Edit 'en_tn_08-RUT.tsv' using 'tc-create-app'

This commit is contained in:
Sibaji.Digal 2021-09-14 13:14:55 +00:00
parent 82059535cf
commit 44c369bffe
1 changed files with 15 additions and 15 deletions

View File

@ -49,22 +49,22 @@ RUT 1 16 z5ug וּ⁠בַ⁠אֲשֶׁ֤ר תָּלִ֨ינִי֙ 1 where you s
RUT 1 16 b518 figs-explicit עַמֵּ֣⁠ךְ עַמִּ֔⁠י 1 your people are my people ରୂତ ନୟମୀଙ୍କର ଲୋକ ଅର୍ଥାତ ଇସ୍ରାଏଲ ଲୋକମାନଙ୍କୁ ସୂଚାଉଛନ୍ତି । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭ ଦେଶର ଲୋକମାନଙ୍କୁ ମୋ ନିଜ ଲୋକ ଭାବି ଗ୍ରହଣ କରିବି” କିମ୍ବା “ମୁଁ ତୁମ୍ଭ ସମ୍ପର୍କୀୟମାନଙ୍କୁ ମୋ ନିଜ ସମ୍ପର୍କୀୟ ଭାବି ଗ୍ରହଣ କରିବି”[[rc://en/ta/man/translate/figs-explicit]] ଦେଖନ୍ତୁ)
RUT 1 17 lql7 figs-idiom בַּ⁠אֲשֶׁ֤ר תָּמ֨וּתִי֙ אָמ֔וּת 1 Where you die, I will die ଯେଉଁଠାରେ ନୟମୀ ରହିବେ ସେହି  ସ୍ଥାନ ଏବଂ ନଗରରେ ରହିବାକୁ ଏହା ରୂତଙ୍କ ଅବଶେଷ ଜୀବନର ଇଚ୍ଛାକୁ ଦର୍ଶାଏ। [[rc://en/ta/man/translate/figs-idiom]]) ଦେଖନ୍ତୁ)
RUT 1 17 sje3 figs-idiom יַעֲשֶׂ֨ה יְהוָ֥ה לִ⁠י֙ וְ⁠כֹ֣ה יֹסִ֔יף כִּ֣י 1 May Yahweh do thus to me, and and thus may he add ରୂତ ନିଜ ବାକ୍ୟରେ ଅତ୍ୟନ୍ତ ପ୍ରତିବଦ୍ଧ ବୋଲି ଦର୍ଶାଇବାକୁ ସେ ଏହି ରୂଢ଼ିକୁ ବ୍ୟବହାର କରନ୍ତି। ଯଦି ସେ ଯାହା କହିଛନ୍ତି ତାହା ନ କରନ୍ତି ତେବେ ଈଶ୍ଵର ତାଙ୍କୁ ଦଣ୍ଡ ଦେଅନ୍ତୁ ବୋଲି ସେ ନିଜ ଉପରେ ଅଭିଶାପ ବର୍ତ୍ତୁ ବୋଲି କହନ୍ତି। ଏହା କରିବା ପାଇଁ ଆପଣଙ୍କ ଭାଷା ବ୍ୟବହାର କରୁଥିବା ଶବ୍ଦଗଠନ ପଦ୍ଧତିକୁ ବ୍ୟବହାର କରନ୍ତୁ। [[rc://en/ta/man/translate/figs-idiom]]) ଦେଖନ୍ତୁ)
RUT 1 17 abc2 כִּ֣י הַ⁠מָּ֔וֶת יַפְרִ֖יד בֵּינִ֥⁠י וּ⁠בֵינֵֽ⁠ךְ 1 if death separates between me and between you **କେବଳ ମୃତ୍ୟୁ ଛଡ଼ା ଆଉ କିଛି ହିଁ ଯେବେ ତୁମ୍ଭକୁ ଓ ମୋତେ ବିଚ୍ଛେଦ କରଇ, ତେବେ ଯେତେବେଳେ ତୁମ୍ଭେ ଏବଂ ମୁଁ ଦୁହେଁ  ଜୀବିତ ଥିବାବେଳେ ହିଁ ଯଦି ମୁଁ ତୁମ୍ଭକୁ ଛାଡିଦିଏ।**
RUT 1 17 ab05 figs-idiom יַפְרִ֖יד בֵּינִ֥⁠י וּ⁠בֵינֵֽ⁠ךְ 1 separates between me and between you ଏହି ରୂଢ଼ି  ଦୁଇ ଜଣଙ୍କ ମଧ୍ୟରେ ଥିବା ଦୂରତାକୁ ବୁଝାଏ । ଏକାନ୍ତର ଅନୁବାଦ: “ଆମ ଦୁହିଁଙ୍କୁ ବିଚ୍ଛେଦ କରେ” କିମ୍ବା “ଆମ ମଧ୍ୟରେ ଆସେ ।”  [[rc://en/ta/man/translate/figs-idiom]])ଦେଖନ୍ତୁ
RUT 1 18 rsq2 וַ⁠תֶּחְדַּ֖ל לְ⁠דַבֵּ֥ר אֵלֶֽי⁠הָ 1 she refrained from speaking to her **ନୟମୀ ରୂତଙ୍କ ସହ ଯୁକ୍ତିତର୍କ କରିବା ବନ୍ଦ କରିଦେଲେ**
RUT 1 19 j9wa writing-newevent וַ⁠יְהִ֗י 1 So the two of them traveled until they came to Bethlehem କାହାଣୀରେ ଏହି ବାକ୍ୟଟି ଏକ ନୂତନ ଦିଗକୁ ଦେଇଥାଏ । [[rc://en/ta/man/translate/writing-newevent]])ଦେଖନ୍ତୁ
RUT 1 19 jdr1 grammar-connect-time-background כְּ⁠בֹאָ֨⁠נָה֙ בֵּ֣ית לֶ֔חֶם 1 when they came to Bethlehem ଏହା ଏକ ବାକ୍ୟାଂଶର ପୃଷ୍ଠଭୂମି, ନୟମୀ ରୂତଙ୍କ ସହ ବେଥଲିହିମକୁ ଫେରିବା ପରେ ଏହି ନୂତନ ଘଟଣା ଘଟିଛି ବୋଲି ଏହି ବାକ୍ୟାରେ ସ୍ପଷ୍ଟ ହୁଏ । [[rc://en/ta/man/translate/grammar-connect-time-background]])ଦେଖନ୍ତୁ
RUT 1 19 y3us figs-metonymy כָּל־הָ⁠עִיר֙ 1 the entire town **ସହର** ସେଠାରେ ରହୁଥିବା ଲୋକଙ୍କୁ ବୁଝାଏ । ଏକାନ୍ତର ଅନୁବାଦ: “ସହରର ସମଗ୍ର ବାସିନ୍ଦା”  [[rc://en/ta/man/translate/figs-metonymy]])ଦେଖନ୍ତୁ
RUT 1 19 abc3 figs-hyperbole כָּל־הָ⁠עִיר֙ 1 the entire town ଏଠାରେ **ସମଗ୍ର** ଅତିରଞ୍ଜନ ।  ଅନେକ ସହର ବାସିନ୍ଦା ଉତ୍ସାହିତ ଥିଲେ, କିନ୍ତୁ ସେମାନଙ୍କ ମଧ୍ୟରୁ କିଛି ଲୋକ ଏହି ଖବର ଶୁଣି  ଉତ୍ସାହିତ ହୋଇ ନ ପାରନ୍ତି। [[rc://en/ta/man/translate/figs-hyperbole]])ଦେଖନ୍ତୁ
RUT 1 19 xnb3 הֲ⁠זֹ֥את נָעֳמִֽי 1 Is this Naomi?  ଯେହେତୁ ନୟମୀର ବେଥଲିହିମରେ ବାସ କରିବାର ବହୁ ବର୍ଷ ହେଇଗଲାଣି ଏବଂ ବର୍ତ୍ତମାନ ତାଙ୍କର ଆଉ ସ୍ୱାମୀ କିମ୍ଭା ଦୁଇ ପୁତ୍ର ମଧ୍ୟ ନାହାଁନ୍ତି,  ସେହି ସ୍ତ୍ରୀମାନେ ସମ୍ଭବତ ଏହା ସନ୍ଦେହ ପ୍ରକଟ କରୁଥିଲେ ଯେ ଏହି ସ୍ତ୍ରୀ କ'ଣ ପ୍ରକୃତରେ ନୟମୀ ନା ଅଉ କିଏ ବୋଲି । ଏହାକୁ ଏକ ପ୍ରଶ୍ନ ଭାବରେ ବ୍ୟବହାର କରନ୍ତୁ, ଅତିରଞ୍ଜନ ଭାବରେ ନୁହେଁ ।
RUT 1 20 stw5 אַל־תִּקְרֶ֥אנָה לִ֖⁠י נָעֳמִ֑י 1 Do not call me Naomi **ନୟମୀ** ନାମର ଅର୍ଥ ହେଉଛି **ମୋର ମଧୁର**। ନୟମୀ ଯେହେତୁ ତାଙ୍କ ସ୍ୱାମୀ ଏବଂ ପୁତ୍ରମାନଙ୍କୁ ହରାଇଛନ୍ତି, ସେଇଥି ପାଇଁ ସେ ଅନୁଭବ କରୁଛନ୍ତି ଯେ ତାଙ୍କ ଜୀବନ ସହିତ ତାଙ୍କର ନାମ  ମେଳ ଖାଉନି ବୋଲି।
RUT 1 20 swe9 translate-names מָרָ֔א 1 Mara ଏହା ହେଉଛି ଏକ ଏବ୍ରୀୟ ନାମର ଆକ୍ଷରିକ ଅନୁବାଦ ଯାହାର ଅର୍ଥ ହେଉଛି “ତିକ୍ତ”। ଯେହେତୁ ଏହା ଏକ ନାମ, ତେଣୁ ଆପଣ ଇଂରାଜୀର ଆକୃତି ବ୍ୟବହାର କରିବାକୁ ପସନ୍ଧ କରିପାରନ୍ତି, ଯାହାର ଅର୍ଥ **ତିକ୍ତ** ଅଟେ, ଏବଂ ଇଂରାଜୀ ଶବ୍ଦଟି ଏବ୍ରୀୟ ନାମର ଅର୍ଥ ଦେଇଥାଏ ବୋଲି ବ୍ୟାଖ୍ୟା କରିବାକୁ ଏକ ଫୁଟ୍ ନୋଟ୍ ବ୍ୟବହାର କରିପାରନ୍ତି ।  [[rc://en/ta/man/translate/translate-names]])ଦେଖନ୍ତୁ
RUT 1 21 n9zc אֲנִי֙ מְלֵאָ֣ה הָלַ֔כְתִּי וְ⁠רֵיקָ֖ם הֱשִׁיבַ֣⁠נִי יְהוָ֑ה 1 I went out full, but Yahweh has caused me to return empty ଯେତେବେଳେ ନୟମୀ ବେଥଲିହିମରୁ ବାହାରିଗଲେ, ସେତେବେଳେ ତାଙ୍କ ସ୍ୱାମୀ ଏବଂ ତାଙ୍କର ଦୁଇ ପୁତ୍ର ଥିଲେ ଏବଂ ସେ ବହୁତ ଖୁସି ଥିଲେ । ନୟମୀ ତାଙ୍କ ସ୍ୱାମୀ ଏବଂ ପୁତ୍ରଙ୍କ ମୃତ୍ୟୁ ପାଇଁ ସଦାପ୍ରଭୁଙ୍କୁ ଦାୟୀ କରି କହିଛନ୍ତି ଯେ ସେ ସେମାନଙ୍କୁ ବିନା ବେଥଲିହିମକୁ ଫେରିଛନ୍ତି ଏବଂ ବର୍ତ୍ତମାନ ସେ ତିକ୍ତ ଏବଂ ଅସନ୍ତୁଷ୍ଟ।
RUT 1 17 abc2 כִּ֣י הַ⁠מָּ֔וֶת יַפְרִ֖יד בֵּינִ֥⁠י וּ⁠בֵינֵֽ⁠ךְ 1 if death separates between me and between you **ଯଦି ମୃତ୍ୟୁ ବ୍ୟତୀତ ଅନ୍ୟ କିଛି ଆମକୁ ପରସ୍ପରଠାରୁ** **ବିଚ୍ଛେଦ କରଇ** କିମ୍ବା **ଯଦି ତୁମେ ଏବଂ ମୁଁ ଦୁହେଁ ଜୀବିତ ଥିବାବେଳେ ମୁଁ ତୁମ୍କୁଭ ଛାଡିଦିଏ** **।**
RUT 1 17 ab05 figs-idiom יַפְרִ֖יד בֵּינִ֥⁠י וּ⁠בֵינֵֽ⁠ךְ 1 separates between me and between you ଏହି ରୂଢ଼ି ଦୁଇ ଜଣଙ୍କ ମଧ୍ୟରେ ଥିବା ଦୂରତାକୁ ବୁଝାଏ । ବିକଳ୍ପ ଅନୁବାଦ: “ଆମ ଦୁହିଁଙ୍କୁ ବିଚ୍ଛେଦ କରେ” କିମ୍ବା “ଆମ୍ଭ ମଧ୍ୟରେ ଆସେ ।”  [[rc://en/ta/man/translate/figs-idiom]]ଦେଖନ୍ତୁ)
RUT 1 18 rsq2 וַ⁠תֶּחְדַּ֖ל לְ⁠דַבֵּ֥ר אֵלֶֽי⁠הָ 1 she refrained from speaking to her **ନୟମୀ ରୂତଙ୍କ ସହ ତର୍କକଲେ ନାହିଁ**
RUT 1 19 j9wa writing-newevent וַ⁠יְהִ֗י 1 So the two of them traveled until they came to Bethlehem କାହାଣୀରେ ଏହି ବାକ୍ୟଟି ଏକ ନୂତନ ଘଟଣାର ପରିଚୟ ପ୍ରଦାନ କରେ । [[rc://en/ta/man/translate/writing-newevent]]ଦେଖନ୍ତୁ)
RUT 1 19 jdr1 grammar-connect-time-background כְּ⁠בֹאָ֨⁠נָה֙ בֵּ֣ית לֶ֔חֶם 1 when they came to Bethlehem ଏହା ଏକ ବାକ୍ୟାଂଶର ପୃଷ୍ଠଭୂମି ଅଟେ ଯାହା ନୟମୀ ରୂତଙ୍କ ସହ ବେଥଲିହିମକୁ ଫେରିବା ପରେ ଏହି ନୂତନ ଘଟଣା ଘଟିଛି ବୋଲି ଏହି ବାକ୍ୟରେ ସ୍ପଷ୍ଟ କରେ । [[rc://en/ta/man/translate/grammar-connect-time-background]]ଦେଖନ୍ତୁ)
RUT 1 19 y3us figs-metonymy כָּל־הָ⁠עִיר֙ 1 the entire town **ନଗର** ସେଠାରେ ରହୁଥିବା ଲୋକମାନଙ୍କୁ ବୁଝାଏ । ବିକଳ୍ପ  ଅନୁବାଦ: “ନଗରର ସମସ୍ତ ଲୋକ”  [[rc://en/ta/man/translate/figs-metonymy]]ଦେଖନ୍ତୁ)
RUT 1 19 abc3 figs-hyperbole כָּל־הָ⁠עִיר֙ 1 the entire town ଏଠାରେ **ସମସ୍ତ** ଅତିରଞ୍ଜନ ଅଳଙ୍କାର ଅଟେ ।  ନଗରର ଅନେକ ଲୋକ ଉତ୍ସାହିତ ଥିଲେ, କିନ୍ତୁ ନଗରର କେତେକ ଲୋକ ଏହି ଖବର ଶୁଣି  ହୁଏତ ଉତ୍ସାହିତ ହୋଇ ନ ପାରନ୍ତି। [[rc://en/ta/man/translate/figs-hyperbole]]ଦେଖନ୍ତୁ)
RUT 1 19 xnb3 הֲ⁠זֹ֥את נָעֳמִֽי 1 Is this Naomi?  ଯେହେତୁ ନୟମୀର ବେଥଲିହିମରେ ବାସ କରିବାର ବହୁ ବର୍ଷ ହେଇଗଲାଣି ଏବଂ ବର୍ତ୍ତମାନ ତାଙ୍କର ଆଉ ସ୍ୱାମୀ କିମ୍ଭା ଦୁଇ ପୁତ୍ର ମଧ୍ୟ ନାହାଁନ୍ତି,  ତେଣୁ ସେହି ସ୍ତ୍ରୀମାନେ ସମ୍ଭବତ ଏହା ସନ୍ଦେହ ପ୍ରକଟ କରୁଥିଲେ ଯେ ଏହି ସ୍ତ୍ରୀ କ'ଣ ପ୍ରକୃତରେ ନୟମୀ ନା ଅଉ କିଏ । ଏହାକୁ ଏକ ପ୍ରକୃତ ପ୍ରଶ୍ନ ଭାବରେ ବ୍ୟବହାର କରନ୍ତୁ, ଅତିରଞ୍ଜନ ପ୍ରଶ୍ନ ଭାବରେ ନୁହେଁ ।
RUT 1 20 stw5 אַל־תִּקְרֶ֥אנָה לִ֖⁠י נָעֳמִ֑י 1 Do not call me Naomi **ନୟମୀ** ନାମର ଅର୍ଥ ହେଉଛି **ମୋର ମଧୁର** ଅଟେ। ନୟମୀ ଯେହେତୁ ତାଙ୍କ ସ୍ୱାମୀ ଏବଂ ପୁତ୍ରମାନଙ୍କୁ ହରାଇଛନ୍ତି, ସେଇଥି ପାଇଁ ସେ  ଯେ ତାଙ୍କ ଜୀବନ ସହିତ ତାଙ୍କର ନାମ  ମେଳ ଖାଉନାହି ବୋଲି ଅନୁଭବ କରୁଛନ୍ତି
RUT 1 20 swe9 translate-names מָרָ֔א 1 Mara ଏହା ଏକ ଏବ୍ରୀୟ ନାମର ଆକ୍ଷରିକ ଅନୁବାଦ ଯାହାର ଅର୍ଥ “ତିକ୍ତ” ଅଟେ। ଯେହେତୁ ଏହା ଏକ ନାମ ଅଟେ, ତେଣୁ ଆପଣ ଇଂରାଜୀର ଆକୃତି ବ୍ୟବହାର କରିବାକୁ ପସନ୍ଧ କରିପାରନ୍ତି, ଯାହାର ଅର୍ଥ **ତିକ୍ତ** ଅଟେ, ଏବଂ ଇଂରାଜୀ ଶବ୍ଦଟି ଏବ୍ରୀୟ ନାମର ଅର୍ଥ ପ୍ରକାଶ କରେ ବୋଲି ବ୍ୟାଖ୍ୟା କରିବାକୁ ଏକ ପାଦଟିକା ବ୍ୟବହାର କରିପାରନ୍ତି ।  [[rc://en/ta/man/translate/translate-names]]ଦେଖନ୍ତୁ)
RUT 1 21 n9zc אֲנִי֙ מְלֵאָ֣ה הָלַ֔כְתִּי וְ⁠רֵיקָ֖ם הֱשִׁיבַ֣⁠נִי יְהוָ֑ה 1 I went out full, but Yahweh has caused me to return empty ଯେତେବେଳେ ନୟମୀ ବେଥଲିହିମରୁ ବାହାରିଗଲେ, ସେତେବେଳେ ତାଙ୍କ ସ୍ୱାମୀ ଏବଂ ତାଙ୍କର ଦୁଇ ପୁତ୍ର ଥିଲେ ଏବଂ ସେ ବହୁତ ଖୁସି ଥିଲେ । ନୟମୀ ତାଙ୍କ ସ୍ୱାମୀ ଏବଂ ପୁତ୍ରଙ୍କ ମୃତ୍ୟୁ ପାଇଁ ସଦାପ୍ରଭୁଙ୍କୁ ଦାୟୀ କରି କହନ୍ତି ଯେ ସେ ସେମାନଙ୍କ ବିନା ତାହାଙ୍କୁ ବେଥଲିହିମକୁ ଫେରାଇ ଆଣିଛନ୍ତି ଏବଂ ବର୍ତ୍ତମାନ ସେ ତିକ୍ତ ଏବଂ ଅସନ୍ତୁଷ୍ଟ ଅଟନ୍ତି
RUT 1 21 jqx5 עָ֣נָה בִ֔⁠י 1 has testified against me **ମୋତେ ଦୋଷୀ ସାବ୍ୟସ୍ତ କରିଛନ୍ତି**
RUT 1 21 t1p8 הֵ֥רַֽע לִֽ⁠י 1 has done evil to me **ମୋ ଉପରେ ବିପଦ ଆଣିଛନ୍ତି କିମ୍ବା ମୋ ପାଇଁ ବିପଦ  ଘଟଣା ଆଣିଛନ୍ତି ।**
RUT 1 22 cx7g writing-endofstory וַ⁠תָּ֣שָׁב נָעֳמִ֗י וְ⁠ר֨וּת 1 So Naomi returned, with Ruth ଏହା ଏକ ବକ୍ତବ୍ୟର ସଂକ୍ଷିପ୍ତକୁ ଆରମ୍ଭ କରେ । ଇଂରାଜୀରେ ଏହାକୁ **ସେହିପରି** ଶବ୍ଦ ଦ୍ୱାରା ଚିହ୍ନିତ କରାଯାଏ । ଆପଣଙ୍କ ଭାଷା କିପରି ସମାପ୍ତ  କିମ୍ବା ବକ୍ତବ୍ୟର ସଂକ୍ଷିପ୍ତକୁ ନିର୍ଣ୍ଣୟ କରେ ଓ ଏଠାରେ ମଧ୍ୟ ସେହିପରି ଅନୁସରଣ କରନ୍ତୁ । [[rc://en/ta/man/translate/writing-endofstory]])ଦେଖନ୍ତୁ)
RUT 1 22 jdr2 writing-background וְ⁠הֵ֗מָּה בָּ֚אוּ בֵּ֣ית לֶ֔חֶם בִּ⁠תְחִלַּ֖ת קְצִ֥יר שְׂעֹרִֽים 1 And they came to Bethlehem at the beginning of the harvest of barley. ଏହି ବାକ୍ୟ ପୃଷ୍ଠଭୂମିର ସୂଚନାକୁ ଦେଇଥାଏ, ନୟମୀ ଏବଂ ରୂତ ବେଥଲିହିମରେ  ସେତେବେଳେ ପହଞ୍ଚିଥିଲେ ଯେତେବେଳେ ଇସ୍ରାଏଲୀୟମାନେ ସେମାନଙ୍କର ବାର୍ଲି ଅମଳ କରିବାକୁ ଲାଗିଥିଲେ ବୋଲି ସ୍ପଷ୍ଟ କରେ । [[rc://en/ta/man/translate/writing-background]])ଦେଖନ୍ତୁ)
RUT 1 22 bgy3 figs-abstractnouns בִּ⁠תְחִלַּ֖ת קְצִ֥יר שְׂעֹרִֽים 1 at the beginning of the harvest of barley **ବାର୍ଲି ଅମଳ** । **ବାର୍ଲି ଅମଳ**ରକୁ ଏକ ମୌଖ‌ିକ ବାକ୍ୟାଂଶ ସହିତ ଅନୁବାଦ କରାଯାଇପାରେ। ବିକଳ୍ପ ଅନୁବାଦ: “ଯେତେବେଳେ କୃଷକମାନେ ବାର୍ଲି ଅମଳ କରିବାକୁ ଆରମ୍ଭ କଲେ” [[rc://en/ta/man/translate/figs-abstractnouns]])ଦେଖନ୍ତୁ)
RUT 1 21 t1p8 הֵ֥רַֽע לִֽ⁠י 1 has done evil to me **ମୋ ଉପରେ ବିପଦ ଆଣିଛନ୍ତି** କିମ୍ବା **ମୋ ପାଇଁ ଦୁଃଖ ଆଣିଛନ୍ତି**
RUT 1 22 cx7g writing-endofstory וַ⁠תָּ֣שָׁב נָעֳמִ֗י וְ⁠ר֨וּת 1 So Naomi returned, with Ruth ଏହା ଏକ ସଂକ୍ଷିପ୍ତ ବକ୍ତବ୍ୟକୁ ଆରମ୍ଭ କରେ । ଇଂରାଜୀରେ ଏହାକୁ **ସେହିପରି** ଶବ୍ଦ ଦ୍ୱାରା ଚିହ୍ନିତ କରାଯାଏ । ଆପଣଙ୍କ ଭାଷା କିପରି ସମାପ୍ତ  କିମ୍ବା ସଂକ୍ଷିପ୍ତ ବକ୍ତବ୍ୟକୁ ନିର୍ଣ୍ଣୟ କରେ ନିଶ୍ଚିତ କରନ୍ତୁ ଏବଂ ଏଠାରେ ମଧ୍ୟ ସେହିପରି କରନ୍ତୁ । [[rc://en/ta/man/translate/writing-endofstory]])ଦେଖନ୍ତୁ)
RUT 1 22 jdr2 writing-background וְ⁠הֵ֗מָּה בָּ֚אוּ בֵּ֣ית לֶ֔חֶם בִּ⁠תְחִלַּ֖ת קְצִ֥יר שְׂעֹרִֽים 1 And they came to Bethlehem at the beginning of the harvest of barley. ଏହି ବାକ୍ୟ ପୃଷ୍ଠଭୂମିର ସୂଚନାକୁ ପ୍ରଦାନ କରି ଏହା ସ୍ପଷ୍ଟ କରେ ଯେ ନୟମୀ ଏବଂ ରୂତ ବେଥଲିହିମରେ ସେତେବେଳେ ପହଞ୍ଚି ଥିଲେ ଯେତେବେଳେ ଇସ୍ରାଏଲୀୟମାନେ ସେମାନଙ୍କର ଯବ-ଶସ୍ୟଚ୍ଛେଦନର ଆରମ୍ଭ କରିଥିଲେ । [[rc://en/ta/man/translate/writing-background]])ଦେଖନ୍ତୁ)
RUT 1 22 bgy3 figs-abstractnouns בִּ⁠תְחִלַּ֖ת קְצִ֥יר שְׂעֹרִֽים 1 at the beginning of the harvest of barley **ଯବ** **ଅମଳ** । **ଯବ** **ଅମଳର** ବକ୍ୟାଂଶକୁ ଏକ ମୌଖ‌ିକ ବାକ୍ୟାଂଶ ସହ ଅନୁବାଦ କରାଯାଇପାରେ। ବିକଳ୍ପ ଅନୁବାଦ: “ଯେତେବେଳେ କୃଷକମାନେ ଯବ ଅମଳ କରିବାକୁ ଆରମ୍ଭ କରୁଥିଲେ” [[rc://en/ta/man/translate/figs-abstractnouns]])ଦେଖନ୍ତୁ)
RUT 2 intro ld2v 0 # ରୂତ 02 **ସାଧାରଣ ଟିପ୍ପଣୀଗୁଡ଼ିକ**

## ଏହି ଅଧ୍ୟାୟରେ ଅନୁବାଦ ସମ୍ଭାବ୍ୟ ସମସ୍ୟାଗୁଡ଼ିକ

### ବଳକା ଶସ୍ୟ ସଂଗ୍ରହ କରିବା ପାଇଁ ଅନ୍ୟ କ୍ଷେତ୍ରକୁ ନ ଯାଅ,

ବୋୟଜ ଏହା କହିବାର କାରଣ ହେଉଛି ସେ ରୂତଙ୍କ ସୁରକ୍ଷାକୁ ଅନ୍ୟ ବ୍ୟକ୍ତିଙ୍କ କ୍ଷେତ୍ରରେ ନିର୍ଭରୋକ୍ତି ଦେଇ ପାରିବେ ନାହିଁ। ଏଥିରୁ ଜଣାପଡୁଛି ଯେ ବୋୟଜଙ୍କ ପରି ଦୟାଳୁ ଓ ଆଜ୍ଞାକାରୀ ହୋଇ ସମସ୍ତେ ମୋଶାଙ୍କ ନିୟମକୁ ପାଳନ କରୁ ନ ଥିଲେ । [[rc://en/tw/dict/bible/kt/grace]] and [[rc://en/tw/dict/bible/kt/lawofmoses]] and [[rc://en/ta/man/translate/figs-explicit]])ଦେଖନ୍ତୁ
RUT 2 1 ab10 writing-background וּֽ⁠לְ⁠נָעֳמִ֞י מוֹדַ֣ע לְ⁠אִישָׁ֗⁠הּ 1 Now Naomi had a relative of her husband ବୋୟଜଙ୍କ ବିଷୟରେ  ପୃଷ୍ଠଭୂମିର ସୂଚନା ପଦ 1 ଦେଉଛି ଯାହା ଦ୍ୱାରା ପାଠକ ବୁଝିପାରିବେ ଯେ ସେ କିଏ।ପୃଷ୍ଠଭୂମିର ସୂଚନା ଦେବା ପାଇଁ ତୁମ୍ଭମାନଙ୍କ ଭାଷାର ମଧ୍ୟ ଏକ ନିର୍ଦ୍ଦିଷ୍ଟ ଉପାୟ ଥାଇପାରେ। [[rc://en/ta/man/translate/writing-background]])ଦେଖନ୍ତୁ)
RUT 2 1 t2sn writing-participants וּֽ⁠לְ⁠נָעֳמִ֞י מוֹדַ֣ע לְ⁠אִישָׁ֗⁠הּ 1 Now Naomi had a relative of her husband ଏହି ବାକ୍ୟଟି କାହାଣୀର ପରବର୍ତ୍ତୀ ଭାଗକୁ ପରିଚିତ କରାଏ, ଯେଉଁଥିରେ ବୋୟଜ ରୂତଙ୍କ ସହିତ ଭେଟନ୍ତି। ବୋୟଜ ଏଠାରେ କାହାଣୀରେ ଏକ ନୂତନ ଅଂଶଗ୍ରହଣକାରୀ ଭାବରେ ପରିଚିତ। କାହାଣୀର ନୂତନ ଚରିତ୍ରଗୁଡ଼ିକୁ କିମ୍ବା ନୂତନ ଘଟଣାଗୁଡ଼ିକୁ ପରିଚିତ କରାଇବା ପାଇଁ ତୁମ୍ଭମାନଙ୍କ ଭାଷାରେ ମଧ୍ୟ ଏକ ନିର୍ଦ୍ଦିଷ୍ଟ ଉପାୟ ଥାଇପାରେ। [[rc://en/ta/man/translate/writing-participants]])ଦେଖନ୍ତୁ)

Can't render this file because it contains an unexpected character in line 36 and column 919.