । ବିକଳ୍ପ ଅନୁବାଦ: “ଈଶ୍ବର ପ୍ରକାଶ କରିବାକୁ ଥିବା ସୁସମାଚାରରେ ଆମ୍ଭମାନଙ୍କୁ ବିଶ୍ୱାସ କରିବାକୁ ଆଗେଇ ନେବାକୁ” କିମ୍ବା “ଯେପରି ଆମ୍ଭେମାନେ ଖ୍ରୀଷ୍ଟଙ୍କ ବିଷୟରେ ସୁସମାଚାରକୁ ବିଶ୍ଵାସ କରିବାକୁ ପ୍ରସ୍ତୁତ ହୋଇପାରିବା, ଯାହା ପରେ ଈଶ୍ବର ପ୍ରକାଶ କରିବେ”
3:23 rz75 rc://*/ta/man/translate/figs-explicit τὴν πίστιν & τὴν & πίστιν 1 **ବିଶ୍ୱାସ** ବାକ୍ୟର ଅର୍ଥ “ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା” କୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ… ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ହେଲା, ଯାହା ଥିଲା”
3:24 we2y rc://*/ta/man/translate/grammar-connect-logic-result ὥστε 1 ଏଠାରେ **ତେଣୁ** ବାକ୍ୟାଂଶ ଏକ ଫଳାଫଳ ଉପସ୍ଥାପନ କରେ । ଏକ ଫଳାଫଳ ଉପସ୍ଥାପନ କରିବା ପାଇଁ ଏକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଏହିପରି,” କିମ୍ବା “ତେଣୁ,”
3:24 mcdn rc://*/ta/man/translate/figs-metaphor ὁ νόμος, παιδαγωγὸς ἡμῶν γέγονεν 1 ପାଉଲ **ବ୍ୟବସ୍ଥା** ବିଷୟରେ କହୁଛନ୍ତି ଯେପରି ଏହା ଜଣେ **ଅଭିଭାବକ** ଅଟେ । ଯଦି ଏହା ଆପଣଙ୍କର ଭାଷାରେ ସହାୟକ ହେବ, ଆପଣ ଆପଣଙ୍କର ସଂସ୍କୃତିରୁ ଏକ ସମାନ ରୂପକ ବ୍ୟବହାର କରିପାରିବେ । ବିକଳ୍ପ ଭାବରେ, ଆପଣ ଏକ ଉପମା ବ୍ୟବହାର କରି ଅର୍ଥ ପ୍ରକାଶ କରିପାରନ୍ତି ।
3:24 a6yz rc://*/ta/man/translate/figs-exclusive ἡμῶν 1 ଯେତେବେଳେ ପାଉଲ **ଆମ୍ଭମାନଙ୍କ** କୁହନ୍ତି, ସେ ଗାଲାତୀୟ ବିଶ୍ଵାସୀମାନଙ୍କୁ ଅନ୍ତର୍ଭୁକ୍ତ କରନ୍ତି, ତେଣୁ **ଆମ୍ଭମାନଙ୍କ** ଅନ୍ତର୍ଭୂକ୍ତ ଅଟେ । ଆପଣଙ୍କ ଭାଷା ଆପଣଙ୍କୁ ଏହି ଗଠନଗୁଡ଼ିକୁ ଚିହ୍ନିତ କରିବାକୁ ଆବଶ୍ୟକ କରିପାରେ ।
3:24 amrv rc://*/ta/man/translate/translate-unknown παιδαγωγὸς 1 ପାଉଲଙ୍କ ସଂସ୍କୃତିରେ ଜଣେ **ଅଭିଭାବକ** ଦାସ ଥିଲେ ଯାହାର କାର୍ଯ୍ୟ ଥିଲା ଏକ ଶିଶୁକୁ ଅନୁଶାସନ କରିବା ଏବଂ ଯତ୍ନ ନେବା ଯିଏ ଏପର୍ଯ୍ୟନ୍ତ ପ୍ରାପ୍ତ ବୟସ୍କ ହୋଇନଥିଲା । ଯଦି ଆପଣଙ୍କର ପାଠକମାନେ ଏହି ଶବ୍ଦ ସହ ପରିଚିତ ନ ହୁଅନ୍ତି, ତେବେ ଆପଣ ଆପଣଙ୍କର ଅନୁବାଦରେ ଏହି ଶବ୍ଦର ଅର୍ଥ ବ୍ୟାଖ୍ୟା କରିପାରିବେ, କିମ୍ବା ଆପଣ ଆପଣଙ୍କର ସଂସ୍କୃତିରୁ ଏହି ଶବ୍ଦକୁ ବ୍ୟବହାର କରିପାରିବେ ଯାହା ଏହି ଶବ୍ଦର ଅର୍ଥ ପ୍ରକାଶ କରିବାକୁ ନିକଟତର ହେବ ଏବଂ ତା’ପରେ ବ୍ୟାଖ୍ୟା କରି ଏକ ପାଦଟିକା ଉଲ୍ଲେଖ କରନ୍ତୁ । ଏହି ଶବ୍ଦର ବିକଳ୍ପ ଅନୁବାଦ: “ତତ୍ତ୍ୱାବଧାରକ” କିମ୍ବା “ଉପଦେଷ୍ଟା”
3:24 p30v rc://*/ta/man/translate/grammar-connect-logic-goal εἰς 1 ଆପଣ [3:23](../03/23.md) କିପରି **ଯେଉଁ ପର୍ଯ୍ୟନ୍ତ** ଶବ୍ଦର ଅନୁବାଦ କରିଛନ୍ତି ଦେଖନ୍ତୁ ।
3:24 zick rc://*/ta/man/translate/grammar-connect-logic-goal ἵνα 1 ବାକ୍ୟାଂଶ **ତେଣୁ** ଏକ ଉଦ୍ଦେଶ୍ୟକୁ ଉପସ୍ଥାପନ କରେ । ପାଉଲ ସେହି ଉଦ୍ଦେଶ୍ୟ ବିଷୟରେ ଉଲ୍ଲେଖ କରିଛନ୍ତି ଯେଉଁଥିପାଇଁ ** ଖ୍ରୀଷ୍ଟଙ୍କ ପର୍ଯ୍ୟନ୍ତ, ବ୍ୟବସ୍ଥା ଆମ୍ଭମାନଙ୍କର ପ୍ରତିପାଳକ ହୋଇଥିଲା** ଯାହା ଉଦ୍ଦେଶ୍ୟମୂଳକ ଉଦ୍ଦେଶ୍ୟ ପାଇଁ ଥିଲା ଯାହା ପରେ **ଆମ୍ଭେମାନେ** ଖ୍ରୀଷ୍ଟଙ୍କଠାରେ **ବିଶ୍ୱାସ ଦ୍ୱାରା** ଧାର୍ମିକ ହୋଇପାରିବା । ଏକ ଉଦ୍ଦେଶ୍ୟକୁ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଉଦ୍ଦେଶ୍ୟ ସହିତ”
3:24 dkks rc://*/ta/man/translate/figs-exclusive δικαιωθῶμεν 1 ଯେତେବେଳେ ପାଉଲ **ଆମ୍ଭେମାନେ** କହନ୍ତି, ସେ ଗାଲାତୀୟ ବିଶ୍ଵାସୀମାନଙ୍କୁ ଅନ୍ତର୍ଭୁକ୍ତ କରନ୍ତି, ତେଣୁ ଆମ୍ଭେମାନେ ଅନ୍ତର୍ଭୂକ୍ତ ଅଟେ । ଆପଣଙ୍କ ଭାଷା ଆପଣଙ୍କୁ ଏହି ଗଠନଗୁଡ଼ିକୁ ଚିହ୍ନିତ କରିବାକୁ ଆବଶ୍ୟକ କରିପାରେ ।
3:24 vj5u rc://*/ta/man/translate/figs-explicit ἐκ 1 ଏଠାରେ, ପାପୀମାନଙ୍କୁ ନ୍ୟାୟ ଦେବା ପାଇଁ ଈଶ୍ବରଙ୍କ କାର୍ଯ୍ୟର ଆଧାର ବା ଉତ୍ସକୁ **ଦ୍ବାରା** ଶବ୍ଦ ସୂଚାଇଥାଏ । ଏଠାରେ **ଦ୍ବାରା** ଶବ୍ଦ ସୂଚାଏ ଯେ **ବିଶ୍ଵାସର** ଆଧାର ଯାହା ମାଧ୍ୟମରେ **ଆମେ ଧାର୍ମିକ ହୋଇପାରିବା** । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆଧାରରେ” କିମ୍ବା “ମାଧ୍ୟମରେ”
3:24 kw1h rc://*/ta/man/translate/figs-abstractnouns πίστεως 1 ଯଦି ଆପଣଙ୍କର ଭାଷା **ବିଶ୍ଵାସର** ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ଆପଣ ସମାନ ଧାରଣାକୁ “ବିଶ୍ୱାସ” ପରି କ୍ରିୟା ବାକ୍ୟାଂଶରେ ପ୍ରକାଶ କରିପାରିବେ, କିମ୍ବା ଆପଣ ଏହାର ଅର୍ଥକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କର ଭାଷାରେ ସ୍ୱାଭାବିକ ଅଟେ।
3:24 wuco rc://*/ta/man/translate/figs-explicit πίστεως 1 ଏଠାରେ, ଏହି ପ୍ରସଙ୍ଗଟି ବୁଝାଏ (ଯେପରି ପାଉଲଙ୍କ ସମାନ [2:16](../02/16.md)) ରେ ବାକ୍ୟର ବ୍ୟବହାର “ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା”), **ବିଶ୍ଵାସର** ବିଷୟ **ଖ୍ରୀଷ୍ଟ** ଅଟନ୍ତି । ଯଦି ଆପଣଙ୍କର ପାଠକମାନଙ୍କ ପାଇଁ ଏଠାରେ ବିଶ୍ଵାସର ବିଷୟ ବର୍ଣ୍ଣନା କରିବା ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ”
3:25 x257 rc://*/ta/man/translate/grammar-connect-logic-contrast δὲ 1 ଏଠାରେ, **କିନ୍ତୁ** ଶବ୍ଦ ଏକ ବିପରୀତ ବିଷୟର ପରିଚୟ ପ୍ରଦାନ କରେ । **କିନ୍ତୁ** ଶବ୍ଦକୁ ଖ୍ରୀଷ୍ଟ ଆସିବା ପୂର୍ବରୁ ସମୟ ମଧ୍ୟରେ ଥିବା ବିଷୟଗୁଡ଼ିକର ବିପରୀତତାକୁ ବୁଝାଏ । ଏକ ବିପରୀତ ବିଷୟର ପରିଚୟ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “କିନ୍ତୁ ବର୍ତ୍ତମାନ”
3:25 a4pk rc://*/ta/man/translate/figs-abstractnouns τῆς πίστεως 1 ଯଦି ଆପଣଙ୍କର ଭାଷା **ବିଶ୍ଵାସର** ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ “ଖ୍ରୀଷ୍ଟଙ୍କ ଉପରେ ବିଶ୍ଵାସ” ପରି ଏକ କ୍ରିୟା ବାକ୍ୟାଂଶରେ ପ୍ରକାଶ କରିପାରିବେ, କିମ୍ବା ଆପଣ ଏହାର ଅର୍ଥକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବ ଯାହା ଆପଣଙ୍କର ଭାଷାରେ ସ୍ୱାଭାବିକ ଅଟେ ।
3:25 meot rc://*/ta/man/translate/figs-explicit τῆς πίστεως 1 ଏଠାରେ, ପ୍ରସଙ୍ଗ ବୁଝାଏ ଯେ **ବିଶ୍ୱାସର** ବିଷୟ ଖ୍ରୀଷ୍ଟ ଅଟନ୍ତି। ଯଦି ଆପଣଙ୍କର ପାଠକମାନଙ୍କ ପାଇଁ ଏଠାରେ ବିଶ୍ଵାସର ବିଷୟ ବର୍ଣ୍ଣନା କରିବା ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ”
3:25 blv8 rc://*/ta/man/translate/figs-exclusive ἐσμεν 1 ଯେତେବେଳେ ପାଉଲ **ଆମ୍ଭେମାନେ** କହନ୍ତି, ସେ ଗାଲାତୀୟ ବିଶ୍ଵାସୀମାନଙ୍କୁ ଅନ୍ତର୍ଭୁକ୍ତ କରନ୍ତି, ତେଣୁ **ଆମ୍ଭେମାନେ** ଅନ୍ତର୍ଭୂକ୍ତ ଅଟେ । ଆପଣଙ୍କ ଭାଷା ଆପଣଙ୍କୁ ଏହି ଗଠନଗୁଡ଼ିକୁ ଚିହ୍ନିତ କରିବାକୁ ଆବଶ୍ୟକ କରିପାରେ ।
3:25 efvh rc://*/ta/man/translate/figs-metaphor ὑπὸ παιδαγωγόν 1 ଏଠାରେ, ପାଉଲ [3:24](../03/24.md) ରେ ଆରମ୍ଭ କରିଥିବା ରୂପକକୁ ଜାରି ରଖିଛନ୍ତି ଯେପରି ଏହା ଜଣେ **ଅଭିଭାବକ** ଥିଲା । ଯଦି ଏହା ଆପଣଙ୍କର ଭାଷାରେ ସହାୟକ ହେବ, ଆପଣ ଆପଣଙ୍କର ସଂସ୍କୃତିରୁ ଏକ ସମାନ ରୂପକ ବ୍ୟବହାର କରିପାରିବେ । ବିକଳ୍ପ ଭାବରେ, ଆପଣ ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । [3:24](../03/24.md) ରେ ଆପଣ **ଅଭିଭାବକ** ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।
3:25 be13 rc://*/ta/man/translate/figs-personification ὑπὸ παιδαγωγόν 1 ଏଠାରେ, ପାଉଲ ବ୍ୟବସ୍ଥା ବିଷୟରେ କହୁଛନ୍ତି ଯେପରି ଏହା ଜଣେ **ଅଭିଭାବକ** ଅଟନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହି ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ।
3:25 kjvy rc://*/ta/man/translate/figs-explicit ὑπὸ 1 ଏଠାରେ, **ଅଧିନ** ଶବ୍ଦର ଅର୍ଥ “ତତ୍ତ୍ୱାବଧାନରେ” ଅଟେ। ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତତ୍ତ୍ୱାବଧାନରେ”
3:26 tzqa rc://*/ta/man/translate/figs-gendernotations υἱοὶ 1 ଯଦିଓ **ପୁତ୍ର** ଶବ୍ଦ ପୁରୁଷୋବାଚକ ଅଟେ, ପାଉଲ ଏଠାରେ ଏକ ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରୁଛନ୍ତି ଯେଉଁଥିରେ ଖ୍ରୀଷ୍ଟ ଯୀଶୁଙ୍କ ଉପରେ ବିଶ୍ୱାସ କରିଥିବା ଥିବା ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି। ବିକଳ୍ପ ଅନୁବାଦ: “ପୁତ୍ର ଏବଂ କନ୍ୟା” କିମ୍ବା “ସନ୍ତାନମାନେ”
3:26 u0ma rc://*/ta/man/translate/figs-metaphor υἱοὶ 1 ପାଉଲ ଗାଲାତୀୟ ବିଶ୍ଵାସୀମାନଙ୍କ ବିଷୟରେ କୁହନ୍ତି ଯେପରି ଈଶ୍ଵର ସେମାନଙ୍କର ଶାରୀରିକ ପିତା ଅଟନ୍ତି । ତାଙ୍କର ଅର୍ଥରେ ଏହି ଲୋକମାନଙ୍କର ଈଶ୍ବରଙ୍କ ସହ ପିତା-ପୁତ୍ର ସମ୍ପର୍କ ଅଛି କାରଣ ସେମାନେ ଯୀଶୁଙ୍କ ଉପରେ ବିଶ୍ବାସ କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଆତ୍ମିକ ସନ୍ତାନ”
3:26 mwku rc://*/ta/man/translate/figs-abstractnouns τῆς πίστεως 1 ଯଦି ଆପଣଙ୍କର ଭାଷା **ବିଶ୍ଵାସର** ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ଆପଣ ସମାନ ଧାରଣାକୁ “ବିଶ୍ୱାସ” ପରି କ୍ରିୟା ବାକ୍ୟାଂଶରେ ପ୍ରକାଶ କରିପାରିବେ, କିମ୍ବା ଆପଣ ଏହାର ଅର୍ଥକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କର ଭାଷାରେ ସ୍ୱାଭାବିକ ଅଟେ।
3:26 kht6 rc://*/ta/man/translate/figs-explicit ἐν Χριστῷ Ἰησοῦ 1 **ଖ୍ରୀଷ୍ଟ ଯୀଶୁଙ୍କଠାରେ** ବାକ୍ୟର ଅର୍ଥ ହୋଇପାରେ: (1) ଯେ ଗାଲାତୀୟ ବିଶ୍ଵାସୀମାନଙ୍କ ଆତ୍ମିକ ସ୍ଥିତି ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିଲା । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଖ୍ରୀଷ୍ଟ ଯୀଶୁଙ୍କ ସହ ମିଳିତ” (2) **ଖ୍ରୀଷ୍ଟ ଯୀଶୁ** ଗାଲାତୀୟ ବିଶ୍ଵାସୀମାନଙ୍କ ବିଶ୍ଵାସର ମୂଳ ଥିଲେ । ବିକଳ୍ପ ଅନୁବାଦ: “ଯାହା ଖ୍ରୀଷ୍ଟ ଯୀଶୁଙ୍କଠାରେ ଅଛି” କିମ୍ବା “ଖ୍ରୀଷ୍ଟ ଯୀଶୁଙ୍କ ନିକଟକୁ”
3:27 p0dy rc://*/ta/man/translate/grammar-connect-words-phrases γὰρ 1 ଏଠାରେ, **କାରଣ** ଶବ୍ଦ ସୂଚାଏ ଯେ ପାଉଲ 3:26 ରେ “ତୁମ୍ଭେମାନେ ସମସ୍ତେ ଈଶ୍ବରଙ୍କ ପୁତ୍ର ଅଟ” ବୋଲି କହିବାର କାରଣ ଦର୍ଶାଉଛନ୍ତି । ଆପଣଙ୍କ ଭାଷାରେ ସୂଚନା ଉପସ୍ଥାପନ କରିବା ପାଇଁ ଏକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ଏକ ପୂର୍ବ ବକ୍ତବ୍ୟକୁ ପ୍ରମାଣ କରେ ଏବଂ / କିମ୍ବା ବ୍ୟାଖ୍ୟା କରେ । ବିକଳ୍ପ ଅନୁବାଦ: “କାରଣ”
3:27 yicn rc://*/ta/man/translate/figs-explicit ὅσοι 1 ଏଠାରେ **ଯେତେ ଲୋକ** ବାକ୍ୟର ଅର୍ଥ “ତୁମମାନଙ୍କ ମଧ୍ୟରୁ ଯେତେ” ଅଟେ ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମମାନଙ୍କ ମଧ୍ୟରୁ ଯେତେ ଲୋକ”
3:27 h5ax rc://*/ta/man/translate/figs-explicit ὅσοι & ἐβαπτίσθητε 1 ଏଠାରେ **ଯେତେ ଲୋକ** ଏହାର ଅର୍ଥ “ତୁମ୍ଭମାନଙ୍କର ମଧ୍ୟରୁ ସମସ୍ତେ।” ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ସମସ୍ତେ ବାପ୍ତିଜିତ ହୋଇଛ” କିମ୍ବା “ତୁମ୍ଭେମାନେ ସମସ୍ତେ ବାପ୍ତିଜିତ ହୋଇଅଛ”
3:27 ucuk rc://*/ta/man/translate/figs-metaphor εἰς Χριστὸν ἐβαπτίσθητε 1 ପାଉଲ **ଖ୍ରୀଷ୍ଟଙ୍କଠାରେ ବାପ୍ତିଜିତ ହେବା** ବିଷୟରେ କୁହନ୍ତି ଯେପରି **ଖ୍ରୀଷ୍ଟ** ଏକ ଶାରୀରିକ ସ୍ଥାନ ଅଟନ୍ତି ଯେଉଁଠାରେ କେହି ବାପ୍ତିଜିତ ହୋଇପାରନ୍ତି । ଏଠାରେ, **ଖ୍ରୀଷ୍ଟଙ୍କ ସହ** ଆତ୍ମିକ ଭାବରେ ଖ୍ରୀଷ୍ଟଙ୍କ ସହ ମିଳିତ ହେବା ଏବଂ ତାଙ୍କ ସହ ଘନିଷ୍ଠ ଆତ୍ମିକ ଏକତାକୁ ଆସିବା ବିଷୟରେ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହି ବାକ୍ୟର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ସହ ଘନିଷ୍ଠ ଆତ୍ମିକ ମିଳନରେ ବାପ୍ତିଜିତ ହୋଇଅଛି”
3:27 dgkv rc://*/ta/man/translate/figs-metonymy εἰς Χριστὸν ἐβαπτίσθητε, Χριστὸν ἐνεδύσασθε 1 ବାପ୍ତିସ୍ମ ବିଷୟରେ କହିବା ଦ୍ୱାରା, ପାଉଲ ସମସ୍ତ ବିଷୟ ବର୍ଣ୍ଣନା କରିପାରନ୍ତି ଯାହା ଜଣେ ବିଶ୍ଵାସୀମାନଙ୍କ ପ୍ରାରମ୍ଭିକ ରୂପକର ଅଭିଜ୍ଞତା ଅଟେ । ପାଉଲ ତା’ପରେ ସମସ୍ତଙ୍କୁ ସେମାନଙ୍କର ପରିବର୍ତ୍ତନର ଅଭିଜ୍ଞତା, ଜଳ ବାପ୍ତିସ୍ମର ଏକ ଅଂଶ ସହ ଜଡିତ କରିବେ, ଯେଉଁଥିରେ ବାପ୍ତିସ୍ମ ଏକ ପରିବର୍ତ୍ତନର ଏକ ସଂକ୍ଷିପ୍ତ ଉପାୟ ଏବଂ ଏହାର ଅଂଶ ଯାହାକି ଖ୍ରୀଷ୍ଟଙ୍କ ଉପରେ ବିଶ୍ଵାସ, ବାପ୍ତିସ୍ମ ଏବଂ ପବିତ୍ର ଆତ୍ମାଙ୍କୁ ଗ୍ରହଣ କରିବା ଅଟେ । ଯଦି ଆପଣ ସ୍ଥିର କରନ୍ତି ଯେ ପାଉଲ ଏଠାରେ ଏହି ଅର୍ଥ ପ୍ରକାଶ କରନ୍ତି, ଏବଂ ଯଦି ଏହା ଆପଣଙ୍କ ପାଠକମାନଙ୍କୁ ସାହାଯ୍ୟ କରିବ, ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ, କିମ୍ବା ଯଦି ଆପଣ ସେଗୁଡ଼ିକ ବ୍ୟବହାର କରୁଛନ୍ତି ତେବେ ଆପଣ ଏହାକୁ ଏକ ପାଦଟିକାରେ ବ୍ୟାଖ୍ୟା କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ବର ଉଦ୍ଧାର କରିଛନ୍ତି ଖ୍ରୀଷ୍ଟଙ୍କୁ ପିନ୍ଧିଛନ୍ତି” କିମ୍ବା “ଖ୍ରୀଷ୍ଟଙ୍କ ଉପରେ ବିଶ୍ଵାସ କରିଛନ୍ତି, ପରିଧାନ କରିଛନ୍ତି” କିମ୍ବା “ଈଶ୍ବରଙ୍କ ପରିତ୍ରାଣ ଅନୁଭବ କରିଛନ୍ତି, ଖ୍ରୀଷ୍ଟଙ୍କୁ ପରିଧାନ କରିଛନ୍ତି”
3:28 srk1 rc://*/ta/man/translate/grammar-connect-logic-result οὐκ ἔνι Ἰουδαῖος οὐδὲ Ἕλλην, οὐκ ἔνι δοῦλος οὐδὲ ἐλεύθερος, οὐκ ἔνι ἄρσεν καὶ θῆλυ, πάντες γὰρ ὑμεῖς εἷς ἐστε ἐν Χριστῷ Ἰησοῦ 1 ଏଠାରେ, **କାରଣ** ଶବ୍ଦଟି ଏହାର କାରଣ ଉପସ୍ଥାପନ କରେ, ଯଦି କେହି ଖ୍ରୀଷ୍ଟଙ୍କଠାରେ ବିଶ୍ଵାସୀ, ସତେ ଯେପରି ଆଉ **ଯିହୁଦୀ** କିମ୍ବା **ଗ୍ରୀକ** କିମ୍ବା **ଦାସ** କିମ୍ବା **ସ୍ୱାଧୀନ** କିମ୍ବା **ପୁରୁଷ** କିମ୍ବା **ସ୍ତ୍ରୀର** ପ୍ରଭେଦ ନାହିଁ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ଵାଭାବିକ ହେବ, ତେବେ ଆପଣ ଏହି ବାକ୍ୟାଂଶଗୁଡିକର କ୍ରମକୁ ପରିବର୍ତ୍ତନ କରିପାରିବେ, ଯେହେତୁ ଦ୍ୱିତୀୟ ବାକ୍ୟାଂଶ, ଯାହା ଶବ୍ଦକୁ ଅନୁସରଣ କରେ, ଫଳାଫଳର **କାରଣ** ଦେଇଥାଏ ଯାହା ଏହି ପଦର ପ୍ରଥମ ଭାଗ ବର୍ଣ୍ଣନା କରିଥାଏ । ବିକଳ୍ପ ଅନୁବାଦ: “କାରଣ ତୁମ୍ଭେମାନେ ସମସ୍ତେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଏକ, ନା ଯିହୁଦୀ ନା ଗ୍ରୀକ, ନା ଦାସ କି ମୁକ୍ତ, ନା ପୁରୁଷ କିମ୍ବା ସ୍ତ୍ରୀ ନାହଁ”
3:28 tu05 rc://*/ta/man/translate/figs-explicit οὐκ ἔνι Ἰουδαῖος οὐδὲ Ἕλλην, οὐκ ἔνι δοῦλος οὐδὲ ἐλεύθερος, οὐκ ἔνι ἄρσεν καὶ θῆλυ, πάντες γὰρ ὑμεῖς εἷς ἐστε ἐν Χριστῷ Ἰησοῦ 1 ପାଉଲ କହନ୍ତି ଯେ ଯେଉଁମାନେ ଖ୍ରୀଷ୍ଟଙ୍କଠାରେ ବିଶ୍ଵାସ କରନ୍ତି ସେମାନେ ଜାତିଗତ, ସାମାଜିକ କିମ୍ବା ଲିଙ୍ଗଗତ ପାର୍ଥକ୍ୟ ଦ୍ଵାରା ବିଭକ୍ତ ହୁଅନ୍ତି ନାହିଁ, ବରଂ **ଖ୍ରୀଷ୍ଟଙ୍କଠାରେ** ବର୍ତ୍ତମାନ **ଏକମାତ୍ର** ସାଧାରଣ ପରିଚୟ ରହିଛି। ମନୁଷ୍ୟର ପାର୍ଥକ୍ୟ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ନୁହେଁ କାରଣ ବିଶ୍ଵାସୀମାନେ ଏକ ନୂତନ ଆତ୍ମିକ ପରିଚୟରେ ଏକତ୍ରିତ, ଯାହା **ଖ୍ରୀଷ୍ଟଙ୍କଠାରେ** ଅଛି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କଠାରେ ଆପଣା ବିଶ୍ୱାସ ଦ୍ୱାରା ଏକତ୍ରିତ ହୋଇଅଛ, ବର୍ତ୍ତମାନ ସତେ ଯେପରି ଯିହୁଦୀ କିମ୍ବା ଗ୍ରୀକ ନୁହଁ, ଦାସ କି ମୁକ୍ତ, ନା ପୁରୁଷ କିମ୍ବା ସ୍ତ୍ରୀ” କିମ୍ବା “ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଶ୍ୱାସ ଦ୍ୱାରା ଏକତ୍ରିତ ହୋଇଥିବା ତୁମ୍ଭେମାନେ ସମସ୍ତେ । ବର୍ତ୍ତମାନ ସତେ ଯେପରି ଯିହୁଦୀ କିମ୍ବା ଗ୍ରୀକ୍ ନାହାଁନ୍ତି, ନା ଦାସ କି ମୁକ୍ତ, ନା ପୁରୁଷ କିମ୍ବା ସ୍ତ୍ରୀ”
3:28 zxfp rc://*/ta/man/translate/figs-explicit Ἕλλην 1 ଏଠାରେ, **ଗ୍ରୀକ** ଶବ୍ଦ ଅଣ-ଯିହୁଦୀ ଲୋକମାନଙ୍କୁ ବୁଝାଏ । ଏହା କେବଳ ଗ୍ରୀକ ଦେଶର ଲୋକମାନଙ୍କୁ କିମ୍ବା ଗ୍ରୀକ୍ ଭାଷା କହୁଥିବା ଲୋକମାନଙ୍କୁ ବୁଝାଏ ନାହିଁ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଅଣଯିହୂଦୀମାନେ”
3:28 pfrh rc://*/ta/man/translate/figs-explicit ἐλεύθερος 1 ଏଠାରେ, **ମୁକ୍ତ** ଶବ୍ଦ ସେହି ଲୋକମାନଙ୍କୁ ବୁଝାଏ ଯେଉଁମାନେ ଦାସ ନୁହଁନ୍ତି ଏବଂ ଏହିପରି ଜଣେ ସ୍ବାମୀଠାରୁ ବନ୍ଧନରୁ ମୁକ୍ତ ଅଟନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୁକ୍ତ ବ୍ୟକ୍ତି”
3:28 fy09 rc://*/ta/man/translate/grammar-connect-words-phrases γὰρ 1 ଏଠାରେ, **କାରଣ** ଶବ୍ଦଟି ଏକ କାରଣକୁ ଉପସ୍ଥାପନ କରେ । ପୂର୍ବରୁ କୁହାଯାଇଥିବା ବିଷୟର କାରଣ ଉପସ୍ଥାପନ କରିବା ପାଇଁ ଏକ ସ୍ୱାଭାବିକ ଗଠନ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “କାରଣ”
3:28 fakq πάντες γὰρ ὑμεῖς εἷς ἐστε ἐν Χριστῷ Ἰησοῦ 1 ବିକଳ୍ପ ଅନୁବାଦ: “କାରଣ ତୁମ୍ଭେମାନେ ସମସ୍ତେ ଖ୍ରୀଷ୍ଟ ଯୀଶୁଙ୍କ ସହ ସଂଯୁକ୍ତ ହୋଇ ଏକ ହୋଇଅଛ”
3:28 mppd rc://*/ta/man/translate/figs-explicit εἷς 1 ଏଠାରେ, ପାଉଲ **ଏକ ହୋଇଅଛ** ଶବ୍ଦ ବ୍ୟବହାର କରି ସୂଚାଇ ଦେଇଛନ୍ତି ଯେ **ଖ୍ରୀଷ୍ଟଙ୍କଠାରେ** ରହି ନୂତନ ପରିଚୟ ହେତୁ ସମସ୍ତ ବିଶ୍ଵାସୀ ସମାନ ସ୍ଥିତିରେ ଅଂଶ ଗ୍ରହଣ କରନ୍ତି । (ପାଉଲ ପୂର୍ବ ପଦରୁ ତାଙ୍କ ବିବୃତ୍ତିକୁ ବ୍ୟାଖ୍ୟା କରିଛନ୍ତି ଯାହା ସମସ୍ତ ବିଶ୍ଵାସୀମାନେ ଖ୍ରୀଷ୍ଟଙ୍କ ଉପରେ ରଖିଛନ୍ତି, ଅର୍ଥାତ୍ ସେମାନଙ୍କର ଏକ ନୂତନ ଏବଂ ସାଧାରଣ ପରିଚୟ ଅଛି ଯାହା ଖ୍ରୀଷ୍ଟଙ୍କଠାରୁ ଉତ୍ପନ୍ନ ଏବଂ କେନ୍ଦ୍ରିତ ଅଟେ) । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଏଠାରେ **ଏକ ହୋଇଅଛ** ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସମାନ” କିମ୍ବା “ସମାନ ସ୍ଥିତିର”
3:28 pddu rc://*/ta/man/translate/figs-metaphor ἐν Χριστῷ Ἰησοῦ 1 ଏଠାରେ ପାଉଲ ବିଶ୍ଵାସୀମାନଙ୍କ ବିଷୟରେ **ଖ୍ରୀଷ୍ଟ ଯୀଶୁଙ୍କ** ବିଷୟରେ କୁହନ୍ତି ଯେପରି **ଖ୍ରୀଷ୍ଟ ଯୀଶୁ** ଏକ ଭୌତିକ ଅବସ୍ଥାନ ଯେଉଁଠାରେ କେହି ରହିପାରନ୍ତି । ଏଠାରେ, ଖ୍ରୀଷ୍ଟଙ୍କ ସହିତ ଆତ୍ମିକ ଭାବରେ ଖ୍ରୀଷ୍ଟଙ୍କ ସହ ତାଙ୍କ ସହିତ ଘନିଷ୍ଠ ଆତ୍ମିକ ଏକତା ବିଷୟରେ ବୁଝାଏ । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ତେବେ ଆପଣ ଏହି ବାକ୍ୟର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କ ସହ ଘନିଷ୍ଠ ଆତ୍ମିକ ଏକତା” କିମ୍ବା “ଖ୍ରୀଷ୍ଟଙ୍କ ସହ ତୁମ୍ଭମାନଙ୍କର ଘନିଷ୍ଠ ଆତ୍ମିକ ଏକତା ହେତୁ”
3:29 lnlp rc://*/ta/man/translate/grammar-connect-words-phrases δὲ 1 ଏଠାରେ ନୂତନ ସୂଚନା ଉପସ୍ଥାପନ କରିବାକୁ ପାଉଲ **ବର୍ତ୍ତମାନ** ଶବ୍ଦ ବ୍ୟବହାର କରୁଛନ୍ତି । ନୂତନ ସୂଚନା ଉପସ୍ଥାପନ ପାଇଁ ଏକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଏବଂ”
3:29 ovzy rc://*/ta/man/translate/grammar-connect-condition-hypothetical εἰ & ἄρα 1 ଏଠାରେ ପାଉଲ **ଯଦି… ତେବେ** ଏକ ଉପକଳ୍ପିତ ସ୍ଥିତିକୁ ପ୍ରକାଶ କରିବାକୁ ବାକ୍ୟ ବ୍ୟବହାର କରୁଛନ୍ତି ଏବଂ ଯେଉଁମାନେ ଆବଶ୍ୟକ ପୁରଣ କରନ୍ତି, ସେହି ଲୋକମାନଙ୍କ ପାଇଁ ଫଳାଫଳ କ’ଣ ହେବ । ପାଉଲ ଗାଲାତୀୟମାନଙ୍କୁ କହୁଛନ୍ତି ଯେ **ଯଦି** ସେମାନେ ଖ୍ରୀଷ୍ଟଙ୍କର ଅଟନ୍ତି, **ତେବେ** ସେମାନେ ଅବ୍ରହାମଙ୍କ ଆତ୍ମିକ ବଂଶଧର ଅଟନ୍ତି । ଏକ ଉପକଳ୍ପିତ ସ୍ଥିତିକୁ ପ୍ରକାଶ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ ।
3:29 lth0 rc://*/ta/man/translate/figs-yousingular ὑμεῖς & ἐστέ 1 ଏଠାରେ, **ତୁମ୍ଭେ** ଶବ୍ଦର ଉଭୟ ଉଲ୍ଲେଖରେ **ତୁମ୍ଭେ** ବହୁବଚନ ଏବଂ ଗାଲାତୀୟ ବିଶ୍ଵାସୀମାନଙ୍କୁ ସୂଚାଏ । ଆପଣଙ୍କର ଭାଷା ଆପଣଙ୍କୁ ଏହି ଗଠନଗୁଡ଼ିକୁ ବହୁବଚନ ଭାବରେ ଚିହ୍ନିତ କରିବାକୁ ଆବଶ୍ୟକ କରିପାରେ ।
3:29 wceh ὑμεῖς Χριστοῦ 1 ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଖ୍ରୀଷ୍ଟଙ୍କର” କିମ୍ବା “ତୁମ୍ଭେ ଖ୍ରୀଷ୍ଟଙ୍କର ଅଟ”
3:29 xwrj rc://*/ta/man/translate/figs-metaphor σπέρμα 1 ଏଠାରେ, **ବୀଜ** ଶବ୍ଦର ଅର୍ଥ ସନ୍ତାନ ଅଟେ । ଏହା ଏକ ଶବ୍ଦ ଚିତ୍ର ଅଟେ। ଯେପରି ଉଦ୍ଭିଦଗୁଡ଼ିକ ବୀଜ ଉତ୍ପାଦନ କରେ ଯାହାକି ଆହୁରି ଅନେକ ଗଛରେ ବୃଦ୍ଧିହୁଏ, ସେହିପରି ଲୋକମାନଙ୍କର ଅନେକ ସନ୍ତାନ ମଧ୍ୟ ରହିପାରନ୍ତି । ଯଦି ଏହା ଆପଣଙ୍କର ଭାଷାରେ ସହାୟକ ହେବ, ଆପଣ ଆପଣଙ୍କର ସଂସ୍କୃତିରୁ ଏକ ସମାନ ରୂପକ ବ୍ୟବହାର କରିପାରିବେ । ଆପଣ କିପରି 3:16 ରେ **ବୀଜ** ଶବ୍ଦକୁ ଅନୁବାଦ କରିଛନ୍ତି ଯେଉଁଠାରେ ଏହା ସମାନ ଅର୍ଥରେ ବ୍ୟବହୃତ ଦେଖନ୍ତୁ । ବିକଳ୍ପ ଭାବରେ, ଆପଣ ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ସନ୍ତାନ”
3:29 au7a rc://*/ta/man/translate/figs-explicit κατ’ ἐπαγγελίαν κληρονόμοι 1 ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ **ଉତ୍ତରାଧିକାରୀମାନେ** କେଉଁ ବିଷୟର ଉତ୍ତରାଧିକାରୀ ହେବେ ତାହା ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ବର ଅବ୍ରହାମ ଏବଂ ତାଙ୍କ ବଂଶଧରମାନଙ୍କୁ ଯାହା ପ୍ରତିଜ୍ଞା କରିଥିଲେ ତାହାର ଉତ୍ତରାଧିକାରୀ ହେବେ”
3:29 zxr0 κατ’ 1 ବିକଳ୍ପ ଅନୁବାଦ: “ସାହାଯ୍ୟରେ”

Can't render this file because it is too large.