Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-17 12:51:22 +00:00
parent 2fc3142bdb
commit 4bc6406e2d
1 changed files with 9 additions and 9 deletions

View File

@ -43,15 +43,15 @@ EPH 1 16 scy9 figs-litotes οὐ παύομαι εὐχαριστῶν 1 I have
EPH 1 17 b7l1 πνεῦμα σοφίας καὶ ἀποκαλύψεως, ἐν ἐπιγνώσει αὐτοῦ 1 a spirit of wisdom and revelation in the knowledge of him ବିକଳ୍ପ ଅନୁବାଦ: “ତାହାଙ୍କର ପ୍ରକାଶନ ବୁଝିବାକୁ ଆତ୍ମିକ ଜ୍ଞାନ”
EPH 1 18 gbl7 figs-metonymy πεφωτισμένους τοὺς ὀφθαλμοὺς τῆς καρδίας 1 that the eyes of your heart may be enlightened ଏଠାରେ **ହୃଦୟ** ଜଣେ ମନୁଷ୍ୟର ମନ କିମ୍ବା ଭାବନାକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ବୁଝିବା ଜ୍ଞାନ ପ୍ରାପ୍ତ ହୋଇପାରିବ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
EPH 1 18 iv1h figs-activepassive πεφωτισμένους τοὺς ὀφθαλμοὺς τῆς καρδίας 1 that the eyes of your heart may be enlightened ଯଦି ଆପଣଙ୍କର ଭାଷା ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ବୁଝିବା ଜ୍ଞାନ ପ୍ରାପ୍ତ ହୋଇପାରିବ” କିମ୍ବା “ଯେପରି ଈଶ୍ଵର ତୁମ୍ଭମାନଙ୍କର ମନକୁ ଆଲୋକିତ କରିବେ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 1 18 m5j5 πεφωτισμένους 1 enlightened "ତାହା … ଦେଖିବା ପାଇଁ ସାମର୍ଥ୍ୟ ପ୍ରଦାନ କରାଯିବ"
EPH 1 18 h6ig figs-metaphor τῆς κληρονομίας 1 inheritance ଈଶ୍ଵର ବିଶ୍ଵାସୀମାନଙ୍କୁ ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ପ୍ରାପ୍ତ ହେବା ବିଷୟରେ କୁହାଯାଏ ଯେ ସତେ ଯେପରି ଜଣେ ଲୋକ ପରିବାରର ଜଣେ ସଦସ୍ୟଙ୍କଠାରୁ ସମ୍ପତ୍ତି ବା ଧନ ଉତ୍ତରାଧିକାର ସ୍ଵରୂପେ ପ୍ରାପ୍ତ କରେ I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 1 18 lg8h ἐν τοῖς ἁγίοις 1 all God's holy people “ଯେଉଁମାନଙ୍କୁ ସେ ଆପଣା ନିମନ୍ତେ ପୃଥକ୍ କରିଅଛନ୍ତି” କିମ୍ବା “ଯେଉଁମାନେ ସମ୍ପୂର୍ଣ୍ଣଭାବରେ ତାହାଙ୍କର ହୋଇଅଛନ୍ତି”
EPH 1 19 t7lx τὸ ὑπερβάλλον μέγεθος τῆς δυνάμεως αὐτοῦ 1 the incomparable greatness of his power “ଈଶ୍ଵରଙ୍କ ଶକ୍ତି ସମସ୍ତ ଶକ୍ତି ଠାରୁ ଅତ୍ୟଧିକ ଅଟେ”
EPH 1 19 die1 εἰς ἡμᾶς, τοὺς πιστεύοντας 1 toward us who believe “ପୁଣି ବିଶ୍ଵାସୀ ଯେ ଆମ୍ଭେମାନେ”
EPH 1 19 e6g2 τὴν ἐνέργειαν τοῦ κράτους τῆς ἰσχύος αὐτοῦ 1 the working of his great strength “ଆମ୍ଭମାନଙ୍କ ନିମନ୍ତେ ତାହାଙ୍କର କାର୍ଯ୍ୟସାଧକ ମହାନ ଶକ୍ତି”
EPH 1 20 dc4l ἐγείρας αὐτὸν 1 raised him “ତାହାଙ୍କୁ ସମସ୍ତ ମୃତମାନଙ୍କ ମଧ୍ୟରୁ ସେ ଯେବେ ପୁନର୍ବାର ଜୀବିତ କଲେ”
EPH 1 20 pu97 ἐκ νεκρῶν 1 from the dead ଏହି ଅଭିବ୍ୟକ୍ତି  ଭୂମିଗତ ସମସ୍ତ ମୃତ ଲୋକମାନଙ୍କ ବିଷୟରେ ବର୍ଣ୍ଣନା କରେ I ସେମାନଙ୍କ ମଧ୍ୟରୁ ଫେରିଆସିବାର ଅର୍ଥ ପୁନର୍ବାର ଜୀବିତ ହେବା I ବିକଳ୍ପ ଅନୁବାଦ: “ଯେଉଁମାନେ ମରିଛନ୍ତି ସେମାନଙ୍କ ମଧ୍ୟରୁ”[[rc://en/ta/man/translate/figs-nominaladj]])ଦେଖନ୍ତୁ)
EPH 1 20 ekj4 figs-metonymy καθίσας ἐν δεξιᾷ αὐτοῦ, ἐν τοῖς ἐπουρανίοις 1 seated him at his right hand in the heavenly places ଯେଉଁ ଲୋକ ଜଣେ ରାଜାଙ୍କର **ଦକ୍ଷିଣ ପାର୍ଶ୍ଵରେ ଉପବିଷ୍ଟ** ହୁଏ, ସେ ତାହାଙ୍କର ଡାହାଣ ପାଖରେ ଉପବିଷ୍ଟ ହୋଇ ଯେଉଁ ରାଜାଙ୍କର ଦକ୍ଷିଣ ପାଖରେ ସେ ଉପବିଷ୍ଟ, ତାହାଙ୍କର ସମସ୍ତ ଅଧିକାର ସହିତ ଶାସନ କରେ I ଏହା ଏକ ନିର୍ଦ୍ଦିଷ୍ଟ ସ୍ଥାନର ରୂପକ ଯାହା ସେ ସେହି ସ୍ଥାନର ଅଧିକର୍ତ୍ତାଙ୍କଠାରୁ ପ୍ରାପ୍ତ କରେ I ବିକଳ୍ପ ଅନୁବାଦ: “ସ୍ଵର୍ଗରୁ ରାଜତ୍ଵ କରିବା ନିମନ୍ତେ ତାହାଙ୍କୁ ସମସ୍ତ ଅଧିକାର ଦେଲେ” ([[rc://en/ta/man/translate/figs-metonymy]]ଦେଖନ୍ତୁ)
EPH 1 18 m5j5 πεφωτισμένους 1 enlightened ବିକଳ୍ପ ଅନୁବାଦ: "ତାହା … ଦେଖିବା ପାଇଁ ସାମର୍ଥ୍ୟ ପ୍ରଦାନ କରାଯିବ"
EPH 1 18 h6ig figs-metaphor τῆς κληρονομίας 1 inheritance ଈଶ୍ଵର ବିଶ୍ଵାସୀମାନଙ୍କୁ ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ପ୍ରାପ୍ତ ହେବା ବିଷୟରେ କୁହାଯାଏ ଯେ ସତେ ଯେପରି ଜଣେ ଲୋକ ପରିବାରର ଜଣେ ସଦସ୍ୟଙ୍କଠାରୁ ସମ୍ପତ୍ତି ବା ଧନ ଉତ୍ତରାଧିକାର ସ୍ଵରୂପେ ପ୍ରାପ୍ତ କରେ। (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 1 18 lg8h ἐν τοῖς ἁγίοις 1 all God's holy people ବିକଳ୍ପ ଅନୁବାଦ: “ଯେଉଁମାନଙ୍କୁ ସେ ଆପଣା ନିମନ୍ତେ ପୃଥକ୍ କରିଅଛନ୍ତି” କିମ୍ବା “ଯେଉଁମାନେ ସମ୍ପୂର୍ଣ୍ଣଭାବରେ ତାହାଙ୍କର ହୋଇଅଛନ୍ତି”
EPH 1 19 t7lx τὸ ὑπερβάλλον μέγεθος τῆς δυνάμεως αὐτοῦ 1 the incomparable greatness of his power ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଶକ୍ତି ସମସ୍ତ ଶକ୍ତିଠାରୁ ଅତ୍ୟଧିକ ଶକ୍ତିଶାଳୀ ଅଟେ”
EPH 1 19 die1 εἰς ἡμᾶς, τοὺς πιστεύοντας 1 toward us who believe ବିକଳ୍ପ ଅନୁବାଦ: ଆମ୍ଭମାନଙ୍କ ନିମନ୍ତେ ଯେଉଁମାନେ ବିଶ୍ଵାସ କରନ୍ତି” ପୁଣି ବିଶ୍ଵାସୀ ଯେ ଆମ୍ଭେମାନେ”
EPH 1 19 e6g2 τὴν ἐνέργειαν τοῦ κράτους τῆς ἰσχύος αὐτοῦ 1 the working of his great strength ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ନିମନ୍ତେ ତାହାଙ୍କର କାର୍ଯ୍ୟସାଧକ ମହାନ ଶକ୍ତି”
EPH 1 20 dc4l ἐγείρας αὐτὸν 1 raised him ବିକଳ୍ପ ଅନୁବାଦ: “ତାହାଙ୍କୁ ସମସ୍ତ ମୃତମାନଙ୍କ ମଧ୍ୟରୁ ସେ ଯେବେ ପୁନର୍ବାର ଜୀବିତ କଲେ”
EPH 1 20 pu97 ἐκ νεκρῶν 1 from the dead ଏହି ଅଭିବ୍ୟକ୍ତି  ଭୂମିଗତ ସମସ୍ତ ମୃତ ଲୋକମାନଙ୍କ ବିଷୟରେ ବର୍ଣ୍ଣନା କରେ I ସେମାନଙ୍କ ମଧ୍ୟରୁ ଫେରିଆସିବାର ଅର୍ଥ ପୁନର୍ବାର ଜୀବିତ ହେବା I ବିକଳ୍ପ ଅନୁବାଦ: “ଯେଉଁମାନେ ମରିଛନ୍ତି ସେମାନଙ୍କ ମଧ୍ୟରୁ” (ଦେଖନ୍ତୁ: [[rc://en/ta/man/translate/figs-nominaladj]])
EPH 1 20 ekj4 figs-metonymy καθίσας ἐν δεξιᾷ αὐτοῦ, ἐν τοῖς ἐπουρανίοις 1 seated him at his right hand in the heavenly places ଯେଉଁ ଲୋକ ଜଣେ ରାଜାଙ୍କର **ଦକ୍ଷିଣ ପାର୍ଶ୍ଵରେ ଉପବିଷ୍ଟ** ହୁଏ, ସେ ତାହାଙ୍କର ଡାହାଣ ପାଖରେ ଉପବିଷ୍ଟ ହୋଇ ଯେଉଁ ରାଜାଙ୍କର ଦକ୍ଷିଣ ପାଖରେ ସେ ଉପବିଷ୍ଟ, ତାହାଙ୍କର ସମସ୍ତ ଅଧିକାର ସହିତ ଶାସନ କରେ। ଏହା ଏକ ନିର୍ଦ୍ଦିଷ୍ଟ ସ୍ଥାନର ଲକ୍ଷଣାତ୍ମକ ଶବ୍ଦ ଯାହା ସେ ସେହି ସ୍ଥାନର ଅଧିକାର କର୍ତ୍ତାଙ୍କଠାରୁ ପ୍ରାପ୍ତ କରେ ବିକଳ୍ପ ଅନୁବାଦ: “ସ୍ଵର୍ଗରୁ ରାଜତ୍ଵ କରିବା ନିମନ୍ତେ ତାହାଙ୍କୁ ସମସ୍ତ ଅଧିକାର ଦେଲେ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
EPH 1 20 f3dh translate-symaction καθίσας ἐν δεξιᾷ αὐτοῦ 1 seated him at his right hand “ଈଶ୍ଵରଙ୍କ **ଦକ୍ଷିଣ ପାର୍ଶ୍ଵରେ**” ଉପବେଶନ କରିବାର ଅର୍ଥ ହେଉଛି ଈଶ୍ଵରଙ୍କଠାରୁ ମହା ସମ୍ଭ୍ରମ ଏବଂ ଅଧିକାର ପ୍ରାପ୍ତ ହେବାର ଏକ ନିଦର୍ଶନ I ବିକଳ୍ପ ଅନୁବାଦ: “ସେ ତାହାଙ୍କୁ ତାଙ୍କର ସମ୍ଭ୍ରମ ଏବଂ ଅଧିକାରର ସ୍ଥାନରେ ବସିବାକୁ ଦେଲେ” ([[rc://en/ta/man/translate:translate-symaction]]ଦେଖନ୍ତୁ)
EPH 1 20 jrv1 ἐν τοῖς ἐπουρανίοις 1 in the heavenly places "ଅଲୌକିକ ଜଗତରେ” “**ସ୍ଵର୍ଗୀୟ**” ଶବ୍ଦଟି ଈଶ୍ଵର ରହୁଥିବା ସ୍ଥାନକୁ ବୁଝାଏ I [ଏଫିସୀୟ 1:3](https://create.translationcore.com/01/03.md)ରେ ଏହାକୁ ଆପଣ କିପରି ଅନୁବାଦ କରିଛନ୍ତି ତାହା ଦେଖନ୍ତୁ I
EPH 1 21 k8k7 ὑπεράνω πάσης ἀρχῆς, καὶ ἐξουσίας, καὶ δυνάμεως, καὶ κυριότητος 1 far above all rule and authority and power and dominion ଏହା ଅଲୌକିକ ପ୍ରାଣୀମାନଙ୍କର, ଅର୍ଥାତ୍ ଉଭୟ ଦୂତ ଏବଂ ଭୂତାତ୍ମାମାନଙ୍କର ପଦାଧିକାରକୁ ବୁଝାଉଥିବା ବିଭିନ୍ନ ଶବ୍ଦଗୁଡ଼ିକ ଅଟେ I ବିକଳ୍ପ ଅନୁବାଦ: “ସମସ୍ତ ପ୍ରକାର ଅଲୌକିକ ପ୍ରାଣୀମାନଙ୍କର ଅତି ଉର୍ଦ୍ଧ୍ବରେ”"[[rc://en/ta/man/translate/figs-doublet]])ଦେଖନ୍ତୁ)

Can't render this file because it contains an unexpected character in line 2 and column 4525.