Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-17 12:36:31 +00:00
parent 364abd2815
commit 2fc3142bdb
1 changed files with 2 additions and 2 deletions

View File

@ -41,8 +41,8 @@ EPH 1 14 g6dw figs-metaphor ἀρραβὼν τῆς κληρονομίας ἡ
EPH 1 15 d9qy 0 Connecting Statement: ପାଉଲ ଏଫିସୀୟ ବିଶ୍ଵାସୀମାନଙ୍କ ନିମନ୍ତେ ପ୍ରାର୍ଥନା କରୁଛନ୍ତି ଏବଂ ଖ୍ରୀଷ୍ଟଙ୍କ  ଦ୍ଵାରା ବିଶ୍ଵାସୀମାନେ ପ୍ରାପ୍ତ ହୋଇଥିବା ଶକ୍ତି ନିମନ୍ତେ ଈଶ୍ଵରଙ୍କର ପ୍ରଶଂସା କରୁଛନ୍ତି।
EPH 1 16 scy9 figs-litotes οὐ παύομαι εὐχαριστῶν 1 I have not stopped thanking God ପାଉଲ **କ୍ଷାନ୍ତ ହେଉ ନାହିଁ** ବାକ୍ୟାଂଶଟି ବ୍ୟବହାରକରି ଗୁରୁତ୍ଵ ଦେଉଛନ୍ତି ଯେ ସେ ନିରନ୍ତର ଧନ୍ୟବାଦ ଦେଉଛନ୍ତି। ବିକଳ୍ପ ଅନୁବାଦ: ମୁଁ ନିରନ୍ତର ଈଶ୍ଵରଙ୍କର ଧନ୍ୟବାଦ ଦେଉଅଛି” (ଦେଖନ୍ତୁ: [[rc://en/ta/man/translate/figs-litotes]])
EPH 1 17 b7l1 πνεῦμα σοφίας καὶ ἀποκαλύψεως, ἐν ἐπιγνώσει αὐτοῦ 1 a spirit of wisdom and revelation in the knowledge of him ବିକଳ୍ପ ଅନୁବାଦ: “ତାହାଙ୍କର ପ୍ରକାଶନ ବୁଝିବାକୁ ଆତ୍ମିକ ଜ୍ଞାନ”
EPH 1 18 gbl7 figs-metonymy πεφωτισμένους τοὺς ὀφθαλμοὺς τῆς καρδίας 1 that the eyes of your heart may be enlightened ଏଠାରେ **ହୃଦୟ** ଜଣେ ମନୁଷ୍ୟର ମନ କିମ୍ବା ଭାବନାକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ଜ୍ଞାନ ପ୍ରାପ୍ତ ହୋଇପାରିବ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
EPH 1 18 iv1h figs-activepassive πεφωτισμένους τοὺς ὀφθαλμοὺς τῆς καρδίας 1 that the eyes of your heart may be enlightened ଯଦି ଆପଣଙ୍କର ଭାଷା ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ଯେପରି ଈଶ୍ଵର ତୁମ୍ଭମାନଙ୍କର ହୃଦୟକୁ ଆଲୋକିତ କରିବେ” କିମ୍ବା “ଯେପରି ଈଶ୍ଵର ତୁମ୍ଭମାନଙ୍କର ଜ୍ଞାନକୁ ଆଲୋକିତ କରିବେ” ([[rc://en/ta/man/translate/figs-activepassive]]ଦେଖନ୍ତୁ)
EPH 1 18 gbl7 figs-metonymy πεφωτισμένους τοὺς ὀφθαλμοὺς τῆς καρδίας 1 that the eyes of your heart may be enlightened ଏଠାରେ **ହୃଦୟ** ଜଣେ ମନୁଷ୍ୟର ମନ କିମ୍ବା ଭାବନାକୁ ବୁଝାଏ I ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ବୁଝିବା ଜ୍ଞାନ ପ୍ରାପ୍ତ ହୋଇପାରିବ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
EPH 1 18 iv1h figs-activepassive πεφωτισμένους τοὺς ὀφθαλμοὺς τῆς καρδίας 1 that the eyes of your heart may be enlightened ଯଦି ଆପଣଙ୍କର ଭାଷା ଏହି କର୍ମବାଚ୍ୟ ବାକ୍ୟର ବ୍ୟବହାର ହୁଏ ନାହିଁ, ତେବେ ଆପଣ ଏହାକୁ କର୍ତ୍ତୃବାଚ୍ୟ ଅଭିବ୍ୟକ୍ତିରେ ପ୍ରକାଶ କରିପାରିବେ। ବିକଳ୍ପ ଅନୁବାଦ: “ଯେପରି ତୁମ୍ଭେମାନେ ବୁଝିବା ଜ୍ଞାନ ପ୍ରାପ୍ତ ହୋଇପାରିବ” କିମ୍ବା “ଯେପରି ଈଶ୍ଵର ତୁମ୍ଭମାନଙ୍କର ମନକୁ ଆଲୋକିତ କରିବେ” (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 1 18 m5j5 πεφωτισμένους 1 enlightened "ତାହା … ଦେଖିବା ପାଇଁ ସାମର୍ଥ୍ୟ ପ୍ରଦାନ କରାଯିବ"
EPH 1 18 h6ig figs-metaphor τῆς κληρονομίας 1 inheritance ଈଶ୍ଵର ବିଶ୍ଵାସୀମାନଙ୍କୁ ଯାହା ପ୍ରତିଜ୍ଞା କରିଅଛନ୍ତି, ତାହା ପ୍ରାପ୍ତ ହେବା ବିଷୟରେ କୁହାଯାଏ ଯେ ସତେ ଯେପରି ଜଣେ ଲୋକ ପରିବାରର ଜଣେ ସଦସ୍ୟଙ୍କଠାରୁ ସମ୍ପତ୍ତି ବା ଧନ ଉତ୍ତରାଧିକାର ସ୍ଵରୂପେ ପ୍ରାପ୍ତ କରେ I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 1 18 lg8h ἐν τοῖς ἁγίοις 1 all God's holy people “ଯେଉଁମାନଙ୍କୁ ସେ ଆପଣା ନିମନ୍ତେ ପୃଥକ୍ କରିଅଛନ୍ତି” କିମ୍ବା “ଯେଉଁମାନେ ସମ୍ପୂର୍ଣ୍ଣଭାବରେ ତାହାଙ୍କର ହୋଇଅଛନ୍ତି”

Can't render this file because it contains an unexpected character in line 2 and column 4525.