Edit 'en_tn_55-1TI.tsv' using 'tc-create-app'

This commit is contained in:
Gayatri-Digal 2021-08-19 18:14:30 +00:00
parent 758b950c9c
commit 0d1eb5011f
1 changed files with 24 additions and 7 deletions

View File

@ -350,10 +350,27 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1TI 6 21 hix2 figs-you ἡ χάρις μεθ’ ὑμῶν 1 May grace be with you **ତୁମ୍ଭେ** ଶବ୍ଦ ବହୁବଚନ ଅଟେ ଏବଂ ତୀମଥି ଏବଂ ଏଫିସରେ ଥିବା ସମସ୍ତ ବିଶ୍ଵାସୀମାନଙ୍କୁ ବୁଝାଏ । ବିକଳ୍ପ ଅନୁବାଦ: "ଈଶ୍ଵର ତୁମ୍ଭ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ" [[rc://en/ta/man/translate/figs-you]])ଦେଖନ୍ତୁ)
1TI 1 3 t112 translate-names Ἐφέσῳ 1 Ephesus ଏହା ଏକ ସହରର ନାମ ଅଟେ ।[[rc://en/ta/man/translate/translate-names]])ଦେଖନ୍ତୁ)
1TI 1 3 t113 τισὶν 1 certain ones ବିକଳ୍ପ ଅନୁବାଦ: "କେତେ ଲୋକ"
1TI 1 4 p2sr figs-abstractnouns τὴν ἐν πίστει 1 which is by faith ଯଦି ତାହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ “ବିଶ୍ୱାସ” କିମ୍ବା “ଭରସା” ଭଳି ଏକ କ୍ରିୟାପଦ ସହିତ ଗୁଣ ବାଚକ ବିଶେଷ୍ୟ **ବିଶ୍ୱାସ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ଉପରେ ଭରସା କରି ଆମେ ଯାହା ଶିଖୁ" କିମ୍ବା "ଯାହା ଈଶ୍ଵରଙ୍କ ଉପରେ ଭରସା କରି ଆମେ କରୁ" ।[[rc://en/ta/man/translate/figs-abstractnouns]])
1TI 1 5 iwnk grammar-connect-logic-goal τὸ δὲ τέλος τῆς παραγγελίας ἐστὶν 1 Now the goal of this command is ଏଠାରେ ପାଉଲ ତୀମଥିଙ୍କୁ ଦେଇଥିବା ଆଦେଶରୁ ଚାହୁଁଥିବା **ଲକ୍ଷ୍ୟ** ବା ଫଳାଫଳକୁ ପ୍ରକାଶ କରୁଛନ୍ତି । ବିକଳ୍ପ ଅନୁବାଦ: "ଏହି ଫଳାଫଳ ହାସଲ କରିବାକୁ ମୁଁ ଏହି ବିଷୟଗୁଡ଼ିକୁ ନିର୍ଦ୍ଦେଶ ଦେଉଅଛି" [[rc://en/ta/man/translate/grammar-connect-logic-goal]])
1TI 1 5 t123 figs-metaphor ἐκ καθαρᾶς καρδίας 1 from a pure heart ଏଠାରେ **ହୃଦୟ** ସାଙ୍କେତିକ ଭାବରେ ବ୍ୟକ୍ତିର ଚିନ୍ତାଧାରା ଏବଂ ପ୍ରବୃତ୍ତିକୁ ପ୍ରତିପାଦିତ କରେ । ବିକଳ୍ପ ଅନୁବାଦ: "କେବଳ ଯାହା ଉତ୍ତମ ସେହି ଇଚ୍ଛାନୁସାରେ" [[rc://en/ta/man/translate/figs-metaphor]])
1TI 1 5 zziu figs-abstractnouns πίστεως ἀνυποκρίτου 1 a sincere faith ଯଦି ତାହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ “ବିଶ୍ୱାସ” କିମ୍ବା “ଭରସା” ଭଳି ଏକ କ୍ରିୟାପଦ ସହିତ ଗୁଣ ବାଚକ ବିଶେଷ୍ୟ **ବିଶ୍ୱାସ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ଏଠାରେ, **ବିଶ୍ୱାସ**ର ଅର୍ଥ: (1) ଈଶ୍ଵରଙ୍କ ଉପରେ ଭରସା କିମ୍ବା (2) ଈଶ୍ଵରଙ୍କ ବିଷୟରେ ପ୍ରକୃତ ଶିକ୍ଷା ଉପରେ ବିଶ୍ୱାସ କରିବା । ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ଉପରେ ଦୃଢ଼ ଭାବରେ ବିଶ୍ଵାସ କରିବା" କିମ୍ବା "ଈଶ୍ଵରଙ୍କ ବିଷୟରେ ପ୍ରକୃତ ବାର୍ତ୍ତାରେ ଆନ୍ତରିକ ଭାବରେ ବିଶ୍ଵାସ କରିବା"[[rc://en/ta/man/translate/figs-abstractnouns]])
1TI 1 7 t131 figs-doublenegatives μὴ…μήτε…μήτε 1 not … either … or ପାଉଲ ଗ୍ରୀକ୍ ଭାଷାରେ ଏକ ତୃତୀୟ ନକାରାତ୍ମକ ବ୍ୟବହାର କରି , "ନାହିଁ … ଏହା ନୁହେଁ କି ତାହା ନୁହେଁ… ନୁହେଁ" ଏଠାରେ ଗୁରୁତ୍ଵ ଦିଅନ୍ତି । ଏକ ସକାରାତ୍ମକ ଅର୍ଥ ପ୍ରକାଶ କରିବା ପାଇଁ ଏହି ନକାରାତ୍ମକଗୁଡ଼ିକ ମଧ୍ୟରୁ କୌଣସି ଶବ୍ଦ ପରସ୍ପରକୁ ବାତିଲ୍ କରେ ନାହିଁ । ଏହା ପରିବର୍ତ୍ତେ, ନକାରାତ୍ମକ ଅର୍ଥକୁ ସମଗ୍ର ସ୍ଥାନରେ ବ୍ୟବହାର ହୋଇଅଛି । ଯଦି ଆପଣଙ୍କ ଭାଷା ଗୁରୁତ୍ୱ ପ୍ରକାଶ କରିବା ପାଇଁ ଦ୍ୱିନକାରାତ୍ମକ ବ୍ୟବହାର କରେ ଯାହା ପରସ୍ପରକୁ ବାତିଲ୍ କରେ ନାହିଁ, ସେହି ଗଠନକୁ ଏଠାରେ ଆପଣ ବ୍ୟବହାର କରି ପାରିବେ ।[[rc://en/ta/man/translate/figs-doublenegatives]])
1TI 1 7 t132 figs-parallelism ἃ λέγουσιν, μήτε περὶ τίνων διαβεβαιοῦνται 1 what they are saying or about which they make confident affirmations ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅଟେ । ପାଉଲ ଗୁରୁତ୍ୱ ପାଇଁ ଏହି ପୁନରାବୃତ୍ତି ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଦ୍ୱନ୍ଦ୍ୱପୂର୍ଣ୍ଣ ତେବେ ଆପଣଙ୍କୁ ଆପଣଙ୍କ ଅନୁବାଦରେ ଉଭୟ ବାକ୍ୟାଂଶ ରଖିବା ଆବଶ୍ୟକ ନାହିଁ । ବିକଳ୍ପ ଅନୁବାଦ: "ସେମାନେ ଯେଉଁ ବିଷୟ ଆତ୍ମବିଶ୍ୱାସରେ କହନ୍ତି ତାହା ସତ୍ୟ ଅଟେ" [[rc://en/ta/man/translate/figs-parallelism]])
1TI 1 8 t134 figs-exclusive οἴδαμεν 1 we know ଏହି ପତ୍ରରେ, ପାଉଲ ତୀମଥି ଏବଂ ନିଜକୁ କିମ୍ବା ଅନ୍ୟ ସମସ୍ତ ବିଶ୍ଵାସୀମାନଙ୍କୁ ସୂଚାଇବା ପାଇଁ **ଆମେ****,** **ଆମକୁ** ଏବଂ **ଆମର** ଶବ୍ଦ ବ୍ୟବହାର କରନ୍ତି । ତେଣୁ ସାଧାରଣତଃ, ଏହି ଶବ୍ଦଗୁଡ଼ିକ ପତ୍ରପ୍ରାପକକୁ ଅନ୍ତର୍ଭୁକ୍ତ କରେ । [4:10](https://create.translationcore.com/04/10.md) ବିଷୟରେ ଟିପ୍ପଣୀ ଆଲୋଚନା କରିବ ।[[rc://en/ta/man/translate/figs-exclusive]])
1TI 1 4 p2sr figs-abstractnouns τὴν ἐν πίστει 1 which is by faith ଯଦି ତାହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ “ବିଶ୍ୱାସ” କିମ୍ବା “ଭରସା” ଭଳି ଏକ କ୍ରିୟାପଦ ସହିତ ଗୁଣ ବାଚକ ବିଶେଷ୍ୟ **ବିଶ୍ୱାସ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ଉପରେ ଭରସା କରି ଆମେ ଯାହା ଶିଖୁ" କିମ୍ବା "ଯାହା ଈଶ୍ଵରଙ୍କ ଉପରେ ଭରସା କରି ଆମେ କରୁ" ।[[rc://en/ta/man/translate/figs-abstractnouns]])ଦେଖନ୍ତୁ)
1TI 1 5 iwnk grammar-connect-logic-goal τὸ δὲ τέλος τῆς παραγγελίας ἐστὶν 1 Now the goal of this command is ଏଠାରେ ପାଉଲ ତୀମଥିଙ୍କୁ ଦେଇଥିବା ଆଦେଶରୁ ଚାହୁଁଥିବା **ଲକ୍ଷ୍ୟ** ବା ଫଳାଫଳକୁ ପ୍ରକାଶ କରୁଛନ୍ତି । ବିକଳ୍ପ ଅନୁବାଦ: "ଏହି ଫଳାଫଳ ହାସଲ କରିବାକୁ ମୁଁ ଏହି ବିଷୟଗୁଡ଼ିକୁ ନିର୍ଦ୍ଦେଶ ଦେଉଅଛି" [[rc://en/ta/man/translate/grammar-connect-logic-goal]])ଦେଖନ୍ତୁ)
1TI 1 5 t123 figs-metaphor ἐκ καθαρᾶς καρδίας 1 from a pure heart ଏଠାରେ **ହୃଦୟ** ସାଙ୍କେତିକ ଭାବରେ ବ୍ୟକ୍ତିର ଚିନ୍ତାଧାରା ଏବଂ ପ୍ରବୃତ୍ତିକୁ ପ୍ରତିପାଦିତ କରେ । ବିକଳ୍ପ ଅନୁବାଦ: "କେବଳ ଯାହା ଉତ୍ତମ ସେହି ଇଚ୍ଛାନୁସାରେ" [[rc://en/ta/man/translate/figs-metaphor]])ଦେଖନ୍ତୁ)
1TI 1 5 zziu figs-abstractnouns πίστεως ἀνυποκρίτου 1 a sincere faith ଯଦି ତାହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ “ବିଶ୍ୱାସ” କିମ୍ବା “ଭରସା” ଭଳି ଏକ କ୍ରିୟାପଦ ସହିତ ଗୁଣ ବାଚକ ବିଶେଷ୍ୟ **ବିଶ୍ୱାସ** ପଛରେ ଥିବା ଧାରଣାକୁ ପ୍ରକାଶ କରିପାରିବେ । ଏଠାରେ, **ବିଶ୍ୱାସ**ର ଅର୍ଥ: (1) ଈଶ୍ଵରଙ୍କ ଉପରେ ଭରସା କିମ୍ବା (2) ଈଶ୍ଵରଙ୍କ ବିଷୟରେ ପ୍ରକୃତ ଶିକ୍ଷା ଉପରେ ବିଶ୍ୱାସ କରିବା । ବିକଳ୍ପ ଅନୁବାଦ: "ଈଶ୍ଵରଙ୍କ ଉପରେ ଦୃଢ଼ ଭାବରେ ବିଶ୍ଵାସ କରିବା" କିମ୍ବା "ଈଶ୍ଵରଙ୍କ ବିଷୟରେ ପ୍ରକୃତ ବାର୍ତ୍ତାରେ ଆନ୍ତରିକ ଭାବରେ ବିଶ୍ଵାସ କରିବା"[[rc://en/ta/man/translate/figs-abstractnouns]])ଦେଖନ୍ତୁ)
1TI 1 7 t131 figs-doublenegatives μὴ…μήτε…μήτε 1 not … either … or ପାଉଲ ଗ୍ରୀକ୍ ଭାଷାରେ ଏକ ତୃତୀୟ ନକାରାତ୍ମକ ବ୍ୟବହାର କରି , "ନାହିଁ … ଏହା ନୁହେଁ କି ତାହା ନୁହେଁ… ନୁହେଁ" ଏଠାରେ ଗୁରୁତ୍ଵ ଦିଅନ୍ତି । ଏକ ସକାରାତ୍ମକ ଅର୍ଥ ପ୍ରକାଶ କରିବା ପାଇଁ ଏହି ନକାରାତ୍ମକଗୁଡ଼ିକ ମଧ୍ୟରୁ କୌଣସି ଶବ୍ଦ ପରସ୍ପରକୁ ବାତିଲ୍ କରେ ନାହିଁ । ଏହା ପରିବର୍ତ୍ତେ, ନକାରାତ୍ମକ ଅର୍ଥକୁ ସମଗ୍ର ସ୍ଥାନରେ ବ୍ୟବହାର ହୋଇଅଛି । ଯଦି ଆପଣଙ୍କ ଭାଷା ଗୁରୁତ୍ୱ ପ୍ରକାଶ କରିବା ପାଇଁ ଦ୍ୱିନକାରାତ୍ମକ ବ୍ୟବହାର କରେ ଯାହା ପରସ୍ପରକୁ ବାତିଲ୍ କରେ ନାହିଁ, ସେହି ଗଠନକୁ ଏଠାରେ ଆପଣ ବ୍ୟବହାର କରି ପାରିବେ ।[[rc://en/ta/man/translate/figs-doublenegatives]])ଦେଖନ୍ତୁ)
1TI 1 7 t132 figs-parallelism ἃ λέγουσιν, μήτε περὶ τίνων διαβεβαιοῦνται 1 what they are saying or about which they make confident affirmations ଏହି ଦୁଇଟି ବାକ୍ୟାଂଶର ଅର୍ଥ ସମାନ ଅଟେ । ପାଉଲ ଗୁରୁତ୍ୱ ପାଇଁ ଏହି ପୁନରାବୃତ୍ତି ବ୍ୟବହାର କରନ୍ତି । ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଦ୍ୱନ୍ଦ୍ୱପୂର୍ଣ୍ଣ ତେବେ ଆପଣଙ୍କୁ ଆପଣଙ୍କ ଅନୁବାଦରେ ଉଭୟ ବାକ୍ୟାଂଶ ରଖିବା ଆବଶ୍ୟକ ନାହିଁ । ବିକଳ୍ପ ଅନୁବାଦ: "ସେମାନେ ଯେଉଁ ବିଷୟ ଆତ୍ମବିଶ୍ୱାସରେ କହନ୍ତି ତାହା ସତ୍ୟ ଅଟେ" [[rc://en/ta/man/translate/figs-parallelism]])ଦେଖନ୍ତୁ)
1TI 1 8 t134 figs-exclusive οἴδαμεν 1 we know ଏହି ପତ୍ରରେ, ପାଉଲ ତୀମଥି ଏବଂ ନିଜକୁ କିମ୍ବା ଅନ୍ୟ ସମସ୍ତ ବିଶ୍ଵାସୀମାନଙ୍କୁ ସୂଚାଇବା ପାଇଁ **ଆମେ****,** **ଆମକୁ** ଏବଂ **ଆମର** ଶବ୍ଦ ବ୍ୟବହାର କରନ୍ତି । ତେଣୁ ସାଧାରଣତଃ, ଏହି ଶବ୍ଦଗୁଡ଼ିକ ପତ୍ରପ୍ରାପକକୁ ଅନ୍ତର୍ଭୁକ୍ତ କରେ । [4:10](https://create.translationcore.com/04/10.md) ବିଷୟରେ ଟିପ୍ପଣୀ ଆଲୋଚନା କରିବ ।[[rc://en/ta/man/translate/figs-exclusive]])ଦେଖନ୍ତୁ)
1TI 1 9 t139 figs-nominaladj ἀνόμοις δὲ καὶ ἀνυποτάκτοις, ἀσεβέσι καὶ ἁμαρτωλοῖς, ἀνοσίοις καὶ βεβήλοις 1 the lawless and the rebellious, the ungodly and the sinful, the godless and the profane ପାଉଲ ମଧ୍ୟ ସେ ବର୍ଣ୍ଣନା କରୁଥିବା ଲୋକଙ୍କ ଶ୍ରେଣୀକୁ ସୂଚାଇବା ପାଇଁ ଏହି ବିଶେଷଣଗୁଡ଼ିକୁ ବିଶେଷ୍ୟ ଭାବରେ ବ୍ୟବହାର କରନ୍ତି । ଯଦି ଆପଣଙ୍କ ଭାଷାରେ ଏହା ସ୍ପଷ୍ଟ ତେବେ ଆପଣ ଏହି ବିଶେଷଣଗୁଡ଼ିକର ପ୍ରତ୍ୟେକ ବିଶେଷ୍ୟ ବାକ୍ୟାଂଶ ସହିତ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: "ଯେଉଁ ଲୋକମାନେ ନିୟମ ଭଙ୍ଗ କରନ୍ତି, ଯେଉଁ ଲୋକମାନେ କର୍ତ୍ତୃତ୍ୱକୁ ଅବମାନନା କରନ୍ତି, ଯେଉଁ ଲୋକମାନେ ଈଶ୍ଵରଙ୍କୁ ସମ୍ମାନ କରନ୍ତି ନାହିଁ, ଯେଉଁ ଲୋକମାନେ ପାପ କରନ୍ତି, ଯେଉଁ ଲୋକମାନେ ଈଶ୍ଵରଙ୍କ ବିରୁଦ୍ଧରେ ଜୀବନଯାପନ କରନ୍ତି, ଯେଉଁ ଲୋକମାନେ ଅପବିତ୍ର ଜୀବନଯାପନ କରନ୍ତି ।"[[rc://en/ta/man/translate/figs-nominaladj]])ଦେଖନ୍ତୁ)
1TI 1 9 t141 πατρολῴαις καὶ μητρολῴαις, ἀνδροφόνοις 1 father-killers and mother-killers, man-slayers ଏହି ତାଲିକାରେ ପାଉଲ ତାଙ୍କର ଅର୍ଥକୁ ସଂକ୍ଷିପ୍ତ ଏବଂ ସ୍ପଷ୍ଟ ଭାବରେ ପ୍ରକାଶ କରିବା ପାଇଁ ଅନେକ ଯୌଗିକ ଶବ୍ଦ ବ୍ୟବହାର କରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ଯୌଗିକର ପ୍ରଥମ ଶବ୍ଦ, ବିଶେଷ୍ୟ, ଯୌଗିକରେ ଦ୍ୱିତୀୟ ଶବ୍ଦର ବସ୍ତୁ, ଏକ କ୍ରିୟା ଅଟେ । ଏହି ତିନୋଟି ଯୌଗିକ ଶବ୍ଦ ଏହି ପଦରେ ଏବଂ ଆଉ ଦୁଇଟି ପରବର୍ତ୍ତୀ ପଦରେ ଅଛି । ଯଦି ଏହା ଆପଣଙ୍କ ଭାଷାରେ ସ୍ପଷ୍ଟ ତେବେ ଆପଣ ସେଗୁଡ଼ିକୁ ଏକବଚନ ଶବ୍ଦ କିମ୍ବା ବାକ୍ୟାଂଶ ସହିତ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: " ପିତୃହନ୍ତା ଏବଂ ମାତୃହନ୍ତା, ନରହତ୍ୟା" କିମ୍ବା "ଯେଉଁ ଲୋକମାନେ ଅନ୍ୟ ଲୋକମାନଙ୍କୁ ହତ୍ୟା କରନ୍ତି, ଏପରିକି ସେମାନଙ୍କ ନିଜ ପିତା ଏବଂ ମାତାଙ୍କୁ"
1TI 1 9 t142 figs-gendernotations ἀνδροφόνοις 1 man-slayers ପାଉଲ ଏଠାରେ ସାଧାରଣ ଅର୍ଥରେ **ପୁରୁଷ** ଶବ୍ଦ ବ୍ୟବହାର କରନ୍ତି ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି । ବିକଳ୍ପ ଅନୁବାଦ: "ହତ୍ୟାକାରୀ"[[rc://en/ta/man/translate/figs-gendernotations]])ଦେଖନ୍ତୁ)
1TI 1 10 t147 figs-metonymy τῇ ὑγιαινούσῃ διδασκαλίᾳ 1 healthy teaching ଶିକ୍ଷାଦାନ ପ୍ରତ୍ୟେକ କ୍ଷେତ୍ରରେ ଉତ୍ତମ ଏବଂ ନିର୍ଭରଯୋଗ୍ୟ ଏବଂ ଏହାର କୌଣସି ତ୍ରୁଟି କିମ୍ବା ଭ୍ରଷ୍ଟାଚାର ନାହିଁ ବୋଲି ପ୍ରକାଶ କରିବାକୁ ଏହା ଏକ ସାଙ୍କେତିକ ଉପାୟ ଅଟେ । ସୁସ୍ଥ ମନ ଥିବା ବ୍ୟକ୍ତି ଏହି ଶିକ୍ଷାକୁ ସଠିକ୍ ଭାବରେ ଗ୍ରହଣ କରିବେ । ବିକଳ୍ପ ଅନୁବାଦ: "ସଠିକ୍ ଶିକ୍ଷାଦାନ"[[rc://en/ta/man/translate/figs-metonymy]])ଦେଖନ୍ତୁ)
1TI 1 12 t150 χάριν ἔχω 1 I have gratitude to ବିକଳ୍ପ ଅନୁବାଦ: "ମୁଁ ଧନ୍ୟବାଦ ଦିଏ"
1TI 1 14 t158 δὲ 1 Indeed ଯଦିଓ ପାଉଲ  ଯୀଶୁଙ୍କ ଅନୁଗାମୀମାନଙ୍କୁ ନିର୍ଯାତନା ଦେଇଥିଲେ ତଥାପି ଯୀଶୁ ତାଙ୍କ ସହିତ କିପରି ଦୟାପୂର୍ବକ ବ୍ୟବହାର କରିଥିଲେ ତାହାର ଏକ ବିସ୍ତାରିତ ବର୍ଣ୍ଣନା ଉପସ୍ଥାପନ କରିବାକୁ ପାଉଲ ଏହି ଶବ୍ଦ ବ୍ୟବହାର କରନ୍ତି । ଏହି ବର୍ଣ୍ଣନା ତୀମଥି ଏବଂ ଏଫିସରେ ଥିବା ଅନ୍ୟ ବିଶ୍ଵାସୀମାନଙ୍କୁ ଯୀଶୁଙ୍କ ଦୟା କେତେ ମହାନ ତାହା ବୁଝିବାରେ ସାହାଯ୍ୟ କରିବ । ବିକଳ୍ପ ଅନୁବାଦ: "ପ୍ରକୃତରେ"
1TI 1 15 t163 figs-quotemarks Χριστὸς Ἰησοῦς ἦλθεν εἰς τὸν κόσμον ἁμαρτωλοὺς σῶσαι 1 Christ Jesus came into the world to save sinners ଯଦିଓ ପାଉଲ  ଯୀଶୁଙ୍କ ଅନୁଗାମୀମାନଙ୍କୁ ନିର୍ଯାତନା ଦେଇଥିଲେ ତଥାପି ଯୀଶୁ ତାଙ୍କ ସହିତ କିପରି ଦୟାପୂର୍ବକ ବ୍ୟବହାର କରିଥିଲେ ତାହାର ଏକ ବିସ୍ତାରିତ ବର୍ଣ୍ଣନା ଉପସ୍ଥାପନ କରିବାକୁ ପାଉଲ ଏହି ଶବ୍ଦ ବ୍ୟବହାର କରନ୍ତି । ଏହି ବର୍ଣ୍ଣନା ତୀମଥି ଏବଂ ଏଫିସରେ ଥିବା ଅନ୍ୟ ବିଶ୍ଵାସୀମାନଙ୍କୁ ଯୀଶୁଙ୍କ ଦୟା କେତେ ମହାନ ତାହା ବୁଝିବାରେ ସାହାଯ୍ୟ କରିବ । ବିକଳ୍ପ ଅନୁବାଦ: "ପ୍ରକୃତରେ"[[rc://en/ta/man/translate/figs-quotemarks]])ଦେଖନ୍ତୁ)
1TI 1 15 t164 ὧν πρῶτός εἰμι ἐγώ 1 of whom I am the first ଏଠାରେ **ପ୍ରଥମ** ଶବ୍ଦର ଅର୍ଥ ଏକ ଶ୍ରେଣୀର ଏକ ଉଦାହରଣ ଅଟେ, ଏହି କ୍ଷେତ୍ରରେ ଏହା ଏକ ନକାରାତ୍ମକ ଶ୍ରେଣୀ ଅଟେ। ବିକଳ୍ପ ଅନୁବାଦ: "ଏବଂ ମୁଁ ସମସ୍ତଙ୍କଠାରୁ ଅଧିକ ଖରାପ ଅଟେ"
1TI 1 19 jj6k figs-abstractnouns ἔχων πίστιν 1 holding faith ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ସହାୟକ ହେବ, ତେବେ ଆପଣ ଗୁଣ ବାଚକ ବିଶେଷ୍ୟ ବିଶ୍ଵାସ ପଛରେ ଥିବା ଧାରଣାକୁ ଏକ ବାକ୍ୟାଂଶ ସହିତ ପ୍ରକାଶ କରିପାରିବେ ଯାହାକି “**ବିଶ୍ୱାସ**” କିମ୍ବା “ଭରସା” ଭଳି କ୍ରିୟା ବ୍ୟବହାର କରେ । ଏଠାରେ, **ବିଶ୍ୱାସ**: (1) ଯୀଶୁଙ୍କ ସହିତ ଏକ ସମ୍ପର୍କ କିମ୍ବା (2) ଯୀଶୁଙ୍କ ବିଷୟରେ ଏକ ବାର୍ତ୍ତା ଉପରେ ବିଶ୍ୱାସ କରିବା । ବିକଳ୍ପ ଅନୁବାଦ: "ଯୀଶୁଙ୍କ ଉପରେ ବିଶ୍ଵାସ ନିରନ୍ତର ରଖ" କିମ୍ବା  "ପ୍ରକୃତ ଶିକ୍ଷାରେ ବିଶ୍ଵାସ ନିରନ୍ତର ରଖ" ।[[rc://en/ta/man/translate/figs-abstractnouns]])ଦେଖନ୍ତୁ)
1TI 1 19 dyr6 figs-abstractnouns περὶ τὴν πίστιν 1 regarding the faith ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଉପଯୋଗୀ ତେବେ ଆପଣ ଗୁଣ ବାଚକ ବିଶେଷ୍ୟ **ବିଶ୍ୱାସ** ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ଏଠାରେ, ବିଶ୍ଵାସ ସୂଚାଇପାରେ: (1) ଯୀଶୁ (କିମ୍ବା ଈଶ୍ଵରଙ୍କ) ସହିତ ସମ୍ପର୍କ କିମ୍ବା (2) ଯୀଶୁଙ୍କ ବିଷୟରେ ଶିକ୍ଷା । ବିକଳ୍ପ ଅନୁବାଦ:“ଯୀଶୁଙ୍କ ସହିତ ସେମାନଙ୍କର ସମ୍ପର୍କ” କିମ୍ବା  “ଯୀଶୁଙ୍କ ବିଷୟରେ ବାର୍ତ୍ତା” । [[rc://en/ta/man/translate/figs-abstractnouns]])ଦେଖନ୍ତୁ)
1TI 1 20 az10 figs-explicit οὓς παρέδωκα τῷ Σατανᾷ 1 ଏହାର ଅର୍ଥ ପାଉଲ ସେମାନଙ୍କୁ ବିଶ୍ଵାସୀ ସମ୍ପ୍ରଦାୟରୁ ବହିଷ୍କାର କରିଦେଲେ । ଯେହେତୁ ସେମାନେ ଆଉ ସମ୍ପ୍ରଦାୟର ଅଂଶ ନୁହଁନ୍ତି, ଶୟତାନ ସେମାନଙ୍କୁ ନିଜ ଅଧିନରେ କରି ଏବଂ ସେମାନଙ୍କର କ୍ଷତି କରିପାରେ । ଆପଣ ହୁଏତ ଏହି ସୂଚନାକୁ ଏକ ପାଦଟିକାରେ ଅନ୍ତର୍ଭୂକ୍ତ କରିପାରିବେ ଯଦି ଏହା ଆପଣଙ୍କ ପାଠକମାନଙ୍କ ପାଇଁ ଉପଯୋଗୀ ହେବ । ବିକଳ୍ପ ଅନୁବାଦ: "ମୁଁ ଶୟତାନକୁ ସେମାନଙ୍କୁ ଯନ୍ତ୍ରଣା ଦେବାକୁ ଅନୁମତି ଦେଇଅଛି"[[rc://en/ta/man/translate/figs-explicit]])ଦେଖନ୍ତୁ)
1TI 2 1 t183 figs-gendernotations ἀνθρώπων 1 men ପାଉଲ ଏଠାରେ ସାଧାରଣ ଅର୍ଥରେ **ପୁରୁଷ** ଶବ୍ଦ ବ୍ୟବହାର କରନ୍ତି ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି। ବିକଳ୍ପ ଅନୁବାଦ: "**ଲୋକମାନେ**"[[rc://en/ta/man/translate/figs-gendernotations]])ଦେଖନ୍ତୁ)
1TI 2 3 t186 figs-doublet καλὸν καὶ ἀπόδεκτον ἐνώπιον…Θεοῦ 1 good and acceptable before God **ଉତ୍ତମ** ଏବଂ **ଗ୍ରହଣୀୟ** ଶବ୍ଦର ଅର୍ଥ ସମାନ ଅଟେ । ପାଉଲ ସେଶବ୍ଦଗୁଡ଼ିକୁ ହୁଏତ ଗୁରୁତ୍ଵ ଦେବାକୁ ଏକତ୍ର ବ୍ୟବହାର କରୁଥିଲେ । ଯଦି ଆପଣ ଭାବୁଛନ୍ତି ଆପଣଙ୍କ ଅନୁବାଦରେ ଉଭୟ ଶବ୍ଦ ରହିବା ଆପଣଙ୍କ ପାଠକମାନଙ୍କ ପାଇଁ ଦ୍ୱନ୍ଦ୍ୱପୂର୍ଣ୍ଣ ହୋଇପାରେ ତେବେ ଆପଣ ସେଗୁଡ଼ିକୁ ଏକତ୍ର ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: "ଈଶ୍ଵର ବହୁତ ପ୍ରସନ୍ନ ଅଟନ୍ତି"[[rc://en/ta/man/translate/figs-doublet]])ଦେଖନ୍ତୁ)
1TI 2 4 t188 figs-gendernotations πάντας ἀνθρώπους 1 all men ପାଉଲ ଏଠାରେ ସାଧାରଣ ଅର୍ଥରେ **ପୁରୁଷ** ଶବ୍ଦ ବ୍ୟବହାର କରନ୍ତି ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି । ବିକଳ୍ପ ଅନୁବାଦ: "ସମସ୍ତେ"[[rc://en/ta/man/translate/figs-gendernotations]])ଦେଖନ୍ତୁ)
1TI 2 5 t191 figs-gendernotations ἀνθρώπων 1 of men ପାଉଲ ଏଠାରେ ସାଧାରଣ ଅର୍ଥରେ **ପୁରୁଷ** ଶବ୍ଦ ବ୍ୟବହାର କରନ୍ତି ଯେଉଁଥିରେ ଉଭୟ ପୁରୁଷ ଏବଂ ମହିଳା ଅନ୍ତର୍ଭୁକ୍ତ ଅଟନ୍ତି । ବିକଳ୍ପ ଅନୁବାଦ: "ଲୋକ"[[rc://en/ta/man/translate/figs-gendernotations]])ଦେଖନ୍ତୁ)
1TI 2 5 t192 figs-gendernotations ἄνθρωπος Χριστὸς Ἰησοῦς 1 the man Christ Jesus ପାଉଲ ବୋଧହୁଏ ଯୀଶୁ ଶବ୍ଦର ମାନବିକତାକୁ ବୁଝାଇବା ପାଇଁ ସାଧାରଣ ଅର୍ଥରେ **ମନୁଷ୍ୟ** ଶବ୍ଦ ବ୍ୟବହାର କରୁଛନ୍ତି । ବିକଳ୍ପ ଅନୁବାଦ: "ଖ୍ରୀଷ୍ଟ ଯୀଶୁ, ଯିଏ ମଧ୍ୟ ମନୁଷ୍ୟ ଅଟନ୍ତି"[[rc://en/ta/man/translate/figs-gendernotations]])ଦେଖନ୍ତୁ)
1TI 2 7 cbn6 translate-unknown κῆρυξ 1 a herald **ସମ୍ବାଦ ବାହକ** ବାର୍ତ୍ତା ଘୋଷଣା କରିବାକୁ ପଠାଯାଇଥିବା ଜଣେ ବ୍ୟକ୍ତି ଅଟନ୍ତି । ଯଦି ଆପଣଙ୍କର ଭାଷାର ସମାନ ଶବ୍ଦ ନାହିଁ ଏବଂ ଆପଣଙ୍କର ପାଠକମାନେ ଜାଣିପାରିବେ ନାହିଁ ଯେ ଏକ ସମ୍ବାଦ ବାହକ କ’ଣ, ଆପଣ ଏହା ପାଇଁ ଏକ ସାଧାରଣ ଅଭିବ୍ୟକ୍ତି ବ୍ୟବହାର କରିପାରିବେ । ବିକଳ୍ପ ଅନୁବାଦ: "ଘୋଷଣାକାରୀ" କିମ୍ବା "ଜଣେ ବାର୍ତ୍ତା ବାହକ" ।[[rc://en/ta/man/translate/translate-unknown]])ଦେଖନ୍ତୁ)
Can't render this file because it contains an unexpected character in line 2 and column 7882.