Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-10-23 01:35:06 +00:00
parent bc379f41be
commit 4acee11516
1 changed files with 24 additions and 24 deletions

View File

@ -99,30 +99,30 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 20 k4s4 0 General Information:
1JN 2 20 i3m1 figs-metaphor καὶ ὑμεῖς χρῖσμα ἔχετε ἀπὸ τοῦ Ἁγίου 1 But you have an anointing from the Holy One ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଭାବ ବାଚକ ବିଶେଷ୍ୟ **ଅଭିଷେକ** ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ପବିତ୍ର ଜଣକ ତୁମ୍ଭମାନଙ୍କୁ  ଅଭିଷେକ କରିଛନ୍ତି” [[rc://en/ta/man/translate/figs-abstractnouns]]ଦେଖନ୍ତୁ)
1JN 2 20 gy16 figs-explicit τοῦ Ἁγίου 1 the Holy One ଯୋହନ  ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ସୂଚାଇବା ପାଇଁ **ପବିତ୍ର** ବିଶେଷଣକୁ ବିଶେଷ୍ୟ ଭାବରେ ବ୍ୟବହାର କରନ୍ତି  । ଏହାକୁ ଦର୍ଶାଇବା ପାଇଁ ULT **ଜଣକ** ଶବ୍ଦକୁ ଯୋଗ କରେ । ଯୋହନ  ବିଶେଷ ଭାବରେ ଈଶ୍ଵରଙ୍କୁ  ସୂଚାନ୍ତି, ଏବଂ ଇଂରାଜୀ ULT ଏହି ଦୁଇଟି ଶବ୍ଦକୁ ବଡ଼ ଅକ୍ଷରରେ ଉଲ୍ଲେଖ କରେ ଯାହା ଜଣେ ଈଶ୍ଵରୀୟ ବ୍ୟକ୍ତିକୁ ବୁଝାଏ । ଆପଣଙ୍କ  ଭାଷା ଏହି ବିଶେଷଣକୁ ବିଶେଷ୍ୟ ଭାବରେ ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଈଶ୍ଵର, ଯିଏ ପବିତ୍ର ଅଟନ୍ତି” [[rc://en/ta/man/translate/figs-nominaladj]]ଦେଖନ୍ତୁ)
1JN 2 20 rnw6 figs-abstractnouns 0 the truth ଭାବନାତ୍ମକ କ୍ରିୟା “ସତ୍ୟ” ଏକ ବିଶେଷଣ ରୂପରେ ଅନୁବାଦ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ସତ୍ୟ କ’ଣ ଅଟେ” (ଦେଖ: [[rc://en/ta/man/translate/figs-abstractnouns]])
1JN 2 21 r8yr figs-abstractnouns τῆς ἀληθείας 1 the truth ... no lie is from the truth ଭାବନାତ୍ମକ କ୍ରିୟା “ସତ୍ୟ” ଏକ ବିଶେଷଣ ରୂପରେ ଅନୁବାଦ କରାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ସତ୍ୟ କଣ ଅଟେ... ଯାହା ସତ୍ୟ ଅଟେ ସେଥିରୁ ମିଥ୍ୟା ବାହାରେ ନାହିଁ” (ଦେଖ: [[rc://en/ta/man/translate/figs-abstractnouns]])
1JN 2 22 d71l figs-rquestion τίς ἐστιν ὁ ψεύστης, εἰ μὴ ὁ ἀρνούμενος ὅτι Ἰησοῦς ... ἔστιν ὁ Χριστός 1 Who is the liar but the one who denies that Jesus is the Christ? "ମିଥ୍ୟାବାଦୀ କିଏ ଅଟେ? ଯେକୌଣସି ବ୍ୟକ୍ତି ଯେ ଅଗ୍ରାହ୍ୟ କରନ୍ତି ଯେ ଯୀଶୁ ଖ୍ରୀଷ୍ଟ ଅଟନ୍ତି । ଯୋହନ ପ୍ରଶ୍ନର ଗୁରୁତ୍ବାରୋପ କରିବା ନିମନ୍ତେ ମିଥ୍ୟାବାଦୀ କିଏ ଅଟନ୍ତି ଶବ୍ଦ ବ୍ୟବହାର କରିଛନ୍ତି । (ଦେଖ: [[rc://en/ta/man/translate/figs-rquestion]])
1JN 2 22 d4u7 ἀρνούμενος ὅτι Ἰησοῦς ... ἔστιν ὁ Χριστός 1 denies that Jesus is the Christ ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି ପ୍ରତ୍ୟାଖାନ କରି କହନ୍ତି କିମ୍ବା “କହନ୍ତି ଯେ ଯୀଶୁ ମଶିହ ନୁହନ୍ତି”"
1JN 2 22 z4t1 ὁ ... ἀρνούμενος ... τὸν Πατέρα καὶ τὸν Υἱόν 1 denies the Father and the Son ପିତା ଏବଂ ପୁତ୍ରଙ୍କ ସତ୍ୟତା ବିଷୟରେ ସ୍ବୀକାର କରିବା ନିମନ୍ତେ ପ୍ରତ୍ୟାଖାନ କରନ୍ତି କିମ୍ବା “ପିତା ଏବଂ ପୁତ୍ରଙ୍କୁ ଉପେକ୍ଷା କରନ୍ତି ।”
1JN 2 22 pth9 guidelines-sonofgodprinciples 0 Father ... Son ଏହା ଗୁରୁତ୍ବପୂର୍ଣ୍ଣ ଶୀର୍ଷକ ଅଟେ ଯାହା ଈଶ୍ବର ଏବଂ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ବର୍ଣ୍ଣନା କରେ । (ଦେଖ: [[rc://en/ta/man/translate/guidelines-sonofgodprinciples]])
1JN 2 23 az2y τὸν ... Πατέρα ἔχει 1 has the Father ପିତାଙ୍କଠାରୁ ଅଟନ୍ତି
1JN 2 23 u9ep ὁ ... ὁμολογῶν τὸν Υἱὸν 1 confesses the Son ପୁତ୍ରଙ୍କ ବିଷୟରେ ସତ୍ୟ କହନ୍ତି
1JN 2 23 k78f τὸν ... Πατέρα ἔχει 1 has the Father ପିତାଙ୍କଠାରୁ ଅଟନ୍ତି
1JN 2 24 xmi4 figs-you 0 General Information: ଏଠାରେ “ତୁମ୍ଭେ” ଶବ୍ଦ ବହୁବଚନ ଅଟେ ଏବଂ ସେହି ଲୋକମାନଙ୍କୁ ସୂଚିତ କରେ ଯେଉଁମାନଙ୍କ ନିକଟକୁ ଏବଂ ସମସ୍ତ ବିଶ୍ବାସୀମାନଙ୍କ ନିକଟକୁ ଯୋହନ ଲେଖିଛନ୍ତି ସେମାନଙ୍କୁ ଦର୍ଶାଏ । “ସେ” ଶବ୍ବଟି ଗୁରୁତ୍ବପୂର୍ଣ୍ଣ ଅଟେ ଏବଂ ଖ୍ରୀଷ୍ଟଙ୍କୁ ଦର୍ଶାଏ । (ଦେଖ: [[rc://en/ta/man/translate/figs-you]])
1JN 2 24 p41e 0 Connecting Statement: ଯୋହନ ବିଶ୍ବାସୀମାନେ ଯାହା ପ୍ରଥମରୁ ଯାହା ଶୁଣିଅଛନ୍ତି ସେଥିରେ ବିଶ୍ବାସ କରିବା ନିମନ୍ତେ ସେମାନଙ୍କୁ ସ୍ମରଣ କରିଦିଅନ୍ତି ।
1JN 2 24 c42w ὑμεῖς 1 As for you ଯୋହନ ସେମାନଙ୍କୁ କହିଥିବା ବାକ୍ୟକୁ ଏହା ଚିହ୍ନିତ କରେ ଯେ ସେମାନେ କିପରି ଯେଉଁମାନେ ଖ୍ରୀଷ୍ଟଙ୍କ ଜୀବନୀ ବିରୋଧୀଙ୍କ ଅନୁକରଣ କରିବା ବଦଳରେ ଯୀଶୁଙ୍କ ଅନୁକାରୀଙ୍କ ସଦୃଶ ଜୀବନ ଅତିବାହିତ କରିବା ଉଚିତ ।
1JN 2 24 zl8y figs-explicit ὃ ἠκούσατε ἀπ’ ἀρχῆς, ἐν ὑμῖν μενέτω 1 let what you have heard from the beginning remain in you "ଆଦ୍ୟରୁ ତୁମ୍ଭେମାନେ ଯାହା ଶୁଣିଅଛ ତାହା ସ୍ଣରଣ କର ଓ ବିଶ୍ବାସ କର । ସେମାନେ ଏହାକୁ କେମିତି ଶୁଣିଲେ, ସେମାନେ କ’ଣ ଶୁଣିଲେ, ଏବଂ “ଆଦ୍ୟ” ର ଅର୍ଥ କ’ଣ ଅଟେ ଏହାକୁ ସ୍ପଷ୍ଟ କରାଯାଇପାରିବ: ଅନ୍ୟ ଏକ ଅନୁବାଦରେ: “ବିଶ୍ବାସରେ ଲାଗି ରୁହ ଯାହା ଆମ୍ଭେମାନେ ତୁମ୍ଭମାନଙ୍କୁ ଯୀଶୁଙ୍କ ବିଷୟରେ ଶିକ୍ଷା ଦେଇଥିଲୁ, ଯେପରି ତୁମ୍ଭେମାନେ ପ୍ରଥମେ ଭରସା କଲ ଯେହେତୁ ତୁମେମାନେ ପ୍ରଥମେ ବିଶ୍ବାସୀ ହେଲ”। (ଦେଖ: [[rc://en/ta/man/translate/figs-explicit]])
1JN 2 24 dsl7 ὃ ἠκούσατε ἀπ’ ἀρχῆς 1 what you have heard from the beginning ଆମେମାନେ ଯେଉଁସମସ୍ତ ଯୀଶୁଙ୍କ ବିଷୟରେ ତୁମ୍ଭମାନଙ୍କୁ ଶିକ୍ଷା ଦେଇଥିଲୁ ଯେତେବେଳେ ତମେମାନେ ପ୍ରଥମେ ବିଶ୍ବାସୀ ଥିଲ"
1JN 2 24 rfz8 ἐὰν ἐν ὑμῖν μείνῃ ὃ ἀπ’ ἀρχῆς ἠκούσατε 1 If what you heard from the beginning remains in you “ଲାଗି ରହିବା” ଶବ୍ଦ ସମ୍ପର୍କ ବିଷୟକୁ ପ୍ରକାଶ କରେ, ପରିତ୍ରାଣ ବିଷୟରେ ନୁହେଁ । ଅନ୍ୟ ଏକ ଅନୁବାଦରେ: “ଯଦି ତୁମ୍ଭେମାନେ ବିଶ୍ବାସରେ ଲାଗି ରୁହ ଯାହା ଆମ୍ଭେମାନେ ତୁମ୍ଭମାନଙ୍କୁ ପ୍ରଥମେ ଶିକ୍ଷା ଦେଇଥିଲୁ”
1JN 2 24 ty7q figs-metaphor καὶ ... ἐν τῷ Υἱῷ καὶ ἐν τῷ Πατρὶ μενεῖτε 1 also remain in the Son and in the Father “ଲାଗି ରହିବା” ନିମନ୍ତେର ଅର୍ଥ ସହଭାଗିତାରେ ଲାଗି ରହିବା । ଦେଖ [୧ ଯୋହନ: :୬](..//୦୬.md)ରେ କିପରି ଏକ ସମାନ ବାକ୍ୟାଂଶ ଅନୁବାଦ ହୋଇଅଛି । ଅନ୍ୟ ଏକ ଅନୁବାଦରେ: “ମଧ୍ୟ ପୁତ୍ର ଏବଂ ପିତାଙ୍କ ସହଭାଗିତାରେ ଲାଗି ରୁହ” କିମ୍ବା “ମଧ୍ୟ ପୁତ୍ର ଏବଂ ପିତାଙ୍କ ସହିତ ସଂଯୁକ୍ତ ହୁଅ” (ଦେଖ: [[rc://en/ta/man/translate/figs-metaphor]])
1JN 2 25 llj2 αὕτη ἐστὶν ἡ ἐπαγγελία ... αὐτὸς ἐπηγγείλατο ἡμῖν– τὴν ζωὴν τὴν αἰώνιον 1 This is the promise he gave to us—eternal life. ଏହା ସେ ଆମ୍ଭମାନଙ୍କୁ ଦେବା ନିମନ୍ତେ ପ୍ରତିଜ୍ଞା କରିଛନ୍ତି - ଅନନ୍ତ ଜୀବନ କିମ୍ବା “ସେ ଆମ୍ଭମାନଙ୍କୁ ଅନନ୍ତ କାଳ ପର୍ଯ୍ୟନ୍ତ ଜୀବିତ ରଖିବା ନିମନ୍ତେ ପ୍ରତିଜ୍ଞା କରିଛନ୍ତି”
1JN 2 25 id51 figs-metonymy τὴν ζωὴν 1 life ଏହି ପତ୍ରର ସର୍ବତ୍ର “ଜୀବନ” ଶବ୍ଦର ଅର୍ଥ ଏହି ଭୌତିକ ଜୀବନ ଅପେକ୍ଷା ଅଧିକ କିଛି ସୂଚିତ କରେ । ଏଠାରେ “ଜୀବନ” ଆତ୍ମିକ ରୂପରେ ଜୀବିତ ହେବାକୁ ଦର୍ଶାଏ । ଏହାକୁ [୧ ଯୋହନ ୧:୧] (../୦୧/୦୧.md) ରେ ତମେ କିପରି ଅନୁବାଦ କରିଅଛ ।(See: [[rc://en/ta/man/translate/figs-metonymy]])
1JN 2 26 fe44 figs-metaphor τῶν πλανώντων ὑμᾶς 1 those who would lead you astray ଏଠାରେ “ତୁମ୍ଭମାନଙ୍କୁ ବିପଥଗାମୀ କରିବେ” ଏକ ରୂପକ ଅଟେ ଯାହା ସତ୍ୟ ନୁହେ ତହି ଉପରେ ବିଶ୍ବାସ କରିବା ନିମନ୍ତେ ପ୍ରବର୍ତ୍ତାଇବା ଅର୍ଥକୁ ସୂଚିତ କରେ । ଅନ୍ୟ ଏକ ଅନୁବାଦରେ: “ଯେଉଁମାନେ ତୁମ୍ଭମାନଙ୍କୁ ପ୍ରତାରଣା କରିବାକୁ ଚାହୁଁଛନ୍ତି” କିମ୍ବା “ଯେଉଁମାନେ ତୁମ୍ଭମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ମିଥ୍ୟା ବିଶ୍ବାସ କରାଇବାକୁ ଚାହୁଁଛନ୍ତି” (ଦେଖ: [[rc://en/ta/man/translate/figs-metaphor]])
1JN 2 27 tdj7 0 Connecting Statement: ୨୯ ପଦରେ ଆରମ୍ଭ କରି, ଯୋହନ ଈଶ୍ବରଙ୍କ ପରିବାରରେ ଜାତ ହେବା ବିଷୟରେ ସୂଚନା ଦିଅନ୍ତି । ପୁର୍ବ ପଦଗୁଡିକ ଦର୍ଶାଏ ଯେ ବିଶ୍ବାସୀମାନେ ପାପରେ ଲିପ୍ତ ଥିଲେ; ଏହି ଭାଗ ପ୍ରକାଶ କରେ ଯେ ବିଶ୍ବାସୀମାନଙ୍କର ମଧ୍ୟ ନୂତନ ସ୍ବଭାବ ଅଛି, ଯାହା ପାପ କରିପାରେ ନାହିଁ । ଏହା ଆହୁରି ପ୍ରକାଶ କରେ ଯେ ବିଶ୍ବାସୀମାନେ ପରସ୍ପରକୁ କେମିତି ଚିହ୍ନିପାରିବେ ।
1JN 2 27 qw47 ὑμεῖς 1 As for you ଏହା ଯୋହନଙ୍କ ବକ୍ତବ୍ୟରେ ଯେଉଁମାନେ ଖ୍ରୀଷ୍ଟଙ୍କ ବିରୁଦ୍ଧରେ ଅଛନ୍ତି ସେମାନଙ୍କୁ ଅନୁକରଣ କରିବା ବଦଳରେ କିପରି ଯୀଶୁଙ୍କ ଅନୁକରଣକାରୀ ହୋଇ ଜୀବନ ଅତିବାହିତ ସେ ବିଷୟରେ ଚିହ୍ନିତ କରେ ।
1JN 2 27 cn2f τὸ χρῖσμα 1 the anointing ଏହା “ଈଶ୍ବରଙ୍କ “ଆତ୍ମା” କୁ ଦର୍ଶାଏ ।“ [୧ ଯୋହନ :] (..//.md) ରେ “ଅଭିଷେକ” ବିଷୟରେ ଟିପ୍ପଣୀକୁ ଦେଖ ।
1JN 2 27 tb5k figs-hyperbole ὡς τὸ αὐτοῦ χρῖσμα διδάσκει ὑμᾶς περὶ πάντων 1 as his anointing teaches you everything ଏଠାରେ “ସମସ୍ତ ବିଷୟ” ଶବ୍ଦ ଏକ ସାଧାରଣ ଭାବକୁ ପ୍ରକାଶ କରେ । ଅନ୍ୟ ଏକ ଅନୁବାଦରେ: “କାରଣ ତାହାଙ୍କ ଅଭିଷେକ ତୁମ୍ଭମାନଙ୍କୁ ସମସ୍ତ ବିଷୟ ଶିକ୍ଷା ଦିଏ ଯାହା ତୁମ୍ଭମାନଙ୍କର ଜାଣିବା ଆବଶ୍ୟକ ରହିଛି” (ଦେଖ: [[rc://en/ta/man/translate/figs-hyperbole]])
1JN 2 27 wr63 figs-metaphor μένετε ἐν αὐτῷ 1 remain in him ଜଣେ ବ୍ୟକ୍ତିଙ୍କ ସହିତ ରହିବାର ଅର୍ଥ ତାହାଙ୍କସହଭାଗିତାରେ ଲାଗି ରହିବା । ଦେଖ [୧ ଯୋହନ :୬] (..//୦୬.md) ରେ “ଈଶ୍ବରଙ୍କଠାରେ ରହିବା” ତୁମେ କିପରି ଅନୁବାଦ କରିଅଛ । ଅନ୍ୟ ଏକ ଅନୁବାଦରେ: “ତାହାଙ୍କ ସହଭାଗିତାରେ ଲାଗି ରୁହ” କିମ୍ବା “ତାହାଙ୍କ ସହିତ ସଂଯୁକ୍ତ ହୁଅ” (ଦେଖ: [[rc://en/ta/man/translate/figs-metaphor]])
1JN 2 20 rnw6 figs-abstractnouns 0 the truth
1JN 2 21 r8yr figs-abstractnouns τῆς ἀληθείας 1 the truth ... no lie is from the truth ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “**ସତ୍ୟ**” ଭଳି ବିଶେଷଣ ସହିତ ଭାବ ବାଚକ ବିଶେଷ୍ୟ ସତ୍ୟ ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ  ଅନୁବାଦ: “ଯାହା ସତ୍ୟ… ଯାହା ସତ୍ୟରୁ ଅଟେ” [[rc://en/ta/man/translate/figs-abstractnouns]]ଦେଖନ୍ତୁ)
1JN 2 22 d71l figs-rquestion τίς ἐστιν ὁ ψεύστης, εἰ μὴ ὁ ἀρνούμενος ὅτι Ἰησοῦς ... ἔστιν ὁ Χριστός 1 Who is the liar but the one who denies that Jesus is the Christ? ଯୋହନ ଗୁରୁତ୍ୱ ଦେବା ପାଇଁ ପ୍ରଶ୍ନଗୁଡ଼ିକୁ ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ତାହାଙ୍କ ଶବ୍ଦଗୁଡ଼ିକୁ ଏକ ବାକ୍ୟ ବା ବିସ୍ମୟ ବାକ୍ୟ ଭାବରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ଯୀଶୁ ଖ୍ରୀଷ୍ଟ ଅଟନ୍ତି ବୋଲି ଅସ୍ୱୀକାର କରେ, ସେ ନିଶ୍ଚିତ ଭାବରେ ମିଥ୍ୟାବାଦୀ ଅଟେ!” [[rc://en/ta/man/translate/figs-rquestion]]ଦେଖନ୍ତୁ)
1JN 2 22 d4u7 ἀρνούμενος ὅτι Ἰησοῦς ... ἔστιν ὁ Χριστός 1 denies that Jesus is the Christ ଗୁରୁତ୍ଵ ଦେବା ପାଇଁ, ଯୋହନ  ଗ୍ରୀକ୍ ଭାଷାରେ ଦ୍ୱିନକାରାତ୍ମକ ଶବ୍ଦଗୁଡ଼ିକୁ ବ୍ୟବହାର କରନ୍ତି, ବିଶେଷ ଭାବରେ ଏକ ନକାରାତ୍ମକ କ୍ରିୟା (**ଅସ୍ୱୀକାର କରିବା**) ସହ ‘ନାହିଁ” ଶବ୍ଦକୁ ବ୍ୟବହାର କରନ୍ତି । ଇଂରାଜୀରେ, ଏହା “ଯିଏ ଅସ୍ୱୀକାର କରେ ଯେ ଯୀଶୁ ଖ୍ରୀଷ୍ଟ ନୁହଁନ୍ତି।” ବୋଲି ଅନୁବାଦିତ ଅଟେ ।  ଗ୍ରୀକ୍ ଭାଷାରେ, ଦ୍ୱିତୀୟ ନକାରାତ୍ମକ ଶବ୍ଦ ଏକ ସକାରାତ୍ମକ ଅର୍ଥକୁ ପ୍ରକାଶ କରିବାକୁ ପ୍ରଥମ ଶବ୍ଦକୁ ବାତିଲ୍ କରେ ନାହିଁ । କିନ୍ତୁ ଇଂରାଜୀରେ, ଅର୍ଥ ଭୁଲ ଭାବରେ ସକରାତ୍ମକ ହେବ, ଯେଉଁଥିପାଇଁ ULT କେବଳ ଗୋଟିଏ ନକାରାତ୍ମକ ଶବ୍ଦକୁ ବ୍ୟବହାର କରେ । ଏହା “ନୁହେଁ” ଶବ୍ଦକୁ ବ୍ୟବହାର ନ କରି “ଯୀଶୁ ଖ୍ରୀଷ୍ଟ ଅଟନ୍ତି ବୋଲି ଯିଏ ଅସ୍ୱୀକାର କରେ” ବୋଲି ଅନୁବାଦ କରେ । ଯଦିଓ, ଯଦି ଆପଣଙ୍କର ଭାଷା ଗୁରୁତ୍ଵ ଦେବା ପାଇଁ ଦ୍ୱିନକାରାତ୍ମକ ଶବ୍ଦଗୁଡ଼ିକୁ ବ୍ୟବହାର କରେ ଯାହା ଉଭୟ ଶବ୍ଦକୁ ବାତିଲ କରେ ନାହିଁ, ତେବେ ସେହି ବାକ୍ୟ ଗଠନକୁ ଆପଣଙ୍କ ଅନୁବାଦରେ ବ୍ୟବହାର କରନ୍ତୁ । [[rc://en/ta/man/translate/figs-doublenegatives]]ଦେଖନ୍ତୁ)
1JN 2 22 z4t1 ὁ ... ἀρνούμενος ... τὸν Πατέρα καὶ τὸν Υἱόν 1 denies the Father and the Son ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଯୋହନ ଏହି ଲୋକମାନଙ୍କ ବିଷୟରେ କାହିଁକି କହନ୍ତି ତାହା ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ସୂଚାଇ ପାରିବେ। ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରିବା ଅର୍ଥପୂର୍ଣ୍ଣ ହୋଇପାରେ । ବିକଳ୍ପ ଅନୁବାଦ: “ଯୀଶୁ ଖ୍ରୀଷ୍ଟ ଅଟନ୍ତି ବୋଲି ଅସ୍ୱୀକାର କରି ସେ ପିତା ଈଶ୍ଵରଙ୍କୁ ଅସ୍ୱୀକାର କରେ, ଯିଏ ଯୀଶୁଙ୍କୁ ଖ୍ରୀଷ୍ଟ ହେବାକୁ ପ୍ରେରଣ କଲେ ଏବଂ ତାହାଙ୍କ ପୁତ୍ର ଯୀଶୁଙ୍କୁ ସେ ପ୍ରେରଣ କଲେ”  [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 2 22 pth9 guidelines-sonofgodprinciples 0 Father ... Son **ପିତା** ଏବଂ **ପୁତ୍ର** ଏକ ଗୁରୁତ୍ୱପୂର୍ଣ୍ଣ ନାମ ଅଟେ  ଯାହାକି ଈଶ୍ଵର ଏବଂ ଯୀଶୁଙ୍କ ମଧ୍ୟରେ ଥିବା ସମ୍ପର୍କକୁ ଦର୍ଶାଏ । ବିକଳ୍ପ ଅନୁବାଦ: “ପିତା ଈଶ୍ଵର  ଏବଂ ତାହାଙ୍କ ପୁତ୍ର ଯୀଶୁ” [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
1JN 2 23 az2y τὸν ... Πατέρα ἔχει 1 has the Father
1JN 2 23 u9ep ὁ ... ὁμολογῶν τὸν Υἱὸν 1 confesses the Son ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ପୂର୍ବ ପଦରେ ଯୋହନ ଯାହା କହିଛନ୍ତି ତାହା ଦୃଷ୍ଟିରେ ରଖି ଏହାର ଅର୍ଥକୁ ଆପଣ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “ଯେଉଁମାନେ ପ୍ରକୃତରେ ବିଶ୍ଵାସ କରି, ସର୍ବସାଧାରଣରେ ସ୍ୱୀକାର କରନ୍ତି ଯେ ଯୀଶୁ ଈଶ୍ଵରଙ୍କ ପୁତ୍ର ଏବଂ ଖ୍ରୀଷ୍ଟ ଅଟନ୍ତି” [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 2 23 k78f τὸν ... Πατέρα ἔχει 1 has the Father ଯୋହନ ବ୍ୟବହାର କରୁଥିବା ଭାଷା ସୂଚାଏ ଯେ ଏପରି ବ୍ୟକ୍ତି ଈଶ୍ଵରଙ୍କ ନୁହେଁ କିମ୍ବା  ଈଶ୍ଵର ଏପରି ବ୍ୟକ୍ତିଙ୍କର ନୁହଁନ୍ତି । ବିକଳ୍ପ ଅନୁବାଦ: “ପିତାଙ୍କର ନୁହେଁ… ପିତାଙ୍କର ଅଟେ” [[rc://en/ta/man/translate/figs-possession]]ଦେଖନ୍ତୁ)
1JN 2 24 xmi4 figs-you 0 General Information:
1JN 2 24 p41e 0 Connecting Statement:
1JN 2 24 c42w ὑμεῖς 1 As for you
1JN 2 24 zl8y figs-explicit ὃ ἠκούσατε ἀπ’ ἀρχῆς, ἐν ὑμῖν μενέτω 1 let what you have heard from the beginning remain in you ଯୀଶୁଙ୍କ ଶିକ୍ଷା ବିଷୟରେ ଏହି ବିଶ୍ଵାସୀମାନେ **ଶୁଣିଥିବା** ଶିକ୍ଷାକୁ ଯୋହନ ସମ୍ପୂର୍ଣ୍ଣ ଭାବରେ ଉଲ୍ଲେଖ କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ  ଶୁଣିଥିବା ଶିକ୍ଷା… ତୁମ୍ଭେମାନେ ଶିକ୍ଷା ଶୁଣିଥିବା” [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 2 24 dsl7 ὃ ἠκούσατε ἀπ’ ἀρχῆς 1 what you have heard from the beginning ଯୋହନ ଏହି ପତ୍ରର  **ଆରମ୍ଭରୁ** ବକ୍ୟାଂଶକୁ ବିଭିନ୍ନ ଅର୍ଥରେ ବ୍ୟବହାର କରନ୍ତି । ଏଠାରେ ଏହା ସେମାନେ ଅର୍ଥାତ ଯେଉଁମାନଙ୍କୁ ନିକଟକୁ ସେ ପତ୍ର ଲେକନ୍ତି, ପ୍ରଥମେ ଯୀଶୁଙ୍କଠାରେ ବିଶ୍ୱାସ କରିଥିବା ସମୟକୁ ସୂଚାଏ । ବିକଳ୍ପ  ଅନୁବାଦ: “ଯେବେଠାରୁ ତୁମ୍ଭେମାନେ  ପ୍ରଥମେ ଯୀଶୁଙ୍କଠାରେ ବିଶ୍ୱାସ କଲ… ଯେବେ ତୁମ୍ଭେମାନେ  ପ୍ରଥମେ ଯୀଶୁଙ୍କଠାରେ ବିଶ୍ୱାସ କଲ” [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 2 24 rfz8 ἐὰν ἐν ὑμῖν μείνῃ ὃ ἀπ’ ἀρχῆς ἠκούσατε 1 If what you heard from the beginning remains in you 1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏହି ଉଦାହରଣଗୁଡ଼ିକରେ, ଯୀଶୁଙ୍କ ବିଷୟରେ ଶିକ୍ଷା ବିଷୟରେ, ବାକ୍ୟଟି ସେହି ଶିକ୍ଷା ଉପରେ ନିରନ୍ତର ବିଶ୍ଵାସକୁ ଦର୍ଶାଏ । ବିକଳ୍ପ ଅନୁବାଦ: “ଏହାକୁ ବିଶ୍ଵାସ ନିରନ୍ତର କର… ତୁମ୍ଭେମାନେ ନିରନ୍ତର ବିଶ୍ୱାସ କର”  [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 24 ty7q figs-metaphor καὶ ... ἐν τῷ Υἱῷ καὶ ἐν τῷ Πατρὶ μενεῖτε 1 also remain in the Son and in the Father 1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେରେ, ଏହା [2:6](https://create.translationcore.com/02/06.md) ପରି ସମାନ ଅର୍ଥକୁ ପ୍ରକାଶ କଲା ପରି ମନେହୁଏ । ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତୁମ୍ଭେମାନେ  ମଧ୍ୟ ପୁତ୍ର ଏବଂ ପିତାଙ୍କ ସହ ଏକ ଘନିଷ୍ଠ ସମ୍ପର୍କ ନିରନ୍ତର ରଖିବ”  [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 25 llj2 αὕτη ἐστὶν ἡ ἐπαγγελία ... αὐτὸς ἐπηγγείλατο ἡμῖν– τὴν ζωὴν τὴν αἰώνιον 1 This is the promise he gave to us—eternal life. ଏଠାରେ ଯୋହନ  ଏକ କର୍ମକାରକ ଶବ୍ଦ ବ୍ୟବହାର କରନ୍ତି, ଅର୍ଥାତ୍ ଏକ ବିଷୟଅ ଅଟେ ଯାହା ଏହାର କ୍ରିୟାରୁ ଆସିଥାଏ । ଆପଣ ଆପଣଙ୍କର ଅନୁବାଦରେ ଏହିପରି କରିପାରନ୍ତି । ଯଦି ନୁହେଁ, ଆପଣ ଏହାର ଅର୍ଥ ଉଲ୍ଲେଖ କରିପାରିବେ । ବିକଳ୍ପ ଅନୁବାଦ: “ସେ ଆମ୍ଭମାନଙ୍କ ସହ କରିଥିବା ପ୍ରତିଜ୍ଞା” କିମ୍ବା “ ଆମ୍ଭମାନଙ୍କ ସହ ସେ ଯାହା ପ୍ରତିଜ୍ଞା କରିଛନ୍ତି”
1JN 2 25 id51 figs-metonymy τὴν ζωὴν 1 life ଯୋହନ ଶାରୀରିକ **ଜୀବନ** ଅପେକ୍ଷା ଅଧିକ ଗୁରୁତ୍ଵ ବିଷୟକୁ ବୁଝାନ୍ତି । ଏହି ଅଭିବ୍ୟକ୍ତି ମୃତ୍ୟୁ ପରେ ଈଶ୍ଵରଙ୍କ  ଉପସ୍ଥିତିରେ ଚିରଦିନ ରହିବାକୁ ସୂଚାଇପାରେ, ଏହା ଏକ ସାଧାରଣ ସ୍ୱୀକୃତିପ୍ରାପ୍ତ ଅର୍ଥ ଅଟେ, କିନ୍ତୁ ଏହା ଏକ ନୂତନ ଶୈଳୀରେ ରହିବା ପାଇଁ ଏହି ଜୀବନରେ ଈଶ୍ଵରଙ୍କ ଠାରୁ ଶକ୍ତି ଗ୍ରହଣ କରିବାକୁ ମଧ୍ୟ ସୂଚାଇପାରେ । ବିକଳ୍ପ ଅନୁବାଦ: “ବର୍ତ୍ତମାନ ଆମ୍ଭେମାନେ ଯେପରି ଏକ ନୂତନ ଜୀବନଯାପନ କରିବାକୁ ଶକ୍ତି ପ୍ରାପ୍ତ କରିବା ଏବଂ ଆମ୍ଭେମାନେ ମୃତ୍ୟୁଗ୍ରହଣ କଲା ପରେ ତାହାଙ୍କ ସହ ଚିରଦିନ ରହିବା” [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 26 fe44 figs-metaphor τῶν πλανώντων ὑμᾶς 1 those who would lead you astray ଯୋହନ  ଏହି ଲୋକମାନଙ୍କ ବିଷୟରେ ଆଳଙ୍କାରିକ ଭାବରେ କହନ୍ତି ଯେପରି ସେମାନେ ମାର୍ଗଦର୍ଶକ ଅଟନ୍ତି ଯେଉଁମାନେ ଅନ୍ୟମାନଙ୍କୁ **ଭ୍ରାନ୍ତ** କରୁଥିଲେ । ଅସତ୍ୟ ବିଷୟଗୁଡ଼ିକୁ ସେମାନେ ବିଶ୍ୱାସ କରୁଛନ୍ତି ବୋଲି ଯୋହନ ଆପଣା ପତ୍ରରେ  ଏହାକୁ ଏକ ରୂପକ ଭାବରେ ବ୍ୟବହାର କରନ୍ତି। ବିକଳ୍ପ  ଅନୁବାଦ: “ଯେଉଁମାନେ ତୁମ୍ଭମାନଙ୍କୁ  ପ୍ରତାରଣା କରନ୍ତି ” କିମ୍ବା “ଯେଉଁମାନେ ତୁମ୍ଭମାନଙ୍କୁ  ଅସତ୍ୟକୁ ବିଷୟଗୁଡ଼ିକୁ ବିଶ୍ୱାସ କରେଇବା ପାଇଁ ଚେଷ୍ଟା କରନ୍ତି ” [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 27 tdj7 0 Connecting Statement:
1JN 2 27 qw47 ὑμεῖς 1 As for you
1JN 2 27 cn2f τὸ χρῖσμα 1 the anointing [2:20](https://create.translationcore.com/02/20.md) ରେ ଆପଣ **ଅଭିଷେକ** ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଯେଉଁ ଆତ୍ମାଙ୍କୁ ଯୀଶୁ ତୁମ୍ଭମାନଙ୍କୁ ଦେଇଛନ୍ତି” [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 27 tb5k figs-hyperbole ὡς τὸ αὐτοῦ χρῖσμα διδάσκει ὑμᾶς περὶ πάντων 1 as his anointing teaches you everything ଗୁରୁତ୍ୱ ଦେବା ପାଇଁ ଏହା ଏକ ସାଧାରଣକରଣ ଶବ୍ଦ ଅଟେ । ବିକଳ୍ପ  ଅନୁବାଦ: “ସେସମସ୍ତ ବିଷୟ ଯାହା ତୁମ୍ଭେମାନେ  ଜାଣିବା ଆବଶ୍ୟକ ଅଟେ” [[rc://en/ta/man/translate/figs-hyperbole]]ଦେଖନ୍ତୁ)
1JN 2 27 wr63 figs-metaphor μένετε ἐν αὐτῷ 1 remain in him 1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ, ଏହା [2:6](https://create.translationcore.com/02/06.md) ପରି ସମାନ ଅର୍ଥ ବୋଲି ମନେହୁଏ । ଆପଣ ଏହାକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ତାହାଙ୍କ  ସହ ନିରନ୍ତର ଏକ ଘନିଷ୍ଠ ସମ୍ପର୍କ ରଖ” [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 28 tii1 νῦν 1 Now ଏହି ଶବ୍ଦ ପତ୍ରର ଏକ ନୂତନ ଭାଗର ଚିହ୍ନଟ କରିବା ନିମନ୍ତେ ଏଠାରେ ବ୍ୟବହାର କରାଯାଇଛି ।
1JN 2 28 kjn9 figs-metaphor 0 dear children ଯୋହନ ଜଣେ ପ୍ରଚୀନ ବ୍ୟକ୍ତି ଏବଂ ସେମାନଙ୍କର ଅଧକ୍ଷ ଥିଲେ । ସେ ସେମାନଙ୍କ ନିମନ୍ତେ ଆପଣା ପ୍ରେମ ପ୍ରକାଶ କରିବା ନିମନ୍ତେ ଏହି ପ୍ରକାଶନ ବ୍ୟବହାର କଲେ । ଦେଖ [୧ ଯୋହନ :୧] (..//୦୧.md) ରେ ତୁମେ କିପରି ଅନୁବାଦ କରିଅଛ । ଅନ୍ୟ ଏକ ଅନୁବାଦରେ: “ଖ୍ରୀଷ୍ଟରେ ମୋର ପ୍ରିୟ ସନ୍ତାନଗଣ” କିମ୍ବା “ତୁମ୍ଭେମାନେ ମୋର ନିଜ ସନ୍ତାନମାନଙ୍କ ପରି ପ୍ରିୟ ଅଟ” (ଦେଖ: [[rc://en/ta/man/translate/figs-metaphor]])
1JN 2 28 zz4x φανερωθῇ 1 he appears ଆମ୍ଭେମାନେ ତାହାଙ୍କୁ ଦେଖିଅଛୁ

Can't render this file because it contains an unexpected character in line 2 and column 3772.