Edit 'en_tn_50-EPH.tsv' using 'tc-create-app'

This commit is contained in:
manash12d 2022-07-22 07:03:13 +00:00
parent ffac67550e
commit 83e1ef3416
1 changed files with 8 additions and 8 deletions

View File

@ -89,16 +89,16 @@ EPH 2 11 p7m2 figs-metaphor τὰ ἔθνη ἐν σαρκί 1 Gentiles in the f
EPH 2 11 e76g figs-metonymy ἀκροβυστία 1 uncircumcision ଅଣଯିହୂଦୀ ଲୋକମାନେ ଶିଶୁ ଅବସ୍ଥାରେ ସୁନ୍ନତ ହେଉ ନ ଥିଲେ ଏବଂ ସେଥିପାଇଁ ଯିହୂଦୀମାନେ ସେମାନଙ୍କୁ ଈଶ୍ଵରଙ୍କ ବ୍ୟବସ୍ଥା ପାଳନ ନ କରିବା ଲୋକମାନେ ବୋଲି ବିବେଚନା କରୁଥିଲେ I ବିକଳ୍ପ ଅନୁବାଦ: “ଅସୁନ୍ନତ ଅଣଯିହୁଦୀ/ବିଜାତି” (ଦେଖନ୍ତୁ: [[rc://en/ta/man/translate/figs-metonymy]])
EPH 2 11 nlf2 figs-metonymy περιτομῆς 1 circumcision ଏହା ଯିହୂଦୀମାନଙ୍କ ନିମନ୍ତେ ଆଉ ଗୋଟିଏ ନାମ, କାରଣ ସବୁ ପୁରୁଷ ଶିଶୁମାନେ **ସୁନ୍ନତ** ହେଉଥିଲେ I ବିକଳ୍ପ ଅନୁବାଦ: “ସୁନ୍ନତ ଲୋକମାନେ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
EPH 2 11 fb4r τῆς λεγομένης περιτομῆς ἐν σαρκὶ χειροποιήτου 1 "what is called the ""circumcision"" in the flesh made by human hands" ଏହାର ସମ୍ଭାବିତ ଅର୍ଥାଗୁଡିକ ହେଲା: (୧) ଯିହୂଦୀମାନେ ଯେଉଁମାନେ ମନୁଷ୍ୟମାନଙ୍କ ଦ୍ଵାରା ସୁନ୍ନତ ହେଉଥିଲେ। () ଯିହୂଦୀମାନେ, ଯେଉଁମାନେ ପାର୍ଥିବ ଶରୀରକୁ ସୁନ୍ନତ କରୁଥିଲେ।
EPH 2 11 tf9i figs-activepassive ὑπὸ τῆς λεγομένης 1 by what is called ଏହାକୁ କର୍ତ୍ତୃବାଚ୍ୟ ସହିତ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ବୋଲି ଲୋକମାନେ ଡାକନ୍ତି” କିମ୍ବା “ଯାହାଙ୍କର ବୋଲି ଲୋକମାନେ ଡାକନ୍ତି” (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 2 11 tf9i figs-activepassive ὑπὸ τῆς λεγομένης 1 by what is called ଏହାକୁ ଆପଣ କର୍ତ୍ତୃବାଚ୍ୟ ସହିତ ଅନୁବାଦ କରିପାରିବେ। ବିକଳ୍ପ ଅନୁବାଦ: “ଯାହା ବୋଲି ଲୋକମାନେ ଡାକନ୍ତି” କିମ୍ବା “ଯାହାଙ୍କର ବୋଲି ଲୋକମାନେ ଡାକନ୍ତି” (ଦେଖନ୍ତୁ: [[rc://en/ta/man/translate/figs-activepassive]])
EPH 2 12 u3vu χωρὶς Χριστοῦ 1 separated from Christ ବିକଳ୍ପ ଅନୁବାଦ: ଅବିଶ୍ଵାସୀମାନେ
EPH 2 12 sti2 figs-metaphor ξένοι τῶν διαθηκῶν τῆς ἐπαγγελίας 1 strangers to the covenants of the promise ପାଉଲ ବିଜାତି ବିଶ୍ଵାସୀମାନଙ୍କୁ କହନ୍ତି ଯେ ସତେ ଯେପରି ସେମାନେ ବିଦେଶୀ ହୋଇ ଈଶ୍ଵରଙ୍କ **ନିୟମ** ଏବଂ **ପ୍ରତିଜ୍ଞାର** ଦେଶରୁ ଦୂରରେ ରଖାଯାଇଥିଲେ। (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 2 12 sti2 figs-metaphor ξένοι τῶν διαθηκῶν τῆς ἐπαγγελίας 1 strangers to the covenants of the promise ପାଉଲ ବିଜାତି ବିଶ୍ଵାସୀମାନଙ୍କୁ କହନ୍ତି ଯେ ସତେ ଯେପରି ସେମାନେ ବିଦେଶୀ ହୋଇ ଈଶ୍ଵରଙ୍କ **ନିୟମ** ଏବଂ **ପ୍ରତିଜ୍ଞାର** ଦେଶରୁ ଦୂରରେ ରଖାଯାଇଥିଲେ। (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 2 13 quq4 νυνὶ δὲ ἐν Χριστῷ Ἰησοῦ 1 But now in Christ Jesus
EPH 2 13 uf8m figs-metaphor ὑμεῖς οἵ ποτε ὄντες μακρὰν, ἐγενήθητε ἐγγὺς ἐν τῷ αἵματι τοῦ Χριστοῦ 1 you who once were far away from God have been brought near by the blood of Christ ପାପ ସକାଶୁ ଈଶ୍ଵରଙ୍କର ନୋହିବା ବିଷୟରେ କୁହାଯାଏ ଯେ ସତେ ଯେପରି ସେମାନେ ଈଶ୍ଵରଙ୍କଠାରୁ ଦୂରରେ ଅଛନ୍ତି I ଖ୍ରୀଷ୍ଟଙ୍କର ରକ୍ତ ସକାଶୁ ଈଶ୍ଵରଙ୍କର ହୋଇଥିବା ବିଷୟରେ କୁହାଯାଏ ଯେ ସତେ ଯେପରି ଈଶ୍ଵରଙ୍କ ନିକଟକୁ ଅଣାଯାଇଛନ୍ତି I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ପୂର୍ବେ ଈଶ୍ଵରଙ୍କର ନ ଥିଲ, ବର୍ତ୍ତମାନ ଖ୍ରୀଷ୍ଟଙ୍କର ରକ୍ତ ସକାଶୁ ଈଶ୍ଵରଙ୍କର ହୋଇଅଛ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 2 13 tth1 figs-metonymy ἐν τῷ αἵματι τοῦ Χριστοῦ 1 by the blood of Christ **ଖ୍ରୀଷ୍ଟଙ୍କର ରକ୍ତ** ଗୋଟିଏ ରୂପକ, ଯାହା ତାହାଙ୍କର ମୃତ୍ୟୁକୁ ବୁଝାଏ I ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କର ମୃତ୍ୟୁ  ଦ୍ଵାରା” କିମ୍ବା “ଖ୍ରୀଷ୍ଟ ଆମ୍ଭମାନଙ୍କ ସକାଶେ ମୃତ୍ୟୁଭୋଗ କରିବା ସମୟରେ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
EPH 2 14 ue4u αὐτὸς … ἐστιν ἡ εἰρήνη ἡμῶν 1 he is our peace ଯୀଶୁ ତାହାଙ୍କର ଶାନ୍ତି ଆମ୍ଭମାନଙ୍କୁ ଦିଅନ୍ତି
EPH 2 14 ccy8 figs-inclusive ἡ εἰρήνη ἡμῶν 1 our peace **ଆମ୍ଭମାନଙ୍କ** ଶବ୍ଦଟି ପାଉଲ ଏବଂ ତାହାଙ୍କ ପାଠକଗଣକୁ ବୁଝାଏ, ଆଉ ସେଥିପାଇଁ ଏହା ଅନ୍ତର୍ଭୁକ୍ତକାରୀ ଶବ୍ଦ ଅଟେ। (ଦେଖନ୍ତୁ: [[rc://en/ta/man/translate/figs-exclusive]])
EPH 2 14 t9zn ὁ ποιήσας τὰ ἀμφότερα ἓν 1 He made the two one ସେ ଯିହୂଦୀ ଓ ବିଜାତିମାନଙ୍କୁ ଏକ କଲେ
EPH 2 14 t6rd figs-metonymy ἐν τῇ σαρκὶ αὐτοῦ 1 By his flesh “**ତାହାଙ୍କ ଶରୀର**” ଏବଂ ତାହାଙ୍କ ପାର୍ଥିବ ଶରୀର” ରୂପକ ଅଟନ୍ତି, ଯାହା ତାହାଙ୍କ ମୃତ୍ୟୁଭୋଗ କରୁଥିବା ଶରୀରକୁ ବୁଝାଏ I ବିକଳ୍ପ ଅନୁବାଦ: “କ୍ରୁଶ ଉପରେ ତାହାଙ୍କ ଶରୀରର ମୃତ୍ୟୁ  ଦ୍ଵାରା” (ଦେଖନ୍ତୁ: [[rc://en/ta/man/translate/figs-metonymy]])
EPH 2 13 uf8m figs-metaphor ὑμεῖς οἵ ποτε ὄντες μακρὰν, ἐγενήθητε ἐγγὺς ἐν τῷ αἵματι τοῦ Χριστοῦ 1 you who once were far away from God have been brought near by the blood of Christ ପାପ ସକାଶୁ ଈଶ୍ଵରଙ୍କର ନୋହିବା ବିଷୟରେ କୁହାଯାଏ ଯେ ସତେ ଯେପରି ସେମାନେ ଈଶ୍ଵରଙ୍କଠାରୁ ଦୂରରେ ଅଛନ୍ତି ଖ୍ରୀଷ୍ଟଙ୍କର ରକ୍ତ ସକାଶୁ ଈଶ୍ଵରଙ୍କର ହୋଇଥିବା ବିଷୟରେ କୁହାଯାଏ ଯେ ସତେ ଯେପରି ଈଶ୍ଵରଙ୍କ ନିକଟକୁ ଅଣାଯାଇଛନ୍ତି ବିକଳ୍ପ ଅନୁବାଦ: “ତୁମ୍ଭେମାନେ ପୂର୍ବେ ଈଶ୍ଵରଙ୍କର ନ ଥିଲ, ବର୍ତ୍ତମାନ ଖ୍ରୀଷ୍ଟଙ୍କର ରକ୍ତ ସକାଶୁ ଈଶ୍ଵରଙ୍କର ହୋଇଅଛ” (ଦେଖନ୍ତୁ: [[rc://en/ta/man/translate/figs-metaphor]])
EPH 2 13 tth1 figs-metonymy ἐν τῷ αἵματι τοῦ Χριστοῦ 1 by the blood of Christ ଏଠାରେ **ଖ୍ରୀଷ୍ଟଙ୍କର ରକ୍ତ** ଗୋଟିଏ ରୂପକ, ଯାହା ତାହାଙ୍କର ମୃତ୍ୟୁକୁ ବୁଝାଏ ବିକଳ୍ପ ଅନୁବାଦ: “ଖ୍ରୀଷ୍ଟଙ୍କର ମୃତ୍ୟୁ  ଦ୍ଵାରା” କିମ୍ବା “ଖ୍ରୀଷ୍ଟ ଆମ୍ଭମାନଙ୍କ ସକାଶେ ମୃତ୍ୟୁଭୋଗ କରିବା ସମୟରେ” (ଦେଖନ୍ତୁ: [[rc://en/ta/man/translate/figs-metonymy]])
EPH 2 14 ue4u αὐτὸς … ἐστιν ἡ εἰρήνη ἡμῶν 1 he is our peace ବିକଳ୍ପ ଅନୁବାଦ: ଯୀଶୁ ତାହାଙ୍କର ଶାନ୍ତି ଆମ୍ଭମାନଙ୍କୁ ଦିଅନ୍ତି
EPH 2 14 ccy8 figs-inclusive ἡ εἰρήνη ἡμῶν 1 our peace **ଆମ୍ଭମାନଙ୍କ** ଶବ୍ଦଟି ପାଉଲ ଏବଂ ତାହାଙ୍କ ପାଠକଗଣକୁ ବୁଝାଏ, ସେଥିପାଇଁ ଏହା ଅନ୍ତର୍ଭୁକ୍ତକାରୀ ଶବ୍ଦ ଅଟେ। (ଦେଖନ୍ତୁ: [[rc://en/ta/man/translate/figs-exclusive]])
EPH 2 14 t9zn ὁ ποιήσας τὰ ἀμφότερα ἓν 1 He made the two one ବିକଳ୍ପ ଅନୁବାଦ: “ ଯିଏ ଯିହୂଦୀ ଓ ବିଜାତିମାନଙ୍କୁ ଏକ କରିଅଛନ୍ତି”
EPH 2 14 t6rd figs-metonymy ἐν τῇ σαρκὶ αὐτοῦ 1 By his flesh ବାକ୍ୟାଂଶ **ତାହାଙ୍କ ଶରୀର** ଏବଂ ତାହାଙ୍କ ପାର୍ଥିବ ଶରୀର, ଯାହା ତାହାଙ୍କ ମୃତ୍ୟୁଭୋଗ କରୁଥିବା ଶରୀରର ଲକ୍ଷଣାତ୍ମକ ଶବ୍ଦର ବ୍ୟବହାରକୁ ବୁଝାଏ I ବିକଳ୍ପ ଅନୁବାଦ: “କ୍ରୁଶ ଉପରେ ତାହାଙ୍କ ଶରୀରର ମୃତ୍ୟୁ  ଦ୍ଵାରା” (ଦେଖନ୍ତୁ: [[rc://en/ta/man/translate/figs-metonymy]])
EPH 2 14 d7uf τὸ μεσότοιχον ... τὴν ἔχθραν 1 the wall of hostility ଯିହୁଦୀ ଏବଂ ଅଣଯିହୁଦୀମାନଙ୍କ ମଧ୍ୟରେ **ଘୃଣାର ପ୍ରାଚୀରକୁ** ଏକ **କାନ୍ଥ** ସହିତ ତୁଳନା କରାଯାଏ I ବିକଳ୍ପ ଅନୁବାଦ: "ଘୃଣାର ପ୍ରାଚୀର ଯାହା ସେମାନଙ୍କୁ ପୃଥକ କରୁଥିବା କାନ୍ଥ ପରି ଥିଲା" (See: [[rc://en/ta/man/translate/figs-metaphor]]ଦେଖନ୍ତୁ)
EPH 2 15 bn71 τὸν νόμον τῶν ἐντολῶν ἐν δόγμασιν καταργήσας 1 he abolished the law of commandments and regulations ଯୀଶୁଙ୍କର ରକ୍ତ ମୋଶାଙ୍କ ବ୍ୟବସ୍ଥାର ସନ୍ତୋଷର କାରଣ ହୁଏ, ଯେପରି ଉଭୟ ଯିହୁଦୀ ଏବଂ ବିଜାତିମାନେ ଈଶ୍ଵରଙ୍କଠାରେ ଶାନ୍ତିରେ ବାସ କରିପାରିବେ I ବିକଳ୍ପ ଅନୁବାଦ: "ସେ ମୋଶାଙ୍କ ବ୍ୟବସ୍ଥାର ଆବଶ୍ୟକତାକୁ ପୁରଣ କଲେ"
EPH 2 15 sr2r figs-metaphor ἕνα καινὸν ἄνθρωπον 1 one new man ଯୀଶୁଙ୍କର ରକ୍ତ ମୋଶାଙ୍କ ବ୍ୟବସ୍ଥାର ସନ୍ତୋଷର କାରଣ ହୁଏ, ଯେପରି ଉଭୟ ଯିହୁଦୀ ଏବଂ ବିଜାତିମାନେ ଈଶ୍ଵରଙ୍କଠାରେ ଶାନ୍ତିରେ ବାସ କରିପାରିବେ I ବିକଳ୍ପ ଅନୁବାଦ: "ସେ ମୋଶାଙ୍କ ବ୍ୟବସ୍ଥାର ଆବଶ୍ୟକତାକୁ ପୁରଣ କଲେ"[[rc://en/ta/man/translate/figs-metaphor]])ଦେଖନ୍ତୁ)

Can't render this file because it contains an unexpected character in line 2 and column 4525.