Edit 'en_tn_51-PHP.tsv' using 'tc-create-app'

This commit is contained in:
Gayatri-Digal 2022-05-07 01:57:53 +00:00
parent 651186fe56
commit 3f452076f2
1 changed files with 25 additions and 0 deletions

View File

@ -349,3 +349,28 @@ PHP 2 4 ob45 μὴ…σκοποῦντες 1 \n \n\nବିକଳ୍ପ ଅନ
PHP 2 4 l3q0 figs-pronouns ἑαυτῶν 1 \n \n\nଏାରେ, ବିଶେ. ସର୍ବନାମ **ଆପଣା** ମୂଳ ଭାଷାରେ ବହୁବଚନ\n ଅଟେ ଯେଉଁ ଭାଷାରେ ପାଉଲ ଏହି ପତ୍ର ଲେଖିଥିଲେ ।  ଏହି ସର୍ବନାମ ପାଇଁ ଯଦି ଆପଣଙ୍କ ଭାଷାରେ ବହୁବଚନ ବାଚକ ଶବ୍ଦ ଅଛି, ତେବେ ଏହାକୁ\n ଏଠାରେ ବ୍ୟବହାର କରନ୍ତୁ ।  ବିକଳ୍ପ ଅନୁବାଦ: “ଆପଣା ବିଶରେ” (ଦେଖନ୍ତୁ: rc://en/ta/man/translate/figs-pronouns)\n\n\n
PHP 2 4 qmzl figs-rpronouns ἑαυτῶν 1 \n \n\nଏାରେ, ବିଶେ. ସର୍ବନାମ **ଆପଣା** ପଦର ପ୍ରାରମ୍ଭରେ **ପ୍ରତ୍ୟେକକୁ**\n ସୂଚାଏ ।  ବିକଳ୍ପ ଅନୁବାଦ: “ନିଜ ବିଶରେ” (ଦେଖନ୍ତୁ: rc://en/ta/man/translate/figs-rpronouns)\n\n\n
PHP 2 5 pqdc τοῦτο φρονεῖτε ἐν ὑμῖν, ὃ καὶ ἐν Χριστῷ Ἰησοῦ 1 \n \n\nବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁଙ୍କ ପରି ମନୋଭାବ\n ରଖ”\n\n\n
PHP 2 5 kwoe figs-yousingular τοῦτο φρονεῖτε 1 \n \n\nଫିଲିପ୍ପୀୟର ସମସ୍ତ ବିଶ୍ଵାସୀମାନଙ୍କ ପାଇଁ ଏହା ଏକ\n ଆଜ୍ଞା ବା ନିର୍ଦ୍ଦେଶ ଅଟେ । ଏକ ଗୋଷ୍ଠୀର ଲୋକମାନଙ୍କୁ\n ନିର୍ଦ୍ଦେଶ ଦେବା ପାଇଁ ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ବାକ୍ୟ ଗଠନ ବ୍ୟବହାର କରନ୍ତୁ ।  ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପ୍ରତ୍ୟେକଙ୍କର\n ଏହି ମନୋଭାବ ରହିବା ଉଚିତ” (ଦେଖନ୍ତୁ:rc://en/ta/man/translate/figs-yousingular)\n\n\n
PHP 2 5 acmu figs-explicit τοῦτο φρονεῖτε ἐν ὑμῖν, ὃ καὶ ἐν Χριστῷ Ἰησοῦ 1 \n \n\nଏାରେ ବାକ୍ୟାଂଶ **ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ\n ଥିଲା, ତୁମ୍ଭମାନଙ୍କର\n ସେହିପରି ମନ ହେଉ**  ଅର୍ଥ ଯେ ଜଣେ ବିଶ୍ଵାସୀଙ୍କର\n ସମାନ ମନୋଭାବ ଏବଂ ଆଭିମୁଖ୍ୟ ରହିବା ଆବଶ୍ୟକ ଯାହା ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିଲା ଏବଂ ଯାହା\n ତାଙ୍କ ଆଚରଣକୁ ବୁଝାଏ ​​।  ଯଦି ଆପଣଙ୍କର ପାଠକମାନେ ଏହି ବାକ୍ୟାଂଶକୁ ଭୁଲ ବୁଝନ୍ତି, ତେବେ ଏହାକୁ ସ୍ପଷ୍ଟ ଭାବରେ ଦର୍ଶାନ୍ତୁ ।  ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁଙ୍କ ଭଳି ଭାବ”\n କିମ୍ବା “ଖ୍ରୀଷ୍ଟ ଯୀଶୁଙ୍କ ପରି ସମାନ ବିଚାର କର” (ଦେଖନ୍ତୁ: rc://en/ta/man/translate/figs-expl)\n\n\n
PHP 2 6 xo2l ἐν μορφῇ Θεοῦ ὑπάρχων 1 \n \n\n**ଈଶ୍ବରରୂପୀ ବିଦ୍ୟମାନ** ବାକ୍ୟର ଅର୍ଥ ଯୀଶୁଙ୍କର\n ଈଶ୍ଵରଙ୍କର ସ୍ୱଭାବ ଥିଲା ।  ଏହାର ଅର୍ଥ ଯୀଶୁ କେବଳ ଈଶ୍ଵରଙ୍କ ପରି ଦେଖାଯାଉଥିଲେ ନୁହେଁ, କିନ୍ତୁ\n ଈଶ୍ଵର  ମଧ୍ୟ ଥିଲେ । ଏହି ବାକ୍ୟଟି ପ୍ରକାଶ କରେ ଯେ ଯୀଶୁ ସମ୍ପୂର୍ଣ୍ଣ ଭାବରେ ଈଶ୍ଵର ଥିଲେ ।  ଏହି ପଦର ଅବଶିଷ୍ଟ ଅଂଶ ଏବଂ ପରବର୍ତ୍ତୀ ଦୁଇଟି ପଦ\n ବ୍ୟାଖ୍ୟା କରେ ଯେ ଯୀଶୁ, ସମ୍ପୂର୍ଣ୍ଣ ଈଶ୍ଵର ଥିଲେ ସୁଦ୍ଧା, ଈଶ୍ଵରଙ୍କ\n ଆଜ୍ଞାରେ ନିଜକୁ ନମ୍ର କରି ସେବକ ଭାବରେ କାର୍ଯ୍ୟ କଲେ।  କୌଣସି ଅନୁବାଦ ଯାହା ସୂଚାଏ ଯେ ଯୀଶୁ ସମ୍ପୂର୍ଣ୍ଣ ଭାବରେ ଈଶ୍ଵର  ନ ଥିଲେ, ତେବେ ସେହି ଅନୁବାଦରୁ ଦୂରେଇ ରୁହନ୍ତୁ ।  ବିକଳ୍ପ ଅନୁବାଦ: “ସମ୍ପୂର୍ଣ୍ଣ ଈଶ୍ଵର ହୋଇ ସୁଦ୍ଧ”\n କିମ୍ବା “ଯଦିଓ ଈଶ୍ଵରଙ୍କ ବିଷୟରେ ଯାହାକିଛି ସତ୍ୟ ତାହା ତାଙ୍କ ବିଷୟରେ ସତ୍ୟ ଅଟେ”\n\n\n
PHP 2 6 kd1l οὐχ…ἡγήσατο 1 \n \n\nବିକଳ୍ପ ଅନୁବାଦ: “ବିଚାର କଲେ ନାହିଁ” କିମ୍ବା\n “ଧ୍ୟାନ ଦେଲେ ନାହିଁ”\n\n\n
PHP 2 7 x5rt grammar-connect-logic-contrast ἀλλὰ 1 \n \n\nଏାରେ **ବଦଳରେ** ଶବ୍ଦ : ୬ ରେ ପୂର୍ବ ବାକ୍ୟାଂଶ\n ଏବଂ ଏହି ପଦରେ ଏବଂ ପରବର୍ତ୍ତୀ ଦୁଇଟି ପଦରେ ଯୀଶୁଙ୍କ ବିଷୟରେ ଯାହା ପ୍ରକାଶ କରାଯାଇଛି\n ତାହା ମଧ୍ୟରେ ଏକ ପାର୍ଥକ୍ୟ ଉପସ୍ଥାପନ କରେ ।  ତାଙ୍କର ଈଶ୍ୱରୀୟ ଅଧିକାର ଏବଂ ଲାଭଗୁଡ଼ିକୁ ବଜାୟ ରଖିବା, କିମ୍ବା ସେଗୁଡ଼ିକୁ ସମର୍ପଣ କରିବା ପାଇଁ ଯୀଶୁଙ୍କ\n ପସନ୍ଦ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରେ । ଆପଣଙ୍କ ଭାଷାରେ\n ସର୍ବୋତ୍ତମ ବାକ୍ୟ ଗଠନ ବାଛନ୍ତୁ, ଯାହା **ବଦଳରେ** ଅର୍ଥକୁ ଏଠାରେ ପ୍ରକାଶ କରେ ।  ବିକଳ୍ପ ଅନୁବାଦ: “ବିପରୀତରେ” କିମ୍ବା “ବରଂ”\n କିମ୍ବା “କିନ୍ତୁ ଏହା ପରିବର୍ତ୍ତେ” (ଦେଖନ୍ତୁ: rc://en/ta/man/translate/grammar-connect-logic-contrast)\n\n\n
PHP 2 7 kvjd writing-pronouns ἀλλὰ ἑαυτὸν ἐκένωσεν 1 \n \n\nଏାରେ, ସର୍ବନାମ **ସେ** ଯୀଶୁଙ୍କୁ ସୂଚାଏ ।  ଯଦି ଆପଣଙ୍କର ପାଠକମାନେ ଏହାକୁ ଭୁଲ ବୁଝନ୍ତି, ତେବେ **ସେ**\n ଯୀଶୁଙ୍କ ବିଷୟରେ ବୁଝାଏ ବୋଲି ଆପଣ ଉଲ୍ଲେଖ କରିପାରିବେ।  ବିକଳ୍ପ ଅନୁବାଦ: “ଏହା ପରିବର୍ତ୍ତେ, ଯୀଶୁ ନିଜକୁ ଶୂନ୍ୟ କଲେ” (ଦେଖନ୍ତୁ: rc://en/ta/man/translate/writing-pronouns)\n\n\n
PHP 2 7 c64i figs-rpronouns ἑαυτὸν ἐκένωσεν 1 \n \n\nଏାରେ, ବିଶେ. ସର୍ବନାମ **ନିଜ** ଯୀଶୁଙ୍କୁ ସୂଚାଏ ଏବଂ\n ଯୀଶୁ ମୁକ୍ତ ଭାବରେ ଏବଂ ଉଦ୍ଦେଶ୍ୟମୂଳକ ଭାବରେ ଈଶ୍ୱରୀୟ ଅଧିକାର ଏବଂ ଲାଭଗୁଡ଼ିକର ନିଜକୁ\n ଶୂନ୍ୟ କରିବାକୁ ବାଛିଥିଲେ ବୋଲି ଜୋର ଦେବା ପାଇଁ ବ୍ୟବହୃତ  ।  ଆପଣଙ୍କ  ଭାଷାରେ ଏହି ସର୍ବନାମର\n ଗୁରୁତ୍ୱପୂର୍ଣ୍ଣ ଉପାଦାନକୁ ପ୍ରକାଶ କରିବାର ସର୍ବୋତ୍ତମ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ସେ ସ୍ୱଇଚ୍ଛାରେ ଈଶ୍ୱରୀୟ\n ଅଧିକାରଗୁଡ଼ିକୁ ପୃଥକ କଲେ” (ଦେଖନ୍ତୁ: rc://en/ta/man/translate/figs-rpronouns)\n\n\n
PHP 2 7 r5dn μορφὴν δούλου λαβών 1 \n \n\n**ସେବକର ରୂପ ଧାରଣ କରି** ବାକ୍ୟାଂଶର ଅର୍ଥ ଯୀଶୁ\n ପୃଥିବୀରେ ସେବକ ଭାବରେ କାର୍ଯ୍ୟ କରିଥିଲେ ।  ଏହାର ଅର୍ଥ ଯୀଶୁ କେବଳ ଜଣେ ସେବକ ପରି ଦେଖାଯାଉଥିଲେ ନୁହଁ ।  ଯଦି ଆପଣଙ୍କର ପାଠକମାନେ ଏହି ବାକ୍ୟାଂଶକୁ ଭୁଲ ବୁଝନ୍ତି, ତେବେ ଆପଣଙ୍କ ଭାଷାରୁ ଏକ ସମାନ ଅଭିବ୍ୟକ୍ତି\n ବ୍ୟବହାର କରନ୍ତୁ, କିମ୍ବା ଏହାକୁ ସରଳରେ ଭାଷାରେ ଦର୍ଶାନ୍ତୁ ।  ବିକଳ୍ପ ଅନୁବାଦ, “ଏବଂ ସେବକ ଭାବରେ କାର୍ଯ୍ୟ କଲେ”\n\n\n
PHP 2 7 qetl ἐν ὁμοιώματι ἀνθρώπων γενόμενος 1 \n \n\n**ମନୁଷ୍ୟ ସଦୃଶ ହୋଇ** ବାକ୍ୟର ଅର୍ଥ ଯୀଶୁ ଜଣେ ମନୁଷ୍ୟ\n ହେଲେ ଅଟେ । ଏହାର ଅର୍ଥ ଯୀଶୁ\n କେବଳ ମନୁଷ୍ୟ ସଦୃଶ ଥିଲେ ନୁହେଁ । ବରଂ ଏହାର ଅର୍ଥ\n ଯୀଶୁ, ଯିଏ ସର୍ବଦା\n ଈଶ୍ଵର ଭାବରେ ବିଦ୍ୟମାନ ଥିଲେ, ସେ ଏକ ମାନବ ଶରୀରକୁ ଗ୍ରହଣ କରିବାକୁ ଏବଂ\n ପୃଥିବୀରେ ମାନବ ରୂପରେ ଦେଖାଯିବାକୁ ପସନ୍ଦ କଲେ ।  ଯଦି ଆପଣଙ୍କର ପାଠକମାନେ ଏହି ବାକ୍ୟାଂଶକୁ ଭୁଲ ବୁଝନ୍ତି, ତେବେ ଏହାକୁ ସରଳ ଭାଷାରେ ପ୍ରକାଶ କରନ୍ତୁ ।  ବିକଳ୍ପ ଅନୁବାଦ: “ମନୁଷ୍ୟ ହୋଇ”\n\n\n
PHP 2 7 uizd καὶ σχήματι εὑρεθεὶς ὡς ἄνθρωπος 1 \n \n\n**ମନୁଷ୍ୟ ସଦୃଶ ହୋଇ** ବାକ୍ୟର ଅର୍ଥ ଯୀଶୁ ଜଣେ ମନୁଷ୍ୟ\n ପରି ଦେଖାଯାଉଥିଲେ ନୁହେଁ କିନ୍ତୁ ସେ ଜଣେ ମନୁଷ୍ୟ ନଥିଲେ । ବରଂ, ଏହି ବାକ୍ୟାଂଶ ପୂର୍ବ ବାକ୍ୟାଂଶର ଚିନ୍ତାଧାରାକୁ\n ଜାରି ରଖେ, ** ମନୁଷ୍ୟ ଭାବରେ ଜନ୍ମ ହୋଇ** ବାକ୍ୟାଂଶର ଅର୍ଥ ଯୀଶୁ ଜଣେ ମନୁଷ୍ୟ ହେଲେ ଏବଂ ରୂପରେ\n ସମ୍ପୂର୍ଣ୍ଣ ରୂପେ ,ମନୁଷ୍ୟ ଥିଲେ । **ରୂପରେ** ବାକ୍ୟାଂଶ ସୂଚାଏ ଯେ ଯୀଶୁ ସମ୍ପୂର୍ଣ୍ଣ\n ମାନବ ଥିଲେ। ଏହା ମଧ୍ୟ ସୂଚାଏ\n ଯେ ସଂପୂର୍ଣ୍ଣ ମନୁଷ୍ୟ ଥିବାବେଳେ, ଯୀଶୁ ଅନ୍ୟ ମାନବିକତାଠାରୁ ଭିନ୍ନ ଥିଲେ: ସେ ମନୁଷ୍ୟ\n ଥିଲେ ସୁଦ୍ଧା ନିଜର ପୂର୍ଣ୍ଣ ଈଶ୍ଵରୀୟତା ବଜାୟ ରଖିଥିଲେ ଏବଂ ତେଣୁ ସେ ଏକ ସମୟରେ ଉଭୟ ମନୁଷ୍ୟ\n ଏବଂ ଈଶ୍ୱର ଥିଲେ ।  ବିକଳ୍ପ ଅନୁବାଦ: “ଏବଂ ମନୁଷ୍ୟ ଥିଲେ ସୁଦ୍ଧା”\n\n\n
PHP 2 7 jmr8 figs-gendernotations ἄνθρωπος 1 \n \n\nଏାରେ ମନୁଷ୍ୟ ଶବ୍ଦ ତାହାଙ୍କ ଲିଙ୍ଗ ଅପେକ୍ଷା\n ଯୀଶୁଙ୍କ ମାନବିକତାର ଧାରଣା ଉପରେ ଗୁରୁତ୍ୱ ଦିଏ ।  ଯଦି ଆପଣଙ୍କ ଭାଷାରେ ଯୀଶୁଙ୍କ ମାନବିକତା ଉପରେ ଏହି ଗୁରୁତ୍ୱକୁ ପ୍ରକାଶ କରିବାର ଏକ\n ଉପାୟ ଅଛି, ତେବେ ଏହି ଶବ୍ଦକୁ ବ୍ୟବହାର କରନ୍ତୁ ଯାହାକି ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିବ ।  ଏହି ପଦରେ ଆପଣ **ମନୁଷ୍ୟ** ଶବ୍ଦକୁ କିପରି ଅନୁବାଦ\n କରିଛନ୍ତି ଦେଖନ୍ତୁ ।  ବିକଳ୍ପ ଅନୁବାଦ: “ଜଣେ ମନୁଷ୍ୟ” (ଦେଖନ୍ତୁ: rc://en/ta/man/translate/figs-gendernotations)\n\n\n
PHP 2 8 ttys figs-rpronouns ἑαυτὸν 1 \n \n\n**ନିଜ** ବିଶେଷ ସର୍ବନାମ ଅଟେ, ଯାହା ଯୀଶୁଙ୍କୁ\n ବୁଝାଏ, ନିଜକୁ ନମ୍ର\n କରିବାର ଯୀଶୁଙ୍କ କାର୍ଯ୍ୟକୁ ଗୁରୁତ୍ୱ ଦେବା ପାଇଁ ଏଠାରେ ବ୍ୟବହୃତ ଅଟେ ।  ଏହି ସର୍ବନାମର ଗୁରୁତ୍ଵପୂର୍ଣ୍ଣ ଉପାଦାନକୁ ପ୍ରକାଶ\n କରିବାକୁ ଆପଣଙ୍କ ଭାଷାର ସର୍ବୋତ୍ତମ ଉପାୟକୁ ବ୍ୟବହାର କରନ୍ତୁ ।  (ଦେଖନ୍ତୁ: rc://en/ta/man/translate/figs-rpronouns)\n\n\n
PHP 2 8 r5f0 figs-abstractnouns γενόμενος ὑπήκοος μέχρι θανάτου, θανάτου δὲ σταυροῦ 1 \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ “ମରିବା”\n ପରି ଏକ କ୍ରିୟା ସହ  ଗୁଣବାଚକ  ବିଶେଷ୍ୟ **ମୃତ୍ୟୁର** ପଛରେ ଥିବା ଧାରଣା ପ୍ରକାଶ\n କରିପାରିବେ । ବିକଳ୍ପ ଅନୁବାଦ:\n “ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାକାରୀ ହୋଇ, କ୍ରୁଶରେ ମୃତ୍ୟୁଭୋଗ କଲେ” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
PHP 2 8 l1fk figs-idiom γενόμενος ὑπήκοος μέχρι θανάτου 1 \n \n\n**ପର୍ଯ୍ୟନ୍ତ** ବାକ୍ୟାଂଶଟି ଏକ ଇଂରାଜୀ ରୂଢ଼ି ଅଟେ\n ଯାହାକି ଗ୍ରୀକ ଏକ ସମ୍ବନ୍ଧସୂଚକ ଅବ୍ୟୟପଦ ଭାବରେ ଅନୁବାଦ କରେ । ଏହି ସମ୍ବନ୍ଧସୂଚକ ଅବ୍ୟୟପଦଟି ପିତାଙ୍କ ପ୍ରତି ଯୀଶୁଙ୍କ ଆଜ୍ଞାର ତୀବ୍ରତା ଉପରେ ଜୋର\n ଦେଇଥାଏ ଯାହା ଦର୍ଶାଏ ଯେ ମୃତ୍ୟୁ ସେହି ଆଜ୍ଞାର ଚରମ ଫଳାଫଳ ଥିଲା । ବିକଳ୍ପ ଅନୁବାଦ: “ସେ ମୃତ୍ୟୁବରଣ କରିବା\n ପର୍ଯ୍ୟନ୍ତ ଆଜ୍ଞାକାରୀ ଥିଲେ” (ଦେଖନ୍ତୁ: rc://en/ta/man/translate/figs-idiom)\n\n\n
PHP 2 8 flk2 θανάτου δὲ σταυροῦ 1 \n \n\n**ଏପରି କ୍ରୁଶରେ ମୃତ୍ୟୁ ପର୍ଯ୍ୟନ୍ତ** ବାକ୍ୟାଂଶ କ୍ରୁଶରେ\n ମରିବା ଅତ୍ୟନ୍ତ ଅପମାନଜନକ ବୋଲୁ ଦର୍ଶାଏ । **ଏପରି** ଶବ୍ଦକୁ ବ୍ୟବହାର କରି ଏବଂ ମୃତ୍ୟୁ ଶବ୍ଦର ପୁନରାବୃତ୍ତି କରି, ପାଉଲ ଯୀଶୁଙ୍କ\n ନମ୍ରତା ଏବଂ ଆଜ୍ଞାର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରୁଛନ୍ତି ।  **ଏପରି କ୍ରୁଶରେ ମୃତ୍ୟୁର** ବାକ୍ୟ ଦ୍ୱାରା ପ୍ରଦତ୍ତ ଗୁରୁତ୍ୱକୁ ଦେଖାଇବା ପାଇଁ\n ଆପଣଙ୍କ ଭାଷାର ସର୍ବୋତ୍ତମ ଉପାୟ ବ୍ୟବହାର କରନ୍ତୁ।  ବିକଳ୍ପ ଅନୁବାଦ: “ଏପରିକି କ୍ରୁଶରେ ମରିବା ପର୍ଯ୍ୟନ୍ତ” କିମ୍ବା “କ୍ରୁଶରେ ମରିବା\n ପର୍ଯ୍ୟନ୍ତ”\n\n\n
PHP 2 9 f3ek grammar-connect-logic-result διὸ 1 \n \n\n**ତେଣୁକରି** ଶବ୍ଦଟି ଏହି ଶବ୍ଦ ପୂର୍ବରୁ ଯାହା ଆସେ\n ଏବଂ ଏହାର କାରଣ ଏବଂ ଫଳାଫଳ ସମ୍ପର୍କକୁ ଦର୍ଶାଏ ।  ଏଠାରେ, **ତେଣୁକରି** :୬-୮ ରେ ବର୍ଣ୍ଣନା କରାଯାଇଥିବା ପରି ଯୀଶୁ ନିଜକୁ ନମ୍ର\n କରିବାର ଫଳାଫଳକୁ ଉପସ୍ଥାପନ କରେ ।  ଆପଣଙ୍କ ଭାଷାରେ ଏପରି ଏକ ବାକ୍ୟ ବ୍ୟବହାର କରନ୍ତୁ ଯାହା **ତେଣୁକରି** ଶବ୍ଦ ଦ୍ବାରା\n ପ୍ରକାଶ କରାଯାଇଥିବା ଅର୍ଥକୁ ଉତ୍ତମ ଭାବେ ପ୍ରକାଶ କରେ । ବିକଳ୍ପ ଅନୁବାଦ: “ଏହି କାରଣରୁ” କିମ୍ବା “କାରଣ\n ଯୀଶୁ ଏହିପରି କାର୍ଯ୍ୟ କରିଥିଲେ” (ଦେଖନ୍ତୁ: rc://en/ta/man/translate/grammar-connect-logic-result)\n\n\n
PHP 2 9 wmvd αὐτὸν ὑπερύψωσεν 1 \n \n\nବିକଳ୍ପ ଅନୁବାଦ: “ତାଙ୍କୁ ଅତିମାତ୍ରାରେ ସମ୍ମାନ\n କଲେ”\n\n\n
PHP 2 10 b3ai grammar-connect-logic-result ἵνα 1 \n \n\n**ଯେପରି** ବାକ୍ୟାଂଶ ପୂର୍ବ ପଦ,\n :୯ ସହ  ଯୋଡି ଦର୍ଶାଏ ଯେ ଏହି ପଦ ଏବଂ ପରବର୍ତ୍ତୀ ପଦଟି :୯ ର ଫଳାଫଳ ଅଟେ । ଏହି ସଂଯୋଗ ଦେଖାଇବା ପାଇଁ ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ଉପାୟ ବ୍ୟବହାର\n କରନ୍ତୁ ।  (ଦେଖନ୍ତୁ: rc://en/ta/man/translate/grammar-connect-logic-result)\n\n\n
PHP 2 10 xz1u figs-metonymy ἐν τῷ ὀνόματι Ἰησοῦ, πᾶν γόνυ κάμψῃ 1 at the name of Jesus every knee would bend \n \n\nଏାରେ, **ନାମ** ସେହି ବ୍ୟକ୍ତିଙ୍କ ପାଇଁ ଏକ ଲକ୍ଷଣାତ୍ମକ\n ଶବ୍ଦ ଅଟେ, ଯାହାକୁ ସେମାନେ ଉପାସନା କରିବେ । ବିକଳ୍ପ ଅନୁବାଦ:\n “ଯୀଶୁଙ୍କ ଆଗରେ” କିମ୍ବା “ପ୍ରତ୍ୟେକ ବ୍ୟକ୍ତି ଯୀଶୁଙ୍କୁ ଉପାସନା କରିବେ” (ଦେଖନ୍ତୁ: rc://en/ta/man/translate/figs-metonymy)\n\n\n
PHP 2 10 xn7a ἐπουρανίων καὶ ἐπιγείων καὶ καταχθονίων 1 \n \n\n**ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ** ପାଉଲ ଏହି ବାକ୍ୟାଂଶକୁ\n ମନୁଷ୍ୟ ଏବଂ ଦୂତମାନଙ୍କ ସମେତ ସମସ୍ତ ପ୍ରାଣୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ବ୍ୟବହାର\n କରନ୍ତି ।  ଏହି ବାକ୍ୟଟି ସମସ୍ତ ପ୍ରାଣୀ ଯୀଶୁଙ୍କ ପ୍ରତି ଆଦର\n କରିବେ ବୋଲି ଜୋର ଦେଇଥାଏ ।  ଏହାକୁ ନିଜ ଭାଷାରେ ସର୍ବୋତ୍ତମ ଉପାୟରେ ପ୍ରକାଶ କରନ୍ତୁ ।  ବିକଳ୍ପ ଅନୁବାଦ: “ସ୍ୱର୍ଗରେ, ପୃଥିବୀରେ ଏବଂ ପାତାଳରେ ପ୍ରତ୍ୟେକ ପ୍ରାଣୀ”\n\n\n
PHP 2 11 equs figs-abstractnouns εἰς δόξαν Θεοῦ Πατρὸς 1 to the glory of God the Father \n \n\nଯଦି ଆପଣଙ୍କ ଭାଷା **ଗୌରବର** ଧାରଣା ପାଇଁ ଏକ\n ଗୁଣବାଚକ  ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହି\n ଶବ୍ଦର ମୌଖିକ ରୂପ ବ୍ୟବହାର କରି କିମ୍ବା ଅନ୍ୟ କିଛି ଉପାୟରେ ଗୁଣବାଚକ ବିଶେଷ୍ୟ **ଗୌରବ**  ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବ ।  ବିକଳ୍ପ ଅନୁବାଦ: “ଏବଂ ପରମପିତା ଈଶ୍ୱରଙ୍କୁ\n ସମ୍ମାନ ଦିଅ” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
PHP 2 13 fc9l ἐνεργῶν 1 \n \n\nମୂଳ ଭାଷାରେ ଯେଉଁ ଭାଷାରେ ପାଉଲ ଏହି ପତ୍ର\n ଲେଖିଥିଲେ, **କାର୍ଯ୍ୟ** ଶବ୍ଦ ନିରନ୍ତର କାର୍ଯ୍ୟକୁ ଦର୍ଶାଏ ଏବଂ ବିଶ୍ଵାସୀମାନଙ୍କ ମଧ୍ୟରେ\n ଈଶ୍ଵରଙ୍କ କାର୍ଯ୍ୟର ସ୍ୱଭାବ ଉପରେ ଗୁରୁତ୍ୱାରୋପ କରେ ।  ଆପଣଙ୍କ ଭାଷାରେ ଏହି ଶବ୍ଦର ନିରନ୍ତର ସ୍ୱଭାବ ପ୍ରକାଶ କରିବାର ସର୍ବୋତ୍ତମ ଉପାୟ\n ବ୍ୟବହାର କରନ୍ତୁନ୍ତୁ ।  ବିକଳ୍ପ ଅନୁବାଦ: “ନିରନ୍ତର କାର୍ଯ୍ୟ” । \n\n\n
PHP 2 13 qy5x figs-extrainfo ἐν ὑμῖν 1 \n \n\n**ତୁମ୍ଭମାନଙ୍କ ମଧ୍ୟରେ**  ବାକ୍ୟ ସୂଚାଇପାରେ: (୧) ଈଶ୍ଵର ଫିଲିପ୍ପୀୟର\n ପ୍ରତ୍ୟେକ ବିଶ୍ଵାସୀଙ୍କ ହୃଦୟରେ ପୃଥକ ଭାବରେ କାର୍ଯ୍ୟ କରନ୍ତି ।  () ଫିଲିପ୍ପୀୟର ବିଶ୍ଵାସୀଙ୍କ ମଧ୍ୟରେ ଈଶ୍ଵର ନିଖୁଣ\n କାର୍ଯ୍ୟ କରନ୍ତି ।  ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରେ” (୩) ଉଭୟ ଏକ ଏବଂ ଦୁଇଟି ଏକକାଳୀନ ବିକଳ୍ପ ।  ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରେ” ଯଦି\n ଆପଣଙ୍କ ଭାଷା ଈଶ୍ଵରଙ୍କ କାର୍ଯ୍ୟର ବସ୍ତୁକୁ ଅସ୍ପଷ୍ଟ ରଖିବାକୁ ଅନୁମତି ଦିଏ, ତେବେ  ULT ରେ ଥିବା ବିକଳ୍ପ ବ୍ୟବହାର କରନ୍ତୁ ।  ଯଦି ଆପଣଙ୍କର ଭାଷା ଏହା ପାଇଁ ଅନୁମତି ଦିଏ ନାହିଁ, ଉପରୋକ୍ତ\n ବିକଳ୍ପଗୁଡ଼ିକ ମଧ୍ୟରୁ ଗୋଟିଏ ବ୍ୟବହାର କରନ୍ତୁ ।  (ଦେଖନ୍ତୁ: rc://en/ta/man/translate/figs-extrainfo)\n\n\n
PHP 2 14 gy6p figs-yousingular πάντα ποιεῖτε χωρὶς γογγυσμῶν καὶ διαλογισμῶν 1 \n \n\n**ବିନା ସମସ୍ତ କାର୍ଯ୍ୟ କର** ବାକ୍ୟାଂଶ ସମସ୍ତ\n ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଏକ ନିର୍ଦ୍ଦେଶ ବା ଆଜ୍ଞା ଅଟେ ।  ଏକ ଗୋଷ୍ଠୀର ଲୋକଙ୍କୁ ନିର୍ଦ୍ଦେଶ ଦେବା ପାଇଁ\n ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ବାକ୍ୟ ଗଠନ ବ୍ୟବହାର କରନ୍ତୁ ।  ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ, ନିଶ୍ଚିତ କର ଯେ ତୁମ୍ଭେମାନେ\n କୌଣସି କାର୍ଯ୍ୟରେ ଅଭିଯୋଗ କିମ୍ବା ତର୍କ ନ କର” (ଦେଖନ୍ତୁ: rc://en/ta/man/translate/figs-yousingular)\n\n\n
PHP 2 15 sp0g figs-metaphor τέκνα Θεοῦ 1 \n \n\n**ଈଶ୍ଵରଙ୍କ ସନ୍ତାନ** ବାକ୍ୟ ସେହି ଲୋକମାନଙ୍କୁ\n ବର୍ଣ୍ଣନା କରିବାର ଏକ ସାଙ୍କେତିକ ଉପାୟ ଅଟେ, ଯେଉଁମାନେ ଯୀଶୁଙ୍କ ଉପରେ ସେମାନଙ୍କର ବିଶ୍ଵାସ ଏବଂ\n ଭରସା ରଖି ଈଶ୍ଵରଙ୍କ ସହ ପିତା-ସନ୍ତାନ ସମ୍ପର୍କ ସ୍ଥାପନ କରିଛନ୍ତି ।  ଏଠାରେ, ସନ୍ତାନମାନେ ଯେଉଁମାନେ ଯୁବକ, ସେମାନଙ୍କୁ ବୁଝାଏ\n ନାହିଁ, କେବଳ ସେହି\n ସମ୍ପର୍କକୁ ସୂଚାଇଥାଏ ଯେଉଁଥିରେ ଲୋକମାନେ କୌଣସି ବୟସରେ ନିଜ ପିତାଙ୍କ ସହ ରହିଥା’ନ୍ତି । ଯଦି ଆପଣ ସନ୍ତାନମାନଙ୍କୁ\n ଏକ ଆକ୍ଷରିକ ଶବ୍ଦ ବ୍ୟବହାର କରି ଅନୁବାଦ କରନ୍ତି, ଏକ ଶବ୍ଦ ବାଛନ୍ତୁ ଯାହାକି ସେମାନଙ୍କ ପିତାଙ୍କ\n ସମ୍ବନ୍ଧରେ କୌଣସି ବୟସର ଲୋକକୁ ବୁଝାଏ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଆତ୍ମିକ ସନ୍ତାନ” କିମ୍ବା “ଈଶ୍ଵରଙ୍କ ଆତ୍ମିକ ସନ୍ତାନ”\n (ଦେଖନ୍ତୁ: rc://en/ta/man/translate/figs-metaphor)\n\n\n

1 Book Chapter Verse ID SupportReference OrigQuote Occurrence GLQuote OccurrenceNote
349 PHP 2 4 l3q0 figs-pronouns ἑαυτῶν 1 \n \n\nଏଠାରେ, ବିଶେ. ସର୍ବନାମ **ଆପଣା** ମୂଳ ଭାଷାରେ ବହୁବଚନ\n ଅଟେ ଯେଉଁ ଭାଷାରେ ପାଉଲ ଏହି ପତ୍ର ଲେଖିଥିଲେ ।  ଏହି ସର୍ବନାମ ପାଇଁ ଯଦି ଆପଣଙ୍କ ଭାଷାରେ ବହୁବଚନ ବାଚକ ଶବ୍ଦ ଅଛି, ତେବେ ଏହାକୁ\n ଏଠାରେ ବ୍ୟବହାର କରନ୍ତୁ ।  ବିକଳ୍ପ ଅନୁବାଦ: “ଆପଣା ବିଶରେ” (ଦେଖନ୍ତୁ: rc://en/ta/man/translate/figs-pronouns)\n\n\n
350 PHP 2 4 qmzl figs-rpronouns ἑαυτῶν 1 \n \n\nଏଠାରେ, ବିଶେ. ସର୍ବନାମ **ଆପଣା** ପଦର ପ୍ରାରମ୍ଭରେ **ପ୍ରତ୍ୟେକକୁ**\n ସୂଚାଏ ।  ବିକଳ୍ପ ଅନୁବାଦ: “ନିଜ ବିଶରେ” (ଦେଖନ୍ତୁ: rc://en/ta/man/translate/figs-rpronouns)\n\n\n
351 PHP 2 5 pqdc τοῦτο φρονεῖτε ἐν ὑμῖν, ὃ καὶ ἐν Χριστῷ Ἰησοῦ 1 \n \n\nବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁଙ୍କ ପରି ମନୋଭାବ\n ରଖ”\n\n\n
352 PHP 2 5 kwoe figs-yousingular τοῦτο φρονεῖτε 1 \n \n\nଫିଲିପ୍ପୀୟର ସମସ୍ତ ବିଶ୍ଵାସୀମାନଙ୍କ ପାଇଁ ଏହା ଏକ\n ଆଜ୍ଞା ବା ନିର୍ଦ୍ଦେଶ ଅଟେ । ଏକ ଗୋଷ୍ଠୀର ଲୋକମାନଙ୍କୁ\n ନିର୍ଦ୍ଦେଶ ଦେବା ପାଇଁ ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ବାକ୍ୟ ଗଠନ ବ୍ୟବହାର କରନ୍ତୁ ।  ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ପ୍ରତ୍ୟେକଙ୍କର\n ଏହି ମନୋଭାବ ରହିବା ଉଚିତ” (ଦେଖନ୍ତୁ:rc://en/ta/man/translate/figs-yousingular)\n\n\n
353 PHP 2 5 acmu figs-explicit τοῦτο φρονεῖτε ἐν ὑμῖν, ὃ καὶ ἐν Χριστῷ Ἰησοῦ 1 \n \n\nଏଠାରେ ବାକ୍ୟାଂଶ **ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ\n ଥିଲା, ତୁମ୍ଭମାନଙ୍କର\n ସେହିପରି ମନ ହେଉ**  ଅର୍ଥ ଯେ ଜଣେ ବିଶ୍ଵାସୀଙ୍କର\n ସମାନ ମନୋଭାବ ଏବଂ ଆଭିମୁଖ୍ୟ ରହିବା ଆବଶ୍ୟକ ଯାହା ଖ୍ରୀଷ୍ଟ ଯୀଶୁଙ୍କଠାରେ ଥିଲା ଏବଂ ଯାହା\n ତାଙ୍କ ଆଚରଣକୁ ବୁଝାଏ ​​।  ଯଦି ଆପଣଙ୍କର ପାଠକମାନେ ଏହି ବାକ୍ୟାଂଶକୁ ଭୁଲ ବୁଝନ୍ତି, ତେବେ ଏହାକୁ ସ୍ପଷ୍ଟ ଭାବରେ ଦର୍ଶାନ୍ତୁ ।  ବିକଳ୍ପ ଅନୁବାଦ: “ଖ୍ରୀଷ୍ଟ ଯୀଶୁଙ୍କ ଭଳି ଭାବ”\n କିମ୍ବା “ଖ୍ରୀଷ୍ଟ ଯୀଶୁଙ୍କ ପରି ସମାନ ବିଚାର କର” (ଦେଖନ୍ତୁ: rc://en/ta/man/translate/figs-expl)\n\n\n
354 PHP 2 6 xo2l ἐν μορφῇ Θεοῦ ὑπάρχων 1 \n \n\n**ଈଶ୍ବରରୂପୀ ବିଦ୍ୟମାନ** ବାକ୍ୟର ଅର୍ଥ ଯୀଶୁଙ୍କର\n ଈଶ୍ଵରଙ୍କର ସ୍ୱଭାବ ଥିଲା ।  ଏହାର ଅର୍ଥ ଯୀଶୁ କେବଳ ଈଶ୍ଵରଙ୍କ ପରି ଦେଖାଯାଉଥିଲେ ନୁହେଁ, କିନ୍ତୁ\n ଈଶ୍ଵର  ମଧ୍ୟ ଥିଲେ । ଏହି ବାକ୍ୟଟି ପ୍ରକାଶ କରେ ଯେ ଯୀଶୁ ସମ୍ପୂର୍ଣ୍ଣ ଭାବରେ ଈଶ୍ଵର ଥିଲେ ।  ଏହି ପଦର ଅବଶିଷ୍ଟ ଅଂଶ ଏବଂ ପରବର୍ତ୍ତୀ ଦୁଇଟି ପଦ\n ବ୍ୟାଖ୍ୟା କରେ ଯେ ଯୀଶୁ, ସମ୍ପୂର୍ଣ୍ଣ ଈଶ୍ଵର ଥିଲେ ସୁଦ୍ଧା, ଈଶ୍ଵରଙ୍କ\n ଆଜ୍ଞାରେ ନିଜକୁ ନମ୍ର କରି ସେବକ ଭାବରେ କାର୍ଯ୍ୟ କଲେ।  କୌଣସି ଅନୁବାଦ ଯାହା ସୂଚାଏ ଯେ ଯୀଶୁ ସମ୍ପୂର୍ଣ୍ଣ ଭାବରେ ଈଶ୍ଵର  ନ ଥିଲେ, ତେବେ ସେହି ଅନୁବାଦରୁ ଦୂରେଇ ରୁହନ୍ତୁ ।  ବିକଳ୍ପ ଅନୁବାଦ: “ସମ୍ପୂର୍ଣ୍ଣ ଈଶ୍ଵର ହୋଇ ସୁଦ୍ଧ”\n କିମ୍ବା “ଯଦିଓ ଈଶ୍ଵରଙ୍କ ବିଷୟରେ ଯାହାକିଛି ସତ୍ୟ ତାହା ତାଙ୍କ ବିଷୟରେ ସତ୍ୟ ଅଟେ”\n\n\n
355 PHP 2 6 kd1l οὐχ…ἡγήσατο 1 \n \n\nବିକଳ୍ପ ଅନୁବାଦ: “ବିଚାର କଲେ ନାହିଁ” କିମ୍ବା\n “ଧ୍ୟାନ ଦେଲେ ନାହିଁ”\n\n\n
356 PHP 2 7 x5rt grammar-connect-logic-contrast ἀλλὰ 1 \n \n\nଏଠାରେ **ବଦଳରେ** ଶବ୍ଦ ୨: ୬ ରେ ପୂର୍ବ ବାକ୍ୟାଂଶ\n ଏବଂ ଏହି ପଦରେ ଏବଂ ପରବର୍ତ୍ତୀ ଦୁଇଟି ପଦରେ ଯୀଶୁଙ୍କ ବିଷୟରେ ଯାହା ପ୍ରକାଶ କରାଯାଇଛି\n ତାହା ମଧ୍ୟରେ ଏକ ପାର୍ଥକ୍ୟ ଉପସ୍ଥାପନ କରେ ।  ତାଙ୍କର ଈଶ୍ୱରୀୟ ଅଧିକାର ଏବଂ ଲାଭଗୁଡ଼ିକୁ ବଜାୟ ରଖିବା, କିମ୍ବା ସେଗୁଡ଼ିକୁ ସମର୍ପଣ କରିବା ପାଇଁ ଯୀଶୁଙ୍କ\n ପସନ୍ଦ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରେ । ଆପଣଙ୍କ ଭାଷାରେ\n ସର୍ବୋତ୍ତମ ବାକ୍ୟ ଗଠନ ବାଛନ୍ତୁ, ଯାହା **ବଦଳରେ** ଅର୍ଥକୁ ଏଠାରେ ପ୍ରକାଶ କରେ ।  ବିକଳ୍ପ ଅନୁବାଦ: “ବିପରୀତରେ” କିମ୍ବା “ବରଂ”\n କିମ୍ବା “କିନ୍ତୁ ଏହା ପରିବର୍ତ୍ତେ” (ଦେଖନ୍ତୁ: rc://en/ta/man/translate/grammar-connect-logic-contrast)\n\n\n
357 PHP 2 7 kvjd writing-pronouns ἀλλὰ ἑαυτὸν ἐκένωσεν 1 \n \n\nଏଠାରେ, ସର୍ବନାମ **ସେ** ଯୀଶୁଙ୍କୁ ସୂଚାଏ ।  ଯଦି ଆପଣଙ୍କର ପାଠକମାନେ ଏହାକୁ ଭୁଲ ବୁଝନ୍ତି, ତେବେ **ସେ**\n ଯୀଶୁଙ୍କ ବିଷୟରେ ବୁଝାଏ ବୋଲି ଆପଣ ଉଲ୍ଲେଖ କରିପାରିବେ।  ବିକଳ୍ପ ଅନୁବାଦ: “ଏହା ପରିବର୍ତ୍ତେ, ଯୀଶୁ ନିଜକୁ ଶୂନ୍ୟ କଲେ” (ଦେଖନ୍ତୁ: rc://en/ta/man/translate/writing-pronouns)\n\n\n
358 PHP 2 7 c64i figs-rpronouns ἑαυτὸν ἐκένωσεν 1 \n \n\nଏଠାରେ, ବିଶେ. ସର୍ବନାମ **ନିଜ** ଯୀଶୁଙ୍କୁ ସୂଚାଏ ଏବଂ\n ଯୀଶୁ ମୁକ୍ତ ଭାବରେ ଏବଂ ଉଦ୍ଦେଶ୍ୟମୂଳକ ଭାବରେ ଈଶ୍ୱରୀୟ ଅଧିକାର ଏବଂ ଲାଭଗୁଡ଼ିକର ନିଜକୁ\n ଶୂନ୍ୟ କରିବାକୁ ବାଛିଥିଲେ ବୋଲି ଜୋର ଦେବା ପାଇଁ ବ୍ୟବହୃତ  ।  ଆପଣଙ୍କ  ଭାଷାରେ ଏହି ସର୍ବନାମର\n ଗୁରୁତ୍ୱପୂର୍ଣ୍ଣ ଉପାଦାନକୁ ପ୍ରକାଶ କରିବାର ସର୍ବୋତ୍ତମ ଉପାୟ ବ୍ୟବହାର କରନ୍ତୁ । ବିକଳ୍ପ ଅନୁବାଦ: “ସେ ସ୍ୱଇଚ୍ଛାରେ ଈଶ୍ୱରୀୟ\n ଅଧିକାରଗୁଡ଼ିକୁ ପୃଥକ କଲେ” (ଦେଖନ୍ତୁ: rc://en/ta/man/translate/figs-rpronouns)\n\n\n
359 PHP 2 7 r5dn μορφὴν δούλου λαβών 1 \n \n\n**ସେବକର ରୂପ ଧାରଣ କରି** ବାକ୍ୟାଂଶର ଅର୍ଥ ଯୀଶୁ\n ପୃଥିବୀରେ ସେବକ ଭାବରେ କାର୍ଯ୍ୟ କରିଥିଲେ ।  ଏହାର ଅର୍ଥ ଯୀଶୁ କେବଳ ଜଣେ ସେବକ ପରି ଦେଖାଯାଉଥିଲେ ନୁହଁ ।  ଯଦି ଆପଣଙ୍କର ପାଠକମାନେ ଏହି ବାକ୍ୟାଂଶକୁ ଭୁଲ ବୁଝନ୍ତି, ତେବେ ଆପଣଙ୍କ ଭାଷାରୁ ଏକ ସମାନ ଅଭିବ୍ୟକ୍ତି\n ବ୍ୟବହାର କରନ୍ତୁ, କିମ୍ବା ଏହାକୁ ସରଳରେ ଭାଷାରେ ଦର୍ଶାନ୍ତୁ ।  ବିକଳ୍ପ ଅନୁବାଦ, “ଏବଂ ସେବକ ଭାବରେ କାର୍ଯ୍ୟ କଲେ”\n\n\n
360 PHP 2 7 qetl ἐν ὁμοιώματι ἀνθρώπων γενόμενος 1 \n \n\n**ମନୁଷ୍ୟ ସଦୃଶ ହୋଇ** ବାକ୍ୟର ଅର୍ଥ ଯୀଶୁ ଜଣେ ମନୁଷ୍ୟ\n ହେଲେ ଅଟେ । ଏହାର ଅର୍ଥ ଯୀଶୁ\n କେବଳ ମନୁଷ୍ୟ ସଦୃଶ ଥିଲେ ନୁହେଁ । ବରଂ ଏହାର ଅର୍ଥ\n ଯୀଶୁ, ଯିଏ ସର୍ବଦା\n ଈଶ୍ଵର ଭାବରେ ବିଦ୍ୟମାନ ଥିଲେ, ସେ ଏକ ମାନବ ଶରୀରକୁ ଗ୍ରହଣ କରିବାକୁ ଏବଂ\n ପୃଥିବୀରେ ମାନବ ରୂପରେ ଦେଖାଯିବାକୁ ପସନ୍ଦ କଲେ ।  ଯଦି ଆପଣଙ୍କର ପାଠକମାନେ ଏହି ବାକ୍ୟାଂଶକୁ ଭୁଲ ବୁଝନ୍ତି, ତେବେ ଏହାକୁ ସରଳ ଭାଷାରେ ପ୍ରକାଶ କରନ୍ତୁ ।  ବିକଳ୍ପ ଅନୁବାଦ: “ମନୁଷ୍ୟ ହୋଇ”\n\n\n
361 PHP 2 7 uizd καὶ σχήματι εὑρεθεὶς ὡς ἄνθρωπος 1 \n \n\n**ମନୁଷ୍ୟ ସଦୃଶ ହୋଇ** ବାକ୍ୟର ଅର୍ଥ ଯୀଶୁ ଜଣେ ମନୁଷ୍ୟ\n ପରି ଦେଖାଯାଉଥିଲେ ନୁହେଁ କିନ୍ତୁ ସେ ଜଣେ ମନୁଷ୍ୟ ନଥିଲେ । ବରଂ, ଏହି ବାକ୍ୟାଂଶ ପୂର୍ବ ବାକ୍ୟାଂଶର ଚିନ୍ତାଧାରାକୁ\n ଜାରି ରଖେ, ** ମନୁଷ୍ୟ ଭାବରେ ଜନ୍ମ ହୋଇ** ବାକ୍ୟାଂଶର ଅର୍ଥ ଯୀଶୁ ଜଣେ ମନୁଷ୍ୟ ହେଲେ ଏବଂ ରୂପରେ\n ସମ୍ପୂର୍ଣ୍ଣ ରୂପେ ,ମନୁଷ୍ୟ ଥିଲେ । **ରୂପରେ** ବାକ୍ୟାଂଶ ସୂଚାଏ ଯେ ଯୀଶୁ ସମ୍ପୂର୍ଣ୍ଣ\n ମାନବ ଥିଲେ। ଏହା ମଧ୍ୟ ସୂଚାଏ\n ଯେ ସଂପୂର୍ଣ୍ଣ ମନୁଷ୍ୟ ଥିବାବେଳେ, ଯୀଶୁ ଅନ୍ୟ ମାନବିକତାଠାରୁ ଭିନ୍ନ ଥିଲେ: ସେ ମନୁଷ୍ୟ\n ଥିଲେ ସୁଦ୍ଧା ନିଜର ପୂର୍ଣ୍ଣ ଈଶ୍ଵରୀୟତା ବଜାୟ ରଖିଥିଲେ ଏବଂ ତେଣୁ ସେ ଏକ ସମୟରେ ଉଭୟ ମନୁଷ୍ୟ\n ଏବଂ ଈଶ୍ୱର ଥିଲେ ।  ବିକଳ୍ପ ଅନୁବାଦ: “ଏବଂ ମନୁଷ୍ୟ ଥିଲେ ସୁଦ୍ଧା”\n\n\n
362 PHP 2 7 jmr8 figs-gendernotations ἄνθρωπος 1 \n \n\nଏଠାରେ ମନୁଷ୍ୟ ଶବ୍ଦ ତାହାଙ୍କ ଲିଙ୍ଗ ଅପେକ୍ଷା\n ଯୀଶୁଙ୍କ ମାନବିକତାର ଧାରଣା ଉପରେ ଗୁରୁତ୍ୱ ଦିଏ ।  ଯଦି ଆପଣଙ୍କ ଭାଷାରେ ଯୀଶୁଙ୍କ ମାନବିକତା ଉପରେ ଏହି ଗୁରୁତ୍ୱକୁ ପ୍ରକାଶ କରିବାର ଏକ\n ଉପାୟ ଅଛି, ତେବେ ଏହି ଶବ୍ଦକୁ ବ୍ୟବହାର କରନ୍ତୁ ଯାହାକି ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିବ ।  ଏହି ପଦରେ ଆପଣ **ମନୁଷ୍ୟ** ଶବ୍ଦକୁ କିପରି ଅନୁବାଦ\n କରିଛନ୍ତି ଦେଖନ୍ତୁ ।  ବିକଳ୍ପ ଅନୁବାଦ: “ଜଣେ ମନୁଷ୍ୟ” (ଦେଖନ୍ତୁ: rc://en/ta/man/translate/figs-gendernotations)\n\n\n
363 PHP 2 8 ttys figs-rpronouns ἑαυτὸν 1 \n \n\n**ନିଜ** ବିଶେଷ ସର୍ବନାମ ଅଟେ, ଯାହା ଯୀଶୁଙ୍କୁ\n ବୁଝାଏ, ନିଜକୁ ନମ୍ର\n କରିବାର ଯୀଶୁଙ୍କ କାର୍ଯ୍ୟକୁ ଗୁରୁତ୍ୱ ଦେବା ପାଇଁ ଏଠାରେ ବ୍ୟବହୃତ ଅଟେ ।  ଏହି ସର୍ବନାମର ଗୁରୁତ୍ଵପୂର୍ଣ୍ଣ ଉପାଦାନକୁ ପ୍ରକାଶ\n କରିବାକୁ ଆପଣଙ୍କ ଭାଷାର ସର୍ବୋତ୍ତମ ଉପାୟକୁ ବ୍ୟବହାର କରନ୍ତୁ ।  (ଦେଖନ୍ତୁ: rc://en/ta/man/translate/figs-rpronouns)\n\n\n
364 PHP 2 8 r5f0 figs-abstractnouns γενόμενος ὑπήκοος μέχρι θανάτου, θανάτου δὲ σταυροῦ 1 \n \n\nଯଦି ଏହା ଆପଣଙ୍କ ଭାଷାରେ ଅସ୍ପଷ୍ଟ ହେବ, ଆପଣ “ମରିବା”\n ପରି ଏକ କ୍ରିୟା ସହ  ଗୁଣବାଚକ  ବିଶେଷ୍ୟ **ମୃତ୍ୟୁର** ପଛରେ ଥିବା ଧାରଣା ପ୍ରକାଶ\n କରିପାରିବେ । ବିକଳ୍ପ ଅନୁବାଦ:\n “ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାକାରୀ ହୋଇ, କ୍ରୁଶରେ ମୃତ୍ୟୁଭୋଗ କଲେ” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
365 PHP 2 8 l1fk figs-idiom γενόμενος ὑπήκοος μέχρι θανάτου 1 \n \n\n**ପର୍ଯ୍ୟନ୍ତ** ବାକ୍ୟାଂଶଟି ଏକ ଇଂରାଜୀ ରୂଢ଼ି ଅଟେ\n ଯାହାକି ଗ୍ରୀକ ଏକ ସମ୍ବନ୍ଧସୂଚକ ଅବ୍ୟୟପଦ ଭାବରେ ଅନୁବାଦ କରେ । ଏହି ସମ୍ବନ୍ଧସୂଚକ ଅବ୍ୟୟପଦଟି ପିତାଙ୍କ ପ୍ରତି ଯୀଶୁଙ୍କ ଆଜ୍ଞାର ତୀବ୍ରତା ଉପରେ ଜୋର\n ଦେଇଥାଏ ଯାହା ଦର୍ଶାଏ ଯେ ମୃତ୍ୟୁ ସେହି ଆଜ୍ଞାର ଚରମ ଫଳାଫଳ ଥିଲା । ବିକଳ୍ପ ଅନୁବାଦ: “ସେ ମୃତ୍ୟୁବରଣ କରିବା\n ପର୍ଯ୍ୟନ୍ତ ଆଜ୍ଞାକାରୀ ଥିଲେ” (ଦେଖନ୍ତୁ: rc://en/ta/man/translate/figs-idiom)\n\n\n
366 PHP 2 8 flk2 θανάτου δὲ σταυροῦ 1 \n \n\n**ଏପରି କ୍ରୁଶରେ ମୃତ୍ୟୁ ପର୍ଯ୍ୟନ୍ତ** ବାକ୍ୟାଂଶ କ୍ରୁଶରେ\n ମରିବା ଅତ୍ୟନ୍ତ ଅପମାନଜନକ ବୋଲୁ ଦର୍ଶାଏ । **ଏପରି** ଶବ୍ଦକୁ ବ୍ୟବହାର କରି ଏବଂ ମୃତ୍ୟୁ ଶବ୍ଦର ପୁନରାବୃତ୍ତି କରି, ପାଉଲ ଯୀଶୁଙ୍କ\n ନମ୍ରତା ଏବଂ ଆଜ୍ଞାର ମହତ୍ତ୍ୱ ଉପରେ ଗୁରୁତ୍ୱାରୋପ କରୁଛନ୍ତି ।  **ଏପରି କ୍ରୁଶରେ ମୃତ୍ୟୁର** ବାକ୍ୟ ଦ୍ୱାରା ପ୍ରଦତ୍ତ ଗୁରୁତ୍ୱକୁ ଦେଖାଇବା ପାଇଁ\n ଆପଣଙ୍କ ଭାଷାର ସର୍ବୋତ୍ତମ ଉପାୟ ବ୍ୟବହାର କରନ୍ତୁ।  ବିକଳ୍ପ ଅନୁବାଦ: “ଏପରିକି କ୍ରୁଶରେ ମରିବା ପର୍ଯ୍ୟନ୍ତ” କିମ୍ବା “କ୍ରୁଶରେ ମରିବା\n ପର୍ଯ୍ୟନ୍ତ”\n\n\n
367 PHP 2 9 f3ek grammar-connect-logic-result διὸ 1 \n \n\n**ତେଣୁକରି** ଶବ୍ଦଟି ଏହି ଶବ୍ଦ ପୂର୍ବରୁ ଯାହା ଆସେ\n ଏବଂ ଏହାର କାରଣ ଏବଂ ଫଳାଫଳ ସମ୍ପର୍କକୁ ଦର୍ଶାଏ ।  ଏଠାରେ, **ତେଣୁକରି** ୨:୬-୮ ରେ ବର୍ଣ୍ଣନା କରାଯାଇଥିବା ପରି ଯୀଶୁ ନିଜକୁ ନମ୍ର\n କରିବାର ଫଳାଫଳକୁ ଉପସ୍ଥାପନ କରେ ।  ଆପଣଙ୍କ ଭାଷାରେ ଏପରି ଏକ ବାକ୍ୟ ବ୍ୟବହାର କରନ୍ତୁ ଯାହା **ତେଣୁକରି** ଶବ୍ଦ ଦ୍ବାରା\n ପ୍ରକାଶ କରାଯାଇଥିବା ଅର୍ଥକୁ ଉତ୍ତମ ଭାବେ ପ୍ରକାଶ କରେ । ବିକଳ୍ପ ଅନୁବାଦ: “ଏହି କାରଣରୁ” କିମ୍ବା “କାରଣ\n ଯୀଶୁ ଏହିପରି କାର୍ଯ୍ୟ କରିଥିଲେ” (ଦେଖନ୍ତୁ: rc://en/ta/man/translate/grammar-connect-logic-result)\n\n\n
368 PHP 2 9 wmvd αὐτὸν ὑπερύψωσεν 1 \n \n\nବିକଳ୍ପ ଅନୁବାଦ: “ତାଙ୍କୁ ଅତିମାତ୍ରାରେ ସମ୍ମାନ\n କଲେ”\n\n\n
369 PHP 2 10 b3ai grammar-connect-logic-result ἵνα 1 \n \n\n**ଯେପରି** ବାକ୍ୟାଂଶ ପୂର୍ବ ପଦ,\n ୨:୯ ସହ  ଯୋଡି ଦର୍ଶାଏ ଯେ ଏହି ପଦ ଏବଂ ପରବର୍ତ୍ତୀ ପଦଟି ୨:୯ ର ଫଳାଫଳ ଅଟେ । ଏହି ସଂଯୋଗ ଦେଖାଇବା ପାଇଁ ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ଉପାୟ ବ୍ୟବହାର\n କରନ୍ତୁ ।  (ଦେଖନ୍ତୁ: rc://en/ta/man/translate/grammar-connect-logic-result)\n\n\n
370 PHP 2 10 xz1u figs-metonymy ἐν τῷ ὀνόματι Ἰησοῦ, πᾶν γόνυ κάμψῃ 1 at the name of Jesus every knee would bend \n \n\nଏଠାରେ, **ନାମ** ସେହି ବ୍ୟକ୍ତିଙ୍କ ପାଇଁ ଏକ ଲକ୍ଷଣାତ୍ମକ\n ଶବ୍ଦ ଅଟେ, ଯାହାକୁ ସେମାନେ ଉପାସନା କରିବେ । ବିକଳ୍ପ ଅନୁବାଦ:\n “ଯୀଶୁଙ୍କ ଆଗରେ” କିମ୍ବା “ପ୍ରତ୍ୟେକ ବ୍ୟକ୍ତି ଯୀଶୁଙ୍କୁ ଉପାସନା କରିବେ” (ଦେଖନ୍ତୁ: rc://en/ta/man/translate/figs-metonymy)\n\n\n
371 PHP 2 10 xn7a ἐπουρανίων καὶ ἐπιγείων καὶ καταχθονίων 1 \n \n\n**ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ** ପାଉଲ ଏହି ବାକ୍ୟାଂଶକୁ\n ମନୁଷ୍ୟ ଏବଂ ଦୂତମାନଙ୍କ ସମେତ ସମସ୍ତ ପ୍ରାଣୀଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ବ୍ୟବହାର\n କରନ୍ତି ।  ଏହି ବାକ୍ୟଟି ସମସ୍ତ ପ୍ରାଣୀ ଯୀଶୁଙ୍କ ପ୍ରତି ଆଦର\n କରିବେ ବୋଲି ଜୋର ଦେଇଥାଏ ।  ଏହାକୁ ନିଜ ଭାଷାରେ ସର୍ବୋତ୍ତମ ଉପାୟରେ ପ୍ରକାଶ କରନ୍ତୁ ।  ବିକଳ୍ପ ଅନୁବାଦ: “ସ୍ୱର୍ଗରେ, ପୃଥିବୀରେ ଏବଂ ପାତାଳରେ ପ୍ରତ୍ୟେକ ପ୍ରାଣୀ”\n\n\n
372 PHP 2 11 equs figs-abstractnouns εἰς δόξαν Θεοῦ Πατρὸς 1 to the glory of God the Father \n \n\nଯଦି ଆପଣଙ୍କ ଭାଷା **ଗୌରବର** ଧାରଣା ପାଇଁ ଏକ\n ଗୁଣବାଚକ  ବିଶେଷ୍ୟ ବ୍ୟବହାର କରେ ନାହିଁ, ତେବେ ଆପଣ ଏହି\n ଶବ୍ଦର ମୌଖିକ ରୂପ ବ୍ୟବହାର କରି କିମ୍ବା ଅନ୍ୟ କିଛି ଉପାୟରେ ଗୁଣବାଚକ ବିଶେଷ୍ୟ **ଗୌରବ**  ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବ ।  ବିକଳ୍ପ ଅନୁବାଦ: “ଏବଂ ପରମପିତା ଈଶ୍ୱରଙ୍କୁ\n ସମ୍ମାନ ଦିଅ” (ଦେଖନ୍ତୁ: rc://en/ta/man/translate/figs-abstractnouns)\n\n\n
373 PHP 2 13 fc9l ἐνεργῶν 1 \n \n\nମୂଳ ଭାଷାରେ ଯେଉଁ ଭାଷାରେ ପାଉଲ ଏହି ପତ୍ର\n ଲେଖିଥିଲେ, **କାର୍ଯ୍ୟ** ଶବ୍ଦ ନିରନ୍ତର କାର୍ଯ୍ୟକୁ ଦର୍ଶାଏ ଏବଂ ବିଶ୍ଵାସୀମାନଙ୍କ ମଧ୍ୟରେ\n ଈଶ୍ଵରଙ୍କ କାର୍ଯ୍ୟର ସ୍ୱଭାବ ଉପରେ ଗୁରୁତ୍ୱାରୋପ କରେ ।  ଆପଣଙ୍କ ଭାଷାରେ ଏହି ଶବ୍ଦର ନିରନ୍ତର ସ୍ୱଭାବ ପ୍ରକାଶ କରିବାର ସର୍ବୋତ୍ତମ ଉପାୟ\n ବ୍ୟବହାର କରନ୍ତୁନ୍ତୁ ।  ବିକଳ୍ପ ଅନୁବାଦ: “ନିରନ୍ତର କାର୍ଯ୍ୟ” । \n\n\n
374 PHP 2 13 qy5x figs-extrainfo ἐν ὑμῖν 1 \n \n\n**ତୁମ୍ଭମାନଙ୍କ ମଧ୍ୟରେ**  ବାକ୍ୟ ସୂଚାଇପାରେ: (୧) ଈଶ୍ଵର ଫିଲିପ୍ପୀୟର\n ପ୍ରତ୍ୟେକ ବିଶ୍ଵାସୀଙ୍କ ହୃଦୟରେ ପୃଥକ ଭାବରେ କାର୍ଯ୍ୟ କରନ୍ତି ।  (୨) ଫିଲିପ୍ପୀୟର ବିଶ୍ଵାସୀଙ୍କ ମଧ୍ୟରେ ଈଶ୍ଵର ନିଖୁଣ\n କାର୍ଯ୍ୟ କରନ୍ତି ।  ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରେ” (୩) ଉଭୟ ଏକ ଏବଂ ଦୁଇଟି ଏକକାଳୀନ ବିକଳ୍ପ ।  ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରେ” ଯଦି\n ଆପଣଙ୍କ ଭାଷା ଈଶ୍ଵରଙ୍କ କାର୍ଯ୍ୟର ବସ୍ତୁକୁ ଅସ୍ପଷ୍ଟ ରଖିବାକୁ ଅନୁମତି ଦିଏ, ତେବେ  ULT ରେ ଥିବା ବିକଳ୍ପ ବ୍ୟବହାର କରନ୍ତୁ ।  ଯଦି ଆପଣଙ୍କର ଭାଷା ଏହା ପାଇଁ ଅନୁମତି ଦିଏ ନାହିଁ, ଉପରୋକ୍ତ\n ବିକଳ୍ପଗୁଡ଼ିକ ମଧ୍ୟରୁ ଗୋଟିଏ ବ୍ୟବହାର କରନ୍ତୁ ।  (ଦେଖନ୍ତୁ: rc://en/ta/man/translate/figs-extrainfo)\n\n\n
375 PHP 2 14 gy6p figs-yousingular πάντα ποιεῖτε χωρὶς γογγυσμῶν καὶ διαλογισμῶν 1 \n \n\n**ବିନା ସମସ୍ତ କାର୍ଯ୍ୟ କର** ବାକ୍ୟାଂଶ ସମସ୍ତ\n ଫିଲିପ୍ପୀୟ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଏକ ନିର୍ଦ୍ଦେଶ ବା ଆଜ୍ଞା ଅଟେ ।  ଏକ ଗୋଷ୍ଠୀର ଲୋକଙ୍କୁ ନିର୍ଦ୍ଦେଶ ଦେବା ପାଇଁ\n ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ବାକ୍ୟ ଗଠନ ବ୍ୟବହାର କରନ୍ତୁ ।  ବିକଳ୍ପ ଅନୁବାଦ: “ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ, ନିଶ୍ଚିତ କର ଯେ ତୁମ୍ଭେମାନେ\n କୌଣସି କାର୍ଯ୍ୟରେ ଅଭିଯୋଗ କିମ୍ବା ତର୍କ ନ କର” (ଦେଖନ୍ତୁ: rc://en/ta/man/translate/figs-yousingular)\n\n\n
376 PHP 2 15 sp0g figs-metaphor τέκνα Θεοῦ 1 \n \n\n**ଈଶ୍ଵରଙ୍କ ସନ୍ତାନ** ବାକ୍ୟ ସେହି ଲୋକମାନଙ୍କୁ\n ବର୍ଣ୍ଣନା କରିବାର ଏକ ସାଙ୍କେତିକ ଉପାୟ ଅଟେ, ଯେଉଁମାନେ ଯୀଶୁଙ୍କ ଉପରେ ସେମାନଙ୍କର ବିଶ୍ଵାସ ଏବଂ\n ଭରସା ରଖି ଈଶ୍ଵରଙ୍କ ସହ ପିତା-ସନ୍ତାନ ସମ୍ପର୍କ ସ୍ଥାପନ କରିଛନ୍ତି ।  ଏଠାରେ, ସନ୍ତାନମାନେ ଯେଉଁମାନେ ଯୁବକ, ସେମାନଙ୍କୁ ବୁଝାଏ\n ନାହିଁ, କେବଳ ସେହି\n ସମ୍ପର୍କକୁ ସୂଚାଇଥାଏ ଯେଉଁଥିରେ ଲୋକମାନେ କୌଣସି ବୟସରେ ନିଜ ପିତାଙ୍କ ସହ ରହିଥା’ନ୍ତି । ଯଦି ଆପଣ ସନ୍ତାନମାନଙ୍କୁ\n ଏକ ଆକ୍ଷରିକ ଶବ୍ଦ ବ୍ୟବହାର କରି ଅନୁବାଦ କରନ୍ତି, ଏକ ଶବ୍ଦ ବାଛନ୍ତୁ ଯାହାକି ସେମାନଙ୍କ ପିତାଙ୍କ\n ସମ୍ବନ୍ଧରେ କୌଣସି ବୟସର ଲୋକକୁ ବୁଝାଏ । ବିକଳ୍ପ ଅନୁବାଦ: “ଈଶ୍ଵରଙ୍କ ଆତ୍ମିକ ସନ୍ତାନ” କିମ୍ବା “ଈଶ୍ଵରଙ୍କ ଆତ୍ମିକ ସନ୍ତାନ”\n (ଦେଖନ୍ତୁ: rc://en/ta/man/translate/figs-metaphor)\n\n\n