Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-19 18:14:53 +00:00
parent 0d1eb5011f
commit 3759ad3e45
1 changed files with 1 additions and 1 deletions

View File

@ -351,7 +351,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 1 3 t112 translate-names Ἐφέσῳ 1 Ephesus ଏହା ଏକ ସହରର ନାମ ଅଟେ ।[[rc://en/ta/man/translate/translate-names]])ଦେଖନ୍ତୁ)
1TI 1 3 t113 τισὶν 1 certain ones ବିକଳ୍ପ ଅନୁବାଦ: "କେତେ ଲୋକ"
1TI 1 4 p2sr figs-abstractnouns τὴν ἐν πίστει 1 which is by faith ଯଦି ତାହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ “ବିଶ୍ୱାସ” କିମ୍ବା “ଭରସା” ଭଳି ଏକ କ୍ରିୟାପଦ ସହିତ ଗୁଣ ବାଚକ ବିଶେଷ୍ୟ **ବିଶ୍ୱାସ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ଉପରେ ଭରସା କରି ଆମେ ଯାହା ଶିଖୁ" କିମ୍ବା "ଯାହା ଈଶ୍ଵରଙ୍କ ଉପରେ ଭରସା କରି ଆମେ କରୁ" ।[[rc://en/ta/man/translate/figs-abstractnouns]])ଦେଖନ୍ତୁ)
1TI 1 5 iwnk grammar-connect-logic-goal τὸ δὲ τέλος τῆς παραγγελίας ἐστὶν 1 Now the goal of this command is ଏଠାରେ ପାଉଲ ତୀମଥିଙ୍କୁ ଦେଇଥିବା ଆଦେଶରୁ ଚାହୁଁଥିବା **ଲକ୍ଷ୍ୟ** ବା ଫଳାଫଳକୁ ପ୍ରକାଶ କରୁଛନ୍ତି । ବିକଳ୍ପ ଅନୁବାଦ: "ଏହି ଫଳାଫଳ ହାସଲ କରିବାକୁ ମୁଁ ଏହି ବିଷୟଗୁଡ଼ିକୁ ନିର୍ଦ୍ଦେଶ ଦେଉଅଛି" [[rc://en/ta/man/translate/grammar-connect-logic-goal]])ଦେଖନ୍ତୁ)
1TI 1 5 iwnk grammar-connect-logic-goal τὸ δὲ τέλος τῆς παραγγελίας ἐστὶν 1 Now the goal of this command is ଏଠାରେ ପାଉଲ ତୀମଥିଙ୍କୁ ଦେଇଥିବା ଆଦେଶରୁ ଚାହୁଁଥିବା **ଲକ୍ଷ୍ୟ** ବା ଫଳାଫଳକୁ ପ୍ରକାଶ କରୁଛନ୍ତି । ବିକଳ୍ପ ଅନୁବାଦ: "ଏହି ଫଳାଫଳ ହାସଲ କରିବାକୁ ମୁଁ ଏହି ବିଷୟଗୁଡ଼ିକୁ ନିର୍ଦ୍ଦେଶ ଦେଉଅଛି'' [[rc://en/ta/man/translate/grammar-connect-logic-goal]])ଦେଖନ୍ତୁ)
1TI 1 5 t123 figs-metaphor ἐκ καθαρᾶς καρδίας 1 from a pure heart ଏଠାରେ **ହୃଦୟ** ସାଙ୍କେତିକ ଭାବରେ ବ୍ୟକ୍ତିର ଚିନ୍ତାଧାରା ଏବଂ ପ୍ରବୃତ୍ତିକୁ ପ୍ରତିପାଦିତ କରେ । ବିକଳ୍ପ ଅନୁବାଦ: "କେବଳ ଯାହା ଉତ୍ତମ ସେହି ଇଚ୍ଛାନୁସାରେ" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 1 5 zziu figs-abstractnouns πίστεως ἀνυποκρίτου 1 a sincere faith ଯଦି ତାହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ “ବିଶ୍ୱାସ” କିମ୍ବା “ଭରସା” ଭଳି ଏକ କ୍ରିୟାପଦ ସହିତ ଗୁଣ ବାଚକ ବିଶେଷ୍ୟ **ବିଶ୍ୱାସ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ଏଠାରେ, **ବିଶ୍ୱାସ**ର ଅର୍ଥ: (1) ଈଶ୍ଵରଙ୍କ ଉପରେ ଭରସା କିମ୍ବା (2) ଈଶ୍ଵରଙ୍କ ବିଷୟରେ ପ୍ରକୃତ ଶିକ୍ଷା ଉପରେ ବିଶ୍ୱାସ କରିବା । ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ଉପରେ ଦୃଢ଼ ଭାବରେ ବିଶ୍ଵାସ କରିବା" କିମ୍ବା "ଈଶ୍ଵରଙ୍କ ବିଷୟରେ ପ୍ରକୃତ ବାର୍ତ୍ତାରେ ଆନ୍ତରିକ ଭାବରେ ବିଶ୍ଵାସ କରିବା"[[rc://en/ta/man/translate/figs-abstractnouns]])ଦେଖନ୍ତୁ)
1TI 1 7 t131 figs-doublenegatives μὴ…μήτε…μήτε 1 not … either … or ପାଉଲ ଗ୍ରୀକ୍ ଭାଷାରେ ଏକ ତୃତୀୟ ନକାରାତ୍ମକ ବ୍ୟବହାର କରି , "ନାହିଁ … ଏହା ନୁହେଁ କି ତାହା ନୁହେଁ… ନୁହେଁ" ଏଠାରେ ଗୁରୁତ୍ଵ ଦିଅନ୍ତି । ଏକ ସକାରାତ୍ମକ ଅର୍ଥ ପ୍ରକାଶ କରିବା ପାଇଁ ଏହି ନକାରାତ୍ମକଗୁଡ଼ିକ ମଧ୍ୟରୁ କୌଣସି ଶବ୍ଦ ପରସ୍ପରକୁ ବାତିଲ୍ କରେ ନାହିଁ । ଏହା ପରିବର୍ତ୍ତେ, ନକାରାତ୍ମକ ଅର୍ଥକୁ ସମଗ୍ର ସ୍ଥାନରେ ବ୍ୟବହାର ହୋଇଅଛି । ଯଦି ଆପଣଙ୍କ ଭାଷା ଗୁରୁତ୍ୱ ପ୍ରକାଶ କରିବା ପାଇଁ ଦ୍ୱିନକାରାତ୍ମକ ବ୍ୟବହାର କରେ ଯାହା ପରସ୍ପରକୁ ବାତିଲ୍ କରେ ନାହିଁ, ସେହି ଗଠନକୁ ଏଠାରେ ଆପଣ ବ୍ୟବହାର କରି ପାରିବେ ।[[rc://en/ta/man/translate/figs-doublenegatives]])ଦେଖନ୍ତୁ)

Can't render this file because it contains an unexpected character in line 2 and column 7882.