Edit 'en_tn_50-EPH.tsv' using 'tc-create-app'

This commit is contained in:
Gayatri-Digal 2021-08-21 13:47:11 +00:00
parent 52dbdac311
commit 489a2efaad
1 changed files with 13 additions and 13 deletions

View File

@ -286,19 +286,19 @@ EPH 5 28 wp8b figs-explicit ὡς τὰ ἑαυτῶν σώματα 1 as their o
EPH 5 29 h5aa ἀλλὰ ἐκτρέφει 1 but nourishes “କିନ୍ତୁ ସେ ପ୍ରତିପାଳନ କରନ୍ତି”
EPH 5 30 h44f figs-metaphor μέλη ἐσμὲν τοῦ σώματος αὐτοῦ 1 we are members of his body ଏଠାରେ ପାଉଲ ଖ୍ରୀଷ୍ଟଙ୍କ ସହିତ ବିଶ୍ଵାସୀମାନଙ୍କର ଘନିଷ୍ଠ ସମ୍ମିଳନ ବିଷୟରେ କହୁଛନ୍ତି ଯେ ସତେ ଯେପରି ସେମାନେ ତାହାଙ୍କ **ଶରୀରର** ଅଙ୍ଗପ୍ରତ୍ୟଙ୍ଗ, ଯେଉଁସବୁର ସେ ସ୍ଵଭାବିକଭାବେ ଯତ୍ନ ନେବେ I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 5 31 yp23 0 General Information: ଏହି ଉଦ୍ଧୃତିଟି ପୁରାତନ ନିୟମର ମୋଶାଙ୍କ ଲେଖାରୁ ଆସିଅଛି I
EPH 6 intro r7c3 0 # ଏଫିସୀୟ 06 ସାଧାରଣ ଟିପ୍ପଣୀଗୁଡ଼ିକ

## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

### ଦାସତ୍ଵ

### ଦାସତ୍ବ ଭଲ କି ମନ୍ଦ, ପାଉଲ ତାହା ଏହି ଅଧ୍ୟାୟରେ ଲେଖୁ ନାହାନ୍ତି I ଜଣେ ଦାସ ହେଉ କି କର୍ତ୍ତା ହେଉ, ସେ ଈଶ୍ରଙ୍କର ସନ୍ତୋଷଜନକ କାର୍ଯ୍ୟ କରିବା ଉଚିତ ବୋଲି ପାଉଲ ଶିକ୍ଷା ଦେଉଛନ୍ତି I ପାଉଲ ଏଠାରେ ଦାସତ୍ ବିଷୟରେ ଯାହା ଶିକ୍ଷା ଦେଉଛନ୍ତି, ତାହା ଆଶ୍ଚର୍ଯ୍ୟଜନକ ହୋଇପାରେ I ତାହାଙ୍କ ସମୟରେ, କର୍ତ୍ତାମାନେ ସେମାନଙ୍କର ଦାସମାନଙ୍କୁ ସମ୍ମାନର ସହିତ ଉତ୍ତମ ବ୍ୟବହାର ନ ଦେଖାଇ ଧମକ ଦେଉଥିଲେ I

## ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାରଗୁଡ଼ିକ

### ଈଶ୍ଵରଙ୍କ ସାଜସଜ୍ଜା

ଏହି ବର୍ଦ୍ଧିତ ରୂପକ ବର୍ଣ୍ଣନା କରେ ଯେ ଆତ୍ମିକଭାବରେ ଆକ୍ରମଣର ଶିକାର ହେଲେ ଖ୍ରୀଷ୍ଟିୟାନମାନେ କିପରି ଆପଣା ଆପଣାକୁ ସୁରକ୍ଷା କରିପାରିବେ I([[rc://en/tw/dict/bible/kt/spirit]] ଏବଂ [[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 6 1 wq46 figs-you 0 General Information: ପ୍ରଥମ ଶବ୍ଦ “ଆପଣା ଆପଣା” ବହୁବାଚକ ଅଟେ I ତତ୍ପରେ ପାଉଲ ମୋଶାଙ୍କର ଲେଖାରୁ ଉଦ୍ଧୃତ କରୁଛନ୍ତି I ମୋଶା ଇଶ୍ରାୟେଲ ଲୋକମାନଙ୍କୁ ସତେ ଯେପରି ଜଣେ ବ୍ୟକ୍ତିକୁ କହିଲା ପରି କହୁଛନ୍ତି, ସେଥିପାଇଁ “ତୁମ୍ଭର” ଓ “ତୁମ୍ଭେ” ଏକବଚନ ଅଟେ I ତୁମେ ସେଗୁଡିକୁ ବହୁବାଚକ ଭାବରେ ଅନୁବାଦ କରିବାକୁ ହେବ I (ଦେଖ: [[rc://en/ta/man/translate/figs-you]])
EPH 6 1 jf17 0 Connecting Statement: ଖ୍ରୀଷ୍ଟିୟାନମାନେ କିପରି ପରସ୍ପରର ବଶୀଭୂତ ହେବା ଉଚିତ, ସେ ବିଷୟରେ ପାଉଲ ବୁଝାଇବା ଜାରିରଖିଛନ୍ତି I ସେ ପିଲାମାନଙ୍କୁ, ପିତାମାନଙ୍କୁ, ଦାସମାନଙ୍କୁ ଓ କର୍ତ୍ତାମାନଙ୍କୁ ଶିକ୍ଷା ଦେଉଛନ୍ତି I
EPH 6 1 ev8m τὰ τέκνα, ὑπακούετε τοῖς γονεῦσιν ὑμῶν ἐν Κυρίῳ 1 Children, obey your parents in the Lord ପାଉଲ ପିଲାମାନଙ୍କୁ ସେମାନଙ୍କ ପିତାମାତାଙ୍କର ଆଜ୍ଞା ପାଳନ କରିବାକୁ ସ୍ମରଣ କରାଇ ଦେଉଛନ୍ତି I
EPH 6 4 bb7g μὴ παροργίζετε τὰ τέκνα ὑμῶν 1 do not provoke your children to anger ଆପଣା ଆପଣା ପିଲାମାନଙ୍କୁ କ୍ରୋଧ କରାଅ ନାହିଁ କିମ୍ବା “ଆପଣା ଆପଣା ପିଲାମାନଙ୍କୁ କ୍ରୋଧୀ ହେବାକୁ ଦିଅ ନାହିଁ”
EPH 6 4 ytg5 figs-abstractnouns ἐκτρέφετε αὐτὰ ἐν παιδείᾳ καὶ νουθεσίᾳ Κυρίου 1 raise them in the discipline and instruction of the Lord ଗୁଣବାଚକ ବିଶେଷ୍ୟ “ଶାସନ” ଓ ଶିକ୍ଷା”କୁ କ୍ରିୟାଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରଭୁ ସେମାନଙ୍କୁ କଅଣ ଜାଣିବାପାଇଁ ଓ କଅଣ କରିବାପାଇଁ ଚାହୁଁଛନ୍ତି, ତାହା ନିଶ୍ଚିତ କରାଇ ସେମାନଙ୍କୁ ବୟସ୍କ ହେବାକୁ ଶିକ୍ଷା ଦିଅ” (ଦେଖ: [[rc://en/ta/man/translate/figs-abstractnouns]])
EPH 6 5 r29d ὑπακούετε 1 be obedient to "ଆଜ୍ଞା ପାଳନ କର I ଏହା ଗୋଟିଏ ଆଜ୍ଞା I
EPH 6 5 s1pq figs-doublet φόβου καὶ τρόμου 1 deep respect and trembling ସେମାନଙ୍କର କର୍ତ୍ତାମାନଙ୍କୁ ସମ୍ମାନ କରିବାର ଗୁରୁତ୍ବକୁ ଜୋର୍ ଦେବା ନିମନ୍ତେ “ଭୟ ଓ କମ୍ପ” ବାକ୍ୟାଂଶଟି ଦୁଇଟି ଏକାଭଳି ଚିନ୍ତାଧାରାକୁ ବ୍ୟବହାର କରିଛି I (ଦେଖ: [[rc://en/ta/man/translate/figs-doublet]] ଓ [[rc://en/ta/man/translate/figs-idiom]])
EPH 6 5 z6xx figs-hyperbole καὶ τρόμου 1 and trembling ଦାସମାନେ ଆପଣା ଆପଣା କର୍ତ୍ତାମାନଙ୍କର ଆଜ୍ଞା ପାଳନ କରିବା ଯେ କେତେ ଗୁରୁତ୍ବପୂର୍ଣ୍ଣ, ସେ ବିଷୟକୁ ଗୁରୁତ୍ବ ଦେବାନିମନ୍ତେ ଏଠାରେ “କମ୍ପ”କୁ ଗୋଟିଏ ଅତିରଞ୍ଜନ ଭାବରେ ବ୍ୟବହାର କରାଯାଇଛି I ବିକଳ୍ପ ଅନୁବାଦ: “ଓ ଭୟ” କିମ୍ବା “ସତେ ଯେପରି ତୁମ୍ଭେମାନେ ଭୟରେ ଥରୁଅଛ” (ଦେଖ: [[rc://en/ta/man/translate/figs-hyperbole]])
EPH 6 5 pd6z figs-metonymy ἐν ἁπλότητι τῆς καρδίας ὑμῶν 1 in the honesty of your heart ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ମନ କିମ୍ବା ଅଭିପ୍ରାୟ ନିମନ୍ତେ ଗୋଟିଏ ରୂପକ I ବିକଳ୍ପ ଅନୁବାଦ: “ସାଧୁତାର ସହିତ” କିମ୍ବା “ବିଶ୍ବସ୍ତତାର ସହିତ” (ଦେଖ: [[rc://en/ta/man/translate/figs-metonymy]])
EPH 6 6 l9ve ὡς δοῦλοι Χριστοῦ 1 as slaves of Christ ତୁମ୍ଭମାନଙ୍କର ଜାଗତିକ କର୍ତ୍ତାମାନଙ୍କୁ ସତେ ଯେପରି ସେମାନେ ସ୍ବୟଂ ଖ୍ରୀଷ୍ଟ, ଏହା ଭାବି ସେମାନଙ୍କର ସେବା କର I
EPH 6 6 u5fn figs-metonymy ἐκ ψυχῆς 1 from your heart ଏଠାରେ “ହୃଦୟ” ଜଣେ ବ୍ୟକ୍ତିର “ଭାବନା” ବା “ଅଭିପ୍ରାୟ” ନିମନ୍ତେ ଗୋଟିଏ ରୂପକ I ବିକଳ୍ପ ଅନୁବାଦ: “ବିଶ୍ବସ୍ତତାର ସହିତ” କିମ୍ବା “ଉତ୍ସାହର ସହିତ” (ଦେଖ: [[rc://en/ta/man/translate/figs-metonymy]])
EPH 6 7 h45y figs-metonymy μετ’ εὐνοίας δουλεύοντες 1 Serve with all your heart ଏଠାରେ “ହୃଦୟ” ଜଣେ ବ୍ୟକ୍ତିର “ଭାବନା” ବା “ଆନ୍ତରିକ ପୁରୁଷ” ନିମନ୍ତେ ଗୋଟିଏ ରୂପକ I ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ସମସ୍ତ ପ୍ରାଣ ସହିତ ସେବା କର” କିମ୍ବା “ତୁମ୍ଭେମାନେ ସେବା କରିବା ସମୟରେ ସମ୍ପୂର୍ଣ୍ଣଭାବେ ସମର୍ପିତ ହୁଅ” (ଦେଖ: [[rc://en/ta/man/translate/figs-metonymy]])
EPH 6 intro r7c3 0 # ଏଫିସୀୟ 06 ସାଧାରଣ ଟିପ୍ପଣୀଗୁଡ଼ିକ

## ଏହି ଅଧ୍ୟାୟର ବିଶେଷ ଧାରଣାଗୁଡ଼ିକ

### ଦାସତ୍ଵ

### ଦାସତ୍ଵ

### ଦାସତ୍ଵ ଭଲ କି ମନ୍ଦ, ପାଉଲ ସେହି ବିଷୟରେ ଏହି ଅଧ୍ୟାୟରେ ଲେଖୁ ନାହାନ୍ତି I ଜଣେ ଦାସ ହେଉ କି କର୍ତ୍ତା ହେଉ, ସେ ଈଶ୍ରଙ୍କର ସନ୍ତୋଷଜନକ କାର୍ଯ୍ୟ କରିବା ଉଚିତ ବୋଲି ପାଉଲ ଶିକ୍ଷା ଦେଉଛନ୍ତି I ପାଉଲ ଏଠାରେ ଦାସତ୍ ବିଷୟରେ ଯାହା ଶିକ୍ଷା ଦେଉଛନ୍ତି, ତାହା ଆଶ୍ଚର୍ଯ୍ୟଜନକ ହୋଇପାରେ I ତାହାଙ୍କ ସମୟରେ, କର୍ତ୍ତାମାନେ ସେମାନଙ୍କର ଦାସମାନଙ୍କୁ ସମ୍ମାନର ସହିତ ଉତ୍ତମ ବ୍ୟବହାର ନ ଦେଖାଇ ଧମକ ଦେଉଥିଲେ Iଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାରଗୁଡ଼ିକ

## ଏହି ଅଧ୍ୟାୟର ମୁଖ୍ୟ ଅଳଙ୍କାରଗୁଡ଼ିକ

### ଈଶ୍ଵରଙ୍କ ସାଜସଜ୍ଜା

ଏହି ବର୍ଦ୍ଧିତ ରୂପକ ବର୍ଣ୍ଣନା କରେ ଯେ ଆତ୍ମିକଭାବରେ ଆକ୍ରମଣର ଶିକାର ହେଲେ ଖ୍ରୀଷ୍ଟିୟାନମାନେ କିପରି ଆପଣା ଆପଣାକୁ ସୁରକ୍ଷା କରିପାରିବେ I([[rc://en/tw/dict/bible/kt/spirit]] ଏବଂ [[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 6 1 wq46 figs-you 0 General Information: ପ୍ରଥମ ଶବ୍ଦ “ଆପଣା ଆପଣା” ବହୁବାଚକ ଅଟେ I ତତ୍ପରେ ପାଉଲ ମୋଶାଙ୍କର ଲେଖାରୁ ଉଦ୍ଧୃତ କରୁଛନ୍ତି I ମୋଶା ଇଶ୍ରାୟେଲ ଲୋକମାନଙ୍କୁ ସତେ ଯେପରି ଜଣେ ବ୍ୟକ୍ତିକୁ କହିଲା ପରି କହୁଛନ୍ତି, ସେଥିପାଇଁ “**ତୁମ୍ଭର**” ଏବଂ “**ତୁମ୍ଭେ**” ଏକବଚନ ଅଟେ I ଯଦି ଏହାର କିଛି ଅର୍ଥ ନଥାଏ, ତେବେ ଆପଣଙ୍କୁ ସେଗୁଡ଼ିକୁ ବହୁବଚନ ଭାବରେ ଅନୁବାଦ କରିବାକୁ ପଡିପାରେ I ([[rc://en/ta/man/translate/figs-you]]ଦେଖନ୍ତୁ)
EPH 6 1 jf17 0 Connecting Statement: ଖ୍ରୀଷ୍ଟିୟାନମାନେ କିପରି ପରସ୍ପରର ବଶୀଭୂତ ହେବା ଉଚିତ, ସେ ବିଷୟରେ ପାଉଲ ବୁଝାଇବା ଜାରିରଖନ୍ତି I ସେ ପିଲାମାନଙ୍କୁ, ପିତାମାନଙ୍କୁ, ଦାସମାନଙ୍କୁ ଏବଂ କର୍ତ୍ତାମାନଙ୍କୁ ଶିକ୍ଷା ଦିଅନ୍ତି I
EPH 6 1 ev8m τὰ τέκνα, ὑπακούετε τοῖς γονεῦσιν ὑμῶν ἐν Κυρίῳ 1 Children, obey your parents in the Lord "କାରଣ ତୁମ୍ଭେ ପ୍ରଭୁଙ୍କର" କିମ୍ବା "ପ୍ରଭୁଙ୍କର ଅନୁଗାମୀ"
EPH 6 4 bb7g μὴ παροργίζετε τὰ τέκνα ὑμῶν 1 do not provoke your children to anger ଆପଣା ଆପଣା ପିଲାମାନଙ୍କୁ କ୍ରୋଧ କରାଅ ନାହିଁ କିମ୍ବା “ଆପଣା ଆପଣା ପିଲାମାନଙ୍କୁ କ୍ରୋଧୀ ହେବାକୁ ଦିଅ ନାହିଁ”
EPH 6 4 ytg5 figs-abstractnouns ἐκτρέφετε αὐτὰ ἐν παιδείᾳ καὶ νουθεσίᾳ Κυρίου 1 raise them in the discipline and instruction of the Lord ଗୁଣ ବାଚକ ବିଶେଷ୍ୟ ପଦ “**ଶାସନ**” ଏବଂ **ଶିକ୍ଷା**” କୁ କ୍ରିୟାଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ପ୍ରଭୁ ସେମାନଙ୍କୁ କ’ଣ ଜାଣିବାପାଇଁ ଏବଂ କ’ଣ କରିବାପାଇଁ ଚାହୁଁଛନ୍ତି, ତାହା ନିଶ୍ଚିତ କରାଇ ସେମାନଙ୍କୁ ବୟସ୍କ ହେବାକୁ ଶିକ୍ଷା ଦିଅ” ([[rc://en/ta/man/translate/figs-abstractnouns]]ଦେଖନ୍ତୁ)
EPH 6 5 r29d ὑπακούετε 1 be obedient to
EPH 6 5 s1pq figs-doublet φόβου καὶ τρόμου 1 deep respect and trembling ସେମାନଙ୍କର କର୍ତ୍ତାମାନଙ୍କୁ ସମ୍ମାନ କରିବାର ଗୁରୁତ୍ଵକୁ ଜୋର୍ ଦେବା ନିମନ୍ତେ “**ଭୟ ଏବଂ କମ୍ପ”** ବାକ୍ୟାଂଶଟି ଦୁଇଟି ଏକାଭଳି ଚିନ୍ତାଧାରାକୁ ବ୍ୟବହାର କରିଛି I ବିକଳ୍ପ ଅନୁବାଦ: “ଗଭୀର ସମ୍ମାନ ସହିତ” ([[rc://en/ta/man/translate/figs-doublet]] ଏବଂ [[rc://en/ta/man/translate/figs-idiom]]ଦେଖନ୍ତୁ)
EPH 6 5 z6xx figs-hyperbole καὶ τρόμου 1 and trembling ଦାସମାନେ ଆପଣା ଆପଣା କର୍ତ୍ତାମାନଙ୍କର ଆଜ୍ଞା ପାଳନ କରିବା ଯେ କେତେ ଗୁରୁତ୍ଵପୂର୍ଣ୍ଣ, ସେ ବିଷୟକୁ ଗୁରୁତ୍ଵ ଦେବା ନିମନ୍ତେ ଏଠାରେ “**କମ୍ପ**”କୁ ଗୋଟିଏ ଅତିରଞ୍ଜନ ଭାବରେ ବ୍ୟବହାର କରାଯାଇଛି I ବିକଳ୍ପ ଅନୁବାଦ: “ଏବଂ ଗଭୀର ସମ୍ମାନ ସହିତ” କିମ୍ବା “ସତେ ଯେପରି ତୁମ୍ଭେମାନେ ଭୟରେ ଥରୁଅଛ” ([[rc://en/ta/man/translate/figs-hyperbole]]ଦେଖନ୍ତୁ)
EPH 6 5 pd6z figs-metonymy ἐν ἁπλότητι τῆς καρδίας ὑμῶν 1 in the honesty of your heart ଏଠାରେ “**ହୃଦୟ**” ଜଣେ ବ୍ୟକ୍ତିର ମନ କିମ୍ବା ଅଭିପ୍ରାୟ ନିମନ୍ତେ ଗୋଟିଏ ରୂପକ ଅଟେ I ବିକଳ୍ପ ଅନୁବାଦ: “ସାଧୁତାର ସହିତ” କିମ୍ବା “ବିଶ୍ଵସ୍ତତାର ସହିତ” ([[rc://en/ta/man/translate/figs-metonymy]]ଦେଖନ୍ତୁ)
EPH 6 6 l9ve ὡς δοῦλοι Χριστοῦ 1 as slaves of Christ ତୁମ୍ଭମାନଙ୍କର ଜାଗତିକ କର୍ତ୍ତାମାନଙ୍କୁ ସତେ ଯେପରି ସେମାନେ ସ୍ଵୟଂ ଖ୍ରୀଷ୍ଟ”
EPH 6 6 u5fn figs-metonymy ἐκ ψυχῆς 1 from your heart ଏଠାରେ “**ଆତ୍ମା**” ଜଣେ ବ୍ୟକ୍ତିର “ମନୋବୃତ୍ତି” ବା “ଅଭିପ୍ରାୟ” ନିମନ୍ତେ ଗୋଟିଏ ରୂପକ ଅଟେ I ବିକଳ୍ପ ଅନୁବାଦ: “ପୂର୍ଣ୍ଣପ୍ରାଣରେ” କିମ୍ବା “ଉତ୍ସାହର ସହିତ” ([[rc://en/ta/man/translate/figs-metonymy]]ଦେଖନ୍ତୁ)
EPH 6 7 h45y figs-metonymy μετ’ εὐνοίας δουλεύοντες 1 Serve with all your heart
EPH 6 9 i85s τὰ αὐτὰ ποιεῖτε πρὸς αὐτούς 1 treat your slaves in the same way ତୁମ୍ଭେମାନେ ମଧ୍ୟ ଆପଣା ଆପଣା ଦାସମାନଙ୍କ ସହିତ ଉତ୍ତମ ବ୍ୟବହାର କରିବା ଉଚିତ କିମ୍ବା “ଦାସମାନେ ଯେପରି ସେମାନଙ୍କ କର୍ତ୍ତାମାନଙ୍କ ପ୍ରତି ମଙ୍ଗଳ କରିବା ଆବଶ୍ୟକ, ସେପରି ତୁମ୍ଭେମାନେ ମଧ୍ୟ ତୁମ୍ଭମାନଙ୍କ ଦାସମାନଙ୍କ ପ୍ରତି ମଙ୍ଗଳ କରିବା ଆବଶ୍ୟକ” ([ଏଫିସିୟ ୬:୫](../06/05.md))
EPH 6 9 wii4 εἰδότες ὅτι καὶ αὐτῶν καὶ ὑμῶν ὁ Κύριός ἐστιν ἐν οὐρανοῖς 1 You know that he who is both their Master and yours is in heaven ତୁମ୍ଭେମାନେ ଜାଣ ଯେ ଖ୍ରୀଷ୍ଟ ହେଉଛନ୍ତି ଉଭୟ ଦାସ ଓ କର୍ତ୍ତାମାନଙ୍କର ପ୍ରଭୁ ଓ ସେ ସ୍ବର୍ଗରେ ରୁହନ୍ତି"
EPH 6 9 r9ue προσωπολημψία οὐκ ἔστιν παρ’ αὐτῷ 1 there is no favoritism with him ସେ ସମସ୍ତଙ୍କର ସମାନଭାବରେ ବିଚାର କରନ୍ତି

Can't render this file because it contains an unexpected character in line 2 and column 4496.