Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-26 09:59:45 +00:00
parent 703f2699a4
commit 47876b4580
1 changed files with 1 additions and 1 deletions

View File

@ -78,7 +78,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 2 13 tfh1 figs-metaphor νενικήκατε 1 overcome ଯୋହନ ଏହି ଦୃଢ଼ ବିଶ୍ଵାସୀମାନଙ୍କ ବିଷୟରେ ଆଳଙ୍କାରିକ ଭାବରେ କହନ୍ତି ଯେଉଁମାନେ ଶୟତାନକୁ ଏକ ସଂଘର୍ଷରେ ପରାସ୍ତ କରିଛନ୍ତି । ବିକଳ୍ପ  ଅନୁବାଦ: “ଶୟତାନ ଯାହା କରିବାକୁ ଚାହେଁ ତୁମ୍ଭେମାନେ ତାହା କରିବାକୁ ଆଗ୍ରାହ୍ୟ କରିଅଛ।[[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 14 l74j figs-metaphor ἰσχυροί ἐστε 1 you are strong ବିଶ୍ଵାସୀମାନଙ୍କ ଶାରୀରିକ **ଶକ୍ତି** ବର୍ଣ୍ଣନା କରିବା ପାଇଁ ଯୋହନ ଶକ୍ତିଶାଳୀ ଶବ୍ଦ ବ୍ୟବହାର କରୁ ନାହାନ୍ତି, କିନ୍ତୁ ଯୀଶୁଙ୍କ ପ୍ରତି ସେମାନଙ୍କର ବିଶ୍ୱସ୍ତତାକୁ ବର୍ଣ୍ଣନା କରିବାକୁ ଆଳଙ୍କାରିକ ଭାବରେ ବ୍ୟବହାର କରନ୍ତି । ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଯୀଶୁଙ୍କ ପ୍ରତି ବିଶ୍ୱସ୍ତ”  [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 14 u3n8 figs-metaphor ὁ λόγος τοῦ Θεοῦ ἐν ὑμῖν μένει 1 the word of God remains in you 1 ଯୋହନଙ୍କ ପରିଚୟର ଭାଗ 3 ରେ “**ରହିବା**” ଶବ୍ଦର ଆଲୋଚନା ଦେଖନ୍ତୁ । ଏଠାରେ ଏହି ଶବ୍ଦ ଆଚରଣକୁ ବର୍ଣ୍ଣନା କରୁଥିବା ପରି ମନେହୁଏ ଯାହା ପ୍ରକୃତ ବୋଲି ସ୍ୱୀକୃତିପ୍ରାପ୍ତ କାରଣ ଏହା ସ୍ଥିର ଅଟେ । ବିକଳ୍ପ  ଅନୁବାଦ: “ଈଶ୍ଵର ଯାହା ଆଜ୍ଞା ଦେଇଛନ୍ତି ତାହା ତୁମ୍ଭେମାନେ  ପ୍ରକୃତରେ ପାଳନ କର”(See: [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 2 15 xig6 figs-metonymy μὴ ἀγαπᾶτε τὸν κόσμον, μηδὲ 1 Do not love the world nor John uses **world** to mean various things in this letter. Here it figuratively refers to the system of values that people share who do not honor God. This system is necessarily contrary to the values that godly people have. Alternate translation: “Do not share the ungodly value system of the people who do not honor God” (See: [[rc://en/ta/man/translate/figs-metonymy]])
1JN 2 15 xig6 figs-metonymy μὴ ἀγαπᾶτε τὸν κόσμον, μηδὲ 1 Do not love the world nor ଯୋହନ ଏହି ପତ୍ରରେ ବିଭିନ୍ନ ଅର୍ଥ ପାଇଁ **ସଂସାର** ଶବ୍ଦକୁ ବ୍ୟବହାର କରନ୍ତି । ଏଠାରେ ଏହା ସାଙ୍କେତିକ ଭାବରେ ଈଶ୍ଵରଙ୍କୁ ଅସମ୍ମାନ କରୁଥିବା ଲୋକମାନଙ୍କର ମୂଲ୍ୟବୋଧ ପ୍ରଣାଳୀକୁ ସୂଚାଏ । ଏହି ପ୍ରଣାଳୀ ମୁଖ୍ୟତଃ ଧାର୍ମିକଲୋକମାନଙ୍କ ନିକଟରେ ଥିବା ମୂଲ୍ୟଗୁଡ଼ିକର ବିପରୀତ ଅଟେ । ବିକଳ୍ପ ଅନୁବାଦ: "ଯେଉଁମାନେ ଈଶ୍ଵରଙ୍କୁ ଅସମ୍ମାନ କରନ୍ତି, ସେମାନଙ୍କ ଅଧାର୍ମିକ ମୂଲ୍ୟବୋଧ ପ୍ରଣାଳୀ ଅଂଶୀଦାର କର ନାହିଁ’"  ( [[rc://en/ta/man/translate/figs-metonymy]]ଦେଖନ୍ତୁ)
1JN 2 15 h2hm τὰ ἐν τῷ κόσμῳ 1 the things that are in the world ଏହି ବାକ୍ୟାଂଶର ଅର୍ଥ ପରବର୍ତ୍ତୀ ବାକ୍ୟାଂଶର ଅର୍ଥ ସମାନ ଅଟେ। ଯୋହନ  ହୁଏତ ଗୁରୁତ୍ଵଦେବାକୁ ପୁନରାବୃତ୍ତି ବ୍ୟବହାର କରନ୍ତି  । ତଥାପି, ସେଥିରେ ଅର୍ଥରେ ସାମାନ୍ୟ ପାର୍ଥକ୍ୟ ଅଛି, ଆପଣ ଏହି ବାକ୍ୟାଂଶଗୁଡ଼ିକୁ ମିଶ୍ରଣ କରିବା ପରିବର୍ତ୍ତେ ପୃଥକ ଭାବରେ ଅନୁବାଦ କରିବାକୁ ଇଚ୍ଛା କରିପାରନ୍ତି । ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରିବା ଅର୍ଥପୂର୍ଣ୍ଣ ହୋଇପାରେ । ବିକଳ୍ପ  ଅନୁବାଦ: “ନା, ସେହି ମୂଲ୍ୟଗୁଡ଼ିକୁ କୌଣସି  ପ୍ରକାରେ ଅଂଶୀଦାର କର ନାହିଁ ଯାହା ସେହି ବ୍ୟବସ୍ଥାକୁ ବର୍ଣ୍ଣିତ କରେ” [[rc://en/ta/man/translate/figs-parallelism]]ଦେଖନ୍ତୁ)
1JN 2 15 p56b figs-metaphor ἐάν τις ἀγαπᾷ τὸν κόσμον, οὐκ ἔστιν ἡ ἀγάπη τοῦ Πατρὸς ἐν αὐτῷ 1 If anyone loves the world, the love of the Father is not in him ଯୋହନ  ତାହାଙ୍କ  ପାଠକମାନଙ୍କୁ ଆହ୍ୱାନ କରିବା ପାଇଁ ଏକ ଉପକଳ୍ପିତ ପରିସ୍ଥିତିକୁ ବର୍ଣ୍ଣନା କରନ୍ତି  । ବିକଳ୍ପ ଅନୁବାଦ: “ଯଦି କେହି ସଂସାର କୁ ପ୍ରେମ କରେ । ତେବେ ପିତାଙ୍କ  ପ୍ରେମ ତାହାଠାରେ ନାହିଁ ”[[rc://en/ta/man/translate/figs-hypo]]ଦେଖନ୍ତୁ)
1JN 2 15 s48z οὐκ ἔστιν ἡ ἀγάπη τοῦ Πατρὸς ἐν αὐτῷ 1 the love of the Father is not in him **ପିତାହାଙ୍କ ପ୍ରେମ** ବକ୍ୟାଂଶର ଅର୍ଥ ହୋଇପାରେ: (1) ଏହା ହୁଏତ ପିତା ଈଶ୍ଵରଙ୍କୁ  ପ୍ରେମ କରୁଥିବା ଜଣେ ବ୍ୟକ୍ତିକୁ ସୂଚିତ କରିପାରେ । ବିକଳ୍ପ  ଅନୁବାଦ: “ସେହି ବ୍ୟକ୍ତି ପ୍ରକୃତରେ ପିତା ଈଶ୍ଵରଙ୍କୁ ପ୍ରେମ କରେ ନାହିଁ” (2 ) ଏହା ଈଶ୍ଵରଙ୍କୁ  ପ୍ରେମ କରୁଥିବା ଲୋକମାନଙ୍କୁ ସୂଚାଇପାରେ\` । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ପ୍ରେମ ପ୍ରକୃତରେ ସେହି ବ୍ୟକ୍ତିର ଜୀବନରେ କାର୍ଯ୍ୟ କରେ ନାହିଁ” [[rc://en/ta/man/translate/figs-possession]]ଦେଖନ୍ତୁ)

Can't render this file because it is too large.