Edit 'tn_GAL.tsv' using 'tc-create-app'

This commit is contained in:
Gayatri-Digal 2023-09-30 17:07:52 +00:00
parent 04f6fe02be
commit 0657a50bb1
1 changed files with 47 additions and 0 deletions

View File

@ -599,3 +599,50 @@ front:intro ku3t οἱ δοκοῦντες 1 ଆପଣ [2:2](../02/02.md). ର
3:14 vce3 rc://*/ta/man/translate/figs-possession ἐπαγγελίαν τοῦ Πνεύματος 1 ଏଠାରେ **ପ୍ରତିଜ୍ଞା*** କ’ଣ ତାହା ସ୍ପଷ୍ଟ କରିବା ପାଇଁ ପାଉଲ ଧାରଣକାରୀ ବାକ୍ୟାଂଶ ବ୍ୟବହାର କରୁଛନ୍ତି । ପାଉଲ ଧାରଣକାରୀ ବାକ୍ୟାଂଶ ବ୍ୟବହାର କରି ସୂଚାଇ ଦେଉଛନ୍ତି ଯେ ସେ ଏଠାରେ ଯେଉଁ **ପ୍ରତିଜ୍ଞା** କରୁଛନ୍ତି ତାହା ଆସୁଥିବା ପବିତ୍ର ଆତ୍ମା ସମ୍ବନ୍ଧୀୟ ପ୍ରତିଜ୍ଞା ଅଟେ । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ନୁହେଁ, ତେବେ ଆପଣ ଆପଣଙ୍କର ପାଠକମାନଙ୍କ ପାଇଁ ସମ୍ପର୍କକୁ ସ୍ପଷ୍ଟ କରିପାରିବେ । ବିକଳ୍ପ ଅନୁବାଦ: “ଆତ୍ମା ସମ୍ବନ୍ଧରେ ପ୍ରତିଜ୍ଞା”
3:15 bfjq rc://*/ta/man/translate/figs-gendernotations κατὰ ἄνθρωπον 1 ଯଦିଓ **ପୁରୁଷ** ଶବ୍ଦ ପୁରୁଷୋବାଚକ ଅଟେ, ପାଉଲ ଏଠାରେ ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରୁଛନ୍ତି ଯାହା ଉଭୟ ପୁରୁଷ ଏବଂ ମହିଳାଙ୍କୁ ଅନ୍ତର୍ଭୁକ୍ତ କରେ ଏବଂ ସାଧାରଣ ଭାବରେ ସମସ୍ତ ମନୁଷ୍ୟକୁ ବୁଝାଏ । ଯଦି ଆପଣଙ୍କର ପାଠକମାନେ ଏହାକୁ ଭୁଲ ବୁଝିବେ ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମାନବ ଅଭ୍ୟାସ ଅନୁସାରେ ” କିମ୍ବା “ମନୁଷ୍ୟ ଅଭ୍ୟାସରୁ ଏକ ଅନୁରୂପ ମାନକ ବ୍ୟବହାର କରି”
3:15 si56 ὅμως 1 ବିକଳ୍ପ ଅନୁବାଦ: "ତଥାପି"
3:15 jrdg rc://*/ta/man/translate/figs-activepassive ἀνθρώπου κεκυρωμένην 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ। ବିକଳ୍ପ ଅନୁବାଦ: “ଯେଉଁ ଲୋକମାନେ ପ୍ରତିଷ୍ଠା କରିଛନ୍ତି” କିମ୍ବା “ଯେଉଁ ଲୋକମାନେ ସ୍ଥାପିତ କରିଛନ୍ତି”
3:15 rbir rc://*/ta/man/translate/figs-genericnoun ἀνθρώπου κεκυρωμένην διαθήκην, οὐδεὶς ἀθετεῖ ἢ ἐπιδιατάσσεται 1 ପାଉଲ ସାଧାରଣ ଭାବରେ ଲୋକମାନଙ୍କ ବିଷୟରେ କହୁଛନ୍ତି, ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ବିଷୟରେ ନୁହେଁ । ଯଦି ଆପଣଙ୍କର ପାଠକମାନେ ଏହାକୁ ଭୁଲ ବୁଝିବେ, ତେବେ ଏକ ଅଧିକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଲୋକମାନେ ସ୍ଥାପିତ କରିଥିବା ଚୁକ୍ତିରେ କେହି ଅଲଗା ହୁଅନ୍ତି ନାହିଁ କିମ୍ବା ଯୋଗ କରନ୍ତି ନାହିଁ”
3:15 zu16 rc://*/ta/man/translate/figs-gendernotations ἀνθρώπου 1 ଯଦିଓ **ପୁରୁଷ** ଶବ୍ଦ ପୁରୁଷୋବାଚକ ଅଟେ, ପାଉଲ ଏଠାରେ ଶବ୍ଦକୁ ଏକ ସାଧାରଣ ଅର୍ଥରେ ବ୍ୟବହାର କରୁଛନ୍ତି ଯାହା ଉଭୟ ପୁରୁଷ ଏବଂ ମହିଳାଙ୍କୁ ଅନ୍ତର୍ଭୁକ୍ତ କରେ ଏବଂ ସାଧାରଣ ଲୋକମାନଙ୍କୁ ବୁଝାଏ । ଯଦି ଆପଣଙ୍କର ପାଠକମାନେ ଏହାକୁ ଭୁଲ ବୁଝିବେ ତେବେ ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଲୋକମାନଙ୍କ ଦ୍ୱାରା”
3:16 rreg rc://*/ta/man/translate/figs-metaphor τῷ σπέρματι αὐτοῦ & τοῖς σπέρμασιν & τῷ σπέρματί σου 1 ଏଠାରେ, **ବୀଜ** ଶବ୍ଦର ଅର୍ଥ ସନ୍ତାନ ଅଟେ । ଏହା ଏକ ଶବ୍ଦ ଚିତ୍ର ଅଟେ । ଯେପରି ଉଦ୍ଭିଦଗୁଡ଼ିକ ମଞ୍ଜି ଉତ୍ପାଦନ କରନ୍ତି ଯାହାକି ଆହୁରି ଅନେକ ଗଛରେ ବୃଦ୍ଧି ହୁଏ, ସେହିପରି ଲୋକମାନଙ୍କର ଅନେକ ସନ୍ତାନ ମଧ୍ୟ ରହିପାରନ୍ତି । ଯଦି ଏହା ଆପଣଙ୍କର ଭାଷାରେ ସହାୟକ ହେବ, ଆପଣ ଆପଣଙ୍କର ସଂସ୍କୃତିରୁ ସମାନ ରୂପକ ବ୍ୟବହାର କରିପାରିବେ । ବିକଳ୍ପ ଭାବରେ, ଆପଣ ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ।
3:16 x8m7 τῷ σπέρματι αὐτοῦ & τοῖς σπέρμασιν & τῷ σπέρματί σου 1 ଏଠାରେ ପାଉଲଙ୍କ ଅର୍ଥକୁ ସଠିକ୍ ଭାବରେ ପ୍ରକାଶ କରିବାକୁ, **ବୀଜ** ଶବ୍ଦର ଉଭୟ ଅନୁବାଦ କରିବା ଏବଂ **ବୀଜ** ଶବ୍ଦର ବହୁବର୍ଣ୍ଣ ରୂପ ଅନୁବାଦ କରିବା ଜରୁରୀ ଅଟେ ଯାହା ଏକରୁ ଅଧିକ ସୂଚାଇଥାଏ ।
3:16 j9x7 rc://*/ta/man/translate/figs-explicit οὐ λέγει 1 ଏଠାରେ, **ସେ** ଶବ୍ଦ ସୂଚାଇପାରେ: (1) ଅବ୍ରହାମଙ୍କ ସହ ବାର୍ତ୍ତାଳାପ କରୁଥିବା ଈଶ୍ବରଙ୍କୁ ବୁଝାଏ । ଏଠାରେ **ଏବଂ ତୁମ୍ଭର ବୀଜକୁ** ବାକ୍ୟାଂଶ ବ୍ୟବହାର କରି ପାଉଲ ଆଦି ପୁସ୍ତକରେ ଏକାଧିକ ଅଂଶ ବିଷୟରେ ଉଲ୍ଲେଖ କରିଛନ୍ତି ଯେଉଁଠାରେ ଈଶ୍ବର ଅବ୍ରହାମ ଏବଂ ତାଙ୍କ ବଂଶକୁ ପ୍ରତିଜ୍ଞା କରିଥିଲେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ଯେ ସେ ଈଶ୍ବରଙ୍କୁ ସୂଚାଏ ନ୍ତି । ବିକଳ୍ପ ଅନୁବାଦ: “ଈଶ୍ବର କୁହନ୍ତି ନାହିଁ” (2) “ଏହା” ଭାବରେ ଅନୁବାଦିତ ହେବ ଏବଂ ଆଦିପୁସ୍ତକରେ ଥିବା ବିଭିନ୍ନ ଅଂଶକୁ ଦର୍ଶାଉଛି ଯାହା ଈଶ୍ବର ଅବ୍ରହାମଙ୍କୁ ପ୍ରତିଜ୍ଞା କରିଥିବା ବିଷୟକୁ ବର୍ଣ୍ଣନା କରେ । ଯଦି **ଏହା** ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ଯେ ଏହା ଶାସ୍ତ୍ରକୁ ବୁଝାଏ । ବିକଳ୍ପ ଅନୁବାଦ: “ଶାସ୍ତ୍ର କହେ ନାହିଁ”
3:17 pdd3 δὲ 1 ବିକଳ୍ପ ଅନୁବାଦ: “ଏବଂ”
3:17 soj4 rc://*/ta/man/translate/grammar-collectivenouns ὁ & νόμος 1 ଆପଣ [2:16](../02/016.md) ରେ “ବ୍ୟବସ୍ଥା” ବାକ୍ୟକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ ।
3:17 qn7j rc://*/ta/man/translate/figs-activepassive προκεκυρωμένην ὑπὸ τοῦ Θεοῦ 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ଯାହା ଈଶ୍ବର ପୂର୍ବରୁ ସ୍ଥାପିତ କରିଥିଲେ”
3:17 fmw4 rc://*/ta/man/translate/grammar-connect-logic-result εἰς τὸ καταργῆσαι 1 ଏଠାରେ, ଯଦି ପରିଚୟ **ପୂର୍ବରୁ ଈଶ୍ବରଙ୍କ ଦ୍ୱାରା ସ୍ଥାପିତ ହୋଇଥିବା** **ବ୍ୟବସ୍ଥାକୁ** ପୃଥକ କରିଥାନ୍ତେ ତେବେ ଫଳାଫଳ କ’ଣ ହୋଇଥାନ୍ତା ତାହା ଉପସ୍ଥାପନ କରିବାକୁ **କୁ** ଶବ୍ଦ ବ୍ୟବହାର କରାଯାଇଅଛି । ଏକ ଫଳାଫଳ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଯେପରି ବ୍ୟର୍ଥ କରିବାକୁ”
3:18 h1xv ἐκ νόμου & οὐκέτι ἐξ 1 ବିକଳ୍ପ ଅନୁବାଦ: “ଯଦି ଉତ୍ତରାଧିକାରୀ… ତେବେ ତାହା ଆଉ ନୁହେଁ”
3:18 edbm rc://*/ta/man/translate/grammar-collectivenouns νόμου 1 ଆପଣ [2:16](../02/016.md) ରେ **ବ୍ୟବସ୍ଥା** ବାକ୍ୟାଂଶକୁ କିପରି ଅନୁବାଦ କରିଛନ୍ତି, ଦେଖନ୍ତୁ ।
3:18 q6jq rc://*/ta/man/translate/grammar-connect-logic-contrast δὲ 1 **କିନ୍ତୁ** ଶବ୍ଦକୁ ଅନୁସରଣ କରୁଥିବା ବିଷୟ ଏଠାରେ ଧାରଣା ବିପରୀତ ଅଟେ ଯେ **ଉତ୍ତରାଧିକାରୀ ବ୍ୟବସ୍ଥାରୁ ଆସିଅଛି** । ଏହା ପରିବର୍ତ୍ତେ, ପାଉଲ ଦର୍ଶାଇଛନ୍ତି ଯେ **ଉତ୍ତରାଧିକାରୀ** ଈଶ୍ବରଙ୍କ ପ୍ରତିଜ୍ଞା ଉପରେ ଆଧାରିତ । ଏକ ବିପରୀତ ପରିଚୟ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ବରଂ”
3:18 xsep rc://*/ta/man/translate/figs-explicit κεχάρισται 1 ଏଠାରେ, **ଏହା** ଶବ୍ଦଟି ଏହି ପଦରେ ପୂର୍ବରୁ ଉଲ୍ଲେଖ କରାଯାଇଥିବା **ଉତ୍ତରାଧିକାରକୁ** ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଦୟାଳୁ ଭାବରେ ଉତ୍ତରାଧିକାରୀ ପ୍ରଦାନ କରିଛନ୍ତି”
3:18 fbn2 δι’ 1 ଏଠାରେ, **ମାଧ୍ୟମରେ** ଶବ୍ଦଟି ଅର୍ଥକୁ ସୂଚାଏ ଏବଂ ଈଶ୍ବର **ଅବ୍ରହାମଙ୍କୁ** ଅର୍ଥାତ୍ ଏକ ପ୍ରତିଜ୍ଞା ମାଧ୍ୟମରେ **ଉତ୍ତରାଧିକାରୀ** ଦେଇଥିବା ଉପାୟଗୁଡ଼ିକୁ ଉପସ୍ଥାପନ କରୁଛନ୍ତି । ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ବାକ୍ୟାଂଶ ବ୍ୟବହାର କରନ୍ତୁ ଯାହା ମାଧ୍ୟମରେ କୌଣସି ବିଷୟ ଘଟେ ।
3:19 mnw2 rc://*/ta/man/translate/figs-ellipsis ὁ νόμος 1 ପାଉଲ କିଛି ଶବ୍ଦ ଛାଡିଛନ୍ତି ଯାହା ଏକ ବାକ୍ୟକୁ ସମ୍ପୂର୍ଣ୍ଣ କରିବା ପାଇଁ ଅନେକ ଭାଷାରେ ଆବଶ୍ୟକ ହେଇପାରେ । ଯଦି ଆପଣଙ୍କର ପାଠକମାନେ ଏହାକୁ ଭୁଲ ବୁଝିପାରନ୍ତି, ତେବେ ଆପଣ ଏହି ଶବ୍ଦଗୁଡ଼ିକୁ ପ୍ରସଙ୍ଗରୁ ଯୋଗାଇ ପାରିବେ । ବିକଳ୍ପ ଅନୁବାଦ: “ବ୍ୟବସ୍ଥା ଦିଆଗଲା” କିମ୍ବା “ଈଶ୍ବର ବ୍ୟବସ୍ଥା ଦେଇଛନ୍ତି କି” କିମ୍ବା “ବ୍ୟବସ୍ଥା ଯୋଡି ହେଲା”
3:19 yf5t rc://*/ta/man/translate/grammar-connect-logic-goal τῶν παραβάσεων χάριν προσετέθη 1 ଏଠାରେ **ଆଜ୍ଞାଲଙ୍ଘନ ହେତୁ** ଏହି ବାକ୍ୟଟି ଦର୍ଶାଇପାରେ: (1) ଯେଉଁ ଉଦ୍ଦେଶ୍ୟ ପାଇଁ ଅବ୍ରହାମଙ୍କ ସହ **ଚୁକ୍ତିରେ** ବ୍ୟବସ୍ଥା ଯୋଡା ଯାଇଥିଲା, ଅର୍ଥାତ୍ ଅପରାଧ କ’ଣ ତାହା ଦର୍ଶାଇବା ପାଇଁ । ବିକଳ୍ପ ଅନୁବାଦ: “ଅପରାଧ କ’ଣ ତାହା ଦର୍ଶାଇବା ପାଇଁ ଏହା ଯୋଡା ଯାଇଥିଲା” (2) ଯାହା ଅବ୍ରହାମଙ୍କ ସ ହୋଇଥିବା ଚୁକ୍ତିରେ **ବ୍ୟବସ୍ଥା** **ଯୋଡାଯିବା** ଉଚିତ ବୋଲି ଈଶ୍ବର ସ୍ଥିର କଲେ, ଯାହା ଲୋକମାନଙ୍କ ଅଧର୍ମ ହେତୁ ହେଲା। **ଅଧର୍ମ ହେତୁ** ଏହି ବାକ୍ୟଟି **ବ୍ୟବସ୍ଥା** **ଯୋଗ ହେବାର** କାରଣ ଦର୍ଶାଏ, ଯଥା ଲୋକମାନେ ପାପ କରୁଥିଲେ । ବିକଳ୍ପ ଅନୁବାଦ: “ଏହା ଯୋଗ କରାଯାଇଥିଲା କାରଣ ଲୋକମାନେ ଅପରାଧ କରୁଥିଲେ”
3:19 phd5 rc://*/ta/man/translate/figs-abstractnouns τῶν παραβάσεων 1 ଯଦି ଆପଣଙ୍କର ଭାଷା **ଅପରାଧର** ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣାକୁ “ପାପୀ” ଭଳି ବିଶେଷଣ ସହ ପ୍ରକାଶ କରିପାରିବେ, କିମ୍ବା ଆପଣ ଏହାର ଅର୍ଥକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କର ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ଲୋକମାନଙ୍କର ପାପପୂର୍ଣ୍ଣ ଆଚରଣ”
3:19 lxcw rc://*/ta/man/translate/figs-explicit διαταγεὶς δι’ ἀγγέλων 1 ଏଠାରେ **ସ୍ୱର୍ଗଦୂତମାନଙ୍କ ମାଧ୍ୟମରେ** ବାକ୍ୟାଂଶ ଏପରି ଅନୁବାଦ କରନ୍ତୁ ଯାହା ସୂଚାଇଥାଏ ଯେ ଈଶ୍ଵର, ସ୍ୱର୍ଗଦୂତ ନୁହଁନ୍ତି, ବ୍ୟବସ୍ଥାର ଉତ୍ସ ଅଟନ୍ତି । ଦ୍ୱିତୀୟ ବିବରଣ 33:2, ଏବ୍ରୀ 2:2, ଏବଂ ପ୍ରେରିତ 7:38, ଏବଂ 53 ରେ ବାଇବଲ ବିବରଣୀ ଈଶ୍ବର ମୋଶାଙ୍କୁ ଆପଣା ବ୍ୟବସ୍ଥା ଦେବା ପାଇଁ ସ୍ୱର୍ଗଦୂତମାନଙ୍କୁ ବ୍ୟବହାର କରିଥିଲେ । ଈଶ୍ବର କିପରି ମୋଶାଙ୍କୁ ଆପଣା ବ୍ୟବସ୍ଥା ଦେଲେ ସେ ସମ୍ବନ୍ଧରେ ଯିହୁଦୀ ଲୋକମାନେ ବିଶ୍ଵାସ କଲେ । ବିକଳ୍ପ ଅନୁବାଦ: “ଏବଂ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଈଶ୍ବର ସ୍ୱର୍ଗଦୂତମାନଙ୍କୁ ବ୍ୟବହାର କଲେ” କିମ୍ବା “ଈଶ୍ବର ସ୍ୱର୍ଗଦୂତମାନଙ୍କ ମାଧ୍ୟମରେ ବ୍ୟବସ୍ଥା ଦେଇଛନ୍ତି”
3:19 v74y rc://*/ta/man/translate/figs-explicit ἄχρις οὗ ἔλθῃ τὸ σπέρμα 1 ଯେତେବେଳେ ପାଉଲ କହିଥିଲେ ଯେ ଜଣେ ମଧ୍ୟସ୍ଥିଙ୍କ ଦ୍ଵାରା ଏହି **ବ୍ୟବସ୍ଥା** **ଯେଉଁ ବୀଜଙ୍କୁ ଲକ୍ଷ୍ୟ କରି ପ୍ରତିଜ୍ଞା କରାଯାଇଥିଲା, ତାହାଙ୍କ ନ ଆସିବା ପର୍ଯ୍ୟନ୍ତ** ପରିଚାଳିତ ହୋଇଥିଲା, ପାଉଲ ସମ୍ପୂର୍ଣ୍ଣ ଭାବରେ ଗାଲାତୀୟ ବିଶ୍ଵାସୀମାନଙ୍କୁ କହୁଛନ୍ତି ଯେ ବ୍ୟବସ୍ଥା ଅସ୍ଥାୟୀ ଏବଂ କେବଳ ଖ୍ରୀଷ୍ଟଙ୍କ ପର୍ଯ୍ୟନ୍ତ ଆବଶ୍ୟକ ଥିଲା, ଯାହାକୁ ସେ **ବୀଜ** କହନ୍ତି। ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେପର୍ଯ୍ୟନ୍ତ ବୀଜ, ଅର୍ଥାତ ଖ୍ରୀଷ୍ଟ ଆସିବେ”
3:19 edcu rc://*/ta/man/translate/figs-explicit μεσίτου 1 ଏଠାରେ ମୋଶା **ମଧ୍ୟସ୍ଥି** ଅଟନ୍ତି ଯାହାଙ୍କୁ ପାଉଲ ସୂଚାଉଛନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ମୋଶାଙ୍କର, ଯିଏ ମଧ୍ୟସ୍ଥି ଭାବରେ କାର୍ଯ୍ୟ କରିଥିଲେ”
3:19 nl4h rc://*/ta/man/translate/figs-activepassive ἐπήγγελται 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ବିକଳ୍ପ ଅନୁବାଦ: “ଈଶ୍ବର ପ୍ରତିଜ୍ଞା କରିଥିଲେ”
3:20 y3ix rc://*/ta/man/translate/figs-explicit ἑνὸς 1 ଏଠାରେ **ଜଣେ** ବାକ୍ୟାଂଶ ବସ୍ତୁକୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ କ’ଣ ସ୍ପଷ୍ଟ କରୁଛନ୍ତି ତାହା ସ୍ପଷ୍ଟ ଭାବରେ ପ୍ରକାଶ କରି ପାରିବେ । ବିକଳ୍ପ ଅନୁବାଦ: “କେବଳ ଗୋଟିଏ ଦଳ ପାଇଁ” କିମ୍ବା “ଯେତେବେଳେ କେବଳ ଗୋଟିଏ ଦଳ ଜଡିତ ଥାଏ ସେତେବେଳେ ଆବଶ୍ୟକ”
3:20 lhui rc://*/ta/man/translate/grammar-connect-logic-contrast δὲ 2 ଏଠାରେ **କିନ୍ତୁ** ଶବ୍ଦ ଏହି ପଦର ପ୍ରାରମ୍ଭ ବିବୃତ୍ତିର ବିପରୀତ ଅଟେ ଯାହା **ମଧ୍ୟସ୍ଥ ଗୋଟିଏ ପକ୍ଷର ପ୍ରତିନିଧି ନୁହଁନ୍ତି** । ଏକ ବିପରୀତ ପରିଚୟ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ ।
3:20 l2b6 rc://*/ta/man/translate/figs-explicit δὲ 2 ଏଠାରେ, **କିନ୍ତୁ** ଶବ୍ଦ **ଈଶ୍ଵରଜଣେ** ବାକ୍ୟାଂଶକୁ ଉପସ୍ଥାପନ କରେ, ଯାହାକି ଦ୍ୱିତୀୟ ବିବରଣ 6:4 ରେ ଏକ ବାକ୍ୟାଂଶ ସହିତ ଏକ ପରୋକ୍ଷ ସୂଚନା ଅଟେ । ଗାଲାତୀୟ ବିଶ୍ଵାସୀମାନେ ଜାଣିଥାନ୍ତେ ଯେ ପାଉଲ ଏହି ଶାସ୍ତ୍ର ବିଷୟରେ ଉଲ୍ଲେଖ କରୁଛନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ଯେ **କିନ୍ତୁ** ଶବ୍ଦ ଶାସ୍ତ୍ରରୁ ଏକ ସନ୍ଦର୍ଭ ଉପସ୍ଥାପନ କରେ । ବିକଳ୍ପ ଅନୁବାଦ: “କିନ୍ତୁ ମୋଶା ଶାସ୍ତ୍ରରେ ଲେଖିଛନ୍ତି,”
3:20 cle8 rc://*/ta/man/translate/figs-explicit Θεὸς εἷς ἐστιν 1 ଏଠାରେ ପାଉଲ ଈଶ୍ବରଙ୍କ ବିଷୟରେ ଏକ ଜଣାଶୁଣା ବାକ୍ୟ ବ୍ୟବହାର କରି ଦର୍ଶାନ୍ତି ଯେ ଅବ୍ରହାମଙ୍କୁ ସିଧାସଳଖ ଈଶ୍ବରଙ୍କ ପ୍ରତିଜ୍ଞା ମୋଶାଙ୍କ ମାଧ୍ୟମରେ ଦେଇଥିବା ବ୍ୟବସ୍ଥାଠାରୁ ଉତ୍କୃଷ୍ଟ ଥିଲା । ଆପଣ ଏହି ସୂଚନାଗୁଡ଼ିକ ମଧ୍ୟରୁ କିଛି ପାଠ୍ୟରେ କିମ୍ବା ଏକ ପଦଟିକାରେ ଅନ୍ତର୍ଭୂକ୍ତ କରିପାରିବେ ଯଦି ତାହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ । ବିକଳ୍ପ ଅନୁବାଦ: “ଅବ୍ରହାମ କେବଳ ଈଶ୍ବରଙ୍କଠାରୁ ପ୍ରତିଜ୍ଞା ଗ୍ରହଣ କଲେ”
3:21 zwk0 rc://*/ta/man/translate/figs-rquestion ὁ & νόμος κατὰ τῶν ἐπαγγελιῶν 1 ପାଉଲ ସୂଚନା ମାଗୁ ନାହାଁନ୍ତି, କିନ୍ତୁ ଗାଲାତୀୟ ବିଶ୍ଵାସୀମାନଙ୍କ ପାଖରେ ଥିବା ଏକ ପ୍ରଶ୍ନର ଆଶା କରିବା ପାଇଁ ପ୍ରଶ୍ନ ବ୍ୟବହାର କରୁଛନ୍ତି । ସେ ପ୍ରଶ୍ନର ଉତ୍ତରର ପରିଚୟ ପ୍ରଦାନ କରନ୍ତି ଯାହା ବାକ୍ୟାଂଶରୁ ଆରମ୍ଭ ହୁଏ ** କାରଣ ଯଦି ଜୀବନ ଦେବାକୁ ସମର୍ଥ ବ୍ୟବସ୍ଥା ଦିଆଯାଇଥାଆନ୍ତା**। ଯଦି ଏହା ଆପଣଙ୍କ ପାଠକମାନଙ୍କୁ ସାହାଯ୍ୟ କରିବ, ଆପଣ ତାଙ୍କ ବାକ୍ୟକୁ ଏକ ବିବୃତ୍ତି ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ହୁଏତ ଭାବି ପାର ଯେ ବ୍ୟବସ୍ଥା ପ୍ରତିଜ୍ଞା ବିରୁଦ୍ଧରେ” କିମ୍ବା “ତୁମ୍ଭେମାନେ ଭାବି ପାର ଯେ ବ୍ୟବସ୍ଥା ପ୍ରତିଜ୍ଞା ବିରୁଦ୍ଧରେ ଅଟେ”
3:21 ee7y rc://*/ta/man/translate/figs-explicit τῶν ἐπαγγελιῶν 1 ଈଶ୍ବର ଅବ୍ରହାମଙ୍କୁ ଦେଇଥିବା **ପ୍ରତିଜ୍ଞାଗୁଡ଼ିକୁ** ଦର୍ଶାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ବର ଅବ୍ରହାମଙ୍କୁ ଦେଇଥିବା ପ୍ରତିଜ୍ଞା” କିମ୍ବା “ଅବ୍ରହାମଙ୍କୁ ଈଶ୍ବରଙ୍କ ପ୍ରତିଜ୍ଞା”
3:21 nd97 rc://*/ta/man/translate/figs-exclamations μὴ γένοιτο 1 **କେବେ ହେଁ ନ ହେଉ** ଏକ ବିବୃତ୍ତିକୁ ପ୍ରତ୍ୟାଖ୍ୟାନ କରିବାର ଏକ ଗୁରୁତ୍ୱପୂର୍ଣ୍ଣ ଉପାୟ ଅଟେ। **କେବେ ହେଁ ନ ହେଉ** ବାକ୍ୟ ପ୍ରସ୍ତାବିତ ପ୍ରଶ୍ନ **ବ୍ୟବସ୍ଥା ପ୍ରତିଜ୍ଞାର ବିରୁଦ୍ଧ ଅଟେ?** କୁ ପ୍ରତ୍ୟାଖ୍ୟାନ କରେ । ଏକ ଧାରଣାକୁ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିବା ପାଇଁ ଏକ ସ୍ୱାଭାବିକ ଶବ୍ଦ କିମ୍ବା ଅଭିବ୍ୟକ୍ତି ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ନିଶ୍ଚିତ ଭାବରେ ନୁହେଁ”
3:21 jnwe rc://*/ta/man/translate/grammar-connect-condition-hypothetical εἰ & ἐδόθη νόμος ὁ δυνάμενος ζῳοποιῆσαι, ὄντως 1 ଗାଲାତୀୟ ବିଶ୍ଵାସୀମାନଙ୍କୁ ଶିକ୍ଷା ଦେବା ପାଇଁ ପାଉଲ ଏକ ଉପକଳ୍ପିତ ପରିସ୍ଥିତି ବ୍ୟବହାର କରୁଛନ୍ତି । ବିକଳ୍ପ ଅନୁବାଦ: “ଯଦି ଏହା ସମ୍ଭବ ଥିଲା ଯେ ଏକ ବ୍ୟବସ୍ଥା ଦିଆଯାଇଥିଲା ଯାହା ଲୋକମାନଙ୍କୁ ଜୀବନ୍ତ କରିବାରେ ସକ୍ଷମ ଥିଲା, ତେବେ ପ୍ରକୃତରେ”
3:21 bjpb rc://*/ta/man/translate/figs-activepassive ἐδόθη νόμος 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ । ଯଦି ଆପଣ ନିଶ୍ଚିତ ଭାବରେ ଜଣାଇବେ ଯେ ଏହି କାର୍ଯ୍ୟ କିଏ କରିଛି, ପାଉଲ ସୂଚିତ କରିଛନ୍ତି ଯେ ଈଶ୍ବର ଏହା କରିଛନ୍ତି । ବିକଳ୍ପ ଅନୁବାଦ: “ଈଶ୍ଵର ଏକ ବ୍ୟବସ୍ଥା ଦେଲେ”
3:21 dljp rc://*/ta/man/translate/figs-explicit ζῳοποιῆσαι 1 ଏଠାରେ, ଏହା ସୂଚାଏ ଯେ ପାଉଲ ଲୋକମାନଙ୍କୁ ଜୀବନ୍ତ କରିବା ପାଇଁ କହୁଛନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଲୋକମାନଙ୍କୁ ଜୀବନ୍ତ କରିବା ପାଇଁ”
3:21 skc0 rc://*/ta/man/translate/figs-extrainfo ζῳοποιῆσαι 1 **ଜୀବନ୍ତ କରିବା*** ବାକ୍ୟ ସୂଚାଇପାରେ: (1) ଭବିଷ୍ୟତରେ ଉଭୟ ଅନନ୍ତ ଜୀବନ ଏବଂ ବର୍ତ୍ତମାନର ଲୋକମାନଙ୍କୁ ଆତ୍ମିକ ଭାବରେ ଜୀବନ୍ତ କରିବାକୁ । ପାଉଲ ବୋଧହୁଏ ଏଠାରେ ଉଭୟଙ୍କୁ ସୂଚାଉଛନ୍ତି କାରଣ ଏହି ପତ୍ରରେ ପାଉଲ ପବିତ୍ର ଆତ୍ମାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ପବିତ୍ର ଆତ୍ମା ବିଶ୍ଵାସ ଦ୍ୱାରା ଦିଆଯାଇଥିବାର ବ୍ୟବସ୍ଥା ବିଷୟରେ ଆଲୋଚନା କରିଛନ୍ତି । (2) ଜଣେ ବ୍ୟକ୍ତି ମରିବା ପରେ ଭବିଷ୍ୟତରେ ଅନନ୍ତ ଜୀବନ ପ୍ରାପ୍ତ କରିବାକୁ । ଯଦି ଆପଣଙ୍କର ଭାଷାରେ ଏହା ସମ୍ଭବ, ULT ପରି ଏକ ସାଧାରଣ ବାକ୍ୟରେ ଏହା ପ୍ରକାଶ କରନ୍ତୁ, କାରଣ ପାଉଲ **ଜୀବନ୍ତ ହେବା ପାଇଁ** ବାକ୍ୟକୁ ବ୍ୟାଖ୍ୟା କରନ୍ତି ନାହିଁ ।
3:22 smkw rc://*/ta/man/translate/grammar-connect-logic-contrast ἀλλὰ 1 ଏଠାରେ ପାଉଲ **କିନ୍ତୁ** ଶବ୍ଦ ବ୍ୟବହାର କରନ୍ତି କିନ୍ତୁ ଉପକଳ୍ପିତ ଏବଂ ମିଥ୍ୟା ସମ୍ଭାବନା ମଧ୍ୟରେ ଏକ ଦୃଢ଼ ପାର୍ଥକ୍ୟ ସୂଚାଇବା ପାଇଁ ଯେ ବ୍ୟବସ୍ଥା ଜଣେ ବ୍ୟକ୍ତିଙ୍କୁ ଧାର୍ମିକ କରିପାରେ ଏବଂ ବ୍ୟବସ୍ଥା ପ୍ରକୃତରେ କ’ଣ କରେ ତାହାର ବ୍ୟାଖ୍ୟା ଆରମ୍ଭ କରେ । ଏକ ବିପରୀତ ପରିଚୟ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “କିନ୍ତୁ ବରଂ,”
3:22 yzcp rc://*/ta/man/translate/figs-metaphor συνέκλεισεν ἡ Γραφὴ τὰ πάντα ὑπὸ ἁμαρτίαν 1 ପାଉଲ **ଶାସ୍ତ୍ର** ବିଷୟରେ କୁହନ୍ତି ଯେପରି ଲୋକମାନଙ୍କୁ **ବନ୍ଦୀ କରୁଥିବା** ଜଣେ ପ୍ରାଧିକୃତ ବ୍ୟକ୍ତି ଅଟେ । ସେ ପାପ ବିଷୟରେ କୁହନ୍ତି ଯେପରି ଏହା ଏକ ବନ୍ଦୀ ଯେଉଁଠାରୁ ଲୋକମାନେ ମୁକ୍ତ ହୋଇପାରିବେ ନାହିଁ । ଯଦି ଏହା ଆପଣଙ୍କର ଭାଷାରେ ସହାୟକ ହେବ, ଆପଣ ଆପଣଙ୍କର ସଂସ୍କୃତିରୁ ଏକ ସମାନ ରୂପକ ବ୍ୟବହାର କରିପାରିବେ । ବିକଳ୍ପ ଭାବରେ, ଆପଣ ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ ।
3:22 dxqc rc://*/ta/man/translate/figs-metonymy ἡ Γραφὴ 1 ପାଉଲ ଈଶ୍ବରଙ୍କୁ ତାଙ୍କ ବାକ୍ୟ, **ଶାସ୍ତ୍ର** ସହ ଜଡି କିଛି କରୁଛନ୍ତି ବୋଲି ବର୍ଣ୍ଣନା କରୁଛନ୍ତି । ଯଦି ଏହା ଆପଣଙ୍କ ଭାଷାରେ ସହାୟକ ହେବ, ଆପଣ ସରଳ ଭାଷା ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର”
3:22 mk9g rc://*/ta/man/translate/figs-explicit τὰ πάντα 1 ଏଠାରେ, ବାକ୍ୟାଂଶ “ସମସ୍ତ ବିଷୟ” ସୂଚାଇପାରେ: (1) ସମସ୍ତ ଲୋକ । ଯଦି ଆପଣଙ୍କର ଭାଷା ଆପଣଙ୍କୁ ସ୍ପଷ୍ଟ ଭାବରେ ସୂଚାଇବାକୁ ଆବଶ୍ୟକ କରେ ଯାହା **ସବୁ ବିଷୟକୁ** ବୁଝାଏ, ଆପଣ ସୂଚାଇ ପାରିବେ ଯେ ଏହା ଲୋକମାନଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: “ସମସ୍ତ ମନୁଷ୍ୟ” (2) ସମଗ୍ର ସୃଷ୍ଟି ଏବଂ ବିଷୟ ଯାହା ବର୍ତ୍ତମାନର ପତନ ହୋଇଥିବା ଜଗତକୁ ଗଠନ କରେ । ରୋମୀୟ 8:18-22 ଦେଖନ୍ତୁ । ଯଦି ଆପଣ ସ୍ଥିର କରନ୍ତି ଯେ ପାଉଲ ଏହା ପ୍ରକାଶ କରନ୍ତି, ଆପଣ **ସମସ୍ତ ବିଷୟ** ପରି ଏକ ସାଧାରଣ ବାକ୍ୟାଂଶ ବ୍ୟବହାର କରିବା ଉଚିତ୍ ।
3:22 dt14 rc://*/ta/man/translate/figs-explicit ὑπὸ ἁμαρτίαν 1 ଏଠାରେ, **ପାପ ଅଧୀନରେ** ଥିବା ବାକ୍ୟଟି ପାପର ଶକ୍ତି ଅଧୀନରେ ରହିବାକୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପାପର ଶକ୍ତି ଅଧୀନରେ”
3:22 xqmi rc://*/ta/man/translate/grammar-connect-logic-goal ἵνα 1 **ତେଣୁ** ବାକ୍ୟାଂଶ ଏକ ଉଦ୍ଦେଶ୍ୟକୁ ଉପସ୍ଥାପନ କରେ । ଏହି ବାକ୍ୟକୁ ଅନୁସରଣ କରି, ପାଉଲ ଉଦ୍ଦେଶ୍ୟ ବିଷୟରେ ଉଲ୍ଲେଖ କରିଛନ୍ତି ଏଥିପାଇଁ **ଧର୍ମଶାସ୍ତ୍ର ସମସ୍ତ ବିଷୟକୁ ପାପର ଅଧୀନ ବୋଲି ଗଣନା କରିଅଛି।** ଏକ ଉଦ୍ଦେଶ୍ୟକୁ ଉପସ୍ଥାପନ କରିବା ପାଇଁ ଆପଣଙ୍କ ଭାଷାରେ ଏକ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ଯେଉଁଥିପାଇଁ”
3:22 pvv3 rc://*/ta/man/translate/figs-activepassive ἡ ἐπαγγελία ἐκ πίστεως Ἰησοῦ Χριστοῦ δοθῇ τοῖς πιστεύουσιν 1 ଯଦି ଆପଣଙ୍କର ଭାଷା ଏହି ଉପାୟରେ କର୍ମବାଚ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୁବାଚ୍ୟରେ କିମ୍ବା ଅନ୍ୟ ଏକ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କ ଭାଷାରେ ସ୍ୱାଭାବିକ ଅଟେ। ଯଦି ଆପଣ ନିଶ୍ଚିତ ଭାବରେ ଜଣାଇବେ ଯେ ଏହି କାର୍ଯ୍ୟ କିଏ କରିଛି, ପାଉଲ ସୂଚିତ କରିଛନ୍ତି ଯେ ଈଶ୍ବର ଏହା କରିଛନ୍ତି । ବିକଳ୍ପ ଅନୁବାଦ: “ବିଶ୍ଵାସ କରୁଥିବା ଲୋକମାନଙ୍କୁ ଈଶ୍ବର ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ପ୍ରତିଜ୍ଞା ଦେଇପାରନ୍ତି”
3:22 elb4 ἡ ἐπαγγελία ἐκ πίστεως Ἰησοῦ Χριστοῦ δοθῇ τοῖς πιστεύουσιν 1 ବିକଳ୍ପ ଅନୁବାଦ: “ଅବ୍ରହାମଙ୍କୁ ଈଶ୍ବରଙ୍କ ପ୍ରତିଜ୍ଞା ଯାହା ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଦ୍ୱାରା ପ୍ରାପ୍ତ ହୁଏ, ଯେଉଁମାନେ ବିଶ୍ଵାସ କରନ୍ତି ସେମାନଙ୍କୁ ଦିଆଯାଇପାରେ”
3:22 ib27 rc://*/ta/man/translate/figs-explicit ἡ ἐπαγγελία 1 **ପ୍ରତିଜ୍ଞା** ବାକ୍ୟାଂଶ ଅବ୍ରହାମଙ୍କୁ ଦିଆଯାଇଥିବା ପ୍ରତିଜ୍ଞାକୁ ବୁଝାଏ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଅବ୍ରହାମଙ୍କୁ ଦିଆଯାଇଥିବା ପ୍ରତିଜ୍ଞା” କିମ୍ବା “ଈଶ୍ବର ଅବ୍ରହାମଙ୍କୁ ଦେଇଥିବା ପ୍ରତିଜ୍ଞା”
3:22 bo1b rc://*/ta/man/translate/figs-abstractnouns πίστεως 1 ଯଦି ଆପଣଙ୍କର ଭାଷା **ବିଶ୍ଵାସର** ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ଆପଣ ସମାନ ଧାରଣାକୁ “ବିଶ୍ୱାସ” ପରି କ୍ରିୟା ବାକ୍ୟାଂଶରେ ପ୍ରକାଶ କରିପାରିବେ, କିମ୍ବା ଆପଣ ଏହାର ଅର୍ଥକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କର ଭାଷାରେ ସ୍ୱାଭାବିକ ଅଟେ ।
3:23 jzut rc://*/ta/man/translate/figs-abstractnouns τὴν πίστιν & τὴν μέλλουσαν πίστιν ἀποκαλυφθῆναι 1 ଯଦି ଆପଣଙ୍କର ଭାଷା **ବିଶ୍ଵାସର** ଧାରଣା ପାଇଁ ଏକ ଗୁଣବାଚକ ବିଶେଷ୍ୟ ବ୍ୟବହାର କରେ ନାହିଁ, ଆପଣ ସମାନ ଧାରଣାକୁ “ବିଶ୍ୱାସ” ପରି କ୍ରିୟା ବାକ୍ୟାଂଶରେ ପ୍ରକାଶ କରିପାରିବେ, କିମ୍ବା ଆପଣ ଏହାର ଅର୍ଥକୁ ଅନ୍ୟ ଉପାୟରେ ପ୍ରକାଶ କରିପାରିବେ ଯାହା ଆପଣଙ୍କର ଭାଷାରେ ସ୍ୱାଭାବିକ ଅଟେ ।
3:23 ztcj rc://*/ta/man/translate/figs-explicit πρὸ τοῦ & ἐλθεῖν τὴν πίστιν 1 **ବିଶ୍ୱାସ ଆସିବା ପୂର୍ବେ** ବାକ୍ୟର ଅର୍ଥ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ପୂର୍ବରୁ ଅଟେ । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ଆପଣ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ ଆସିବା ପୂର୍ବରୁ”
3:23 uu10 rc://*/ta/man/translate/figs-exclusive ἐφρουρούμεθα 1 ଯେତେବେଳେ ପାଉଲ **ଆମ୍ଭେମାନେ** କହନ୍ତି, ସେ ଗାଲାତୀୟ ବିଶ୍ଵାସୀମାନଙ୍କୁ ଅନ୍ତର୍ଭୁକ୍ତ କରନ୍ତି, ତେଣୁ **ଆମ୍ଭେମାନେ** ଅନ୍ତର୍ଭୂକ୍ତ ଅଟେ । ଆପଣଙ୍କ ଭାଷା ଆପଣଙ୍କୁ ଏହି ଗଠନଗୁଡ଼ିକୁ ଚିହ୍ନିତ କରିବା ଆବଶ୍ୟକ କରିପାରେ ।
3:23 aue6 rc://*/ta/man/translate/figs-explicit ὑπὸ 1

Can't render this file because it contains an unexpected character in line 71 and column 1453.