Edit 'en_tn_63-1JN.tsv' using 'tc-create-app'

This commit is contained in:
Gayatri-Digal 2021-11-02 10:26:14 +00:00
parent c54061fe49
commit 3640a41c77
1 changed files with 1 additions and 1 deletions

View File

@ -285,7 +285,7 @@ Book Chapter Verse ID SupportReference OrigQuote Occurrence GLQuote OccurrenceNo
1JN 5 20 je13 guidelines-sonofgodprinciples Υἱὸς τοῦ Θεοῦ 1 Son of God **ଈଶ୍ଵରଙ୍କ ପୁତ୍ର** ଶବ୍ଦ ଯୀଶୁଙ୍କ ପାଇଁ ଏକ ପ୍ରମୁଖ ନାମ  ଅଟେ ଯାହା ଈଶ୍ଵରଙ୍କ ସହିତ ତାହାଙ୍କ ସମ୍ପର୍କକୁ ଦର୍ଶାଏ  । ( [[rc://en/ta/man/translate/guidelines-sonofgodprinciples]]ଦେଖନ୍ତୁ)
1JN 5 20 n1nh δέδωκεν ἡμῖν διάνοιαν 1 has given us understanding ଯଦି ଏହା ଆପଣଙ୍କ ଭାଷାରେ ଅଧିକ ସ୍ପଷ୍ଟ ହେବ, ତେବେ ଆପଣ “ବୁଝିବା” ପରି ଏକ କ୍ରିୟା ସହିତ ଭାବ ବାଚକ ବିଶେଷ୍ୟ ବୁଝିବା ପଛରେ ଥିବା ଧାରଣା ପ୍ରକାଶ କରିପାରିବେ । ବିକଳ୍ପ ଅନୁବାଦ: “**ବୁଝିବାକୁ** ଆମ୍ଭମାନଙ୍କୁ ସକ୍ଷମ କରିଛନ୍ତି” ( [[rc://en/ta/man/translate/figs-abstractnouns]]ଦେଖନ୍ତୁ)
1JN 5 20 ge7c figs-metaphor ἐσμὲν ἐν τῷ Ἀληθινῷ 1 we are in him who is true [2:5](https://create.translationcore.com/02/05.md) ଯେପରି, ବିଶ୍ଵାସୀମାନେ ଈଶ୍ଵର  ଏବଂ ଯୀଶୁଙ୍କ ଭିତରେ ରହିପାରନ୍ତି ବୋଲି ଯୋହନ ଆଳଙ୍କାରିକ ଭାବରେ କହନ୍ତି । ଏହି ଅଭିବ୍ୟକ୍ତି ଈଶ୍ଵରଙ୍କ ସହିତ ଏକ ଘନିଷ୍ଠ ସମ୍ପର୍କ ଦର୍ଶାଏ  । ବିକଳ୍ପ ଅନୁବାଦ: “ଈଶ୍ଵର ଏବଂ ତାହାଙ୍କ ପୁତ୍ର ଯୀଶୁ ଖ୍ରୀଷ୍ଟଙ୍କ ସହିତ ଆମ୍ଭମାନଙ୍କର ଘନିଷ୍ଠ ସମ୍ପର୍କ ଅଛି” ( [[rc://en/ta/man/translate/figs-metaphor]]ଦେଖନ୍ତୁ)
1JN 5 20 hvr7 τὸν Ἀληθινόν 1 him who is true ଏକ ନିର୍ଦ୍ଦିଷ୍ଟ ସୃଷ୍ଟିକୁ ସୂଚାଇବା ପାଇଁ ଯୋହନ  ବିଶେଷଣ ଭାବରେ **ସତ୍ୟ** ବିଶେଷଣକୁ ବ୍ୟବହାର କରନ୍ତି  । ଏହାକୁ ଦେଖାଇବା ପାଇଁ ULT ଜଣେ ଶବ୍ଦକୁ ଯୋଗ କରେ । ଆପଣଙ୍କ  ଭାଷା ବିଶେଷଣକୁ ଏହିପରି ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ସତ୍ୟ… ଯିଏ ସତ୍ୟ ଅଟେ” ( [[rc://en/ta/man/translate/figs-nominaladj]]ଦେଖନ୍ତୁ)
1JN 5 20 hvr7 τὸν Ἀληθινόν 1 him who is true ଏକ ନିର୍ଦ୍ଦିଷ୍ଟ ସୃଷ୍ଟିକୁ ସୂଚାଇବା ପାଇଁ ଯୋହନ  ବିଶେଷଣ ଭାବରେ **ସତ୍ୟ** ବିଶେଷଣକୁ ବ୍ୟବହାର କରନ୍ତି  । ଏହାକୁ ଦେଖାଇବା ପାଇଁ ULT **ଜଣେ** ଶବ୍ଦକୁ ଯୋଗ କରେ । ଆପଣଙ୍କ  ଭାଷା ବିଶେଷଣକୁ ଏହିପରି ବ୍ୟବହାର କରିପାରେ । ଯଦି ନୁହେଁ, ଆପଣ ଏହାକୁ ଏକ ସମାନ ଅଭିବ୍ୟକ୍ତି ସହ ଅନୁବାଦ କରିପାରିବେ । ବିକଳ୍ପ ଅନୁବାଦ: “ଯିଏ ସତ୍ୟ… ଯିଏ ସତ୍ୟ ଅଟେ” ( [[rc://en/ta/man/translate/figs-nominaladj]]ଦେଖନ୍ତୁ)
1JN 5 20 w5yl οὗτός ἐστιν ὁ ἀληθινὸς Θεὸς 1 This one is the true God **ଏହା** ଈଶ୍ଵର  କିମ୍ବା ଯୀଶୁଙ୍କୁ ସୂଚିତ କରିପାରେ । ULT ଏହାକୁ ଈଶ୍ଵରଙ୍କୁ  ସୂଚାଇବା ପାଇଁ ବ୍ୟବହାର କରେ ଏବଂ UST ଏହାକୁ ଯୀଶୁଙ୍କୁ ସୂଚାଇବା ପାଇଁ ବ୍ୟବହାର କରେ । ( [[rc://en/ta/man/translate/writing-pronouns]]ଦେଖନ୍ତୁ)
1JN 5 20 dz3s figs-metonymy καὶ ... ζωὴ αἰώνιος 1 and eternal life ଯୋହନ **ଏବଂ**  ସହିତ ସଂଯୁକ୍ତ ଦୁଇଟି ବିଶେଷ୍ୟ ବାକ୍ୟାଂଶ ବ୍ୟବହାର କରି ଗୋଟିଏ ଧାରଣା ପ୍ରକାଶ କରନ୍ତି  । ଅନନ୍ତ ଜୀବନ ବାକ୍ୟାଂଶ **ସତ୍ୟ ଈଶ୍ଵରଙ୍କ** ଗୁଣକୁ ଦର୍ଶାଏ, ଯେ ଅନନ୍ତ ଜୀବନ ପ୍ରଦାନ କରନ୍ତି । ବିକଳ୍ପ ଅନୁବାଦ: “ସତ୍ୟ ଈଶ୍ଵର, ଯିଏ ଅନନ୍ତ ଜୀବନ ଦିଅନ୍ତି” ( [[rc://en/ta/man/translate/figs-hendiadys]]ଦେଖନ୍ତୁ)
1JN 5 21 i3rw figs-metaphor τεκνία 1 Children [2:1](https://create.translationcore.com/02/01.md) ରେ ଆପଣ ଏହି ଶବ୍ଦକୁ କିପରି ଅନୁବାଦ କରିଛନ୍ତି ଦେଖନ୍ତୁ । ବିକଳ୍ପ ଅନୁବାଦ: “ ମୋ ଅଧୀନରେ ଥିବା ତୁମ୍ଭେମାନେ ମୋର ପ୍ରିୟ ବିଶ୍ଵାସୀଗଣ” ( [[rc://en/ta/man/translate/figs-metaphor]]ଦେଖନ୍ତୁ)

Can't render this file because it contains an unexpected character in line 2 and column 3772.