Edit 'en_tn_08-RUT.tsv' using 'tc-create-app'

This commit is contained in:
Sibaji.Digal 2021-09-19 18:36:03 +00:00
parent 8320da6b09
commit 38e0856bc6
1 changed files with 18 additions and 18 deletions

View File

@ -124,24 +124,24 @@ RUT 2 16 nn9l וְ⁠לֹ֥א תִגְעֲרוּ־בָֽ⁠הּ 1 do not rebuke
RUT 2 17 h3ap וַ⁠תַּחְבֹּט֙ 1 Then she beat out ସେ ଶସ୍ୟର ଚଷୁରୁ ଖାଇବା ଅଂଶକୁ ବାହାର କରି  ଚଷୁକୁ ଫୋପାଡିଲେ ।
RUT 2 17 mq6b translate-bvolume כְּ⁠אֵיפָ֥ה שְׂעֹרִֽים 1 about an ephah of barley ଏକ **ଐଫା** ମାପର ଏକକ ଯାହା ପ୍ରାୟ 22 ଲିଟର ସହିତ ସମାନ ଅଟେ । ବିକଳ୍ପ ଅନୁବାଦ: "ପ୍ରାୟ 22 ଲିଟର ଯବ ।" ଆପଣଙ୍କ ଭାଷାରେ ଶସ୍ୟ ପାଇଁ ସାଧାରଣ ପରିମାପ ବ୍ୟବହାର କରନ୍ତୁ । [[rc://en/ta/man/translate/translate-bvolume]])ଦେଖନ୍ତୁ)
RUT 2 18 etn8 figs-explicit וַ⁠תִּשָּׂא֙ וַ⁠תָּב֣וֹא הָ⁠עִ֔יר 1 She lifted it up and went into the city ଏହା ସୂଚିତ କରେ ଯେ ରୂତ ଶସ୍ୟକୁ ଗୃହକୁ ନେଲେ।[[rc://en/ta/man/translate/figs-explicit]])ଦେଖନ୍ତୁ)
RUT 2 18 r6sz וַ⁠תֵּ֥רֶא חֲמוֹתָ֖⁠הּ 1 Then her mother-in-law saw **ତା'ପରେ ନୟମୀ ଦେଖିଲ**
RUT 2 19 bg28 figs-parallelism אֵיפֹ֨ה לִקַּ֤טְתְּ הַ⁠יּוֹם֙ וְ⁠אָ֣נָה עָשִׂ֔ית 1 Where did you glean today, and where did you work? ନୟମୀ ସେଦିନ ରୂତଙ୍କ ସହିତ କ’ଣ ଘଟିଥିଲା ତାହା ​​ଜାଣିବାକୁ ସେ ବହୁତ ଆଗ୍ରହୀ ଥିଲେ ତେଣୁ ସେବିଷୟକୁ ଦୁଇଟି ଭିନ୍ନ ଉପାୟରେ ପଚାରିଥିଲେ । ଆପଣଙ୍କ ଭାଷାରେ ଏପରି ଉପାୟରେ ବ୍ୟବହାର କରନ୍ତୁ ଯାହା ଉତ୍ସାହ ଏବଂ ଆଗ୍ରହ ପ୍ରକାଶ କରେ । [[rc://en/ta/man/translate/figs-parallelism]])ଦେଖନ୍ତୁ)
RUT 2 19 ab07 figs-metonymy מַכִּירֵ֖⁠ךְ 1 the one who noticed you ଏଠାରେ **ଦୃଷ୍ଟିକଲେ** ଏକ ଲକ୍ଷଣାତ୍ମକ ଶବ୍ଦ ଅଟେ ଯାହା କେବଳ ରୂତଙ୍କୁ ନୁହେଁ, ତାଙ୍କ ପାଇଁ ମଧ୍ୟ କିଛି କରେ । ବିକଳ୍ପ ଅନୁବାଦ: "ଯିଏ ତୁମ୍ଭକୁ ସାହାଯ୍ୟ କଲ" [[rc://en/ta/man/translate/figs-metonymy]])ଦେଖନ୍ତୁ
RUT 2 20 p8km בָּר֥וּךְ הוּא֙ לַ⁠יהוָ֔ה 1 May he be blessed by Yahweh ରୂତଙ୍କ ପ୍ରତି ବୋୟଜଙ୍କ ଦୟା ପାଇଁ ନୟମୀ ଈଶ୍ଵରଙ୍କଙ୍କୁ ପ୍ରାର୍ଥନା କରନ୍ତି ଯେ ସେ ବୋୟଜଙ୍କୁ ଆଶୀର୍ବାଦ କରନ୍ତୁ I
RUT 2 20 ab20 figs-doublenegatives אֲשֶׁר֙ לֹא־עָזַ֣ב חַסְדּ֔⁠וֹ 1 who has not forsaken his loving kindness ଏହାକୁ ସକରାତ୍ମକ ଭାବରେ ପ୍ରକାଶ କରା ଯାଇପାରେ: **କିଏ ବିଶ୍ୱସ୍ତ ରହିଆସିଛନ୍ତି** । [[rc://en/ta/man/translate/figs-doublenegatives]])ଦେଖନ୍ତୁ)
RUT 2 20 ur7z אֲשֶׁר֙ לֹא־עָזַ֣ב 1 who has not forsaken **ଯିଏ** ଶବ୍ଦ ବୋଧହୁଏ ସଦାପ୍ରଭୁଙ୍କୁ ସୂଚାଏ, ଯିଏ ବୋୟଜଙ୍କ ମାଧ୍ୟମରେ ଜୀବନ୍ତ ଏବଂ ମୃତମାନଙ୍କ ପ୍ରତି ବିଶ୍ୱସ୍ତ ଥିଲେ । ଏହା ବୋୟାଜକୁ ଦର୍ଶାଉଥିଲା ।
RUT 2 20 ljz3 figs-nominaladj אֶת־הַ⁠חַיִּ֖ים 1 to the living ନୟମୀ ଏବଂ ରୂତ **ଜୀବିତ** ଥିଲେ। ନାମକରଣ ବିଶେଷଣକୁ **ଜୀବନ୍ତ** ହଟାଇବା ପାଇଁ ଏହାକୁ ଭିନ୍ନ ଭାବରେ ପ୍ରକାଶ କରା ଯାଇପାରେ । ବିକଳ୍ପ ଅନୁବାଦ: "ଯେଉଁମାନେ ଜୀବିତ ଅଛନ୍ତି ସେମାନଙ୍କ ପାଇଁ" [[rc://en/ta/man/translate/figs-nominaladj]])ଦେଖନ୍ତୁ)
RUT 2 20 wjr4 figs-nominaladj וְ⁠אֶת־הַ⁠מֵּתִ֑ים 1 and to the dead ନୟମୀଙ୍କ ସ୍ୱାମୀ ଏବଂ ପୁତ୍ରମାନେ **ମୃତ।** ମୃତମାନଙ୍କର ନାମ ବିଶେଷଣକୁ ହଟାଇବା ପାଇଁ ଏହାକୁ ଭିନ୍ନ ଭାବରେ ପ୍ରକାଶ କରା ଯାଇପାରେ । ବିକଳ୍ପ ଅନୁବାଦ: “ଯେଉଁମାନେ ପୂର୍ବରୁ ମରିଛନ୍ତି” [[rc://en/ta/man/translate/figs-nominaladj]])ଦେଖନ୍ତୁ)
RUT 2 20 cyy2 figs-parallelism קָר֥וֹב לָ֨⁠נוּ֙ הָ⁠אִ֔ישׁ מִֽ⁠גֹּאֲלֵ֖⁠נוּ הֽוּא 1 That man is closely related to us. He is one of our kinsman-redeemers. ଦ୍ୱିତୀୟ ବାକ୍ୟାଂଶ ପ୍ରଥମରେ ପୁନରାବୃତ୍ତି କରେ ଏବଂ ବିସ୍ତାର ହୁଏ । ଏହା ଏବ୍ରୀ ଶୈଳୀରେ ଗୁରୁତ୍ୱ ଦେବା । [[rc://en/ta/man/translate/figs-parallelism]])ଦେଖନ୍ତୁ
RUT 2 20 zu5f מִֽ⁠גֹּאֲלֵ֖⁠נוּ 1 kinsman-redeemers ଜଣେ ସମ୍ପର୍କୀୟ- ମୁକ୍ତିଦାତା ଜଣେ ଘନିଷ୍ଠ ପୁରୁଷ ସମ୍ପର୍କୀୟ ଯିଏକି ପରିବାରର କୌଣସି ବିଧବାଙ୍କର ଯତ୍ନ ନେବା ଦାୟିତ୍ଵରେ ଥିଲେ । ଯଦି ତାଙ୍କର ଜଣେ ଭାଇ ବିନା ସନ୍ତାନରେ ମୃତ୍ୟୁବରଣ କରନ୍ତି, ତେବେ ସେହି ବିଧବାଙ୍କୁ ବିବାହ କରିବା ତାଙ୍କର ଦାୟିତ୍ଵ ଥିଲା, ଯଦି ସେ ତଥାପି ସନ୍ତାନ ପ୍ରସବ କରିଥାନ୍ତେ, ତେବେ ତାଙ୍କ ଭାଇ ପାଇଁ ଏକ ସନ୍ତାନ ପ୍ରତିପୋଷଣ କରିବେ । ସେ ମଧ୍ୟ ସେହି ଜମିକୁ ପୁନଃଉଦ୍ଧାର କରିବେ ଯେଉଁଥିରେ ତାଙ୍କ ସମ୍ପର୍କୀୟମାନେ ଦାରିଦ୍ର୍ୟ ଅବସ୍ଥାରେ ବିକ୍ରୀ କରିଥିଲେ ଏବଂ ନିଜକୁ ଦାସତ୍ୱ ଅବସ୍ଥାରେ ବିକ୍ରୟ କରିଥିବା ପରିବାର ସଦସ୍ୟଙ୍କୁ ମୁକ୍ତ କରିବେ। ଅଧିକ ବିବରଣୀ ପାଇଁ ପରିଚୟ ଦେଖନ୍ତୁ ।
RUT 2 21 k2lz גַּ֣ם ׀ כִּי־אָמַ֣ר אֵלַ֗⁠י 1 In addition, he said to me **ସେ ମୋତେ ମଧ୍ୟ କହିଥିଲେ।** ଏହା ସୂଚିତ କରେ ଯେ ସେମାନେ ରୂତଙ୍କୁ ଜଣେ ଜମି ମାଲିକ ଯାହା କହିବାକୁ ଆଶା କରିଥିଲେ ସେ ସେଥିରୁ ଅଧିକ କଲେ ।
RUT 2 21 g585 עִם־הַ⁠נְּעָרִ֤ים אֲשֶׁר־לִ⁠י֙ תִּדְבָּקִ֔י⁠ן 1 You should keep close by the servants who belong to me ବୋୟଜ ବିଶ୍ୱାସ କରିଥିଲେ ଯେ ତାଙ୍ କର୍ମଚାରୀମାନେ ରୂତଙ୍କର କିଛି କ୍ଷତି କରିବେ ନାହିଁ।
RUT 2 22 f2tw תֵֽצְאִי֙ עִם 1 you go out with **ତୁମ୍ଭେ ସହିତ କାମ କର**
RUT 2 22 bcc4 וְ⁠לֹ֥א יִפְגְּעוּ־בָ֖⁠ךְ 1 so that they do not harm you ସମ୍ଭାବ୍ୟ ଅର୍ଥ 1) ଅନ୍ୟ ଶ୍ରମିକମାନେ ରୂତଙ୍କୁ ଦୁର୍ବ୍ୟବହାର କରିପାରନ୍ତି କିମ୍ବା ତାଙ୍କୁ ବଳାତ୍କାର କରିବାକୁ ଚେଷ୍ଟା କରିପାରନ୍ତି କିମ୍ବା 2) ଅନ୍ୟ ଏକ ସ୍ଥାନରେ, ମାଲିକ ଅମଳ କରୁଥିବା ସମୟରେ ମାଲିକ ତାଙ୍କୁ ହସ୍ତକ୍ଷେପ କିମ୍ବା ଅଟକାଇ ପାରନ୍ତି ।
RUT 2 22 ab64 grammar-connect-logic-result וְ⁠לֹ֥א יִפְגְּעוּ־בָ֖⁠ךְ 1 so that they do not harm you ଏହି କାରଣରୁ ରୂତ ବୋୟଜଙ୍କ ସେବକମାନଙ୍କ ସହିତ କାର୍ଯ୍ୟ ଜାରି ରଖି ଥିଲେ। ଯଦି ଆପଣଙ୍କ ଭାଷାରେ ଏହାର କାରଣ ଦର୍ଶାଇବା ଅଧିକ ସ୍ପଷ୍ଟ ଅଟେ ।UST ପରି, ଫଳାଫଳ ପୂର୍ବରୁ ଆପଣ ବାକ୍ୟର ଏହି ଅଂଶକୁ ଉଲ୍ଲେଖ କରି ପାରିବେ । [[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
RUT 2 23 e2vq וַ⁠תִּדְבַּ֞ק 1 So she stayed close by ରୂତ ଦିନରେ ବୋୟଜଙ୍କ ଶ୍ରମିକମାନଙ୍କ ସହିତ କ୍ଷେତ୍ରରେ କାମ କରୁଥିଲେ, ତେଣୁ ସେ ନିରାପଦରେ ରହିବେ ।
RUT 2 23 a7qp וַ⁠תֵּ֖שֶׁב אֶת־חֲמוֹתָֽ⁠הּ 1 She lived with her mother-in-law ରାତିରେ ଶୋଇବା ପାଇଁ ରୂତ ନୟମୀଙ୍କ ଘରକୁ ଗଲେ।
RUT 3 intro t4y5 0 # ରୂତ 03 **ସାଧାରଣ ଟିପ୍ପଣୀଗୁଡ଼ିକ**

## **ଏହି ଅଧ୍ୟାୟରେ ବିଶେଷ ଧାରଣା**

**ବୋୟଜଙ୍କର** **ସଚ୍ଚୋଟପଣିଆ**

ଏହି ଅଧ୍ୟାୟରେ ବିବାହ ପୂର୍ବରୁ ବୋୟାଜ ରୂତଙ୍କ ସହିତ ଯୌନ ସମ୍ପର୍କ ନ ରଖି  ନିଜର  ନୈତିକତାକୁ ଦେଖାଇଛନ୍ତି । ସେ ରୂତଙ୍କର ଯଶ ରକ୍ଷା କରିବାକୁ ମଧ୍ୟ ଚିନ୍ତିତ ଥିଲେ। ଏହି ଅଧ୍ୟାୟରେ ବୋୟଜଙ୍କର ଭଲ ଚରିତ୍ର ଏକ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ଅଟେ।

## ଏହି **ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦର ସମସ୍ୟାଗୁଡ଼ିକ**

### ଯାହା ଦ୍ୱାରା ଏହା ତୁମ୍ଭର ମଙ୍ଗଳ ହୋଇପାରେ

ନୟମୀ ଚାହୁଁଥିଲେ ଯେ ରୂତ ଜଣେ ଭଲ ସ୍ୱାମୀ ସହିତ ଗୋଟିଏ ଭଲ ଘରକୁ ଯାଉ ଯିଏ ରୂତଙ୍କର ଯତ୍ନ ନେଉଥିବ । ସେ ଦେଖିପାରିଲେ ଯେ ବୋୟଜ ହେଉଛନ୍ତି  ରୂତଙ୍କ ପାଇଁ ସର୍ବୋତ୍ତମ ସ୍ୱାମୀ । ସେ ଭାବିଲେ ଯେହେତୁ  ବୋୟଜ ଜଣେ ସମ୍ପର୍କୀୟ-ମୁକ୍ତିକର୍ତ୍ତା ଜ୍ଞାତି ଅଟନ୍ତି, ବିବାହ କରିବା ତାଙ୍କର ଏକ କର୍ତ୍ତବ୍ୟ । ଏହା ସତ୍ୟ ଯେ ରୂତ ଜନ୍ମରୁ ଜଣେ ଅଣଯିହଦୀ ଥିଲେ ମଧ୍ୟ ବର୍ତ୍ତମାନ ସେ  ନୟମୀଙ୍କ ପରିବାରର ଏକ ଅଂଶ ଏବଂ ଇସ୍ରାଏଲର ମଧ୍ୟ ଅଂଶ ଅଟ।ନ୍ତି । [[rc://en/ta/man/translate/figs-explicit]]) ଦେଖନ୍ତୁ )
RUT 2 18 r6sz וַ⁠תֵּ֥רֶא חֲמוֹתָ֖⁠הּ 1 Then her mother-in-law saw **ତା'ପରେ ନୟମୀ ଦେଖିଲ**
RUT 2 19 bg28 figs-parallelism אֵיפֹ֨ה לִקַּ֤טְתְּ הַ⁠יּוֹם֙ וְ⁠אָ֣נָה עָשִׂ֔ית 1 Where did you glean today, and where did you work? ସେଦିନ ରୂତଙ୍କ ସହିତ କ’ଣ ଘଟିଥିଲା ତାହା ​​ଜାଣିବାକୁ ନୟମୀ ବହୁତ ଆଗ୍ରହୀ ଥିଲେ ତେଣୁ ସେବିଷୟକୁ ଦୁଇଟି ଭିନ୍ନ ଉପାୟରେ ପଚାରିଥିଲେ । ଆପଣଙ୍କ ଭାଷାରେ ଏପରି ଉପାୟରେ ବ୍ୟବହାର କରନ୍ତୁ ଯାହା ଉତ୍ସାହ ଏବଂ ଆଗ୍ରହ ପ୍ରକାଶ କରେ । [[rc://en/ta/man/translate/figs-parallelism]])ଦେଖନ୍ତୁ)
RUT 2 19 ab07 figs-metonymy מַכִּירֵ֖⁠ךְ 1 the one who noticed you ଏଠାରେ **ପରିଚୟ ନେଲା** ଏକ ଲକ୍ଷଣାତ୍ମକ ବାକ୍ୟାଂଶ ଅଟେ ଯାହା କେବଳ ରୂତଙ୍କୁ ଦେଖିବାକୁ ନୁହେଁ ବରଂ ତାଙ୍କ ପାଇଁ  କିଛି କରିବାକୁ ମଧ୍ୟ ସୂଚାଏ । ବିକଳ୍ପ ଅନୁବାଦ: "ଯିଏ ତୁମ୍ଭକୁ ସାହାଯ୍ୟ କଲ" [[rc://en/ta/man/translate/figs-metonymy]])ଦେଖନ୍ତୁ
RUT 2 20 p8km בָּר֥וּךְ הוּא֙ לַ⁠יהוָ֔ה 1 May he be blessed by Yahweh ରୂତଙ୍କ ଏବ ତାଙ୍କ ପ୍ରତି ବୋୟଜଙ୍କ ଦୟା ପାଇଁ ନୟମୀ ଈଶ୍ଵରଙ୍କଙ୍କୁ ପ୍ରାର୍ଥନା କରନ୍ତି ଯେ ଈଶ୍ଵର ବୋୟଜଙ୍କୁ ଆଶୀର୍ବାଦ କରନ୍ତୁ I
RUT 2 20 ab20 figs-doublenegatives אֲשֶׁר֙ לֹא־עָזַ֣ב חַסְדּ֔⁠וֹ 1 who has not forsaken his loving kindness ଏହାକୁ ସକରାତ୍ମକ ବାକ୍ୟାଂଶରେ ପ୍ରକାଶ କରାଯାଇପାରେ: **ଯିଏ** **ବିଶ୍ୱସ୍ତ ରହିଆସିଛନ୍ତି** । [[rc://en/ta/man/translate/figs-doublenegatives]])ଦେଖନ୍ତୁ)
RUT 2 20 ur7z אֲשֶׁר֙ לֹא־עָזַ֣ב 1 who has not forsaken **ଯିଏ** ଶବ୍ଦ ସମ୍ଭବତଃ ସଦାପ୍ରଭୁଙ୍କୁ ସୂଚାଏ, ଯିଏ ବୋୟଜଙ୍କ ମାଧ୍ୟମରେ ଜୀବନ୍ତ ଏବଂ ମୃତମାନଙ୍କ ପ୍ରତି ବିଶ୍ୱସ୍ତ ରହିଆସିଥିଲେ । ସମ୍ଭବତଃ ଏହା ବୋୟାଜକୁ ମଧ୍ୟ ଦର୍ଶାଉଥିଲା ।
RUT 2 20 ljz3 figs-nominaladj אֶת־הַ⁠חַיִּ֖ים 1 to the living ନୟମୀ ଏବଂ ରୂତ **ଜୀବିତ** **ଲୋକ** ଥିଲେ। ନାମକରଣ ବିଶେଷଣ **ଜୀବନ୍ତ**କୁ ଅପସାରଣ କରିବା ପାଇଁ ଏହାକୁ ଭିନ୍ନ ଭାବରେ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: "ଯେଉଁମାନେ ଜୀବିତ ଅଛନ୍ତି ସେମାନଙ୍କ ପାଇଁ" [[rc://en/ta/man/translate/figs-nominaladj]])ଦେଖନ୍ତୁ)
RUT 2 20 wjr4 figs-nominaladj וְ⁠אֶת־הַ⁠מֵּתִ֑ים 1 and to the dead ନୟମୀଙ୍କ ସ୍ୱାମୀ ଏବଂ ପୁତ୍ରମାନେ **ମୃତଲୋକ** ଥିଲେ। ମୃତମାନଙ୍କର ନାମ ବିଶେଷଣ **ମୃତ**କୁ ଅପସାରଣ କରିବା ପାଇଁ ଏହାକୁ ଭିନ୍ନ ଭାବରେ ପ୍ରକାଶ କରାଯାଇପାରେ । ବିକଳ୍ପ ଅନୁବାଦ: “ଯେଉଁମାନେ ପୂର୍ବରୁ ମରିଛନ୍ତି” [[rc://en/ta/man/translate/figs-nominaladj]])ଦେଖନ୍ତୁ)
RUT 2 20 cyy2 figs-parallelism קָר֥וֹב לָ֨⁠נוּ֙ הָ⁠אִ֔ישׁ מִֽ⁠גֹּאֲלֵ֖⁠נוּ הֽוּא 1 That man is closely related to us. He is one of our kinsman-redeemers. ଦ୍ୱିତୀୟ ବାକ୍ୟାଂଶଟି ପ୍ରଥମ ବକ୍ୟାଂଶକୁ ପୁନରାବୃତ୍ତି କରି ବିସ୍ତାର କରେ । ଗୁରୁତ୍ୱ ଦେବାକୁ ଏହା ଏକ ଏବ୍ରୀୟ ଶୈଳୀ ଅଟେ  । [[rc://en/ta/man/translate/figs-parallelism]]ଦେଖନ୍ତୁ)
RUT 2 20 zu5f מִֽ⁠גֹּאֲלֵ֖⁠נוּ 1 kinsman-redeemers ଜଣେ ନିକଟ-କୁଟୁମ୍ବ ମୁକ୍ତିକର୍ତ୍ତା ଜ୍ଞାତି, ଜଣେ ଘନିଷ୍ଠ ପୁରୁଷ ସମ୍ପର୍କୀୟ ଅଟନ୍ତି ଯିଏକି ପରିବାରର କୌଣସି ବିଧବାଙ୍କର ଯତ୍ନ ନେବାର ଦାୟିତ୍ଵ  ଗ୍ରହଣ କରନ୍ତି । ଯଦି ତାଙ୍କର ଜଣେ ଭାଇ ବିନା ସନ୍ତାନରେ ମୃତ୍ୟୁବରଣ କରନ୍ତି, ତେବେ ସେହି ବିଧବାଙ୍କୁ ବିବାହ କରିବା ତାଙ୍କର ଦାୟିତ୍ଵ ଥିଲା, ଯଦି ସେ ସନ୍ତାନ ପ୍ରସବ କରିବା ବୟସରେ ଥାଆନ୍ତି, ତେବେ ସେ ପୁରୁଷ ସମ୍ପର୍କୀୟ ତାଙ୍କ ଭାଇ ପାଇଁ ଏକ ସନ୍ତାନ ପ୍ରତିପୋଷଣ କରନ୍ତି । ସେ ମଧ୍ୟ ସେହି ଜମିକୁ ପୁନଃଉଦ୍ଧାର କରନ୍ତି ଯେଉଁ ଜମିକୁ ତାଙ୍କ ସମ୍ପର୍କୀୟମାନେ ଦାରିଦ୍ର୍ୟ ଅବସ୍ଥାରେ ବିକ୍ରୀ କରିଥିଲେ ଏବଂ ନିଜକୁ ଦାସତ୍ୱ ଅବସ୍ଥାରେ ବିକ୍ରୟ କରିଥିବା ପରିବାର ସଦସ୍ୟଙ୍କୁ ମୁକ୍ତ କରନ୍ତି । ଅଧିକ ବିବରଣୀ ପାଇଁ ପରିଚୟ ଦେଖନ୍ତୁ ।
RUT 2 21 k2lz גַּ֣ם ׀ כִּי־אָמַ֣ר אֵלַ֗⁠י 1 In addition, he said to me **ସେ ମୋତେ ଆହୁରି କହିଲେ****।** ଏହା ସୂଚିତ କରେ ଯେ ସେମାନେ ରୂତଙ୍କୁ ଜଣେ ଜମି ମାଲିକ ଯାହା କହିବେ ବୋଲି ଆଶା କରିଥିଲେ ସେ ସେଥିରୁ ଅଧିକ କଲେ ।
RUT 2 21 g585 עִם־הַ⁠נְּעָרִ֤ים אֲשֶׁר־לִ⁠י֙ תִּדְבָּקִ֔י⁠ן 1 You should keep close by the servants who belong to me ବୋୟଜଙ୍କ ଶ୍ରିକମାନେ ରୂତଙ୍କର କିଛି କ୍ଷତି କରିବେ ନାହିଁ ବୋଲି ବୋୟଜ ବିଶ୍ୱାସ କରୁଥିଲେ
RUT 2 22 f2tw תֵֽצְאִי֙ עִם 1 you go out with **ତୁମ୍ଭେ ସଙ୍ଗରେ କାର୍ଯ୍ୟକଲେ**
RUT 2 22 bcc4 וְ⁠לֹ֥א יִפְגְּעוּ־בָ֖⁠ךְ 1 so that they do not harm you ସମ୍ଭାବ୍ୟ ଅର୍ଥ 1) ଅନ୍ୟ ଶ୍ରମିକମାନେ ରୂତଙ୍କୁ ଦୁର୍ବ୍ୟବହାର କରିପାରନ୍ତି କିମ୍ବା ତାଙ୍କୁ ବଳାତ୍କାର କରିବାକୁ ଚେଷ୍ଟା କରିପାରନ୍ତି କିମ୍ବା 2) ଅନ୍ୟ କ୍ଷେତ୍ରରେ, କ୍ଷେତ୍ରର ମାଲିକ ସେମାନେ ଅମଳ କରୁଥିବା ସମୟରେ ରୂତଙ୍କୁ ହସ୍ତକ୍ଷେପ କିମ୍ବା ଅଟକାଇ ପାରନ୍ତି ।
RUT 2 22 ab64 grammar-connect-logic-result וְ⁠לֹ֥א יִפְגְּעוּ־בָ֖⁠ךְ 1 so that they do not harm you ଏହି କାରଣରୁ ରୂତ ବୋୟଜଙ୍କ ଶ୍ରମିକମାନଙ୍କ ସଙ୍ଗରେ କାର୍ଯ୍ୟ କରିବା ଜାରିରଖିବା ଉଚିତ ଥିଲା। ଯଦି ଆପଣଙ୍କ ଭାଷାରେ ଏହାର ଫଳାଫଳ ପ୍ରକାଶ କରିବା ପୂର୍ବରୁ  କାରଣ ପ୍ରକାଶ କରିବା ଅଧିକ ସ୍ପଷ୍ଟ ଅଟେ ତେବେ UST ପରି, ଆପଣ ଫଳାଫଳ ପ୍ରକାଶ କରିବା  ପୂର୍ବରୁ ଆପଣ ବାକ୍ୟର ଏହି ଅଂଶକୁ ଉଲ୍ଲେଖ କରି ପାରିବେ । [[rc://en/ta/man/translate/grammar-connect-logic-result]])ଦେଖନ୍ତୁ)
RUT 2 23 e2vq וַ⁠תִּדְבַּ֞ק 1 So she stayed close by ରୂତ ଦିନରେ ବୋୟଜଙ୍କ ଦାସୀମାନଙ୍କ ସଙ୍ଗରେ କ୍ଷେତ୍ରରେ କାର୍ଯ୍ୟ କରୁଥିଲେ, ତେଣୁ ସେ ସୁରକ୍ଷିତ ଥିଲେ ।
RUT 2 23 a7qp וַ⁠תֵּ֖שֶׁב אֶת־חֲמוֹתָֽ⁠הּ 1 She lived with her mother-in-law ରୂତ ରାତ୍ରିରେ ଶୋଇବା ପାଇଁ ନୟମୀଙ୍କ ଗୃହକୁ ଗଲେ।
RUT 3 intro t4y5 0 # ରୂତ 03 **ସାଧାରଣ ବିବରଣୀ**

## **ଏହି ଅଧ୍ୟାୟରେ ବିଶେଷ ଧାରଣାଗୁଡ଼ିକ**

**ବୋୟଜଙ୍କର** **ସାଧୁତା**

ଏହି ଅଧ୍ୟାୟରେ ରୂତଙ୍କ ସହ ବିବାହ ପୂର୍ବରୁ ବୋୟାଜ ତଙ୍କ ସହିତ ଯୌନ ସମ୍ପର୍କ ନରଖି ନିଜର ନୈତିକତାକୁ ଦେଖାଇଛନ୍ତି । ସେ ରୂତଙ୍କର ଯଶ ରକ୍ଷା କରିବାକୁ ମଧ୍ୟ ଚିନ୍ତିତ ଥିଲେ। ଏହି ଅଧ୍ୟାୟରେ ବୋୟଜଙ୍କର ଉତ୍ତମ ଚରିତ୍ରକୁ ପ୍ରକାଶ କରିବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଅଟେ।

## ଏହି **ଅଧ୍ୟାୟରେ ଅନ୍ୟାନ୍ୟ ସମ୍ଭାବ୍ୟ ଅନୁବାଦର ସମସ୍ୟାଗୁଡ଼ିକ**

### ଯାହା ଦ୍ୱାରା ତୁମ୍ଭର ମଙ୍ଗଳ ହେ

ନୟମୀ ଚାହୁଁଥିଲେ ଯେ ରୂତ ଜଣେ ଭଲ ସ୍ୱାମୀ ସହିତ ଗୋଟିଏ ଭଲ ଗୃହକୁ ଯାଉ ଯିଏ ରୂତଙ୍କର ଯତ୍ନ ନେବ । ସେ ଦେଖିପାରିଲେ ଯେ ବୋୟଜ ହେଉଛନ୍ତି  ରୂତଙ୍କ ପାଇଁ ସର୍ବୋତ୍ତମ ସ୍ୱାମୀ । ସେ ଏପରି ଭାବିଲେ ଯେହେତୁ  ବୋୟଜ ଜଣେ ନିକଟ- କୁଟୁମ୍ବ ମୁକ୍ତିକର୍ତ୍ତା ଜ୍ଞାତି ଅଟନ୍ତି, ବିବାହ କରିବା ତାଙ୍କର ଏକ କର୍ତ୍ତବ୍ୟ ଅଟେ । ଏହା ସତ୍ୟ ଯେ ରୂତ ଜନ୍ମରୁ ଜଣେ ଅଣଯିହଦୀ ଥିଲେ ମଧ୍ୟ ବର୍ତ୍ତମାନ ସେ  ନୟମୀଙ୍କ ପରିବାରର ଜଣେ ସଦସ୍ୟ ଏବଂ ଇସ୍ରାଏଲ ଦେଶର ମଧ୍ୟ ଜଣେ ଅଂଶ ଅଟ।ନ୍ତି । [[rc://en/ta/man/translate/figs-explicit]]) ଦେଖନ୍ତୁ )
RUT 3 1 jdr3 writing-newevent וַ⁠תֹּ֥אמֶר לָ֖⁠הּ נָעֳמִ֣י 1 Naomi … said to her,  କାହାଣୀର ପରବର୍ତ୍ତୀ ଅଂଶକୁ ଏହି ବାକ୍ୟଟି ପରିଚିତ କରାଏ, ଯେଉଁଥିରେ ରୂତ ବୋୟଜଙ୍କୁ ସମ୍ପର୍କୀୟ-ମୁକ୍ତିକର୍ତ୍ତା ଜ୍ଞାତିର କର୍ତ୍ତବ୍ୟ ତାଙ୍କ ଓ ନୟମୀଙ୍କ ପାଇଁ ତୁଲାଇବାକୁ କହନ୍ତି |  [[rc://en/ta/man/translate/writing-newevent]])ଦେଖନ୍ତୁ)
RUT 3 1 r7ar חֲמוֹתָ֑⁠הּ 1 her mother-in-law ନୟମୀ ହେଉଛନ୍ତି ରୂତଙ୍କ ଶାଶୁ ଅର୍ଥାତ ତାଙ୍କ ମୃତ ସ୍ୱାମୀଙ୍କ ମାତା।
RUT 3 1 f1uc בִּתִּ֞⁠י 1 My daughter ରୂତ ନୟମୀଙ୍କ ପୁତ୍ରକୁ ବିବାହ କରି ପରିବାରର ଏକ ଅଂଶ ହେଲେ ଓ ବେଥଲିହିମକୁ ଫେରିବା ପରେ  ନିଜର କାର୍ଯ୍ୟ ଓ ଭଲପାଇବା ଦ୍ୱାରା ସେ ନୟମୀଙ୍କର ଏକ ଝିଅ ପରି ହେଲେ।

Can't render this file because it contains an unexpected character in line 36 and column 919.