Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-10-24 10:00:08 +00:00
parent 812b477aca
commit 4abe38d0d7
1 changed files with 12 additions and 12 deletions

View File

@ -229,19 +229,19 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 4 15 b6td guidelines-sonofgodprinciples Υἱὸς τοῦ Θεοῦ 1 Son of God **ଈଶ୍ଵରଙ୍କ ପୁତ୍ର** ଯୀଶୁଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନାମ ଅଟେ ଯାହା ଈଶ୍ଵରଙ୍କ ସହିତ ତାହାଙ୍କର ସମ୍ପର୍କକୁ ଦର୍ଶାଏ  । ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
1JN 4 15 l3ft figs-metaphor τοῦ Θεοῦ, ὁ Θεὸς ἐν αὐτῷ μένει, καὶ αὐτὸς ἐν τῷ Θεῷ 1 God remains in him and he in God 1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ , ଏହା [2:6](https://create.translationcore.com/02/06.md) ପରି ସମାନ ଅର୍ଥ ବୋଲି ମନେହୁଏ । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵର ତାହାଙ୍କ   ସହିତ ଏକ ଘନିଷ୍ଠ ସମ୍ପର୍କ ସର୍ବଦା ରଖିଛନ୍ତି, ଏବଂ ସେ ଈଶ୍ଵରଙ୍କ ସହିତ ଏକ ଘନିଷ୍ଠ ସମ୍ପର୍କ ସର୍ବଦା ରଖିଛନ୍ତି” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 4 15 a7rx καὶ αὐτὸς ἐν τῷ Θεῷ 1 and he in God **ଏବଂ ସେ ଈଶ୍ଵର ଙ୍କଠାରେ** ଅଭିବ୍ୟକ୍ତିରେ, ଯୋହନ କେତେକ ଶବ୍ଦ ଉଲ୍ଲେଖ କରନ୍ତି ନାହିଁ ଯାହା ଅନେକ ଭାଷାରେ ଏକ ବାକ୍ୟକୁ ପୂର୍ଣ୍ଣ କରିବା ପାଇଁ ଆବଶ୍ୟକ କରିପାରେ। ଏହି ଶବ୍ଦଗୁଡ଼ିକ ପୂର୍ବ ବାକ୍ୟାଂଶରୁ ଯୋଗାଇ ଦିଆଯାଇପାରେ । ବିକଳ୍ପ ଅନୁବାଦ: “ଈଶ୍ଵର  ତାହାଙ୍କଠାରେ ବାସ କରନ୍ତି ଏବଂ ସେ ଈଶ୍ଵରଙ୍କଠାରେ ବାସକରେ” ( [[rc://en/ta/man/translate/figs-ellipsis]]ଦେଖନ୍ତୁ)
1JN 4 16 t5am figs-metaphor ὁ Θεὸς ... ἀγάπη ἐστίν 1 God is love ଏହା ଏକ ରୂପକ ଅଟେ ଯାହା ଈଶ୍ଵର  ଆପଣା  ଚରିତ୍ରରେ କିପରି ଅଟନ୍ତି ତାହା ବର୍ଣ୍ଣନା କରେ । [4:8](https://create.translationcore.com/04/08.md) ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵର ପ୍ରେମମୟ ଅଟନ୍ତି” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 4 16 t5am figs-metaphor ὁ Θεὸς ... ἀγάπη ἐστίν 1 God is love ଏହା ଏକ ରୂପକ ଅଟେ ଯାହା **ଈଶ୍ଵର**  ଆପଣା  ଚରିତ୍ରରେ କିପରି ଅଟନ୍ତି ତାହା ବର୍ଣ୍ଣନା କରେ । [4:8](https://create.translationcore.com/04/08.md) ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵର ପ୍ରେମମୟ ଅଟନ୍ତି” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 4 16 dyr6 ὁ ... μένων ἐν τῇ ἀγάπῃ 1 the one who remains in this love 1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । [2:24](https://create.translationcore.com/02/24.md) ପରି, ଏଠାରେ  ଶବ୍ଦଟି ଆଚରଣର ବଜାୟ ରଖିବାକୁ ସୂଚାଏ । ବିକଳ୍ପ ଅନୁବାଦ: “ଯିଏ ଅନ୍ୟମାନଙ୍କୁ ନିରନ୍ତର ପ୍ରେମ କରେ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 4 16 fz29 figs-metaphor ἐν ... τῷ Θεῷ μένει, καὶ ὁ Θεὸς ἐν αὐτῷ μένει 1 remains in God, and God remains in him ଯେକୌଣସି ବ୍ୟକ୍ତି ସହିତ ଲାଗି ରହିବା ଅର୍ଥ ତାହାଙ୍କ ସହିତ ସହଭାଗିତାରେ ରହିବା. ଦେଖ “ଈଶ୍ବରଙ୍କ ସହିତ ରହିବା” [୧ଯୋହନ୨:୬] (..//୦୬.md)ରେ ତୁମେ କିପରି ଅନୁବାଦ କରିଅଛ । ଅନ୍ୟ ଏକ ଅନୁବାଦରେ: “ଈଶ୍ବରଙ୍କ ସହିତ ସହଭାଗିତାରେ ରହିବା” କିମ୍ବା “ଈଶ୍ବରଙ୍କ ସହିତ ସଂଯୁକ୍ତ ହେବା, ଏବଂ ଈଶ୍ବର ତାହାଙ୍କ ସହିତ ସଂଯୁକ୍ତ ହୁଅନ୍ତି” (ଦେଖ: [[rc://en/ta/man/translate/figs-metaphor]])
1JN 4 17 ypv4 figs-activepassive ἐν τούτῳ τετελείωται ἡ ἀγάπη μεθ’ ἡμῶν, ἵνα παρρησίαν ἔχωμεν 1 Because of this, this love has been made perfect among us, so that we will have confidence ଏହାକୁ ସକ୍ରିୟ ରୂପରେ କୁହାଯାଇପାରିବ । ସାମ୍ଭାବ୍ୟ ଅର୍ଥ ଗୁଡିକ ୧) “ଏହାର କାରଣରୁ” [୧ ଯୋହନ ୪:୧୬] (../୦୪/୧୬.md)ର ପୂର୍ବ ପଦକୁ ସୂଚିତ କରେ । ଅନ୍ୟ ଏକ ଅନୁବାଦରେ: “କାରଣ ଯେକେହି ଈଶ୍ବରଙ୍କଠାରେ ପ୍ରେମରେ ରହେ ଏବଂ ଈଶ୍ବରଙ୍କ ପ୍ରେମ ତାହାଙ୍କଠାରେ ରହେ, ଈଶ୍ବର ଆମ୍ଭମାନଙ୍କ ନିମନ୍ତେ ତାହାଙ୍କ ପ୍ରେମ ସମ୍ପୁର୍ଣ୍ଣ କରିଛନ୍ତି” କିମ୍ବା ) “ଏହାର କାରଣରୁ” “ଆମ୍ଭମାନଙ୍କ ବିଶ୍ବାସ ରହିଛି”କୁ ସୂଚିତ କରେ । ଅନ୍ୟ ଏକ ଅନୁବାଦରେ: “ଆମ୍ଭେମାନେ ନିଶ୍ଚିତ ଅଟୁ ଯେ ଈଶ୍ବର ସେହି ଦିନ ଆମ୍ଭମାନଙ୍କୁ ସ୍ବୀକାର କରିବେ ଯେଉଁ ଦିନ ସେ ସମସ୍ତଙ୍କର ବିଚାର କରିବେ, ତେଣୁ ଆମ୍ଭେମାନେ ଜାଣୁ ଯେ ସେ ଆମ୍ଭମାନଙ୍କ ନିମନ୍ତେ ତାହାଙ୍କର ପ୍ରେମ ପୂର୍ଣ୍ଣ କରିଅଛନ୍ତି” (ଦେଖ: [[rc://en/ta/man/translate/figs-activepassive]])
1JN 4 17 m76g figs-activepassive ἐν τούτῳ τετελείωται ἡ ἀγάπη μεθ’ ἡμῶν 1 this love has been made perfect among us ଏହାକୁ ସକ୍ରିୟ ରୂପରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “ଈଶ୍ବର ଆମ୍ଭମାନଙ୍କ ନିମନ୍ତେ ତାହାଙ୍କ ପ୍ରେମକୁ ସମ୍ପୁର୍ଣ୍ଣ କରିଅଛନ୍ତି” (ଦେଖ: [[rc://en/ta/man/translate/figs-activepassive]])
1JN 4 17 l78r ὅτι καθὼς ἐκεῖνός ἐστιν, καὶ ἡμεῖς ἐσμεν ἐν τῷ κόσμῳ τούτῳ 1 because as he is, just so are we in this world କାରଣ ଯେଉଁ ସମ୍ପର୍କ ଯୀଶୁଙ୍କର ଈଶ୍ବରଙ୍କ ସହିତ ରହିଅଛି ସେହି ସମ୍ପର୍କ ଏହି ଜଗତରେ ଈଶ୍ବରଙ୍କ ସହିତ ଆମ୍ଭମାନଙ୍କର ଅଛି
1JN 4 18 bu17 figs-personification ἀλλ’ ἡ τελεία ἀγάπη ἔξω βάλλει τὸν φόβον 1 Instead, perfect love throws out fear ଏଠାରେ “ପ୍ରେମ” ଭୟକୁ ଦୂର କରିବାର ଶକ୍ତି ଥିବା ବ୍ୟକ୍ତି ସ୍ବରୂପ ବର୍ଣ୍ଣିତ କରାଯାଇଛି । ଈଶ୍ବରଙ୍କ ପ୍ରେମ ସମ୍ପୁର୍ଣ୍ଣ ଅଟେ । ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଯେତେବେଳେ ଆମମାନଙ୍କ ପ୍ରେମ ପୁର୍ଣ୍ଣ ହୁଏ, ଆମ୍ଭେମାନେ କଦାପି ଭୟଭୀତ ନୋହୁଁ” (ଦେଖ: [[rc://en/ta/man/translate/figs-personification]])
1JN 4 18 sq7k 0 because fear has to do with punishment କାରଣ ଆମ୍ଭେମାନେ ଭୟ କରିବା ଯଦି ଆମ୍ଭେମାନେ ବିବେଚନା କରୁ ହେ ସେ ଆମ୍ଭମାନଙ୍କୁ ଦଣ୍ଡ ଦେବେ
1JN 4 18 yg1r figs-activepassive ὁ ... δὲ φοβούμενος, οὐ τετελείωται ἐν τῇ ἀγάπῃ 1 But the one who fears has not been made perfect in love ଏହାକୁ ସକ୍ରିୟ ରୂପରେ କୁହାଯାଇପାରିବ । ଅନ୍ୟ ଏକ ଅନୁବାଦରେ: “କିନ୍ତୁ ଯେତେବେଳେ ଏକ ବ୍ୟକ୍ତି ଭୟ କରେ ଯେ ଈଶ୍ବର ତାକୁ ଦଣ୍ଡ ଦେବେ, ତାହାର ପ୍ରେମ ସମ୍ପୁର୍ଣ୍ଣ ନୁହେ” (ଦେଖ: [[rc://en/ta/man/translate/figs-activepassive]])
1JN 4 20 tfq3 τὸν ... ἀδελφὸν αὐτοῦ μισῇ 1 hates his brother ଏକ ସହ ବିଶ୍ବାସୀକୁ ଘୃଣା କରନ୍ତି
1JN 4 20 a8zh figs-doublenegatives ὁ γὰρ μὴ ἀγαπῶν τὸν ἀδελφὸν αὐτοῦ, ὃν ἑώρακεν, τὸν Θεὸν, ὃν οὐχ ἑώρακεν, οὐ δύναται ἀγαπᾶν 1 the one who does not love his brother, whom he has seen, cannot love God, whom he has not seen ଯଦି ଏକ ପଂକ୍ତିରେ ଦୁଇଟି ନକାରାତ୍ମକ କଥନରେ ବିଶୃଖଳା କରନ୍ତି, ଏହାର ଭିନ୍ନ ପ୍ରକାରେ ଅନୁବାଦ କରା ଯାଇପରେ । ଅନ୍ୟ ଏକ ଅନୁବାଦରେ: “ଯେ ତାହାର ଭାଇକୁ ଘୃଣା କରେ, ଯାହାକୁ ସେ ଦେଖିଅଛି, ଈଶ୍ବରଙ୍କୁ ପ୍ରେମ କରିପାରିବ ନାହିଁ, ଯାହାକୁ ସେ ଦେଖି ନାହିଁ” (ଦେଖ: [[rc://en/ta/man/translate/figs-doublenegatives]])
1JN 5 intro bxm4 0 # ଯୋହନ ୦୫ ସାଧାରଣ ଟିପ୍ପଣୀ
## ଏହି ଅଧ୍ୟାୟରେ ଗୁରୁତ୍ବପୂର୍ଣ୍ଣ ବିଷୟବସ୍ତୁ

### ସନ୍ତନଗଣ ଈଶ୍ବରଙ୍କଠାରୁ ଜାତ ହୁଅନ୍ତି
ଯେତେବେଳେ ଲୋକମାନେ ଯୀଶୁଙ୍କଠାରେ ବିଶ୍ବାସ କରନ୍ତି, ଈଶ୍ବର ସେମାନଙ୍କୁ ଆପଣା ସନ୍ତାନ କରନ୍ତି ଏବଂ ସେମାନଙ୍କୁ ଅନନ୍ତ ଜୀବନ ଦାନ କରନ୍ତି. (ଦେଖ: [[rc://en/tw/dict/bible/kt/believe]])

### ଖ୍ରୀଷ୍ଟିଆନ ସ୍ବଭାବ
ଯେଉଁ ଲୋକମାନେ ଯୀଶୁଙ୍କଠାରେ ବିଶ୍ବାସ କରନ୍ତି ସେମାନେ ଈଶ୍ବରଙ୍କ ଆଜ୍ଞା ପାଳନ କରିବା ଉଚିତ୍ ଏବଂ ତାହାଙ୍କ ସନ୍ତାନମାନଙ୍କୁ ପ୍ରେମ କରିବା ଉଚିତ୍ ।

### ଏହି ଅଧ୍ୟାୟରେ ଅନ୍ୟ ଏକ ଅନୁବାଦ କରିବା କଷ୍ଟକର ଅଟେ ।

### ମୃତ୍ୟୁ
ଯେତେବେଳେ ଯୋହନ ଏହି ଅଧ୍ୟାୟରେ ମୃତ୍ୟୁ ବିଷୟରେ ଲେଖନ୍ତି, ସେ ଶାରୀରିକ ମୃତ୍ୟୁ ବିଷୟରେ ଉଲ୍ଲେଖ କରନ୍ତି । (ଦେଖ: [[rc://en/tw/dict/bible/other/death]])

###” ଏହି ସମଗ୍ର ଜଗତ ଏକ ମନ୍ଦ ଶକ୍ତିରେ ପରିପୂର୍ଣ୍ଣ ହୋଇଅଛି”
“ଏକ ମନ୍ଦ” ବାକ୍ୟାଂଶ ଶୟତାନକୁ ସୂଚିତ କରେ । ଈଶ୍ବର ତାହାକୁ ଜଗତ ଉପରେ ଶାସନ କରିବାକୁ ଅନୁମତି ଦେଇଅଛନ୍ତି, କିନ୍ତୁ ଈଶ୍ବର ପ୍ରତ୍ୟେକ ବିଷୟରେ ନିୟତ୍ରଣ ରଖିଛନ୍ତି । ଈଶ୍ବର ତାହାଙ୍କ ସନ୍ତାନମାନଙ୍କୁ ମନ୍ଦରୁ ବା ଶୟତାନଠାରୁ ସୁରକ୍ଷିତ ରଖନ୍ତି । (ଦେଖ: [[rc://en/tw/dict/bible/kt/satan]])

1JN 5 1 nej3 0 General Information: ଯୋହନ ତାହାଙ୍କ ପାଠକମାନଙ୍କ ଈଶ୍ବରଙ୍କ ପ୍ରେମ ବିଷୟରେ ଶିକ୍ଷା ଦେଉଛନ୍ତି ଏବଂ ବିଶ୍ବାସୀମାନଙ୍କ ପାଖରେ ସେହି ପ୍ରେମ ରହିବା ଉଚିତ କାରଣ ସେମାନଙ୍କ ନିକଟରେ ଈଶ୍ବରଙ୍କଠାରୁ ନୂତନ ସ୍ବଭାବ ରହିଅଛି ।
1JN 4 16 fz29 figs-metaphor ἐν ... τῷ Θεῷ μένει, καὶ ὁ Θεὸς ἐν αὐτῷ μένει 1 remains in God, and God remains in him 1 ଯୋହନ ପରିଚୟର ଭାଗ 3 ରେ “ରହିବା” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ , ଏହା in [2:6](https://create.translationcore.com/02/06.md) ଏବଂ  [4:15](https://create.translationcore.com/04/15.md)ରେ ସମାନ ଅର୍ଥ ବୋଲି ମନେହୁଏ । ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଈଶ୍ଵର ତାହାଙ୍କ   ସହିତ ଏକ ଘନିଷ୍ଠ ସମ୍ପର୍କ ସର୍ବଦା ରଖିଛନ୍ତି, ଏବଂ ସେ ଈଶ୍ଵରଙ୍କ ସହିତ ଏକ ଘନିଷ୍ଠ ସମ୍ପର୍କ ସର୍ବଦା ରଖିଛନ୍ତି ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 4 17 ypv4 figs-activepassive ἐν τούτῳ τετελείωται ἡ ἀγάπη μεθ’ ἡμῶν, ἵνα παρρησίαν ἔχωμεν 1 Because of this, this love has been made perfect among us, so that we will have confidence [4:9](https://create.translationcore.com/04/09.md) ରେ, ଏହାର ଅର୍ଥ ରୀତିସମ୍ମତ ଅଭିବ୍ୟକ୍ତି ସହିତ ସମାନ ଅଟେ “ଏଥିରେ ଆମ୍ଭେମାନେ ଜାଣୁ” ଯୋହନ ଏହି ପତ୍ରରେ ଅନେକ ଥର ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ଏହିପରି” ( [[rc://en/ta/man/translate/figs-idiom]]ଦେଖନ୍ତୁ)
1JN 4 17 m76g figs-activepassive ἐν τούτῳ τετελείωται ἡ ἀγάπη μεθ’ ἡμῶν 1 this love has been made perfect among us [2:5](https://create.translationcore.com/02/05.md) ରେ ଆପଣ କିପରି ଏହି ଅଭିବ୍ୟକ୍ତିକୁ ଅନୁବାଦ କଲେ ଦେଖନ୍ତୁ । ଯେହେତୁ ଯୋହନ ଈଶ୍ଵରଙ୍କ ପ୍ରେମ ବିଷୟରେ ପୂର୍ବ ପଦରେ ଉଲ୍ଲେଖ କରନ୍ତି, ପ୍ରସଙ୍ଗଟି ସୂଚାଏ ଯେ ଯୋହନ ଈଶ୍ଵରଙ୍କ ପ୍ରତି ଆମ୍ଭମାନଙ୍କ ପ୍ରେମ ପରିବର୍ତ୍ତେ ଆମ୍ଭମାନଙ୍କ ପ୍ରତି ଈଶ୍ଵରଙ୍କ ପ୍ରେମ ବିଷୟରେ କହନ୍ତି  । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ପ୍ରେମ ଆମ୍ଭମାନଙ୍କର ଜୀବନରେ ଏହାର ଉଦ୍ଦେଶ୍ୟ ହାସଲ କରିଛି” ( [[rc://en/ta/man/translate/figs-activepassive]]ଦେଖନ୍ତୁ)
1JN 4 17 l78r ὅτι καθὼς ἐκεῖνός ἐστιν, καὶ ἡμεῖς ἐσμεν ἐν τῷ κόσμῳ τούτῳ 1 because as he is, just so are we in this world ନିର୍ଦ୍ଦେଶକ ସର୍ବନାମ **ଯାହା ଜଣେ** ଯୀଶୁଙ୍କୁ ସୂଚିତ କରେ | ବିକଳ୍ପ ଅନୁବାଦ: “ଆମ୍ଭେମାନେ ଯୀଶୁଙ୍କ ସଦୃଶ ହେଉଅଛୁ” ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 4 18 bu17 figs-personification ἀλλ’ ἡ τελεία ἀγάπη ἔξω βάλλει τὸν φόβον 1 Instead, perfect love throws out fear ଯୋହନ  **ପ୍ରେମ** ବିଷୟରେ ଆଳଙ୍କାରିକ ଭାବରେ ଉଲ୍ଲେଖ କରନ୍ତି ଯେପରି ଏହା କ୍ରିୟା ଭାବରେ ଆମ୍ଭମାନଙ୍କଠାରୁ **ଭୟକୁ** ଦୂରେଇ ଦେଇପାରେ । ବିକଳ୍ପ ଅନୁବାଦ: “ଯେତେବେଳେ ଈଶ୍ଵରଙ୍କ ପ୍ରେମ ଆମ୍ଭମାନଙ୍କର ଜୀବନରେ ଏହାର ଉଦ୍ଦେଶ୍ୟ ସିଦ୍ଧ ହୁଏ, ଏହା ଆମ୍ଭମାନଙ୍କୁ ଭୟଭୀତ ହେବାକୁ ଦିଏ ନାହିଁ । ( [[rc://en/ta/man/translate/figs-personification]]ଦେଖନ୍ତୁ)
1JN 4 18 sq7k 0 because fear has to do with punishment ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ବିଶେଷ କରି ଯୋହନ ପୂର୍ବ ପଦରେ ଯାହା କହିଛନ୍ତି ତାହା ଦୃଷ୍ଟିରେ ରଖି ଆପଣ ଏହାର ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “କାରଣ ଯିଏ ଭାବେ ଯେ ସେ ଦଣ୍ଡିତ ହେବାକୁ ଯାଉଛି, ସେ ଭୟଭୀତ ହୁଏ, ଯିଏ ପ୍ରକୃତରେ ବୁଝେ ଯେ ଈଶ୍ଵର ତାକୁ କେତେ ପ୍ରେମ କରନ୍ତି , ସେ ଭୟଭୀତ ହୁଏ ନାହିଁ, କାରଣ ସେତେବେଳେ ଈଶ୍ଵରଙ୍କ ପ୍ରେମ ଆମ୍ଭମାନଙ୍କର ଜୀବନରେ ଏହାର ଉଦ୍ଦେଶ୍ୟ ସିଦ୍ଧ କରେ, ଆମ୍ଭେମାନେ ନିଶ୍ଚିତ ଯେ ସେ କ୍ଷମା କରି ଆମ୍ଭମାନଙ୍କୁ ଗ୍ରହଣ କରିବେ ” ( [[rc://en/ta/man/translate/figs-explicit]]ଦେଖନ୍ତୁ)
1JN 4 18 yg1r figs-activepassive ὁ ... δὲ φοβούμενος, οὐ τετελείωται ἐν τῇ ἀγάπῃ 1 But the one who fears has not been made perfect in love [2:5](https://create.translationcore.com/02/05.md) ରେ ଆପଣ କିପରି ଏହି ଅଭିବ୍ୟକ୍ତି ଅନୁବାଦ କଲେ ଦେଖନ୍ତୁ । ଏଠାରେ, **ପ୍ରେମ** ଶବ୍ଦର ଅର୍ଥ ହୋଇପାରେ: (1) ଏହାର ଅର୍ଥ ଆମ୍ଭମାନଙ୍କ ପ୍ରତି ଈଶ୍ଵରଙ୍କ ପ୍ରେମ । ବିକଳ୍ପ ଅନୁବାଦ: “ତେଣୁ ଯଦି କେହି ଭୟ କରେ, ତେବେ ଈଶ୍ଵରଙ୍କ ପ୍ରେମ ତାହା ଜୀବନରେ ଏହାର ଉଦ୍ଦେଶ୍ୟ ସିଦ୍ଧ କରି ନାହିଁ” (2) ଏହାର ଅର୍ଥ ଈଶ୍ଵରଙ୍କ ପ୍ରତି ଆମ୍ଭମାନଙ୍କ ପ୍ରେମ ହୋଇପାରେ। UST ଏହାକୁ ଏହିପରି ବ୍ୟାଖ୍ୟା କରେ । ( [[rc://en/ta/man/translate/figs-activepassive]]ଦେଖନ୍ତୁ)
1JN 4 20 tfq3 τὸν ... ἀδελφὸν αὐτοῦ μισῇ 1 hates his brother [2:9](https://create.translationcore.com/02/09.md) ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ଜଣେ ସହବିଶ୍ଵାସୀ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 4 20 a8zh figs-doublenegatives ὁ γὰρ μὴ ἀγαπῶν τὸν ἀδελφὸν αὐτοῦ, ὃν ἑώρακεν, τὸν Θεὸν, ὃν οὐχ ἑώρακεν, οὐ δύναται ἀγαπᾶν 1 the one who does not love his brother, whom he has seen, cannot love God, whom he has not seen ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏହି ଦ୍ୱିନକରାତ୍ମକ ଶବ୍ଦକୁ ଏକ ସକାରାତ୍ମକ ବାକ୍ୟରେ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “କେବଳ ଯେଉଁମାନେ ନିଜ ସହବିଶ୍ଵାସୀମାନଙ୍କୁ ପ୍ରେମ କରନ୍ତି … ସେମାନେ ଈଶ୍ଵରଙ୍କୁ  ପ୍ରେମ କରିପାରିବେ” ( [[rc://en/ta/man/translate/figs-doublenegatives]]ଦେଖନ୍ତୁ)
1JN 5 intro bxm4 0 # 1 ଯୋହନ 5 ସାଧାରଣ ଟିପ୍ପଣୀଗୁଡ଼ିକ

## ଗଠନ ଏବଂ ଆକାର

1.      ଯୀଶୁ ଈଶ୍ଵରଙ୍କ ପୁତ୍ର ବୋଲି ଅସ୍ୱୀକାର କରିବା ମିଥ୍ୟା ଶିକ୍ଷା ଅଟେ (5:1-12)

2.      ପତ୍ରର ସମାପ୍ତି (5:13-21)

## ଏହି ଅଧ୍ୟାୟରେ ସମ୍ଭାବ୍ୟ ଅନୁବାଦ ସମସ୍ୟାଗୁଡ଼ିକ

**“****ମୃତ୍ୟୁ ପ୍ରତି ଏକ ପାପ”**

ଯୋହନଙ୍କର ଏହି ବାକ୍ୟାଂଶର ଅର୍ଥ କ’ଣ ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ନୁହେଁ । “ମୃତ୍ୟୁ” ଶବ୍ଦ ଶାରୀରିକ ମୃତ୍ୟୁ କିମ୍ବା ଆତ୍ମିକମୃତ୍ୟୁ, ଅର୍ଥାତ୍ ଈଶ୍ଵର ଙ୍କଠାରୁ ଅନନ୍ତ ପୃଥକତାକୁ ବୁଝାଇପାରେ । [5:16](https://create.translationcore.com/05/16.md)  ଟିପ୍ପଣୀଗୁଡ଼ିକରେ ପରବର୍ତ୍ତୀ ଆଲୋଚନା ଦେଖନ୍ତୁ । ( [[rc://en/tw/dict/bible/other/death]]ଦେଖନ୍ତୁ)

### “ସମସ୍ତ  ଜଗତ  ମନ୍ଦ ଲୋକର ଅଧିକାରରେ ଅଛି”

“ମନ୍ଦ” ଶବ୍ଦଟି ଶୟତାନକୁ ବୁଝାଏ । ଈଶ୍ଵର ତାକୁ ଜଗତକୁ ଶାସନ କରିବାକୁ ଅନୁମତି ଦେଇଛନ୍ତି, କିନ୍ତୁ, ଇଶ୍ବାର ପ୍ରତ୍ୟେକ ବିଷୟ ଉପରେ ନିୟନ୍ତ୍ରଣ କରନ୍ତି । ଈଶ୍ଵର ଆପଣା ସନ୍ତାନମାନଙ୍କୁ ମନ୍ଦ ବ୍ୟକ୍ତିଠାରୁ ରକ୍ଷା କରନ୍ତି । ( [[rc://en/tw/dict/bible/kt/satan]]ଦେଖନ୍ତୁ)

## ଏହି ଅଧ୍ୟାୟରେ ଗୁରୁତ୍ୱପୂର୍ଣ୍ଣ ପାଠ୍ୟ ପ୍ରସଙ୍ଗ ସମସ୍ୟାଗୁଡ଼ିକ

### [5:7-8](https://create.translationcore.com/05/07.md) ରେ, ସମସ୍ତ ପ୍ରାଚୀନ ପାଣ୍ଡୁଲିପିଗୁଡ଼ିକ: “ ଆତ୍ମା, ଜଳ ଓ ରକ୍ତ ଏହିତିନି ଜଣ ଏକ  ଅଟନ୍ତି ଏବଂ ତିନିଜଣ ସାକ୍ଷ୍ୟ ଦିଅନ୍ତି।” ULT ଏହିପରି ଅନୁବାଦ କରେ । କେତେକ ପରବର୍ତ୍ତୀ ପାଣ୍ଡୁଲିପିରେ: “କାରଣ ସ୍ୱର୍ଗରେ ତିନିଜଣ ସାକ୍ଷ୍ୟ ଦିଅନ୍ତି: ପିତା, ବାକ୍ୟ ଏବଂ ପବିତ୍ର ଆତ୍ମା, ଏବଂ ଏହି ତିନିଜଣ ଏକ; ପୃଥିବୀରେ ତିନିଜଣ ସାକ୍ଷ୍ୟ ଦିଅନ୍ତି: ଆତ୍ମା, ଜଳ ଓ ରକ୍ତ, ଏବଂ ଏହି ତିନି ଜଣ ଏକ” ଅଟନ୍ତି । ଏଠାରେ, ଅନୁବାଦକମାନଙ୍କୁ ULT ପାଠ୍ୟ ପରି ଅନୁବାଦ କରିବାକୁ ପରାମର୍ଶ ଦିଆଯାଇଛି, ଯେହେତୁ ସଠିକ୍ ପଠନକୁ ଅନୁସରଣ କରୁଥିବା ବ୍ୟାପକ ଚୁକ୍ତିନାମା ଅଛି । ଯଦି ଆପଣଙ୍କ ଅଞ୍ଚଳରେ ବାଇବଲର ପୁରାତନ ସଂସ୍କରଣ ଅଛି, ଯାହାର ଅଧିକ ପଠନ ହୁଏ, ଆପଣ ଏହାକୁ ଅନ୍ତର୍ଭୁକ୍ତ କରିପାରିବେ, କିନ୍ତୁ 1 ଯୋହନର ମୂଳ ସଂସ୍କରଣରେ ନୁହେଁ ବୋଲି ସୂଚାଇବା ପାଇଁ ଆପଣ ଏହାକୁ ବର୍ଗ ବନ୍ଧନୀରେ ରଖିବା ଉଚିତ୍ \[\]। ( [[rc://en/ta/man/translate/translate-textvariants]]ଦେଖନ୍ତୁ)” ଏହି ସମଗ୍ର ଜଗତ ଏକ ମନ୍ଦ ଶକ୍ତିରେ ପରିପୂର୍ଣ୍ଣ ହୋଇଅଛି”
1JN 5 1 nej3 0 General Information:
1JN 5 1 h8if ἐκ τοῦ Θεοῦ γεγέννηται 1 is born from God ଈଶ୍ବରଙ୍କ ଜଣେ ସନ୍ତାନ ଅଟନ୍ତି
1JN 5 2 ukc7 0 Because of this we know that we love God's children, when we love God and do his commandments. ଯେତେବେଳେ ଆମ୍ଭେମାନେ ଈଶ୍ବରଙ୍କୁ ପ୍ରେମ କରୁ ଏବଂ ଯାହା ସେ ଆଜ୍ଞା କରନ୍ତି ତାହା ପାଳନ କରୁ, ତେବେ ଆମ୍ଭେମାନେ ଜାଣି ପାରିବା ଯେ ଆମ୍ଭେମାନେ ତାହାଙ୍କ ସନ୍ତାନମାନଙ୍କୁ ପ୍ରେମ କରୁ
1JN 5 3 ve87 αὕτη γάρ ἐστιν ἡ ἀγάπη τοῦ Θεοῦ, ἵνα τὰς ἐντολὰς αὐτοῦ τηρῶμεν 1 For this is love for God: that we keep his commandments କାରଣ ଯେତେବେଳେ ଆମ୍ଭେମାନେ ସେହି ବିଷୟ କରୁ ଯାହା ସେ ଆଜ୍ଞା କରନ୍ତି, ତାହା ଈଶ୍ବରଙ୍କ ପ୍ରତି ସତ୍ୟ ପ୍ରେମ ଅଟେ

Can't render this file because it contains an unexpected character in line 2 and column 3772.