Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-22 07:03:35 +00:00
parent 83e1ef3416
commit 3a56eea36a
1 changed files with 1 additions and 1 deletions

View File

@ -197,7 +197,7 @@ EPH 4 13 m3rt εἰς ἄνδρα τέλειον 1 become mature “ପରି
EPH 4 13 gv6m τέλειον 1 mature “ପୂର୍ଣ୍ଣ ବିକଶିତ” କିମ୍ବା “ବୃଦ୍ଧିପ୍ରାପ୍ତ” କିମ୍ବା “ସମ୍ପୂର୍ଣ୍ଣ”
EPH 4 14 xgi4 figs-metaphor ὦμεν νήπιοι 1 be children ଆତ୍ମିକଭାବରେ ବୃଦ୍ଧିପ୍ରାପ୍ତ ହୋଇ ନ ଥିବା ବିଶ୍ଵାସୀମାନଙ୍କ ବିଷୟରେ ପାଉଲ କହୁଛନ୍ତି ଯେ ସତେ ଯେପରି ସେମାନେ **ଶିଶୁଗଣ**, ଯେଉଁମାନଙ୍କର ଜୀବନ ସମ୍ବନ୍ଧରେ ଅତି ଅଳ୍ପ ଅନୁଭୂତି ଅଛି I ବିକଳ୍ପ ଅନୁବାଦ: ‘ଯେପରି ଆମ୍ଭେମାନେ ଶିଶୁପରି ନ ହେଉ” ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 4 14 ndj2 figs-metaphor περιφερόμενοι καὶ περιφερόμενοι παντὶ ἀνέμῳ τῆς διδασκαλίας 1 tossed back and forth ... carried away by every wind of teaching ପରିପକ୍ଵ ନହୋଇ ଭ୍ରାନ୍ତ ଶିକ୍ଷା ପଛରେ ଯାଉଥିବା ବିଶ୍ଵାସୀ ଜଣକ ବିଷୟରେ ପାଉଲ ଉଲ୍ଲେଖ କରନ୍ତି ଯିଏ ସତେ ଯେପରି ସେହି ବିଶ୍ଵାସୀ ଯିଏ  ଗୋଟିଏ ନୌକା ଅଟେ, ଯାହାକୁ ଜଳ ଉପରେ **ବାୟୁ** ଏବଂ **ତରଙ୍ଗ** ଇତଃସ୍ତତଃ ଚାଳିତ କରି ବିଭିନ୍ନ ଦିଗକୁ ନେଇଯାଏ I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 4 14 r3bj ἐν τῇ κυβίᾳ τῶν ἀνθρώπων, ἐν πανουργίᾳ πρὸς τὴν μεθοδίαν τῆς πλάνης 1 by the trickery of people in their deceitful schemes **ଚାତୁରୀ**, **ଚତୁରତା** ଏବଂ **ଷଡଯନ୍ତ୍ର** ଗୁଣ ବାଚକ ବିଶେଷ୍ୟ ପଦଗୁଡ଼ିକ ଅଟେ I ବିକଳ୍ପ ଅନୁବାଦ: "ଚତୁର ଲୋକମାନଙ୍କ ଦ୍ୱାରା ଯେଉଁମାନେ ଚତୁରତାର ସହିତ ବିଶ୍ୱାସୀମାନଙ୍କୁ ପ୍ରତାରଣା କରନ୍ତି"
EPH 4 14 r3bj ἐν τῇ κυβίᾳ τῶν ἀνθρώπων, ἐν πανουργίᾳ πρὸς τὴν μεθοδίαν τῆς πλάνης 1 by the trickery of people in their deceitful schemes **ଚାତୁରୀ,** **ଚତୁରତା** ଏବଂ **ଷଡଯନ୍ତ୍ର** ଗୁଣ ବାଚକ ବିଶେଷ୍ୟ ପଦଗୁଡ଼ିକ ଅଟେ I ବିକଳ୍ପ ଅନୁବାଦ: "ଚତୁର ଲୋକମାନଙ୍କ ଦ୍ୱାରା ଯେଉଁମାନେ ଚତୁରତାର ସହିତ ବିଶ୍ୱାସୀମାନଙ୍କୁ ପ୍ରତାରଣା କରନ୍ତି"
EPH 4 15 zw32 figs-metaphor εἰς αὐτὸν ... ὅς ἐστιν ἡ κεφαλή 1 into him who is the head ପାଉଲ ମନୁଷ୍ୟର ଶରୀରକୁ ପ୍ରତିଛବିଭାବରେ ବ୍ୟବହାରକରି ବର୍ଣ୍ଣନା କରୁଛନ୍ତି ଯେ ଗୋଟିଏ ଶରୀରର **ମସ୍ତକ** ଯେପରି ସୁସ୍ଥସବଳ ଭାବରେ ବଢ଼ିବାପାଇଁ ଶରୀରର ଅଙ୍ଗପ୍ରତ୍ୟଙ୍ଗକୁ ଏକତ୍ର କାର୍ଯ୍ୟ କରାଏ, ଖ୍ରୀଷ୍ଟ ସେପରି ବିଶ୍ଵାସୀମାନଙ୍କୁ ଶୃଂଖଳିତଭାବରେ କାର୍ଯ୍ୟ କରିବାକୁ ଦିଅନ୍ତି I ([[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 4 15 i2ff ἐν ἀγάπῃ 1 in love **ପ୍ରେମ** ଶବ୍ଦ ଏକ ଗୁଣ ବାଚକ ବିଶେଷ୍ୟ ପଦ ଅଟେ I ବିକଳ୍ପ ଅନୁବାଦ: "ଯେପରି ଅଙ୍ଗପ୍ରତ୍ୟଙ୍ଗସବୁ ପରସ୍ପରକୁ ପ୍ରେମ କରନ୍ତି” [[rc://en/ta/man/translate/figs-abstractnouns]])ଦେଖନ୍ତୁ)
EPH 4 16 ll7f figs-metaphor ἐξ οὗ πᾶν τὸ σῶμα … τὴν αὔξησιν τοῦ σώματος ποιεῖται εἰς οἰκοδομὴν ἑαυτοῦ ἐν ἀγάπῃ 1 Christ builds the whole body ... makes the body grow so that it builds itself up in love ପାଉଲ ମନୁଷ୍ୟର ଶରୀରକୁ ପ୍ରତିଛବିଭାବରେ ବ୍ୟବହାରକରି ବର୍ଣ୍ଣନା କରୁଛନ୍ତି ଯେ ଗୋଟିଏ **ଶରୀରର** ମସ୍ତକ ଯେପରି ସୁସ୍ଥସବଳ ଭାବରେ ବଢ଼ିବାପାଇଁ ଶରୀରର ଅଙ୍ଗପ୍ରତ୍ୟଙ୍ଗକୁ ଏକତ୍ର କାର୍ଯ୍ୟ କରାଏ, ଖ୍ରୀଷ୍ଟ ସେପରି ବିଶ୍ଵାସୀମାନଙ୍କୁ ଶୃଂଖଳିତଭାବରେ କାର୍ଯ୍ୟ କରିବାକୁ ଦିଅନ୍ତି I ([[rc://en/ta/man/translate/figs-metaphor]]ଦେଖନ୍ତୁ)

Can't render this file because it contains an unexpected character in line 2 and column 4525.