Edit 'en_tn_56-2TI.tsv' using 'tc-create-app'

This commit is contained in:
Gayatri-Digal 2021-08-14 02:06:07 +00:00
parent c71a22e76d
commit 46cd850bbe
1 changed files with 10 additions and 1 deletions

View File

@ -259,4 +259,13 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
2TI 3 13 p095 figs-idiom ἐπὶ τὸ χεῖρον 1 unto the worse ଏହା ଏକ ରୂଢ଼ି ଅଟେ । ବିକଳ୍ପ ଅନୁବାଦ: “ଖରାପରୁ ଖରାପ”  [[rc://en/ta/man/translate/figs-idiom]])ଦେଖନ୍ତୁ)
2TI 1 4 p007 figs-activepassive χαρᾶς πληρωθῶ 1 I may be filled with joy ଯଦି ଆପଣଙ୍କ ଭାଷା ମୌଖିକ ଗଠନ ବ୍ୟବହାର କରେ ନାହିଁ, ଆପଣ ସମାନ ଧାରଣା ପ୍ରକାଶ କରିବାକୁ ଏକ ସକ୍ରିୟ ଗଠନ ବ୍ୟବହାର କରିପାରିବ । ବିକଳ୍ପ ଅନୁବାଦ: "ଆନନ୍ଦ ମୋତେ ପୂର୍ଣ୍ଣ କରିପାରେ" [[rc://en/ta/man/translate/figs-activepassive]])ଦେଖନ୍ତୁ)
2TI 1 5 ayl4 figs-idiom ὑπόμνησιν λαβὼν 1 having received remembrance ଏହା ଏକ ବାକ୍ୟାଂଶ ଯାହାର ଅର୍ଥ, "ସ୍ମରଣକରିବା" । [[rc://en/ta/man/translate/figs-idiom]])ଦେଖନ୍ତୁ)
2TI 1 5 p008 figs-metaphor τῆς ἐν σοὶ ἀνυποκρίτου πίστεως 1 of the genuine faith in you ପାଉଲ **ବିଶ୍ଵାସ** ବିଷୟରେ କହନ୍ତି ଯେପରି ଏହା ତୀମଥିଙ୍କ ଭିତରେ ଥିବା ଏକ ବିଷୟ ଅଟେ । ପାଉଲ ତୀମଥିଙ୍କ ଈଶ୍ଵରଙ୍କ ଉପରେ ବିଶ୍ଵାସ ବିଷୟରେ କହୁଛନ୍ତି, ତୀମଥିଙ୍କ ଉପରେ କାହାର ବିଶ୍ୱାସ ନୁହେଁ । ବିକଳ୍ପ ଅନୁବାଦ: "ତୁମ୍ଭର ପ୍ରକୃତ ବିଶ୍ୱାସ" କିମ୍ବା "ତୁମ୍ଭର ବିଶ୍ୱାସ ଯାହା ବାସ୍ତବ ଅଟେ"
2TI 1 5 p008 figs-metaphor τῆς ἐν σοὶ ἀνυποκρίτου πίστεως 1 of the genuine faith in you ପାଉଲ **ବିଶ୍ଵାସ** ବିଷୟରେ କହନ୍ତି ଯେପରି ଏହା ତୀମଥିଙ୍କ ଭିତରେ ଥିବା ଏକ ବିଷୟ ଅଟେ । ପାଉଲ ତୀମଥିଙ୍କ ଈଶ୍ଵରଙ୍କ ଉପରେ ବିଶ୍ଵାସ ବିଷୟରେ କହୁଛନ୍ତି, ତୀମଥିଙ୍କ ଉପରେ କାହାର ବିଶ୍ୱାସ ନୁହେଁ । ବିକଳ୍ପ ଅନୁବାଦ: "ତୁମ୍ଭର ପ୍ରକୃତ ବିଶ୍ୱାସ" କିମ୍ବା "ତୁମ୍ଭର ବିଶ୍ୱାସ ଯାହା ବାସ୍ତବ ଅଟେ"
2TI 1 5 p009 translate-names Εὐνίκῃ 1 Eunice ଏହା ଏକ ମହିଳା ତଥ୍ୟ ତୀମଥିଙ୍କ ମାତାଙ୍କ ନାମ । [[rc://en/ta/man/translate/translate-names]])ଦେଖନ୍ତୁ)
2TI 1 6 p010 figs-metaphor τὸ χάρισμα τοῦ Θεοῦ, ὅ ἐστιν ἐν σοὶ διὰ τῆς ἐπιθέσεως τῶν χειρῶν μου 1 the gift of God that is in you through the laying on of my hands ପାଉଲ ତୀମଥିଙ୍କ ଭିତରେ ଏକ **ଉପହାରକୁ**  ବସ୍ତୁ ଭାବରେ ସୂଚାନ୍ତି । ଯଦି **ତୁମ୍ଭ ଭିତରେ ଥିବା** ଶବ୍ଦଗୁଡ଼ିକ ଆପଣଙ୍କ ଭାଷାରେ ସ୍ପଷ୍ଟ ଭାବରେ ଅର୍ଥ ପ୍ରକାଶ କରେ ନାହିଁ ଯାହା ତୀମଥି ଉପହାର ଗ୍ରହଣ କରିଥିଲେ, ଆପଣ ଏହାକୁ ଏକ କ୍ରିୟା ସହିତ ଅନୁବାଦ କରିପାରିବେ ଯାହା ଦାନ କିମ୍ବା ଗ୍ରହଣ କରିବାର ଧାରଣାକୁ ଦର୍ଶାଏ । ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ଉପହାର ଯାହା ମୁଁ ତୁମ୍ଭ ଉପରେ ହାତ ରଖିଲା ପରେ ତୁମ୍ଭେ ପାଇଥିଲ"  [[rc://en/ta/man/translate/figs-metaphor]])ଦେଖନ୍ତୁ)
2TI 1 6 s6vb figs-explicit τὸ χάρισμα τοῦ Θεοῦ, ὅ ἐστιν ἐν σοὶ διὰ τῆς ἐπιθέσεως τῶν χειρῶν μου 1 the gift of God that is in you through the laying on of my hands ଏହା ସୂଚିତ କରେ ଯେ ଏହା ଏକ ଆତ୍ମିକ ଉପହାର ଯାହା ତୀମଥିଙ୍କୁ ଈଶ୍ଵର ସେବା କରିବାକୁ ସକ୍ଷମ କରନ୍ତି ଏବଂ ପାଉଲ ମଧ୍ୟ ତୀମଥିଙ୍କ ପାଇଁ ପ୍ରାର୍ଥନା କଲେ ଯେତେବେଳେ ସେ ତାଙ୍କ ଉପରେ ହାତ ରଖିଥିଲେ। ଯଦି ଏହି ବିଷୟଗୁଡ଼ିକ ଅସ୍ପଷ୍ଟ, ଆପଣ ହୁଏତ ଆପଣଙ୍କର ଅନୁବାଦରେ ଏହି ସୂଚନା ଅନ୍ତର୍ଭୂକ୍ତ କରିପାରିବେ ।  [[rc://en/ta/man/translate/figs-explicit]])ଦେଖନ୍ତୁ)
2TI 1 7 u8vl grammar-connect-logic-result γὰρ 1 For ଏଠାରେ, **କାରଣ** ସୂଚିତ କରେ ଯେ ଏହି ପଦଟି ପୂର୍ବ ପଦରେ ପାଉଲଙ୍କ ନିର୍ଦ୍ଦେଶର ଅନ୍ୟ ଏକ କାରଣ ପ୍ରଦାନ କରେ ଯେ ତୀମଥି ତାଙ୍କର ଆତ୍ମିକ ଉପହାର ବ୍ୟବହାର କରିବା ଉଚିତ୍ । ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ ଏଠାରେ ଏହି ସୂଚନା ସହିତ ବଦଳାଇ ପାରିବେ । ବିକଳ୍ପ ଅନୁବାଦ: "ଅନ୍ୟ ଏକ କାରଣ ମୁଁ ଚାହୁଁଛି ତୁମେ ଈଶ୍ଵର ତୁମ୍ଭକୁ ଦେଇଥିବା ଉପହାର ବ୍ୟବହାର କରିବା ଆରମ୍ଭ କର ।"
2TI 1 7 p011 figs-abstractnouns δυνάμεως, καὶ ἀγάπης, καὶ σωφρονισμοῦ 1 of power, and of love, and of discipline ତିନୋଟି ବିଷୟ ସୂଚାଇବା ପାଇଁ ପାଉଲ ଗୁଣ ବାଚକ ବିଶେଷ୍ୟ ବ୍ୟବହାର କରନ୍ତି ଯାହା ତୀମଥି କରିବାକୁ ସମର୍ଥ ହେବା ଉଚିତ୍ । ଆପଣଙ୍କ ଭାଷାରେ ଏହି ଧାରଣାଗୁଡ଼ିକୁ ପ୍ରକାଶ କରିବାର ଏକ ବିଶେଷ ଉପାୟ ଥାଇପାରେ, ଯେପରିକି ଏକ କ୍ରିୟା ସହିତ । ଯଦି ଅଛି, ଆପଣ ସେଗୁଡ଼ିକୁ ଆପଣଙ୍କର ଅନୁବାଦରେ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: "ଯିଏ ଆମ୍ଭକୁ ମାନିବା, ଭଲ ପାଇବା ଏବଂ ନିଜକୁ ନିୟନ୍ତ୍ରଣ କରିବାରେ ସକ୍ଷମ କରେ"
2TI 1 8 xa86 συνκακοπάθησον τῷ εὐαγγελίῳ 1 suffer together for the gospel ଏଠାରେ, **କାରଣ ସୁସମାଚାରର** ଅର୍ଥ "ଅନ୍ୟମାନଙ୍କୁ ବିଷୟରେ ଯୀଶୁଙ୍କ ବିଷୟରେ ସୁସମାଚାର ପ୍ରଚାର କରିବା ।" ବିକଳ୍ପ ଅନୁବାଦ: "ମୋ ସହିତ, ଯୀଶୁଙ୍କ ବିଷୟରେ ସୁସମାଚାର ଅନ୍ୟ ଲୋକଙ୍କୁ ବାଣ୍ଟିବା ଦ୍ଵାରା ହେଉଥିବା ଦୁଃଖକୁ ଗ୍ରହଣ କର"
2TI 1 9 lmas οὐ κατὰ τὰ ἔργα ἡμῶν 1 not according to our works ଏଠାରେ ଏକ ନୂତନ ବାକ୍ୟ ଆରମ୍ଭ କରିବା ସହାୟକ ହୋଇପାରେ । ଯଦି ଆପଣ ଏକ ନୂତନ ବାକ୍ୟ ଆରମ୍ଭ କରନ୍ତି, ତେବେ ଆପଣ ସ୍ୱଚ୍ଛତା ପାଇଁ ପୂର୍ବ ବିଭାଗରୁ କିଛି ଶବ୍ଦ ପୁନରାବୃତ୍ତି କରିପାରନ୍ତି । ବିକଳ୍ପ ଅନୁବାଦ: "ସେ ଆମର କାର୍ଯ୍ୟ ହେତୁ ଆମକୁ ରକ୍ଷା କରି, ଡାକି ନାହାଁନ୍ତି ।"
2TI 1 9 p012 figs-activepassive καὶ χάριν, τὴν δοθεῖσαν ἡμῖν ἐν Χριστῷ Ἰησοῦ 1 and grace, which was given to us in Christ Jesus ଯଦି ଆପଣଙ୍କ ଭାଷା ମୌଖିକ ଗଠନ ବ୍ୟବହାର କରେ ନାହିଁ, ଆପଣ ସମାନ ଧାରଣା ପ୍ରକାଶ କରିବାକୁ ଏକ ସକ୍ରିୟ ଗଠନ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: "ଏବଂ ଖ୍ରୀଷ୍ଟ ଯୀଶୁଙ୍କଠାରେ ଈଶ୍ଵର ଆମକୁ ଦେଇଥିବା ଅନୁଗ୍ରହ"
2TI 1 10 p013 figs-activepassive φανερωθεῖσαν δὲ νῦν 1 and which now has been revealed ଯଦି ଆପଣଙ୍କ ଭାଷା ପାସ୍ ମୌଖିକ ଗଠନ ବ୍ୟବହାର କରେ ନାହିଁ, ତେବେ ଆପଣ ସମାନ ଧାରଣା ପ୍ରକାଶ କରିବାକୁ ଏକ ସକ୍ରିୟ ଗଠନ ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: “ଯାହା ବର୍ତ୍ତମାନ ଈଶ୍ଵର ପ୍ରକାଶ କରିଛନ୍ତି” କିମ୍ବା “ଯାହା ବର୍ତ୍ତମାନ ଈଶ୍ଵର ଲୋକମାନଙ୍କୁ ଜାଣିବାକୁ ଅନୁମତି ଦେଇଛନ୍ତି”  [[rc://en/ta/man/translate/figs-activepassive]])ଦେଖନ୍ତୁ)
Can't render this file because it contains an unexpected character in line 2 and column 8087.