Edit 'en_tn_08-RUT.tsv' using 'tc-create-app'

This commit is contained in:
Sibaji.Digal 2021-09-19 17:34:54 +00:00
parent cebc803a87
commit 8320da6b09
1 changed files with 19 additions and 19 deletions

View File

@ -42,15 +42,15 @@ RUT 1 13 z9u3 figs-metonymy יָצְאָ֥ה בִ֖⁠י יַד־יְהוָֽה
RUT 1 13 ab02 figs-explicit יָצְאָ֥ה בִ֖⁠י יַד־יְהוָֽה 1 the hand of Yahweh has gone out against me ସଦାପ୍ରଭୁ ଯାହା କରିଛନ୍ତି ତାହା ସ୍ପଷ୍ଟ ଭାବରେ ଅନୁବାଦ କରାଯାଇପାରେ । ବିକଳ୍ପି ଅନୁବାଦ: “ସଦାପ୍ରଭୁ ଆମ୍ଭମାନଙ୍କ ସ୍ୱାମୀମାନଙ୍କୁ ନେଇଯାଇଛନ୍ତି” [[rc://en/ta/man/translate/figs-explicit]] ଦେଖନ୍ତୁ)
RUT 1 14 n47v figs-idiom וַ⁠תִּשֶּׂ֣נָה קוֹלָ֔⁠ן וַ⁠תִּבְכֶּ֖ינָה 1 Then they lifted up their voices and cried ଏହାର ଅର୍ଥ ସେମାନେ ଉଚ୍ଚସ୍ୱରରେ ରୋଦନ କଲେ କିମ୍ବା ଅତ୍ଯନ୍ତ ରୋଦନ କଲେ। [[rc://en/ta/man/translate/figs-idiom]] ଦେଖନ୍ତୁ)
RUT 1 14 t4sl figs-explicit וְ⁠ר֖וּת דָּ֥בְקָה בָּֽ⁠הּ 1 but Ruth clung to her **ରୂତ ତାକୁ ଧରି** **ରହିଲା** । ବିକଳ୍ପି ଅନୁବାଦ: “ରୂତ ତାଙ୍କୁ ଛାଡି ଯିବାକୁ ମନା କଲେ” କିମ୍ବା “ରୂତ ତାଙ୍କୁ ଛାଡିବେ ନାହିଁ” ( [[rc://en/ta/man/translate/figs-explicit]]) ଦେଖନ୍ତୁ)
RUT 1 15 ld6g הִנֵּה֙ 1 Look **ଧ୍ୟାନଦିଅ_,_ କାରଣ ମୁଁ ଯାହା କହିବାକୁ ଯାଉଛି ତାହା ଉଭୟ ସତ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣ ଅଟେ**
RUT 1 15 ld6g הִנֵּה֙ 1 Look **ଧ୍ୟାନଦିଅ_,_ କାରଣ ମୁଁ ଯାହା କହିବାକୁ ଯାଉଛି ତାହା ଉଭୟ ସତ୍ୟ ଏବଂ ଗୁରୁତ୍ୱପୂର୍ଣ୍ଣ ଅଟେ**
RUT 1 15 nqm3 writing-participants יְבִמְתֵּ֔⁠ךְ 1 your sister-in-law **ତୁମ୍ଭ ସ୍ୱାମୀଙ୍କର ଭାଇଙ୍କର ସ୍ତ୍ରୀ କିମ୍ବା ଅର୍ପା**। ଏକ ବ୍ୟକ୍ତିଙ୍କୁ ସୂଚାଇବା ପାଇଁ ଆପଣଙ୍କ ଭାଷାରେ ସବୁଠାରୁ ସ୍ୱାଭାବିକ ଉପାୟ ବ୍ୟବହାର କରନ୍ତୁ। ( [[rc://en/ta/man/translate/writing-participants]]) ଦେଖନ୍ତୁ)
RUT 1 15 man4 אֱלֹהֶ֑י⁠הָ 1 her gods ଅର୍ପା ଏବଂ ରୂତ ନୟମୀଙ୍କର ପୁତ୍ରମାନଙ୍କୁ ବିବାହ କରିବା ପୂର୍ବରୁ ସେମାନେ ମୋୟାବ ଦେଶର ଦେବତାମାନଙ୍କୁ ପୂଜା କରୁଥିଲେ। ସେମାନଙ୍କର ବିବାହ ସମୟରେ ସେମାନେ ସଦାପ୍ରଭୁଙ୍କୁ ଉପାସନା କରିବାକୁ ଲାଗିଲେ। ବର୍ତ୍ତମାନ, ଅର୍ପା ପୁଣି ମୋୟାବ ଦେଶର ଦେବତାମାନଙ୍କୁ ପୂଜା କରିବାକୁ ଯାଉଥିଲେ।
RUT 1 16 z5ug וּ⁠בַ⁠אֲשֶׁ֤ר תָּלִ֨ינִי֙ 1 where you stay **ତୁମ୍ଭେ ଯେଉଁଠାରେ ରହିବ**
RUT 1 16 b518 figs-explicit עַמֵּ֣⁠ךְ עַמִּ֔⁠י 1 your people are my people ରୂତ ନୟମୀଙ୍କର ଲୋକ ଅର୍ଥାତ ଇସ୍ରାଏଲ ଲୋକମାନଙ୍କୁ ସୂଚାଉଛନ୍ତି । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭ ଦେଶର ଲୋକମାନଙ୍କୁ ମୋ ନିଜ ଲୋକ ଭାବି ଗ୍ରହଣ କରିବି” କିମ୍ବା “ମୁଁ ତୁମ୍ଭ ସମ୍ପର୍କୀୟମାନଙ୍କୁ ମୋ ନିଜ ସମ୍ପର୍କୀୟ ଭାବି ଗ୍ରହଣ କରିବି”[[rc://en/ta/man/translate/figs-explicit]] ଦେଖନ୍ତୁ)
RUT 1 16 b518 figs-explicit עַמֵּ֣⁠ךְ עַמִּ֔⁠י 1 your people are my people ରୂତ ନୟମୀଙ୍କର ଲୋକ ଅର୍ଥାତ ଇସ୍ରାଏଲ ଲୋକମାନଙ୍କୁ ସୂଚାଉଛନ୍ତି । ବିକଳ୍ପ ଅନୁବାଦ: “ମୁଁ ତୁମ୍ଭ ଦେଶର ଲୋକମାନଙ୍କୁ ମୋ ନିଜ ଲୋକ ଭାବି ଗ୍ରହଣ କରିବି” କିମ୍ବା “ମୁଁ ତୁମ୍ଭ ସମ୍ପର୍କୀୟମାନଙ୍କୁ ମୋ ନିଜ ସମ୍ପର୍କୀୟ ଭାବି ଗ୍ରହଣ କରିବି ।”[[rc://en/ta/man/translate/figs-explicit]] ଦେଖନ୍ତୁ)
RUT 1 17 lql7 figs-idiom בַּ⁠אֲשֶׁ֤ר תָּמ֨וּתִי֙ אָמ֔וּת 1 Where you die, I will die ଯେଉଁଠାରେ ନୟମୀ ରହିବେ ସେହି  ସ୍ଥାନ ଏବଂ ନଗରରେ ରହିବାକୁ ଏହା ରୂତଙ୍କ ଅବଶେଷ ଜୀବନର ଇଚ୍ଛାକୁ ଦର୍ଶାଏ। [[rc://en/ta/man/translate/figs-idiom]]) ଦେଖନ୍ତୁ)
RUT 1 17 sje3 figs-idiom יַעֲשֶׂ֨ה יְהוָ֥ה לִ⁠י֙ וְ⁠כֹ֣ה יֹסִ֔יף כִּ֣י 1 May Yahweh do thus to me, and and thus may he add ରୂତ ନିଜ ବାକ୍ୟରେ ଅତ୍ୟନ୍ତ ପ୍ରତିବଦ୍ଧ ବୋଲି ଦର୍ଶାଇବାକୁ ସେ ଏହି ରୂଢ଼ିକୁ ବ୍ୟବହାର କରନ୍ତି। ଯଦି ସେ ଯାହା କହିଛନ୍ତି ତାହା ନ କରନ୍ତି ତେବେ ଈଶ୍ଵର ତାଙ୍କୁ ଦଣ୍ଡ ଦେଅନ୍ତୁ ବୋଲି ସେ ନିଜ ଉପରେ ଅଭିଶାପ ବର୍ତ୍ତୁ ବୋଲି କହନ୍ତି। ଏହା କରିବା ପାଇଁ ଆପଣଙ୍କ ଭାଷା ବ୍ୟବହାର କରୁଥିବା ଶବ୍ଦଗଠନ ପଦ୍ଧତିକୁ ବ୍ୟବହାର କରନ୍ତୁ। [[rc://en/ta/man/translate/figs-idiom]]) ଦେଖନ୍ତୁ)
RUT 1 17 abc2 כִּ֣י הַ⁠מָּ֔וֶת יַפְרִ֖יד בֵּינִ֥⁠י וּ⁠בֵינֵֽ⁠ךְ 1 if death separates between me and between you **ଯଦି ମୃତ୍ୟୁ ବ୍ୟତୀତ ଅନ୍ୟ କିଛି ଆମକୁ ପରସ୍ପରଠାରୁ** **ବିଚ୍ଛେଦ କରଇ** କିମ୍ବା **ଯଦି ତୁମେ ଏବଂ ମୁଁ ଦୁହେଁ ଜୀବିତ ଥିବାବେଳେ ମୁଁ ତୁମ୍କୁଭ ଛାଡିଦିଏ** **।**
RUT 1 17 ab05 figs-idiom יַפְרִ֖יד בֵּינִ֥⁠י וּ⁠בֵינֵֽ⁠ךְ 1 separates between me and between you ଏହି ରୂଢ଼ି ଦୁଇ ଜଣଙ୍କ ମଧ୍ୟରେ ଥିବା ଦୂରତାକୁ ବୁଝାଏ । ବିକଳ୍ପ ଅନୁବାଦ: “ଆମ ଦୁହିଁଙ୍କୁ ବିଚ୍ଛେଦ କରେ” କିମ୍ବା “ଆମ୍ଭ ମଧ୍ୟରେ ଆସେ ।”  [[rc://en/ta/man/translate/figs-idiom]]ଦେଖନ୍ତୁ)
RUT 1 17 abc2 כִּ֣י הַ⁠מָּ֔וֶת יַפְרִ֖יד בֵּינִ֥⁠י וּ⁠בֵינֵֽ⁠ךְ 1 if death separates between me and between you **ଯଦି ମୃତ୍ୟୁ ବ୍ୟତୀତ ଅନ୍ୟ କିଛି ଆମକୁ ପରସ୍ପରଠାରୁ** **ବିଚ୍ଛେଦ କରଇ** କିମ୍ବା **ଯଦି ତୁମେ ଏବଂ ମୁଁ ଦୁହେଁ ଜୀବିତ ଥିବାବେଳେ ମୁଁ ତୁମ୍କୁଭ ଛାଡିଦିଏ**
RUT 1 17 ab05 figs-idiom יַפְרִ֖יד בֵּינִ֥⁠י וּ⁠בֵינֵֽ⁠ךְ 1 separates between me and between you ଏହି ରୂଢ଼ି ଦୁଇ ଜଣଙ୍କ ମଧ୍ୟରେ ଥିବା ଦୂରତାକୁ ବୁଝାଏ । ବିକଳ୍ପ ଅନୁବାଦ: “ଆମ ଦୁହିଁଙ୍କୁ ବିଚ୍ଛେଦ କରେ” କିମ୍ବା “ଆମ୍ଭ ମଧ୍ୟରେ ଆସେ।”  [[rc://en/ta/man/translate/figs-idiom]]ଦେଖନ୍ତୁ)
RUT 1 18 rsq2 וַ⁠תֶּחְדַּ֖ל לְ⁠דַבֵּ֥ר אֵלֶֽי⁠הָ 1 she refrained from speaking to her **ନୟମୀ ରୂତଙ୍କ ସହ ତର୍କକଲେ ନାହିଁ**
RUT 1 19 j9wa writing-newevent וַ⁠יְהִ֗י 1 So the two of them traveled until they came to Bethlehem କାହାଣୀରେ ଏହି ବାକ୍ୟଟି ଏକ ନୂତନ ଘଟଣାର ପରିଚୟ ପ୍ରଦାନ କରେ । [[rc://en/ta/man/translate/writing-newevent]]ଦେଖନ୍ତୁ)
RUT 1 19 jdr1 grammar-connect-time-background כְּ⁠בֹאָ֨⁠נָה֙ בֵּ֣ית לֶ֔חֶם 1 when they came to Bethlehem ଏହା ଏକ ବାକ୍ୟାଂଶର ପୃଷ୍ଠଭୂମି ଅଟେ ଯାହା ନୟମୀ ରୂତଙ୍କ ସହ ବେଥଲିହିମକୁ ଫେରିବା ପରେ ଏହି ନୂତନ ଘଟଣା ଘଟିଛି ବୋଲି ଏହି ବାକ୍ୟରେ ସ୍ପଷ୍ଟ କରେ । [[rc://en/ta/man/translate/grammar-connect-time-background]]ଦେଖନ୍ତୁ)
@ -108,22 +108,22 @@ RUT 2 11 ab60 figs-idiom תְּמ֥וֹל שִׁלְשֽׁוֹם׃ 1 the day bef
RUT 2 12 x5ct יְשַׁלֵּ֥ם יְהוָ֖ה פָּעֳלֵ֑⁠ךְ 1 May Yahweh reward your work **ସଦାପ୍ରଭୁ ତୁମ୍ଭ କର୍ମର ଫଳ ଦେଉନ୍ତୁ** କିମ୍ବା **ସଦାପ୍ରଭୁ ତୁମ୍ଭକୁ** **ପୁରସ୍କାର ଦେଉନ୍ତୁ**
RUT 2 12 s2vm פָּעֳלֵ֑⁠ךְ 1 your work ଏହା 11 ପଦରେ ବୋୟଜ ବର୍ଣ୍ଣନା କରିଥିବା ସମସ୍ତ ବିଷୟକୁ ସୂଚାଏ । ବିକଳ୍ପ ଅନୁବାଦ: "ତୁମ୍ଭର ଉତ୍ତମ ବ୍ୟବହାର।"
RUT 2 12 gnn5 figs-parallelism וּ⁠תְהִ֨י מַשְׂכֻּרְתֵּ֜⁠ךְ שְׁלֵמָ֗ה מֵ⁠עִ֤ם יְהוָה֙ 1 may your full wages come from Yahweh ଏହା ପୂର୍ବ ବାକ୍ୟ ପରି ଏକ ଛନ୍ଦୋମୟ ଅଭିବ୍ୟକ୍ତି ଅଟେ । ବିକଳ୍ପ ଅନୁବାଦ: "ସଦାପ୍ରଭୁ ତୁମ୍ଭର ସମ୍ପୂର୍ଣ୍ଣ ଆବଶ୍ୟକତାକୁ ପୁରା କରନ୍ତୁ।" [[rc://en/ta/man/translate/figs-parallelism]],ଦେଖନ୍ତୁ)
RUT 2 12 eh86 figs-metaphor אֲשֶׁר־בָּ֖את לַ⁠חֲס֥וֹת תַּֽחַת־כְּנָפָֽי⁠ו 1 under whose wings you have come for refuge ଏହା ଏକ ରୂପକ ଯାହାକି ପକ୍ଷୀମାନଙ୍କର ଛୁଆମାନଙ୍କୁ ନିଜ ଡେଣା ତଳେ ସୁରକ୍ଷା ଦେବାକୁ ଏକତ୍ର କରୁଥିବା ଚିତ୍ର ବ୍ୟବହାର କରି ଈଶ୍ଵରଙ୍କୁ ବିଶ୍ଵାସ କରୁଥିବା ଲୋକମାନଙ୍କ ପାଇଁ ଈଶ୍ଵରଙ୍କ ସୁରକ୍ଷାକୁ ଦର୍ଶାଏ । ବିକଳ୍ପ ଅନୁବାଦ: "ଯାହାର ସୁରକ୍ଷିତ ଯତ୍ନରେ ତୁମ୍ଭେ ନିଜକୁ ରଖିଅଛ ।" [[rc://en/ta/man/translate/figs-metaphor]])ଦେଖନ୍ତୁ)
RUT 2 13 abc6 figs-idiom אֶמְצָא־חֵ֨ן 1 May I find favor ଏଠାରେ **ଅନୁଗ୍ରହ ପାଇବା**  ଏକ ରୂଢ଼ି  ଅଟେ ଯାହାର ଅର୍ଥ ଗ୍ରହଣ କରାଯିବା କିମ୍ବା ସେ ସନ୍ତୁଷ୍ଟ ଅଟନ୍ତି ।ବିକଳ୍ପ ଅନୁବାଦ: "ତୁମ୍ଭେ ମୋତେ ଗ୍ରହଣ କର" କିମ୍ବା "ତୁମ୍ଭେ ମୋ ଉପରେ ସନ୍ତୁଷ୍ଟ ହୁଅ" [[rc://en/ta/man/translate/figs-idiom]])ଦେଖନ୍ତୁ
RUT 2 13 v2q1 figs-metaphor בְּ⁠עֵינֶ֤י⁠ךָ 1 in your eyes **ଆଖି** ଏକ ଲକ୍ଷଣାତ୍ମକ ଶବ୍ଦ ଯାହା ଦେଖିବା ପାଇଁ ପ୍ରତିନିଧିତ୍ୱ କରେ, ଏବଂ ଦେଖିବା ଜ୍ଞାନ, ଦୃଷ୍ଟି, ଧ୍ୟାନ, କିମ୍ବା ବିଚାର ପାଇଁ ରୂପକ ଅଳଙ୍କାର ଅଟେ । ବିକଳ୍ପ ଅନୁବାଦ: "ଏବଂ ମୋତେ ଗ୍ରହଣ କର" [[rc://en/ta/man/translate/figs-metaphor]])ଦେଖନ୍ତୁ)
RUT 2 13 abc4 אֲדֹנִ⁠י֙ 1 my lord ବୋୟଜ ରୂତଙ୍କ ସ୍ଵାମୀ ନୁହଁନ୍ତି, କିନ୍ତୁ ସେ ସେହି କ୍ଷେତ୍ରର ମାଲିକ ଯେଉଁଠାରେ ସେ ଶସ୍ୟ ସଂଗ୍ରହ କରନ୍ତି । ସେ ଜଣେ ଯିହୂଦୀ ଏବଂ ସହରର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଅଟନ୍ତି। ସେଥିପାଇଁ ରୂତ ତାଙ୍କୁ ନିଜର ପ୍ରଭୁ ବୋଲି ଡାକି, ନିଜକୁ ଦାସୀ ବୋଲି କହି ସମ୍ମାନିତ କରନ୍ତି । ବିକଳ୍ପ ଅନୁବାଦ: " ମହାଶୟ" କିମ୍ବା "ପ୍ରଭୁ" ।
RUT 2 13 zc5n וְ⁠אָנֹכִי֙ לֹ֣א אֶֽהְיֶ֔ה כְּ⁠אַחַ֖ת שִׁפְחֹתֶֽי⁠ךָ 1 But as for me, I am not even like one of your female servants ରୂତ ଆଶ୍ଚର୍ଯ୍ୟ ଏବଂ କୃତଜ୍ଞ ଅଟନ୍ତି କାରଣ ବୋୟଜ ତାଙ୍କୁ ତାଙ୍କର ଜଣେ କର୍ମଚାରୀ ଭାବରେ ବ୍ୟବହାର କରୁଛନ୍ତି କିନ୍ତୁ ପ୍ରକୃତରେ ସେ ନଥିଲେ।
RUT 2 12 eh86 figs-metaphor אֲשֶׁר־בָּ֖את לַ⁠חֲס֥וֹת תַּֽחַת־כְּנָפָֽי⁠ו 1 under whose wings you have come for refuge ଏହା ଏକ ରୂପକ ଯାହାକି ପକ୍ଷୀମାନଙ୍କର ଛୁଆମାନଙ୍କୁ ନିଜ ଡେଣା ତଳେ ସୁରକ୍ଷା ଦେବାକୁ ଏକତ୍ର କରୁଥିବା ଚିତ୍ର ବ୍ୟବହାର କରି ଈଶ୍ଵରଙ୍କୁ ବିଶ୍ଵାସ କରୁଥିବା ଲୋକମାନଙ୍କ ପାଇଁ ଈଶ୍ଵରଙ୍କ ସୁରକ୍ଷାକୁ ଦର୍ଶାଏ । ବିକଳ୍ପ ଅନୁବାଦ: "ଯାହାର ସୁରକ୍ଷିତ ଯତ୍ନରେ ତୁମ୍ଭେ ନିଜକୁ ରଖିଅଛ ।" [[rc://en/ta/man/translate/figs-metaphor]]) ଦେଖନ୍ତୁ)
RUT 2 13 abc6 figs-idiom אֶמְצָא־חֵ֨ן 1 May I find favor ଏଠାରେ **ଅନୁଗ୍ରହ ପାଇବା**  ଏକ ରୂଢ଼ି  ଅଟେ ଯାହାର ଅର୍ଥ ଗ୍ରହଣ କରାଯିବା କିମ୍ବା ସେ ସନ୍ତୁଷ୍ଟ ଅଟନ୍ତି । ବିକଳ୍ପ ଅନୁବାଦ: "ତୁମ୍ଭେ ମୋତେ ଗ୍ରହଣ କର" କିମ୍ବା "ତୁମ୍ଭେ ମୋ ଉପରେ ସନ୍ତୁଷ୍ଟ ହୁଅ" [[rc://en/ta/man/translate/figs-idiom]])ଦେଖନ୍ତୁ
RUT 2 13 v2q1 figs-metaphor בְּ⁠עֵינֶ֤י⁠ךָ 1 in your eyes **ଦୃଷ୍ଟିରେ** ଏକ ଲକ୍ଷଣାତ୍ମକ ଶବ୍ଦ ଅଟେ ଯାହା ଦେଖିବାକୁ ପ୍ରତିନିଧିତ୍ୱ କରେ ଏବଂ ଦେଖିବା ଜ୍ଞାନ, ଦୃଷ୍ଟି, ଧ୍ୟାନଦେବା, କିମ୍ବା ନ୍ୟାୟ ବିଚାର ପାଇଁ ଏକ ଉପମା ଅଟେ । ବିକଳ୍ପ ଅନୁବାଦ: “ଏବଂ ମୋତେ ଗ୍ରହଣ କର” [[rc://en/ta/man/translate/figs-metaphor]])ଦେଖନ୍ତୁ)
RUT 2 13 abc4 אֲדֹנִ⁠י֙ 1 my lord ବୋୟଜ ରୂତଙ୍କ ସ୍ଵାମୀ ନୁହଁନ୍ତି, କିନ୍ତୁ ସେ ସେହି କ୍ଷେତ୍ରର ମାଲିକ ଅଟନ୍ତି ଯେଉଁଠାରେ ରୂତ ଶସ୍ୟ ସଂଗ୍ରହ କରନ୍ତି । ସେ ଜଣେ ଯିହୁଦୀ ଏବଂ ନଗରର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଥିଲେ। ସେଥିପାଇଁ ରୂତ ତାଙ୍କୁ ନିଜର **ପ୍ରଭୁ** ବୋଲି ଡାକି, ନିଜକୁ ଦାସୀ ବୋଲି କହି ସମ୍ମାନିତ କରନ୍ତି । ବିକଳ୍ପ ଅନୁବାଦ: " ମହାଶୟ" କିମ୍ବା "ପ୍ରଭୁ" ।
RUT 2 13 zc5n וְ⁠אָנֹכִי֙ לֹ֣א אֶֽהְיֶ֔ה כְּ⁠אַחַ֖ת שִׁפְחֹתֶֽי⁠ךָ 1 But as for me, I am not even like one of your female servants ରୂତ ଆଶ୍ଚର୍ଯ୍ୟତା ଏବଂ କୃତଜ୍ଞତା ପ୍ରକାଶ କରନ୍ତି କାରଣ ବୋୟଜ ତାଙ୍କୁ ତାଙ୍କର ଜଣେ ଦାସୀ ଭାବରେ ବ୍ୟବହାର କରୁଛନ୍ତି କିନ୍ତୁ ପ୍ରକୃତରେ ସେ ଦାସୀ ଥିଲେ।
RUT 2 14 yht2 לְ⁠עֵ֣ת הָ⁠אֹ֗כֶל 1 At the time of the meal ଏହା ମଧ୍ୟାହ୍ନ ଭୋଜନକୁ  ସୂଚିତ କରେ ।
RUT 2 14 p256 וְ⁠טָבַ֥לְתְּ פִּתֵּ֖⁠ךְ בַּ⁠חֹ֑מֶץ 1 dip your piece in the vinegar କ୍ଷେତ୍ରରେ ଏହା ଏକ ସାଧାରଣ ଭୋଜନ ଥିଲା । ଲୋକମାନେ ଏକ କପଡା ଚାରିପାଖରେ ଭୂମିରେ ବସଥିଲେ, ଯେଉଁଥିରେ ଏକ ପାତ୍ର ଅମ୍ଳରସ ଏବଂ ଭଙ୍ଗା ରୁଟି ଖଣ୍ଡଗୁଡ଼ିକ ରଖାଯାଇଥାଏ । ସେମାନେ ଗୋଟିଏ ଖଣ୍ଡ ରୁଟି ନେଇ ଏହାକୁ ଅମ୍ଳରସରେ ବୁଡ଼ାଇ, ସ୍ୱାଦଯୁକ୍ତ କରି ଭୋଜନ କରିଥାନ୍ତି ।
RUT 2 14 xr6s בַּ⁠חֹ֑מֶץ 1 the vinegar **ଅମ୍ଳରସ**ରେ ଏକ ଚଟଣି ଥିଲା ଯେଉଁଥିରେ ସେମାନେ ରୁଟି ବୁଡ଼ାଇ ଥିଲେ । ଇସ୍ରାଏଲୀୟମାନେ ଅଙ୍ଗୁର ରସରୁ ଅମ୍ଳରସ ତିଆରି କରୁଥିଲେ ଯେଉଁଥିରେ ଦ୍ରାକ୍ଷାରସଠାରୁ ଅଧିକ ପଚନକାରକ ପଦାର୍ଥ ମିଶ୍ରଣ କରାଯାଇଥାଏ । ଅମ୍ଳରସ ଅବସ୍ଥାରେ, ରସ ଅତ୍ୟଧିକ ଖଟା ଏବଂ ଅମ୍ଳୀୟ ହୋଇଯାଏ ।
RUT 2 15 v6wr figs-explicit וַ⁠תָּ֖קָם לְ⁠לַקֵּ֑ט וַ⁠יְצַו֩ בֹּ֨עַז אֶת־נְעָרָ֜י⁠ו 1 Then she got up to glean. Then Boaz commanded his young men ଯେବେ ବୋୟଜ ତାଙ୍କ ଶ୍ରମିକମାନଙ୍କ ସହିତ କଥାବାର୍ତ୍ତା କଲେ, ସେତେବେଳେ ରୂତ ବୋୟଜଙ୍କ ନିର୍ଦ୍ଦେଶ ଶୁଣି ନଥିବେ କାରଣ ସେ ବହୁତ ଦୂରରେ ଥିଲେ। ବିକଳ୍ପ ଅନୁବାଦ: "ଏବଂ ଯେବେ ରୂତ ଶସ୍ୟ ସଂଗ୍ରହ କରିବାକୁ ଗଲେ, ବୋୟଜ ତାଙ୍କ ଯୁବକମାନଙ୍କୁ ବ୍ୟକ୍ତିଗତ ଭାବରେ କହିଲେ।" [[rc://en/ta/man/translate/figs-explicit]])
RUT 2 15 rct9 וַ⁠תָּ֖קָם 1 Then she got up **ସେ ଠିଆ ହେବା ପରେ**
RUT 2 15 a5z9 גַּ֣ם בֵּ֧ין הָֽ⁠עֳמָרִ֛ים 1 even among the bundles ଏଠାରେ, ଏହି ଶବ୍ଦ ଶ୍ରମିକମାନଙ୍କୁ ମଧ୍ୟ ବୁଝାଏ  ଯାହାକି ସେମାନେ କରୁଥିବା ସାଧାରଣ କାର୍ଯ୍ୟରୁ ଅଧୁକ ସେମାନଙ୍କୁ କରିବାକୁ ପଡିବ । ଯେଉଁମାନେ ଅମଳକାରୀ ଥିଲେ ସେମାନେ ସାଧାରଣତଃ ଅମଳ ହୋଇଥିବା ଶସ୍ୟରୁ ଚୋରି କରି ପାରନ୍ତି ବୋଲି ଭୟରେ ଅମଳ ହୋଇଥିବା ଶସ୍ୟ ନିକଟରେ କାମ କରିବାକୁ ବାରଣ କରାଯାଇଥିଲେ । କିନ୍ତୁ ବୋୟଜ ତାଙ୍କ ଶ୍ରମିକମାନଙ୍କୁ ରୂତଙ୍କୁ ଧାନବିଡା ନିକଟରେ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
RUT 2 16 u6hv שֹׁל־תָּשֹׁ֥לּוּ לָ֖⁠הּ מִן־הַ⁠צְּבָתִ֑ים 1 pull some out from the bundles for her **ବିଡ଼ାରୁ କିଛି ଡାଳ ବାହାର କରି ତାଙ୍କ ପାଇଁ ଛାଡିଦିଅ,** କିମ୍ବା **ତାଙ୍କୁ ସଂଗ୍ରହ କରିବା ପାଇଁ ଶସ୍ୟର ଡାଳ ଛାଡିଦିଅ** । ଏଠାରେ ବୋୟଜ ସାଧାରଣ ଅପେକ୍ଷା ଏକ ପାଦ ଆଗକୁ ବଡନ୍ତି, ରୂତ ଯେପରି ଶସ୍ୟ ସଂଗ୍ରହ କରିବେ ସେଥିପାଇଁ ଅମଳ ହୋଇଥିବା କିଛି ଶସ୍ୟକୁ ଛାଡିବାକୁ ତାଙ୍କ ଶ୍ରମିକମାନଙ୍କୁ କହିଥିଲେ
RUT 2 16 nn9l וְ⁠לֹ֥א תִגְעֲרוּ־בָֽ⁠הּ 1 do not rebuke her **ତାହାକୁ ଧମକାଅ ନାହିଁ କିମ୍ବା ତାହାକୁ ଲଜ୍ଜା ଦିଅ ନାହିଁ**
RUT 2 17 h3ap וַ⁠תַּחְבֹּט֙ 1 Then she beat out ସେ ଶସ୍ୟର ଖାଇବା ଅଂଶକୁ ଫୋପାଡି ଦିଆଯାଇଥିବା ଡାଳରୁ ପୃଥକ କଲେ ।
RUT 2 17 mq6b translate-bvolume כְּ⁠אֵיפָ֥ה שְׂעֹרִֽים 1 about an ephah of barley ଏକ **ଐଫା** ମାପର ଏକକ ଯାହା ପ୍ରାୟ 22 ଲିଟର ସହିତ ସମାନ । ବିକଳ୍ପ ଅନୁବାଦ: "ପ୍ରାୟ 22 ଲିଟର ଯବ ।" ଆପଣଙ୍କ ଭାଷାରେ ଶସ୍ୟ ପାଇଁ ସାଧାରଣ ମାପ ବ୍ୟବହାର କରନ୍ତୁ । [[rc://en/ta/man/translate/translate-bvolume]])ଦେଖନ୍ତୁ)
RUT 2 18 etn8 figs-explicit וַ⁠תִּשָּׂא֙ וַ⁠תָּב֣וֹא הָ⁠עִ֔יר 1 She lifted it up and went into the city ଏହା ସୂଚିତ ହୋଇଛି ଯେ ରୂତ ଶସ୍ୟକୁ ଗୃହକୁ ନେଇ ଯାଇଥିଲେ।[[rc://en/ta/man/translate/figs-explicit]])ଦେଖନ୍ତୁ)
RUT 2 14 p256 וְ⁠טָבַ֥לְתְּ פִּתֵּ֖⁠ךְ בַּ⁠חֹ֑מֶץ 1 dip your piece in the vinegar କ୍ଷେତ୍ରରେ ଏହା ଏକ ସାଧାରଣ ଭୋଜନ ଥିଲା । ଲୋକମାନେ ଏକ କପଡା ଚାରିପାଖରେ ଭୂମିରେ ବସଥିଲେ, ଯେଉଁଥିରେ ଏକ ପାତ୍ର ଅମ୍ଳରସ ଏବଂ ଭଙ୍ଗା ରୁଟିଖଣ୍ଡଗୁଡ଼ିକ ରଖାଯାଇଥାଏ । ସେମାନେ ଗୋଟିଏ ଖଣ୍ଡରୁଟି ନେଇ ଏହାକୁ ଅମ୍ଳରସରେ ବୁଡ଼ାଇ, ସ୍ୱାଦଯୁକ୍ତ କରି ଭୋଜନ କରିଥାନ୍ତି ।
RUT 2 14 xr6s בַּ⁠חֹ֑מֶץ 1 the vinegar **ଅମ୍ଳରସ** ଏକ ଚଟଣି ଥିଲା ଯେଉଁଥିରେ ସେମାନେ ରୁଟି ବୁଡ଼ାଇ ଥିଲେ । ଇସ୍ରାଏଲୀୟମାନେ ଅଙ୍ଗୁର ରସରୁ ଅମ୍ଳରସ ତିଆରି କରୁଥିଲେ ଯେଉଁଥିରେ ଦ୍ରାକ୍ଷାରସଠାରୁ ଅଧିକ ପଚନକାରକ ପଦାର୍ଥ ମିଶ୍ରଣ କରାଯାଇଥାଏ । ଅମ୍ଳରସ ଅବସ୍ଥାରେ, ରସ ଅତ୍ୟଧିକ ଖଟା ଏବଂ ଅମ୍ଳୀୟ ହୋଇଯାଏ ।
RUT 2 15 v6wr figs-explicit וַ⁠תָּ֖קָם לְ⁠לַקֵּ֑ט וַ⁠יְצַו֩ בֹּ֨עַז אֶת־נְעָרָ֜י⁠ו 1 Then she got up to glean. Then Boaz commanded his young men ଯେବେ ବୋୟଜ ତାଙ୍କ ଶ୍ରମିକମାନଙ୍କ ସହିତ କଥାବାର୍ତ୍ତା କଲେ, ସେତେବେଳେ ରୂତ ବୋୟଜଙ୍କ ନିର୍ଦ୍ଦେଶ ଶୁଣି ନଥିବେ କାରଣ ସେ ବହୁତ ଦୂରରେ ଥିଲେ। ବିକଳ୍ପ ଅନୁବାଦ: "ଏବଂ ଯେବେ ରୂତ ଶସ୍ୟ ସଂଗ୍ରହ କରିବାକୁ ଗଲେ, ବୋୟଜ ତାଙ୍କ ଯୁବକମାନଙ୍କୁ ଏକାନ୍ତରେ କହିଲେ।" [[rc://en/ta/man/translate/figs-explicit]])
RUT 2 15 rct9 וַ⁠תָּ֖קָם 1 Then she got up **ସେ ଉଠନ୍ତେ**
RUT 2 15 a5z9 גַּ֣ם בֵּ֧ין הָֽ⁠עֳמָרִ֛ים 1 even among the bundles ଏଠାରେ, **ସୁଦ୍ଧା** ଶବ୍ଦ ଶ୍ରମିକମାନଙ୍କୁ ସେମାନେ କରୁଥିବା ସାଧାରଣ କାର୍ଯ୍ୟରୁ ଅଧିକ କରିବାକୁ ପଡିପାରେ ବୋଲି ସେମାନଙ୍କୁ ଦର୍ଶାଏ । ଯେଉଁମାନେ ଅମଳକାରୀ ଥିଲେ ସେମାନେ ସାଧାରଣତଃ ଅମଳ ହୋଇଥିବା ଶସ୍ୟରୁ ଚୋରି କରି ପାରନ୍ତି ବୋଲି ଭୟରେ ଅମଳ ହୋଇଥିବା ଶସ୍ୟ ନିକଟରେ କାମ କରିବାକୁ ବାରଣ କରାଯାଇଥିଲେ । କିନ୍ତୁ ବୋୟଜ ତାଙ୍କ ଶ୍ରମିକମାନଙ୍କୁ ରୂତଙ୍କୁ ଧାନବିଡା ନିକଟରେ ସଂଗ୍ରହ କରିବାକୁ ବାରଣ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
RUT 2 16 u6hv שֹׁל־תָּשֹׁ֥לּוּ לָ֖⁠הּ מִן־הַ⁠צְּבָתִ֑ים 1 pull some out from the bundles for her **ବିଡ଼ାରୁ କିଛି ବାହାର କରି ତାଙ୍କ ପାଇଁ ଛାଡିଦିଅ,** କିମ୍ବା **ତାଙ୍କୁ** **ସାଉଣ୍ଟିବା** **ପାଇଁ ଶସ୍ୟର** **ବିଡ଼ା** **ଛାଡିଦିଅ** । ଏଠାରେ ବୋୟଜ ସାଧାରଣ ଅପେକ୍ଷା ଏକ ପାଦ ଆଗକୁ ବଡନ୍ତି, ରୂତ ଯେପରି ଶସ୍ୟ ସଂଗ୍ରହ କରିବେ ସେଥିପାଇଁ ଅମଳ ହୋଇଥିବା କିଛି ଶସ୍ୟକୁ ଛାଡିବାକୁ ତାଙ୍କ ଶ୍ରମିକମାନଙ୍କୁ କହନ୍ତି ।
RUT 2 16 nn9l וְ⁠לֹ֥א תִגְעֲרוּ־בָֽ⁠הּ 1 do not rebuke her **ତାହାକୁ ଲଜ୍ଜା ଦିଅ ନାହିଁ** **କିମ୍ବା** **ତାହାକୁ ଧମକାଅ ନାହିଁ**
RUT 2 17 h3ap וַ⁠תַּחְבֹּט֙ 1 Then she beat out ସେ ଶସ୍ୟର ଚଷୁରୁ ଖାଇବା ଅଂଶକୁ ବାହାର କରି  ଚଷୁକୁ ଫୋପାଡିଲେ ।
RUT 2 17 mq6b translate-bvolume כְּ⁠אֵיפָ֥ה שְׂעֹרִֽים 1 about an ephah of barley ଏକ **ଐଫା** ମାପର ଏକକ ଯାହା ପ୍ରାୟ 22 ଲିଟର ସହିତ ସମାନ ଅଟେ । ବିକଳ୍ପ ଅନୁବାଦ: "ପ୍ରାୟ 22 ଲିଟର ଯବ ।" ଆପଣଙ୍କ ଭାଷାରେ ଶସ୍ୟ ପାଇଁ ସାଧାରଣ ପରିମାପ ବ୍ୟବହାର କରନ୍ତୁ । [[rc://en/ta/man/translate/translate-bvolume]])ଦେଖନ୍ତୁ)
RUT 2 18 etn8 figs-explicit וַ⁠תִּשָּׂא֙ וַ⁠תָּב֣וֹא הָ⁠עִ֔יר 1 She lifted it up and went into the city ଏହା ସୂଚିତ କରେ ଯେ ରୂତ ଶସ୍ୟକୁ ଗୃହକୁ ନେଲେ।[[rc://en/ta/man/translate/figs-explicit]])ଦେଖନ୍ତୁ)
RUT 2 18 r6sz וַ⁠תֵּ֥רֶא חֲמוֹתָ֖⁠הּ 1 Then her mother-in-law saw **ତା'ପରେ ନୟମୀ ଦେଖିଲେ**
RUT 2 19 bg28 figs-parallelism אֵיפֹ֨ה לִקַּ֤טְתְּ הַ⁠יּוֹם֙ וְ⁠אָ֣נָה עָשִׂ֔ית 1 Where did you glean today, and where did you work? ନୟମୀ ସେଦିନ ରୂତଙ୍କ ସହିତ କ’ଣ ଘଟିଥିଲା ତାହା ​​ଜାଣିବାକୁ ସେ ବହୁତ ଆଗ୍ରହୀ ଥିଲେ ତେଣୁ ସେବିଷୟକୁ ଦୁଇଟି ଭିନ୍ନ ଉପାୟରେ ପଚାରିଥିଲେ । ଆପଣଙ୍କ ଭାଷାରେ ଏପରି ଉପାୟରେ ବ୍ୟବହାର କରନ୍ତୁ ଯାହା ଉତ୍ସାହ ଏବଂ ଆଗ୍ରହ ପ୍ରକାଶ କରେ । [[rc://en/ta/man/translate/figs-parallelism]])ଦେଖନ୍ତୁ)
RUT 2 19 ab07 figs-metonymy מַכִּירֵ֖⁠ךְ 1 the one who noticed you ଏଠାରେ **ଦୃଷ୍ଟିକଲେ** ଏକ ଲକ୍ଷଣାତ୍ମକ ଶବ୍ଦ ଅଟେ ଯାହା କେବଳ ରୂତଙ୍କୁ ନୁହେଁ, ତାଙ୍କ ପାଇଁ ମଧ୍ୟ କିଛି କରେ । ବିକଳ୍ପ ଅନୁବାଦ: "ଯିଏ ତୁମ୍ଭକୁ ସାହାଯ୍ୟ କଲା" [[rc://en/ta/man/translate/figs-metonymy]])ଦେଖନ୍ତୁ

Can't render this file because it contains an unexpected character in line 36 and column 919.